Home ଶାନ୍ତି | VastuShastra | ଏହି ପାର୍ଶ୍ଵରେ ସିଡି ଓ ପ୍ରବେଶ ଦ୍ୱାର ରହିଲେ ପରିବାର ପାଇଁ ବିପଦ ?NandighoshaTV

  Рет қаралды 1,128,766

Nandighosha TV

Nandighosha TV

Күн бұрын

Пікірлер: 480
@pradyumnapanda1270
@pradyumnapanda1270 2 жыл бұрын
ମଦ ଦୋକାନ ଗୁଡିକର ବାସ୍ତୁ କିଏ ଦେଖିଥିଲା ଯେ ଯେଉଁ ଜାଗାରେ କଲେ ବି ଯୁଆଡେ ମୁହଁ କଲେ ବି ବେପାର ବଢିଆ ହୁଏ। ତେଣୁ ଘର ସିଡ଼ି,ରୋଷେଇ ଘର କାହାର ମଙ୍ଗଳ ଅମଙ୍ଗଳ କରେ ନାହିଁ। ସେ ସବୁ ଜଡ ପଦାର୍ଥ ଅଟନ୍ତି। ପ୍ରାୟ ସବୁ ଘରେ କଳି ଝଗଡା ହୁଏ,ବାତ ପିତ ଇତ୍ୟାଦି ରୋଗ ହୁଏ, ଧନ ଅଭାବ ଲାଗିରହେ। ଏହାର ଅର୍ଥ ଏଇଆ ନୁହେଁ ଯେ ଘରର ସିଡ଼ି,ଘରର ମୁହଁ ଏମାନେ ମିଶିକି ଚୋର କୁ କହି ଦିଅନ୍ତି ଯେ ଆ ତୁ ଚୋରୀ କରିବୁ, ରୋଗ କୁ କୁହନ୍ତି ଆସେ ଏ ଘର ଲୋକ ମାନଙ୍କୁ ଧରିବୁ। ଏସବୁ ଭଣ୍ଡାମି ସୋ ନକରି କିଛି ଧର୍ମ ଉପଦେଶ ଦେଲେ ଭଲ ହୁଅନ୍ତୁ।
@arunprasaddash1399
@arunprasaddash1399 Жыл бұрын
ଏମାନେ ପରର ତୃଟିପୂର୍ଣ୍ଣ ଵାଟ ଦେଖାଇ ଟଙ୍କା ରୋଜଗାର କରିଥାନ୍ତି।
@surendramallik8749
@surendramallik8749 Жыл бұрын
ମିଛ କଥା କହି ଲୋକଙ୍କୁ ଭ୍ରଣକାହାଣୀ ରେ ଭୟ ଭିତ କରୁଛନ୍ତି ଓ income କରୁଛନ୍ତି
@Ashokbehuria-w9m
@Ashokbehuria-w9m Жыл бұрын
ବିଲକୁଲ ଏକାମ ଛାଡିଦିଅ, ଏ ସବୁ ଦଲାରୀ କାମ, ଚନ୍ଦ୍ର କୁ ଲୋକେ ଗଲେଣି ତମେ ଏ ଦଲାରୀ କରି ପେଟ ପୋଷିବା ବନ୍ଦ କରି ଠିକ ବାଟରେ ଚାଲନ୍ତୁ.
@manoranjannaik1976
@manoranjannaik1976 5 ай бұрын
ନମସ୍କାର ଆଜ୍ଞା, ସିଡ଼ି ଘର ତିଆରି ବିଷୟରେ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।
@JagannathSahoo-t6j
@JagannathSahoo-t6j 8 ай бұрын
Sir, Thanks for ur valuable suggestions regarding Thakur ghar and Bhakti bhaba.
@Parthasutar
@Parthasutar 2 жыл бұрын
ଆଜିକାଲି ପ୍ରାୟ ଲୋକଙ୍କର ଆଣ୍ଠୁ ଗଣ୍ଠି ରୋଗ ତୁ ତୁ ମେ ମେ ସବୁ ଘରେ ଯିଏ କୋଠା କରୁଛି ସେ ଭୋଗୁଛି ଯିଏ ମାଟି ଘର କରିଛି ସେ ବି କିଏ ଏମିତି ଅଛି ଦୁଃଖ ରେ ନାହିଁ ନା ସୁଖରେ ନାହିଁ ସୁଖ ପରେ ଦୁଃଖ ଲାଗିଛି ଏ ସଂସାରେ ଏ ସବୁ ଠିକ କରିଦେଲେ ମଣିଷ ର ରୋଗ , ଦୁଃଖ ଦୂର ହୋଇଯିବ ସବୁଦିନ
@amanstarcreation6437
@amanstarcreation6437 2 жыл бұрын
ଯାହା ହଉ ଏ ବି ଗୋଟେ ଭଲ ବିଜନେସ ବହୁତ ଭଲ,।,,, ସର୍ବଦା ମନେରଖିବା ଦରକାର ଈଶ୍ୱର ହଉଛନ୍ତି ଏକ🙏
@pradeepkumarsahoo8202
@pradeepkumarsahoo8202 7 ай бұрын
ଜୟ ଶ୍ରୀ ମା ଲକ୍ଷ୍ମୀନାରାୟଣ 🌹🌼🕉️🙏🙏🙏🕉️🪔🪔🪔🚩🚩🚩
@stockmarket5664
@stockmarket5664 2 жыл бұрын
ମୁଁ ଭିଡିଓ ଦେଖିନି କିନ୍ତୁ କଣ ୟେ ସବୁ ମଣିଷ ପଛକୁ ପଛକୁ ଚାଲିବାକୁ ଚେଷ୍ଟା କରୁଛି....ଭୟ ଅତ୍ୟନ୍ତ ମାରାତ୍ମକ
@pramathesdas3389
@pramathesdas3389 2 жыл бұрын
Right sir
@trueman7249
@trueman7249 2 жыл бұрын
Educate yourself with basic vastu knowledge.u will understand.
@Sahoo5009
@Sahoo5009 Жыл бұрын
ଏମିତି କୋଉଠି ଗୋଟେ ଜାଗା ପୃଥିବୀରେ ଅଛି, ଯାହାର ମୋଡ ନଥିବ, ଅଶୁଭ ନଥିବ କି କାହା ଘରେ ଜନ୍ମ ମୃତ୍ୟୁ ହୋଇ ନଥିବ କି କାହା ଘରେ ଦୁଃଖ ନଥିବ । ଯେତେ ସମସ୍ୟା ଅଛି, ଟଙ୍କା ୧୦୦୦ ଦେଲେ ଗ୍ରହ ମୋଡ ବଦଳେଇ ଦେଇ ସଙ୍ଗାତ ହେଇଯିବ । ସବୁ ବେପାର 😂😂😂
@sureshsahu6029
@sureshsahu6029 Жыл бұрын
ଅତି ସୁନ୍ଦର ଭିଡିଓ
@alokranjanbose7914
@alokranjanbose7914 2 жыл бұрын
ବତ୍ତର୍ମାନ 10ଲକ୍ଷ ଟକାଂ ଖର୍ଚ ର ବ୍ୟବସ୍ଥା । completely psychologically emotionally blackmailing.
@trueman7249
@trueman7249 2 жыл бұрын
Educate yourself with basic vastu knowledge.u will understand.
@amareshdas5678
@amareshdas5678 2 жыл бұрын
Apana Vastu janantu then kuhantu
@bibekanandamishra331
@bibekanandamishra331 2 жыл бұрын
ବହୁତ୍ ସୁନ୍ଦର ଉପସ୍ଥାପନା ଏଥିରୁ ବହୁତ୍ କିଛି ସିଖିବାକୁ ମିଳିଲା।ଜୟ ଜଗନ୍ନାଥ।
@BiswajitPradhan55
@BiswajitPradhan55 Жыл бұрын
ଏଇ ସବୁ ବେକାର କଥା। ଯେତିକି ବାସ୍ତୁ ଦେଖିବ, ସେତିକି ପ୍ରକାର ମତ ଶୁଣିବ ଆଉ ସେତିକି ନିଜ ମନ ଖରାପ ହେଇ ଚାଲିଥିବ।
@khirodbiharitripathy2344
@khirodbiharitripathy2344 2 жыл бұрын
Bahut bhala bastubid sir apanku koti pranam
@kkss9960
@kkss9960 Жыл бұрын
ଦେବୀପ୍ରସାଦ ଭାଇ ବହୁତ୍ ଭଲ କବିତା ବି ଲେଖନ୍ତି ।
@bhusansahu8626
@bhusansahu8626 Жыл бұрын
Mony income ra best process
@bilasinisahoo2384
@bilasinisahoo2384 2 жыл бұрын
Apanka kahiba saili bhaut bhaut bhaut bhaut sundar 👌👌👌🏼👌
@sushantkumasutar8664
@sushantkumasutar8664 2 жыл бұрын
Very good
@Debasis_Pothal
@Debasis_Pothal 2 жыл бұрын
ନିଜେ ଭ୍ରମରେ ରୁହନ୍ତୁ ନାହିଁ କି ଜନସାଧାରଣଙ୍କୁ ଭ୍ରମରେ ପକାନ୍ତୁ ନାହିଁ। ଯେଉଁ କଥାରେ ମଣିଷର ଦୁଃଖ ଦୂର ହେବ ସେଇ କଥାହିଁ ପ୍ରଚାର କରନ୍ତୁ ।🙏🙏🙏
@sumitradas6267
@sumitradas6267 2 жыл бұрын
Bahut vala katha sir samaste e bisaya re sachetan heba abasyaka
@dr.akm5362
@dr.akm5362 Жыл бұрын
Really HOME ASHANTI
@hemantasahu7277
@hemantasahu7277 2 жыл бұрын
ବହୁତ ସୁନ୍ଦର ପରାମର୍ଶ
@aditiyatripathy645
@aditiyatripathy645 2 жыл бұрын
💯💯✔️ଆପଣ ଆମ ଅଞ୍ଚଳ ର ଜଣେ ଉଦୀୟମାନ ଓ ଉଦାହରଣ ମଧ୍ୟ, ଜୟ ବାଲୁଙ୍କେଶ୍ୱର, ଜୟ ଜଗନ୍ନାଥ, ଜୟ ଗୋପାଳଜୀ
@debasmitabehera3211
@debasmitabehera3211 2 жыл бұрын
Koutha tankara ghara ki
@dineshswain6141
@dineshswain6141 2 жыл бұрын
Kete tanka nianti
@jogeswarmajhi4529
@jogeswarmajhi4529 2 жыл бұрын
ଏମିତି ଭିଡିଓ ଦେଖିଲେ ଆପଣଙ୍କୁ ସବୁବେଳେ ମନରେ କେମିତି ଜମା ଠିକ୍ ଲାଗିବନି। କାଳେ ଏଇୟା କରିଛି.. ଅଶୁଭ ହେଲା କି ସେଇଟା କରିଛି.. କଣ ହେବ କି?ଏମିତି ସବୁବେଳେ ମନ ଘାଣ୍ଟି ହେଉଥାଏ।
@odiavloggermanaswini3172
@odiavloggermanaswini3172 2 жыл бұрын
ଅତି ସୁନ୍ଦର ବହୁତ କିଛି ଶିଖିବାକୁ ମିଳିଲା
@soudaminimallick2064
@soudaminimallick2064 2 жыл бұрын
Nice Sir 🙏🙏nice presetation Bahut katha jani baku miluchhi So thanks a lot 🌹🌹🌹🌹
@himansujena9365
@himansujena9365 2 жыл бұрын
Jay Jagannath...... Jay 🏠 Shanti.....
@mo.life-style1234
@mo.life-style1234 Жыл бұрын
Thenk you sir🙏🙏
@thebharatglobalpower6411
@thebharatglobalpower6411 2 жыл бұрын
ଅଶୋକା ନା ଅଶୋକ 😱ବହୁତ ସୁନ୍ଦର
@radhashyamsarangi8834
@radhashyamsarangi8834 5 ай бұрын
Omm shanti
@starmakersongs8518
@starmakersongs8518 Жыл бұрын
ସାର୍ ନମସ୍କାର,ପଣ୍ଡିତ ଦେବିପ୍ରଶାଦ ସାରଙ୍କୁ ମୋର କିଛି ଜାଣିନଥିବା କଥା ମୁଁ ପଚାରି ବୁଝି ଜାଣିବା ପାଇଁ ଅନୁରୋଧ କରୁଛି ପ୍ଲିଜ.ମୋର ଜାଣିବାର କାରଣ ଏହିକିଜେ ସାର୍,ଆମେ ରହୁଥିବା ଗୃହର ଚତୁପାର୍ଶ୍ଵରେ ଥିବା ପାଚେରି ର ରହସ୍ୟ କଣ ?.କାରଣଟି ଜଦି ସାର୍ ମୁଁ ଜାଣିପାରନ୍ତି ତା ହେଲେ ମୁଁ ବହୁତ ଖୁସି ହେବି ସାର୍.
@PratapNayak-uh5xn
@PratapNayak-uh5xn 14 күн бұрын
Payentiparakjaunahanti❤
@taranisendash3573
@taranisendash3573 Жыл бұрын
ଆପଣକୁ ଭି ଧନ୍ଯବାଦ୍ ସର
@tarunsenpattanaik4966
@tarunsenpattanaik4966 2 жыл бұрын
ତମ ଜେଜେବାପା ଯେଉଁ ଘରକରିଥିଲେ ସେ ବାସ୍ତୁ କିଏ ଦେଇଥିଲେ ଦୟାକରି ନିଶ୍ଚୟ କହିବେ,
@rabindranathbahinipati8521
@rabindranathbahinipati8521 2 жыл бұрын
ଅତି ସୁନ୍ଦର ଦେଵୀ ଵାଵୁ । ହୃଦୟସ୍ପର୍ଶୀ ଉପସ୍ଥାପନା । ଆକର୍ଷଣୀୟ କାର୍ଯ୍ୟକ୍ରମ । ଅଶେଷ ଶୁଭକାମନା ।
@lipunbiswal9413
@lipunbiswal9413 Жыл бұрын
Very very very very very very nice 🙏🙏🙏🙏🙏🙏🙏🙏🙏
@jagannathbarik8185
@jagannathbarik8185 2 жыл бұрын
ATI Sundar advice sir 🙏🎉🌹
@kaminimohanty3986
@kaminimohanty3986 2 жыл бұрын
sir ମୋର ସିଡ଼ି ଘର ପଶ୍ଚିମ ରୁ ଆରମ୍ଭ ହୋଇ ଉତ୍ତର କୁ ଯାଇଛି ପୁଣି ଉତ୍ତର ରୁ ଦକ୍ଷିଣ କୁ ଯାଇଛି. କିଛି ଅସୁବିଧା ଅଛି କି ପ୍ଲିଜ଼ reply me 🙏🙏
@itslikeaheavenskrmlm5412
@itslikeaheavenskrmlm5412 2 жыл бұрын
Sabu jagannath nk upare chadantu, kaha ku daki emiti asubidha re padantu nahi
@runamallick2946
@runamallick2946 Жыл бұрын
Sir pranam🙏 sir ଆମ ଘରକୁ ଟିକେ ଆସନ୍ତୁ plz sir ଆମେ ଆପଣଙ୍କ ପ୍ରୋଗ୍ରାମ ସବୁ ବେଳେ ଦେଖୁ 🙏
@tulasimaharana379
@tulasimaharana379 2 жыл бұрын
ଆଜ୍ଞା ମୁଖ୍ୟ ଦ୍ୱାର ବନ୍ଦ ପାଇଁ ଆଉ ବିକଳ୍ପ ନଥିଲେ ଆଉ ସିଡିର ସମାଧାନ na ଥିଲେ କଣ କିଛି ଉପାୟ nahin
@manasipanda6857
@manasipanda6857 2 жыл бұрын
Please reply 🙏
@asishbal2783
@asishbal2783 2 жыл бұрын
ଅତି ସୁନ୍ଦର... ଧନ୍ୟବାଦ 🙏🏻
@parbakrjana6513
@parbakrjana6513 Жыл бұрын
Q
@jogeshpradhan364
@jogeshpradhan364 Жыл бұрын
ସାରେଆଫଣଙ୍କଠିକଣାଟିକେଦିଅନ୍ତୁ🙏 2:06
@odiyasongoneducationsenapa8435
@odiyasongoneducationsenapa8435 9 ай бұрын
ପୂର୍ବ ପଶ୍ଚିମ ଯେତେ ଘର ବାମକୁ ରଖିବେ ଦୁଆର, ଏହି କବିତା ଟି ଠିକ କି ନୁହଁ
@satyapirasahoo1913
@satyapirasahoo1913 2 жыл бұрын
Jay jagannath
@priyajaiswal8945
@priyajaiswal8945 Жыл бұрын
Thanks a lot sir🙏
@mithundash6716
@mithundash6716 2 жыл бұрын
🙏🌹ସାର ଆପଣଙ୍କ ସହ କଥା ହେବାର ଅଛି ଆପଣଙ୍କ ଫୋନ ନମ୍ବର ଦରକାର କା ର 🙏
@sureshkumarmallick2596
@sureshkumarmallick2596 2 жыл бұрын
ପ୍ରଣାମ 🙏 Sir
@niranjanmaity8227
@niranjanmaity8227 2 жыл бұрын
ଜଣେ ବାବାଜୀ କୃଷ୍ଣ....🙏🙏🙏
@manojkumardhala4363
@manojkumardhala4363 2 жыл бұрын
ok
@akhilakumarnayak1517
@akhilakumarnayak1517 Жыл бұрын
gd😢😢
@saudaminibarik12
@saudaminibarik12 2 жыл бұрын
Verynice
@Bandeutkaljanani
@Bandeutkaljanani 2 жыл бұрын
kzbin.info/www/bejne/ppKloKaVn76EhZo
@sanjuktasethi412
@sanjuktasethi412 2 жыл бұрын
Pranam sir
@Bandeutkaljanani
@Bandeutkaljanani 2 жыл бұрын
kzbin.info/www/bejne/ppKloKaVn76EhZo
@rashmiranjanmohanty8252
@rashmiranjanmohanty8252 10 ай бұрын
Jayaganth
@sangrambiswal6375
@sangrambiswal6375 2 жыл бұрын
Very good 🙏
@babu7293
@babu7293 2 жыл бұрын
Omm namaha shivaya, omm namaha shivaya, omm namaha shivaya.
@Bandeutkaljanani
@Bandeutkaljanani 2 жыл бұрын
kzbin.info/www/bejne/ppKloKaVn76EhZo
@rankanidhijena1510
@rankanidhijena1510 2 жыл бұрын
ପୂର୍ବ ମୁହାଁ ଘର କୁ ଦକ୍ଷିଣ ପୂର୍ବ କଣରେ ମୁଖ୍ଯ ଦ୍ବାର ହେବ ନାହିଁ। କିନ୍ତୁ ଦକ୍ଷିଣ ମୁହାଁ ଘର ପାଇଁ ତ ଅସୁବିଧା ନାହିଁ।
@padmacharananayak497
@padmacharananayak497 Жыл бұрын
ଆଜ୍ଞା ନମସ୍କାର।ଆମ ଘରେ ବି ବସ୍ତୁ ସମସ୍ୟା ଅଛି ।ଉତ୍ତର ପୂର୍ବ ଦିଗରେ ସିଡି ହେଇଛି ।ତେଣୁ ଏହାର ସମାଧାନ କିପରି ହେଇପାରିବ ଦୟାକରି ମୋତେ ସାହାଯ୍ୟ କରିବେ ବୋଲି ଆଶା କରୁଛି।ଦକ୍ଷିଣ ଦିଗକୁ ରୋଷେଇ ଘର କରିବାର ଅଛି ,କରିପାରିବି କି,,?
@sarojkumarmallick4688
@sarojkumarmallick4688 2 жыл бұрын
ମୋ ବାସ ଗୃହ ବିରିବାଟି, କଟକ ରେ l ଏହି ଦୁଇ ବର୍ଷ ହେଲା ନୂଆ ଘର କରି ରହୁଛି l ଆପଣଙ୍କୁ ନିମନ୍ତ୍ରଣ ଓ ଏହାର ପରିଦର୍ଶନ ର ଦକ୍ଷିଣା ତଥା ଅନୁସଙ୍ଗିକ ପରାମର୍ଶ ଦେବେ l
@Bandeutkaljanani
@Bandeutkaljanani 2 жыл бұрын
kzbin.info/www/bejne/ppKloKaVn76EhZo
@lokeshmajhi4510
@lokeshmajhi4510 6 ай бұрын
😊
@manasbehera3653
@manasbehera3653 2 жыл бұрын
ଉତ୍ତର ପୂର୍ବ ପଶ୍ଚିମ ମଧ୍ୟରେ ସିଡ଼ି ଘରେ ହେଲେ, ଏହାର ଫଳ କଣ ହୋଇଥାଏ?
@Bandeutkaljanani
@Bandeutkaljanani 2 жыл бұрын
kzbin.info/www/bejne/ppKloKaVn76EhZo
@aryan4213
@aryan4213 2 жыл бұрын
Good
@BikramKumar-dh4zu
@BikramKumar-dh4zu 2 жыл бұрын
Sir,Amara rasta south re thiba ru ama ghara south muha heichhi.step bi south east re heichhi.plz solution batantu
@munapatro6537
@munapatro6537 2 жыл бұрын
ସାରଥୀ ବାବା ହୋଇ ଯାଇଛନ୍ତି Sir ଭଗବାନ ଭିତରେ ହି ଭେଦଭାବ create କରି ଚାଲିଛନ୍ତି ଭଗବାନ ହି ବଡ ଵସ୍ତୁ ଶାସ୍ତ୍ର ଠୁ ଭି କରି karauchi ସେହି ତା ବିନୁ ଅନ୍ୟଗତି ନାହିଁ ଏକ ଭଗବାନ କ ର ବିଭିନ୍ନ ରୂପ ଭିତରେ ଭେଦଭାବ କରନ୍ତୁ ନାହିଁ
@mamamiddleclassvlog3949
@mamamiddleclassvlog3949 Жыл бұрын
Apana nka kahiba katha try karichi 100%sata
@tapankumarjena5703
@tapankumarjena5703 Жыл бұрын
Joy jagannath 💚💚💚
@eswaryeripalli9116
@eswaryeripalli9116 Жыл бұрын
ଜୟ ଜଗନ୍ନାଥ 🙏🙏🙏🙏
@haraharidas4907
@haraharidas4907 Жыл бұрын
JAY JAGANNATH SIR 🙏🙏
@pratyushpradhan3275
@pratyushpradhan3275 2 жыл бұрын
Thanks
@SagarikaSagarika-g5u
@SagarikaSagarika-g5u 8 ай бұрын
🎉
@Mrmr0999
@Mrmr0999 Жыл бұрын
🙏 Debiprasad Sir dakina purba kona re sidi kari dakina paschima kona re mukya duwara kale kona problem achi kuhontu.
@kalandisahoo8375
@kalandisahoo8375 Жыл бұрын
Sir ପ୍ରଣାମ ଆମର ଶିଢ଼ି ପୁର୍ବ ଦିଗରେ ଅଛି କେଉଁ ଦିନ ଭାଙ୍ଗଲେ ଭଲ ହେବ
@arunprasaddash1399
@arunprasaddash1399 Жыл бұрын
ଭାଇ ଏଭଳି ବେପାରୀ ଙ୍କ କଥାରେ ନିଜର ସୁନ୍ଦର ଘରକୁ ଭାଙ୍ଗନ୍ତୁ ନାହିଁ।ସର୍ବ ମଙ୍ଗଳେ ଜଗନ୍ନାଥ କହି ରହିଯାଆନ୍ତୁ।
@nayakbhai8773
@nayakbhai8773 Жыл бұрын
Sir ଦକ୍ଷିଣ ଦିଗରେ ସେଢ଼ି ହେଇଛି କଣ ଏହାର କଣ ପ୍ରତିକାର ବ୍ୟବସ୍ଥା ରହିଛି
@panchasakhabhajansandhya8523
@panchasakhabhajansandhya8523 2 жыл бұрын
Jay jagarnatha
@gitanjalipatra6076
@gitanjalipatra6076 9 ай бұрын
Gotie shree maa Laxmi aau shree Laxmi Narayan rakhi hebo ki 🙏🙏🙏
@sureshojha5202
@sureshojha5202 2 жыл бұрын
Andha biswasha
@trueman7249
@trueman7249 2 жыл бұрын
Educate yourself with basic vastu knowledge.u will understand.
@RABINDRA.RADIO90
@RABINDRA.RADIO90 Жыл бұрын
Homa Santi bhai,jete ble bastu bisayare loka jani na thile, ghara karuthile, setebele kouasubidha hei thila , Aapana homa bhai bastu dwra manisara Bhagya badalei paribe, a garenty apna homa bhai debe,
@tutusahooofficial1990
@tutusahooofficial1990 2 жыл бұрын
God one nothing else...
@daitaryrout2990
@daitaryrout2990 2 жыл бұрын
Helpfull forfamiliar life.
@biswabhusanrath2814
@biswabhusanrath2814 2 жыл бұрын
Dhanyabad. Jay Jagannath. 🙏
@madhusmitagiri798
@madhusmitagiri798 2 жыл бұрын
Jay shree 🙏 radhe Krishna 🙏
@Bandeutkaljanani
@Bandeutkaljanani 2 жыл бұрын
kzbin.info/www/bejne/ppKloKaVn76EhZo
@Ashokbehuria-w9m
@Ashokbehuria-w9m 2 жыл бұрын
ତତେ କିଏସେ କହିଥିଲା ଏ ଗୁଳି ଖଟି ଗପ କହିବାକୁ ଭୁଲରେ ଆଉଦିନେ ଏ ଗୁଳିଖଟି ଗପ କୁହନାହିଁ ଛି ତମେ ସାରଥୀ ମଥାକୁ ଯାଅ
@supriyanayak9896
@supriyanayak9896 2 жыл бұрын
🙏🙏🙏🙏sir
@maheshkumarbag5464
@maheshkumarbag5464 Жыл бұрын
Homesantikuanekanek namskar jay jagarnath
@gcb6453
@gcb6453 2 жыл бұрын
Very impressive heart touching......
@divyacreations2190
@divyacreations2190 2 жыл бұрын
Sir Namskar
@mshitalmurmu4102
@mshitalmurmu4102 11 ай бұрын
Sir sidi ghara bastu sastra video share karantu.
@kadambinibehera6780
@kadambinibehera6780 2 жыл бұрын
Sir🙏 hmm 🤔
@tutusahooofficial1990
@tutusahooofficial1990 2 жыл бұрын
ଇଶ୍ୱର ଏକ
@Jayeshkumar5555
@Jayeshkumar5555 Жыл бұрын
ସାର୍ ଆପଣ ପାଖା ପକ୍ଷୀ ଆସୁଛନ୍ତି talcher ଆସନ୍ତୁ ଟିକେ
@pratapchandramohapatra2950
@pratapchandramohapatra2950 2 жыл бұрын
Jai Jagannath
@BDBTRY
@BDBTRY 2 жыл бұрын
JAY JAGANNTH...
@purimina4512
@purimina4512 Жыл бұрын
ଜୟ ଜଗନ୍ନାଥ 🙏 ଏବେ ଦେଖିଥିଲି ପ୍ରିୟପତ୍ର ର ସ୍ୱର୍ଣକ୍ଷେତ୍ର ଦିବସ ରେ
@sagarikamahapatra6179
@sagarikamahapatra6179 2 жыл бұрын
ସାର୍ ଦୟା କରି କୁହନ୍ତୁ ଦକ୍ଷିଣ ପଶ୍ଚିମ କୋଣ କୁ ସିଡି କଲେ ହେବ କି,,?
@narayannahak1053
@narayannahak1053 2 жыл бұрын
Very informative
@SamirsamantaraySamir-q1r
@SamirsamantaraySamir-q1r 9 ай бұрын
Good gapa
@tappanakumarmandal7809
@tappanakumarmandal7809 2 жыл бұрын
ସାର୍ ମୋ ଘର ଦକ୍ଷିଣ ମୁଁହ। ଦୁଇ ସାଇଟ୍ ରେ କାନ୍ଥ ଅଛି।ମୋର ପୂର୍ବ ସାଇଟ୍ ରେ ମୁଖ୍ୟ ଦ୍ଵାରା ଅଛି ତା ଆଗକୁ ମୁଁ ଗୋଟେ ସିଡି ରୁମ୍ କରିବା ପାଇଁ ଚାହୁଁଚି। 8 ଫୁଟ ର ରୁମ୍ ଭିତରେ ସିଡି କେମିତି କରିବି ମୋର ଗାଁ ଭିତରେ ଘର
@sadasivdhal7325
@sadasivdhal7325 2 жыл бұрын
Sir plz tike kahibe paschima utara konare sidighara kale kichi asubidha achi ki plz sir tike kahibe
@subasrana4835
@subasrana4835 2 жыл бұрын
ଆପଣଙ୍କୁ ମୋର ସତ୍ ସତ୍ ପ୍ରଣାମ 🙏🙏🙏
@Bandeutkaljanani
@Bandeutkaljanani 2 жыл бұрын
kzbin.info/www/bejne/ppKloKaVn76EhZo
@abhayamothanty5578
@abhayamothanty5578 2 жыл бұрын
ବହୁତ ଧନ୍ୟବାଦ ଆପତାକୁ
@jagannathbarik8185
@jagannathbarik8185 2 жыл бұрын
Jay Jagannath 🙏🎉🌹
@cinema-ie6wk
@cinema-ie6wk 2 жыл бұрын
Sir, ghara ra ଶୌଚାଳୟ ta କେଉଁ ଦିଗରେ ହେବା ଉଚିତି?
@biswojithati936
@biswojithati936 Жыл бұрын
Sir, ଅଗ୍ନି କୋଣରେ ବେସିଙ୍ଗ ରହିଲେ ଅସୁବିଧା କଣ ?
@Subarna-u1m
@Subarna-u1m Ай бұрын
Mu subarna moghar Odisha bisoi moghare sabubele assotha gachha baharuchhi prathikar kuhanthu
amazing#devil #lilith #funny #shorts
00:15
Devil Lilith
Рет қаралды 18 МЛН
Motorbike Smashes Into Porsche! 😱
00:15
Caters Clips
Рет қаралды 22 МЛН
Каха и лужа  #непосредственнокаха
00:15
Friends make memories together part 2  | Trà Đặng #short #bestfriend #bff #tiktok
00:18
You Dont Need A VASTU Expert After This Video | Vastu for HOME & Business ft. @vastuabhishek
1:32:11
Odia Vastu: ଦାରିଦ୍ର୍ୟତା ଆସିବାର କାରଣ ?
22:53
ପ୍ରତିକାର Remedie
Рет қаралды 153 М.
amazing#devil #lilith #funny #shorts
00:15
Devil Lilith
Рет қаралды 18 МЛН