Hey Jaga | Full Video | Odia Jagannath Bhajan | Sovan | Sourav Bharadwaj | Abhijit T | Smruti R

  Рет қаралды 17,097,039

AARIV MUSIC

AARIV MUSIC

Күн бұрын

AARIV MUSIC Presents the official Full video of new odia Jaganath Bhajan Song "Hey Jaga".This Song is Produced by Nirmal Jaiswal & Rashmi Dhal , Sung by Sourav Bharadwaj , penned by Silu Bibhu & the music of this beautiful melodious track is created by Abhijit Tripathy.
Video Credits:-
♪ Song- Hey Jaga
♪ Cast- Sovan
♪ Story & Direction- Smruti R
♪ D.O.P- Soumya Mohanty
♪ Editor- Kd Sipun
♪ DI- Ripan
♪ Production manager - Nitesh Kumar Prusty
♪ Poster- Black Canvas
♪ Publicity Design- Arpan Digital
♪ Co-Producer- Rajat Dhal & Naveen Ku Moharana
♪ Produced By- Nirmal Jaiswal & Rashmi Dhal
♪ Production House - Nirmal Jaiswal Productions
♪ Copyright- AARIV MUSIC
♪ Special Thanks Taruna pattanaik & Sangita pattanaik
Audio Credits:
♪ Singer- Sourav Bharadwaj
♪ Lyrics- Silu Bibhu
♪ Music- Abhijit Tripathy
♪ Key Board Programming arrange-Piku Rath
♪ Rythem- Situ Rath
♪ Mixing & Mastered- Smruti Studio ( Smruti Ranjan )
♪ Copyright - AARIV MUSIC
Contact Us- aarivmusic@gmail.com
✥ Facebook-
/ aarivmusic
✥ Instagram-
/ aarivmusic_official
#munanidraakhituphulabichana #heyjaga #sovan #SouravBharadwaj #abhijittripathy #smrutir
ANTI-PIRACY WARNING *
This Content is Copyright to AARIV MUSIC. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!
2023.All copyrights reserved with AARIV MUSIC.

Пікірлер: 13 000
@PRADEEP_DIGITAL
@PRADEEP_DIGITAL Жыл бұрын
ଏ ଗୀତ ଟି ନ ଶୁଣିଲେ ମତେ ରାତିରେ ନିଦ ହେଉନି 😭😭 ପ୍ରତିଦିନ ଶୋଇବା ପୂର୍ବରୁ ଏ ଗୀତକୁ ମୁଁ 4 ରୁ 5 ଥର ଶୁନେ ଏବଂ ଆଖିରେ ଲୁହ ଆସିଯାଏ ଆଉ କାନ୍ଦି କାନ୍ଦି ମୁଁ କେବେତେବେ ସୋଇ ଯାଏ ନିଜେ ବି ଜାଣି ପାରେନି ଜୟ ଜଗନ୍ନାଥ ❤️😭 ଏ ସଙ୍ଗୀତ ବନାଇଥିବା ଟିମ୍ କୁ କୋଟି କୋଟି ପ୍ରଣାମ ଏ ଗୀତ ଟି ଗୀତ ନୁହେଁ ମୋ ଦେହର ରକ୍ତ ପରି ମତେ ଲାଗେ 🙏
@bijaysahu4595
@bijaysahu4595 Жыл бұрын
Satare Bhai mu bi ratire 4ru 5 thare sune suiba parbaru ...nd mo akhiru loha asijai....bahut Sundar heichi song ta
@bijaysahu4595
@bijaysahu4595 Жыл бұрын
Bhai tumar number ta send Kariba...
@Babulsarkar-e3l
@Babulsarkar-e3l Жыл бұрын
Yes bro
@sgrbekarilover217
@sgrbekarilover217 Жыл бұрын
Mo pakhe ta mbl nahi kintu mo bhai jeve mbl dia mu gannath bhajan hi sune kintu ei gita suni le atma ku santi miluchhi jay gannath
@tusarkant7129
@tusarkant7129 Жыл бұрын
Right bro
@suryagouda6951
@suryagouda6951 Жыл бұрын
ଜଗନ୍ନାଥ ଏକ ଶବ୍ଦ ନୁହେଁ। ଓଡ଼ିଶାବାସୀ ଙ୍କ ଭାବ ଆଉ ପ୍ରାଣ।❤ଜୟ ଜଗନ୍ନାଥ 🙏🙏🙏
@odiaquickdunia
@odiaquickdunia Жыл бұрын
Hmm Bhai Sato katha Jay Jagannath 🙏
@mathanalysistutu2230
@mathanalysistutu2230 Жыл бұрын
Not only in odisha but all over the world "JAY JAGANNATH" 🙏🙏🙏🙏
@BhagyaLaxmi-s1b
@BhagyaLaxmi-s1b Жыл бұрын
Jay jagannath ❤❤❤
@deepakkumargiri5499
@deepakkumargiri5499 Жыл бұрын
Jay Jagannath 😊
@kaniskpradhan7743
@kaniskpradhan7743 Жыл бұрын
Jay Jagannath 🙏
@HR_STATUS_KING_1
@HR_STATUS_KING_1 Жыл бұрын
ଏ ଗୀତ ଶୁଣି ମୋ ଆଖିରୁ ଲୁହ ଆସିଗଲା ସତରେ ଦୁନିଆ ରେ ଜଗା ବିନା କିଛି ନାହି ଜୟ ଜଗନ୍ନାଥ ❤❤
@TapanMandal-zx9qn
@TapanMandal-zx9qn Жыл бұрын
Same situation 😢😢🙏
@N.k_rocky
@N.k_rocky Жыл бұрын
TQ akhira luha aape aape jhari jauchhi
@N.k_rocky
@N.k_rocky Жыл бұрын
TQ akhira luha aape aape jhari jauchhi
@jyotirani7236
@jyotirani7236 Жыл бұрын
🙏ସତ କଥା କହିଲ ଭାଇ ....
@sovansamal
@sovansamal Жыл бұрын
thank you so much, jay jagannath..🙏❤️
@trilochanpanda581
@trilochanpanda581 2 ай бұрын
ସତରେ ଗୋଟିଏ ହୃଦୟସ୍ପର୍ଶୀ ଗୀତ ଟିଏ, ଧନ୍ୟବାଦ୍ ଦେବୀ ରଚନା କରିଥିବା ନିର୍ଦ୍ଦେଶକ ଙ୍କୁ।
@mrkunuyt8270
@mrkunuyt8270 Жыл бұрын
ମୁଁ ମୁସଲିମ ଧର୍ମ ର ପିଲା କିନ୍ତୁ ଏ ଗୀତ ଟି ମୋ ହୃଦୟ ଜିତି ନେଲା 🚩🚩🚩ଜୟ ଜଗନ୍ନାଥ ସ୍ୱାମୀ 🙏🙏
@chittaranjan4925
@chittaranjan4925 Жыл бұрын
ଜଗନ୍ନାଥ କେବଳ ଧର୍ମ ରେ ସୀମିତ ନୁହେଁ, ଜାତି ଧର୍ମ ର ବହୁ ଉର୍ଦ୍ଧ ରେ ଜଗନ୍ନାଥ ଜଗନ୍ନାଥ ,ସେ ଅତୀତ, ସେ ବର୍ତ୍ତମାନ, ସେ ଭବିଷ୍ୟତ ସେ ବିଶ୍ୱାସ, ସେ ପ୍ରେମ ❤
@NandiniSasmal-r7z
@NandiniSasmal-r7z Жыл бұрын
@@chittaranjan4925 ଠିକ୍ କହିଲ ଭାଇ
@SOUMYA-i1d
@SOUMYA-i1d Жыл бұрын
jai jagannath..🙏🙏🙏🙏
@MaheswarMuni
@MaheswarMuni Жыл бұрын
jai jagannath 🙏🙏🙏
@pravakarbarik3957
@pravakarbarik3957 Жыл бұрын
❤❤ Bhai dhanyawad
@prakashbehera8354
@prakashbehera8354 5 ай бұрын
ମୋ ଜଗା ପାଇଁ ଗୋଟେ ଲାଇକ୍❤❤🎉
@SaluNayak-n8l
@SaluNayak-n8l 3 ай бұрын
Dhjghlgck❤❤❤😢😢😢😢
@SaluNayak-n8l
@SaluNayak-n8l 3 ай бұрын
🎉🎉🎉🎉🎉❤❤❤❤❤
@atmastar6560
@atmastar6560 2 ай бұрын
😅😢
@nityanandapattajoshi2341
@nityanandapattajoshi2341 Ай бұрын
😢
@Kedar-t1v
@Kedar-t1v 11 күн бұрын
Vxbx
@minatimalik637
@minatimalik637 10 ай бұрын
ମୁଁ ବହୁତ ଗର୍ବ କରୁଛି ମୁଁ ଏପରି ଦିଅଁ ଙ୍କୁ ପାଇଛି 🙏🙏 କୋଟି ଓଡିଆଙ୍କ ମୁଖରେ ଏବଂ ହୃଦୟ ରେ ଗୋଟିଏ ନାମ ଜୟ ଜଗନ୍ନାଥ 🙏💫❤
@swarnalatabeura1118
@swarnalatabeura1118 10 ай бұрын
Jay jagannath 🙌
@itsmuna143
@itsmuna143 10 ай бұрын
Jaj jagannath 😢😢🙏🙏🙏
@smartsoumya4432
@smartsoumya4432 10 ай бұрын
Khali odishare nuhe Didi Pura duniya ree
@minatimalik637
@minatimalik637 10 ай бұрын
@@smartsoumya4432 yes right
@AKANKHYASARANGI-qh6xg
@AKANKHYASARANGI-qh6xg 10 ай бұрын
😢😢😢
@ramakantakalaka
@ramakantakalaka 9 күн бұрын
ମୋ ଜଗା ପାଇଁ ଗୋଟେ ଲାଇକ 🙏🙏🙏🙏...
@Arnada754
@Arnada754 8 ай бұрын
ଏହି ଗୀତ ଟି ଶୁଣି କାହାକୁ ଓଡ଼ିଆ ହେବାର ଗର୍ବ ଲାଗୁଚି😢🎉
@rajashreePanda-t1c
@rajashreePanda-t1c 7 ай бұрын
Jay jagannatha ❤️🥺
@NirupamaMajhi-qy2zr
@NirupamaMajhi-qy2zr 7 ай бұрын
ମତେ ତ ବହୁତ୍ ଗର୍ବ ଲାଗୁ ଛି ଭାଇ କାହିକି ନା ମୁଁ ଓଡ଼ିଆ ଜୟ ଜଗନ୍ନାଥ 🙏
@gopalrout8361
@gopalrout8361 7 ай бұрын
ମୋତେ jya Jagannath
@smrutiranjan6302
@smrutiranjan6302 7 ай бұрын
Same Sisters ji ​@@NirupamaMajhi-qy2zr
@bijubijayabls7548
@bijubijayabls7548 7 ай бұрын
Jagannath ❤❤❤❤
@chandankumarparidaofficial
@chandankumarparidaofficial Жыл бұрын
ଶରୀରରେ ଶିହରଣ ଖେଳିଗଲା ଓ ଆଖିରେ ଲୁହ ଆସିଗଲା। ଗୀତ ନୁହେଁ, ଏହା ଆମ ଭାବ ର ଶେଷ। ଜୟ ଜଗନ୍ନାଥ 🙏
@bijayakumarsahoo5710
@bijayakumarsahoo5710 Жыл бұрын
ସତରେ ଏଇ ଗୀତ କୁ ଶୁଣି ଆଖିରୁ ଲୁହା ଆସିଗଲା
@dhirendrarout2822
@dhirendrarout2822 Жыл бұрын
ସାଢେ ଚାରିକୋଟି ଓଡ଼ିଆ ଙ୍କ ଜୀବନ ଆଉ ବିଶ୍ୱାସ ସେ ମୋ ଜଗନ୍ନାଥ 🙏🙏🙏. ଏ ଗୀତ ର ସମସ୍ତ କଳାକାର ଙ୍କୁ ହୃଦୟ ରୁ ଧନ୍ୟବାଦ 🙏
@nabakishorbag
@nabakishorbag Жыл бұрын
ନା ଭାଇ ନବିନା 😂😂 ଲୋକ ତାକୁ ଧିରେ ଧିରେ ଭଗଵାନ ମନିବାରେ ଲାଗିଛନ୍ତି
@SoloLucifer_0692
@SoloLucifer_0692 Жыл бұрын
World famous jaganath dham Puri Jay jaganath ❤❤❤❤❤❤
@gagansahoo9461
@gagansahoo9461 Жыл бұрын
❤❤❤❤jai ho 🙏
@MrSumit200cc
@MrSumit200cc Жыл бұрын
​@@nabakishorbag Andha bhakta jemti Modi ku Manu chanti. Semti
@jyotsnaroychowdhury2468
@jyotsnaroychowdhury2468 Жыл бұрын
Jay Jagannath
@ChinmayaKumarparida-hy3bx
@ChinmayaKumarparida-hy3bx Ай бұрын
2025 ରେ କିଏ ଦେଖୁଛ
@SanjayKhamari-q6k
@SanjayKhamari-q6k 27 күн бұрын
I am dekhechhe
@Puja3689
@Puja3689 26 күн бұрын
Mu
@chitaranjanmall
@chitaranjanmall 25 күн бұрын
Mu 2025 ra bi dakhuchi ❤
@shrabaninaik747
@shrabaninaik747 22 күн бұрын
Mu Meghali
@odiavlogs99
@odiavlogs99 22 күн бұрын
😢😢😢😢
@thechinmaybehera18
@thechinmaybehera18 Жыл бұрын
Thank you so much the entire team for this beautiful SONG ହେ ଜଗା 🙏🏻 ଜୟ ଜଗନ୍ନାଥ 🙏🏻❤️
@krushnachandrasahoo1772
@krushnachandrasahoo1772 10 ай бұрын
ସତରେ କିଛି ଅଲୌକିକ ଯାଦୁ ଅଛି ଏ ଗୀତ ରେ। ଥରେ ଶୁଣିଲେ ବାରମ୍ବାର ଶୁଣିବାକୁ ଇଚ୍ଛା ହୁଏ। ଜଗନ୍ନାଥ ବି ଆମର ଏମିତି ଜଣେ ଠାକୁର , ଯିଏ ସବୁକିଛି କୁ ଠିକ କରି ପାରନ୍ତି। ଜୟ ଜଗନ୍ନାଥ...🙏🥺🖤
@AnkitaBhola-jz8ns
@AnkitaBhola-jz8ns 9 ай бұрын
Tika kahiecha😢😢😢😢🙏🙏🙏🙏😔😔
@BuluSahu-i7y
@BuluSahu-i7y 9 ай бұрын
Right
@mr.smrutirider1199
@mr.smrutirider1199 9 ай бұрын
Thik katha
@raghunathamahankuda7115
@raghunathamahankuda7115 9 ай бұрын
Right bhai kata sunila mono bhujune🙏🏻🙏🏻
@samajatelkoi8264
@samajatelkoi8264 4 ай бұрын
Yes
@SuchismitaDas-p4g
@SuchismitaDas-p4g Жыл бұрын
Listening On repeat.. ବହୁତ ଦିନ ପରେ ଏତେ ସୁନ୍ଦର ଓଡ଼ିଆ ଜଗନ୍ନାଥ ଭଜନ ଟିଏ ଶୁଣିଲି... ପ୍ରତ୍ୟେକ ରୋମ ରେ ଜଗନ୍ନାଥ ଙ୍କୁ ଅନୁଭବ କରିପାରିଲି... କେଡେ ସୁନ୍ଦର ଲେଖା... ଲେଖକ, ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ଙ୍କୁ ଅଶେଷ ଧନ୍ୟବାଦ🙏
@bou8345
@bou8345 Ай бұрын
ଯେତେବେଳେ ମନ ର ବିଶ୍ୱାସ ଭାଙ୍ଗି ଯାଉଛି... ତୁମ ଉପରୁ ଆଶା ଉଠି ଯାଉଛି ସେତେବେଳେ ପୁଣି ଏ ମନ ଭିତରେ କେହି ଜଣେ ଥାଇ... କହେ ଏତେ ଟିକେ ରେ ଭାଙ୍ଗି ପଡିଲେ ହେବନି ରେ... ସଂସାର ସମୁଦ୍ର ଦୁଃଖ ଆଗ ରେ ତୋ ଦୁଃଖ କିଛି ନୁହଁ... ଯାହାକୁ ଧରି ଏତେ ବାଟ ଆସିଛୁ ତା ଉପରେ ବିଶ୍ୱାସ ରଖ ସେ ସବୁ ଠିକ କରିଦେବ... ଛଡେଇ ନବ ପୁଣି ଗୋଟେ ଦିନ ଆସିବ ସବୁ ଫେରେଇ ଦବ 🙏
@Arpitacreation-o7g
@Arpitacreation-o7g 10 ай бұрын
ମିଛ ମାୟା ସଂସାର କେହି ନୁହେଁ କାହାର କେବଳ ଜଗନ୍ନାଥ ହିଁ ନିଜର ❤🥺
@Gouttam_Creation_
@Gouttam_Creation_ 10 ай бұрын
Jay Jagannath🙏🙏
@sudhansudash7805
@sudhansudash7805 10 ай бұрын
Qqq​@@Gouttam_Creation_
@RajendraPattnayak-cp1su
@RajendraPattnayak-cp1su 10 ай бұрын
Jaga😢😭😭😭😭😩😩😩😩😩😩🙏🙏🙏🙏🙏🙏🙏🙏❤️❤️❤️❤️❤️❤️
@sanjuktajena2393
@sanjuktajena2393 9 ай бұрын
Jay Jagannath ❤❤❤❤❤
@JhunuJena-oj7sc
@JhunuJena-oj7sc 9 ай бұрын
Jay Jagannath ❤❤
@sameerkumarsahoo2989
@sameerkumarsahoo2989 7 ай бұрын
ତୁ ତୋତେ ଗଢିଛୁ, ଫୁଣି ମୋତେ ଗଢିଛୁ ତୋତେ ଅଧା ମୋତେ ପୁରା କରିଛୁ। ସତେ ! କି ରଚନା ଶୈଳୀ, ଚମତ୍କାର ...❣️🙏😢
@Siku143
@Siku143 6 ай бұрын
ଜୟ ଜଗନ୍ନାଥ🙏🙏🙏🙏🙏❤️❤️❤️❤️🙏🙏🙏🙏🙏🙏❤️❤️❤️❤️❤️❤️
@deepanayak1104
@deepanayak1104 4 ай бұрын
Jai shree jagannath
@krishnasahoo8924
@krishnasahoo8924 3 ай бұрын
ଜୟ ଜଗନ୍ନାଥ 🙏🙇
@Haryysticx_01
@Haryysticx_01 Ай бұрын
😢😢😢😢😢
@Sriyasaktilifestyle
@Sriyasaktilifestyle Жыл бұрын
ଜଗା ର ଭଜନ ସବୁଠୁ ନିଆରା... ଦେହ ଶୀତେଇ ଉଠେ... ଜୟ ଜଗନ୍ନାଥ 🙏
@Chinku-jd1rh
@Chinku-jd1rh Жыл бұрын
thik kahile apana 😢
@nareshjenarourkela8503
@nareshjenarourkela8503 Жыл бұрын
Hmm bhai
@SantoswiniSAHOO
@SantoswiniSAHOO Жыл бұрын
❤❤❤
@DeviprabhaDeo
@DeviprabhaDeo Жыл бұрын
Hn bhai
@Kendujhar650
@Kendujhar650 11 ай бұрын
1q​@@nareshjenarourkela8503
@chandaneswarnewsplus
@chandaneswarnewsplus 2 ай бұрын
ବହୁତ ସୁନ୍ଦର ହେଇଛି ଏହି ଭଜନ ଟି। ଆମ କୋଟି କୋଟି ଓଡ଼ିଆ ମାନଙ୍କ ହୁର୍ଦୟ ସ୍ପନ୍ଦନ । ଆମେ ତାଙ୍କ ବିନା ଏ ଦୁନିଆ ରେ କିଛି ବି ନୁହେଁ। ଯାହା ହେଉ ଭଜନ ଟି ହୁର୍ଦ୍ଦୟ ସ୍ପର୍ଶି । କାରଣ ବହୁତ୍ ଦିନ ପରେ ଏମିତି ଏକ ଭଜନ ଶୁଣିବାକୁ ପାଇଲି। ଜୟ ଜଗନ୍ନାଥ। ଜଗା ତୋ କଳା ଅନ୍ଧାର ରେ ମୋତେ ମିଶେଇ ଦେ
@soumyaranjansahoo4871
@soumyaranjansahoo4871 9 ай бұрын
ମିଛ ମାୟା ସଂସାର କେହି ନୁହେଁ କାହାର କେବଳ ଜଗା ହିଁ ନିଜର ❤️🚩🚩
@Sun_Dil
@Sun_Dil 9 ай бұрын
Kehi jadi kaha ra helani tebe jaga kemiti nujara hele , se v kahara nuha
@Mohapatraranjan57
@Mohapatraranjan57 9 ай бұрын
Right 👍
@aswinijena5307
@aswinijena5307 8 ай бұрын
Hn
@PrasadAchary-nl5go
@PrasadAchary-nl5go 8 ай бұрын
@pabitraofficial1435
@pabitraofficial1435 8 ай бұрын
Sara katha bhai sabu michha maya chhalana 😭💔💔👍😭💔👍💔👍💔👍👍💔😭💔👍💔💔👍👍
@prabhujagannathodiastory
@prabhujagannathodiastory Жыл бұрын
ଭଜନଟି ବହୁତ୍ ସୁନ୍ଦର୍ ହୋଇଛି, ଆଉ ତା ସହ Sovan ଭାଇ ଙ୍କ ଅଭିନୟ... ଓଃ ଲୋମ ଟାଙ୍କୁରି ଯାଉଚି , #ଜୟ_ଜଗନ୍ନାଥ 🙏🙏🙏
@bikashgarabadu9749
@bikashgarabadu9749 Жыл бұрын
କି ଚମତ୍କାର ଭାବ। ଗୀତିକାର, ସଙ୍ଗୀତକାର ଓ ଗାୟକଙ୍କୁ ଦିବ୍ୟ ଆଶୀର୍ବାଦ ନଥିଲେ ଏଭଳି ଗୀତର ସର୍ଜନା ହୋଇପାରିବନାହିଁ 🙏
@RajendraSingh.1244
@RajendraSingh.1244 10 ай бұрын
Jai shree jagannath 🚩🙇🙏🙏
@Jayashre566
@Jayashre566 10 ай бұрын
Jay shree Jagannath 🙏🙏🙏
@PabitraCineStudios
@PabitraCineStudios 10 ай бұрын
ସତ କଥା ଆଜ୍ଞା
@jitusamantaray6947
@jitusamantaray6947 7 ай бұрын
ଅଭିନୟ ବି ଭାଇ ଅତୁଳନୀୟ।
@MemerboyHemant
@MemerboyHemant Ай бұрын
ଏଇ ଗୀତ କୁ ବନେଇଥିବା ପୁରା ଟିମ୍ କୁ ମୋ ତରଫ ରୁ କୋଟି କୋଟି ଭଲ ପାଇବା ସହ ଠାକୁର ଙ୍କୁ ଡାକୁଚି ସମସ୍ତଙ୍କୁ ଖୁସି ରେ ରଖିଥାନ୍ତୁ ❤
@lofiodia8422
@lofiodia8422 11 күн бұрын
Hemant ଆଉ ଗୋଟେ whatsapp group ବନା ତ 😊
@rakeshchandrapradhan114
@rakeshchandrapradhan114 9 ай бұрын
ତତେ ତୁ ଗଢିଚୁ,, ପୁଣି ମୋତେ ଗଢିଚୁ ତତେ ଅଧା ମୋତେ ପୂରା କରିଛୁ,,, କେତେ ସୁନ୍ଦର ରଚନା 👌🏻👌🏻👌🏻👌🏻👌🏻 ଆତ୍ମା କୁ ଛୁଇଁ ଯାଉଛି ❤️❤️❤️
@rakeshchandrapradhan114
@rakeshchandrapradhan114 Жыл бұрын
ବହୁତ ସୁନ୍ଦର ହୋଇଛି ଭଜନ ଟି,,,ଧନ୍ୟବାଦ ସମସ୍ତ ଭାଇ ମାନଙ୍କୁ ଏମିତି ସୁନ୍ଦର ଭଜନ ଟି ଆଣିଥିବାରୁ 🙏🏻❤️
@PrasantaSukari
@PrasantaSukari 9 ай бұрын
ଏ ଗୀତ ଶୁଣିବା ପରେ କାହାର ଲୋମ ଟାଙ୍କୁରି ଉଠୁଛି। ଏବଂ ଲୁହ ଆଖିରେ 😢
@Junior_situ
@Junior_situ 9 ай бұрын
ଭାଇ ଆଖିରୁ ଲୁହ asegala
@Rajeshofficial0077
@Rajeshofficial0077 9 ай бұрын
😥
@Ng_zerotwo_yt
@Ng_zerotwo_yt 9 ай бұрын
Satare bhai 😢😢
@KganeshRao-cp2qz
@KganeshRao-cp2qz 8 ай бұрын
Mor Bhai sabu bele😊😊
@Subhranshubehera-u5q
@Subhranshubehera-u5q 8 ай бұрын
Mora 🥺
@debashisdas4690
@debashisdas4690 Ай бұрын
ବାଃ ଚାମତ୍କାର ହୃଦୟସ୍ପର୍ଶୀ ଆଖିରୁ ଲୁହ ଆସିଗଲା ଜୟ ଜଗନ୍ନାଥ 🙏🙏🙏🙏
@biswaranjandash6990
@biswaranjandash6990 Жыл бұрын
ଜୟ ଜଗନ୍ନାଥ 🙏 ଏ ଗୀତ ଟି ଏହିପରି ହୋଇଛି ଯେ ଗୀତଟି ଶୁଣିଲା ପରେ ଆଖି ଆଉ ବୋଲ ମାନିଲାନି ,ଦୁଇ ଠୋପା ଲୁହ ବୁହାଇଦେଲା । ଏହିପରି ହୃଦୟସ୍ପର୍ଶୀ ଗୀତ କରିଥିବା ଯୋଗୁଁ ପୁରା ଟିମକୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।
@manojkumar-mc4un
@manojkumar-mc4un Жыл бұрын
ଧନ୍ୟବାଦ୍ ଏହି କଣ୍ଠ ଶିଳ୍ପୀଙ୍କୁ ଏତେ ସୁନ୍ଦର ଭଜନ ଟେ ବୋଲିଥିବାରୁ ଆଉ ଲେଖକଙ୍କୁ ବି ଧନ୍ୟବାଦ୍ ! ପ୍ରଭୁ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ🙏🙏🙏
@user-ksanjaya
@user-ksanjaya Жыл бұрын
Bhai director nka direction ATI sundar , bahut jagare akhiru luha asi jauchi.. mo jaga au mo pua kanha ❤
@manojkumar-mc4un
@manojkumar-mc4un Жыл бұрын
@@user-ksanjaya satare bhai
@SrikantaSwain-b6p
@SrikantaSwain-b6p Жыл бұрын
Ei song suni thili aji video dekhi mo mind kn heigala jay Jagannath
@shark_1144
@shark_1144 Жыл бұрын
@@user-ksanjaya
@dillipsamal1098
@dillipsamal1098 Жыл бұрын
Jay jagannath 😢😢😢❤
@satyabratadey530
@satyabratadey530 Жыл бұрын
ସତରେ ମହାପ୍ରଭୁ ଙ୍କ ଭଜନ ସଦାବେଳେ ହୃଦୟସ୍ପର୍ଶୀ ହେଇଥାଏ 🙏🏻🙏🏻... ଜୟ ଜଗନ୍ନାଥ ❤
@shrimantshrimant533
@shrimantshrimant533 19 күн бұрын
Brother I am a Buddhist, after listening to this song I became a devotee of Jagannath
@rakeshrout4994
@rakeshrout4994 10 ай бұрын
ଏତେ ସୁନ୍ଦର ଜଗନ୍ନାଥଙ୍କ ଭଜନ ଗାଇଛ ଭାଇ ତୁମକୁ ଅନେକ ଅନେକ ଧନ୍ୟବାଦ. ମୁଁ ଗର୍ବ କରୁଛି ମୁଁ ଓଡ଼ିଆ. ଜଗା ତୋ କଳା ଅନ୍ଧାର ରେ ମୋତେ ମିଶେଇ ଦେ.... ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
@Biswo_143
@Biswo_143 8 ай бұрын
Mate bi nei jaa re jaga to pakhaku
@Weird_odia
@Weird_odia Жыл бұрын
କାନ୍ଦିବା ଟା ସୁନିଶ୍ଚିତ 😢... ହେ ଜଗା ତୋ କଳା ଅନ୍ଧାର ରେ ମିଶେଇ ଦେ ❤
@kumarrajesh2526
@kumarrajesh2526 10 ай бұрын
Jay jaganatha 😢
@balakrushnadash3437
@balakrushnadash3437 2 ай бұрын
Jay Jagannath 🙏😭
@anil_version
@anil_version 4 ай бұрын
ତୁମେ ହିଁ ଆରମ୍ଭ ତୁମେ ହିଁ ଶେଷ ❤ ଜୟ ଜଗନ୍ନାଥ 😊
@Audio0.8
@Audio0.8 3 ай бұрын
🎉🎉बलभद्र सुभद्राभ्याम् जगन्नाथाय ते नमः": 🙏🙏🙏❤
@NirmalJena-kl8fq
@NirmalJena-kl8fq 9 ай бұрын
କିଏ କହିଲା ଓଡ଼ିଆ ଇଣ୍ଡଷ୍ଟ୍ରି ଆଉ ଆଗ କୁ ଯାଇ ପାରିବନି ଦେଖ ରେ କେମିତି ଗୀତ ସବୁ ବାହାରିଲାଣି 🙏🏿🙏🏿🙏🏿
@kunalbehera9644
@kunalbehera9644 8 ай бұрын
Yes I am feeling proud to be an Odia.
@chandanpatro6131
@chandanpatro6131 7 ай бұрын
I love my odisha proud of my jaga
@santoshkumarpanda9968
@santoshkumarpanda9968 7 ай бұрын
Mo kalia pain mate garba laguchi ❤❤❤❤
@nagpurimirchiproduction
@nagpurimirchiproduction 5 ай бұрын
Bhai e sobu gito odia film re rokhu nahanti j kahiki
@goutamkumarmaharana8703
@goutamkumarmaharana8703 11 ай бұрын
ଓଡିଶାର ସାଢେ ଚାରି କୋଟି ଲୋକଙ୍କ ହୃଦୟସ୍ପର୍ଶୀ ହୋଇପାରିଛି ଏହି ସୁନ୍ଦର ଗୀତଟି❤️❤️ହେ ଜଗା🙏🙏ଗୀତଟିର ସମସ୍ତ କଳାକାର ,ଗୀତିକାର ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🥰
@muktimayeemohapatra3058
@muktimayeemohapatra3058 11 ай бұрын
Vai sata kahila❤
@alpasrivastava5717
@alpasrivastava5717 11 ай бұрын
Not only odisa m from jharkhand,nd i believe in jagannath Mahaprabhu 🙏🏻 I can feel this emotion.
@nibeditadas5215
@nibeditadas5215 11 ай бұрын
hajana
@dibyatanty5237
@dibyatanty5237 11 ай бұрын
100% agreed
@gyanendrasamal68
@gyanendrasamal68 6 ай бұрын
​@@alpasrivastava5717Odisha
@RashmitaDhal-w6y
@RashmitaDhal-w6y 8 күн бұрын
କିଏ ୨୦୨୫ ରେ ଏ ଗୀତ ଟିକୁ ଶୁଣୁଚ❤😢
@villagegirl1523
@villagegirl1523 10 ай бұрын
ପ୍ରତ୍ୟେକ ଦିନ ରେ ଦୁଇ ଥର ମୁଁ ଏ ଗୀତ ଟି ଶୁଣେ ବହୁତ୍ କାନ୍ଦେ 😢,,, ଯାହା ଫଳରେ କି ମନରେ ଥିବା କଷ୍ଟ ଓ ଯନ୍ତ୍ରଣା ଦୂର ହେଇ ଯାଏ ❤,,,,, ପ୍ରଭୁ ସମସ୍ତ ଙ୍କୁ ଖୁସିରେ ରଖନ୍ତୁ ଜୟ ଜଗନ୍ନାଥ 🎉🎉🎉 ଓଡ଼ିଆ ଙ୍କ ପ୍ରାଣ ର ଦେବତା 😊😊🙏🙏🙏💞
@basantapanda2486
@basantapanda2486 9 ай бұрын
Jay shree Ram 🙏🏻❤️🥰🌍🚩🚩
@krushnaprasadnanda7199
@krushnaprasadnanda7199 9 ай бұрын
same hera
@laxminarayansarangi6281
@laxminarayansarangi6281 9 ай бұрын
Right
@rohitnayak999
@rohitnayak999 10 ай бұрын
ତୁ ତତେ ଗଢ଼ିଛୁ,ପୁଣି ମୋତେ ଗଢ଼ିଛୁ ତତେ ଅଧା ମୋତେ ପୁରା କରିଛୁ କି ସୁନ୍ଦର୍ ରଚନା ଶୈଳୀ ❤
@lipsitasahoo6833
@lipsitasahoo6833 9 ай бұрын
😢😢😢
@bhaktiprasadrout1035
@bhaktiprasadrout1035 9 ай бұрын
😢😢😢😢😢😢
@rashmitapatra5065
@rashmitapatra5065 9 ай бұрын
By
@tripatigouda770
@tripatigouda770 9 ай бұрын
@jasminmallick4910
@jasminmallick4910 8 ай бұрын
Satare ❤❤
@queenhandisala5308
@queenhandisala5308 9 ай бұрын
ବହୁତ ଦିନ ପରେ ପୁଣି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଗର୍ବ ଅନୁଭବ କଲି
@Ramachadra3639
@Ramachadra3639 8 ай бұрын
ହଁ, ମୋର ମନେ ଅଛିଛୋଟ ବେଳେ DD odia ରେଏମିତି ମନଛୁଆଁ ଗୀତ ଦେଖିବା
@satyabratadey530
@satyabratadey530 2 ай бұрын
ମୁଁ ଯେତେବେଳେ କିଛି ଚିନ୍ତା ରେ ଥାଏ, ଏ ଭଜନ ଶୁଣିଲେ ମୋର ସବୁବେଳେ ଚିନ୍ତା ଦୂର ହେଇ ଯାଏ 🙏 ଜୟ ଜଗନ୍ନାଥ ⭕‼️⭕🙏
@tapanrout9671
@tapanrout9671 Жыл бұрын
ବହୁତ୍ ସୁନ୍ଦର୍ ଭଜନ ଟିଏ 🙏 ଆଖିରୁ ଲୁହ ଆସିଯାଉଛି 😥 ଜୟ ଜଗନ୍ନାଥ ପ୍ରଭୁ ସବୁ ତୁମ କୃପା 🙏
@HiralalDas-o2z
@HiralalDas-o2z 6 ай бұрын
ସତରେ ଗୀତ ର କିଛି ଅପୂର୍ବ ମାଧୁର୍ଯ୍ୟ ଅଛି। ଲୋମ ଟାଙ୍କୁରି ଉଠୁଚି ଓ ପୁରା ହୃଦୟ କୁ ଭେଦୁଚି। ଜୟ ଶ୍ରୀଜଗନ୍ନାଥ 🙏
@jayantacutm
@jayantacutm 5 ай бұрын
Jai Jagannath
@manojkumarsahu1989
@manojkumarsahu1989 Жыл бұрын
1 day re 100 thara sunile v mana bharuni song ku.... really heartly congratulations 'entire team ❤️ Jay Jagannath Swami Nayan Path Gami Bhaba Tume 🙏🏻🙏🏻🙏🏻 2023 ra favourite song 💞
@marcosgaming9299
@marcosgaming9299 Жыл бұрын
Lifetime favourite song ❤
@sonleklife...2481
@sonleklife...2481 Жыл бұрын
Sata katha moro bi same jete thara sunile bi mana bharuni... Jay jagarnath...🙏
@manojkumarsahu1989
@manojkumarsahu1989 Жыл бұрын
@@sonleklife...2481 sabu sei kalia thakur ka krupa ❤️ Jay Jagannath....Aapna kou district ru ma'am...
@gautamsahoo6386
@gautamsahoo6386 Жыл бұрын
Satare bhai
@tapaspatra8289
@tapaspatra8289 Жыл бұрын
Jay jagannath ❤
@sabitabarik7324
@sabitabarik7324 23 күн бұрын
ମୋ ବାପା ଙ୍କ ସହିତ ବି ଠିକ୍ ଅମିତ୍ ବହୁତ୍ ଖରାପ ହୋଇଯାଇଥିଲା କିନ୍ତୁ ମୋ ଜଗା ସବୁ କିଛି ଠିକ୍ କରି ଦେଲେ ❤🙏🙏 ମୋ ଜଗା ମୋ ଜୀବନ ❤
@salinidash1849
@salinidash1849 Жыл бұрын
୨ ଘଣ୍ଟା tension ରେ ଥିବା ପରେ ଯେବେ ମୁଁ ଏଇ ଗୀତ ପ୍ରଥମ ଥର ପାଇଁ ଶୁଣିଲି ୨ ଘଣ୍ଟା ର କାନ୍ଦ ୧୦ ମିନିଟ ରେ ବନ୍ଦ ହୋଇଗଲା ଆଉ ବହୁତ ହାଲ୍କା ଲାଗିଲା। ଜୟ ଜଗନ୍ନାଥ 🙏🙏
@sunapila
@sunapila Жыл бұрын
Apana nka Kanda band hela... Au Amara khusi ra luha... Epadyanta bohi chalichi.... Jay Jagganath
@manoranjandas7473
@manoranjandas7473 Жыл бұрын
Satare nice song❤❤ jay jagannatha 🙏🙏🙏
@manishadash8202
@manishadash8202 11 ай бұрын
Sata kahile bhai
@manishadash8202
@manishadash8202 11 ай бұрын
JAY JAGANNATH ❤
@silabehera4354
@silabehera4354 11 ай бұрын
Jay jaganath 🙏🏻
@adyashapanigrahi491
@adyashapanigrahi491 7 ай бұрын
ହୃଦୟ କୁ ଛୁଇଁ ନେଲା ଏହି ଗୀତ 🥺❤️🙏✨ ଜୟ ଜଗନ୍ନାଥ ମହାପ୍ରଭୁ❤
@miranmediapkl6899
@miranmediapkl6899 3 ай бұрын
Jay Jagannath prabhu🙏🙏🙏🙏🙏🙏❤❤
@Nandini_naik
@Nandini_naik 7 ай бұрын
ଏ ଗୀତ ଟି ବହୁତ୍ ଭଲ ଲାଗେ ଶୁଣିଲେ ଯେତେ ବେକେ କଷ୍ଟ ହୁଏ ଏ ଗୀତ ଶୁଣିଲେ ଲୁହ ଆସି ଯାଏ ଆଉ ବହୁତ ଶାନ୍ତି ମିଳେ। ଦୁନିଆଁ ରେ ସବୁ ମିଛ କିନ୍ତୁ ଜଗା ସତ। ଜୟ ଜଗନ୍ନାଥ ⭕‼️⭕ 🌎🙏🏻🥺🙌🙌🙌
@PapuSahu-ng6un
@PapuSahu-ng6un 4 ай бұрын
Thik
@prasannajitmahapatra4351
@prasannajitmahapatra4351 11 күн бұрын
ଜୟ ଜଗନ୍ନାଥ 🙏🏻 🚩 ବହୁତ୍ ବର୍ଷ ପରେ ଗୋଟେ ଏତେ ସୁନ୍ଦର ଓଡ଼ିଆ ଭଜନ ଶୁଣିବାକୁ ମିଳିଲା ❤ ଅତ୍ୟନ୍ତ ହୃଦୟ ସ୍ପର୍ଶୀ
@debaprosadmal6137
@debaprosadmal6137 Жыл бұрын
ଦେହ ଥରିଗୋଲା ❤ ଆଖି ଭିଜିଗଲା 😢 ଜୟ ଜଗନ୍ନାଥ ❤
@biswajeetodiavlog
@biswajeetodiavlog Жыл бұрын
ବହୁତ୍ ସୁନ୍ଦର ଭଜନ ❤ ଅଭିନୟ ବହୁତ୍ ସୁନ୍ଦର କିଛି ଦିନ ଭିତରେ ଏ ଗୀତ ମୋର ବହୁତ୍ ପ୍ରିୟ ହେଇଗଲାଣି ❤
@jayabratpradhanjoy5756
@jayabratpradhanjoy5756 Жыл бұрын
❤ଜୟ ଜଗନ୍ନାଥ❤ ତୁ ହିଁ ସତ୍ଯ, ତୁ ହିଁ ମିଥ୍ୟା ତୁ ହିଁ ପାପ, ତୁ ହିଁ ପୁଣ୍ୟ ବିଶ୍ବ ବ୍ରହ୍ମାଣ୍ଡର ମହାନାୟକ ହେ ଜଗା.....❤
@CK_MEDIA
@CK_MEDIA 2 ай бұрын
ଏଇ ଗୀତ ଶୁଣିଲା ପରେ ପୁରୀବଡଦାଣ୍ଡ କଥା ମନେ ପଡିଯାଉଛି Jay ଜଗନ୍ନାଥ ❤❤
@news5459
@news5459 Жыл бұрын
ଏ ଗୀତ ରେ ଅନେକ କିଛି ଅଛି ବୁଝିଲେ ଆଖିରୁ ଲୁହ ଆସିଯାଉଛି ଅଭିନୟ କରିଥିବା ଭାଇଙ୍କୁ ହୃଦୟରୁ ଧନ୍ୟବାଦ୍ ଗୀତି କାର ଭାଇ ଲେଖା ଅତି ସୁନ୍ଦର
@subratsahoo1861
@subratsahoo1861 11 ай бұрын
This is not only a song this tha emotions of our odia ଆମର ମହାପ୍ରଭୁଙ୍କ ମହିମା ଏହି ଗୀତ ଟି ଶୁଣିବା ସମୟରେ ଆଖି ରୁ ଲୁହ ବାହାରି ଆସୁଛି ସବୁ ମହାପ୍ରଭୁଙ୍କ ଲୀଳା ଜୟ ଜଗନ୍ନାଥ 🙏🙏🙏
@prajnaparamitapanigrahi5658
@prajnaparamitapanigrahi5658 10 ай бұрын
ଈଶ୍ୱର ଙ୍କ କୃପା ବିନା ଏତେ ସୁନ୍ଦର ଗୀତ ଗାଇବା ,ଲେଖିବା ସମ୍ଭବ ନୁହଁ।।।ଜୟ ଶ୍ରୀ ଜଗନ୍ନାଥ
@sudhirswain3852
@sudhirswain3852 15 күн бұрын
ଭାଈ ଯେତେବେଳେ ଶୁଣିଲେ ବି ମନ ଭରୁନି ମୁଁ ଯେତେବେଳେ ଶୁଣୁଛି ଆହୁରି ଇଛା ହଉଛି 😭😭ଏମିତିକା ଗୀତ ଓଡ଼ିଆ industry ରେ ଦରକାର ❤❤❤
@swagatikalenkarinky8221
@swagatikalenkarinky8221 8 ай бұрын
ଜୀବନର ମାନେ କଣ ଏଇ ଗୀତ ଶୁଣିଲା ପରେ ଆଉ ଏଇ video ଦେଖିଲା ପରେ ଜଣା ପଡିଗଲା... 🥹ଜୟ ଜଗନ୍ନାଥ 🙏😭
@anitabaral6856
@anitabaral6856 7 ай бұрын
Yes
@mskabita5669
@mskabita5669 Ай бұрын
God bless you
@PrinceMp-kp9oq
@PrinceMp-kp9oq 11 ай бұрын
ଏ ଗୀତ ଶୁଣିଲେ ଆଖି ରୁ ଆପେ ଆପେ ଲୁହ ଆସି ଯାଉଛି 😢😢
@SriramDutam-l4r
@SriramDutam-l4r 10 ай бұрын
Love you Bhai 😢😢😢
@SandhyaraniDas-yb4fq
@SandhyaraniDas-yb4fq 10 ай бұрын
Hm Bhai
@bhaskarbehera4607
@bhaskarbehera4607 Жыл бұрын
ମୁଁ ଏହି ଗୀତ ଟିକୁ ଶୁଣିଲା ପରେ ମୋତେ ଭୋକ ଶୋଷ ସବୁ କୁଆଡେ଼ ଚାଲି ଯାଉଛି
@swetarozaswetaroza3148
@swetarozaswetaroza3148 Жыл бұрын
😂
@Manasi-q4j
@Manasi-q4j 2 ай бұрын
ଜଗତ ର ନାଥ ଜଗନ୍ନାଥ......ଯେତେବେଳେ ଜଗା ର ଆଖି ସହ ଆଖି ମିଶିଯାଏ ସେତେବେଳେ ଲାଗେ ଯେମିତି ଜୀବନ ର ସମସ୍ତ ଦୁଃଖ କଷ୍ଟ କୁଆେଡ ଚାଲିଯାଈଛି .... 🙏🙏🙏
@dipudeepakcreation
@dipudeepakcreation Жыл бұрын
ହେ ଜଗା ତୋ କଳା ଅନ୍ଧାରରେ ମୋତେ ମିଶେଇ ଦେ 🥹😭🧖Jay Jagannath 🙏🏻🙏🙏🏻
@UnsolvedSatya
@UnsolvedSatya Жыл бұрын
ଫଳ ଭିତରେ ନଡ଼ିଆ (ଶ୍ରୀଫଳ) ଭାବରେ ବନ୍ଧା ଆମ କାଳିଆ ସର୍ବୋପରେ ଆମେ ଓଡ଼ିଆ ଭାରି ବଢିଆ ❤
@ManojKumar-wb8yu
@ManojKumar-wb8yu 10 ай бұрын
ସୌରଭ ଭାଇଙ୍କ କଣ୍ଠରେ ଯାଦୁ ଅଛି.... ଜଗନ୍ନାଥଙ୍କ ଆଶୀର୍ବାଦ ଅଛି..... ହୃଦୟକୁ ଛୁଇଁଗଲା ।
@Odiatokavlogging
@Odiatokavlogging 2 ай бұрын
ଅତି ସୁନ୍ଦର ବା ❤ ବହୁତ୍ ଭଲ ଲାଗିଲା ❤ ଜୟ ଜଗନ୍ନାଥ 🙏🚩❣️
@papunadethi9371
@papunadethi9371 11 ай бұрын
ଜୟ ଜଗନ୍ନାଥ ଭାଇ ସତରେ ତୁମ କଣ୍ଠ ରେ ମା ସରସ୍ବତୀଙ୍କ ଆଶୀର୍ବାଦ ମହା ବାହୁ ଘଣ୍ଟ ଘୋଡେ଼ଇ କି ରଖିଥାନ୍ତୁ
@priyadarsimoharana
@priyadarsimoharana Жыл бұрын
ବହୁତ ବହୁତ ଧନ୍ୟବାଦ ପୁରା ଟିମ୍ କୁ ଏହି ହୃଦୟସ୍ପର୍ଶୀ ଭଜନ ଟି ପାଇଁ। ଜେତେ ତାରିଫ୍ କଲେ ଭି କମ୍ ପଡିବ।
@sonamsonali
@sonamsonali Жыл бұрын
Jay jagannath 🙏
@exploreodishatoday2102
@exploreodishatoday2102 Жыл бұрын
Support 😢
@sovansamal
@sovansamal Жыл бұрын
jay jagannath 🙏
@itsme5501
@itsme5501 Жыл бұрын
Jay Jagannath ♥️🧿
@eknuranimohanta3334
@eknuranimohanta3334 Жыл бұрын
Jai Jagannath 🙏🙏🙏
@ashirbadnanda7242
@ashirbadnanda7242 11 ай бұрын
HAR HAR MAHADV 🔱
@gulsankumarsahoo4935
@gulsankumarsahoo4935 3 ай бұрын
ଏଇ ଗୀତ ଶୁଣିଲେ , ଓଡ଼ିଆ ବୋଲି ଗର୍ବ ଲାଗେ 🙏🏻🙏🏻
@kousikdas557
@kousikdas557 Жыл бұрын
କଣ କହିକି ଧନ୍ୟବାଦ ଦେବି ଜାଣିନି ଏଇ ଗୀତ କୁ ତିଆରି କରିଥିବା ସମସ୍ତଙ୍କୁ ବହୁତ ବହୁତ୍ ଧନ୍ୟବାଦ 🙏 ବହୁତ୍ ସୁନ୍ଦର ଜଗନ୍ନାଥ ଭଜନ, ମୁଁ ଆଉ ମୋ ସାଙ୍ଗ ଦିନ ଆଉ ରାତି ଶୁଣୁଛୁ ସବୁ ବେଳେ ଜୟ ଜଗନ୍ନାଥ 🙏 ଭଗବାନ ଙ୍କୁ ଡାକୁଛି ଏଇ ଭଜନ ଟି ବହୁତ ଆଗକୁ ଯାଉ 👍🙏
@naveenkumarmoharana3386
@naveenkumarmoharana3386 Жыл бұрын
Thanks my dear
@FactBox72
@FactBox72 Жыл бұрын
କିଛି ଗୀତ କେବଳ TREND ପାଇଁ ହୋଇନଥାଏ, ସବୁବେଳେ ଲୋକଙ୍କ ହୃଦୟରେ ରହିବା ପାଇଁ ହେଇଥାଏ । ଧନ୍ୟବାଦ୍ Sourabh Bharadwaj, Sovan & Smruti R ❤😍
@sovansamal
@sovansamal Жыл бұрын
thank you so much!🙌❤️
@RashmiDhal-m5c
@RashmiDhal-m5c Жыл бұрын
Thank u so much❤
@factsocean4485
@factsocean4485 Жыл бұрын
କୋଟି କୋଟି ଓଡିଆଙ୍କ ଗର୍ବ, ଗୌରବ ଆଉ ଜୀବନ ଜଗତର ନାଥ ପ୍ରଭୁ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଜଗନ୍ନାଥ 🙏🏻🙏🏻🚩🕉️🔱
@S.mamireddyS.mamireddy
@S.mamireddyS.mamireddy Ай бұрын
ମୋ ଜୀବନ ର 1st choice ଏଇ ଗୀତ, ମୁଁ KZbin ରେ song search kale 1st ei ଗୀତ ହିଁ search kare jay jagannath
@preetampujhari4631
@preetampujhari4631 Жыл бұрын
ଜୟ ଜଗନ୍ନାଥ ସ୍ୱାମୀ ( ହୃଦୟସ୍ପର୍ଶୀ...🥺🧡🙏🏻) ଅଶେଷ ଧନ୍ୟବାଦ - AARIV MUSIC, SOURAV, SMRUTI R & Team ✨
@bou8345
@bou8345 Жыл бұрын
ଯେତେବେଳେ ମନ ର ବିଶ୍ୱାସ ଭାଙ୍ଗି ଯାଉଛି ତୁମ ଠୁ ବିଶ୍ୱାସ ଉଠି ଯାଉଛି ସେତେବେଳେ ତୁମ ଗୀତ ଶୁଣିଲେ ପୁଣି ଥରେ ମନ କହେ ଭାଙ୍ଗି ପଡିଲେ କିଛି ହବନି ତ ଉପରେ ବିଶ୍ୱାସ ରଖ ସେ ସବୁ ଠିକ କରିଦେବ
@SukhalataMishra
@SukhalataMishra Жыл бұрын
Excellent 👌👍 Jay Jagannath 🙏🙏💞🌷
@bhaktilatapanda328
@bhaktilatapanda328 Жыл бұрын
Yes
@binapanibarik692
@binapanibarik692 Жыл бұрын
Right 👍. Jay jagannath 🙏
@PRIYANKAMALLICKMALLICK-ex9bm
@PRIYANKAMALLICKMALLICK-ex9bm 11 ай бұрын
Right 👍👍👍
@dashbapi2458
@dashbapi2458 10 ай бұрын
Bhai Koti odia nka mauda mani Ama prabhu Jay Jagannath......
@pujaranisahoo6554
@pujaranisahoo6554 Жыл бұрын
In this era of melody,we still stuck in *ହେ ଜଗା* ,when peace is this song and କଳା ଅନ୍ଧାର is solitudeness ❤❤❤❤
@suryakantamishra4282
@suryakantamishra4282 Ай бұрын
All time favorite song of my life... When I listen this song the tears come automatically... This song has very high energy. Thank u to the production team.
@sisirpratapsingh9628
@sisirpratapsingh9628 10 ай бұрын
Sabu bele reels re sunithili hele aji 1st time full song sunila pare mo akhi re luha asigala.jay jagarnaath⭕‼️⭕
@lalatendukar8032
@lalatendukar8032 7 ай бұрын
ଯାହା କୁହ ଭାଇ ଏମିତି ଗୀତ କରିଲ ଯେ ଆଖି ରେ ଲୁହ ରୋକି ହେଉନାହିଁ ❤❤❤
@sarojkd6435
@sarojkd6435 Жыл бұрын
This is the outstanding ...there is no substitute of it.... *ଅତ୍ର ତତ୍ର ସର୍ବତ୍ର ବିଦ୍ୟବାନ ସେହି ପ୍ରଭୁ ଜଗନ୍ନାଥ* ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ🙏
@asisdash4466
@asisdash4466 17 күн бұрын
କାହିଁକି କେଜାଣି ଏ ଗୀତ କୁ ଶୁଣିବା ବେଳେ ଆଖିରୁ ଲୁହ ଝରିବା ବନ୍ଦ ହଉନି ….🙏🙏 ଆମ ଓଡ଼ିଆ ଙ୍କ ପ୍ରାଣ ଜଗନ୍ନଥ !! ପ୍ରଭୁ ହେ ସମସ୍ତଙ୍କୁ ଭଲ ରେ ରଖ .. ଜୟ ଜଗନ୍ନାଥ !! 🙏🙏
@sushant9421
@sushant9421 Жыл бұрын
It's like... Aji mo jibana sarthaka heigala ye bhajana suniki... No words 🙌🙌🙌🙌....
@GURU.NEEMKAROLI.KE.DAS.07
@GURU.NEEMKAROLI.KE.DAS.07 6 ай бұрын
ଏହି ଗୀତ ରେ ହୁଏତ ଆପଣ ମାନଙ୍କୁ ନାଟକ ଲାଗୁଥିବ କିନ୍ତୁ ଏହି ସବୁ ପ୍ରତ୍ୟେକ ଟି ଘଟଣା ତାଙ୍କ ଭକ୍ତ ମାନଙ୍କ ସହିତ ହେଉଛି, ଜୟ ଜଗନ୍ନାଥ ❤
@lipsamahapatra9571
@lipsamahapatra9571 11 ай бұрын
ହେ ପ୍ରଭୁ ...ତୁମ ଚରଣ ରେ କୋଟି କୋଟି ପ୍ରଣାମ ମୋତେ ସାହସ ଦିଅନ୍ତୁ ପ୍ରଭୁ ଏ ଦୁନିଆ ରେ ଗୋଟେ ଭଲ ମଣିଷ ଟିଏ ହେବାରେ 🌸🙏
@Bikash8093
@Bikash8093 Ай бұрын
ଭାଇ ଏ ଗୀତ ଯେତେବେଳେ ଶୁଣିଲି ସେତେବେଳେ କାନ୍ଦ ଲାଗୁଛି 😢🥺😓 ଜୟ ଜଗନ୍ନାଥ 🙌🙏🏻⭕‼️⭕🙏🏻
@papumallick3345
@papumallick3345 Жыл бұрын
খুব সুন্দর গানটা ,সুনলে যেমন ভালো লাগে দেখলে চোখ থেকে জলচলে আসে 😢 . এটা বাস্তবে যেটা হচ্ছে সে টা তুলে ধরেছে যার কেইনে তার প্রভু জগন্নাথ দেব আছে জয় জগন্নাথ 🙏🏼🙌🏽
@FUNNYGANJAMIAJITU
@FUNNYGANJAMIAJITU 7 ай бұрын
ଜାଣେନା କାହିଁକି ଏ ଗୀତଟି ମୋତେ ବହୁତ୍ ହୃଦୟ ସ୍ପର୍ଷୀ ଲାଗି ଆଖିରୁ ଲୁହ ଆସିଯାଇଛି ବାର ବାର
@susilparida1878
@susilparida1878 11 ай бұрын
ହେ ପ୍ରଭୁ ଜଗା ଏ ଦୁନିଆରେ ମୋତେ ଭଲ ମଣିଷ ହବାର ଅଛି ତମ ଆଶ୍ରିବାଦ ଦରକାର ମୋତେ... ଜୟ ଜଗା 🙏🙏
@chantsbyacharyasisters8876
@chantsbyacharyasisters8876 20 күн бұрын
ଝର ଝର ଲୁହ ବୋହିଗଲା ୲ ଗାୟକ, ସଂଗୀତ ନିର୍ଦ୍ଦେଶକ, ଅଭିନେତା ଓ ସମଗ୍ର ଦଳକୁ ମୋର ଅଶେଷ ଅଭିନନ୍ଦନ ୲ ଏ ଆମ ଓଡ଼ିଶାର ଭାବ ...ଅନନ୍ୟ କୃତୀ ୲ ପ୍ରଭୁ ଜଗନ୍ନାଥଙ୍କ ଦୟା ନ ହେଲେ ଏ ଭଳି କାମଟିଏ ହୋଇ ପାରିବନି ୲
@Jayshreeram-00002
@Jayshreeram-00002 4 ай бұрын
ଜୟ ଜଗନ୍ନାଥ 😢 1:25 ଏହି ଗୀତଟି ମୋର ବହୁତ ପସନ୍ଦ ! ଏହି ସଂଗୀତ ବନାଇଥିବା ଟିମ୍ କୁ କୋଟି କୋଟି ପ୍ରଣାମ କରୁଚି 😭
@Audio0.8
@Audio0.8 3 ай бұрын
😢😊🎉बलभद्र सुभद्राभ्याम् जगन्नाथाय ते नमः": 🙏🙏🙏❤
@pradeeplucy2011
@pradeeplucy2011 8 ай бұрын
ଅଦ୍ଭୁତ ଭଜନ ... ମହାପ୍ରଭୁ ଆମ ସମସ୍ତଙ୍କର ପ୍ରାଣ, ପବନ, ହୃଦୟ ଓ ସ୍ପନ୍ଦନ... ମଣିମା ସମସ୍ତଙ୍କୁ ଆପଣେଇ ନେଇ ତୁମ ଭିତରେ ବିଲୀନ କରିଦିଅ... ଜୟ ଜଗନ୍ନାଥ 🙏🙏🙏ଗୀତ ଶୁଣି ଆଖିର ଲୁହ ଆଉ ବୋଲ ମାନୁନି..
@biswajeetsahu4017
@biswajeetsahu4017 Жыл бұрын
Bhakta aau Bhagavan....duhen duhinka pain... Aassa o bharasa....astha ..Biswas.. Aau kichhi darkar nahin... . . Very well presented and beautifully sang... .lots of appreciation for the entire team.❤
@kariamarandi9397
@kariamarandi9397 13 күн бұрын
ବହୁତ୍ ସୁନ୍ଦର୍ ଗୀତ ଟିଏ। ଯେତେ ଶୁଣିଲେବି ମନ ମାନେ ନାହିଁ। ଜୟ ଶ୍ରୀ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏 ଏଇ ଗରିବ ଦୁଃଖି ର ପ୍ରଣାମ ଗ୍ରହଣ କରିବେ।
@PARESHNAYAKVlogs
@PARESHNAYAKVlogs 3 ай бұрын
ଯେତେ ଶୁଣିଲେ ଵୀ ମନ ମାନୁନି ଆହୁରି ଶୁଣୁଛି। ପ୍ରତ୍ୟେକ ଦିନ ସକାଳୁ ମୋର ଏହି ଗୀତ ରୁ ଆରମ୍ଭ ହୁଏ ...Thank you Silu bro..& Sourav bro...🙏
@Audio0.8
@Audio0.8 3 ай бұрын
😂😊😊🎉🎉🎉बलभद्र सुभद्राभ्याम् जगन्नाथाय ते नमः": 🙏🙏🙏❤
@nayanasahoopratima9948
@nayanasahoopratima9948 11 ай бұрын
ଏଇ ଗୀତ ଟି ସୁଣିକି ମୁଁ କିଛି ନ କହି ରହିପାରୁନି ଏ ଗୀତ ଏତେ ହୃୟସ୍ପର୍ଶୀ ହୋଇଛି ଯେ ସକାଳୁ ୪ରୁ ୫ ଥର ନ ଶୁଣିଲେ ଦିନ ଭଲ ରେ ଯାଉନି ଯାହା ହେଉ ଯିଏ ଏଇ ଗୀତ ଟି ଲେଖିଛନ୍ତି ଓ ଯିଏ ଗାଇ ଛନ୍ତି ତାଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ। ଜୟ ଜଗନ୍ନାଥ ❤
@badalparida1443
@badalparida1443 8 ай бұрын
ଗୀତ ଟି ଶୁଣିଲେ ଯେତେ ଦୁଃଖ ରେ ହଉ କି ଯାହା ହେଉ ସବୁ ଭୁଲି କେବଳ ଜଗନ୍ନାଥ ଙ୍କୁ ଭାବନା ଆସିଯାଏ!ମନ ମୁଗ୍ଧ କର ଗୀତ!ଏଇ ଗୀତ ରେ ଯେଉଁ ମାନଙ୍କ ଅବଦାନ ରହିଛି ସମସ୍ତ ଙ୍କୁ ଧନ୍ୟବାଦ ଭଗବାନ ସେମାନଙ୍କ ମଙ୍ଗଳ କରନ୍ତୁ ତା ସହ ସମସ୍ତ ଙ୍କର ମଙ୍ଗଳ କରନ୍ତୁ!ଜୟ ଜଗନ୍ନାଥ 🙏🏼🙏🏼🙏🏼
@ForFunOnly111
@ForFunOnly111 Жыл бұрын
I don't understand odia language but it is Mahaprabhu's love that make me to love odia songs dedicated to Mahaprabhu ❤❤❤ Jay Jagannath ❤❤❤
@sikankumar7272
@sikankumar7272 11 ай бұрын
Jay shree jagannath 🙏🙏
@arunamohanty2986
@arunamohanty2986 11 ай бұрын
Thanks ❤🌹🙏for your feelings yes maha prabhu bhajan is best tears come from eyes jaya jagamnath🙏😘
@kajalsethikalusethi2304
@kajalsethikalusethi2304 11 ай бұрын
Thank you so much
@pankajinidas7178
@pankajinidas7178 10 ай бұрын
Our cultures maybe different but the heart and the emotions are same bro which connects us with each other🙏❤❤❤
@shivanshisahu8357
@shivanshisahu8357 10 ай бұрын
Jay jagrnath
@TheBijayalaxmiM
@TheBijayalaxmiM Жыл бұрын
No Words is sufficient to describe the feelings after watching this precious clips🥺🥺🥺 ମଣିମା ତୁମେ ହିଁ ସବୁକିଛି....... ସତରେ ଜଗା ରେ ତୋ କଳା ଅନ୍ଧାରରେ ମୋତେ ମିଶେଇ ଦେ.....🙏🙏🙏🙏🙏🙏🙏🙏🙏🙏 Many more Thank you to the Entire Team members❤️❤️ ଜୟ ଜଗନ୍ନାଥ ମହାପ୍ରଭୁ 🙌⚫‼️⚫🙌
@anilmangaraj2417
@anilmangaraj2417 Жыл бұрын
ଏ ଗୀତ ଶୁଣିଲେ 😭😭😭ମୋ ରୁମ ଟାଙ୍କୁରୀ ଉଠୁଛି ମହାବାହୁ 🙏🏻🙏🏻.. ଆଖିରେ ଲୁହ ଜକେଇ ଆସୁଛି...
Sourav Bharadwaj Hits odia Bhajan  / MO KALIA THAKURA
24:39
MO KALIA THAKURA
Рет қаралды 57 М.
Ful Video ☝🏻☝🏻☝🏻
1:01
Arkeolog
Рет қаралды 14 МЛН
Wednesday VS Enid: Who is The Best Mommy? #shorts
0:14
Troom Oki Toki
Рет қаралды 50 МЛН
Ful Video ☝🏻☝🏻☝🏻
1:01
Arkeolog
Рет қаралды 14 МЛН