Hey Jaga | Official Studio Version | Odia Jagannath Bhajan | Sourav Bharadwaj | Abhijit Tripathy

  Рет қаралды 4,368,472

AARIV MUSIC

AARIV MUSIC

Күн бұрын

Пікірлер: 2 000
@iamvinayjaiswal
@iamvinayjaiswal 8 ай бұрын
Actually i am from Uttar Pradesh & don't know this (Odia)language so i didn't understand even a single word but still this bhajan touched to my heart... Not only heart but my soul too...❤🪷🙏🏻Jai Jagannath 🙌🏻🌹🚩
@samirnayak7865
@samirnayak7865 8 ай бұрын
Where are you from
@iamvinayjaiswal
@iamvinayjaiswal 8 ай бұрын
@@samirnayak7865 Uttar Pradesh
@Jishnujr07
@Jishnujr07 8 ай бұрын
If you understand the song then you can't control your tears.
@rpk4794
@rpk4794 8 ай бұрын
it explains the lord and human activity
@iamvinayjaiswal
@iamvinayjaiswal 8 ай бұрын
@@samirnayak7865 I am from UP
@lifesjourney1281
@lifesjourney1281 8 ай бұрын
ବଡ଼ ଭାଇ ହେବ କି ସାନ ହେବ ଜାଣିନି କିନ୍ତୁ ଭାଇ ଏତିକି ଅନୁରୋଧ କରିବି ତୁମ କଣ୍ଠରେ ଏଭଳିଆ ଜଗନ୍ନାଥଙ୍କ ଭାବପୂର୍ଣ୍ଣ ଭଜନ ବହୁତ ସୁନ୍ଦର ଲାଗୁଚି। Please ଭାଇ ଏଭଳି ଭଜନ ଆଉ କିଛି ଗାଓ। ହୁଏତ ୧୦ ବର୍ଷ ପରେ ଜଗନ୍ନାଥଙ୍କ ଏଭଳି ଭାବପୂର୍ଣ୍ଣ ଭଜନ ଶୁଣିବାକୁ ମିଳିଲା
@bishnunarayanmahanta1971
@bishnunarayanmahanta1971 8 ай бұрын
Jibanare sarthaka hoegala song suniki
@RiteshSahoo-p8g
@RiteshSahoo-p8g 7 ай бұрын
😢😢😢😢😢😢😢😢😢😢😢😢😢😢
@Dhanulu503
@Dhanulu503 7 ай бұрын
😭😭😭😭😭🙏🙏🙏🙏
@Sahil-b4c
@Sahil-b4c 6 ай бұрын
🙌🙌🙌
@kapurasoren6392
@kapurasoren6392 6 ай бұрын
Yes
@RaikaOdiaChannel7867
@RaikaOdiaChannel7867 8 ай бұрын
ଗୀତ ମନ ଚୁହିଛି ଭାଇ ହେମିତି ଭଜନ ସବୁବେଳେ ଆଣିଲେ ବହୁତ କୁସି ଲାଗିଲା ଭାଇ
@bbarik
@bbarik 5 ай бұрын
ଭାଇ ତୁମ ଭାବଭରା ଭକ୍ତି ର ସ୍ୱର ସମସ୍ତଙ୍କ ହୃଦୟରେ ଭକ୍ତି ର ଭାବ ରେ ଭିଜେଇ ଦେଇଛି🙏 ଜୟ ଜଗନ୍ନାଥ 🙏
@somanathnayak5672
@somanathnayak5672 28 күн бұрын
😊❤
@sapankumar4109
@sapankumar4109 4 ай бұрын
ଯେତେ ଶୁଣିଲେବି ମନ ଭରୁନି। ସବୁଦିନ ସକାଳେ ସନ୍ଧ୍ୟା ରେ ଏହି ଗୀତ ଟି ନ ଶୁଣିଲେ ଭଲରେ ଦିନ କଟୁନି। Love you Bhai. ଜୟ ଜଗନ୍ନାଥ।
@KautukiSahu-sw8kc
@KautukiSahu-sw8kc 12 күн бұрын
@bhanupratapbehera649
@bhanupratapbehera649 8 ай бұрын
ଏ ଗୀତ ଟି ମୁ ଯେତେବେଳେ ବି ଶୁଣିଲି ମ ଆଖି ରୁ ଲୁହ ଆସିଲା ...ସତରେ ଏତେ ଭାବ ଏତେ ଭଲ ପାଇବା ଏ ଗୀତ ରେ ଅଛି କଣ ବା ଆଉ କହି ବି ଜଗା ରେ ଏମିତି ସମସ୍ତ ଙ୍କୁ ଘଣ୍ଟ ଘୋଡେଇ ରଖିଥା ...ଆଉ ହଁ ମୋର ସବୁଠରୁ ପ୍ରିୟ ଗୀତ ଟିଏ ...ଜୟ ଜଗନ୍ନାଥ
@bhagyashreevlog3187
@bhagyashreevlog3187 8 ай бұрын
ଗୀତ ଟି KZbinକୁ ଆସିବା ଦିନଠୁ ସବୁ ରାତିରେ ମୁଁ ଏ ଗୀତ କୁ ଶୁଣୁଛି ❤❤ଆଉ କାହିଁକି କେଜାଣି ଶୁଣିଲା ବେଳେ ଆଖିରୁ ଦୁଇ ଟୋପା ଲୁହ ଆସି ଯାଉଛି😢😢😢
@pravatkumarbehera3163
@pravatkumarbehera3163 8 ай бұрын
Eita perfect Katha kahila bhai
@rasmitabehera9170
@rasmitabehera9170 8 ай бұрын
Hey bro heart
@BapunJana-vs3np
@BapunJana-vs3np 8 ай бұрын
😅
@AkshyakumarNayak-cb1mu
@AkshyakumarNayak-cb1mu 8 ай бұрын
ସତ କଥା
@sankarpradhan6061
@sankarpradhan6061 8 ай бұрын
Qqqlpp​@@pravatkumarbehera3163
@BarsharaniRout-y1t
@BarsharaniRout-y1t 8 ай бұрын
ଯେତେ ଶୁଣିଲେ ବି ଆହୁରି ଶୁଣିବା କୁ ଇଚ୍ଛା ହଉଛି ❤❤
@1.03k-subscribeer
@1.03k-subscribeer 7 ай бұрын
😊👌🙆 store
@ss-yo8qv
@ss-yo8qv 7 ай бұрын
Thiki katha 😍 Jay Jagannath 🙏🙏🙏❤❤❤❤
@jaganbehera8152
@jaganbehera8152 5 ай бұрын
Uhh Ata maha bahu ra maya😊❤❤
@padmacharansuna6819
@padmacharansuna6819 4 ай бұрын
Ek dam sata katha ❤❤❤
@niharranjansinghrajput9624
@niharranjansinghrajput9624 4 ай бұрын
Jay Jagannath ❤️
@luvlyharika445
@luvlyharika445 5 ай бұрын
im a Christian girl but I hVE like lord Jagannath god but after listening this song again and again thousand times listening but its not enough for me . that words and every sentence of this songs totally breaks and overflow love towards to lord Jagannath and that wtritten and song singer that 2 person I’m thankfully and very beautiful song for this generation .........
@The_BELIEVER-18
@The_BELIEVER-18 Ай бұрын
You and your community are a shame for India's freedom fighters 😢.
@ramsesrcb2375
@ramsesrcb2375 18 күн бұрын
Moja❤😢😊 2:59
@PabitraswainRaja
@PabitraswainRaja 15 күн бұрын
Jay Jagannath ⭕‼️⭕🙏
@anuanuanuanu2190
@anuanuanuanu2190 13 күн бұрын
Jai jagannath ❤❤
@nrusingharout9414
@nrusingharout9414 5 ай бұрын
ଜୟ ଜଗନ୍ନାଥ 🙏 ଭାଇ ତମ କଣ୍ଠ ରେ ସ୍ଵଂୟ ଭଗବାନଙ୍କର ଆର୍ଶୀବାଦ ଅଛି ❤️ ଭଗବାନ ତମର ମଙ୍ଗଳ କରନ୍ତୁ ❤🙏👌👌
@BikashSahoo-w9n
@BikashSahoo-w9n 8 ай бұрын
ଭାଇ ଗୀତ ଟି ଏତେ ସୁନ୍ଦର ହେଇଛି ଯେତେ କହିଲେ କମ୍ Dil sa love you Bhai ♥️♥️♥️♥️♥️♥️♥️♥️
@sonalinmishra0961
@sonalinmishra0961 8 ай бұрын
ହେ ପ୍ରଭୁ ତୁମେ ନିରାକାର କିନ୍ତୁ ଆମକୁ ଆକାର ଦେଇଚ ଦିନେ ଏଇ ଆକାର ନେଇ ଆମକୁ ତମ ନିରାକାର ରେ ସ୍ଥାନ ଦିଅ। ଜୟ ଜଗନ୍ନାଥ ସ୍ଵାମୀ ସମସ୍ତ ଙ୍କୁ ଖୁସି ରେ ରଖନ୍ତୁ ଏତିକି ପ୍ରଭୁ ଜଗନ୍ନାଥ ପାଖରେ ବିନ୍ନତି ❤
@user-pi5ui7qu1x
@user-pi5ui7qu1x 6 ай бұрын
ମୁଁ ଖ୍ରୀଷ୍ଟିଆନ କିନ୍ତୁ, ଏଇ ଗୀତ ନସୁଣିଲେ ମୁଁ ରହି ପାରେନି କି ନିଦ ବି ଆସେନି ଶୁଣି କି ବହୁତ ଶାନ୍ତି ଲାଗେ। ଜୟ ଜଗନ୍ନାଥ 🙏🙏🙏
@kabirbarik9959
@kabirbarik9959 6 ай бұрын
Jay Jagannath
@ParkJimin-vt7su
@ParkJimin-vt7su 6 ай бұрын
I like you.
@sambitn5674
@sambitn5674 5 ай бұрын
Convert hoi bhul kala
@NarayanBaral-s1k
@NarayanBaral-s1k 5 ай бұрын
Love you bhai
@ashokkumapatra2382
@ashokkumapatra2382 5 ай бұрын
💯💯😇
@devakisatapathy8368
@devakisatapathy8368 3 ай бұрын
ବହୁତ୍ ସୁନ୍ଦର୍ ହେଇଛି ଲେଖା ଏମିତି ଭଜନ ଶୁଣିଲେ ଆଖିରୁ ଲୁହ ବି ଆସିଯାଏ ସବୁ ଦୁଃଖ ଭୁଲି ଯାଏ ମୁଁ ଜୟେ ଜଗନ୍ନାଥ୍
@SR__LOFI_SONG_909
@SR__LOFI_SONG_909 5 ай бұрын
ଏଇ ଗୀତକୁ ହୃଦୟ ସହ ଗାଈ ଥିବାରୁ ତୁମକୁ ଧନ୍ୟବାଦ୍ ଭାଇ ଜୟ ଜଗନ୍ନାଥ ⭕❗⭕
@bikashrout7539
@bikashrout7539 8 ай бұрын
କିଛି ଏମିତି ଜୀବନରେ ଦୁଃଖ କଷ୍ଟ ଥାଏ ନା କାହାକୁ କହିହୁଏ ନା ସହିହୁଏ ,କେବଳ ତୁ ହିଁ ବୁଝିଥାଉ କାହିଁକିନା ତୁ ମୋର ଭାବର ଠାକୁର ,ସେଥିପାଇଁ ମୁଁ ନିଜକୁ ତୋ ପାଖରେ ସମର୍ପିତ କରିଦେଇଛି ,ମୋ ଜିବନର ପ୍ରତିଟି ମୁହୂର୍ତ୍ତ ଏ ଗୀତର ମୁଖୁଡାରୁ ଶୁଣିବାକୁ ପାଇଲି ,ଲେଖା ,ସ୍ୱର , ତାଳ,ଅତ୍ୟନ୍ତ ହୃଦୟସ୍ପର୍ଶୀ ,
@rn9492
@rn9492 8 ай бұрын
🙏stay strong
@ANANTA0043
@ANANTA0043 7 ай бұрын
Thiki
@avayajena6254
@avayajena6254 7 ай бұрын
Jay Jagannath
@lekhulekhulekhideli4400
@lekhulekhulekhideli4400 7 ай бұрын
😊😊​@@rn9492
@manoramananda6168
@manoramananda6168 3 ай бұрын
Jay Jagannath
@bikashipriyadarshinirout9244
@bikashipriyadarshinirout9244 7 ай бұрын
ଚମତ୍କାର କଣ୍ଠ ସ୍ବର, ସ୍ବର ସଂଯୋଜନା, ଲିରିକ୍ସ ଏବଂ music ମଧ୍ୟ awesome।
@tanujamajhi2556
@tanujamajhi2556 8 ай бұрын
Laguchhi geeta ku sabudina jiban thiba Jaye sunuthanti...🥺🥺🥺🥺🥺🥹🥹🥹🥹🥹🥹 Kabi nka sabda sanjojana bahut Sundar heichhi ta sahita gayaka madhya khub sundar bhaba re gaichhanti...❤️❤️❤️❤️❤️.🙏🙏🙏
@abhaverma1416
@abhaverma1416 2 ай бұрын
समझ मे नही आता मगर पूरा भाव समझ आता है यह गाना एक भाव है 👌👌मै एक हफ्ते पहले पुरी से लौटी मुझे महसूश होता भगवान् मेरे साथ आये हैं और मुझे मन्दिर मे उनके दर्शन के समय के दृश्य की याद आती आँखे नम हो जाती हैं । ऐसे लगता वो मेरा असली घर है। from Lucknow UP
@vishalpandey5131
@vishalpandey5131 2 күн бұрын
आप सही कह रहे हैं, मुझे भी ऐसा ही लगता है 🙏🙏 अभी तो ओडिशा में नौकरी करता हूंमैं भी लखनऊ से हूँ मैं रोज सुनता हूं
@srabanakumarbehera9321
@srabanakumarbehera9321 4 ай бұрын
ମୋତେ କେଜାଣି କାହିଁକି ଏ ଗୀତ ଶୁଣିଲା ପରେ ଅଲଗା ଅନୁଭୂତି ଲାଗୁଛି ମୁ ଭଗବାନ କୁ ବିଶ୍ୱାସ କରେନି କର୍ମ କୁ ବିଶ୍ୱାସ କରେ କିନ୍ତୁ ଏ ଭଂଜନ ଶୁଣିଲା ପରେ କିଛି ତ ଗଟେ ଅଛି ❤❤❤❤❤
@Sahubabu661
@Sahubabu661 6 ай бұрын
ହେଁ ଜଗା ତୋ କଳା ଅନ୍ଧାର ରେ ମୋତେ ମିଶେଇ ଦେ 🥺🥺🥺🥺🥺🥺🥺
@sujitkumarjani4917
@sujitkumarjani4917 7 ай бұрын
100 ଥର ଶୁଣିଲା ପରେ ମନ ଭରୁ ନାହିଁ
@NarayanKhatua-fm2vr
@NarayanKhatua-fm2vr 6 ай бұрын
Right😢😢😢😢😢
@PrasadAchary-nl5go
@PrasadAchary-nl5go 6 ай бұрын
Sata❤
@PrasadAchary-nl5go
@PrasadAchary-nl5go 6 ай бұрын
@movetheworlddancestudio7166
@movetheworlddancestudio7166 5 ай бұрын
Thik kahila
@tapasbiswal932
@tapasbiswal932 4 ай бұрын
Right Bhai jete sunile bi mana bujhibani
@santoshkdas3777
@santoshkdas3777 6 ай бұрын
ଯେତେ ଶୁଣିଲେ ମନ ଭରୁନି ପୁଣି ଶୁଣିବାକୁ ଇଚ୍ଛା ହଉଛି❤❤❤❤ ଜୟ ଜଗନ୍ନାଥ 🙏🙏🙏🙏।
@santoshkdas3777
@santoshkdas3777 4 ай бұрын
Jay Jagannath 🙏
@SumiSundi-z6j
@SumiSundi-z6j Күн бұрын
Super song sourav bhai
@sabyasachipradhan7360
@sabyasachipradhan7360 5 ай бұрын
ଓଡ଼ିଆ ସଙ୍ଗୀତ ଭଜନକୁ ଏଭଳି ଲିରିସ ଦେଇଥିବାରୁ କୋଟି କୋଟି ଧନ୍ୟବାଦ । ମୁଁ ଜଣେ ଶ୍ରୋତା କେବଳ କିନ୍ତୁ ଭଲ ଲିରିସ ର ଗୀତ ଶୁଣିବା କଷ୍ଟ ହୋଇ ପଡୁଥିଲା ଯେବେ ଏ ଗୀତ ଶୁଣିଲି ଭାବିଲି ଆଜି ବି ଲୋକ ଅଛନ୍ତି ଏ ଓଡ଼ିଆ ଭାଷାକୁ ସମୃଦ୍ଧ କରିବା । ଏଭଳି ଗୀତ ଆହୁରି ତିଆରି ହେଉ ।
@saraswatimahapatra341
@saraswatimahapatra341 8 ай бұрын
God bless you beta Ete Sundar bhajan aau tuma swara sunibaku bahut badhia laguchi
@rashmiranjanparida4373
@rashmiranjanparida4373 8 ай бұрын
I got tears in my eyes when watching this video. Very heart touching songs. Prey to God lord jagannath bless to all. Jai jagannath.
@gabindajene2561
@gabindajene2561 7 ай бұрын
ଏଇ ଗୀତ ଶୁଣିଲେ ମୋ ଆଖିରେ ଲୁହ ଆସିଯାଇଛି ❤❤❤❤
@abhayadas8982
@abhayadas8982 5 ай бұрын
ଏହି ଗୀତ ଟି ଶୁଣିବା ପରେ ନିଜ ମନ ଭିତରେ ଜଗନ୍ନାଥ ପତି ଭଲ ପାଇବା ଓ ଆଖିରୁ ଲୁହ ଆସିଯାଇଛି ଜୟ ଜଗନ୍ନାଥ 🙏
@Pyrope_geoclass
@Pyrope_geoclass 5 ай бұрын
Bhai kya voice and Such a Outstanding Bhajan ❤️❤️❤️❤️ I m listening from Gujarat.. literally I have listened many time ..... ભાઈ ગજબ સોંગ છે . જય જગન્નાથ 🙏
@SagarBehera-v4w
@SagarBehera-v4w 5 ай бұрын
Bro not only you everyone
@monssonz
@monssonz 7 ай бұрын
After almost 20+ years long time listening to such beautiful Jagannath Bhajan. God Bless you for such a beautiful voice, soulful composition. Jai Jagannath
@chandrakantaroutchandrakan649
@chandrakantaroutchandrakan649 8 ай бұрын
Jaga ra fans like kara ❤
@swastiksquote7654
@swastiksquote7654 8 ай бұрын
What non sense jaga's fan😢 he is father of world hey prabhu🙏🙏🙏🙏jay jagannath
@Sahil-b4c
@Sahil-b4c 8 ай бұрын
Yes he is father of odisha 🙏🙏🙏 nonsense ediet
@Animapanda126
@Animapanda126 7 ай бұрын
Fan kn bhai Besi Bodhe patha padhei deichanti bapa maa Bhakt kuha. Dash kuha
@learnwithbini6060
@learnwithbini6060 5 ай бұрын
​@@swastiksquote7654yes jagannath for all
@learnwithbini6060
@learnwithbini6060 5 ай бұрын
​@@Sahil-b4cfather of whole world 🌍🌍
@payalchhotray4560
@payalchhotray4560 7 ай бұрын
ଜଗା ର କୃପା ସମସ୍ତଙ୍କ ଉପରେ ଏମିତି ସବୁବେଳେ ରହିଥାଉ। ଜୟ ଜଗନ୍ନାଥ ❤
@Vishakhasena3131
@Vishakhasena3131 6 ай бұрын
Bhagwan ji ka song koi bhi language me ho sun ke man ko santi bahut milta hai 😌🙏🏻
@manassamal3656
@manassamal3656 Ай бұрын
ଯେତେ ଶୁଣିଲ଼େ ବି ମନ ବାରମ୍ଵାର ଶୁଣିବାକୁ ବାଧ୍ୟ କରୁଛି... ହୃଦୟସ୍ପର୍ଶୀ ଗୀତ ଭାଇ...😢 ଆପଣଙ୍କ କଣ୍ଠରେ ମହାପ୍ରଭୁଙ୍କ ଗୀତ ବହୁତ ସୁନ୍ଦର ଲାଗୁଛି...😢
@singergoutamjally5347
@singergoutamjally5347 8 ай бұрын
ବହୁତ ସୁନ୍ଦର ସ୍ବର 🙏🙏🙏🙏🙏🙏ଶୁଣିବାକୁ ଶାନ୍ତି ଲାଗିଲା😢😢😢😢😢
@kumarbapi47
@kumarbapi47 7 ай бұрын
ଭାଇ ଗୀତ ଟା ପୁରା ହୃଦୟ ପର୍ଶି ହୋଇଛି। ଯେତେ ଶୁଣିଲେ ଭି ମନ ବୁଝୁନୀ, ରୂମୋ ଟାଙ୍କୁରି ଯାଉଛି
@AshokkumarAdhikari-og3ex
@AshokkumarAdhikari-og3ex 7 ай бұрын
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ ମେ🙏 ଅତି ସୁନ୍ଦର ଭାବ ଭକ୍ତି ପୂର୍ଣ୍ଣ ଭଜନ 👌👌👌🙏🙏🙏🙏🙏
@shibani149
@shibani149 8 күн бұрын
Best song in the universe ❤❤❤❤
@jyotirmayeeSingh-wi7qn
@jyotirmayeeSingh-wi7qn 5 ай бұрын
Ei gita ku sunile manare jete dukha kasta thiba sabu bhuli jiba❤🙏🥺🍃🌸💫
@PabitraswainRaja
@PabitraswainRaja Ай бұрын
😍
@satyajeet9596
@satyajeet9596 6 ай бұрын
ଜଗା ତୋ ପାଖରେ ମୋର ଏତିକି ଅଲି ତୋ ଭକ୍ତଙ୍କ ଅସୁବିଧା ସମୟରେ ତୁ ସାହାରା ହ, ତାଙ୍କୁ ସାହସ ଦେ, ତୁ ପରା ବଡ଼ ଠାକୁର ତୋ ପାଖରେ ମୋର ଏତିକି ଅଲି.
@rameshdash3608
@rameshdash3608 6 ай бұрын
ମୁଁ ଡେଲି ଏଇ ଗୀତଟିକୁ ସକାଳୁ ଉଠି ଶୁଣୁଛି 🙏❤️ ମନ ପରିବର୍ତ୍ତନ ହେଇଯାଉଛି,⭕‼️⭕🙏ଜୟ ଜଗନ୍ନାଥ🙏🙏🙏
@Asha.....321
@Asha.....321 7 ай бұрын
Jay jagannath swami..... Nayan pathagami bhava tume..... ❤🙏
@prabinsurin6633
@prabinsurin6633 5 ай бұрын
I got relaxed, goosebumps जय जागरनाथ प्रभु 🙏🏼
@SantoshDas-rj3gx
@SantoshDas-rj3gx 5 ай бұрын
ହେ ଜଗା ତୁ ସବୁ ଦେଖୁଚୁ ହେଲେ କିଛି କହୁନୁ..............😢ମୋହାତରୁ ଆୟୁଷ ତୋ ହାତରେ ପୋଛି ଦେ ବହୁତ ମନକୁ ଛୁଇଁଲା
@sailendrisahu6171
@sailendrisahu6171 8 ай бұрын
One one word from this lyrics give another level of imotional vibes
@MamuniBarik-jq2hf
@MamuniBarik-jq2hf 8 ай бұрын
Heart touching this song ❤️❤️❤️❤️❤️ awesome voice 💗💞 awesome lyrics 💞💞💞💞 Jay jagannath prabhu ❤❤🥺🥺🥺🥺🥺🥺🥺🥺🥺a lot of emotions 🥺🥺🥺🥺
@dashpapu7582
@dashpapu7582 7 ай бұрын
Jay jagannath 🙏🙏🚩🚩. Prabhu nkara ate sundara Bhajan odisha basi nka pakhare present karithibaru apananku bahut bahut dhanyawad au abhinandan❤❤, so sweet n beautiful lines.....🙏🙏
@utkalbharati1535
@utkalbharati1535 4 ай бұрын
I have no words to express my feelings to this song...for the singer I am completely speechless but we won't ignore the writer...he used the words for lord Jagannath which are direct touch our heart ... thanks a lot to all
@ranjitadabar2755
@ranjitadabar2755 17 сағат бұрын
Super bro 👍👍👍
@Gayatrimandal479
@Gayatrimandal479 7 ай бұрын
Being Hindu, felling proud in our culture Jai jagannath
@Sahubabu661
@Sahubabu661 6 ай бұрын
ଏ ଭଜନ ମୋ ହୃଦୟ କୁ ଛୁଇ ଗଲା 🥺🥺🥺🥺🥺
@sadhanaNayak-uk5wx
@sadhanaNayak-uk5wx 8 ай бұрын
How can someone ignore this voice and this song 🥺❤️
@addishortvdo6124
@addishortvdo6124 8 күн бұрын
ଯେତେ ଶୁଣିଲେ ମଧ୍ୟ ମନ ବୁଝୁନି ଆହୁରି ଶୁଣିବାକୁ ଇଛା ହେଉଛି 😭😭😭🙏🙏🙏🙏
@swagatikasagaratanaya9335
@swagatikasagaratanaya9335 5 ай бұрын
It's the true feeling of every odia. It's not a song but an emotion. Hey Jaga to kala andharare mate misei de. Jay Jagannath prabhu🙏🙏🙏🙏
@SunilKBarik
@SunilKBarik 6 ай бұрын
Bahut bahut sundar.... Tremendous respect for the singer for pouring out his heart.....this is a bhajan for the ages 🙏
@sanjaymallick4161
@sanjaymallick4161 6 ай бұрын
ସଂଗୀତ ଟି ଏତେ ମଧୁର ଆଉ ଲୋଭ ମୋୟ କରିଦେଉଛି j ଆଖିର ଲୁହ ନ ଝରି ରହି ହଉନି 😢 ଅତି ସୁନ୍ଦର ଗୀତ ଟି ❤
@debashis4808
@debashis4808 7 ай бұрын
ସତରେ ଏ ଗୀତରେ କି ଯାଦୁ ଅଛି ଆଖିରୁ ଆପେ ଆପେ ଲୁହ ଚାଲିଆସୁଛି 😞
@OperationTheatreSKR
@OperationTheatreSKR 3 ай бұрын
Jab Pehelibar Suna Subah 4:30 Toh Mujhe Dil Ko Chua Tha ... Release Ke 2 Din Ki Baat. Aaj Bhi Sun Raha Hoon Baise Hi Feel Aa Raha Jab Pehli Baar Suna Tha . Jay Jagannath
@odiamedicalguru
@odiamedicalguru 5 ай бұрын
Hey pravu..... Samasta nku valare rakhithao..
@Nilusahu-u4b
@Nilusahu-u4b 7 ай бұрын
ବହୁତ ସୁନ୍ଦର ଗୀତ ହେଇଛି ଜାଗା ପାଇଁ 👌🏻🚩🥰❣️♥️💕💝🙏🏻🙏🏻🙏🏻🙏🏻🙏🏻
@animasahu3630
@animasahu3630 8 ай бұрын
This song has a lot of emotions....😢 Jai Jagannath 🙏❤
@satyajitbaral9721
@satyajitbaral9721 6 ай бұрын
𝓨𝓴𝓱𝓭𝓳𝓯𝓫𝓻𝓭𝓫🎉❤❤❤
@sanjunaik2152
@sanjunaik2152 8 ай бұрын
Bhut bhala lagila mo student mane bahut khusi hela ❤ sir I like u jay jaganatha 🙏
@bijendrabiswal8993
@bijendrabiswal8993 2 ай бұрын
ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି ଗୀତ ଟି. ଯେତେ ଶୁଣିଲେ ବି ବାରମ୍ବାର ଶୁଣିବାକୁ ଇଛା ହଉଚି... ଜୟ ଜଗନ୍ନାଥ 🙏🏼..
@SucharitaBehera-lp7qm
@SucharitaBehera-lp7qm Ай бұрын
ଆପଣଙ୍କ କଣ୍ଠ ସ୍ୱର ସହ ଗାୟନ ଶୈଳୀ ବହୁତ ସୁନ୍ଦର.... ଭଗବାନ ଆପଣଙ୍କୁ ସର୍ବଦା ସହାୟ ହୁଅନ୍ତୁ..ଜୟ ଜଗନ୍ନାଥ... 🙏
@Indianarmylover1-m4u
@Indianarmylover1-m4u 8 ай бұрын
ଏହି ଗୀତ ଟି ଶୁଣିଲା ବେଳେ ମୋ ଲୋମ ଟାଙ୍କୁରି ଉଠୁ ଥିଲା । ଏହି ଗୀତ ଟି ମୋ ହୃଦୟ କୁ ସ୍ପର୍ଶ କରି ଯାଇଛି । ଜୟ ଜଗନ୍ନାଥ 🙏🏻🙏🏻🙏🏻 ⭕‼️⭕
@manasmitaparida63
@manasmitaparida63 8 ай бұрын
Khub sundor , ଜୟ ଜଗନ୍ନାଥ 🙏
@rojalididi764
@rojalididi764 7 ай бұрын
I heartly loved this song Thanks to singer,writer and music composer.
@manishasahoo4523
@manishasahoo4523 4 ай бұрын
Bahut sundar vajan suniki man re Bahut shanti miduchi Jai jagaanath swami ❤❤❤
@BibhuBibhu-f9t
@BibhuBibhu-f9t 19 күн бұрын
Hlw mein Delhi se hun mein UPSC ke liye prepare ho raha hoon...😊 ye song sun kar mujhe motivation ata hai... I love odia bhajan....🙏
@itz._.sweety__
@itz._.sweety__ 8 ай бұрын
Hey jaga !! 🥺 Ur presence matters in my life 💗🫂😭
@rocksamrat8911
@rocksamrat8911 8 ай бұрын
Tuma team ku dhanyabad sundara bhajanate odisha basinku bheti deithibaru Jay Jagannath
@pramilapatra8572
@pramilapatra8572 6 ай бұрын
Ei song ta sabubele sunibaku ichha but kahniki mu janini😊🤔😊ei song re emiti Kan achhi je jebe mu ei song sunuchhi mote kemiti gote feel hauchhi
@subratdash3664
@subratdash3664 Ай бұрын
ଖୁବ୍ ସୁନ୍ଦର୍ ସଙ୍ଗୀତ ସଂଯୋଜନା ❤ ସୁନ୍ଦର୍ ଲେଖା ଓ ତୁମ କଣ୍ଠ ❤ thank you all team members ❤
@RamaAtri
@RamaAtri Ай бұрын
Silu bibhu ji aapne bht bht pyaari lines likhi hai full feelings full feelings amazing line amazing feelings aur uspe itni pyaari singer ki awaz full cotroled voice amazing bhajan thank you so much hume itni pyaari bhajan mili aaplogo ke karan god bless you all
@soumyaranjandas678
@soumyaranjandas678 8 ай бұрын
ଜୟ ଜଗନ୍ନାଥ ମହାପ୍ରଭୁ 🙏🏽❤️🌼 ମହାବାହୁ 🪷
@bikeshkantapatra6660
@bikeshkantapatra6660 7 ай бұрын
ବହୁତ ସୁନ୍ଦର ଗୀତ, ଜୟ ଜଗନ୍ନାଥ 🙏🙏🙏🙏🙏🙏🙏
@priya8116
@priya8116 8 ай бұрын
1:30 time thhu song ta pura heart touching 😢
@jagabandhusahu2176
@jagabandhusahu2176 5 ай бұрын
Sourav Bhardwaj "The Emotional Singer of Lord Jagannath 🙏🏻😍👌🎶".. ବହୁତ ସୁନ୍ଦର ଭଜନ ଭାଈ🙌🥰 ଜୟ ଜଗନ୍ନାଥ 🙏🏻🎉
@anilsahoo243
@anilsahoo243 Ай бұрын
ପ୍ରତିଦିନ ସକାଳେ ମୁଁ ଏଇ ଗୀତ ଟି ଶୁଣିକି ବେଡ୍ ରୁ ଉଠେ ହୃଦୟକୁ ଛୁଇଁ ଯାଉଛି ମୋ ଜଗନ୍ନାଥଙ୍କ ଗୀତ ଟି ଜୟ ଜଗନ୍ନାଥ 🙏🚩
@sanjuktapanda4191
@sanjuktapanda4191 8 ай бұрын
Bahut sundar
@prakrutiranibarik2006
@prakrutiranibarik2006 8 ай бұрын
❤🎉Hey Jagannatha🎉❤
@Swatesh_raj123
@Swatesh_raj123 8 ай бұрын
ଜୟ ଜଗନ୍ନାଥ ❤❤
@nityanandamajhi1283
@nityanandamajhi1283 2 ай бұрын
Jay Jagannath 🎉❤
@chandrikatandi634
@chandrikatandi634 4 ай бұрын
Dadaa.... Tmar e song ra lagi bali mor jen bhagwaan nkr prati astha ta au tk badhi jauchhe ❤.... Pura song ta pravunkr adke Tani nauchhe 🙏😢❤❤❤
@sachinpradhan7498
@sachinpradhan7498 8 ай бұрын
ଜୟ ଜଗନ୍ନାଥ 🙏🙏🙏
@dharmendrasahoo5672
@dharmendrasahoo5672 6 ай бұрын
Jay jagannath Swami Nayana pathabgami bhava tume🙏🙏🙏🙏🌸🌸❤️❤️❤️❤️🥺🥺🌸🌸🌸
@ManasiDehuri-m1b
@ManasiDehuri-m1b 7 ай бұрын
Jay jagannath hey pravu kebe dori lagiba Ta pakhaku jibaku
@ashokkumardas2918
@ashokkumardas2918 3 ай бұрын
ଅତି ସୁନ୍ଦର ଗୀତ ଓ ସ୍ୱର ସଂଗୀତ ଏଇ ଗୀତ ମଝିରେ ମୁଁ ଶ୍ରୀଜଗନ୍ନାଥଙ୍କୁ ସବୁବେଳେ ଅନୁଭବ କରୁଛି 🙏🙏
@bmfilmsstudio_bijayamishra
@bmfilmsstudio_bijayamishra 4 ай бұрын
Wahhh ଗୀତ ଟା ଆତ୍ମା କୁ ସ୍ପର୍ଶ କଲା ଆଉ ମନ କୁ ଶାନ୍ତି ମିଳିଲା ❤❤ ⭕‼️⭕ ଜୟ ଜଗନ୍ନାଥ
@devadeva777
@devadeva777 8 ай бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
@ceylondark7t131
@ceylondark7t131 8 ай бұрын
🙏🏻It's Touch Everyone's Heart ❤️
@singergoutamjally5347
@singergoutamjally5347 8 ай бұрын
ଜୟ 🙏🙏🙏🙏🙏🙏 ଜଗନ୍ନାଥ
@Sgitanjalii5566
@Sgitanjalii5566 5 күн бұрын
Jai Jagannath 🙏🏻 prabhu dunia ru kasta ku hi dureidio bass bhakta hi sata Bhai this song ❤....omg kandei dauchi
@Tradehacker1019
@Tradehacker1019 20 сағат бұрын
Its a masterpiece to represent the feelings of every odia's emotion toward our lord jaggannath 🙏🙏🙏
@Baishnavimohanty4792
@Baishnavimohanty4792 6 ай бұрын
So sad song 🎵 🙏🙏🙏😞😭🥺
@gurudeba985
@gurudeba985 26 күн бұрын
Fifskf❤vvkg
@TikiliChandanMarndi
@TikiliChandanMarndi 5 ай бұрын
ଗୀତ ଶୁଣି ଆଖି ବନ୍ଦ କଲେ ଜଗା ଦିଶୁଛି ❤
@mickykumar6654
@mickykumar6654 5 ай бұрын
ହେ ଜାଗା ତୁ ହି ଅମୋ ସହା ଭରସା । ସହମୋ ଜୀବନ ର ଏଇ ଭଳି ଗୀତ ମୁଁ ଶୁଣି କି ନିଜ କୁ ମୁ ବହୁତ୍ ଗର୍ବ ଅନୁଭବ କରୁଛି really i love this song ।
@ansumandas9700
@ansumandas9700 5 ай бұрын
What a beautiful voice Saurav bhai❤. Music directors should give him chances more and more❤❤.
@shardasharma4874
@shardasharma4874 5 ай бұрын
Feel blessed to be a part of such a culture....proud to be an odia ❤