No video

How IAS officers in Odisha posted in top posts for over 10 years

  Рет қаралды 270,823

OTV

OTV

Күн бұрын

Пікірлер: 486
@ashokkumarpal596
@ashokkumarpal596 2 ай бұрын
ବ୍ୟବସ୍ଥା ର ଆମୂଳଚୂଳ ପରିବର୍ତନ ଆବଶ୍ୟକ .ଏ ମାନେ 25 ବର୍ଷ ହେଲାଣି ବିଜେଡି ସରକାର ଦଳୀୟ କର୍ମୀ ପରି କାର୍ଯ୍ୟକରୁଥିଲେ .ବିଶେଷକରି ଜିଲାପାଳ ଓ sp ମାନଙ୍କୁ ବଦଳେଇବା ଦରକାର କାରଣ ଏ ମାନେ ପାଣ୍ଡିଆନ ଙ୍କ ଦୟାରୁ ସ୍ଥାନିତ ହେଇଥିଲେ .
@OldMobileLive
@OldMobileLive 2 ай бұрын
Jail ଯିବ 😁😂
@mihirjena1288
@mihirjena1288 2 ай бұрын
Center re bhai Election Commission bi BJP pain kama karichhi kana emane transfer hebe au kana OTV kahila bhali phasi heba na kana. Emanankar Odisha development re bahut sahayog achhi
@malaya4473
@malaya4473 2 ай бұрын
BJD ମାର୍କା ଗୁଡା ଙ୍କୁ ଯେତେ ଶୀଘ୍ର ସମ୍ଭବ ଜେଲ୍ ପେଲିବ BJP
@rajeshkumardas4965
@rajeshkumardas4965 2 ай бұрын
BJD ବାବୁ ଗଲେ BJP ବାବୁ ଆସିବେ l
@madhusudanmodi1716
@madhusudanmodi1716 2 ай бұрын
Raja swain - ki Paisa korichi. Navin Babu blind
@sanjaysahu-xo5cu
@sanjaysahu-xo5cu 2 ай бұрын
ସବୁ ଖାଇ ଖାଇ ସାରିଦେଲେ ଓଡ଼ିଶା କୁ ❤
@kajaljena1940
@kajaljena1940 2 ай бұрын
Right.👍
@prasantakumarnayak5298
@prasantakumarnayak5298 2 ай бұрын
ଏମାନଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ଉଚିତ୍ ପ୍ରକୃତରେ ସତ୍ୟଉନ୍ନୋଚନ ହୋଇପାରିବ
@santoshkumarmishra2620
@santoshkumarmishra2620 2 ай бұрын
ଏମାନଙ୍କୁ ତଡିପାର କରନ୍ତୁ. ଯଥାଶୀଘ୍ର.
@basantatumunia6822
@basantatumunia6822 2 ай бұрын
Tadi paar kale kana haba ed janch karajau
@raghunathdehuri4809
@raghunathdehuri4809 2 ай бұрын
Right 👍👍👍
@OldMobileLive
@OldMobileLive 2 ай бұрын
Jail ଯିବ 😁😂
@djlover6342
@djlover6342 2 ай бұрын
Sa -​@@basantatumunia6822
@jyotiranjan6269
@jyotiranjan6269 2 ай бұрын
Deputation ରେ ନେଇ ଜାମୁ କାଶ୍ମୀର ପଠାଇ ଦିଅନ୍ତୁ
@kbinodkumar7952
@kbinodkumar7952 2 ай бұрын
😂😂😂
@sunilrauto5923
@sunilrauto5923 2 ай бұрын
ସତ ବାହାରିଲା ରବି ଦାସ ଙ୍କ ପାଟିରୁ
@santoshsahoo2727
@santoshsahoo2727 2 ай бұрын
Rabi Babu epate barsa helani.
@tapasparida958
@tapasparida958 2 ай бұрын
Right 👍
@pradhanbenu950
@pradhanbenu950 2 ай бұрын
ଗଲୁଆ ରବି ଦାସ
@user-cl8zq4sj1e
@user-cl8zq4sj1e 2 ай бұрын
B.j.p jitibaru.jay shree ram jai hanuman Jay jagannath
@girishsahoo3601
@girishsahoo3601 2 ай бұрын
Sura ra bada bhai rabi
@technicalashish2810
@technicalashish2810 2 ай бұрын
ଯାଜପୁର ରେ ମଧ୍ୟ Collector ଏବଂ SP ଙ୍କୁ CBI,ED enquiry kara jau
@bishalram481
@bishalram481 2 ай бұрын
Sabu district ra sp, collector nko upare cbi, ed raid heba darkar
@rajeshkumarpradhan4928
@rajeshkumarpradhan4928 2 ай бұрын
ଆଗ ନୟାଗଡ଼ ଅଫିସର ଙ୍କ ଉପରେ ଚାର୍ଜ କରାଯାଉ 20 ବର୍ଷ ରହିଲେଣି ଖାଲି ଜିଲ୍ଲା ଭିତରେ ଖାଲ ରହିଲେଣି ଜିଲ୍ଲା ବାହାର ବଦଳି ହଉନି ନୟାଗଡ଼ ରେ ଅଫିସର ରାଜନୀତି କରୁଛନ୍ତି
@santoshnayak3737
@santoshnayak3737 2 ай бұрын
Right
@girishchandrabiswal9510
@girishchandrabiswal9510 2 ай бұрын
CBI enquiry required
@raaz6447
@raaz6447 2 ай бұрын
ତମ କଥା ଆମେ ରଖିବୁ,,,,, ଆପଣ ଖୁସୀ ତ
@srikantsahoo3504
@srikantsahoo3504 2 ай бұрын
ଏ ସବୁ ଚୋର ମାନଙ୍କୁ ଝାରପଡା ଜେଲ ପଠାଅ😡😡😡😡
@harprasadsenapati3945
@harprasadsenapati3945 2 ай бұрын
ED ,CBI janch karantu
@kichakeswarifilms
@kichakeswarifilms 2 ай бұрын
Vl କ୍ରିଷ୍ଣା ଙ୍କୁ ଆଗ ବିଦା ହେବା ଦରକାର
@srustidhardey5817
@srustidhardey5817 2 ай бұрын
All teacher lecturer IAS IPS officer transfer immediately ❤❤❤❤❤❤❤
@ramakrushnasahu3732
@ramakrushnasahu3732 2 ай бұрын
ରାଜଧାନୀ ଭୁବନେଶ୍ୱର ରେ ମଧ୍ୟ୍ୟ କିଛି ରବି ଦାସ ପରି ସାମ୍ବାଦିକ ବିଜେଡି ଦଳ ର ଓକିଲାତି କରି ସରକାରୀ ସୁଭିଧା ନେଉ ଛନ୍ତି
@narayanbhoi5847
@narayanbhoi5847 2 ай бұрын
Dk singh was also Commissioner of PR & DW Dept.since 10 years
@creativeworld...4485
@creativeworld...4485 2 ай бұрын
This dicision is the good decision because every officers after 3 year transfor anathor post/please.
@sanjaysahu-xo5cu
@sanjaysahu-xo5cu 2 ай бұрын
ଶଳା ମାନଙ୍କୁ ଜେଲ୍ ପଠାନ୍ତୁ ❤
@y7odisha174
@y7odisha174 2 ай бұрын
Hmm
@digbijayapradhan8367
@digbijayapradhan8367 2 ай бұрын
Old Ias officer out karidia. New ias officer posting karidia
@MoonLight0466
@MoonLight0466 2 ай бұрын
Pila padhi padhi halia IAS,OS post baharuchi hle posting nai kmiti hba a gura baharile ta
@parvakarnayak645
@parvakarnayak645 2 ай бұрын
New CM please inquiry imditily public demand jai jagannath
@hrudayaranjan8217
@hrudayaranjan8217 2 ай бұрын
ରବିଦାସ ଯାହା ହେଉ BJD ବିଷୟରେ କିଛି ତ କହିଲେ😂😂😂😂
@rajeshsahu74070
@rajeshsahu74070 2 ай бұрын
Hn pa au kichi paunahanti bodhe 😅
@SP6612472219
@SP6612472219 2 ай бұрын
Barsa Jau Adaku Chata Seiadaku Kala loka.....Ye Rabi Das.....
@sanghamitradas371
@sanghamitradas371 2 ай бұрын
Se budha pura telamara Budha
@NityandaMahakud
@NityandaMahakud 2 ай бұрын
ରବି ଦାସ ଗାଲୁଆ ଟା ବିଜେଡିର ଚାମଚା
@janakiballavdash806
@janakiballavdash806 2 ай бұрын
Who gave suresh mohapatra extension after extension when these were not sanctioned by DoPT! Recovery of taken govt amounts is need of hour🌹
@amjadsk.2469
@amjadsk.2469 2 ай бұрын
Central deputation re pathei diya jau... 50 yrs above ku Forceful retirement....rest officers ku punishment posting.... Ta pare ED,CBI ta achhi...
@kalicharanpanda4079
@kalicharanpanda4079 2 ай бұрын
Turanta Paribartan Karajau. ❤❤❤❤
@santoshjena7437
@santoshjena7437 2 ай бұрын
Jaya Sriram.....
@netranetra4111
@netranetra4111 2 ай бұрын
ଓଡ଼ିଶାର ବିଜେଡି ଅଫିସର ମାନଙ୍କୁ ଓଡ଼ିଶା ବାହାରକୁ ପଠାଯାଉ
@chandankumarjena9286
@chandankumarjena9286 2 ай бұрын
ସେମିତି ଚାଲେନି ସେମାନେ ଓଡିଶା କ୍ୟାଡର IAS ବିଭାଗ ପରିବର୍ତ୍ତନ କରାଯାଇପାରେ... ମୁଖ୍ୟମନ୍ତ୍ରୀ ବି ଓଡିଶା ବାହାରକୁ ପଠେଇ ପାରିବେ ନାହିଁ
@jagannathmishra5300
@jagannathmishra5300 2 ай бұрын
ଏମାନେ ସବୁ ବିଜେଡି କର୍ମୀ। ନିର୍ବାଚନ ରେ ଲାଗି ପଡନ୍ତି ବିଜେଡି ଦଳ ପାଇଁ।
@sdas3359
@sdas3359 2 ай бұрын
ଶାଳିନୀ ପଣ୍ଡିତ ମଧ୍ୟ ସେହି ଭିତରୁ ଜଣେ ଲୁଚି କି ରହି ଯାଇଛନ୍ତି Madam ରୂପା ମିଶ୍ର ଙ୍କ ପରେ ସ୍ୱାସ୍ଥ୍ୟ ବିଭାଗ ର ଗୁରୁତ୍ୱ ପୂର୍ଣ୍ଣ ଅଙ୍ଗ NHM ର MD ଭାବେ 2015 ରୁ ଦୀର୍ଘ ପାଞ୍ଚ ବର୍ଷ ରୁ ଉର୍ଦ୍ଧ ସମୟ ଧରି ରହି ଓ ପରେ ସ୍ୱାସ୍ଥ୍ୟ ସଚିବ ହୋଇ ସେଇ ସ୍ୱାସ୍ଥ୍ୟ ବିଭାଗ ର ମୁଖ୍ୟ ହୋଇ 10ବର୍ଷ ପାଖାପାଖି ହେଲା ସେଇ ସ୍ୱାସ୍ଥ୍ୟ କୁ ଜାବୁଡି ଧରି ବିଭିର୍ନ ପ୍ରକାରର ଦୁର୍ନୀତି ରେ ଲିପ୍ତ ଅଛନ୍ତି madam ଶାଳିନୀ ପଣ୍ଡିତ ସରକାର ଙ୍କ ସହ ତାଙ୍କର ନିବିଡ଼ତା ର ପ୍ରମାଣ ମିଳେ ଯେବେ ଯେବେ election commisioner ସୁଜାତା କାର୍ତ୍ତିକେୟନ ଙ୍କୁ ମିଶନ ଶକ୍ତି ରୁ ବିଦା କଲା ସାଙ୍ଗେ ସାଙ୍ଗ ପାଣ୍ଡିଆନ ଙ୍କ ଇସାରାରେ ଶାଳିନୀ ପଣ୍ଡିତ ଙ୍କୁ ମିଶନ ଶକ୍ତି ର ଅତିରିକ୍ତ ଦାଇତ୍ୱ ଦିଆଯାଇଥିଲା bjd ସରକାରର ବିଶ୍ଵସ୍ତ IAS ହିସାବ ରେ କିନ୍ତୁ ଧୀର ଚିକଣ କଥା କହି ନିଜକୁ ଆଢୁଆଳରେ ରଖି ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟ ବିଭାଗ କୁ ମାଡିବସି ପରିଚାଳନା କରୁଥିବା IAS ଶାଳିନୀ ପଣ୍ଡିତ ମଧ୍ୟ ଆପଣ ମେଡ଼ିଆ ରେ ଦେଖେଇ ଥିବା IAS ଙ୍କ ମଧ୍ୟରୁ ଆଉ ଜଣେ ୟାଙ୍କୁ ମଧ୍ୟ ଲୋକଲୋଚନ କୁ ଆଣନ୍ତୁ ଓ ଆମ ନୂଆ ସରକାର ଙ୍କ ନଜରକୁ ମଧ୍ୟ ଆଣିବାରେ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ହିସାବ ରେ ସହଯୋଗ କରନ୍ତୁ ଓ ତୁରନ୍ତୁ ତାଙ୍କୁ ସ୍ୱାସ୍ଥ୍ୟ ବିଭାଗ ରୁ ବଦଳି ପାଇଁ ସରକାର ଙ୍କ ଉପରେ ଚାପ ପକେଇବା ପାଇଁ ଓଟିଭି କୁ ଅନୁରୋଧ 🙏 ଧନ୍ୟବାଦ
@deepaksamal6937
@deepaksamal6937 2 ай бұрын
Rabi das sir barsa juade chata siaade
@jajatikeshari8949
@jajatikeshari8949 2 ай бұрын
Immediately amanaka upere strong investigation karajau
@Goutam306
@Goutam306 2 ай бұрын
ଏମାନେ ବିଜେଡି ପାଇଁ କାମ କରୁଛନ୍ତି ଏବେ ଠିକ୍ ସମୟ ଆସିଛି ସାବାଡ ହେବେ ଏଥର
@manojbabu6690
@manojbabu6690 2 ай бұрын
ଯେତେ ଭଲ କାମ କରିବ ବିଜେପି ସେତେ ଭଲ ପାଇବେ ଲୋକେ👈ED.CBI ଲଗାଯାଉ......................
@tapaspradhan1167
@tapaspradhan1167 2 ай бұрын
Center re IAS mane rahu nahanti ki 10/15 year hela gotie department re
@KumariminaDas
@KumariminaDas 2 ай бұрын
Samastanku cbi Logan tu bahut bholo hebo
@rohitpatel8542
@rohitpatel8542 2 ай бұрын
Finally you got some content to increase TRP OTV 🙉🙊🙈
@jaishreeram3447
@jaishreeram3447 2 ай бұрын
Kain sata sunile gandi fatigala ki
@SMRUTISAHOO191
@SMRUTISAHOO191 2 ай бұрын
Sabu Office Heshb Deba BJP Sarkar New CM Ku.
@hrudayaragita7961
@hrudayaragita7961 2 ай бұрын
ତେଣୁ ସଚ୍ଚୋଟ ଅଫିସର କାହାକୁ ଭୟ କରିବାର କିଛି ନାହିଁ।
@user-zk5xg3ci4l
@user-zk5xg3ci4l 2 ай бұрын
ଏହି କଥା ରବି ଦାସ ଆଗରୁ ଜାଣିନଥିଲା କାହିଁ ଆଗରୁ ଏ ବାବଦରେ କିଛି ମୁହଁ ଖୋଲୁନଥିଲ
@pranayakumarpalei5574
@pranayakumarpalei5574 2 ай бұрын
Kete PC khaichanti ED red karu
@jitendrabiswal2844
@jitendrabiswal2844 2 ай бұрын
P̊åi̊s̊å k̊h̊i̊å k̊ůk̊ůr̊å e̊m̊ån̊e̊ b̊j̊d̊ r̊å
@djkoraputiaproduction
@djkoraputiaproduction 2 ай бұрын
ଏମାନଙ୍କୁ ତୁରନ୍ତ ବାହାର କରାଯାଉ,
@purnachandrahota6554
@purnachandrahota6554 2 ай бұрын
ମୋର ଦୃଢ ଆଶା ଯେ ଶ୍ରୀଯୁକ୍ତ ମୋହନ କୁମାର ମାଝୀ ପ୍ରିୟ ମୁଖ୍ୟମନ୍ତ୍ରୀ ଏମାନଙ୍କର ଚାଲବାଜି ର ପର୍ଦ୍ଦାଫାସ କରି ଏକ ନୂତନ ଓଡିଶା ଗଠନରେ ଅଗ୍ରସର ହେବେ ସତ୍ୟ ର ସବୁବେଳେ ଜୟ ହିଁ ହୋଇଥାଏ ଜୟ ଶ୍ରୀ ଜଗନ୍ନାଥ 😊😊❤
@hrudayaragita7961
@hrudayaragita7961 2 ай бұрын
ଭଲ କାମ କରିବା ଉଚିତ୍
@user-dm3we2fy1f
@user-dm3we2fy1f 2 ай бұрын
Yes it's true sir ❤❤❤ sata katha agyan
@Lion0091
@Lion0091 2 ай бұрын
Teacher mane kete barsa re transfer hebe
@bipinbiharinayak5973
@bipinbiharinayak5973 2 ай бұрын
Telenga ayojan odisha bopar immediately transfor
@user-ko9zr3ud8d
@user-ko9zr3ud8d 2 ай бұрын
Jete ias ips officer ED CBI enquiry hau
@susantasahoo1524
@susantasahoo1524 2 ай бұрын
Yes good news otv
@janakiballavdash806
@janakiballavdash806 2 ай бұрын
Dksingh caused govt loss on mining 56 crore heading as commissioner of mining dept. Why. Prdw commissioner for 13 years, why, whyhow🌹✝
@paramanandakalu9381
@paramanandakalu9381 2 ай бұрын
Right 3 yer Otv jaldi change kara jau
@dmajhi686
@dmajhi686 2 ай бұрын
Very nice Sir 🙏
@rabindrakumarsahoo1545
@rabindrakumarsahoo1545 2 ай бұрын
Immediate action following the IAS Officers.
@SudhansuSwain-cm4gi
@SudhansuSwain-cm4gi 2 ай бұрын
ରବି ବାବୁ ଏବେ ଜାଣିଲେ ଏସବୁ, ସେଥିପାଇଁ ତାଙ୍କ ସ୍ୱର ବଦଳି ଯାଉଛି
@iknow7753
@iknow7753 2 ай бұрын
ଦୁର୍ନୀତି ର ସେନାପତି ତାମିଲ୍ pandian
@pradyumnakumarmohanty3239
@pradyumnakumarmohanty3239 2 ай бұрын
Nua cm hele thik achhi kintu sie cm nuha rubber stamp
@rajeshparida6373
@rajeshparida6373 2 ай бұрын
Rabi das abe bjp
@harishmallck2
@harishmallck2 2 ай бұрын
ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ସମସ୍ତ ମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଯେ ଦୀର୍ଘ ଦିନ ଧରି ଏହି ପଦବୀରେ ଅବସ୍ଥାପିତ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।
@hrudayaragita7961
@hrudayaragita7961 2 ай бұрын
ସରକାରୀ ସ୍ତରରେ ବଦଳାଇବା ଆବଶ୍ୟକ
@MoonLight0466
@MoonLight0466 2 ай бұрын
ଯୋଉ ପିଲା ଆଇଏଏସ, ଓସ୍ ପଢୁଛନ୍ତି ପରୀକ୍ଷା ଦେଉଛନ୍ତି ଭାବୁଛନ୍ତି ଆମର ହଉନି କଣ ହେଇ କାରଣ ଏମାନେ ହଟିଲେ ତ ନୂଆ ଆସିବେ 🤷
@laxmidhardas6096
@laxmidhardas6096 2 ай бұрын
ଏ ସଳା ବିଜେଡି ମକା ଆଫିସର ମାନଙ୍କୁ ବିବାହ ବଦଳି କରାଯାଉ
@pratapsahoo5891
@pratapsahoo5891 2 ай бұрын
ଏମାନଙ୍କୁ ଆଗ c b i ରେଡ କରିବା ଦରକାର କାରଣ ଏମାନେ କାହିଁକି 10 ବର୍ଷ ହେଲା ପଡ଼ିରହିଛନ୍ତି ଯେତେ ଶୀଘ୍ର ଏ ମାନଙ୍କୁ ଓଡ଼ିଶା ନୁହେଁ
@basudevmunda9031
@basudevmunda9031 2 ай бұрын
ସବୁ BJD ଦଲାଲ୍ ସବୁ ଲୁଟି ଖାଇ ଗଲେ ଏମାନଙ୍କୁ ସବୁ 200 km ଦୂରକୁ ତଡା ଯାଉ
@HaraprasadRana-fm1uu
@HaraprasadRana-fm1uu 2 ай бұрын
300 0:02 K M
@HaraprasadRana-fm1uu
@HaraprasadRana-fm1uu 2 ай бұрын
300. K M
@PrakashchandraPanda-nn3tg
@PrakashchandraPanda-nn3tg 2 ай бұрын
ନବୀନ ପଟ୍ଟନାୟକ କଂ କାରନାମା ଯୋଗୁଁ ଓଡିଶାର ଗାଦି ମାଡି ବହୁତ ବର୍ଷ ଯାଏଁ ରହି ଆସୁଥିଲେ ।ସରକାର କଂ ଲାଭ ସହ ନିଜର ମଧ୍ୟ ଲାଭ ଅଧିକ ପରିମାଣରେ ନେଉ ଥିଲେ ।ଯେଉଁ ପରି ପାଅଂଡିଆ ଭଳି ।ନୂତନ ଭାବରେ ଅଧିକାରୀ ମାନଙ୍କୁ ଅଣାଯାଇ ପୁରାତନ ମାନଙ୍କୁ ବଦଳାଇ ସେମାନଙ୍କ ଉପରେ ବିହୀତ କଠୋର ଦଣ୍ଡ ବିଧାନ କରିବା ଉଚିତ୍ ।ତାହାହେଲେ ନୂତନ ସରକାର ଓଡିଶାର ଗୌରବ ଫେରାଇ ଆଣିପାରିବେ ନିଶ୍ଚିତଭାବରେ ।
@arunsatapathy9126
@arunsatapathy9126 2 ай бұрын
Immediately transfer please
@prafullasahoo1199
@prafullasahoo1199 2 ай бұрын
Mr.Rabi Das has changed his voice.
@sanghamitradas371
@sanghamitradas371 2 ай бұрын
Jemiti pandiyan au ta wife Orissa ru au kouthi transfer hounathile
@biswaranjanmohapatra2518
@biswaranjanmohapatra2518 2 ай бұрын
ଯାହା ସବୁ ମନମୁଖୀ ଚାଲିଥିଲା 🎉ସେଥି ପାଇଁ କେବଳ ଆମେ ମାନେ ହିଁ ଦାୟୀ।🎉 ଯାହା ହେଉ ଡେରିରେ ହେଲେ ବି ଆମେ ଚେତିଗଲୁ 🎉 ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ କଥା ଆମର ମାନେ ପଡ଼ିଗଲା 🎉
@taktome3340
@taktome3340 2 ай бұрын
ସାରୁଅ ଜମି ଉପରେ ଟିକେ ଦେଖାଉନାହାନ୍ତି
@asitpadhi3397
@asitpadhi3397 2 ай бұрын
Good idea to increase trp
@nanditachhotray7808
@nanditachhotray7808 2 ай бұрын
Rabi Das mahasaya ... U turn deichhanti.. Media people like... Dase plays very nyasti role for their personal benifit
@onedayyouandme3268
@onedayyouandme3268 2 ай бұрын
ଏବେ ବଢିଆ ହବ ସବୁ ନାମ ନେବେ😂😂
@sandhyamohanty709
@sandhyamohanty709 2 ай бұрын
ନେତା ତ ଲଗାମ ଛାଡ, ଅଫିସର କଣ ହେବେ ନୀତି ହୀନ ନେତା ଲଗାମହୀନ ଅମଲାତନ୍ତ୍ର, ଲୋଭି ଜନତା ..
@commonman5937
@commonman5937 2 ай бұрын
ସବୁ tamil officer ଓଡ଼ିଶାରେ
@ashokparida1855
@ashokparida1855 2 ай бұрын
The middle one G.Mathibhavan should immediately be sent any post in Malkangiri or deep interior Odisha specifically in Mao area.
@srikantaharichandan1464
@srikantaharichandan1464 2 ай бұрын
Rabi Das nka swar pura change
@durgaprasaddas6363
@durgaprasaddas6363 2 ай бұрын
Daya kari aei mana nku badalantu please🙏🙏🙏🙏🙏🙏🙏
@bipinbiharinayak5973
@bipinbiharinayak5973 2 ай бұрын
Domuhna reporter buligale rabi babu
@AKBchand
@AKBchand 2 ай бұрын
What is about OASs in CMO office? Find the details
@asishmahapatro5197
@asishmahapatro5197 2 ай бұрын
enquiry kari loti thiba tanka sarakar neyi odisha baharaku transfer kale heba
@thebeautyofnature8820
@thebeautyofnature8820 2 ай бұрын
ସେମାନଂକୁ ସମସ୍ତ inquary ନିହାତି ଦରକାର.......
@prasantapattanaik862
@prasantapattanaik862 2 ай бұрын
ଏଇ ଆଇ ଏ ଏସ୍ ମାନେ ହିଁ ସବୁ ନାଟକର ମୂଳ।
@chittaranjansamal7842
@chittaranjansamal7842 2 ай бұрын
New officer posting haba darkar
@ashishmohanty6474
@ashishmohanty6474 2 ай бұрын
ସିଏ ତ ପରିବର୍ତ୍ତନ ହବ ତୁ ମାଲିକ କଥା ଭାବେ ମୁଖ୍ୟମନ୍ତ୍ରୀ କଲେନି କି କେନ୍ଦ୍ରମନ୍ତ୍ରୀ କଲେନି ମନ ଦୁଃଖରେ ଶୋଇଥିବ ।
@akshayakumarjena4686
@akshayakumarjena4686 2 ай бұрын
Odisha bahar ku Pathaaa....
@jaherayo6978
@jaherayo6978 2 ай бұрын
ଚାକିରୀ କରି ରାଜନୀତି କଲେ କଣ ହୁଏ 2024 election ଭଲ ଶିକ୍ଷା ଦେଲା। ଶାସକ ଠିକ୍ ଥିଲେ ପ୍ରଶାସକ ଠିକ୍ ରହିବେ, ରାଜ୍ୟ ବାସି ସମସ୍ତେ ନ୍ୟାୟ ପାଇବେ।
@Ranjankumar-fz8xj
@Ranjankumar-fz8xj 2 ай бұрын
ଯେକୌଣସି କୋଣ ଅନୁକୋଣରେ ଏହିଭଳି ବିଜେଡି ଦଳ ପାଇଁ ଦଲାକରୁଥିବା ଅଫିସର ମାନଙ୍କୁ ତାମିଲୀନାଡୁ ପଠାଗଲେ ବହୁତ ଭଲ ହୁଅନ୍ତା।
@SunitSwain-co5wc
@SunitSwain-co5wc 2 ай бұрын
Education department re sabutharu badamasi kama hoiechhi.
@hrushikeshbiswal4305
@hrushikeshbiswal4305 2 ай бұрын
ସମସ୍ତ ଙ୍କୁ ଓଡିଶା ବାହାରକୁ ବଦଳୀ କରାଯାଉ
@pravakarmishra8813
@pravakarmishra8813 2 ай бұрын
They should be transferred immediately. CM is requested to take action.
@user-uk9xo8uq7s
@user-uk9xo8uq7s 2 ай бұрын
Very nice sir
@dasgoura9275
@dasgoura9275 2 ай бұрын
What about Salini pandit health secretary???
@pramodpradhan8792
@pramodpradhan8792 2 ай бұрын
We need more cbi investigation in odisha
@Babubhai123-c8e
@Babubhai123-c8e 2 ай бұрын
ଆଗ ଶିକ୍ଷା ସଚିବ ଅସ୍ବସ୍ତି ମାଡ଼ମ କୁ ହଟାନ୍ତୁ..👍👍
@prashantasahoo6272
@prashantasahoo6272 2 ай бұрын
ଏ ରବି ଦାସ ପୁରା ଗାଣ୍ଡି ମରାଟା, ମାଗିଆ କେତେବେଳେ କେଉଁ ଦଳ ପାଇଁ କହୁଛି
@nareshpatro7986
@nareshpatro7986 2 ай бұрын
Please take action against the office er
@PrakashchandraPanda-nn3tg
@PrakashchandraPanda-nn3tg 2 ай бұрын
ନୂତନ ସରକାର ନୂତନ ଭାବରେ କାର୍ଯ୍ୟ କରି ବିଜେଡି କୁ ଶିକ୍ଷା ଦେବା ଦରକାର ।କିପରି ନିର୍ବାଚନ ରେ ହାରିଲେ ତାହା ଜାଣି ପାରିବେ ।
@santanushaan4870
@santanushaan4870 2 ай бұрын
For the betterment of farmers, Mundi of Food and PDS dept should immediately be changed. Similarly MUndi of civil supplies corporation and officers relating to procurement of paddy and PDS should be changed. Mineral bearing districts mundi Mane b change darakar. DMF audit CAG nku entrust karajau.
@prakashkumarjena.babusan.n3760
@prakashkumarjena.babusan.n3760 2 ай бұрын
ଏ ମାଗିହା ତାମିଲ ମାନଙ୍କୁ ତୁରନ୍ତ cbi କରି ବାହାର କର
@trinathkandi1591
@trinathkandi1591 2 ай бұрын
Total.chance.heu🎉🎉🎉😮😮😮
Underwater Challenge 😱
00:37
Topper Guild
Рет қаралды 41 МЛН
王子原来是假正经#艾莎
00:39
在逃的公主
Рет қаралды 16 МЛН
Underwater Challenge 😱
00:37
Topper Guild
Рет қаралды 41 МЛН