Hansita, Prime Suspect Behind Great Loot, Congress-BJD Links | Nirbhay Gumara Katha

  Рет қаралды 45,233

Nirbhay

Nirbhay

Күн бұрын

Пікірлер: 205
@AnupKumar-nm9dr
@AnupKumar-nm9dr 15 күн бұрын
ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ 🙏 ପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କୁ ସୁସ୍ଥ ନିରୋଗ ରଖିଥାନ୍ତୁ 🙏 ଜୟ ଶ୍ରୀ ଜଗନ୍ନାଥ 🙏🇮🇳
@rajanikantachoudhury2343
@rajanikantachoudhury2343 15 күн бұрын
ସାର. ନମସ୍କାର. ଏଠି ଅର୍ଚନା. ଶର୍ମିଷ୍ଠା. ବର୍ତମାନ ଆଂଶିକା ଏ ସମସ୍ତେ କଣ ବିଜେଡି ମାଲ.? ଏମିତି ଖୋଳା ଗଲେ ଆଉ ନବୀନ ଙ୍କୁ ଭାରତ ରତ୍ନ ମିଳିବା ଥୟ.
@rashmiranjan7883
@rashmiranjan7883 15 күн бұрын
Are bhai a Nabin das bjp ru payment neuchhi, tenu se bjp ra chatiba, sethipaen archana sahita abera bjp upamukhyamantri jeunbhali leela karuthile ,Archana case bi karithila se bisayare tk bi kichhi kahuni
@bishnucharnrana3282
@bishnucharnrana3282 15 күн бұрын
ବହୁତ ସୁନ୍ଦର ଉପସ୍ଥାପନା । ଅଶେଷ ଧନ୍ୟବାଦ ଆଜ୍ଞା । ନାରୀ ପାଇଁ ବିଶ୍ବର ବଡ଼ ବଡ଼ ସାମ୍ରାଜ୍ୟ କିପରି ଧ୍ଵଂସ ହୋଇଛି ଇତିହାସ ତାହାର ମୂକସାକ୍ଷୀ, ହଂସିକା ଏହାର ମଧ୍ୟ ଗୋଟିଏ ନମୂନା ।ଜୟ ଜଗନ୍ନାଥ।
@thirdeye9492
@thirdeye9492 15 күн бұрын
ଦାରୁ ଦାରୀ ପି ସି ଦଲାଲି ଭ୍ରଷ୍ଟାଚାର ଆଉ ଦାଦନୀ ଚଉବିଂଶ ବର୍ଷ କଷଣ😢 କଳା ଦିନ ହେଉ ଘୋଷଣ 😭😭
@jatindrabarik9271
@jatindrabarik9271 15 күн бұрын
ଅର୍ଚ୍ଚନା ନାଗର ଯେତେବେଳେ କିଛି ହେଲାନାହିଁ,ସେତେବେଳେ ହଂସିକା ଅଭିଲିପ୍ସାର ମଧ୍ୟ କିଛି ହେବ ନାହଁ।କାରଣ ଏବେ ମୋହନ ସରକାର ଶାସକ ଅଟନ୍ତି।
@ManmathnathSamantaray
@ManmathnathSamantaray 15 күн бұрын
ଚାଞ୍ଚଲ୍ୟକର ତଥ୍ୟ ଉପସ୍ଥାପିତ କଲେ l ED ତଦନ୍ତ କରୁ l ବହୁତ ଗୁମର ଖୋଲିବ l ଧନ୍ୟବାଦ
@BibhuMishra-ls1ke
@BibhuMishra-ls1ke 12 күн бұрын
ନିର୍ଭୟ ଗୁମର କଥା ଓଡିଶା ର ଜନସାଧାରଣ ଙ୍କ ପାଇଁଁ ଏକ ଆଇନା ପ୍ରଣାମ ଆଜ୍ଞା ।
@arucharanpradhan5502
@arucharanpradhan5502 15 күн бұрын
ସାର୍ ନମସ୍କାର, ସୁନ୍ଦର ଉପସ୍ଥାପନା। ଅତି ଭୟଙ୍କର ହଂସିକା ଅର୍ଚ୍ଚିତା ସୁନ୍ଦର ଦୁଇଟି ବେନ୍ଦା, ସେ ବେନ୍ଦା ଭିତରେ ଫସି ବହୁ ନେତା ହୋଇଗଲେ ସବୁ ଛନ୍ଦା। ଜୟ ଜଗନ୍ନାଥ।
@santoshbiswal6256
@santoshbiswal6256 15 күн бұрын
ସାର ପ୍ରଣାମ. ଏ ହାଂସିକା ଅଭିଲିପସା ଏକ ସଙ୍ଘତିକ ମହିଳା. ନାରୀ ପାଇଁ ସବୁ ବାଇଆ ହେଇଯିବେ ଏହା ନାଁରେ ଏକ ନୂଆ ଇତିହାସ ଲେଖାଯିକଥା. ଆମ ଅନୁରୋଧ ମୋହନ ସରକାର ଙ୍କୁ ତୁରନ୍ତ ବୁଝନ୍ତୁ. ନଚେତ ଅପଣଂକ ଦଳ କୁ ଖାଲ ରେ ପକେଇଦେବେ.
@trilochanpatnaik6321
@trilochanpatnaik6321 15 күн бұрын
ଏବେ ତ ଓଡ଼ିଶାରେ କେବଳ ସୁଉଚ୍ଚ ଅଟ୍ଟାଳିକା ଚାଷ ହେଉଛି। ଖାଦ୍ୟ ପଦାର୍ଥ ର ଚାଷ କଣ ଦରକାର।
@satishchandrabehera7291
@satishchandrabehera7291 15 күн бұрын
ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା। ଆଜିର ବିଷୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଲାଗୁଛି ମୋହନ ସରକାର କିଛି କରିବାକୁ ନିଶ୍ଚୟ ଆଗଭର ହେବେ। ଜୟ ଜଗନ୍ନାଥ!!!
@MIS_Training
@MIS_Training 15 күн бұрын
From the act after loosing election seems to same mode of operation like deep state pr program.
@bhubanmohanty3853
@bhubanmohanty3853 15 күн бұрын
ଅତୀତର ଅଭିଜ୍ଞତା କହୁଛି କୌଣସି ପ୍ରସଙ୍ଗ ଉପରେ ତଦନ୍ତ ଏ ପର୍ଯ୍ୟନ୍ତ ଲୋକମାନଙ୍କ ନଜରକୁ ଆସିନି ॥ ED ଆଉ CBI ର ତଦନ୍ତର ଫଳାଫଳ କିଛି ବାହାରେ ନାହିଁ ।
@sushamadash8383
@sushamadash8383 15 күн бұрын
Jay shree Jagannath ji,jay shree Ram ji.sir🙏
@Iloveyou-p7g
@Iloveyou-p7g 15 күн бұрын
ଜୟ ଜଗନ୍ନାଥ
@amit_ganjam
@amit_ganjam 15 күн бұрын
ସୁନ୍ଦର ଉପସ୍ଥାପନା। ରାଜନୀତି ସହିତ ଏ ଏକ ନୂତନ ସଂପର୍କ। ହେଲେ, ମୋଦୀ ସରକାର ଓ ନବୀନ ସରକାର ନୁହେଁ ସାର୍, ମୋଦୀ ସରକାର ଓ ମୋହନ ସରକାର ଏ ଦିଗରେ ଦୃଷ୍ଟି ଦେବା ଆବଶ୍ୟକ।
@basantapattnaik7812
@basantapattnaik7812 15 күн бұрын
ସାର ପ୍ରଣାମ 🙏🌹
@bijaypanda1843
@bijaypanda1843 15 күн бұрын
ପୁରା କେଜ୍ରିୱାଲ ଧନ୍ଦା ଚାଲିଛି
@sureshchandradash6900
@sureshchandradash6900 15 күн бұрын
ସବୁ କେନ୍ଦ୍ର ଭିବିଷଣର ହସ୍ତକ୍ଷେପ ଦ୍ୱାରା ଫୁସ ହେଉଛି, ନାରୀର ଏଇଟା ପାଇ ଆମ୍ବୁଲ୍ଲୀ ସବୁ ଫୁସ କରାଇ ଦେବେ, ଓଡିଶା ସରକାର ଦୁର୍ନୀତି ପାଇଁ କିଛି ପଦକ୍ଷେପ ନେବେ ନାହିଁ ତାହା ପ୍ରମାଣ ଶ୍ରୀ ମନ୍ଦିର ପରିକ୍ରମା, କଳିଙ୍ଗ stadium, ବବି quarter, ମହିଳା ମିଶନ ଶକ୍ତି, laxmi bus ଇତ୍ୟାଦି
@user-fu5zl6pz6m
@user-fu5zl6pz6m 15 күн бұрын
Thanks for your valuable discussion.
@ramachandrapanipani7424
@ramachandrapanipani7424 15 күн бұрын
ଜୟ ଶ୍ରୀଜଗନ୍ନାଥ !
@samarmohapatra-jr3ne
@samarmohapatra-jr3ne 15 күн бұрын
ମୋହନ ସରକାର ମୋଦିଙ୍କ ଆଶୀର୍ବାଦରେ ଓଡିଶାରେ ଜାତୀୟ ଏବଂ ଅନ୍ତର୍ଜାତୀୟ ବଡ ମିଟିଂ ସବୁ ସୁଚାରୁ ଭାବେ କରିପାରିଛନ୍ତି, ଅଭିନନ୍ଦନୀୟ. ଜଣାପଡୁଛି ,ଓଡିଶା ପାଇଁ କିଛି କରିବାର ଜୁନୁନ ନିଶ୍ଚିତ ଏ ସରକାରର ଅଛି, ଏ ସମ୍ମିଳନୀ ସବୁ ଦେଖି ଲାଗୁଚି, ଆମକୁ ଗତ ୨୪ ବର୍ଷ ଅନ୍ଧାରରେ ରଖାଯାଇଥିଲା
@bapinaa007
@bapinaa007 15 күн бұрын
Jay Jay Sri JAGANNATH
@DR.B.NAYAK1980
@DR.B.NAYAK1980 14 күн бұрын
🙏 ଆପଣଙ୍କର ନିରପେକ୍ଷ ବିଶ୍ଳେଷଣ ପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ l
@manaswinisahoo6357
@manaswinisahoo6357 14 күн бұрын
ସାର୍, ଛ ବର୍ଷରୁ ଅଧିକ ଗୋଟିଏ ବିଭାଗରେ ଥିବା ସଚିବାଳୟର ASO, Section Officers ବଦଳିବା ଆବଶ୍ୟକ। କିଛି ଉପସ୍ଥାପନ କରନ୍ତୁ ଏହି ବିଷୟରେ । ଗତ ସରକାର ଅମଳରୁ ବହୁତ ଉତ୍ପାତ ହେଉଛନ୍ତି ଏମାନେ ।
@manjupravamishra8000
@manjupravamishra8000 15 күн бұрын
ଜୟ ଶ୍ରୀ ଜଗନ୍ନାଥ 🙏🌹।
@badrinarayanbiswal
@badrinarayanbiswal 15 күн бұрын
ସବୁ ହଉଛି ଚାଷୀଙ୍କ ମଣ୍ଡି ଦୁଃଖ ବିଷୟରେ ଗୋଟେ episode ହଉ
@subodhakumardash6750
@subodhakumardash6750 15 күн бұрын
ଧନ୍ୟବାଦ, ଆଜ୍ଞା। ବହୁତ ସୁନ୍ଦର ପ୍ରସଙ୍ଗ, ବିଜେଡିର କେଉଁ ନେତୃବୃନ୍ଦ ସମ୍ପୃକ୍ତ, ତାଉପରେ ନିର୍ଭର କରିବ,ତଦନ୍ତ ପ୍ରକ୍ରିୟା ।। ମୋହନ ମାଝି ଯଦି ନିଜେ କିଛି କରନ୍ତେ, ଠିକ ହୁଅନ୍ତା କିନ୍ତୁ ରିମୋଟ ଅନ୍ଯ ହାତରେ ଥିବା ପରି ମନେହୁଏ ।।
@gyanabratamohanty4219
@gyanabratamohanty4219 14 күн бұрын
ସାବାସ ନବୀନ ବାବୁ, ଠିକ ସମୟରେ ଏକ ଗୁରୁତ୍ୱପୂର୍ଣ କଥାର ଭିତିରି କଥା ର ସୁନ୍ଦର ପରଦା ଫାଶ କରିଛନ୍ତି | ଅର୍ଚ୍ଚନା ଓ ହଂସୀତା ଙ୍କ ଉଚ୍ଚ ଆକାଂକ୍ଷା ଆଉ ସୁପର ବ୍ରେନକୁ ମାନିବାକୁ ପଡିବ👍👍
@bijaypanda1843
@bijaypanda1843 15 күн бұрын
ନଵୀଵ ବାବୁ ଏ ପାଞ୍ଚ ବର୍ଷ ରେ କିଏ କେତେ ଧରା ହେବେ ଆପଣ ବିଶ୍ୱାସ କରି ପାରିବେନି
@SabitaKhuntia-ih5yq
@SabitaKhuntia-ih5yq 15 күн бұрын
Jay shree jagannath sir namaskar apananka katha mote bahuta bhala Lage jaha kuhanti thiki excellent presentation 🙏🙏🙏
@Mataparbato
@Mataparbato 15 күн бұрын
ଜୟ ଜଗନ୍ନାଥ 🙏🏽
@geetaranisamal6638
@geetaranisamal6638 15 күн бұрын
ବହୁତ ଧନ୍ୟବାଦ ଆପଣ ଙ୍କୁ।
@bijaypanda1843
@bijaypanda1843 15 күн бұрын
ସାଧାରଣ ସମ୍ପାଦକ ଯଦି ଜନତା ଗୃହ ରେ କୋଟି କୋଟି ତାଙ୍କ ର ନିର୍ମାଣ କଲେ ଭାବିଲେ କଣ ସେ ନ କରିଥିବେ
@BhagbanThakutr
@BhagbanThakutr 7 күн бұрын
JayHind.
@nareshpanda4485
@nareshpanda4485 15 күн бұрын
କିଛି ହବନି sir. ଯେ ପର୍ଯ୍ୟନ୍ତ ପାଣ୍ଡିଆନ eco ସିଷ୍ଟମ ଅଛି. ସବୁ ସମୟ ରେ ନାରୀ ପାଈଁ ସର୍ବନାଶ ହୁଏ. ମହାଭାରତ ଆଉ ରାମାୟଣ ତାର ଉଦାହରଣ ଅବଶ୍ୟ ସେତେବେଳେ ଶ୍ରୀକୃଷ୍ଣ ଆଉ ରାମ ରୂପେ ଭଗବାନ ସବୁ କରିଥିଲେ. ଦେଖା ଯାଉ ମୋହନ ସରକାର ସଂହାର କରିପାରିବେ ନା ଭିତିରିଆ ସାଲିସ
@Jagannath-oc9ht
@Jagannath-oc9ht 15 күн бұрын
ଧନ୍ୟବାଦ ଭାଇ ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ । ହେଲେ ସଡକାଡ ବାଏଁ ବାଏଁ ଲୋଚେଇ ଦେବେ।
@golokbiharipradhan9175
@golokbiharipradhan9175 15 күн бұрын
Our odia jhia very clever and smart
@hemantapradhan6406
@hemantapradhan6406 15 күн бұрын
Very nice sir
@AnnapurnaBaliarsingh-ny7tf
@AnnapurnaBaliarsingh-ny7tf 15 күн бұрын
JAYA SHREE JAGANNATH !
@bikashkumar-u5x9j
@bikashkumar-u5x9j 15 күн бұрын
ଅର୍ଚ୍ଚନା ର କେସ କୁ ପୁଣି ରିପ୍ଲେ କରାଯାଉ ଜୟ ଜଗନ୍ନାଥ
@bhimsensahu8377
@bhimsensahu8377 14 күн бұрын
Nice ❤❤❤
@prabhasiniroutray7271
@prabhasiniroutray7271 14 күн бұрын
ମିଛ ।ଏ BJP ରେ ଥିଲେ।
@BhaktaHari-xy3lf
@BhaktaHari-xy3lf 15 күн бұрын
Very good afternoon ❤❤❤
@BishnucharanRay-xy5ox
@BishnucharanRay-xy5ox 15 күн бұрын
ଅର୍ଚନା ନାଗ ଓ ହସିତା ପ୍ରିୟଦସ୍ୱିନୀ ଙ୍କ ଘଟଣା ତୁରନ୍ତ ତଦନ୍ତ ହେଉ.
@debiprasadpanda3490
@debiprasadpanda3490 15 күн бұрын
Nice presentation. Hope govt will do the needful.
@SoumyaRanjanDas-dh2lv
@SoumyaRanjanDas-dh2lv 15 күн бұрын
କିଛିବି କହି ଲୋକଙ୍କୁ ଭୁଆଁ ବୁଲାଇବାର ଅଛି
@brajaswain1171
@brajaswain1171 15 күн бұрын
Good
@RanjanBehera-ge1kf
@RanjanBehera-ge1kf 15 күн бұрын
☀️ ଆଜ୍ଞା, BJP ର ପ୍ରତିଶ୍ରୁତି କ'ଣ ଥିଲା.. ଆଉକେତେ ମାସ ସମୟ ଲାଗିବ ଦୁର୍ନୀତିଖୋର ଭ୍ରଷ୍ଟାଚାରିଙ୍କ ଉପରେ ଆକ୍ସନ୍..? ମିଶନଶକ୍ତି ରେ ଓଡ଼ିଶା ସାରା ଦୁର୍ନୀତି..😂😂😂😂😂😂
@SurendraMishra-o6i
@SurendraMishra-o6i 15 күн бұрын
ସାଦର ପ୍ରଣାମ, 🙏କଥାରେ ଅଛି, " ନାରୀଙ୍କ ମାୟା, କୋହି ନେହି ପାୟା.. " ଜୟ ଶ୍ରୀରାମ 🙏🙏🙏
@trilochanpatnaik6321
@trilochanpatnaik6321 15 күн бұрын
Hansita ପ୍ରକାର ଆସାମୀ ମାନଙ୍କର ଇତିହାସ କୁ ଲୋକଲୋଚନକୁ ଆଣିବା ପାଇଁ ମୋହନ ସରକାର କିଛି କରି ପାରିବେ ବୋଲି ମୋର ଆଶା ନାହିଁ।
@jyotiranjan203
@jyotiranjan203 15 күн бұрын
Sir 🙏
@purnachandrapadhi2449
@purnachandrapadhi2449 15 күн бұрын
ନବୀନ ଭାଇ, ଯଦି ଭୁବନେଶ୍ୱର ର ସବୁ ଘର ଯାଞ୍ଚ କରାଯିବ ତେବେ ମୁଁ ନିଶ୍ଚିତ ଭାବେ କହିପାରିବି ଯେ ଶତକଡା ୯୦ ଭାଗ ଘରେ କଳା ଟଙ୍କା ଲାଗିଛି। ଏବଂ ସବୁ କିଛି ନା କିଛି ରାଜନୈତିକ ସମ୍ପର୍କ ବାହାରିବ।
@manasdas5715
@manasdas5715 15 күн бұрын
ଆଞ୍ଜା ଆଉଜଣେ ମହିୟସୀ ମହିଳାଙ୍କୁ ଛାଡିଦେଲେ ସେ ହେଲେ ଶର୍ମିଷ୍ଠା ଏବଂ ନିରଞ୍ଜନ ସେଠୀ ପୂର୍ବତନ ସୂଚନା ଲୋକସମ୍ପର୍କ ଅଧିକାରୀ ଜୋଡି ଜଣେ କ୍ୟାମେରା ମ୍ୟାନ ମାରି ନୟାଗଡ଼ ରେ ପୋଡିଥିଲେ କିନ୍ତୁ ସବୁ ଫୁସ୍ 👌🙏
@BishnucharanRay-xy5ox
@BishnucharanRay-xy5ox 15 күн бұрын
8 ଜାନୁଆରୀ ରେ ପ୍ରବସି ଭାରତ ଭୁବନେଶ୍ୱର ହେବା ବେଳେ 6/1 ଦରଦାମ ବିରୋଧ କରିବା କଣ ଠୀକ ସମୟ.
@skaifoundation8120
@skaifoundation8120 15 күн бұрын
Jai Jagannath 🙏
@bhubanmohanty3853
@bhubanmohanty3853 15 күн бұрын
ଲୋକମାନେ କହୁଛନ୍ତି କଟକରେ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରିବା ପାଇଁ କେହି ନଥିଲେ
@biswajithota2524
@biswajithota2524 13 күн бұрын
ଅର୍ଚନା ଚାନ୍ଦ ଆଉ ବିଷ୍ନୁପ୍ରିୟା ଚାନ୍ଦ (ହାଂସିକା ଅଭିଲିପ୍ସା ). ଦୁଇ ବେଧେଇ ର surname ହେଉଛି ଚାନ୍ଦ.
@saratsahoo268
@saratsahoo268 15 күн бұрын
ବିଜେପି ସରକାର ଏହାର ତଦନ୍ତ କରିବେ ତ?? ନ ଉଡ଼ିଯିବ ।
@sangramkar1198
@sangramkar1198 15 күн бұрын
Best investigating journalist
@anadi323jan
@anadi323jan 15 күн бұрын
ନିର୍ଭୟ ଅନେକ ଗୁମର କଥା ପ୍ରକାଶ କରିଛି...ସେଥିପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ଯବାଦ । ଅବଶ୍ଯ ନବୀନ ବାବୁ ବିଜେପିର ବଡ ବଡ ନେତାଙ୍କୁ ହାତରେ ରଖି ନୀରବରେ ସୁଖରେ ନିବାସରେ ନିଘୋଡ ନିଦରେ....ଏବେ ମୋହନ ବାବୁଙ୍କ ହାତରେ ଚାବିକାଠି .ମୋହନ ବାବୁ ଯଦି ନୀରବରେ ରହି ଯାଆନ୍ତି ତେବେ ଶେଷରେ ସେ ଦାୟୀ ହୋଇ ଅଳିଆ ଗଦାରେ ପଡିଯିବା ସମ୍ଭାବନା ଅଧିକ ।ତେଣୁ ମୋହନ ବାବୁ ନିଜର ପାରିଲାପଣ ଡେଖାଇ ନ ପାରିବେ ତେବେ ଶେଷରେ ଦୁର୍ନୀତିରେ ଛନ୍ଦି ହୋଇ ଯିବେ ନି କି ?
@Jagannath-oc9ht
@Jagannath-oc9ht 15 күн бұрын
JAI JAI SHREE JAGANNATH.
@rashmiranjan1325
@rashmiranjan1325 15 күн бұрын
ଜଣ ପଡ଼ୁଚି BJD BJP ଭିତରେ ଭିତିରିଆ ବୁଝାବଣା ଅଛି
@mihirdwivedi8843
@mihirdwivedi8843 15 күн бұрын
Excellent presentation, why BJD spokesperson Lenin n others are silent . Media people should meet them
@BijayketanPattnaik
@BijayketanPattnaik 15 күн бұрын
Let us see the result of higher forum and action in the context of Dharmendra Sirs statement on previous case
@skaifoundation8120
@skaifoundation8120 15 күн бұрын
Prabhu, what is going on in Odisha. Take care of my Janmabhoomi. 🙏
@pratapchandrasamal2396
@pratapchandrasamal2396 15 күн бұрын
ଏ ହେଉଛି ଲୁଟରାଙ୍କ ଦେଶ। ଏଠାରେ କିଛି ହେବନି। ଏତେ ଲୋକ ବ୍ୟାଙ୍କ ମାନଙ୍କୁ ଠକି କୋଟି କୋଟି ଟଙ୍କା ନେଇ ଦେଶ ଛାଡ଼ି ପଳେଇଲେ ସେମାନଙ୍କର କଣ ହେଲା ?? ଏତେ ଦିନ ହେଲା, କେହି ଧରା ପଡିଲେ କି।। ED, CBI, Income Tax ଏବଂ ଅନ୍ୟ ତଦନ୍ତକାରୀ ସଂସ୍ଥା ଏତେ ଘରେ ରେଡ୍ କରୁଛନ୍ତି। କିଛି ଫଳ ପାଇଲେଣି କି ? ଦୁର୍ନୀତି ମାମଲାରେ କେନ୍ଦ୍ର ରାଜ୍ୟ ସବୁ ଯୋଡା ଯୋଡି, ମିଲି ଭଗତ। କିଛି ହେବା ନେଇ ଆମର ସନ୍ଦେହ।
@bijaypanda1843
@bijaypanda1843 15 күн бұрын
ଆପଣକୁ କହୁଚି ମୋହନ ସରକାର କୁ କହୁଚି ଯେଉଁ ଲୋକେ ଟେ ଟଳି ବାସି ବସି harmoniom ବଜେଇ ଥକି ଗଲା କିନ୍ତୁ ବାସ ଗୃହ ଗୋଟେ ମିଳିଲାନି 🙏ଜୟ ଜଗନ୍ନାଥ 🙏#ଅନ୍ଧ କଳାକାର. କ୍ଷମା କରିବେ ତାଙ୍କ ନା ମାନେ ନାହିଁ 🙏
@pradeepraju8681
@pradeepraju8681 15 күн бұрын
କିଛି ହେବ ନା କେବଳ ପବନ
@Narmada-s3y
@Narmada-s3y 12 күн бұрын
🎉
@brajakisoremohanty3723
@brajakisoremohanty3723 15 күн бұрын
@sarojkumarmohanty6139
@sarojkumarmohanty6139 15 күн бұрын
Sir Namaskar ,Odishare jete durniti hele bi kichhi Kaharihebanahin ,Sadharana janata sabu nirbdrasat bhabe kebal Apanka bhali Kichhi Sambadikanka pakharu sunithaanti ,
@prafullakumarsahoo4268
@prafullakumarsahoo4268 13 күн бұрын
Sir Hansitacase kichhihabani
@akpanda833
@akpanda833 15 күн бұрын
What happened to Archana & why no media is covering . What is the secret ?
@aksahoo346
@aksahoo346 15 күн бұрын
Sir kahibeki. Bjd samayare. Kou masihare ketethara. Aalu. Piaaja. Rasuna. Rete. Badhithila. Ahaku. Loka vuligaleni. Abang kichi loka ahaku biswasa karinahanti. Dayakari kahibe. Bahut. Bahut. Anurodha
@bijaymohanty2248
@bijaymohanty2248 14 күн бұрын
ସରକାର କିଛି କରି ପାରିବେନି ନୁହେଁ ବରଂ କିଛି ବି କରିବେନାହି । ତାଙ୍କ ପାଖରେ ଦୁଇଟା ମାର୍ଗ ଅଛି ଗୋଟିଏ ହେଲା ଯାହା ପାଇଁ ଦୁନିଆଁ ବାୟା ଆଉ ଗୋଟିଏ ହେଲା ଟଙ୍କାର ପାହାଡ । ମୋହନ ସରକାର କିଛି ବି କରିପାରିବା ଅସମ୍ଭବ!!
@manaswinisahoo6357
@manaswinisahoo6357 14 күн бұрын
ନାରୀ ପାଇଁ କେତେ ନାଟକ
@koraput-voice1291
@koraput-voice1291 15 күн бұрын
@Bidys Choudhury.😊 It may be Archana, Ansita but our investigating agencies must complete their investigation in due time. Political involvement influencing the investigation process. Let us see what will be the future course of action in this case
@sasikantkant4780
@sasikantkant4780 15 күн бұрын
ଅରାଜକତା ମାଡି ଲାଣି, ଏ ରଂଗ ରହିବା ସମ୍ଭବ ନୁହଁ ସରକାର ବେସିକ ଜିନିଷ କଣ ଶିଖି ନାହିଁ
@aksahoo346
@aksahoo346 15 күн бұрын
Sir pranam. Kichi heba nahi. Bada vai. Chapi chapi. Gale. Sana. Vai. Chapi. Debe. Jay jaganath
@gangadhardash3430
@gangadhardash3430 15 күн бұрын
🎉🎉
@debabratadas4978
@debabratadas4978 15 күн бұрын
ସାର ଏବେ ତ ଆଉ ନବିନ ସରକାର ନାହିଁ। ED CBI ତ କେନ୍ଦ୍ର ସରକାର କର କଲମରେ, ଫଲାଫଳ କଣ ଆସିକ? ଶ୍ରୀ ମନ୍ଦିର ସୁନା କଥା କିଛି କୁହନ୍ତୁ। କୁଆଡେ ଉଭେଇ ଗଲା।
@bhubanmohanty3853
@bhubanmohanty3853 15 күн бұрын
ଆପଣଙ୍କ ପ୍ରସଙ୍ଗରେ ଭିନ୍ନ ମତକୁ ପ୍ରାଧାନ୍ୟ ଦିଅନ୍ତି ନାହିଁ ପ୍ରାୟ ।
@ShakuntalaNayak-i4s
@ShakuntalaNayak-i4s 15 күн бұрын
Excellent video.Sir Jagannath darshan pain RAMP bybastha karantu Mohan sarkar.Ae bisay re gote video karantu.
@arundalai6232
@arundalai6232 15 күн бұрын
All front line political leaders of Odisha are aware about her loot.
@sudarsannayak356
@sudarsannayak356 15 күн бұрын
🙏🙏🙏
@PragatiSahu-ll8qf
@PragatiSahu-ll8qf 15 күн бұрын
ମନ ଗଢା କାହାଣୀ କହି ଲୋକଙ୍କୁ ଭୁଆଁ ବୁଲାଇବା ବୋଧେ ଆପଣଙ୍କ ନିତି ଦିନିଆ କାମ
@ShibasankarHansdah-um4wd
@ShibasankarHansdah-um4wd 15 күн бұрын
ତଥ୍ୟ ସମ୍ବଳିତ ଉପସ୍ଥାପନା ବି ଅଜ୍ଞାନ ଲୋକଙ୍କୁ ମାନଗଢ଼। ଭଳି ଲାଗେ ।
@bijaypanda1843
@bijaypanda1843 15 күн бұрын
ଆପଣ କଣ କହୁଛନ୍ତି ହୋ ରିପୋଟର ଙ୍କୁ ବିଧାନସଭା ବନ୍ଧ କିଏ କରିଥିଲା 😄
@rameswar3765
@rameswar3765 15 күн бұрын
No action results is a big zero.
@jchoudhury274
@jchoudhury274 15 күн бұрын
BJD ନେତା ଙ୍କୁ ସବୁ ଦରକାର ଅର୍ଚ୍ଚନା ନାଗ ଏବେ ହଁ ସିକା ଚାନ୍ଦ ବା ରେ କ୍ରୀତଦାସ ଛି ଛି
@markatkeshariswain2902
@markatkeshariswain2902 15 күн бұрын
Archana Nag ra kichi hoi pari nathila , ye madam nkara mandhya kichi heba nahi
@SangeetaNayak-dl1kt
@SangeetaNayak-dl1kt 15 күн бұрын
ଖାଲି ମନ ଗଢା କାହାଣୀ
@MIS_Training
@MIS_Training 15 күн бұрын
My assessment of deepa state connection with nabin is correct.
@abhijitpatnaik7438
@abhijitpatnaik7438 15 күн бұрын
Kichi labha helani , Archana Nag case re ,,kete Neta , Business Man dhara hele Archana case re
@laxminarayanbehera2467
@laxminarayanbehera2467 15 күн бұрын
😅 sadhubada sradha purna naman.
@bijaypanda1843
@bijaypanda1843 15 күн бұрын
ଲେମ୍ବୁ କଥା କହିଲେନି ବିଜେଡି ସରକାର ରେ କେତେ ଥିଲା? Sir
@sangramkishoredasdas2424
@sangramkishoredasdas2424 15 күн бұрын
ଆପଣଙ୍କ ଉପସ୍ଥାପନା ରୁ ଜଣା ଯାଉଛି କଂଗ୍ରେସ ର କୈାଣସି ଲିଙ୍କ୍ ନାହିଁ ।
@arunaprasad341
@arunaprasad341 15 күн бұрын
ତତେ ସବୁ ଜଣା ରେ mg ତୁ ନିଜକୁ କଣ ଭାବୁଛୁ ତୁ କେବଳ ବିଜେଡି ପଛରେ ପଡ଼ିଥିବୁ କୁଛି ଛୋଡ଼ି ପାରିବୁନି ବିଜେଡ଼ି ର
@pallimadhuriodiafolksong2771
@pallimadhuriodiafolksong2771 14 күн бұрын
ବିଜେଡି ନିଜକୁ ଭଗବାନ ବୋଲି ଭାବୁଥିଲେ |
@DevendraSundi-x3q
@DevendraSundi-x3q 13 күн бұрын
Karanjia NRGS au NGO kama re bahut halap heichi
@SambhunathDas-rp7cx
@SambhunathDas-rp7cx 15 күн бұрын
Kehi netankar link kehi kadhi paribe nahin
Quilt Challenge, No Skills, Just Luck#Funnyfamily #Partygames #Funny
00:32
Family Games Media
Рет қаралды 55 МЛН