ଠିକା ନିଯୁକ୍ତି ପଛର ସତ! | Odisha Reporter

  Рет қаралды 89,035

Odisha Reporter

Odisha Reporter

Күн бұрын

Пікірлер: 825
@m.d1348
@m.d1348 3 жыл бұрын
ସତ୍ୟ ସବୁବେଳେ ସତ୍ୟ କଥା କୁହନ୍ତି ସେଥି ପାଇଁ ମୋତେସବୁବେଳେ ବହୁତ୍ ଭଲ ଲାଗନ୍ତି
@talktimewebseries9073
@talktimewebseries9073 3 жыл бұрын
ଆମ ଭାରତ ଏକ ସୁନାର ଚଢ଼େଇ ଆଉ ଓଡ଼ିଶା ଖଣିଜ ପଦାର୍ଥରେ ଭରପୁର, ହେଲେ ଓଡ଼ିଶା ଆଜି ପଛୁଆ ରାଜ୍ୟ ରେ ଗଣା କିଛି ତଥ୍ୟ ଏହି ଟକ୍ ଟାଇମ୍ ଚ୍ୟାନେଲର ୫ମ ଅଧ୍ୟାୟରେ ଅଛି, ଦେଖିବେ ଆଉ ମତାମତ ଦେବେ
@nayankumarmohanty3977
@nayankumarmohanty3977 3 жыл бұрын
Sarkaar ki kurshi sabse vadi hey crime and criminals politics 🍌
@itspabitracreation4130
@itspabitracreation4130 Жыл бұрын
Mate bi
@mognaamonaaa1491
@mognaamonaaa1491 3 жыл бұрын
ଚୁକ୍ତି ଭିତିକ କର୍ମଚାରୀ ନିଯୁକ୍ତି ରେ ନବୀନ no1
@bikrampatra7501
@bikrampatra7501 3 жыл бұрын
👍..
@mks2640
@mks2640 3 жыл бұрын
Bala na gate block re jane tahasildar semanka recurment prati barasaane avrg 250-300 asuchi hele civil engineering post 3-5 year thore asuchi . Kuha bhai kn pain
@debasishdash1240
@debasishdash1240 3 жыл бұрын
Job nuhe goti bhai
@simapradhan6437
@simapradhan6437 3 жыл бұрын
ପ୍ରକୃତ କଥା ସତ ଜନତା ମୂର୍ଖ BJD କୁ ବୋଟ ଦେଉଛନ୍ତି ।
@talktimewebseries9073
@talktimewebseries9073 3 жыл бұрын
ଆମ ଭାରତ ଏକ ସୁନାର ଚଢ଼େଇ ଆଉ ଓଡ଼ିଶା ଖଣିଜ ପଦାର୍ଥରେ ଭରପୁର, ହେଲେ ଓଡ଼ିଶା ଆଜି ପଛୁଆ ରାଜ୍ୟ ରେ ଗଣା କିଛି ତଥ୍ୟ ଏହି ଟକ୍ ଟାଇମ୍ ଚ୍ୟାନେଲର ୫ମ ଅଧ୍ୟାୟରେ ଅଛି, ଦେଖିବେ ଆଉ ମତାମତ ଦେବେ
@ashishpadhan2095
@ashishpadhan2095 3 жыл бұрын
BJD BJP both are same
@irajena971
@irajena971 3 жыл бұрын
Bada Jali Dala
@niranjannayak7271
@niranjannayak7271 3 жыл бұрын
Magana chaula govt ta bapa gharu ani dauchi so taku loke vote dauchanti
@factolovers1457
@factolovers1457 3 жыл бұрын
1. 2013 ରେ Contractual Appointment Rule ଆଣିବାର ଆବଶ୍ୟକତା କଣ ଥିଲା ? ଯେତେବେଳେକି ରାଜ୍ୟରେ ଲକ୍ଷ ଲକ୍ଷ post ଖାଲିପଡିଛି? 2. ଯଦି Contractual Appointment Rule-2013 ଆସିଲା ଏଥିରେ Gr A ଓ Gr B (କିଛି ବିଭାଗକୁ) ବାଦ ଦିଆଗଲା କାହିଁକି ବାଦ ଦିଆଗଲା। 3. Contractual Appointment Rule-2013 ଟି ଜାନୁଆରୀ 17 ରେ Gazette notification ହୋଇଥିଲା ଯେଉଁଥିରେ ଲେଖା ହୋଇଥିଲା କି ସମସ୍ତ Gr B ଓ Gr C କର୍ମଚାରୀ ମାନେ contractual posting ପାଇବେ କିନ୍ତୁ ତା ପରମାସ ଅର୍ଥାତ 15 ଫେବ୍ରୁଆରି 2014 ରେ ଆଉଗୋଟେ Gazette notification ଆସିଲା ଯେଉଁଥିରେ କି Asst. Section Officer, Secretariat, Governor's Secretariat, Odisha Legislative Assembly ଏବଂ Asst. Law Officer, Law Dept. And Other Dept. କୁ Contractual Appointment Rule-2013 ରୁ ବାଦ କରାଗଲା। ଏହାର କାରଣ କଣ ? ସେ ସବୁ ବିଭାଗକୁ କଣ ରାଜ୍ୟ ସରକାର ଡରୁଛନ୍ତି କି? 4. ସପ୍ତମ ବେତନ କମିଶନ ରେ ଏହି contractual employee ମାନଙ୍କୁ ଗୋଟେ ଆନୁମାନିକ 25% ଦରମା ବଢ଼େଇଦେଲେ ଯାହାକି ସମ୍ପୁର୍ଣ୍ଣ ଭୁଲ ଅଟେ କାରଣ Contractual Appointment Rule-2013 ରେ ସ୍ପଷ୍ଟ ଭାବରେ ଲେଖା ହୋଇଛି ଯେ ଏହିଶ୍ରେଣୀର କର୍ମଚାରୀ ମାନେ ଷଷ୍ଠ ବେତନ ଅନୁଯାଇ Basic Pay + Grade Pay ପାଇବେ, ଯେହେତୁ 7th Pay ରେ Grade Pay system ଉଠିଗଲା ତେବେ ସେମାନଙ୍କୁ 7th Pay ରେ କେବଳ besic pay ଦବା କଥା କିନ୍ତୁ ତାହାନକରି ଗୋଟେ ମନଇଚ୍ଛା 25% ଦରମା ବଢାଇବା କେତେଦୁର ଯୁକ୍ତିଯୁକ୍ତ? 👉5. ନୂତନ ଶ୍ରମ ନିୟମ ଅନୁଯାୟୀ ଜଣେ କୁଶଳୀ ଶ୍ରମିକକୁ ଦିନକୁ ପାରିଶ୍ରମିକ ହିସାବରେ 461 ଟଙ୍କା ମିଳିବା ପାଇଁ ରାଜ୍ୟ ସରକାର ନିୟମ କଲେ ସେ ହିସାବରେ ଜଣେ ଶ୍ରମିକ ମାସକୁ 13,830 ଟଙ୍କା ରୋଜଗାର କରୁଥିବା ବେଳେ ଜଣେ Group C ଚୁକ୍ତିଭିତ୍ତିକ କର୍ମଚାରୀ ଟେ 8880 ଟଙ୍କା ବେତନ ପାଉଛି ସେ କଣ ଗୋଟେ ଶ୍ରମିକ ଠାରୁ ବି ହିନ? ଏପରିକି ଜଣେ ଅନକୁସଳି ଶ୍ରମିକ 311 ଟଙ୍କା ଦୈନିକ ହିସାବରେ 9330 ଟଙ୍କା ରୋଜଗାର କରୁଛି? 👉6. ଜଣେ ଅବିଭାବକ ତାର ପିଲାମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାଠପଢାଉଛି କଣ ଜଣେ ଶ୍ରମିକଠାରୁ କମ ଦରମା ପାଇବା ପାଇଁ? ଗୋଟେ କଥା ଭାବିବା ଦରକାର ଆଜିକା ସମୟରେ ଯେପରି ଦରଦାମ ବଢୁଛି ଜଣେ ଚୁକ୍ତିଭିତ୍ତିକ କର୍ମଚାରୀଟେ ମାତ୍ର 8000 ଟଙ୍କା ବେତନ ରେ ତାର ପାରିବାର ପ୍ରତିପୋଷଣ କିପରି କରିବ? ( 8000 ଟଙ୍କା ଦରମାରେ ଜଣେ ଭୁବନେଶ୍ୱର ଭଳି ମହାନଗର ଏବଂ ସଦର ମହକମାରେ ଘରଭଡା ନେଇ ରହିବା ଓ family ଚଳାଇବାରେ example ଦେଇପାରିବେ) 👉7. ଏହା ସାଙ୍ଗକୁ ଅନ୍ୟ ଏକ ଘୃଣ୍ୟ ପ୍ରଥା ହିସାବରେ ଏହି 6 ବର୍ଷ contractual period କୁ service period ହିସାବରେ count କରାଯାଉନାହିଁ। ଏହି ପରିପ୍ରେକ୍ଷୀରେ କହିବା ପାଇଁ ଚାହୁଁଚି ଯେ ଜଣେ କର୍ମଚାରୀ ଯଦି 6 ବର୍ଷ contractual period ରେ ଯଦି କିଛି ଭୁଲ କରୁଛି ତେବେ ଆଇନ ଅନୁଯାୟୀ ଦଣ୍ଡ ବିଧାନ ହେଉଛି କିନ୍ତୁ ସେ ଯେତେବେଳେ ଭଲ କାମ କରୁଛି ସେ ସମୟକୁ ବିଚାରକୁ ନିଆଯାଉନାହିଁ,ଏହା କି ପ୍ରକରର ନୀତି? 6 ବର୍ଷ କୁ ମୁଳ ଚାକିରୀରେ ଯୋଗ କରାଯାଉ ନାହିଁ । 👉8. ନିଯୁକ୍ତିରେ ସ୍ୱଚ୍ଛତା ଆଣିବା ପାଇଁ ସମସ୍ତ Group B, C ଓ D appointment OSSC ଦ୍ୱାରା ହବାର ନିୟମ ଥିଲେ ମଧ୍ୟ ଏବେ ଚଞ୍ଚକତା କରି Home Dept. ର ପୋଲିସ ନିଯୁକ୍ତି ନିଜ dept. ବୋଲି advancement ବାହାର କରିଛି। ପୋଲିସ ବିଭାଗ କହିବା କଥା OSSC ନିଯୁକ୍ତି ଦେବାରେ ବହୁ ବିଳମ୍ବ ( ୫ ରୁ 6 ବର୍ଷ) କରୁଥିବାରୁ ପୋଲିସ ନିଯୁକ୍ତି ନିଜ ଅଧିନକୁ ଆଣିଛନ୍ତୁ କିନ୍ତୁ ପୋଲିସ ନିଯୁକ୍ତିକୁ ଛାଡିଦେଲେ ଅନ୍ୟ ବିଭାଗ ନିଯୁକ୍ତି କଣ ପାଇଁ ଏତେ ବିଳମ୍ବ କରା ଯାଉଛି ତାହା ସହ ୬ ବର୍ଷ ଚୁକ୍ତିଭିତିକ । #Abolish_Odisha_Contractual_AppointmentRule_2013 #EqualPayForEqualWork_Odisha
@suraj.newtech
@suraj.newtech 3 жыл бұрын
Detailed elaboration, Thank you
@funnyy9120
@funnyy9120 3 жыл бұрын
Thik kahichhnati sir
@niranjannayak7271
@niranjannayak7271 3 жыл бұрын
Bala govt
@manaspati3191
@manaspati3191 3 жыл бұрын
Da Tamar number ta
@trendyterrace4978
@trendyterrace4978 3 жыл бұрын
ସତ୍ୟ ପ୍ରକାଶ ସାର ଆପଣ ଏକ ନିଛକ ସତ୍ୟ ପ୍ରକାଶ କରିଛନ୍ତି ଏହା ଏକ ଗୁରୁତ୍ୱପୂର୍ଣ୍ଣ ସମ୍ବେଦନ ସିଳ କଥା 💐 ଧନ୍ୟବାଦ ସାର
@nayakpintu9787
@nayakpintu9787 3 жыл бұрын
MLA mananku contractual ( thika) karidia. & Govt servant mananku regular Salary dia..& salute to satyaprakash 👍👍👍
@bikrampatra7501
@bikrampatra7501 3 жыл бұрын
👏 👍..
@santanusahu8814
@santanusahu8814 3 жыл бұрын
Sir , you are hundred percent correct.
@talktimewebseries9073
@talktimewebseries9073 3 жыл бұрын
ଆମ ଭାରତ ଏକ ସୁନାର ଚଢ଼େଇ ଆଉ ଓଡ଼ିଶା ଖଣିଜ ପଦାର୍ଥରେ ଭରପୁର, ହେଲେ ଓଡ଼ିଶା ଆଜି ପଛୁଆ ରାଜ୍ୟ ରେ ଗଣା କିଛି ତଥ୍ୟ ଏହି ଟକ୍ ଟାଇମ୍ ଚ୍ୟାନେଲର ୫ମ ଅଧ୍ୟାୟରେ ଅଛି, ଦେଖିବେ ଆଉ ମତାମତ ଦେବେ
@tarasbabu430
@tarasbabu430 3 жыл бұрын
ଠିକ୍ କଥା...Contractual requirements ଓଡିଶା ରୁ ବନ୍ଦ କରାଯାଉ...ପିଲାଙ୍କ ପାଇଁ ଲଢୁଥିବା ରୁ....CONGRESS ଜିନ୍ଦାବାଦ୍
@ranjitsahu1400
@ranjitsahu1400 3 жыл бұрын
100% right Bjd 100% courpted poltical party in all over world
@talktimewebseries9073
@talktimewebseries9073 3 жыл бұрын
ଆମ ଭାରତ ଏକ ସୁନାର ଚଢ଼େଇ ଆଉ ଓଡ଼ିଶା ଖଣିଜ ପଦାର୍ଥରେ ଭରପୁର, ହେଲେ ଓଡ଼ିଶା ଆଜି ପଛୁଆ ରାଜ୍ୟ ରେ ଗଣା କିଛି ତଥ୍ୟ ଏହି ଟକ୍ ଟାଇମ୍ ଚ୍ୟାନେଲର ୫ମ ଅଧ୍ୟାୟରେ ଅଛି, ଦେଖିବେ ଆଉ ମତାମତ ଦେବେ
@rtseries1346
@rtseries1346 3 жыл бұрын
ଆପଣ ସବୁ କଥା ଠିକ୍ କହୁଛନ୍ତି... ହେଲେ ସରକାର ସବୁ କାମ ବୁଝି ସୁଝି ହିଁ କରୁଛନ୍ତି... ୨୧ ବର୍ଷ ପୁରିଲା ତଥାପି ଆମ ଓଡ଼ିଶା ଲୋକ ବୁଝି ପାରୁନାହାନ୍ତି... ସେଇଥିପାଇଁ ତ BJD କୁ ହିଁ ଭୋଟ୍ ଦେଉଛନ୍ତି...।
@debasishnayak464
@debasishnayak464 3 жыл бұрын
Thanks Satya babu for raising voice against this henious contractual system.
@skjr24
@skjr24 3 жыл бұрын
ବହୁତ ବହୁତ ଧନ୍ୟବାଦ Sir... ସରକାରଙ୍କ ପୋଲ ଜନସାଧାରଣଙ୍କୁ ଅବଗତ କରଇବାରୁ... 🙏🙏🙏
@s.pmohanty981
@s.pmohanty981 3 жыл бұрын
ସତ୍ୟ ବାବୁ ଏ କଥା ସବୁ ଓଡ଼ିଶା ବାସି ଭାବିଥିଲେ ଆଜି ର ଓଡ଼ିଶା ସୁନା ର ଓଡ଼ିଶା ହୋଇ ସାରନ୍ତାଣି. ଓଡିଶା ବାସି କରିଥିବା ପାପ ର ଫଳ ଆମେ ଦାଦନ ଖଟି ପ୍ରାୟଶ୍ଚିତ କରୁଛୁ. ଏବେ ବି ସମୟ ଅଛି ମୋ ଓଡିଶା ବାସି ସୁଧୁରି ଯାଆ.
@barihacreation5070
@barihacreation5070 3 жыл бұрын
ନେତା,ମନ୍ତ୍ରୀ ମାନଙ୍କୁ ମଧ୍ୟ ଚୁକ୍ତିଭିତ୍ତିକ କରିଦିଆଯାଉ। ଭଲ କାମ କଲେ ଦରମା ଦିଆଯାଉ ନହେଲେ ପଦବୀ ରୁ ହଟା ଯାଉ।
@susmitabehera6571
@susmitabehera6571 3 жыл бұрын
Right👍
@anshumannanda7505
@anshumannanda7505 3 жыл бұрын
The government should end the Contractual system because it is the only cause of Corruption
@ashishkumartripathy8471
@ashishkumartripathy8471 3 жыл бұрын
You r inborn daring hero..keep fighting...
@alokswain8247
@alokswain8247 3 жыл бұрын
ସମସ୍ତ ଙ୍କ ଅନ୍ତରର ବେଦନା କୁ ଆପଣ ବାଖାନିଛନ୍ତି ବହୁତ୍ ବହୁତ୍ ଧନ୍ୟବାଦ୍
@swamivivek3831
@swamivivek3831 3 жыл бұрын
ସମ୍ପୂର୍ଣ୍ଣ ସତ କଥା ସତ୍ୟ ଭାଇ
@biswaranjansahoo1974
@biswaranjansahoo1974 3 жыл бұрын
Bahuti val vabare explain karichhanti.
@deviprasannakanungo193
@deviprasannakanungo193 3 жыл бұрын
Shameless Govt looting it's own employees!!!
@sanatannath229
@sanatannath229 3 жыл бұрын
ଚୁକ୍ତି ଭିତିକ କର୍ମଚାରୀ ଙ୍କ ଦରମା ସରକାର ଖାଉଛନ୍ତି
@anshumannanda7505
@anshumannanda7505 3 жыл бұрын
Satya bhai... Your argument is perfect
@itspabitracreation4130
@itspabitracreation4130 Жыл бұрын
One & Only best person.. Satya Bhai bahut bhala Katha kahanti .
@penumakagustaf1629
@penumakagustaf1629 3 жыл бұрын
Excellent argument with Odisha Government
@bikrampatra7501
@bikrampatra7501 3 жыл бұрын
👍..
@sunilscreation194
@sunilscreation194 3 жыл бұрын
Yes sir 100% right thanks for rising the voice of contractual employees
@ranjanmuduli1402
@ranjanmuduli1402 3 жыл бұрын
ଓଡିଶାରେ ଛୁକ୍ତିବିତିକ ମାନଙ୍କୁ କମ ଦରମା କଣ ପାହିଁ କି ଦିଆଯାଉଛି???
@sushreesangita4827
@sushreesangita4827 3 жыл бұрын
Abolish contractual system....😡
@bijaymohanty2248
@bijaymohanty2248 3 жыл бұрын
ଠିକା ଚାକିରୀ ଦେବାକୁ ବି ସରକାରଙ୍କୁ ଟଙ୍କା ଲାଞ୍ଚ ଦେବା ନିହାତି ଜରୁରୀ ।
@shastriunacademy4588
@shastriunacademy4588 3 жыл бұрын
ବିଜେଡି ହଟାଅ ଓଡ଼ିଶା ବଞ୍ଚାଅ।🙏
@sourav.1
@sourav.1 3 жыл бұрын
ନେତା ମନ୍ତ୍ରୀ ମାନଙ୍କୁ ମଧ୍ୟ ଛଅ ମାସ ଚୁକ୍ତିଭିତ୍ତିକ କରାଯାଉ. ଏମାନଙ୍କ ପାଇଁ no work no pay ନିୟମ କରାଯାଉ
@chintaIdea
@chintaIdea 3 жыл бұрын
ମାଘିଆ ନବୀନ ପଟ୍ଟନାୟକ ମାଦୁରଚୋଦ ଜଳଦି ମର ମାଘିଆ 🙏
@biswaranjansahoo1974
@biswaranjansahoo1974 3 жыл бұрын
Wao, sir mast lagila. Thank you sir, thank🙏 you again
@bhajaharinaik7393
@bhajaharinaik7393 3 жыл бұрын
Very good news thank to satyaprakash sir. & media
@chintaIdea
@chintaIdea 3 жыл бұрын
ଆପଣ ମାନେ ଖୁସି ତ 🙏 ପଇସାରେ ମିଳେ ଚାକିରୀ ପଢିକି ନୁହେଁ 🙏🙏🙏
@suryaranjanrout3664
@suryaranjanrout3664 3 жыл бұрын
ପର୍କୁତ କଥା Bjd na ହଟିଲେ ଏମିତି ସବୁ ବେଳେ ହବ ଆମେ ଏମିତି ଦେଖିବା କିଛି କରିପାରିବେନି କେହି
@jitendranayak904
@jitendranayak904 3 жыл бұрын
You are greate sir
@sukumarrana9091
@sukumarrana9091 3 жыл бұрын
Thanks to Satya Babu presentation . Very good.
@Viratcs
@Viratcs 3 жыл бұрын
ଓଡିଶା ସରକାର ଆଗକୁ ଭୟଙ୍କର ଅବସ୍ଥା ଭୋଗିବେ ନିଶ୍ଚିତ
@subaschandrasethy3264
@subaschandrasethy3264 3 жыл бұрын
ବହୁତ ବର୍ଷ ପରେ ଦୃଷ୍ଟି ପାତ କଲ ସାମ୍ବାଦିକ ମହାଶୟ
@sumantapradhan9491
@sumantapradhan9491 3 жыл бұрын
ପୁରା ଠିକ୍ କଥା ସାର୍ । ସରକାର ଆମକୁ ଶୋଷଣ କରୁଛି
@Rabindra_Kumar143
@Rabindra_Kumar143 3 жыл бұрын
ପିଲା ମାନଙ୍କୁ ବେକାରୀ କରିବାରେ 1 ନମ୍ବର ମୁଖ୍ୟମନ୍ତ୍ରୀ.........
@kuladeepbehera361
@kuladeepbehera361 3 жыл бұрын
Every words are perfect...We want a face to face programme Satya bhai and a Bjd spokesperson
@Raghupatra-k5r
@Raghupatra-k5r 3 жыл бұрын
Paribeni bhai kehi jabab hi nahi aaro.
@barikmrutyunjayasingh7076
@barikmrutyunjayasingh7076 3 жыл бұрын
କ୍ଷମା କରିବେ ସତ୍ୟ ବାବୁ ଆପଣ ଓ ଆପଣଙ୍କ ପରି ନେତା ମାନେ କେବଳ ଏ ଭଲିଆ ଅଭିଯୋଗ ଆଣି କେବଳ ଆପଣଙ୍କ ରାଜନୀତି ଚମକାଇଥାନ୍ତି କିନ୍ତୁ ଆମଭଳି ଠିକା କର୍ମଚାରୀ ସବୁବେଳେ ହଇରାଣ ହୋଇଥାଉ 🙏🙏
@sudarshanmurmu1033
@sudarshanmurmu1033 3 жыл бұрын
ବହୁତ ଭଲ କଥା କହୁଛନ୍ତି wright.
@shantisudha5688
@shantisudha5688 3 жыл бұрын
Great speech
@rajeshpatra9734
@rajeshpatra9734 3 жыл бұрын
You are right sir🙏🙏🙏🙏
@computertechodiya6047
@computertechodiya6047 3 жыл бұрын
ଏଥର ନିଶ୍ଚନ୍ତ କଂଗ୍ରେସ
@dillipdilu6302
@dillipdilu6302 3 жыл бұрын
Congress hni sabuthu bhala bhai
@durgaprasadsahu6737
@durgaprasadsahu6737 3 жыл бұрын
ରାଜାରାଜୁଡ଼ା ଅମଳର ଶାସନ ଏବଂ ଏବେକାର ବିଜେଡି ଶାସନ ମଧ୍ୟରେ ପାର୍ଥକ୍ୟ କଣ?
@spuhan3316
@spuhan3316 3 жыл бұрын
ଛି ଛି.. କି ସରକାର ଇଏ.. ସାଧାରଣ ଲୋକଙ୍କୁ ଏତେ ଠକୁଛନ୍ତି... ହଟାଓ
@LUHAMEDIA
@LUHAMEDIA 3 жыл бұрын
verynice bahut bhala kahuchhanti
@satyavision4566
@satyavision4566 3 жыл бұрын
ସତକଥା ହେଲା ନବୀନା ଓଡିଶା ରକ୍ତ ର ଛୁଆ ନୁହେଁ
@Olasingh
@Olasingh 3 жыл бұрын
Apana sabubele agaku asantu ame pachhare achhu
@nihalbhoiofficial9945
@nihalbhoiofficial9945 3 жыл бұрын
Thanks for raising voice against corrupted government
@pradipkumarrout316
@pradipkumarrout316 3 жыл бұрын
Sir great speech
@3gurusahoo
@3gurusahoo 3 жыл бұрын
ଠିକ କଥା ସାର 👌👌👌👌
@chittaranjansamal7842
@chittaranjansamal7842 3 жыл бұрын
Jai ho Satya Sir
@talktimewebseries9073
@talktimewebseries9073 3 жыл бұрын
ଆମ ଭାରତ ଏକ ସୁନାର ଚଢ଼େଇ ଆଉ ଓଡ଼ିଶା ଖଣିଜ ପଦାର୍ଥରେ ଭରପୁର, ହେଲେ ଓଡ଼ିଶା ଆଜି ପଛୁଆ ରାଜ୍ୟ ରେ ଗଣା କିଛି ତଥ୍ୟ ଏହି ଟକ୍ ଟାଇମ୍ ଚ୍ୟାନେଲର ୫ମ ଅଧ୍ୟାୟରେ ଅଛି, ଦେଖିବେ ଆଉ ମତାମତ ଦେବେ
@chandandev1107
@chandandev1107 3 жыл бұрын
Soto kotha 👍👍👍👍👍
@gitadas2980
@gitadas2980 3 жыл бұрын
Right sir 🙏🙏🙏
@bikrampatra7501
@bikrampatra7501 3 жыл бұрын
👍
@pritikantasahoo
@pritikantasahoo 3 жыл бұрын
100% true... govt should recruit in permanent basis
@chandrabhanuvainsa7969
@chandrabhanuvainsa7969 3 жыл бұрын
Right katha
@pabitradhada3389
@pabitradhada3389 3 жыл бұрын
Pura ryt katha
@पण्डितश्रीशुभाशीषपाणीग्राही
@पण्डितश्रीशुभाशीषपाणीग्राही 3 жыл бұрын
Satya bhai🙏
@pin2vlog516
@pin2vlog516 3 жыл бұрын
ସବୁ ସରକାରୀ ଚାକିରିଆ ମାନେ ଏ ବାବଦରେ ଧାରଣା ଦେବା ଦରକାର 😠😠😠😠😠😠
@ratikantamunna2681
@ratikantamunna2681 3 жыл бұрын
Sat katha
@shibsundarrout1511
@shibsundarrout1511 3 жыл бұрын
Don't mind, but i will say the people of odisha (me also) are fooled by BJD
@gundripasiproductions
@gundripasiproductions 3 жыл бұрын
Ekdom right Kotha
@shubhashreemallik2275
@shubhashreemallik2275 3 жыл бұрын
You are absolutely right sir JUSTICE miliba darkar Thikaa karmachari nku. 😢
@Asishi3379
@Asishi3379 3 жыл бұрын
Tume thiki kahicha Satya Bhai 🙏
@paramedicsupport7490
@paramedicsupport7490 3 жыл бұрын
All contractual paramedical covid staff should be permanent
@jogeshbehera8371
@jogeshbehera8371 3 жыл бұрын
Satya sr u great pls apana aji e sarkaranka mukha kholantu
@kadambarisahoo3835
@kadambarisahoo3835 3 жыл бұрын
✅ Ek dum Right
@raghunathsethi886
@raghunathsethi886 3 жыл бұрын
Bht Vala katha
@jitendrapradhan6245
@jitendrapradhan6245 3 жыл бұрын
Thik katha sir
@babulinaik4974
@babulinaik4974 3 жыл бұрын
ଅନ୍ୟ କଉ ରାଜ୍ଯ ରେ ଏଭଳି ନାହିଁ
@RAJESH-he3mv
@RAJESH-he3mv 3 жыл бұрын
ସବୁ ରାଜନୀତି ।
@bikrampatra7501
@bikrampatra7501 3 жыл бұрын
Thank U Satya Sir 👏 👍...
@somnathsabar9809
@somnathsabar9809 3 жыл бұрын
akdam right katha
@AbinahLeya
@AbinahLeya 3 жыл бұрын
💯 💯 Right sir 🙏🙏🙏
@satyajit8056
@satyajit8056 3 жыл бұрын
Odisha ର ଅବସ୍ଥା ପୁରା ଖରାପ।।।।ଭଗବାନ କେବେ ଲୋକେ ବୁଝିବେ।।।।ମାଗଣା ଚାଉଳ ଡାଲି ଖାଈ।ପିଲାଙ୍କ ଭବିଷ୍ୟତ କୁ ଅନ୍ଧାରକୁ ଠେଲି ଦେଉଛନ୍ତି।।।।।
@jagannathdalapati1918
@jagannathdalapati1918 3 жыл бұрын
ସାର୍ ନମସ୍ତେ ଆପଣ ମଞ୍ଜି କଥା କହିଛନ୍ତି
@sleepingpills...soothingre7952
@sleepingpills...soothingre7952 3 жыл бұрын
Salute u sir 🙏🙏🙏 right is always right
@Muodia2406
@Muodia2406 3 жыл бұрын
Jabardast news
@biruamamalaxmi541
@biruamamalaxmi541 3 жыл бұрын
You are great sir jaha hou apana contractual mananko dukho bujhi parichhanti 🙏👍
@rajeshsethi7021
@rajeshsethi7021 3 жыл бұрын
Absolutely right
@mahendrajena6768
@mahendrajena6768 3 жыл бұрын
Very good Saty babu u r always right
@prasad2986
@prasad2986 3 жыл бұрын
Thik katha kahile sir
@DH-ir8jl
@DH-ir8jl 3 жыл бұрын
All contractual employees should be united and strike against Govt.....
@ghansyamgond2126
@ghansyamgond2126 3 жыл бұрын
ସରକାର ନ ବଦଡି ଯିବା ର କାରଣ ଆମେ ଭଗୁଛୁ
@morosei3613
@morosei3613 3 жыл бұрын
Thik katha
@jaydeepparida64
@jaydeepparida64 3 жыл бұрын
Thank you Satya bhai 🙏🙏🙏🙏❤❤❤❤
@Odiastatus656
@Odiastatus656 3 жыл бұрын
ଏସବୁ ପ୍ରସଙ୍ଗ ଉପରେ ଗୁରୁତ୍ୱ ବହୁତ କମ୍ ରାଜନେତା ମାନେ ଦିଅନ୍ତି। ଶିକ୍ଷା ପଥମ ପ୍ରସଙ୍ଗ ହେବା ଆବଶ୍ୟକ।
@sahuchaka3509
@sahuchaka3509 3 жыл бұрын
Good massege
@manoranjandas342
@manoranjandas342 3 жыл бұрын
Jay satya bhi jay satya katha
@jeetkumar285
@jeetkumar285 3 жыл бұрын
Thanks satya bhai
@mkaimchannel6167
@mkaimchannel6167 3 жыл бұрын
୨୧ ବର୍ଷ ଧରି ଶାସନ କାଳରେ ଓଡ଼ିଶାର କି ଉନ୍ନତି ହୋଇଛି ।
@gitanjalimallick8433
@gitanjalimallick8433 3 жыл бұрын
Right 🙏🙏🙏🙏🙏🙏
@jashibhusanpradhan3514
@jashibhusanpradhan3514 3 жыл бұрын
#abolished contractual system from odisha
@rajalaxmipradhan8672
@rajalaxmipradhan8672 3 жыл бұрын
Thik kahile sir 🙏
@amitkumarnayak5345
@amitkumarnayak5345 3 жыл бұрын
A true leader of youth
It works #beatbox #tiktok
00:34
BeatboxJCOP
Рет қаралды 41 МЛН
СИНИЙ ИНЕЙ УЖЕ ВЫШЕЛ!❄️
01:01
DO$HIK
Рет қаралды 3,3 МЛН
小丑女COCO的审判。#天使 #小丑 #超人不会飞
00:53
超人不会飞
Рет қаралды 16 МЛН
China Has Launched New Generation Transport SHOCKING The US
34:33
Beyond Discovery
Рет қаралды 9 МЛН
It works #beatbox #tiktok
00:34
BeatboxJCOP
Рет қаралды 41 МЛН