ଠାକୁରଙ୍କୁ ଠକି ଠେଲିଦେଲେ ସେବାୟତ ! ରାଗିଗଲେ ମହାପୂଜକ balabhadra murti sebayat controversy

  Рет қаралды 161,081

Odisha Prabhab

Odisha Prabhab

18 күн бұрын

ODISHA PRABHAB News channel covers latest news in Politics, Entertainment, Ollywood, Business and Sports & also hottest movie reviews, previews, latest news, and juicy gossip stories. 🌟 New releases? We've got them covered!🔔 Subscribe now and be part of the sensation!
LIKE | COMMENT | SHARE | SUBSCRIBE
Subscribe to Odisha Prabhab : / @odishaprabhab
Like us on Facebook : / odishaprabhabofficial
Follow us on Twitter : / odishaprabhab
Follow us on Instagram : / odisha_prabhab
WhatsApp : 9827763109
👉 SUBSCRIBE For UNLIMITED ENTERTAINMENT!
🔔 Get alerts when we release any new video. TURN ON THE BELL ICON on the channel ! 🔔 ko
© Odishaprabhabofficial@gmail.com
#cancerjourney #odishaprabhab
* ANTI-PIRACY WARNING * This content is Copyright to “ Odisha Prabhab”. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!

Пікірлер: 283
@pradiptadas1726
@pradiptadas1726 16 күн бұрын
ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ
@bishnuprasadmishra8830
@bishnuprasadmishra8830 16 күн бұрын
ସେବାୟତ ମାନେ ହାରାମି
@f_kpitabas6502
@f_kpitabas6502 16 күн бұрын
Bhai re amit kuhani samaste kharap nuhanti
@mirak2673
@mirak2673 16 күн бұрын
ସେବାୟତ ମାନେ ଖାଲି ସୁନା ମାଳ ପିଦି ଦେଖେଇ ହେଉଛନ୍ତି ଠାକୁରଙ୍କ ଠାରେତାଙ୍କର ମନ ନାହି ଖାଲି ଦାଦାଗିରି ଦେଖେଇ ହେଉଛନ୍ତି
@anandamohakuda4943
@anandamohakuda4943 16 күн бұрын
Ekdam thik katha agyan
@user-vl3rv7cd8z
@user-vl3rv7cd8z 16 күн бұрын
ଠାକୁର ସୂଚାଇଦେଲେ ମୋ ନୀତିକାନ୍ତିରେ ବହୁଅବହେଳା କରାଯାଉଛି ଏଥିପ୍ରତି ସଜାଗ ଓ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦେଶ ଦେଲେ, ଜୟ ବଡଠାକୁର ମହାପ୍ରଭୁ ଭବ ତୁମେ 🙏🙏🙏.
@leocreations6402
@leocreations6402 16 күн бұрын
🙏
@birendrasing7235
@birendrasing7235 16 күн бұрын
ସେବାୟତ ମାନଙ୍କୁ ବଦଳ କରାଯାଉ ମହାପ୍ରଭୁ ମାନଙ୍କୁ ପହଣ୍ଡି କରିବେ କେବଳ ସାଧୁ ସନ୍ଥମନେ ଆଗାମୀଦିନରେ ଏହିମନଙ୍କୁ ନିୟୋଜିତ କରାଯାଉ
@f_kpitabas6502
@f_kpitabas6502 16 күн бұрын
Tu ta pandita ta au
@f_kpitabas6502
@f_kpitabas6502 16 күн бұрын
Tama ghara loka nahale asuna pahandi kariba
@AmitKumar-bu1wr
@AmitKumar-bu1wr 16 күн бұрын
Bhai right katha kahila sebayatnka gandi muta hei galani.salanku bahara karile sabu thik heba
@ArunKumar-rx8oy
@ArunKumar-rx8oy 16 күн бұрын
Sata Katha
@omm6324
@omm6324 16 күн бұрын
@AmitKumar-bu1wr semiti heiparibani ata prabhu nka daitapatimane karibe
@raghunathchandan5840
@raghunathchandan5840 16 күн бұрын
ସେମାନେ ଲକ୍ଷ ଲକ୍ଷ ଟଙ୍କା ଲେଖାଏଁ ଦରମା ସେବାୟତ ନେଉଛନ୍ତି ଦୋଶ କାହାର ତାଙ୍କେ ବହିଷ୍କାର କରାଯାଉ ଏମାନେ ଓଡିଆ ଜାତିର କଲଙ୍କ
@prahaladsahu5406
@prahaladsahu5406 16 күн бұрын
ସେବାୟତ ମାନେ ଠିକ କାମ କରିବା ଉଚିତ , ଜୟ ଜଗନ୍ନାଥ 🙏
@babunamallick5594
@babunamallick5594 16 күн бұрын
ଆପଣ ଠିକ୍ କହୁଛନ୍ତି ସାର୍, ଜୟ ଜଗନ୍ନାଥ 🙏🙏🙏ପ୍ରଭୁ
@ganeswarbehera-fj6yu
@ganeswarbehera-fj6yu 16 күн бұрын
ଧନ୍ୟବାଦ ଜଣାଉଛି ଆପଣ ଉଚିତ କଥା କହିଛନ୍ତି । ଜୟ ଜଗନ୍ନାଥ ମହାପ୍ରଭୁ ।
@jyotishaoo1392
@jyotishaoo1392 16 күн бұрын
ଠାକୁର ଙ୍କ ଦର୍ଶନ କରିହୁଏ ନାହିଁ କେବଳ ସେବାୟତ ଙ୍କ ଦର୍ଶନ ମିଳିଥାଏ
@amitakar948
@amitakar948 16 күн бұрын
ସେବାୟତ ଙ୍କ ଦୋଷ ଜଣିକି ପକେଇ ଛନ୍ତି ଏତେ ସେବାୟତ କଣ ପାଇଁ ଭିଡ଼ କରୁଥିଲେ
@ajitdwibedi1449
@ajitdwibedi1449 16 күн бұрын
ସେବାୟତ ସମୂହ ଏ ଦୁଖଃଦ ଘଟଣା ପାଇଁ ଦାୟୀ ତେଣୁ ସରକାର ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର
@user-bs5wv9xx7s
@user-bs5wv9xx7s 16 күн бұрын
ତାଙ୍କୁ କାଳିଆ ଠାକୁର ଦେଖୀବେ
@NirmalkumarNayak-bx4ld
@NirmalkumarNayak-bx4ld 16 күн бұрын
Bhai sarakara ta galua katha kahuchhanti kahaku kahibe
@ramachandramohapatra9399
@ramachandramohapatra9399 16 күн бұрын
ବଡ ଠାକୁର ଏଭଳି ଘଟଣାର ସେବାୟତମାନେ ହିଁ ଦାୟି ମନ୍ଦିର ପ୍ରଶାସନ, ସରକାର ସୁବିଚାର ଶୀଘ୍ର କରାନ୍ତୁ.
@Govinda986
@Govinda986 14 күн бұрын
ଅଜା right
@sangramkishoredasdas2424
@sangramkishoredasdas2424 16 күн бұрын
ସେବାୟତ ଭାଇ ମାନେ ଅହଂକାର ପରିତ୍ୟାଗ କରି ଭକ୍ତି ଭାବ ସମର୍ପଣ ଭାବ ନେଇ ମହାପ୍ରଭୁ ଙ୍କ ସେବା କରନ୍ତୁ ।
@user-qh6ws7eh5e
@user-qh6ws7eh5e 16 күн бұрын
ପ୍ରଶାସନିକ ସ୍ତରରେ ଉପଯୁକ୍ତ ତଦନ୍ତ ଆରମ୍ଭ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ😮😮😮
@Jotrimay
@Jotrimay 16 күн бұрын
ଆପଣ ଠିକି କହିଛନ୍ତି ମରିବେ ଅଧା ଅକାଳ ମୃତ୍ୟୁ ହେଇଯିବ ସେବାୟତ ଙ୍କୁ 🙏🙏😭😭😭
@muralidharswain938
@muralidharswain938 16 күн бұрын
କୋଟି ଓଡ଼ିଆର ମଉଡମଣୀ, କୋଟି ଓଡ଼ିଆର ଆରାଧ୍ୟ ଦେବତା, ଚକା ଚକା ଆଖିରେ ବଳିୟାର ଭୁଜ ସବୁ ଦେଖୁଛନ୍ତି, ଜାଣୁଛନ୍ତି l କିଭଳି ଏଭଳି ଅଘଟଣ ଘଟିଲା l ଯଦି ଜାଣିଶୁଣି ଏଭଳି କରିଛି ସେମାଙ୍କୁ ଦଣ୍ଡ ଦିଆଯାଉ l
@Skumar-qd3rx
@Skumar-qd3rx 16 күн бұрын
ଏଇ ଭୁଲ ପାଇଁ ସରକାର କୁ ଦୋଷ ଦେବା ଠିକ୍ ନୁହଁ
@ghostgutarist5234
@ghostgutarist5234 16 күн бұрын
Jebe Daru bramha nare BJP news chalei Bjd ku bina karane re dosa deu thila, jebeki daru bramha is a secret ritual and no govt can present. Ratna bahndara nare Politics karuthila. kuade thilu be.
@kedarmallick7198
@kedarmallick7198 16 күн бұрын
ମହାଶୟଙ୍କ କଥା ସହ ମୁଁ ସଂପୂର୍ଣ୍ଣ ଭାବେ ସହମତ।
@bhagabanpanda7200
@bhagabanpanda7200 16 күн бұрын
ବିଶ୍ୱକୁ ମହା ବିପତ୍ତି, ଜୟ ଜଗନ୍ନାଥ,ରକ୍ଷାକର ପ୍ରଭୁ ସାରା ବିଶ୍ୱକୁ ରକ୍ଷାକର
@user-hv1ut2op2f
@user-hv1ut2op2f 16 күн бұрын
ଜଗନ୍ନାଥଙ୍କୁ ଖେଳନା ଭାବନ୍ତୁ ନାହିଁ ଆଜ୍ଞା.. ସଜାଗ ରୁହନ୍ତୁ, ସେ ଭାବର ଠାକୁର 🙏🙏🙏
@user-bs5wv9xx7s
@user-bs5wv9xx7s 16 күн бұрын
ଆପଣଙ୍କ କଥାକୁ ସ୍ୱୀକାର 🙏🙏🙏🙏🌹🌹🌹 ଏକଥା ସତ
@dipfragnant
@dipfragnant 16 күн бұрын
ସେବାୟତ ମାନଙ୍କୁ ନିଯୁକ୍ତି କିଏ କରୁଛି। ନିଯୁକ୍ତି ଦେବା ପାଇଁ ଆଧାର କଣ। ଯିଏ ପୁରୀରେ ରହୁଛି, ସିଏ ଖାଲି ସେବାୟତ ହେଉଛନ୍ତି । ଶଲେ ଗୋଟିଏ ନାଟକ ଚଲେଇଛ। ମୁଁ ଗ୍ୟାରେଣ୍ଟି ଦଉଛି 100 ରୁ 70 ସେବାୟତ କାଳିଆ ଙ୍କ ସେବା ରୀତି ନୀତି କିମ୍ବା ମନ୍ତ୍ର ଯନ୍ତ୍ର ଜାଣି ନାହାନ୍ତି।
@f_kpitabas6502
@f_kpitabas6502 16 күн бұрын
Seba ta ku tu kn bhabuchu pion chakiri kire
@brajeswarisingh909
@brajeswarisingh909 16 күн бұрын
ସେହି ସେବାୟତ ଙ୍କ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ 🙏 ଅଯଥା ସରକାରଙ୍କୁ ଦୋଷ ନ ଦିଅନ୍ତୁ🙏
@newvideo-ez6td
@newvideo-ez6td 16 күн бұрын
Sebayat Manakara Bahuta Garba Hei galani 😡😡😭😭
@user-qp3uy6pl9t
@user-qp3uy6pl9t 16 күн бұрын
ସେବାୟତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଯେଉଁ ମାନେ ଦଉଡି ବାନ୍ଧି ନଥିଲେ ମେଡ଼ିକାଲରେ ଯିଏ ଅଛନ୍ତି ଶୀଘ୍ର ଭଲ ହେଇଯାନ୍ତୁ
@RangadharNayak-rv9kk
@RangadharNayak-rv9kk 16 күн бұрын
Sampurna satya
@pravasmajhi2776
@pravasmajhi2776 16 күн бұрын
ଯିଏ ଏଭଳି କାମ କରଛି ଭଗବାନ ତାଙ୍କ କଥା ବୁଝିବେ ବ୍ୟସ୍ତ ହେବାର ନାହିଁ
@ramachandranaik713
@ramachandranaik713 16 күн бұрын
ସେବାୟତ ହଟାଯାଉ।
@dinabandhunayak9371
@dinabandhunayak9371 16 күн бұрын
ସେବାୟତ ଗିରଫ କରିବା ପାଇଁ request
@ConfusedBakedBread-nu4jw
@ConfusedBakedBread-nu4jw 16 күн бұрын
ଦେଶରେ ରାଜତନ୍ତ୍ର ନୁହେଁ, ଗଣତନ୍ତ୍ର ଚାଲୁଛି , ରଜାର ପୁଅ ରଜା ହୋଇ ଦେଶକୁ ଶାସନ କରିବା ଯଦି ଉଠିଗଲାଣି,ତେବେ ସେବାୟତ ର ପୁଅ ହିଁ ସେବାୟତ ତାପରେ ତାପୁଅ ସେବାୟତ ପୁଣି ତାପୁଅ ସେବାୟତ, ଏହା ରାଜତନ୍ତ୍ର ର ଏକ ନମୁନା , ଏହି ପରମ୍ପରା କୁ ଉଛେଦ କରାଯାଉ । ଜଦି ମାଦଳା ପଞିରେ ଏହା ଅଛି, ତାକୁ ସଂଶୋଧନ କରାଯାଉ ,ଭାରତର ସଂବିଧାନ ଓ ଆଇନ ର ନିୟମକୁ ସଂଶୋଧନ ହୋଇପାରୁଛି ,ଏହି ରାଜତନ୍ତ୍ର ଭଳି ପ୍ରଥାକୁ କାହିଁକି ପରିବତର୍ତ୍ତନ କରାଯାଉ ନାହିଁ , Interview କରି ସେବକ ମାନଙ୍କୁ ନିଯୁକ୍ତି ଦେଲେ ଏପରି ଯାଣିଶୁଣି ସେବକ ମାନେ ଭୁଲ କରିନଥାନ୍ତେ ,ସ୍ବର୍ଗତ ଇନ୍ଦିରା ଗାନ୍ଧୀ ଯେପରି ପଞାବର ସ୍ବର୍ତ୍ତ ମନ୍ଦୀରରେ ପରିବର୍ତ୍ତନ ଆଣିଥିଲେ ସେପରି କୈ।ଣସି ରାଜନେତା ନାହାନ୍ତି , ନିଜର ସ୍ବାର୍ଥ ପାଇଁ ସମସ୍ତେ ବ୍ୟସ୍ତ, । ଏବେ ଏତେବଡ ଭୁଲ ପାଇଁ ମଧ୍ୟ ମୁଖ୍ୟ ମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ପ୍ରଶାସନିକ ଅଫିସର୍ ମାନେ କାହାକୁ କଠୋର ଦଣ୍ଡ ଦେବାର ସାହସ ନାହିଁ । ମୋହନ ସରକାର ଜଦି ଦୋଷୀକୁ କଠୋର ଦଣ୍ଡ ନଦିଅନ୍ତି , ଜଗନ୍ନାଥ ଓ ତାଙ୍କ ଭକ୍ତମାନେ ମୋହନ ମାଝୀଙ୍କୁ ଆଗାମୀ ନିର୍ବାଚନରେ କଠୋର ଦଣ୍ଡ ଦେବେ ।
@Foodrecipes054
@Foodrecipes054 16 күн бұрын
Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻😭
@krupasindhubehera184
@krupasindhubehera184 16 күн бұрын
Thanks sir 🙏🙏🙏🙏
@ajayakumarrath5136
@ajayakumarrath5136 16 күн бұрын
ରାୟଗଡର ମୁ ଜଣେ ସେବାୟତ।ଆପଣଙ୍କ ମତରେ ମୁ ସହମତ।
@ratna5612
@ratna5612 16 күн бұрын
ନୂଆ ସରକାର୍ ଙ୍କ ବିରୋଧ ରେ କହିବାକୁ ଗୁଟେ ସୁଯୋଗ ଆଣୁଥିଲେ। ଯେ ଜନତା ଜନାର୍ଦ୍ଦନ ସବୁ ଜାଣନ୍ତି।କିଛି ଅଶୁଭ ହେବନି କାରଣ ଏଟା ମଣିଷକୃତ
@mysarthakcreations
@mysarthakcreations 16 күн бұрын
Jay Jagannath🙏🙏
@pratimasahoo1339
@pratimasahoo1339 16 күн бұрын
ଉଚିତ କଥା ଭୁଲ ମାଗନ୍ତୁ ସେଠାରେ ଥିବା ସେବାୟତ
@SleepyAtv-pu7ng
@SleepyAtv-pu7ng 16 күн бұрын
Right 👍
@sunilsahu1045
@sunilsahu1045 16 күн бұрын
Emane sebayat ra power ku bhala use karuchanti he prabhu aapna hi emanku thik nya karantu he prabhu.
@kasyapapradhan4484
@kasyapapradhan4484 14 күн бұрын
ଜାଗ ହିନ୍ଦୁ ଜାଗ, ସାକାର ବାବା, ସାରଥି ବାବାଠାରୁ ଦୂରକୁ ଭାଗ । ଜୟ ଜଗନ୍ନାଥ
@saratnayak1567
@saratnayak1567 16 күн бұрын
Due to irresponsibility and monopoly work of sevayats such incident has happened. The administration has no controll over sevayats.
@AKPalo
@AKPalo 16 күн бұрын
ସେବାୟତ ମାନଙ୍କ ଘରେ ରାଜ୍ୟ ଏବଂ କେନ୍ଦ୍ର ସରକାର ତନଖି କରାଯାଉ l ଏମାନଙ୍କୁ ଶାସନ ଦରକାର l
@adwaitbehera7403
@adwaitbehera7403 14 күн бұрын
ମହାପୂଜକ ମହୋଦୟଙ୍କୁ ମୋର ବିନମ୍ର ଭାବେ ପ୍ରଣାମ କରୁଅଛି l ବାସ୍ତବିକ ସେ ଯାହା କହୁଛନ୍ତି ମୋର ବ୍ୟକ୍ତିଗତ ମତ ମଧ୍ୟ ତାହା l ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି l ଶ୍ରୀଯୁକ୍ତ ପୂଜକ ମହୋଦୟଙ୍କୁ ମୋର ବିନମ୍ର ପ୍ରଣତି l ଜୟ ଶ୍ରୀ ଚତୁର୍ଦ୍ଧାମୂର୍ତ୍ତି, ଜୟ ଜଗନ୍ନାଥ 😪❤🙏🙏🙏🙏
@Sitarjeeban
@Sitarjeeban 15 күн бұрын
ଆପଣଙ୍କ କଥା ନିରାଟ ସତ 🙏
@PradeepMallik-gs4or
@PradeepMallik-gs4or 16 күн бұрын
Thank you sir
@sanjuktabhuyan6507
@sanjuktabhuyan6507 14 күн бұрын
Jay Jagannath 🙏🙏🙏🙏🌺❤️🌺❤️🌺
@Sitarjeeban
@Sitarjeeban 15 күн бұрын
ବଡ ଠାକୁରଙ୍କୁ ରଥରୁ ଓଲ୍ହେଇବା ଦାୟିତ୍ୱ ଯାହାର ଥିଲା ତାକୁ ଦଣ୍ଡ ଦିଆଯାଉ. ଜୟ ଜଗନ୍ନାଥ 🙏
@user-lo8yd5vz6g
@user-lo8yd5vz6g 16 күн бұрын
Bahut bhal katha
@KuniThanapati
@KuniThanapati 16 күн бұрын
ବହୁତ ବଢିଆ କମେଣ୍ଟ,
@srikantad10
@srikantad10 16 күн бұрын
Jay Jagannath 👏.
@brajabandhudash5930
@brajabandhudash5930 16 күн бұрын
ଜୟ ଜଗନ୍ନାଥ,
@RamakrushanTripathy
@RamakrushanTripathy 16 күн бұрын
1000000right
@ranjanmohanty9098
@ranjanmohanty9098 16 күн бұрын
ଜୟ ଜଗନ୍ନାଥ
@swapankumardey7246
@swapankumardey7246 15 күн бұрын
ବହୁତ ସୁନ୍ଦର ଭାବେ କହିଲେ।
@user-qr2zs8ih4c
@user-qr2zs8ih4c 16 күн бұрын
ସେବାୟତ ମାନଙ୍କୁ interview କରାଯାଉ ପରମିଟ ଥିବା ଲିମିଟେଡ ସଂଖକ ସେବାୟତ ମାନଙ୍କୁ ରଥରେ ଉଠିବାର chance ମିଳୁ
@krushnadas1509
@krushnadas1509 16 күн бұрын
Ati. Utam .katha upasthapana karichhanti .bahut bahut subhetsa sm j
@jaydebmajhi236
@jaydebmajhi236 16 күн бұрын
Like video Thank you sir 🙏🙏🙏🙏
@prakashswain8674
@prakashswain8674 16 күн бұрын
ଯଦି ସିସିଟିଭି ଦୃଶ୍ଯ ସତ,ତାହେଲେ ମୋହନ ସରକାରଙ୍କୁ ସାରା ରାଜ୍ଯରେ‌ ନିନ୍ଦିତ କରାଇବା ସକାଶେ ବଡଠାକୁରଙ୍କୁ ଜାଣିଶୁଣି ଠେଲି ଦେବାର ଗଭୀର ଷଡଯନ୍ତ୍ର ସରକାରୀ ବିରୋଧି ବାଲା କରାଇଛନ୍ତି କହିଲେ ଭୂଲ ହେବ ନାହିଁ । ଜୟ ଜଗନ୍ନାଥ ସ୍ବାମୀ 🙏।
@banamalibehera8781
@banamalibehera8781 16 күн бұрын
EKDAM THIK.
@JogeswarMajhi-lt7hj
@JogeswarMajhi-lt7hj 16 күн бұрын
ସେମାନେ ପରା ସେବକ ଯାହା ମନ୍ତବ୍ୟ ଦିଅନ୍ତୁ ଆମ ଓଡ଼ିଆ ମାନି ବାକୁ ପ୍ରସ୍ତୁତ,,
@santilatapanda1386
@santilatapanda1386 16 күн бұрын
Badamad Puri sebayat Ratha Sara gheri rahu chhanti loko tike bhagawan nku bhalare dekhibe boli atura
@sachitranandarath8690
@sachitranandarath8690 16 күн бұрын
Jaya Shree Jagannath
@prakashkanhar8039
@prakashkanhar8039 16 күн бұрын
Good news
@dhirendranathrout3005
@dhirendranathrout3005 16 күн бұрын
ଭାଇ ସାଧୁ ମାନେ ସଜାଗ ହୁଅନ୍ତୁ।
@prasannakumarnayak2278
@prasannakumarnayak2278 16 күн бұрын
ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ
@lipuparida8477
@lipuparida8477 16 күн бұрын
Bhadua ainmantri
@user-ft7nb4bp2d
@user-ft7nb4bp2d 16 күн бұрын
Jay Jagannath
@user-it1qb6dk9g
@user-it1qb6dk9g 13 күн бұрын
Right 👍💯💯
@DurjyodhanNNayak
@DurjyodhanNNayak 16 күн бұрын
Jay jagannath 100% right
@MalayaBarik-uk8tc
@MalayaBarik-uk8tc 16 күн бұрын
Ek sum thik sir.
@rajeshkumarsing4384
@rajeshkumarsing4384 16 күн бұрын
ସେହି ସେବାୟତମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯାଉ ମନମୁଖୀ ଚଳାଇଥିଲେ । ଜୟ କାଳିଆ ଠାକୁର
@VirjuKumar-xx5wo
@VirjuKumar-xx5wo 16 күн бұрын
Jay shree Jagannath Mahaprabhu ki Jay
@ArunKumar-rx8oy
@ArunKumar-rx8oy 16 күн бұрын
Jay shree Jaganatha Swami 🛕🚩⭕‼️⭕🌺🪔🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@sandipsahoo7611
@sandipsahoo7611 16 күн бұрын
Thk katha
@santoshineekarmi6805
@santoshineekarmi6805 16 күн бұрын
💯 right
@atuldigal2686
@atuldigal2686 16 күн бұрын
Yes,sir. You are right.
@durgacharansahoo4117
@durgacharansahoo4117 13 күн бұрын
Agyan Prefect katha kahichhanti. Jay Jagannath
@user-gy3og6zt7v
@user-gy3og6zt7v 16 күн бұрын
Good opinion
@minipattnaik9746
@minipattnaik9746 14 күн бұрын
Jay Jagannath Jay Jagannath Jay Jagannath
@santoshnayakmaatariniprodu6640
@santoshnayakmaatariniprodu6640 16 күн бұрын
Right
@nakulnaik1423
@nakulnaik1423 16 күн бұрын
Right ଆଜ୍ଞା 🙏🙏🙏🙏
@dinabandhunayak9371
@dinabandhunayak9371 16 күн бұрын
Sabu ସେବାୟତ ଗିରଫ କରିବା ଦରକାର
@ashokkumarmishra3560
@ashokkumarmishra3560 16 күн бұрын
Nirata Satya Katha Jay Mahabahu 🙏🙏🙏
@renubalamohapatra5702
@renubalamohapatra5702 14 күн бұрын
ବଡ ଠାକୁର ସେ ପ୍ରଳୟ କରିଦେବେ।ମରିବା ସବୁ। ଅବହେଳା କରିବା କଥା କି?ଜୟ ଜଗନ୍ନାଥ 🙏🙏
@user-eq7jx4fq8j
@user-eq7jx4fq8j 15 күн бұрын
Odisha re marudi sanket ❤❤
@maheshkumarbag5464
@maheshkumarbag5464 16 күн бұрын
Maharaj Jahakahigale Niratsatakahigale Muathire Akamatra Maharaj Nku Anantakoti Dandabata Jay Jagarnath Suwami 🪷🪷🪷🪷🪷🪷🪷🙏🙏🙏🙏🙏🙏🙏
@SurprisedKettlebell-hl9cf
@SurprisedKettlebell-hl9cf 12 күн бұрын
Correct
@soubhagyasahoo3218
@soubhagyasahoo3218 16 күн бұрын
Balia Bhai sarana sarana sarana.......
@sakhigopalpradhan669
@sakhigopalpradhan669 16 күн бұрын
Very correct let us admit own fault Jay Jagannath
@harihardhal1974
@harihardhal1974 16 күн бұрын
Right sir
@SADANANDADEBATA
@SADANANDADEBATA 16 күн бұрын
Sabayatmane. Badabadakatha. Kahanti. Nijapadijibasahita. Sebayatanku. Pakaela. Kemite. Sasamastankdukha. Bujanti.
@shirapanimohanta7313
@shirapanimohanta7313 16 күн бұрын
Jagannath bhabara thakuro Bhakira thakuro Sebayat manankaro Bhabahina Bhaktihina ro Parichaya
@user-cu7id5si3p
@user-cu7id5si3p 16 күн бұрын
😢😢😢😢😢Right
@samarunaik5994
@samarunaik5994 13 күн бұрын
👍👍👍
@saritamaharana4151
@saritamaharana4151 16 күн бұрын
ସେବାୟତ ହେଉ ଜନସାଧାରଣ ହେଉ ଠାକୁର କୁ ନେଇ ରାଜନିତି କରୁଛନ୍ତି।ଭଲ ଚିନ୍ତା କଲେ ଭଲ ହୁଏ
@himansubhusanpanda5913
@himansubhusanpanda5913 16 күн бұрын
Right voice
@dhirendranathrout3005
@dhirendranathrout3005 16 күн бұрын
ଅତ୍ୟନ୍ତ ନିର୍ଦିଷ୍ଟ ସଂଖ୍ୟକ ଦଖ୍ୟ ସେବାୟତ ରଥ ଉପରେ ରହିବା ନିୟମ ହେବା ଆବଶ୍ୟକ।
@bhabendranathTung
@bhabendranathTung 16 күн бұрын
Sei thakuranko ichha
@subasnayak1510
@subasnayak1510 16 күн бұрын
😮
@arunkumarmishra9212
@arunkumarmishra9212 16 күн бұрын
🙏🙏🙏🙏
@obcsangramsamiti
@obcsangramsamiti 16 күн бұрын
ଏହି ରଥ ଯାତ୍ରା ବନ୍ଦ ହେଲେ ଯାଇ ଲୋକ ଙ୍କ ଉନ୍ନତି ଓ ଶାନ୍ତି ମିଳିବ
@priyankapriyasahoo1337
@priyankapriyasahoo1337 16 күн бұрын
Thik kahuchanti apono 🙏🏾
@rashminanda6310
@rashminanda6310 15 күн бұрын
E mahasaya pura thik kahuchanti. Jagannath doshi mananku upajukta danda diantu
Clown takes blame for missing candy 🍬🤣 #shorts
00:49
Yoeslan
Рет қаралды 40 МЛН
Playing hide and seek with my dog 🐶
00:25
Zach King
Рет қаралды 33 МЛН
DAD LEFT HIS OLD SOCKS ON THE COUCH…😱😂
00:24
JULI_PROETO
Рет қаралды 15 МЛН
2PM Bulletin ||| 27th July 2024 ||| Kanak News Live |||
24:01
Kanak News Live
Рет қаралды 934