Рет қаралды 40,138
#ନବୀନ_ଜାଣିନଥିଲେ_ସେ_ହିଞ୍ଜିଳି_ବିଧାୟକ
ନବୀନ ପଟ୍ଟନାୟକ କିଭଳି ଏକଦା ନିଜକୁ ହିଂଜିଳିର ବିଧାୟକ ବୋଲି ଜାଣିପାରିନଥିଲେ ସେ କଥାକୁ ରୋଚକ ଢ଼ଙ୍ଗରେ ଲେଖିଛନ୍ତି ପୂର୍ବତନ ପୋଲିସ୍ ଡିଜିପି ପ୍ରକାଶ ମିଶ୍ର। ନିକଟରେ ପ୍ରକାଶ ପାଇଥିବା ତାଙ୍କ ହାସ୍ୟ ଓ ବ୍ୟଙ୍ଗ ଶୈଳୀର ଆତ୍ମଜୀବୀନୀ `Comedy in Khakee’ରେ ନବୀନଙ୍କ ନାଁ ନନେଇ ତାର ଆମୋଦଦାୟକ ଅବତାରଣା କରିଛନ୍ତି ପ୍ରକାଶ। ପୂର୍ବରୁ ସାଙ୍ଗସାଥୀ, ମଦ୍ୟ ଓ ଧୂମପାନରେ ଅଭ୍ୟସ୍ତ ଥିବା ନବୀନ ହଠାତ୍ ରାଜନେତା ହୋଇଯିବା ପରେ ଅଦଭୁତ ଘଟଣା ସବୁ ଦେଖିବାକୁ ମିଳିଥିଲା | ହିଞ୍ଜିଳିରେ ନବୀନ କୁଆଡ଼େ କହିଲେ- ଏମଏଲଏ କୋ ବୁଲାଓ! | Ex-DGP's Book 'Comedy in Khaki' | Naveen Patnaik | Odisha Reporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #policedg #comedyinkhakee #Bhubaneswar #odisha #OdishaReporter #policedg #comedyinkhakee #Bhubaneswar #odisha #OdishaReporter