ଆହାର ଓ ଲକ୍ଷ୍ମୀ ବସ BJP ବନ୍ଦ୍ ନକରିବା ଭଲ। Will BJP shutdown 5 rupee Aahar meals ? odisha People react.

  Рет қаралды 617,981

Pratidin TV

Pratidin TV

Күн бұрын

ଆହାର ଓ ଲକ୍ଷ୍ମୀ ବସ BJP ବନ୍ଦ୍ ନକରିବା ଭଲ। Will BJP shutdown 5 rupee Aahar meals ? odisha People react. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our KZbin Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...

Пікірлер: 1 400
@santoshkandi1398
@santoshkandi1398 4 ай бұрын
ନବୀନ sir 🙏🙏🙏 ବହୁତ ଭଲ ସରକାର
@ullashkumar1544
@ullashkumar1544 4 ай бұрын
ଜୟ ନବୀନ ବାବୁ 🎉🎉🎉
@PR-Pinkureeta1.4.3
@PR-Pinkureeta1.4.3 4 ай бұрын
ଏଥର ସବୁ ମିଶି ଓଡ଼ିଶାକୁ ଗିଳିବେ ସରଳ ସ୍ବଚ୍ଛ ଶାନ୍ତି ଏବଂ ନିର୍ମଳ ହ୍ରୁଦୟ ର ମୂଖ୍ୟମନ୍ତ୍ରୀ ଙ୍କୁ ହାରିଛି ମାନେ ଏଠାରେ ଗରିବ ମରିବ
@alpananayak7772
@alpananayak7772 4 ай бұрын
ଚିଟ୍ ଫଣ୍ଡ ରେ କୋଟି କୋଟି ଟଙ୍କା ସ୍କେଣ୍ଡଲ, ତମେ ଜାଣିଛ କି ଲୋଗେ କେତେ ଥର ତାଙ୍କ docoment ଦେଇଛନ୍ତି? ଲକ୍ଷ୍ମୀ ବସ tamilnadu ରୁ ଯେଉଁ ଆସି ଚାଲୁଛି ତମେ ଜାଣିଛ କେତେ ଟଙ୍କା ର ରାଜସ୍ବ ନଷ୍ଟ ହେଉଛି? ୧୮୦୦୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ରାଜ୍ୟ କୋଷ କୁ ଆସିଥିଲା ଫନିରେ, ତାହା କେଉଁଠି ଖର୍ଚ୍ଚ ହେଲା ? Bjd ର MLA/ MPଏମିତି କଣ କାମ କଲେ ଯେ ତାଙ୍କ ଆକାଉଣ୍ଟ ରେ କୋଟି କୋଟି ଟଙ୍କା? ପୁରୀ ପ୍ରକଳ୍ପ ରେ ୪୨୦୦କୋଟି ଟଙ୍କା ଖର୍ଚ୍ଚ ହେଲା, କେତେ ଟଙ୍କା ଆତ୍ମସାତ ହୋଇଛି?? ପୋସ୍କୋ ପ୍ରକଳ୍ପ ବନ୍ଦ କରିଦେଲେ, ଆଜି କେତେ ପିଲା ରୋଜଗାର ପାଇଥାନ୍ତେ? ବିଗତ ୫ବର୍ଷ ଭିତରେ କେତେ ପିଲା ତାଙ୍କ ଆବାସ ଓ ମାଷ୍ଟର କ୍ୟାଣ୍ଟିନ୍ ଆଗର ଧାରଣା ଦେଇଛନ୍ତି? ପଣ୍ଡିୟନ୍ ୫t ସଚିବ ହେଲେ, କଣ ସେଟା ସମ୍ବିଧାନିକ ପ୍ରକ୍ରିୟା ଥିଲା? ମୁଁ କହୁନାହିଁ ସେ ଖରାପ, ସେ ବହୁତ୍ କିଛି କରିଛନ୍ତି ଓ ଓଡ଼ିଶା ବାସୀ ମଧ୍ୟ ତାଙ୍କୁ ସପୋର୍ଟ ୨୫ ବର୍ଷ ହେଲା କରୁଛନ୍ତି । କିନ୍ତୁ ସେ ବିଗତ ୧୦ ବର୍ଷ ହେଲା ଧୃତରାଷ୍ଟ୍ର ପରି ନିଜର ଭୂମିକା କରିଲେ, ଓ ଶକୁନି ସାଜି ପଣ୍ଡିୟନ bjd ର ଗରିମା କୁ ଧ୍ଵଂସ କରିଗଲା। ବୈଜନ୍ତି ପଣ୍ଡା,ପ୍ୟାରୀମୋହନ ଭଳି ପୁରୁଣା bjd ର କର୍ମୀ ଙ୍କ ପରାମର୍ଶ ତାଙ୍କୁ ଅଲୋଡ଼ା ଲାଗିଲା। ନବୀନ ପଟ୍ଟନାୟକଙ୍କ ଓଡ଼ିଶା ପାଇଁ ଅବଦାନ ସବୁଦିନ ଚିରସ୍ମରଣୀୟ ହୋଇ ରହିବ ବିଜୁ ବାବୁ ଙ୍କ ପରି।
@parsantpanigrahy5946
@parsantpanigrahy5946 4 ай бұрын
BJD ra ya madhrucod bhancodha Sabu kuji nata mankar sampati ra hisab nab bjp
@samiraadha9316
@samiraadha9316 4 ай бұрын
Yes you right bor..🎉❤
@bhadraktokadukha8427
@bhadraktokadukha8427 4 ай бұрын
Tmku bala sabu jana ..sarkar na asunu ru bala chinda gapo stat heigala
@AnnapurnaJena-h5d
@AnnapurnaJena-h5d 4 ай бұрын
Jete cm asile Naveen nka Vali hei paribeni .....Karan tankara pila chhua nai ki samsara nai se tankate b khai nahanti .......tanka bayasa aau kichhi vul nispati jogu haar manibaku padila tathapi se sabuthu best ...tankara quality thila cm habara😂😂😂​@@bhadraktokadukha8427
@BijaykumarSahoo-mx5tc
@BijaykumarSahoo-mx5tc 4 ай бұрын
ଗୁଜରାଟ ର ଏୟାରପୋର୍ଟ ମଧ୍ୟ ସରି ହେବ ନାହିଁ ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ପହଁଚି ଦେଖନ୍ତୁ , ନବୀନ ପଟ୍ଟନାୟକଙ୍କ ଉନ୍ନତି ଜୟ ଶ୍ରୀ ଜଗନ୍ନାଥ 🌹🙏 ଜୟ ନବୀନ ପଟ୍ଟନାୟକ ହାରିନାହିଁ ଯଦିଓ ଆଜି କେହି ହାରିଥାଏ ସେମାନେ ହେଲେ ଓଡ଼ିଶାବାସୀ ❤❤❤
@IswaraBiswal-j6e
@IswaraBiswal-j6e 4 ай бұрын
ନବୀନ ଦ ରିଅଲ ହିରୋ
@laxmidharbarik5867
@laxmidharbarik5867 4 ай бұрын
Bjd ହଉ bjp ହଉ କି କଂଗ୍ରେସ ହଉ ଜନତା ଙ୍କ ସେବା କର ଲୋକ ନିଜେ ଭୋଟ ଦେବେ 5ଟକିଆ ମିଲ ବନ୍ଧ ହବନି କାରଣ ଏହା ଲୋକ ଙ୍କ ସୁବିଧା ପାଇଁ ହେଇଛି ଏ ଥିରେ ଆହୁରି ସୁବିଧା କରାଯିବ କାରଣ ସେମାନେ ଲୋକଙ୍କ ଦୁଃଖ ବୁଝିବାକୁ ଆସିଛନ୍ତି ନହେଲେ ଆସନ୍ତା Elction ରେ ଆହୁରି ଥରେ ଲୋକ ଦଳ ବଦଳେବେ
@dashajay2010
@dashajay2010 4 ай бұрын
ହୀରା ଖୋଜିବାକୁ ଯାଇ ସୁନା ହଜେଇଲେ
@ImSai-j1n
@ImSai-j1n 4 ай бұрын
Bhai tomoro hajigola bodhe suna😂😂😂😂
@divyarashmirout533
@divyarashmirout533 4 ай бұрын
Yes we lost our diamond SRI NAVEEN BABU 🙏
@ratikantasahoo4729
@ratikantasahoo4729 4 ай бұрын
Hmm Bhai
@ratikantasahoo4729
@ratikantasahoo4729 4 ай бұрын
Bhai thick kahichanti
@ratikantasahoo4729
@ratikantasahoo4729 4 ай бұрын
Beiman Odisha heigala aaji
@arunakumarkata6903
@arunakumarkata6903 4 ай бұрын
ନବୀନ ବାବୁ ୫ଟଙ୍କା ରେ ଭାତ ଡାଲମା ଦେଉଥିଲେ ମୋଦି ବାବୁ ଆପଣ ୫ ଟଙ୍କା ରେ ଭାତ ଡାଲି ତରକାରୀ ଦିଅନ୍ତୁ ଯେତେ ବି ନବୀନ ବାବୁଙ୍କର ଯୋଜନା ଅଛି ସବୁ ଚାଲିବା ଦରକାର ନ ଚାଲିଲେ ଜନତା ବହୁତ ହଇରାଣ ହେବେ କାହିଁକି ନା ଧନୀ ଲୋକଙ୍କୁ କିଛି ଫରକ ପଡିବ ନି ଯେତେ ସବୁ ଗରିବ ମଧ୍ୟବିତ ଲୋକ ହଇରାଣ ହେବେ ବିଜେପି ସରକାର ଙ୍କୁ ମୋର ଅନୁରୋଧ ଯେତେ ଯୋଜନା ଚାଲୁ ରଖନ୍ତୁ
@BuduramBhatra-vt9xp
@BuduramBhatra-vt9xp 4 ай бұрын
ସୁପର ଭାଈ❤❤❤
@ManabarikManabarik-k4t
@ManabarikManabarik-k4t 4 ай бұрын
ସରକାର ଜନତା ଗଢିଛନ୍ତି ଯଦି ଲୋକ ଙ୍କୁ ଅସୁବିଧା ରେ ପକେଇବେ ବିଜେପି ସରକାର ଭାଙ୍ଗିବାକୁ ଜନତା କୁ କେହି ଅଟକେଇ ପାରିବେନି
@ugreshantandi
@ugreshantandi 4 ай бұрын
ମଣିପୁର ଭଲି ଓଡିଶା ନ ହେଉ ହେ ପ୍ରଭୁ ଜଗନ୍ନାଥ ରକ୍ଷାକର
@APradhan-channe
@APradhan-channe 4 ай бұрын
𝙑𝙤𝙩𝙚 𝙙𝙚𝙞𝙘𝙝𝙪 𝙩𝙖 𝙠𝙪𝙖𝙙𝙚 𝙟𝙞𝙗𝙪...
@Sinusahoowd2dm
@Sinusahoowd2dm 4 ай бұрын
ହେଇନି ନା କଣ ସିଏ ଯାହା ଏ ବି ସେୟା 😢
@Ambassador_Christ
@Ambassador_Christ 4 ай бұрын
Iswara rakhya karantu😢
@SahooAlok-qu4eu
@SahooAlok-qu4eu 4 ай бұрын
ଏବେ କଣ ନବୀନ ନବୀନ ହେଉଛ କୋଉଠି ଥିଲ ସବୁ ତମେ ବିଜେପି କୁ ଭୋଟ ନଦେଇ ବିଜେପି ଆସିଲା ଏବେ ସବୁ କୁମ୍ଭୀର କାନ୍ଦଣା ଦେଉଛ ନବୀନ ଆମର ବହୁତ ଭଲ ମୂଖ୍ୟମନ୍ତ୍ରୀ ଥିଲେ
@Pattanaikashutosh01
@Pattanaikashutosh01 4 ай бұрын
Tume Mane BJP vote deicha BJP Dalal barbad karidelani Modi ku janina tume mane pura barbaad karideichi semane janichi odisha public kitna murkha hai vote dya hai BJP Ko hatayao aja pralaya hoga Sri mandir 4dwar khola hai dangerous hoga 😡 I am talks
@SahooAlok-qu4eu
@SahooAlok-qu4eu 4 ай бұрын
ସବୁ ଜାଣିକି ଆମେ ଭୋଟ ଦେଇକି ଜିତାଇଦେଇଛେ
@ullashkumar1544
@ullashkumar1544 4 ай бұрын
ନବୀନ ବାବୁଙ୍କ ଯୋଜନା ସବୁ ବନ୍ଦ ହେଲେ ଓଡ଼ିଶାରେ ନିଆଁ 🔥🔥🔥 ଜଳିବ
@kanhucharandas5226
@kanhucharandas5226 4 ай бұрын
ଆଗରୁ କୋଉଠୁ ଥିଲ ବିଜେପିକୁ କଣ ପାଇଁ ଭୋଟ ଦେଲକି
@Raj_Raj_143-hmxrd
@Raj_Raj_143-hmxrd 4 ай бұрын
Abe Sala To Bopa Nabin 25 Varsha Hela Odisha Ra Paisa Khai Odisha Basinku Bhikhari Kari Deichhi Taha Tate Dekha Jauni Aau Aaji 5 Tanka Ra Ahara Band Heijiba Je Tate Amiti Laguchhe😡😡😡😡😡😡
@Raj_Raj_143-hmxrd
@Raj_Raj_143-hmxrd 4 ай бұрын
Abe Sala To Bopa Nabin 5 Tanka Re Ahara Deuthila Abe Bjp Sarkar 1 Tanka Re Ahar Deba Tapare Tu Dekhibu Bjp Sarkar Ra Power
@shreechoudhury7205
@shreechoudhury7205 4 ай бұрын
​@@Raj_Raj_143-hmxrdWorld ra michhua pradhanmantri kichhi karibani, khali bhasan daba
@tapankumar98
@tapankumar98 4 ай бұрын
​@@Raj_Raj_143-hmxrdmo pela daba to bopa modi magya
@tapankumar98
@tapankumar98 4 ай бұрын
BJP ku vote dei 2 masa bhite odisha loka kandibe , sarkar 2 masa bhitre bhangi churmaar hei jiba
@maheshkumar-fn4gc
@maheshkumar-fn4gc 4 ай бұрын
ମୋଦି ଓଡ଼ିଶା କୁ ବିକ୍ରି କରିକି ସବୁ ଖାଇ ଦବ
@ChandanPradhan-k7f
@ChandanPradhan-k7f 4 ай бұрын
Mudi sabu eba game kareba goriba goriba heirshiba ago ru jaha heitila sabu vol tila eba BJP ashila sabu gola au kiche milibar nahi
@babuljena7181
@babuljena7181 4 ай бұрын
Tu mag kea be
@maheshkumar-fn4gc
@maheshkumar-fn4gc 4 ай бұрын
@@babuljena7181 ତୋ ବୋଉର ଘଇତା ବେ ବେଧ ପିଲା
@babuljena7181
@babuljena7181 4 ай бұрын
@@maheshkumar-fn4gc Tu bedhachhua
@maheshkumar-fn4gc
@maheshkumar-fn4gc 4 ай бұрын
@@babuljena7181 ମୋଦି ତୋ ବୋଉ କୁ ଗେହିବ ରହ
@mr.sanjayinformationdiscov3282
@mr.sanjayinformationdiscov3282 4 ай бұрын
ବିଜେପି ନବୀନ ଙ୍କ ଯୋଜନା ରେ ଷ୍ଟିକର ମାରି ରାଜନୀତି କରିବ ଆଉ ନିଜର କହି ଭୋଟ ମାଗିବ।।।।
@7mininformation123
@7mininformation123 4 ай бұрын
Tu jotisa ta
@tusharakantabehera2587
@tusharakantabehera2587 4 ай бұрын
ଆହାର କେନ୍ଦ୍ର ରେ ରାଜ୍ୟର ଅନୁଦାନ 9 ଟଙ୍କା ଆଉ କେନ୍ଦ୍ର ର ଅନୁଦାନ 21 ଟଙ୍କା, ଗ୍ରାହକ ଦିଏ 5ଟଙ୍କା
@mr.sanjayinformationdiscov3282
@mr.sanjayinformationdiscov3282 4 ай бұрын
@@7mininformation123 ସମୟ ଆସୁ ବୁଝିଯିବୁରେ ଅନ୍ଧଭକ୍ତ।।।
@mr.sanjayinformationdiscov3282
@mr.sanjayinformationdiscov3282 4 ай бұрын
@@tusharakantabehera2587 ସମ୍ପୂର୍ଣ୍ଣ ମିଥ୍ୟା ତଥ୍ୟ ତୁମ ତଥ୍ୟ ର source କଣ ???
@tusharakantabehera2587
@tusharakantabehera2587 4 ай бұрын
ସତ୍ୟ ତଥ୍ୟ ଆପଣ ଦିଅନ୍ତୁ.
@mrbp8677
@mrbp8677 4 ай бұрын
ଶାବାସ ରିପୋର୍ଟର ଭାଇ... ଏତେ ଦିନ ପରେ ଏମିତି news ଦେଖିବାକୁ ମିଳିଲା ❤
@bapibalesore7554
@bapibalesore7554 4 ай бұрын
Jay nabeen sarkar
@sivasisbehera4817
@sivasisbehera4817 4 ай бұрын
Pandya sarkar
@ACHYUTAJANI-vp5wo
@ACHYUTAJANI-vp5wo 4 ай бұрын
Jay Nabi nsarkar❤
@k.kamaleswarighatal7347
@k.kamaleswarighatal7347 4 ай бұрын
Absolutely right✔ Naveen sarkaar bahut badiya thiiila.
@sudhirbarik9256
@sudhirbarik9256 4 ай бұрын
ପ୍ରଥମେ ମଦ ବନ୍ଦ କରାଯାଉ
@jagannathpatnaik8409
@jagannathpatnaik8409 4 ай бұрын
ଭାଇ ବହୁତ ବଢିଆ, ଯୋଜନା ବନ୍ଦ କଲେ ଓଡ଼ିଶା ରେ ନିଆଁ ଜଳିବ, ସାବଧାନ।
@JyoshnamayeeMishra
@JyoshnamayeeMishra 4 ай бұрын
Tata. Chora. Maghea. Sa. Nia. Ra. Pakai. Daba.
@prahalladrana783
@prahalladrana783 4 ай бұрын
ମୋଦି କଣ ନିଜେ ନିଜେ ମନ୍ତ୍ରୀ ହୋଇ ଗଲା କି?କିଏ ଜିତିଲା କିଏ ହାରିଲା ପବ୍ଲିକ ହିଁ ଦାୟି
@Subrat-Tv
@Subrat-Tv 4 ай бұрын
ଭାଇ B. J. D🐚 gala B. J. P 🌷ଆସିଲା କିନ୍ତୁ କାଳିଆ ଠାକୁର ଙ୍କ ଘର ଅଦ୍ଧକାର ମୟ କାଳିଆର ଦୟା 🙏🏼ଜୟ ଜଗନ୍ନାଥ 🙏🏼ଜୟ ହୋ🙏🏼
@babuljena7181
@babuljena7181 4 ай бұрын
25 Brasha hela kan choduthila BJD mag
@babuljena7181
@babuljena7181 4 ай бұрын
4200000 kote kan hela mag Naveen
@lifeofodia195
@lifeofodia195 4 ай бұрын
ମୋଦି ବାଳ କରିବ😡😡😡😡😡😡😡
@srikantsahu3411
@srikantsahu3411 4 ай бұрын
Bjd Bala karithila😂
@satyaranjanpadhi5142
@satyaranjanpadhi5142 4 ай бұрын
😂😂😂😂😂.. nahi bhai be positive..
@sridharsahu3710
@sridharsahu3710 4 ай бұрын
Tu katibu kaichi dharitha
@divyarashmirout533
@divyarashmirout533 4 ай бұрын
Modi ku ayodhya ru phopadi dele rama
@samirmahanta7942
@samirmahanta7942 4 ай бұрын
ବିଜେଡି ଏତେ କରିଥିଲା ଯଦି, କଣ ପାଇଁ ମରେଇ ହେଲା 😂😂😂😂
@RAKESH20249
@RAKESH20249 4 ай бұрын
Great person Navven Patnaik ❤️ Love' you sir
@chautisahati7099
@chautisahati7099 4 ай бұрын
Right
@ranjankumarnayak1211
@ranjankumarnayak1211 4 ай бұрын
ଠିକ କହିଛନ୍ତି ,ମେସିନ ର ଗୋଳମାଳ । ସିସି କ୍ୟାମେରା କୁ ବନ୍ଦ କରି ଗଣତି ଭୁଲ
@pratimapanda1449
@pratimapanda1449 4 ай бұрын
Naveen real hero Odisha
@Viralvideos55238
@Viralvideos55238 4 ай бұрын
@Humanity299
@Humanity299 4 ай бұрын
ନବୀନ ବାବୁଙ୍କୁ କହିବ ଶ୍ରୀ ମନ୍ଦିର ନାଁରେ ଲୁଟି ଥିବା ୪୨୦୦ କୋଟି (ଏତିକି ରେ ତା ୩ ଟା ଅଯୋଧ୍ୟା ମନ୍ଦିର) ଟଙ୍କା ଫେରେଇ ଦେବେ 😢😢😢 ମମତା କୁ ଫେରେଇ ଦେବେ। ୧୦୦୦ ଭତ୍ତା କାଲି ହେଇଛି ଆଉ ୨୦୦୦ ଟଙ୍କା ଫେରେଇ ଦେବେ
@Humanity299
@Humanity299 4 ай бұрын
ନବୀନ ବାବୁଙ୍କୁ କହିବ ଶ୍ରୀ ମନ୍ଦିର ନାଁରେ ଲୁଟି ଥିବା ୪୨୦୦ କୋଟି (ଏତିକି ରେ ତା ୩ ଟା ଅଯୋଧ୍ୟା ମନ୍ଦିର) ଟଙ୍କା ଫେରେଇ ଦେବେ 😢😢😢 ମମତା କୁ ଫେରେଇ ଦେବେ। ୧୦୦୦ ଭତ୍ତା କାଲି ହେଇଛି ଆଉ ୨୦୦୦ ଟଙ୍କା ଫେରେଇ ଦେବେ😢😢😢
@biratparida2289
@biratparida2289 4 ай бұрын
ସମସ୍ତେ ଜାଗ ଆସନ୍ତା କୁ ଆମେ ନବୀନ୍ ସାର୍ ଙ୍କୁ ପୁଣି ଆଣିବା 🙏🙏🙏🙏🙏🙏
@KalashchandraMeher
@KalashchandraMeher 4 ай бұрын
Right brother
@padamanavamishra6041
@padamanavamishra6041 4 ай бұрын
Pandu ku anibanina
@padamanavamishra6041
@padamanavamishra6041 4 ай бұрын
Panduku jitaidia
@pravuduttabhatta9731
@pravuduttabhatta9731 4 ай бұрын
ଦାଦନ ଯିବା
@bishnupradhan7787
@bishnupradhan7787 4 ай бұрын
Aji mo neta hariki bi jitichi Dine cm vabare odisha ku lead karithile aji opposition leader vabare lead karibe But Pattnaik is Pattnaik
@MinatiKanhar-j9x
@MinatiKanhar-j9x 4 ай бұрын
ହଁ ଭାଇ ଆମ ଓ଼ିଶାବାସୀ ସମସ୍ତେ ଛାହୁ କି ନବୀନବାବୁ ବିନା ବଞ୍ଛି ପାରିବୁ ନାଇ🎉🎉
@satyabratasahoo7028
@satyabratasahoo7028 4 ай бұрын
JAY JAGANATH JAY SANKHA JAY ODISHA JAY BJD JAY CM NAVEEN PATNAIK SIR 🙏🙏🙏
@trilochanmuna8345
@trilochanmuna8345 4 ай бұрын
ଯୋଜନା କିଛି ବନ୍ଦ ହବାର ନାହିଁ ସବୁ ଚାଲିବ ଆହୁରି ଭଲ ରେ ଚାଲିବ
@ramnathjhodia4417
@ramnathjhodia4417 4 ай бұрын
Great CM Naveen pattnaik
@skjamshedquadri7567
@skjamshedquadri7567 4 ай бұрын
Naveen Patnaik jindabad
@SuravitandiTandi-wy5gm
@SuravitandiTandi-wy5gm 4 ай бұрын
Thank you bhai
@user-sp222
@user-sp222 4 ай бұрын
ଗୋଟେ ଭାଇ ଚିନ୍ତା କଲ,ଜଉ ସଂସ୍ଥା ସବୁ ବନ୍ଦ ହେଲା, ସେଠୀ ଯେତିକି ଯୁବପିଢି କାମ କରୁଥିଲେ ସେମାନେ ବି ନିଜ job ହରେଇଲେ, ସେ ସଂସ୍ଥା ରେ କାମ କରି ନିଜ ପେଟ ପୋସୁଥିଲେ,
@pragyanparimita..6152
@pragyanparimita..6152 4 ай бұрын
Seita tah odisha loka bujhileni na .. Eguda band heba darkar
@KamasilaMallick-vc7oi
@KamasilaMallick-vc7oi 4 ай бұрын
Thik kahicha bhai
@kaberidash7164
@kaberidash7164 4 ай бұрын
Great ଭାଇ ବହୁତ ବଢ଼ିଆ point କହିଛନ୍ତି ଆପଣ ମାନେ
@minketanmajhi8045
@minketanmajhi8045 4 ай бұрын
ନଇ ନ ଦେଖୀ ନଙ୍ଗଳା ହୋଇ ଆପଣ ଜାଣିଶୁଣି ନଙ୍ଗଳା ହେଉଛନ୍ତି ଲୋକଙ୍କ ମନରେ ବିଦ୍ରୋହ ସୃଷ୍ଟି କରୁଛନ୍ତି
@annapurnanayak6660
@annapurnanayak6660 4 ай бұрын
Agaku odisa basi vikamagibe sabu kandibe
@tapannayak4187
@tapannayak4187 4 ай бұрын
କିଛି ମାଗଣା ଯୋଜନା ବନ୍ଦ ହେବା ଆବଶ୍ୟକ କାରଣ ରାଜକୋଷ ଉପରେ ବୋଝ ହେଉଛି ଜାହା ଜନତାଙ୍କ ଉପରେ ବୋଝ ହେଉଛି
@RituPriya-nd5op
@RituPriya-nd5op 4 ай бұрын
Jai Naveen sir please come back❤
@Viralvideos55238
@Viralvideos55238 4 ай бұрын
@ratikantasahoo4729
@ratikantasahoo4729 4 ай бұрын
Aao thare Election Hao Odishare
@lobhalohar4314
@lobhalohar4314 4 ай бұрын
କୌଣସି ଯୋଜନା ବନ୍ଦ ହେବ ନାହିଁ କେବଳ ନାମ ପରିବର୍ତ୍ତନ ହେବ
@bikipadhan4559
@bikipadhan4559 4 ай бұрын
Right
@revdukerajmuniofficial1050
@revdukerajmuniofficial1050 4 ай бұрын
kahiki hebo paribartono ...se korichi ki bhai ...nije koro ...dom ochi to
@divyarashmirout533
@divyarashmirout533 4 ай бұрын
Oho NAVEEN BABU nkara kama sabu tama sarkar bjp tanka na re Kariba wahh
@rgblogs948
@rgblogs948 4 ай бұрын
Sala kn Peyi name change hoba bukachuda Mane abe khouthele je Nabini sir kichhi kamo karinahi je kn peyi name change hoba kane bjp pekher new scim nahi kii tank pakhre money nahi kii ok No hele bjp ku khou je petrol 200 tank kare daba peyi ek number chura Sarkar
@Dep_Tripathy
@Dep_Tripathy 4 ай бұрын
​@divyarashmirout533 ଆଜି ଯାଏ ଏକ ଟଙ୍କିଆ ଚାଉଳ କାହାର ଥିଲା? Tap water scheme କାହାର ଭାଇ? ନବୀନ ସରକାର sticker ମାରିକି ଚଳାଉ ନଥିଲା?
@gchandrachandra2946
@gchandrachandra2946 4 ай бұрын
ବହୁତ ଠିକ
@MarmadaN2143
@MarmadaN2143 4 ай бұрын
Miss u navina sair
@anjalinayak7984
@anjalinayak7984 4 ай бұрын
Naveen bapa please come back 😢😢😢😢😢😢😢😢❤❤❤❤
@deeptisahoo5656
@deeptisahoo5656 4 ай бұрын
ସମୟ କୁ ଅପେକ୍ଷା କର
@tapanamahapatrababu8705
@tapanamahapatrababu8705 4 ай бұрын
Nabina. ବାବୁ ଜଣେ ବଢିଆ ଲୋକ ପୋଲିସ କିନ୍ତୁ ତାଙ୍କ କର୍ମୀ ମାନେ କେହି ଭଲ ନୁହଁ
@BabulaBenya-w3w
@BabulaBenya-w3w 4 ай бұрын
Right brother
@BenudharMajhi-oj2dd
@BenudharMajhi-oj2dd 4 ай бұрын
ବସ୍ ରୁ ସଙଖ ଚିହ୍ନ ହଟିଲା ବସ୍ ବନ୍ଦ ହେଲା ନାହିଁ 😢ଭଲ ଯୋଜନା ସବୁ ରହିବ
@BanajasenapatiBanaja
@BanajasenapatiBanaja 4 ай бұрын
All Best 👍👍👍👍
@IRONFIST1580
@IRONFIST1580 4 ай бұрын
Jaha habara thila heigalaa..ebe dekhajau, agaku kan kan hauci. JAI JAGANNATH 🙏
@srikantarauta8200
@srikantarauta8200 4 ай бұрын
ବନ୍ଦହେବାଦରକାର ହେଲେ ହିଁ ଲୋକ ରାଜରାସ୍ତାକୁ ଆସିବେ କଣ ପାଇଁ ପଡିବ ନବୀନ ତସବୁ ଖରାପ ବୋଲି କହୁଥିଲେ କଣ ପାଇଁ ତାଙ୍କଜୋଜନାକୁ ଚଲାଇବ ଆଉ ପୁଣି ଚୋରବୋଲି କହିବ ନୂଆ ଯୋଜନା କରନ୍ତୁ
@Shibajeenaik-m3f
@Shibajeenaik-m3f 4 ай бұрын
ସମୟ ଆସୁଛିା ର ଓଡିଶା ବାସି ବସ 😭😭😭😭😭😭😭
@SasmitaMarandi-up9xx
@SasmitaMarandi-up9xx 4 ай бұрын
Very nice bro
@prasantakumarbisoyi4231
@prasantakumarbisoyi4231 4 ай бұрын
ଭାଇ ସେକଥା ଛାଡ଼ ଏବେ ଆମ ଗାଁର କୋକ ସାବୁ ସୁରତ ରୁ ଆସିବେ ଗାଁରେ କମ କାରିବେ ଆପଣମାନେ ଖୁସିତ
@subalabindhani6958
@subalabindhani6958 4 ай бұрын
ବହୁତ ଭଲ କଥା କହିଛନ୍ତି ପ୍ରଥମ ନାଗରିକ, ବହୁତ ଭଲକାମ କରିଥିଲେ ନବୀନ ପଟ୍ଟନାୟକ ସାର୍, ବୁଢ଼ିମା ମାନଙ୍କୁ ଦରମା ବଢିବା,କମକର୍ସରେ ବସ୍ ସୁବିଧା, କୃଷକମାନଙ୍କ ଚାଷ ପାଇଁ କାଳିଆ, ଯୋଜନା, ବହୁତ ବହୁତ, ଆଜ୍ଞା ପରିବର୍ତ୍ତନ ଚାହାନ୍ତି ଜନସାଧାରଣ,🇳🇪🇳🇪✍️📚🙋🙏🙏🙏
@FAKIRJENA-du2zs
@FAKIRJENA-du2zs 4 ай бұрын
ଲୋକେ ଯୋଗ୍ୟତା ଅନୁସାରେ job ପାଉଛ ନ୍ତି। ମୋଦି କଣ ତତେ ମାଗଣା ଡାକି ବିନା ଯୋଗ୍ୟତରେ job ଦେବେ
@reemanayak3663
@reemanayak3663 4 ай бұрын
Right 👍👍👍👍👍
@hiteswardas8777
@hiteswardas8777 4 ай бұрын
𝙳𝚊𝚍𝚊𝚗 katha kai uthaucha
@artismyheart705
@artismyheart705 4 ай бұрын
Bala job daba modi aneitha galiki kua khumpidaba naliki
@tapankumar98
@tapankumar98 4 ай бұрын
Modi magya kichhi nuhan seita Dina Bela loka mananku torch dekhae
@rashmishortvideo1534
@rashmishortvideo1534 4 ай бұрын
Right
@ranjankumargiri9618
@ranjankumargiri9618 4 ай бұрын
ମଦ ବନ୍ଦ କରୁ
@sunitatripathy9209
@sunitatripathy9209 4 ай бұрын
Ri8 aamaku Naveen sir bhali kehi milibeni miss u Naveen sir😢😢😢😢😢
@Raj_Raj_143-hmxrd
@Raj_Raj_143-hmxrd 4 ай бұрын
Nabin Buddha 25 Varsha Hela Odisha Ku Luti Odisha Basinku Bhikhari Kari Deichhi Taha Tate Dekha Jauni Aur Aaji Nabin Buddha Harila Je Tete Amiti Laguchhe😡😡😡😡😡😡😡
@sivasisbehera4817
@sivasisbehera4817 4 ай бұрын
Hn budha ku dhariki pandya ku dhariki basa
@RamchandraSir7580
@RamchandraSir7580 4 ай бұрын
ସବୁ ୟଜନା ବନ୍ଦ ହେଇ ଯାଉ ଭଲ ହେବ ନବୀନ ବାବୁ kn kharap kamo kola j sarkar change Kori delo
@spDeepa94
@spDeepa94 4 ай бұрын
Vote re corruption heichhi laguchhi
@sivasisbehera4817
@sivasisbehera4817 4 ай бұрын
Nabben Babu sarkar chalaunathele pandya chalauthele
@RamchandraSir7580
@RamchandraSir7580 4 ай бұрын
@@sivasisbehera4817 jiye b chalau rajya ku kharap kamo to houni na Jodi b kharap kamo hou6i sarkar change hei gola to abe yajana sobu bond heba ku jau6i bele ଜନତା kn ପାଇଁ କାନ୍ଦୁଛନ୍ତି
@Shyamsundarsingh8668
@Shyamsundarsingh8668 4 ай бұрын
ତୁ ଶଳା କେଇଟି ଥିଲୁ ଜିତାଇ ଦେଲୁନି
@DipiPradhan-m6s
@DipiPradhan-m6s 4 ай бұрын
Bjp chora sarkara
@JyoshnamayeeMishra
@JyoshnamayeeMishra 4 ай бұрын
To. Bhauniku. Maghea. Chori. Kari. Thila.
@sanatanlenka2258
@sanatanlenka2258 4 ай бұрын
ମୁଳରୁ ବିଜେପି ସରକାର ଶପଥ ଗ୍ରହଣ କରିନାହାନ୍ତି ତୁମେ ଏତେ ସବୁ କହୁଛ କାହିଁକି ? ଏ ମିିଆ ସବୁ ଟାଉଟର
@PradeepKumarBehera-or9ee
@PradeepKumarBehera-or9ee 4 ай бұрын
Jay Naveen pattnayak ❤❤❤🎉🎉🎉😂😂😂
@hrusikeshmallik3221
@hrusikeshmallik3221 4 ай бұрын
ଜୟ ଜଗନ୍ନାଥ ଜୟ ନବୀନ ❤
@Sanjay-D4N4
@Sanjay-D4N4 4 ай бұрын
Jay bjd
@ayoumulhembram4904
@ayoumulhembram4904 4 ай бұрын
Aharkendra and Laxmi Bus is wastage of money
@DevendraGaya
@DevendraGaya 4 ай бұрын
Jay jaganath ❤
@Radhakanta_Music_Official
@Radhakanta_Music_Official 4 ай бұрын
ନିବୀନ ବାବୁ ଙ୍କୁ ହରେଇ କି ଆପଣ ମାନେ ଖୁଶୀତ ,,ନା ଦୁଃଖିତ ଆପଣଙ୍କ ମତା ମତ 🙏
@punamsh797
@punamsh797 4 ай бұрын
Dukhita
@Shyamsundarsingh8668
@Shyamsundarsingh8668 4 ай бұрын
ତୁ ଶଳା ତର କି ଫାଟୁଛି
@SanjayBarik-w1u
@SanjayBarik-w1u 4 ай бұрын
Nabin odisha basinka hurdaya thile Jay nabin
@IRONFIST1580
@IRONFIST1580 4 ай бұрын
Jou puruna jojana public ku laava dauci...se jojana gudiku band na kari se jojana ku nua naa deiki jaari rakhiba uchit. Kimba puruna jogana ku jadi ahuri better quality ra rupa dei habba tahale ahuri bhala huantaa.
@prafullakumarsahu9372
@prafullakumarsahu9372 4 ай бұрын
ଆହାର ଯୋଜନା କି ଲକ୍ମି ବସ କି ସ୍ବାସ୍ଥ ଯୋଜନା ବନ୍ଦ କରିବା ଅନୁଚିତ ।
@mdmozaffarthd
@mdmozaffarthd 4 ай бұрын
❤❤❤❤ bahut achhi bat hai
@RusiRusi-j5q
@RusiRusi-j5q 4 ай бұрын
Naveen babu i love you❤
@SethaMahantee
@SethaMahantee 4 ай бұрын
Jay bjd gang ❤❤❤❤❤
@saikhalli4019
@saikhalli4019 4 ай бұрын
Bhai dhanayabad
@spDeepa94
@spDeepa94 4 ай бұрын
Nabin Sir birudhare jie kahuchha avisap padiba
@nikitakumbhar1097
@nikitakumbhar1097 4 ай бұрын
Nabin Sir always great.. 😭😭😭😭😭😭
@padmanavadami2434
@padmanavadami2434 4 ай бұрын
❤❤ good
@Kattay-bk3gn
@Kattay-bk3gn 4 ай бұрын
ଆଗ ଆପଣ ଓଡ଼ିଶା ର ଲୋକ ଙ୍କ ପ୍ରତିକ୍ରିୟା ନିଅନ୍ତୁ। କାହିଁକି ନା ଅନ୍ୟ ରାଜ୍ୟ ଗୁଡ଼ିକ ର ଲୋକ ଙ୍କ ଅପେକ୍ଷା ଓଡ଼ିଶାର ଲୋକମାନେ ନବୀନ ବାବୁଙ୍କ ନେତୃତ୍ଵରେ ଓଡ଼ିଶାରେ କେତେ ଉନ୍ନତି ହୋଇଛି ସେ ବିଷୟରେ ଅଧିକ ସଚେତନ ଅଛନ୍ତି।। ଜୟ ଜଗନ୍ନାଥ ।।
@diptiranjan3877
@diptiranjan3877 4 ай бұрын
Jay nabin
@KaliaGochhayat-l3n
@KaliaGochhayat-l3n 4 ай бұрын
Odisha re nabni achi ta sabu kchi achi
@cricketwithff2
@cricketwithff2 4 ай бұрын
କାଲି ଆସିଚି ସରକାର ଆଜି ବିବାଦ କରୁଚ ୨୪ ବର୍ଷ କୋଠେ ଥିଲା ସରକାର ଆସିଚି କାମ କରିବାକୁ ଦିଅ ଗୋଟେ ଦିନରେ କଣ ସବୁ କରିଦେବ ନା କଣ
@IASaspairant
@IASaspairant 4 ай бұрын
ସରକାର ଏପର୍ଯ୍ୟନ୍ତ ତିଆରି ହେଇନି , ତମେ କେମିତି ଆଗୁରୁ ଜାଣି ଦେଉଛ BJP ସରକାର କିଛି ଦେବନି ଆଉ ଯୋଜନା ବନ୍ଦ୍ କରିଦେବ , ଯଦି ନ ଦେଲା କିଛି ଆରଥର ସରକାର ବଦଳେଇ ଦେବ ଆଉ ଆଗରୁ ତମେ କେମିତି ଜାଣି ଦେଉଛ ସିଏ ବନ୍ଦ୍ କରିଦେବ
@unknownguy8401
@unknownguy8401 4 ай бұрын
Tu modi ra banda dhariki basitha maghia😂
@jamesrinku1995
@jamesrinku1995 4 ай бұрын
ମୋ ବସ ର ଷ୍ଟିକର ଏବେ ଟୁ ଶଙ୍ଖ ଷ୍ଟିକର ହଟେଇ ଦେଲେଣି ଦେଖା ଯାଉନି କି ରେ ମୂର୍ଖ। Bsky card ବନ୍ଦ କରି ଆୟୁଷ୍ମାନ card କରିବେ କହିଛନ୍ତି ଦେଖା ଯାଉନି କି
@unknownguy8401
@unknownguy8401 4 ай бұрын
@@jamesrinku1995 Hmm sei ba nijara dum nahi tamar kichi kariparibani sei sticker hatao, besta nahi 5 yr khushi heija, bjd phuni asuchi💚
@biswajitchampati6894
@biswajitchampati6894 4 ай бұрын
Bhai ajithu change hua re bhagwan nku chhadi rakhyash ku bachhicha bahut bhogibe odisha basi Jay jagannath 🙏🚩
@sudamsamal6463
@sudamsamal6463 4 ай бұрын
Bhai thik kahicha jou mane sabu lavarthi thile samane au kichi adhika paiba pain change haigala. Dina ae loka mane kahuthile magana dai nabin kharap karidala aji BJP ra kichi tautar lokanka katha re padi ama priya mukhya mantri ku bhuli gale.
@PrinceBibhar-eo3qd
@PrinceBibhar-eo3qd 4 ай бұрын
This is right
@jagamohankar716
@jagamohankar716 4 ай бұрын
Good 👍👍👍👍👍
@RanajitSingha-cq3we
@RanajitSingha-cq3we 4 ай бұрын
Right kohilo bhai❤❤❤❤❤❤
@SouravSahoo-le9fs
@SouravSahoo-le9fs 4 ай бұрын
Nadeen sir miss u
@ajitbehera2832
@ajitbehera2832 4 ай бұрын
Yes 👍👍👍 💯 rayta thanks for your
@samekumarbaliarsingh2363
@samekumarbaliarsingh2363 4 ай бұрын
Jay nabin sir
@simanchalpattnaik3678
@simanchalpattnaik3678 4 ай бұрын
Pitha yojana band heba darkar .
@ManoranjanPintu
@ManoranjanPintu 4 ай бұрын
Miss u Navin sir
@Stephanphilips420volt
@Stephanphilips420volt 4 ай бұрын
Abe namo nio odisha basi
@ashisswain8499
@ashisswain8499 4 ай бұрын
Right bhai
@dinabandhubehera3971
@dinabandhubehera3971 4 ай бұрын
Educated person my dear bro ,thik kahila
@RebatiNaik-x5v
@RebatiNaik-x5v 4 ай бұрын
ମାଗଣା ଖାଇ ଖାଇ ଅଭ୍ୟାସ ହେଇ ଗଲାଣି କିଛି ଲୋକଙ୍କ ର ତେଣୁ ଅଭ୍ୟାସ ବଦଳି ବନି।
@laxmipriyaray8446
@laxmipriyaray8446 4 ай бұрын
Tame magana kainki khaucha kiniki khauna
@uttambaba6800
@uttambaba6800 4 ай бұрын
Mu garibo mu khaye ni darkar hele khaye bujhilu sola😂😂😂
@unknownguy8401
@unknownguy8401 4 ай бұрын
To banda re bahut pani jadi khaibaku daunu bedha pila
@King_Uttarpradesh1
@King_Uttarpradesh1 4 ай бұрын
Tu Banda jaunu Modi ra Banda chatibu Gariba loka nka pain ama Naveen Babu 5 tankna jonana karichanti Ama tax Paisa amaku miluchi To bapara kn gala be sala maa giha besi Paisa dekhei hauchu 😡😡😡😡😡
@BaidyanathjenaBaidyanathjena
@BaidyanathjenaBaidyanathjena 4 ай бұрын
Righti
@ArunAcharya-o9k
@ArunAcharya-o9k 4 ай бұрын
Jay.nabbne
@SurajParida-ct9wp
@SurajParida-ct9wp 4 ай бұрын
Bihar dekhile janipariba nabini kn
🕊️Valera🕊️
00:34
DO$HIK
Рет қаралды 19 МЛН
MAGIC TIME ​⁠@Whoispelagheya
00:28
MasomkaMagic
Рет қаралды 37 МЛН
Mom had to stand up for the whole family!❤️😍😁
00:39
03 November का मौसम | today weatherupdate cold wave, Mausam ki jankari #Lucknow_weather #आज_का_मौसम
News Uttar pradesh (न्यूज़ उत्तर प्रदेश)
Рет қаралды 2,6 М.
🕊️Valera🕊️
00:34
DO$HIK
Рет қаралды 19 МЛН