KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
ମୋ ମାନସିକ ଅଶାନ୍ତିର କାରଣ କ’ଣ ଘରର ଠାକୁର ଘର ? Vastu Tips | Homeଶାନ୍ତି | Vastu Shastra | NandighoshaTV
22:01
Six youths arrested over se*ual assault of college girl in Cuttack ||Kalinga TV
19:20
бабл ти гель для душа // Eva mash
01:00
Puff’s guide on handling weekend calls from the boss! #BossBoundary #WeekendWarrior #thatlittlepuff
00:24
My MEAN sister annoys me! 😡 Use this gadget #hack
00:24
I Turned My Mom into Anxiety Mode! 😆💥 #prank #familyfun #funny
00:32
ଠାକୁର ଘରେ ପିଣ୍ଡି ରଖିଲେ ହେବ ଭୟାନକ ରୋଗ
Рет қаралды 135,922
Facebook
Twitter
Жүктеу
1
Жазылу 160 М.
OTV Infotainment
Күн бұрын
Пікірлер: 51
@JITENDRAKUMAR-kg7zv
4 ай бұрын
ବିଭିନ୍ନ ଶାସ୍ତ୍ରୀ ମାନେ ମତ ଦେଉଛନ୍ତି ଯେ ବିଶେଷ ପ୍ରୟୋଜନ ଅବସ୍ଥାରେ ହିଁ ବଜରଙ୍ଗ ବାଣ ପାଠ କରିବା ଉଚିତ୍ ଏବଂ ତାହା ବି ପଣ୍ଡିତଙ୍କ ପରାମର୍ଶ ଅନୁସାରେ, ଯେହେତୁ ସେଥିରେ ଅନେକ ବାର ପ୍ରଭୂ ଶ୍ରୀରାମଙ୍କ ରାଣ ରହିଛି, ଏଣୁ ଜଣେ ସାଧାରଣ ଲୋକ ଏଭଳି ଦୈତ ପରାମର୍ଶରେ ବିଚଳିତ ଓ ଭ୍ରମିତ ହେବା ସାର ହେବ, ଦ୍ବିତୀୟତଃ ଅନେକ ବାସ୍ତୁବିତ୍ ପରାମର୍ଶ ଦିଅନ୍ତି ଘଣ୍ଟା ଗୃହର ଉତ୍ତର ଦିଗରେ ରଖିବା ଉଚିତ୍, ଏଭଳି ସ୍ଥଳେ ଏ ମହାଶୟଙ୍କ ପରାମର୍ଶ ବି ଦୋଦୂଲ୍ୟମାନ ସ୍ଥିତିରେ ପକାଉଛି। ଠାକୁରଙ୍କ ଆସ୍ଥାନ ପିଣ୍ଡିରେ ହେବା ଯଦିଓ ଦୋଷାବହ ତେବେ ସିଧା ପିଣ୍ଡିରେ ଠାକୁରଙ୍କୁ ବସାଇବା ଅର୍ଥ ତାଙ୍କୁ ବିନା ଆସନରେ ଭୂମିରେ ସ୍ଥାପିତ କରିବା ସହ ସମାନ, ଏଭଳି ସ୍ଥଳେ ପିଣ୍ଡି ଥାଇ ଯଦି ଉପଯୁକ୍ତ କାଷ୍ଠ ନିର୍ମିତ ଆସନ ଯଥା ଆମ୍ର, ଗମ୍ଭାରୀ, ଶାଳ ଇତ୍ୟାଦି (କିନ୍ତୁ ପଣସ କାଷ୍ଠ ନିଷେଧ)ଦେବତାଙ୍କୁ ବସେଇଲେ ତାହା ଦୋଷ ମୁକ୍ତ ହୋଇଯାଇଥାଏ ଏବଂ ପିଣ୍ଡି ନିର୍ମାଣ ଜନିତ ଦୋଷ ଲାଗେ ନାହିଁ। ନାନା ମୁନିଙ୍କର ନାନା ମତ ଆସେ ଏଭଳି ସ୍ଥଳେ ବିଭ୍ରାନ୍ତ ନ ହୋଇ ଅନ୍ୟ ବିଜ୍ଞ ପଣ୍ଡିତ ଗଣଙ୍କ ମଧ୍ୟ ପରାମର୍ଶ ଗ୍ରହଣୀୟ।
@sosntshdas8380
4 ай бұрын
Ok
@Adityafoodandvlogs
4 ай бұрын
Sampurna thik katha kahile apana bibhin bastubadi bibhin mata deuchhanti
@sanjuktapadhy636
4 ай бұрын
Panasa katha kahiki use hebani puja pae
@JITENDRAKUMAR-kg7zv
4 ай бұрын
@@sanjuktapadhy636 ଯଦିଓ ମୁଁ ଏହାର କୌଣସି ଉପଯୁକ୍ତ ତଥ୍ୟ ପ୍ରମାଣ ପ୍ରତ୍ୟକ୍ଷ ଭାବରେ ପାଇ ନାହିଁ ତଥାପି କିଛି ବାସ୍ତୁବିତ୍ ଦେବତା/ଦେବୀଙ୍କ ଆସନ ନିମନ୍ତେ ଦୃଢ଼ ଭାବରେ ବାରଣ କରୁଛନ୍ତି, ପୁରୀର ମୁକ୍ତି ମଣ୍ଡପର ଜଣେ ପଣ୍ଡିତ ମଧ୍ଯ ଏହାର ବାରଣ ସମ୍ବନ୍ଧରେ କହୁଥିଲେ
@anupamadash3041
4 ай бұрын
ଆମେ ପିଣ୍ଡି କରୁଚୁ,ଏବେ ଘର ପ୍ରତିଷ୍ଠା ହେବ
@govindmohapatra5150
4 ай бұрын
ଯେଉଁ ମାନେ କର୍ମଠ, ଅନ୍ୟ ର ଟଙ୍କା କୁ ଦେଖି ଲୋଭ କରିବା,ଲୋଭି ପ୍ରବୃତ୍ତି ଲୋକ ସେହିମାନେ ଏଭଳି ବସ୍ତୁ ଠକ ଜୋତିଶ ଠକ କୁ ବିଶ୍ୱାସ କରନ୍ତି, ଓ ଠକାମୀ ରେ ଶିକାର ହୁଅନ୍ତି.😊
@powerstarsai9M
17 күн бұрын
Right
@Bibhutibhusanrout-bc4zy
Ай бұрын
ଏବାସ୍ତୁବାଦିଙ୍କକଥାଗୁଡାସବୁଭୁଲଯିଏତାଙ୍କକଥାରେପଡିବଖାଲିଦୁ଼ଖପାଇବ🎉 ଠାକୁର ଙ୍କୁଡାକକଳିଜୁଗେନାମସାରହରିନାମକରନିଶ୍ଚିନ୍ତଭଲରେଚଳିବ🎉ଜୟଶ୍ରୀହରହରମହାଦେବକିଜୟଜୟ🎉❤🎉❤🎉❤🎉❤🎉❤🎉❤🎉
@santoshkumarmishra2620
21 күн бұрын
ଏ ପଣ୍ଡିତ ମହାଶୟ ଙ୍କୁ ପ୍ରଶ୍ନ ଓଡିଶାର ଗୋଟିଏ ପରିବାର ନାମ କୁହନ୍ତୁ କାହା ଘରେ ରୋଗ ନାହିଁ? କେଉଁ ପରିବାରରେ ଔଷଧ ବାକ୍ସ ନାହିଁ ? ତାମାନେ ସମସ୍ତ ଘର ବାସ୍ତୁ ହୀନ . ଫାଲତୁ କଥାରେ ଭ୍ରମିତ ହୁଅନ୍ତୁ ନାହିଁ
@KalingaYodhaa
4 ай бұрын
ଏହି ଭଳି ଜ୍ୟୋତିଷ ମାନେ କେଵଳ ଭୟ ପ୍ରସାର କରୁଛନ୍ତି Example : ଠାକୁର ଘର ପୂର୍ବରେ ହେବା କଥା ନୁହେଁ.. ଐସାନ୍ୟା କୋଣରେ କର. କେମିତି ଜଣେ ଘର ଭାଙ୍ଗିକି କରିବ? କହିଲା, ଏଇ building ରେ ଆଗରୁ ଘର ନଥିଲା. Client kahile ଜେଜେ ବାପା ଅମଳରୁ ଅଛି 😄. ଦେଖିଲତ ଏମାନଙ୍କ କଥା!
@santoshkumarmishra2620
21 күн бұрын
ଘଣ୍ଟା ଦକ୍ଷିଣ ଦିଗରେ ରୁହେନାହିଁ
@chittaranjanshaoo3113
4 ай бұрын
ଏ ସବୁ ବେକାର କଥା
@itachi1aee
Ай бұрын
❤
@premakaur3785
4 ай бұрын
Jay sree jagannath
@manoranjanmullick3487
4 ай бұрын
Jay shree Jagannath 🙏
@ashokkumarsahoo7041
8 күн бұрын
ନିର୍ବୋଧ ପଣ୍ଡିତ ର ନିର୍ଲଜ ଉଵାଚ. ଏଗୁଡା ସମାଜ ର କଳଙ୍କ
@sunaramsingh5540
29 күн бұрын
Sir aame katho Pindi use kori pariba ki Thakuro ghore.
@sasmitasharma2238
4 ай бұрын
ଯୋଉଠି ଠାକୁର ରଖିଛନ୍ତି ସେଇ ଆସ୍ତନ୍ କୁ pinde kuhanti
@supravasahoo7852
4 ай бұрын
Kaha katha manibu pagal haijiba jaganatha varasa🙏🙏🙏
@saradamallick1983
Ай бұрын
Jia bina machine re gana karipariba se thik..ea mechine chadile kichhi ganana kariparibeni
@birajashankarbal86
4 ай бұрын
Bhulre emananka pachare padantunai, eguda sabuthu thaka
@lakshmikantabrahma3852
4 ай бұрын
Pindi mane kn
@UmashankarParida
Ай бұрын
Music pani kichi suvuni
@saradamallick1983
Ай бұрын
Pindi rahile jadi asubidha, tahele panditank ghare pindi nathiba ki gharaku pahacha nathiba
@binodinipradhan8026
4 ай бұрын
Scan kana? keun rays re karajaye ?
@jayashreemeher4267
4 ай бұрын
Pindi mane kana kiye kahi paribe
@manaswinipanda5780
4 ай бұрын
Step Kariba thakura gharw
@जयजगदीशहरे-ष8ष
4 ай бұрын
Eshana
@pradeepmishra4601
4 ай бұрын
Mu ascharya heuchi Pindi Mane ajira pilamane janinahanti..ama vasa ku Jana re
@spokenenglishwithsumatiajo5049
4 ай бұрын
ପିଣ୍ଡି ମାନେ କଣ...???
@sidharthabhoi3550
4 ай бұрын
ଉଚ୍ଚ ସ୍ଥାନ
@AntaryamiSamal-nc6uo
4 ай бұрын
ପାହାଚ ଭଳିଆ କରି ଠାକୁରଙ୍କୁ ରଖିବା ମନା
@aratipattnaik1552
2 ай бұрын
@@AntaryamiSamal-nc6uoAu kana sabu thakuranku tale bichei daba
@sairampaintingsairampainting
21 күн бұрын
Singhasan
@mitibibhuti
26 күн бұрын
Thak michha
@mitakumarisahu6496
Ай бұрын
ପିଣ୍ଡି କ'ଣ
@rameshchandrabehera5786
24 күн бұрын
Mob no diantu
@santoshsenapati1447
4 ай бұрын
Maghia jotis
@kanchans-Bhakti
4 ай бұрын
😂😂😂
@fanindubhushanmohapatra4913
Ай бұрын
Sabhi bhul, apana bi bhul, apanankara kichhi subhankara nuhe, banchichhanti kemiti? Puni daktara kahinki?
22:01
ମୋ ମାନସିକ ଅଶାନ୍ତିର କାରଣ କ’ଣ ଘରର ଠାକୁର ଘର ? Vastu Tips | Homeଶାନ୍ତି | Vastu Shastra | NandighoshaTV
Nandighosha TV
Рет қаралды 63 М.
19:20
Six youths arrested over se*ual assault of college girl in Cuttack ||Kalinga TV
Kalinga TV
Рет қаралды 2,5 М.
01:00
бабл ти гель для душа // Eva mash
EVA mash
Рет қаралды 7 МЛН
00:24
Puff’s guide on handling weekend calls from the boss! #BossBoundary #WeekendWarrior #thatlittlepuff
That Little Puff
Рет қаралды 37 МЛН
00:24
My MEAN sister annoys me! 😡 Use this gadget #hack
JOON
Рет қаралды 2,8 МЛН
00:32
I Turned My Mom into Anxiety Mode! 😆💥 #prank #familyfun #funny
Skitsters
Рет қаралды 3,8 МЛН
6:30
ମୁଖ୍ୟ ଦ୍ୱାରରେ ଗଣେଶଙ୍କ ଫଟ ରଖିବା ଉଚିତ ନା ନାହିଁ | Bhakti Jigyansha | Chitaranjan Mohapatra | S.Bhakti
Sidharth Bhakti Channel
Рет қаралды 77 М.
8:32
ଲକ୍ଷ୍ମୀଛଡ଼ା ଦୋଷ କ’ଣ?
OTV Infotainment
Рет қаралды 49 М.
21:09
ଏଭଳି ଘର ବିନାଶର କାରଣ .. | Homeଶାନ୍ତି | VastuShastra | VastuTips | NandighoshaTV
Nandighosha TV
Рет қаралды 91 М.
8:03
Parijataka pitha❗ଶ୍ରୀ ଜଗନ୍ନାଥଙ୍କ ଛପନ ଭୋଗ ପାରିଜାତକ ପିଠା❗Odia recipe
Damayanti's Kitchen
Рет қаралды 279 М.
15:36
thakur ghar wa puja ghar niyam-2 ପୂଜାଘରେ କେଉଁସବୁ ଠାକୁରଙ୍କୁ ସ୍ଥାପନ କରିବେ /SL107/C16 @SATYADARSHANAshram
SATYA DARSHAN
Рет қаралды 437 М.
25:00
କେଉଁଠି ରୋଷେଇ ଘର କରିବା ଉଚିତ୍ ? Homeଶାନ୍ତି | VastuShastra | VastuTips | NandighoshaTV
Nandighosha TV
Рет қаралды 53 М.
5:38
ଅଁଳା ଗଛ ଘରେ ରହିଲେ କଣ ହୁଏ ? | Bhakti Jigyansha | Chitaranjan Mohapatra | Sidharth Bhakti
Sidharth Bhakti Channel
Рет қаралды 227 М.
23:17
କେଉଁ ଦିଗରେ ବଡପୁଅ ଶୋଇଲେ ଧନ ବଢେ ? Homeଶାନ୍ତି | VastuShastra | VastuTips | NandighoshaTV
Nandighosha TV
Рет қаралды 143 М.
6:53
Haladi Dwara Patha Padhara Paribartan Hei Thae - Bhagya Darshana | Pragyan Tripathy |Sidharth Bhakti
Sidharth Bhakti Channel
Рет қаралды 942 М.
8:26
SARBE BHABANTU SUKHINAHA ॥ ବିବାହର ମୁଖ୍ୟ ଉଦ୍ଦେଶ୍ୟ କ’ଣ ?
OTV Infotainment
Рет қаралды 5 М.
01:00
бабл ти гель для душа // Eva mash
EVA mash
Рет қаралды 7 МЛН