ଠାକୁର ବଳଭଦ୍ର ମୁଁହ ମାଡ଼ି ପଡିଗଲେ :ଏକ ଅଶୁଭ ସଂକେତ (165)Dr Bibudharanjan

  Рет қаралды 119,591

Dr Bibudharanjan

Dr Bibudharanjan

19 күн бұрын

Spiritual, Jagannath

Пікірлер: 630
@sushantamishra7062
@sushantamishra7062 17 күн бұрын
ଆଜ୍ଞା 🙏ଆପଣଙ୍କ କଥାରେ ମୂଁ ସମ୍ପୂର୍ଣ ସହମତ, ମୋର ସନ୍ଦେହ ଜେ ଆଗକୁ ରତ୍ନ ଭଣ୍ଡାର ଲୁଟ ର ପର୍ଦାଫାଶ ଭୟରେ ଏହା ଏକ ମନୁଷ୍ୟ କୃତ ହୀନ କାର୍ଯ୍ୟ ଅଟେ
@prakashbhuyan9337
@prakashbhuyan9337 16 күн бұрын
ପ୍ରଣାମ ମିଶ୍ର ବାବୁ ଏହାହିଁ ସତ୍ୟ
@chhabindramansingh73
@chhabindramansingh73 17 күн бұрын
ମୁ କାଲିଠୁ ଗୋଟେ ଦୁଃସାହସ କରି ନିର୍ଲଜଙ୍କ ଭଳି ବଳିଆକୁ ଦୋଷ ଦଉଥିଲି କ୍ଷମା କରିବୁ ବଳିଆ ମୋର, 🙏, ଆପଣଙ୍କ କଥା 100ରୁ 200ଠିକ, ସେବକ ଙ୍କର ସମର୍ପଣ ଭାବ ନାଇଁ ରୋଜଗାର ମନୋବୃତି ନେଇ ସେବା କରୁଛନ୍ତି, ସତର୍କତା ଅଵଲମ୍ବନ କରୁ ନାଁହାନ୍ତି, ତେଣୁ ବଳିଆ ଦେଖେଇ ଦେଲା, ଭାରି କଷ୍ଟ ହୋଇଥିବମୋଧନକୁ, ସମସ୍ତଙ୍କୁ କ୍ଷମାକରିଦେ କାଳିଆ ବଳିଆ 🙏🌹🙏♥️🙏
@ranjumohanty9529
@ranjumohanty9529 17 күн бұрын
Prabhunka seba bele mobile dhariba sabutharu bhul
@user-lq2py7mm4u
@user-lq2py7mm4u 17 күн бұрын
😊​
@gitanjaliacharya9112
@gitanjaliacharya9112 17 күн бұрын
Aagya thik kahile,kichhi sebayata paisa paien lokanku kukura bhalia behave karanti,6 july re mu sri mandira jaithili,kichhi Bangali Bihari Bhakta nku,main mandira ra desk re thia hoi dayana deuthiba sebayat kahile,paauna dia 100 tanka,bhakta kahile hundire deichu,sebayata kahile seita alaga ame kemiti peta posibu ? gote bhakta 100 tanka dele au jane 10 tanka delabelaku,sebayata muhan chhinchadi, danti ragadi kahile jaa...jaa,manisa ku manisa bhalia behave karantu,aapana mane ta bhala darama pauchant,Odisha bahare panda manankara badnam heuchi, sebayat police ku kahile yanku bahara karidia eai jagaru,jadio police thile mote kichhi kahileni,mu discipline maintain bhala bhabare jane. Jie thakura nka sahita khelichhanti tanku nischinta danda miliba uchit.
@beautysahu5664
@beautysahu5664 17 күн бұрын
Qqq
@kapilasmahakur8371
@kapilasmahakur8371 17 күн бұрын
Yes, thhik kahichanti, sevaka mananku khelaghra lagichi
@dukhishyampattanaik7302
@dukhishyampattanaik7302 17 күн бұрын
ସେବାୟତ କଣ ଭଗବାନ, ଭାରତ ବିଚାର ବ୍ୟବସ୍ଥା ମଧ୍ୟରେ ସେମାନଙ୍କ ନାମରେ କେସ ରୁଜୁ କରାଯାଇ, ବିଚାର ବିଭାଗୀୟ ତଦନ୍ତ କରାଯାଉ । ଆବଶ୍ୟକ ପଡିଲେ ସେମାନଙ୍କୁ ସେବାରୁ ଅନ୍ତର କରାଯାଇ ଜେଲ୍ ବ୍ୟବସ୍ଥା କରିବା ନିହାତି ଦରକାର । ପ୍ରଭୁ ଙ୍କ ଇଚ୍ଛାରେ ଜେଲ୍ ଯାଆନ୍ତୁ ।
@ManoranjanPattanaik-bb9pi
@ManoranjanPattanaik-bb9pi 17 күн бұрын
ବର୍ତ୍ତମାନ ସମୟରେ ଅନୁଚିନ୍ତାର ଅଭାବ,ସଂସ୍କୃତି ର ଅବକ୍ଷୟତା ତଥା ନୀତିହୀନତା ବଢ଼ି ଚାଲିଛି।ଜୟ ଶ୍ରୀ ଜଗନ୍ନାଥ ଚିନ୍ତନ।
@namitasatapathy7389
@namitasatapathy7389 17 күн бұрын
ଜୟ ପ୍ରଭୁ ବଡ ମଣିମା 😭😭😭 ସେବାୟତ ଭାଇମାନେ ଆପଣ ମାନଙ୍କୁ ପ୍ରଣାମ କରି କହୁଛି ଆପଣ ମାନେ ପ୍ରଭୁଙ୍କ କାମ ସେବା ରେ ନିଷ୍ଠା ବାନ ହୁଅନ୍ତୁ କାଲିର ବଡ ଠାକୁରଙ୍କ ପହଣ୍ଡି ରେ ଯାହା ଘଟିଗଲା ଆଜି ଏ ଯା ଏ କିଛି ଖାଇବା କୁ ବି ମନ୍ ହେଉନି ପ୍ରଭୁ ଆପଣ ମାନଙ୍କୁ କ୍ଷମା କରନ୍ତୁ
@rajkumarmohanty9330
@rajkumarmohanty9330 17 күн бұрын
ହୃଦୟ ରୁ ଧନ୍ୟବାଦ ନିଛକ ସତ୍ୟ କୁ ମୁହଁ ଖୋଲି କହି ଥିବାରୁ। ପ୍ରକୁତରେ ଆମେ ଦୋଷୀ , ଆମକୁ ଦଣ୍ଡ ମିଳିବା ଦରକାର। 🙏🙏
@manjulakumaripradhan7306
@manjulakumaripradhan7306 17 күн бұрын
ଜୟ ଜଗନ୍ନାଥ,ସେବାୟତ ମାନଙ୍କ ଦାୟିତ୍ଵ ହିନତା ହିଁ ଏହାର ଏକମାତ୍ର କାରଣ, ସେମାନେ ନିଷ୍ଠାବାନ ହୁଅନ୍ତୁ, ପ୍ରଭୁ ତାଙ୍କୁ ଖୟମା କରିବେ
@trilochanpatnaik6321
@trilochanpatnaik6321 17 күн бұрын
ମାନନୀୟ ବିବୁଧରଞ୍ଜନ ବାବୁ ଆପଣଙ୍କ ତର୍ଜମା ଶତ ପ୍ରତିଶତ ଠିକ୍। ପ୍ରଭୁ ଚାହିଁ ବାରୁ ଏପରି ହେଲା କହିବା ବୃଥା।
@BabitaMishra-yx2hr
@BabitaMishra-yx2hr 17 күн бұрын
ସାର୍ , ଭକ୍ତ ତ ଠାକୁରଙ୍କୁ ଦେଖୁନାହାନ୍ତି , ପଣ୍ଡା ପ୍ରଭୁଙ୍କ ଆଗରେ ଠିଆହୋଇ ଆମକୁ ପ୍ରଭୁ ଦର୍ଶନ ରୁ ବଞ୍ଚିତ କରୁଛନ୍ତି । ପ୍ରଭୁ ଠିକ୍ ଦଣ୍ଡ ଦେଇଛନ୍ତି ।
@prakashbhuyan9337
@prakashbhuyan9337 16 күн бұрын
ବାସ୍ତବିକ ପଣ୍ଡା ଙ୍କୁ ହିଁ ଦେଖୁ
@santilatamuduli161
@santilatamuduli161 15 күн бұрын
Right Katha kahila
@satyasarathi_
@satyasarathi_ 17 күн бұрын
ସତ କଥା, ଏପରି ଭୁଲ ଅକ୍ଷମଣୀୟ। ଆମେ ଦଣ୍ଡ ର ଅଧିକାରୀ।
@sunilpanda9290
@sunilpanda9290 17 күн бұрын
ଠିକ କହୁଛନ୍ତି, ଜୟ ଜଗନ୍ନାଥ 👌👌🙏
@Amachalani
@Amachalani 17 күн бұрын
ସେବାୟତ ମାନେ ପୁରା ହାରାମି
@geetaranisamal6638
@geetaranisamal6638 17 күн бұрын
ଯାହା କହିଲେ ଆପଣ ସମ୍ପୂର୍ଣ ସତ୍ୟ। ଭଲପାଇବା ନଥିଲେ ପ୍ରଭୁଙ୍କ ପୂଜା କରିହେବନାହିଁ। ଏମାନଙ୍କର ମନରେ ପିଲାଳିଆମୀ ଭାବ ଭର୍ତି ହୋଇଛି ତେଣୁ ଏହା ଘଟିଲା।
@skdsingerkumarsaroj655
@skdsingerkumarsaroj655 17 күн бұрын
ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ
@pradiptakumarpani4976
@pradiptakumarpani4976 17 күн бұрын
ନମସ୍କାର,ଘଟଣାର ମୂଳାଧାର ଓ ସମାଧାନ ସୁନ୍ଦର ଉପସ୍ଥାପନ କରିଛନ୍ତି,ଯହାକି ନୂଆ ସରକାର ବୁଝି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକ,ଧନ୍ୟବାଦ
@govindpanda3431
@govindpanda3431 16 күн бұрын
Accident is Accident .It never occurs with prior warning.
@santoshpanigrahi8446
@santoshpanigrahi8446 17 күн бұрын
ଜୟ ଜଗନ୍ନାଥ୍। ସେବା ଭକ୍ତି ଓ ନିଷ୍ଠାର ସହିତ କରିବା ବିଧେୟ! ଯେଉଁମାନେ କହନ୍ତି ପ୍ରଥମ ଥରପାଇଁ ଠାକୁର ଚାରମାଳ ରେ ପଡିଯାଇନାହାନ୍ତି ସେମାନେ ବିଶ୍ଵନିୟନ୍ତାଙ୍କ ପାଖରେ ମହାପାତକ କରୁଛନ୍ତି! ବରଂ ତାଙ୍କ ପାଖରେ ଶରଣାପନ୍ନ ହେଲେ ଦୋଷ କ୍ଷମା ହେବ! କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ପାଇଁ ଏହା ପରିତାପର ବିଷୟ!
@kailashchandradas8992
@kailashchandradas8992 17 күн бұрын
ଆମ ମତରେ ବଡ଼ ଠାକୁର ଦାୟିତ୍ୱ ରେ ଥିବା ସେମାନଂକୁ ସବୁ ଦିନ ପାଇଁ ବାହାର କରିଦିଅନ୍ତୁ ଜୟ ବଡ଼ ଠାକୁର ଜୀ 🙏
@debendranarayandash9040
@debendranarayandash9040 17 күн бұрын
ବ୍ରହ୍ମ ବିଭ୍ରାଟ ପରଠାରୁ ଏହିଭଳି ପରିସ୍ଥିତି ସୃଷ୍ଟି ହେଉଛି ପୂର୍ବବର୍ଷ ଜଗନ୍ନାଥ ମହାପ୍ରଭୁ ଏଥର ବଡ଼ ଠାକୁର ନବକଳେବର ତୃଟି ଯୋଗୁଁ ଏଭଳି ଘଟୁଛି ଆଉଥରେ ନବକଳେବର ପଯ୍ୟନ୍ତ ଏଭଳି ଘଟଣା ଘଟିବ ନବକଳେବର ତୃଟି ପାଇଁ କ୍ଷମା ମାଗ ଜୟ ଜଗନ୍ନାଥ 🙏
@ManoranjanPattanaik-bb9pi
@ManoranjanPattanaik-bb9pi 17 күн бұрын
ଏକ ଗମ୍ଭୀର ଚିନ୍ତନ କଥା ବସ୍ତୁ। ନିହାତି ବିଚାର୍ଯ୍ୟ।
@satishchandrabehera7291
@satishchandrabehera7291 16 күн бұрын
ସତରେ ସାର, ଅତ୍ୟନ୍ତ ଦୁଃସହ ଘଟଣା। ଆପଣଙ୍କ ଦ୍ଵାରା ପ୍ରଦତ୍ତ ପ୍ରସ୍ତାବ ସବୁ ନିତାନ୍ତ ଗ୍ରହଣୀୟ। ଜୟ ଜଗନ୍ନାଥ!!!
@srikantaharichandan1464
@srikantaharichandan1464 17 күн бұрын
ମୁଁ ଆପଣଙ୍କୁ ସବୁବେଳେ ଶୁଣେ। ମୁଁ ଆପଣଙ୍କ ସବୁ କଥାକୁ ପସନ୍ଦ କରେ। କିନ୍ତୁ "ମୁହଁ ମାଡ଼ି ପଡିଗଲେ" ଏଇ ଶବ୍ଦ ଗୁଡ଼ିକ ହଜମ କରିପାରୁନି । ମତେ ବହୁତ୍ କଷ୍ଟ ହେଲା। ଏଇ ଶବ୍ଦ ବ୍ୟବହାର କରି ନଥିଲେ ଭଲ ହେଇଥାନ୍ତା। କ୍ଷମା କରିବେ।
@sunilkumarpatra6878
@sunilkumarpatra6878 17 күн бұрын
ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏 ଜୟ ଗୁରୁଜୀ 🙏🙏🙏 ଆପଣଙ୍କ କହିଥିବା କଥାଵସ୍ତୁଟି ନିରାଟ ସତ୍ୟ କଥା ଏ ଗୁଡିକୁ government impliment କରିବା କଥା.
@Twins_Lifestyle
@Twins_Lifestyle 16 күн бұрын
ସତରେ ଆମେ ପ୍ରଭୁଙ୍କର ମନଜାଣି କାମ କରୁ ନାହୁଁ ... ଆମେ ସ୍ୱାଧୀନତାର ନାଁ ନେଇ ସ୍ବେଛାଚାରିତା ଅବଲମ୍ବନ କରି ବିଭିନ୍ନ ଅକରଣୀୟ କାର୍ଯ୍ୟକଳାପ ସବୁ କରି ଚାଲିଛେ 😭😭😭😭😭😭😭ପ୍ରଭୁଙ୍କ ପ୍ରତି ଆମମାନଙ୍କର ସମର୍ପଣ ଭାବ ନାହିଁ 😭😭😭😭😭😭😭ହେ ପ୍ରଭୁ ସମୟ ଆସିଛି ତୁମେ ହିଁ ତୁମର ବିପଥଗାମୀ ସୃଷ୍ଟିକି ସଦବୁଦ୍ଧି ଦିଅ ନଚେତ ଦଣ୍ଡ ଦିଅ 🙏🙏🙏🙏🙏😢😢😢😢😢😢😢
@gourangasa6027
@gourangasa6027 17 күн бұрын
ବଡ଼ ଠାକୁର ଙ୍କ ସେବାୟତ ମାନେ ଭକ୍ତି ଭାବରେ ଅନ୍ତର ର ସହ ନିଜ ଦାୟିତ୍ୱ ତୁଲାଇଥିଲେ ଏପରି ହୋଇ ନ ଥାନ୍ତା।
@gangadharsatapathy316
@gangadharsatapathy316 17 күн бұрын
ଆଜ୍ଞା !! ପଡ଼ିଯାଇ ନାହାନ୍ତି !! ଫୋପାଡି ଦେଇଛନ୍ତି।❤❤❤❤❤❤❤❤
@umacharanbehera5115
@umacharanbehera5115 17 күн бұрын
ମହାପ୍ରଭୁ ବାଳୁତ, ସେବାୟତ ତାଙ୍କର ଜନମ କଲା ବଡଭାଇ, ତେଣୁ ସେବାୟତ ଏବଂ ଦଣ୍ଡିତ ହେବା ଦରକାର l
@trilochanpatnaik6321
@trilochanpatnaik6321 17 күн бұрын
ଠାକୁର ତାଙ୍କ ଇଚ୍ଛାରେ ଏପରି କଲେ କହି ଦୋଷ ମୁକ୍ତ ହେଇ ପାରିବେ ନାହିଁ କେହି। ମୋ ମତରେ ଏହା ପ୍ରଭୁ ଙ୍କୁ ଆଣୁଥିବା ଦଇତା ପତି ମାନଙ୍କ ର ଅସାବଧାନତା।
@gangadharsatapathy316
@gangadharsatapathy316 17 күн бұрын
ନିଶ୍ଚିତ ❤❤❤❤❤❤❤❤
@damodarsahoo114
@damodarsahoo114 16 күн бұрын
ଆପଣଙ୍କ ସ୍ପଷ୍ଟବାଦିତା ନିମିତ୍ତ ଅଜସ୍ର ଧନ୍ୟବାଦ ଆଜ୍ଞା।
@susantanaik4486
@susantanaik4486 17 күн бұрын
ସାର ଠିକ କଥା କହୁଛନ୍ତି ଦାଇତ୍ୱ ହୀନତା କର୍ତବ୍ୟ ରେ ଅବହେଳା ପାଇଁ ଅଘଟଣ
@manjupravamishra8000
@manjupravamishra8000 17 күн бұрын
ଜୟ ଶ୍ରୀ ଜଗନ୍ନାଥ 🌹🙏।
@abhiramsahoo5642
@abhiramsahoo5642 16 күн бұрын
ଆଜ୍ଞା ଆପଣଙ୍କ ଆଲୋଚନା ଅତି ବାସ୍ତବ ! ଆମେ ଦୋଷୀ ବୋଲି ସମସ୍ତେ ଏ ଭାବନା ମନକୁ ଆଣିବା ଉଚିତ ! ତଥାପି ଆମେ ଏ ଦୁଃଖଦ ଅବସ୍ଥା ପାଇଁ ପ୍ରଭୁଙ୍କ ପାଖରେ କ୍ଷମାପ୍ରାର୍ଥୀ ହେବା ଉଚିତ !
@debipravabai3957
@debipravabai3957 16 күн бұрын
Ek dam thik.🙏🙏🙏🙏jay jagannath.prabhu khyama kardia.🙏🙏🙏🙏🙏🙏
@shaktiprasadbehera6991
@shaktiprasadbehera6991 16 күн бұрын
କିଛି ଅଶୁଭ ନୂହେଁ ବିଧିର ବିଧାନ ଯାହା ହବାର କଥା ହବ Mind postive ରହିଲେ ସବୁ ଶୁଭ Mind negative ରହିଲେ ସବୁ ଅଶୁଭ ଜୟ ଜଗନ୍ନାଥ
@Sima-fx3kf
@Sima-fx3kf 17 күн бұрын
Sata katha jay Jagannath prabu hey manima khyama karidia samastanku 🙏🏻🙏🏻🙏🏻🙏🏻
@jasoji
@jasoji 17 күн бұрын
🙏 କ୍ଷମା କର ପ୍ରଭୂ ବଡ଼ ଠାକୁର 😥
@priyambadananda4014
@priyambadananda4014 16 күн бұрын
100 💯 thik Katha kahuchanti....Really sebayata nka young generation sampurna dayee.
@satyanayak4271
@satyanayak4271 17 күн бұрын
ପ୍ରଣାମ ଆଜ୍ଞା🙏 ଆପଣଙ୍କ ସବୁ କଥା ଠିକ୍ ! ଜୟ ଜଗନ୍ନାଥ ମହାପ୍ରଭୁ ହେ 🙏🙏🙏🙏😭😭😭😭😭😭
@bijayalaxmisahu5647
@bijayalaxmisahu5647 17 күн бұрын
ଆଜ୍ଞା ନମସ୍କାର. Telicast ଦ୍ଵାରା ଅନେକ ଭକ୍ତ ଉପକୃତ ହୁଅନ୍ତି ଯେଉଁ ମାନେ କିଛି କାରଣରୁ ପୁରୀ ଯାଇପାରନ୍ତି ନାହିଁ. କିନ୍ତୁ ପଣ୍ଡା ମାନେ ଠାକୁର ଓ ଭକ୍ତ ଙ୍କ ମଧ୍ଯ ରେ ବାଧା ସ୍ରୁଷ୍ଟି କରନ୍ତି, ଜୟ ଜଗନ୍ନାଥ 🙏🙏
@gunasahoo8487
@gunasahoo8487 17 күн бұрын
Tiki kahila
@MamataMaharana-lh9ys
@MamataMaharana-lh9ys 16 күн бұрын
Thanku thanku sir apnak pratek katha akr akr sata jay jaganatha
@narendramoharana3190
@narendramoharana3190 16 күн бұрын
ଜୟ ଶ୍ରୀ ଜଗନ୍ନାଥ ଠାକୁରଙ୍କ ଇଚ୍ଛା ଏ ମାନଙ୍କୁ ଦଣ୍ଡ ଦେବା ।
@badrimishra1663
@badrimishra1663 17 күн бұрын
ଅଭିଭୂତ ହେଲି।କି‌ ସୁନ୍ଦର ସତ୍ୟ। ସତରେ ଆମକୁ କ୍ଷମା ନୁହେଁ, ଦଣ୍ଡ ଦରକାର।
@bikashrrj
@bikashrrj 17 күн бұрын
ଜୟ ଜଗନ୍ନାଥ ⭕‼️⭕
@unionics
@unionics 16 күн бұрын
Totally Agreed with you Sir. ଜୟ ଜଗନ୍ନାଥ୍।
@himansubhusansamantaray696
@himansubhusansamantaray696 17 күн бұрын
Odisha ଇତିହାସ ରେ ପୂର୍ବରୁ ଏକ ବଡ଼ ଅକ୍ଷମଣୀୟ ତ୍ରୁଟି ହେଇଛି ଯାହା କି ବ୍ରହ୍ମ ବିଭ୍ରାଟ, ଏବେ ଏହା ଦ୍ଵିତୀୟ ତ୍ରୁଟି। ରଥ ଯାତ୍ରା ରେ ପଣ୍ଡାମାନେ ସତେ ଯେମିତି ବରଯାତ୍ରୀ ଭାବିକି ରଥରେ ଯାଉଛନ୍ତି ତାକୁ ବିରୋଧ କରିବା କଥା। ମହାପ୍ରଭୁ ଙ୍କୁ ଦର୍ଶନ କରି ହେଉନି। ସାଧାରଣ ଭକ୍ତ r ଯେତିକି ଭକ୍ତି ଆଉ ଶ୍ରଦ୍ଧା ପଣ୍ଡା ମାନଙ୍କର ନାହିଁ। ସେମାନେ କାଠ ର ଖେଳଣା ଭଳି ଭାବୁଛନ୍ତି। ମହାପ୍ରଭୁ କଳୀ ଯୁଗ ଶେଷକୁ ପ୍ରଥମେ ପଣ୍ଡା ବଂଶ ନିପlତ୍ କରିବେ🙏
@hemantamohanta2966
@hemantamohanta2966 17 күн бұрын
🌹🌹🌹ଜୟ୍ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ସ୍ୱାମୀ👏👏👏👏👏👏
@abhirammallik8940
@abhirammallik8940 15 күн бұрын
Jaya Jaganath, Jaya Jaganath, Jaya Jaganath.
@SureshMalik-ln3gr
@SureshMalik-ln3gr 16 күн бұрын
ଜୟ ଜଗନ୍ନାଥ ଆଜ୍ଞା ଆପଣ ଯାହାକହୁଛନ୍ତି ତାହା ନିରାଟ ସତ୍ୟ । ସେବାୟତ ମାନେ ଦାରୁ ଦିଅଁଙ୍କୁ କାଠ କଣ୍ଢେଇ ପରି ବ୍ୟବହାର କରୁ ଛନ୍ତି ।ରଥ ଉପରେ ଏମିତିଭାବେ ଠିଆହେଇ ରହୁଛନ୍ତିଯେ, ରଥ ଉପରେ ଠାକୁରଙ୍କୁ ଭକ୍ତ ମାନେ ଦର୍ଶନ କରି ପାରୁ ନାହିଁ।ନ୍ତି। ତେଣୁ ଆବାସ୍ୟକ ପଡ଼ୁଥିବା ସେବାୟତ ମାନେହିଁ ରଥ ଉପରେ ରହିବା ଆବାସ୍ୟକ ।
@BiswajitMallick-fb2lw
@BiswajitMallick-fb2lw 15 күн бұрын
Jay Jagannath Swami ❤❤❤
@GAMINGGAY4905-g1w
@GAMINGGAY4905-g1w 14 күн бұрын
Joy joy Jagannath Mohaprabhu 🙏🙏🙏
@Dr.BhagyalaxmiMohanty
@Dr.BhagyalaxmiMohanty 17 күн бұрын
ସାର ଅପଣଂକ ଅନୁଶୀଳନ ର ସତ୍ୟତା ଆମ୍ଭ ମାନଙ୍କର ହୃଦବୋଧ ହେବା ନିତାନ୍ତ ଜରୁର.
@jayadevdash4480
@jayadevdash4480 17 күн бұрын
ଠିକ analysis 👌. ବଡ ସେବାୟତ ଙ୍କ ତତ୍ୱାଧନରେ ସାନ ସବାୟତ ମାନେ ଠାକୁର ଙ୍କ ସେବା ଶିଖିବା ଦରକାର. ଠାକୁର ଉଚିତ ଶିକ୍ଷା ଦେଇଛନ୍ତି. ଠାକୁର ଙ୍କ ସାମନାରେ ଠିଆ ହୋଇ ନିଜର ଶରୀର ର ରୂପ ଦେଖାଇବା ଲୋକ ଙ୍କୁ ଠାକୁର କେବଳ ଚତାଇ ଦେଇଛନ୍ତି ମାତ୍ର. ଅଧିକ ଅଭିମାନ ଦେଖାଇଲେ ଭବିଷ୍ୟତରେ କଣ ହେବ ଠାକୁର ହିଁ ସମସ୍ତଙ୍କ ସାମନାରେ ଦଣ୍ଡ ଦେବେ 🙏🙏🙏🙏
@SeshadevSenapati
@SeshadevSenapati 17 күн бұрын
ଜୟ ଜଗନ୍ନାଥ ସ୍ବାମି,ଆପଣଙ୍କର ପ୍ରତେକଟି କଥା ସତ୍ୟ ଓ ଆସନ୍ତା ଦିନ ମାନଙ୍କରେ ପାଳନ କରାଗଲେ ସମାଜରେ କିଛି ଲୋକ ଉଚିତ ମାର୍ଗରୱ ଚଲିବେ ।ସବୁଠୁ ଗୁରୂତୋ ରଖୁଛି ସେବାୟତ ପରିଚୟ ପତ୍ର ର ନିହାରି ଆବଶ୍ୟକ ରହିଅଛି।ଏହା ଦ୍ବାରା କେତେ ସେବାୟତ ଅଛନ୍ତି ଜାଝିବା ସହିତ ସେବା କାର୍ଜ୍ୟ ସୁଙ୍ଖଳିତ ହୋଇ ପାରନ୍ତା।
@saratkumargajendra1001
@saratkumargajendra1001 17 күн бұрын
ସେବାୟତମାନେ ମରିଯାଇଥିଲେ ଦୁଃଖ ଲାଗିନଥାନ୍ତା I ମହାପ୍ରଭୁ ଙ୍କ ପ୍ରତି ଏହା ଘୋର ଅନ୍ୟାୟ ଓ ଉଦେଶ୍ୟ ପ୍ରଣୋଦିତ I
@sukantipanda7676
@sukantipanda7676 16 күн бұрын
Saragarbhaka alochana paaiene bahut bahut dhanyabad
@prabhatpanda9161
@prabhatpanda9161 17 күн бұрын
ଆଜ୍ଞା 🙏ଜୟ ଜଗନ୍ନାଥ। ଆପଣଙ୍କ ତର୍ଜମା ସମ୍ପୂର୍ଣ୍ଣ ଠିକ୍। ଭକ୍ତି ଓ ସମର୍ପଣ ର ଅଭାବ ହିଁ ଅଘଟଣ ର କାରଣ।
@nilamanibehera6308
@nilamanibehera6308 16 күн бұрын
⭕‼️⭕ଜୟ ଜଗନ୍ନାଥ ସ୍ୱାମୀ 🙏ଜୟ ଶ୍ରୀ ରାମ 🙏ସୁନ୍ଦର ବାର୍ତ୍ତା ପାଇଁ 🙏ମୋ ହୃଦୟରୁ ପ୍ରଣାମ 🙏ସତ କଥା ଆଜ୍ଞା 🙏ସମର୍ପଣ ଭାବ ନାହିଁ 🙏
@ManoranjanPattanaik-bb9pi
@ManoranjanPattanaik-bb9pi 17 күн бұрын
ସମନ୍ବୟ ତର୍କ ଓ ତର୍ଜ୍ଜମା।
@ajayapatra1112
@ajayapatra1112 16 күн бұрын
Sir pranam, bahut bahut bhala Katha kahile sir. bahut bahut dhanyabad sir
@sudhansurout451
@sudhansurout451 17 күн бұрын
ସମୁଚିତ ପରାମର୍ଶ, ଜୟ ଜଗନ୍ନାଥ
@user-qn2qy4ow1y
@user-qn2qy4ow1y 16 күн бұрын
Jai jagannath 🙏🙏🙏
@narottambarik1637
@narottambarik1637 17 күн бұрын
Aponku bohut bohut dhanyawad sir heartly Aponku Namaskar Aapana sampurna Satya kahichanti....
@ramachandrapanda5349
@ramachandrapanda5349 16 күн бұрын
ସେବାୟତ ମାନେ ଦ୍ୱାରା ଭକ୍ତି ଅଭାବ ଅଛି ଏହା ନିସନ୍ଦେହ,କିନ୍ତୁ ଆମ ଦୁର୍ଭାଗ୍ୟ ସେବାୟତ ତାଙ୍କ ଭୁଲ ମାନି ବାକୁ ନାରାଜ,ବର୍ତମାନ ସମୟ ଅଛି ବଦଳି ଯାଅ ନହେଲେ ତୁମ କୁ କେହି ବି କ୍ଷମା ଦେବେନହିଁ 🙏ଜୟ ଜଗନ୍ନାଥ 🙏🙏🌹
@rkm9861
@rkm9861 16 күн бұрын
Jai jagannath
@sumitamahapatra9251
@sumitamahapatra9251 16 күн бұрын
Jay jagannath 🙏🙏
@user-ow1vm1eh5y
@user-ow1vm1eh5y 16 күн бұрын
ଆପଣଙ୍କର ପ୍ରଦତ୍ତ ୩ ଗୋଟି ଅତ୍ଯନ୍ତ ମୂଲ୍ଯବାନ ଉପାଦେୟ ପ୍ରସ୍ତାବ ଉପରେ ପ୍ରଶାସନ ତଥା ସଂପୃକ୍ତ ସେବାୟତମାନେ ନିହାତି ଧ୍ୟାନ ଦେଇ ଏହାର ପ୍ରତିକାର କରିବେ ବୋଲି ଆଶା ।
@banajineemishra8887
@banajineemishra8887 17 күн бұрын
ଅତ୍ୟନ୍ତ ଅକ୍ଷମଣୀୟ ଅପରାଧ। ମହାପ୍ରଭୁଙ୍କର ଦଣ୍ଡ ସମସ୍ତଙ୍କୁ ସଦବୁଦ୍ଧି ପ୍ରଦାନ କରୁ। ମୁଁ ବି ଏ ଘଟଣାରେ ମର୍ମାହତ।ଆପଣଙ୍କ କଥାରେ ମୁଁ ସହମତ ସାର୍।
@saratsahoo7816
@saratsahoo7816 15 күн бұрын
Jay Jagannath
@kumudininayak24
@kumudininayak24 17 күн бұрын
Jay Jagannath Mahapravu 🙏🙏🙏🙏
@bisudj6732
@bisudj6732 15 күн бұрын
Jay Shri Ram Jay Jay Shri Ram Jay Jagannath har har Mahadev 🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉
@Foodrecipes054
@Foodrecipes054 16 күн бұрын
Jadi agaru sebakanku basaiki bichara karithate epari aghatana hoinathanta loka mane samaste sabu bada ru asubidha re padile jibana gala au ama bada thakura padi gale au ama mahabahu nka akhire luha Jay jagannath guruji 🙏🏻😭 apana right kahile
@sobhamayeeparida9119
@sobhamayeeparida9119 16 күн бұрын
Jay Jagannath 🎉namaste 🙏 namaste 🙏 namaste 🙏 namaste 🙏 aha atyanta bukhara,apanka Katha atyanta upajogi.
@narayandash4827
@narayandash4827 15 күн бұрын
Thanks for your valuable opinion and direction.You have presented the true fact.
@alekhchandramalik740
@alekhchandramalik740 17 күн бұрын
Jay Jagannath Swami 🙏🙏🙏🙏🙏🙏🌹 sir 🙏🙏🙏🙏🌹
@soumyaranjanbiswal9754
@soumyaranjanbiswal9754 14 күн бұрын
सावधानी हटी! दुर्घटना घटी!😇🙌 ବଡ଼ ଠାକୁର ଯେ ଜୀବନ୍ତ ଓ ପ୍ରାଣବନ୍ତ ବିଗ୍ରହ ଏହାର ପ୍ରମାଣ ସାରା ଦୁନିଆ ଦେଖିଲା!🤗 ବଳରାମ ଙ୍କ ଅତ୍ୟନ୍ତ କୋମଳ ଚକ୍ଷୁ ପ୍ରତି ସେବାୟତ ମାନେ ଯେଭଳି କଠୋର ଆଘାତ ପ୍ରଦାନ କରି ଥିଲେ ତାର ଫଳ!🙃
@user-xk4lq2hq2b
@user-xk4lq2hq2b 17 күн бұрын
ନମସ୍କାର ।ଏହା ଏକ ନିନ୍ଦନିୟ ବିଷୟ ସାରା ଓଡ଼ିଆ ଜାତିକୁ । କେବଳ ସେବାୟତଙ୍କ ମନାମୁଖି କାର୍ଯ୍ୟ ପାଇଁ ।ସତର୍କ ହୋଇଯାନ୍ତୁ ।
@user-xk4lq2hq2b
@user-xk4lq2hq2b 16 күн бұрын
ପ୍ରଣାମା 🙏🙏🙏
@ratnakarpattaanaik7423
@ratnakarpattaanaik7423 17 күн бұрын
4.30pm: ଶ୍ରୀମନ୍ଦିର ଈତିହାସ ରେ ଏପରି ଅତ୍ୟନ୍ତ ଦୁଃଖ ଦାୟକ ଘଟଣା କେବେ ବି ଘଟି ନଥିଲା । ବଡ ଠାକୁର ତାଙ୍କର ଆଡପ ମଣ୍ଡପ ବିଜେ ବେଳେ ପଡି ଯିବା କଥାକୂ ଆଦୌ ବିଶ୍ବାସ କରି ହେଉ ନାହିଁ। ଯାହା ହେଲା ଏହା କେବଳ କେତେକ ସେବାୟତଙ୍କ ଦାଇତ୍ବ ହୀନତା ପାଁଇ ଘଟିଗଲା ବଡ ଠାକୁର କଷ୍ଟ ପାଇଲେ, ଏବଂ ଏ ଘଟଣା କୂ ସାରା ବିଶ୍ବ ଦେଖିଲା । ଭବିଷ୍ୟତରେ ଯେପରି ଏପରି ଲଜ୍ଜାଜନକ ଘଟଣାର ପୁନର୍ବାର ନ ଘଟେ, ଓଡିଶା ସରକାର ଏହାର ଆମୂଳଚୂଳ ତର୍ଜମା କରିବା ଆଦୌ ଆବଶ୍ଯକ। ଜୟ ଜଗନ୍ନାଥ ।
@gayatree2749
@gayatree2749 16 күн бұрын
ଜୟ ଜଗନ୍ନାଥ🙏
@saradaprasadpatra6291
@saradaprasadpatra6291 15 күн бұрын
ମହାପ୍ରଭୁ ଆମେ ମାନେ ଦୋଷୀ ଆମ ମନଙ୍କୁ ଦଣ୍ଡ ମିଳୁ ଯାହା ଦ୍ଵାରା କି ଭବିଷ୍ୟତ ରେ ଏପରି ଭୁଲ୍ ର ପୂନରାବୃତି ହେବ ନାହିଁ। ଜୟ ଶ୍ରୀ ଜଗନ୍ନାଥ 🙏🙏
@namitamahapatra7889
@namitamahapatra7889 16 күн бұрын
Sir pura thik Amitihabakatha
@bisnupriyaacharya9747
@bisnupriyaacharya9747 16 күн бұрын
Apananka Katha satya.
@user-ph5hv9zb3y
@user-ph5hv9zb3y 17 күн бұрын
Amazing, heart choking, spellbound incident and befitting analysis. Thank you very much sir.
@SriHariRadhaKrishna
@SriHariRadhaKrishna 17 күн бұрын
ଏକଦମ ଠିକ କଥା କହିଛନ୍ତି ଆଜ୍ଞା.. ମୁଁ ସହମତ ଆପଣଙ୍କ କଥାରେ 🙏🙏🙏 ଜୟ ଶ୍ରୀ ଜଗନ୍ନାଥ ଯିଏ ଭୁଲ କରିଛି ତା କଥା ତୁମେ ବୁଝିବ ମଣିମା 🙏
@kailashpadhi-nm6cx
@kailashpadhi-nm6cx 16 күн бұрын
Prior awareness for sincere service of Lord Shree Jagannath is acceptable to everybody always.
@dipashreepattnaik312
@dipashreepattnaik312 17 күн бұрын
Jai Jagannath🙏True fact
@dalipalai9261
@dalipalai9261 17 күн бұрын
Jay shree jagannath mahaprabhu 🙏🙏❤ Jay shree bada thakur. Nki Mora koti koti pranam 🙏🙏🙏
@manjunaik7943
@manjunaik7943 16 күн бұрын
Satya badita lagi pranam. Danda bidhan karajau..
@bailochanmallick3530
@bailochanmallick3530 16 күн бұрын
ଏକଦମ୍ ଠିକ୍ I ପିଲାମାନଙ୍କୁ ପଠାଇ ପ୍ରଚାର ଓ ପ୍ରସାର ଦିଗରେ ଆଗଭର ଏ ପଣ୍ଡା ସମାଜ ସେବା ସୁଦୂରପ୍ରସାରୀ ଓ ନିରର୍ଥକ 🎉
@Foodrecipes054
@Foodrecipes054 16 күн бұрын
CM sir agaru sebakanku basaiki bichara karithate epari aghatana hoinathanta loka mane samaste sabu asubidha re padile jibana gala au ama mahabahu nka akhire luha ama bada thakura padi gale mahabahu nka akhire luha Jay jagannath 🙏🏻😭
@drjack3995
@drjack3995 17 күн бұрын
ପ୍ରଭୁ ଜଗନ୍ନାଥ ହରିବୋଲ 🤲💅😭😭😭😭
@user-yy3pb7ch9g
@user-yy3pb7ch9g 16 күн бұрын
100 percent right,jai jaggannath
@sakhigopalpradhan669
@sakhigopalpradhan669 17 күн бұрын
Most welcome proposal Jay Jagannath
@shyamcreation8388
@shyamcreation8388 17 күн бұрын
S.g.sahoo.sir.your.analysis.suggestion.for.rectification.is.wise.
@debabhoi32
@debabhoi32 16 күн бұрын
ସେବାୟତ ମାନଙ୍କ ପରିଚୟ ପତ୍ର ନିହାତି ଦରକାର Sir namaskar
@AshishKumarBehera-m5u
@AshishKumarBehera-m5u 16 күн бұрын
Pranam sir. Apana katha Satya, Satya , Satya.. Jay shree jagannath mahaprabhu ki jay
@user-zy8hn6mu6h
@user-zy8hn6mu6h 16 күн бұрын
9 7 24 ra ahi. Avegya. Gyani byakti kaa katha mani chalandtu jay jagannatha❤❤❤❤❤❤❤❤❤❤
@sssarangi9786
@sssarangi9786 16 күн бұрын
Sir you are exactly right,I am fully agree with your thoughts,when I heard the news at Chennai,my heart broken and only I cried in the local train,and everyone around me asking what happened? Nothing I told only I replied my God , unable to express,Jai Jagannath 😢
@sanghamitramohapatra730
@sanghamitramohapatra730 16 күн бұрын
Pranam agya apana jeu point sabu kahile ekdam thik.Mohan sarkar thik step naba darkar .Nahele agami bhabisytare ahuri asubidha srushti heba.Ajikali juba samajara utshtrukalata jogu anek aghtana ghati jauchi..
@dibayranjannayak6419
@dibayranjannayak6419 17 күн бұрын
Jay Jagannath swami 🙏
@goutammahanta6457
@goutammahanta6457 17 күн бұрын
Jay Jagannath. Sebayata mananka I/card heba nihati jaruri.
@rashmikrishna1701
@rashmikrishna1701 17 күн бұрын
Absolutely right said ... Jay Sri Jagannath Mahaprabhu
@Mamatarani845
@Mamatarani845 16 күн бұрын
Jay Jagannath pravu ❤😢🙏
🤔Какой Орган самый длинный ? #shorts
00:42
What it feels like cleaning up after a toddler.
00:40
Daniel LaBelle
Рет қаралды 77 МЛН
2PM Bulletin ||| 27th July 2024 ||| Kanak News Live |||
24:01
Kanak News Live
Рет қаралды 2,2 М.
Inspiring Talks - Dr. BIBUDHARANJAN
24:34
Inspiring Odisha
Рет қаралды 8 М.