Humane Sagar’s wife brings fresh allegation against singer

  Рет қаралды 677,971

OTV

OTV

Күн бұрын

Humane Sagar’s wife brings fresh allegation against singer
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 861
@user-lj9nk6qy2n
@user-lj9nk6qy2n Ай бұрын
ସେ sc ତା ପରେ ଖ୍ରୀଷ୍ଟ ଧର୍ମାବଲମ୍ବୀ, ଆଉ ତୁମେ ବ୍ରାହ୍ମଣ ଝିଅ, ତୁମର ଲଜ୍ୟା ଶର୍ମ ବୋଲି କିଛି ନାହିଁ, ତୁମେ ବ୍ରାହ୍ମଣ ସମାଜ ର କକଙ୍କ।ତୁମ କୁ ସେ ଠିକ୍ କରିଛି।
@bishnujagat9155
@bishnujagat9155 Ай бұрын
Sc cast ku ate ghurna kana pain karu6 be ...
@i.ashisss
@i.ashisss Ай бұрын
Ethi Caste katha kichhi kuhanii
@devbehera9506
@devbehera9506 Ай бұрын
ଯୋଡି ତୋ ଉପର ବାଲା ଦିଅନ୍ତି। ଯାହା ହୁଏ ଭାଗବନ ଙ୍କ ଆଶୀର୍ବାଦ ରେ ହୁଏ ପୁଣି କଳଙ୍କ କାହିଁକି?
@Rashmi66643
@Rashmi66643 18 күн бұрын
Sc manka nicha budhi jete bada hele bi sethi pain loka ghruna karanti
@devbehera9506
@devbehera9506 17 күн бұрын
@@Rashmi66643 ତୁମମାନଙ୍କ ନିକୃଷ୍ଟ ଭାବନା ସମାଜକୁ ନଷ୍ଟ କରୁଛି।
@pratapjena5356
@pratapjena5356 Жыл бұрын
ତୁମେ କ'ଣ ଆଗରୁ ଜାଣିନଥିଲକି ହିୟୁମାନ ସାଗର ଖ୍ରୀଷ୍ଟୀୟାନ ବୋଲି, ତୁମେ କେବେହେଲେ ବ୍ରାହ୍ମଣ ହେଇପାରିବ ନାହିଁ,
@bihutioom
@bihutioom Жыл бұрын
ମିଡ଼ିଆ ଵାଲା ତମର କିଛି କାମ ନାଇଁ, ଏଇଟା ନୁଜ ନୁହଁ, ଯୋଉ ରାଜ୍ୟ ରେ ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ତା ବହୁତ ଖରାପ ସେ ବିଷୟ ପ୍ରତି ଧନ୍ୟ ଦିଆ. ତେମେ ମନେ ସମସ୍ତ ଙ୍କ ଘର ବାଙ୍ଗୁଛ
@godmadeyou2
@godmadeyou2 Жыл бұрын
ପ୍ରଥମ କଥା ଆପଣ ପୂରୀ ଝିଅ ହେଇକି କାଳିଆ ଙ୍କୁ ଧକା ଦେଇଛନ୍ତି ।। ତା ସହିତ ନିଜ ଭଗବାନ ତୁଲ୍ୟ ସ୍ୱାମୀ ଙ୍କୁ ଧକା ଦେଉଛନ୍ତି, ତା ସହିତ ହିନ୍ଦୁ ଧର୍ମ ଙ୍କୁ ତଳେ ପକାଉଛନ୍ତି ।। ଯଦିବା ଆପଣ ମେରେଜ୍ କରିଥିଲେ ତେବେ ଟଙ୍କା ଲୋଭରେ ମେରେଜ୍ କରିଥିଲେ ?? ଆଉ ଟଙ୍କା ମିଳିଗଲା ତ ଏବେ ପ୍ରବ୍ଲେମ ହଉଚି ନା ?? କୀ ଡ୍ରାମା madam ।।
@sushantatarai2347
@sushantatarai2347 Жыл бұрын
Vai sata kahila
@pratapjena5356
@pratapjena5356 Жыл бұрын
ଠିକ୍ କହିଛନ୍ତି ଭାଇ
@babulibisoyi3636
@babulibisoyi3636 Жыл бұрын
ଠିକ୍ କଥା
@godmadeyou2
@godmadeyou2 Жыл бұрын
ନିଜ ଧର୍ମ କୁ ବଦନାମ କରିକୀ ଅନ୍ୟ ଧର୍ମ କୁ ବଦନାମ କରୁଛନ୍ତି ମାଡ଼ମ ।। ଜଣା ପଡୁଚି ବେଶି ଶିକ୍ଷିତ ଆଉ ବ୍ରାମଣ ପରିବାର ର ଝିଅ ପରି ।। ଲାଜ ଲାଗିବା କଥା ନିଜକୁ ।। ଟଙ୍କା ଲୋଭ ରେ କିଛି ଭି କରି ପାରନ୍ତି ଏମିତି ସ୍ତ୍ରୀ ମାନେ ।।
@NASTIKBHAI
@NASTIKBHAI Жыл бұрын
Absolutely Right...
@dolamanisahu1057
@dolamanisahu1057 Жыл бұрын
ଏବେ ବ୍ରାହ୍ମଣ ଖ୍ରୀଷ୍ଟିଆନ ମନେ ପଡୁଛି ଆଗରୁ ମସ୍ତି କରୁଥଲୁ ଜାଣିପାରିଲୁ ନାହିଁ. ଲଜ୍ୟା
@rajuswain4150
@rajuswain4150 Жыл бұрын
agrau human kahinathila ta hindu dharma chadide boli
@dillipkumarpradhan829
@dillipkumarpradhan829 Жыл бұрын
Ok Dolamani
@anjalims2511
@anjalims2511 Жыл бұрын
ଟଙ୍କା ଲୋଭ
@आपकाYouTube
@आपकाYouTube Жыл бұрын
Ebe gandi marei haaa
@sameermallick2431
@sameermallick2431 Жыл бұрын
Right sir superb sir bhala heichhi pua nahanti Hindu religion 🙏 na 🚩🕉️
@odishamix7042
@odishamix7042 Жыл бұрын
ହଁ... ବିବାଦ ଦେଖାଦେଲା ପରେ ସବୁ ପୁଣ୍ୟ, ଧର୍ମ ,ଜାତି ଆଉ ମାନବିକତା ବିଷୟରେ ଭାଷଣ ଦିଅନ୍ତି....
@hrudayanag2053
@hrudayanag2053 Жыл бұрын
Thik kahila Bhai emanku laaja nahi puni nija bhulku ete dekhauchhanti barnana karuchhanti
@kingman2615
@kingman2615 Жыл бұрын
Bramhana thila jadi emiti step nela belaku bhabilani ebe asubidha habaru Puri bramhana kahiki other religion ku gala boli kahiba au jati katha utheiba kichhi mulya hin nahi.
@odishamix7042
@odishamix7042 Жыл бұрын
@@kingman2615 ଏକଦମ୍ ଠିକ୍
@sraddhanjalisagar7945
@sraddhanjalisagar7945 Жыл бұрын
Exactly
@ranjannayak9220
@ranjannayak9220 Жыл бұрын
@@kingman2615 q1qqq
@Siyaan2021
@Siyaan2021 Жыл бұрын
ମୁଁହ ଦେଖିଲେ ଲାଗୁନି ଯେ ଟର୍ଚର ହେଇଥିବ ବଲି
@lipunsingh6941
@lipunsingh6941 Жыл бұрын
True
@KumarDilip-d5f
@KumarDilip-d5f Ай бұрын
ମତେ ଲାଗୁଚି ଏ ପଇସା ପୂଳାଇ ରଖି ସାରିଲାଣି ତାକଟିରୁ ସେଥିପାଇଁ ଖସିବାକୁ ଚେଷ୍ଟା କରୁଛି
@shibshankardeheri4182
@shibshankardeheri4182 Жыл бұрын
ଓ ମେମ ଯାହା କହୁଛ କ'ଣ ଭଲ କହୁଛ ,ଯାହା ହେଲେ ବି ସେ ତୁମ ପତି, ପତିବ୍ରତା ନାରୀ ବା ପ୍ରକୃତ ବ୍ରାହ୍ମଣ ନିଜ କୁ କହୁଛ,ଆଉ ଆଜି ଚେନାଲ ସାହାଯ୍ୟରେ ନିଜର ପତି କୁ ଏ ଦୁନିଆଁ ଆଗରେ ବିଜତି‌କରୁଛ, ଏହା କଣ ଭଲ କି,ବା଼ ରେ ନାରୀ ବହୁତ ଧନ୍ୟବାଦ, ତୋ ଭଳିଆ ନାରୀ କୁ ,,,,,,,, ତୁ ଯାହା କହୁଛ ମିଛ , କାଲି ହିନ୍ଦୁ ଥିଲୁ , ଆଜି ଖ୍ରୀଷ୍ଟିଆନ‌ ସୁଖ ପାଇସାରିବା ପରେ,କ'ଣ ମୁସଲମାନ ବରଂ ଠିକ୍ କରିଛୁ କି?
@sibusweetheartbardhan2231
@sibusweetheartbardhan2231 Жыл бұрын
😂🤣🤣🤣😂😂😂
@lokanathmishra7863
@lokanathmishra7863 Жыл бұрын
@@sibusweetheartbardhan2231 w Level lo ni hi nahi hi
@queenashiq_
@queenashiq_ 6 ай бұрын
ହଁ ଖାଇ ଖାଇ ମୋଟା ହେଲା ପରେ ଏବେ.....
@pmsahu2602
@pmsahu2602 Жыл бұрын
ଏଟା ବ୍ରାହ୍ମଣ/ନାରୀ ଜାତି ପାଇଁ କଳଙ୍କ ପୃଥିବୀକୁ ଭରା
@jagadishbhutia9434
@jagadishbhutia9434 Жыл бұрын
ସ୍ୱାମୀ ନାମରେ ଏତେ କହି ପାରୁଚ ମାନେ ତୁମେ ଯଦି ଠିକ ଥିବ ତାହେଲେ ପକା divorce ନବ
@santoshkar267
@santoshkar267 Жыл бұрын
Correct
@somanathacharjya8753
@somanathacharjya8753 Жыл бұрын
ତତେ ମାଡ଼ ଦରକାର
@neel2322
@neel2322 Жыл бұрын
Mam sidha sidha divorce dei dia badnam kain karuchha
@rakeshdash216
@rakeshdash216 Жыл бұрын
ଭଲ ପାଇଲ ଏବଂ ବାହା ହେଲ ସେତେବେଳେ ଜାତି କଥା ଭୁଲିଗଲ ଆଉ ଏବେ ଅସୁବିଧା ହେଲା ସେଥିପାଇଁ ଜାତି ଦେଖେଇ ହେଉଛ ଆଉ ତମକୁ ଦେଖିଲେ ଲାଗୁନି ତମର କିଛି ଅସୁବିଧା ହେଇଛି ବୋଲି ବ୍ରାହ୍ମଣ ବୋଲି ମଣିଷ ମାନିବନି କି ମାଡ଼ମ
@sizzlinglife8198
@sizzlinglife8198 Жыл бұрын
Yes... bibaha purba ru kn Jana nathila eita inter religion mrg ki se Mada piuthile na au kn... ebe mane paduchi e sabu Lv mrg mane bhal se chunhiba pare hi na mrg heithiba
@munnamaji8066
@munnamaji8066 Жыл бұрын
ହୁମାନସାଗର ଙ୍କ ସ୍ତ୍ରୀ ହିଁ ଖରାପ୍ ବିବାହ ପୁର୍ବ ରୁ ଜାଣିବାଦରଖାର ଯେ ସେ ଅନ୍ୟ ଜାତି ଏବେଜାତି ଧର୍ମ କଜୁଛନ୍ତି ଆଗରୁ ହୁମାନସାଗର ଖ୍ରିସ୍ଟାନ ବଲିଜାଣିପରିନତିଲ ଆଗୋ ଛଟ ଖାଇଲାପୋରେଜଣାପଡୁଛି ହୁମାନସାଗରଜଣେ ଖ୍ରିସ୍ଟାନ ଶ୍ରୀୟା ଦିଦି ତମକୁ ଟିକେଖରାପ ଲାଗୁନି ଶ୍ରୀୟାଦିଦି ତମେକଣ ଆଉକେହିହେଲେବିହୁମାନସାଗର କୁ ହଲେଇପାରିବେନି ବଗବାନଙ୍କ ଆସ୍ରିଭାଦ ହୁମାନସାଗର ଭାଇପାଖରେସବୁବେଲେଅଛି ଶ୍ରୀୟାଦିଦି ତମେ ହିଁ ଖରାପ୍ ହୁମାନସାଗର ଯେ ହ
@NandiniNandini-df5gh
@NandiniNandini-df5gh Жыл бұрын
ସବୁ ମିଛ କହୁଛନ୍ତି ସବୁ ମିଛ ହ୍ୟୁମାନ sir ବହୁତ ଭଲ ସିଙ୍ଗର
@meetamangurimeeta
@meetamangurimeeta Жыл бұрын
Yes
@MC_CREATIOR_7
@MC_CREATIOR_7 Жыл бұрын
Human Sagar madua sala ye
@SuryaBhai-fr2lo
@SuryaBhai-fr2lo Жыл бұрын
I hate you human Sagar
@subasguru
@subasguru Ай бұрын
ଆରେ ଭାଇ ଭଲ ସିଗର ଜେ ଜଗନାଥ ଭଜନ ବୋଲି ପାରିବ ସେ ଗୋଟେ ନିସା ଖୁର
@ommjeetchannel6262
@ommjeetchannel6262 Жыл бұрын
ମିଡ଼ିଆ ଅଗର ମିଛ କହିଲେ ଲାଭ ନାହିଁ ଘରେ ସତ କଥା କହି ନିଜ ସ୍ୱାମୀ ସଙ୍ଗେ ରହୋନ୍ତ ନିଜର ମାନ ସଂମାନ ରଖି ଘରେ ରୁହ. ଏଇ ଭଳି କଥା କହି ସମାଜ କୁ କରାପ କରିନ୍ତୁ ନାହିଁ. ବାଲେଶ୍ୱର ଅଜୟ 🌹
@sanjeevdash1287
@sanjeevdash1287 Жыл бұрын
ଯଦି ନିଜର ପୂଣ୍ୟ କୁ ପାପରେ ପରିଣତ କରିବ ତେବେ ଦାୟୀକିଏ। ଗୋଟିଏ ବ୍ରାହ୍ମଣ ଝିଅ ହୋଇ ଖ୍ରୀଷ୍ଟିଆନ ଲୋକ କୁ କେମିତି ପସନ୍ଦ କଲ। ନିଜର ମାନବିକସ୍ତର ରେ ମନାକଲାନି ଏବେ ଫେରିଲେ କଣ ସମାଜ ଗ୍ରହଣ କରିବ ?ଏବେ ଦୁଃଖ ତ କେହି ନେବେନି ତେବେ କାହିଁକି ଲୋକମାନଙ୍କୁ ଶୁଣଉଛ। ପ୍ରେମ କଲାବେଳେ ଜାତିଅଜାତି ଦିଶିଲାନି ବର୍ତ୍ତମାନ ନିଜର ଦୁଃଖ କେବଳ ନିଜର ବାଣ୍ଟିବାକୁ ଚେ଼ଷ୍ଟା କରନ୍ତୁ ନାହିଁ।
@mrbbapun
@mrbbapun Жыл бұрын
ନାରୀ ନିର୍ଯାତନା ଏକ ବହୁତ୍ ବଡ ସମସ୍ୟା । ଯେଉଁ ଲୋକ ମାନେ କହୁଛନ୍ତି ଯେ ଶ୍ରୀୟା ମିଛ କହୁଛନ୍ତି ସେମାନଙ୍କୁ ଗୋଟେ ପ୍ରଶ୍ନ, ଯଦି ସେ ତୁମ ଭଉଣୀ କିମ୍ବା ଝିଅ ହେଇ ଥାନ୍ତେ ତାହେଲେ ମଧ୍ୟ କଣ ତୁମେ ତାଙ୍କୁ ମିଛ କହୁଛି ବୋଲି କହିଥାନ୍ତ? ଠିକ୍ ଏହି ଭଳି ଲୋକଙ୍କ ପାଇଁ ଆଜି ଯାଏଁ ଲକ୍ଷ ଲକ୍ଷ ଝିଅ ଘରୋଇ ନିର୍ଯାତନା ର ଶିକାର ହୋଇ ମଧ୍ୟ ଆଇନ ର ଦ୍ବାରସ୍ଥ ହେବାକୁ ଡରୁଛନ୍ତି । କାରଣ ହେଉଛନ୍ତି ଏ ମୂର୍ଖ ଦୁନିଆ ବାଲା । ଜଗନ୍ନାଥେ ଏ ମୂର୍ଖ ଙ୍କୁ ଟିକେ ସଦବୁଦ୍ଧି ଦିଅ।
@bishnupriyadas246
@bishnupriyadas246 Ай бұрын
pura thhik kahichanti
@NandiniNandini-df5gh
@NandiniNandini-df5gh Жыл бұрын
ନିର୍ଯାତନା ନାହିଁ ତ କଣ ପାଇଁ ମିଡ଼ିଆ ସାମ୍ନା କୁ ଆସୁଛ ଲାଜ ଲାଗୁନି 😡😡😡😡
@sureshchandrabhoi5337
@sureshchandrabhoi5337 Жыл бұрын
ଘର କଥା ବାହାରେ ନ ପଡିବା କଥା ସ୍ୱାମୀ ସ୍ତ୍ରୀ ଭିତରେ ବୁଝା ମଣା ହେଇ ଗଲେ ଭଲ ହେବ
@Meenoalishavlog
@Meenoalishavlog Жыл бұрын
Soto khota sir
@jyotsnaranisima253
@jyotsnaranisima253 Жыл бұрын
ଏମିତି କରୁନଥିବେ ବୋଲି ହିୟୁମାନ ସାଗର sir ଲାଗୁନି ମତେ ତ ଲାଗୁଛି ଏସବୁ ମିଛ ହେଇଥିବ
@nibeditasahu4121
@nibeditasahu4121 Жыл бұрын
⁹87
@jyotsnaranisima253
@jyotsnaranisima253 Жыл бұрын
ହିୟୁମାନ୍ sir ବହୁତ ଭଲ ମୁଁ ଜାଣିବାରେ ଏମିତି କରୁନଥିବେ
@rojalinmoharana5902
@rojalinmoharana5902 Жыл бұрын
Tame tanka ghara loka au nai
@mrdeshitoka5609
@mrdeshitoka5609 Жыл бұрын
Ja se balua human sagar ku chatibu jibha re
@bidusnabehera1245
@bidusnabehera1245 Жыл бұрын
Jadi ete kasta deithile tahele emiti cehera kemiti hela
@christtvodisa7466
@christtvodisa7466 Жыл бұрын
ତୁ ଚୋରଣୀ ଗୋବର ମୁଣ୍ଡି ,,gold digar,, ଅଣ୍ଡରା ଚଣ୍ଡି,, ଅଲୋକ୍ୟଣି,, ମଦୁଆଣି,, ଗୁଓ ଖାଇ
@prasantagomango7447
@prasantagomango7447 Жыл бұрын
ହେ ମାଆ ତମେ ଜଣେ ସ୍ତ୍ରୀ ତମେ ଚାହିଁଲେ ଘର ଭାଙ୍ଗି ପାରିବ ଚାହିଁଲେ ଘର ତିଆରି କରି ପାରିବ ଏତେ ସ୍ୱାମୀ ଙ୍କୁ ଆକେପ କରନ୍ତୁ ନାହିଁ please ସେ ସବୁ family matter.
@niranjannayak7171
@niranjannayak7171 Жыл бұрын
Madam ଆପଣ ଯେଉଁ କଥା କହିଛନ୍ତି ,ହଉ ଠିକ ଅଛି ହୁମାନ ସାର୍ ଆପଣଙ୍କୁ ବାଡ଼ା ବାଡି କରୁଥିଲେ ଟ ଚର କରୁ ଥିଲେ ଏହାର କାରଣ କଣ ହେଇ ପାରେ ?,ଗୋଟିଏ ଖ୍ରୀଷ୍ଟିଆନ ସୋଶାଇଟ ଲୋକ ଧର୍ମ ଆଦସରେ ବଡି କେବେ ବି ଏତେ ତଳକୁ ଖସି ଯାଇ ପାରେ ନାହିଁ କାରଣ ସେ ୧୦ ଆଜ୍ଞା ଭଲରେ ଜାଣିଛି ,ଯଦି ଏତେ ତଳକୁ sir ଖସି ଯାଇ ଥିବେ ,କିଛିଗୋଟେ ବଡ଼ କାରଣ ଥିବ। ଆଉ ସେ କାରଣ ହେଇ ପାରେ,ଆପଣ ଠାରୁ ଶାରୀରିକ ସମ୍ପର୍କ କିଛି ନିଅଣ୍ଟ ଥିଲାକୀ ? ହୁଏତ ସେସବୁ କାରଣରୁ ଜଣେ ପ୍ରଭୁ ବିଶ୍ବାସୀ ଲୋକ ହୁଏତ କାହାକୁ କିଛି ନ କହି ପାରୀ କ୍ରୋଧ ହେଉ ଥିଲେ,କାରଣ ଅଯାଗା ଘା ଦେଖେଇ ହୁଏ ନାହିଁ କି ଦେଖି ବି ହୁଏ ନାହିଁ ,ପ୍ରଭୁ ଆପଣ ଙ୍କ ପରିବାର ପ୍ରତି ସଦୟ ହୁଅନ୍ତୁ
@queenashiq_
@queenashiq_ 6 ай бұрын
👍👍, ସ୍ୱାମୀ କୁ ୱାଇଫ ଠୁ ବି ହାପି need ହୁଏ, ବିନା କାରଣ ରେ ଗୋଟେ ସ୍ୱାମୀ ଏମିତି କରନ୍ତି ନାଇଁ, ଏତେ ଅରାମସେ କହୁଛନ୍ତି, ଏତେ ଅସୁବିଧା ରେ ରହିକି ବି
@technicalromeo2k23
@technicalromeo2k23 Жыл бұрын
ମୁଁ ଜାଣିବାରେ ହ୍ୟୁମାନ ସାଗର ବହୁତ୍ ଭଲ ❤️ ମୁଁ ବି ବହୁତ୍ ଭଲ ପାଏ.... ଆଉ ତମେ ଯଦି ଏତେ ଘୃଣା କରୁଛ ତାଙ୍କ ଭିତରେ divorce କରାଯାଉ ପଛରେ ତମେ ପସ୍ତେଇବ
@KanheikumarVlog
@KanheikumarVlog Жыл бұрын
ପ୍ରକୁତରେ ଏମିତି ଝିଅ ମାନକୁ ପାଇଁ ଏଇ ପୃଥିବୀ କଳଙ୍କିତ ଏମିତି ଝିଅକୁ ଲକ୍ଷେ ପ୍ରଣାମ ଆଗରୁ ରୁ ଭଲ ପାଇବା ଭଲ ଲାଗୁ ଥିଲା ଏବେ ହ୍ୟୁମାନ ଭାଇ କରାପ ହେଇ ଗଲେ ଧନ୍ୟ ତୁ ନାରୀ ନେତ୍ରୀ ତତେ ଚିହ୍ନିବା ତ ଭାରି କଷ୍ଟ ପଇସା ଫଳାନ୍ଥା ଗଛରେ ଜଜି ଅଧେ ଝିଅ ମାଙ୍କଡ କୁ କରନ୍ତି ସାଧି
@sanjeebsabar4937
@sanjeebsabar4937 Жыл бұрын
ତମକୁ ଲାଜ ଲାଗୁନି ନିଜ ସ୍ୱାମୀ ନା ରେ socialmedia ରେ ବାଷଣ ଦେଉଛ ଛି ରେ ନାରୀ 😥. I know human sagar sir is a one of humble person.
@pointzero5953
@pointzero5953 Жыл бұрын
Jay Yeshu masihi ✝️🙏
@user-qm9xv2nd2m
@user-qm9xv2nd2m Ай бұрын
ତୁମକୁ କଣ ବ୍ରାହ୍ମଣ ପୁଅ ନଥିଲା, ସବୁ ଭୁଲ କରିସାରିବା ପରେ ନିଜ ମୂଳ ଦୋଷ ବୁଝି ପାରୁଛ? କୁଳୀନ ବଂଶ ର ହୋଇ ସବୁ ସାରି ଦେଇଛ, ସଂସାର ଠିକ ଠିକ ଚାଲିବା ବହୁତ କଷ୍ଟ, ତଥାପି ଚେଷ୍ଟା କର, ଅଢେଇ ଦିନିଆ ପ୍ରେମ ର ଫଳ ପିଲାମାନେ ଦେଖୁଛ ପିଲାମାନେ, ଏ ଭୁଲ କେହି କର ନାହିଁ!
@saulapattamajhicreation6962
@saulapattamajhicreation6962 Жыл бұрын
ବ୍ରାହ୍ମଣ ଝିଅ କହି ବ୍ରାହ୍ମଣ ଜାତିକୁ ନାଶ କରେନା...faltu ମାଇକିନା...କେତେବେଳେ କହୁଛୁ ସେ ମୋ ସହିତ time spend କରୁ ନାହାନ୍ତି ବୋଲି ଆଉ କେତେବେଳେ କହୁଛୁ ସେ ବେଶୀ ମୋତେ ପିଟୁଛି...ବାଳ କଥା ସବୁ...
@binapanisingh7527
@binapanisingh7527 Жыл бұрын
Human sir❤️❤️ love you
@Bagunsamad2.0
@Bagunsamad2.0 Жыл бұрын
ଭାଉଜ!! ଆପଣଙ୍କୁ କଣ କହିବି.... ଆପଣଙ୍କ..କଥା ଟା ଟିକେ ଗଡ଼ବଡ଼... ଲାଗୁଛି... 😂
@benuspradhan1406
@benuspradhan1406 Жыл бұрын
Ki katha kahucha ho tame kana karicha sekatha kahuna I know Human Sagar sir! very humble person 🙏
@dibyaranjan3454
@dibyaranjan3454 Жыл бұрын
ଅର୍ଥ ଅନର୍ଥ ର ମୂଳ କାରଣ, ଯେତେବେଳେ ଘର କିଣିବାକୁ ଅର୍ଥ ମାଡାମ୍ ଙ୍କୁ ମଗା ଯାଇଛି , ମାଡାମ୍ ଆଣିବେ କଉଠୁ, ସବୁ ତ ପଇସା କୁ ମଉଜ ମଜଲିସ୍ ପାର୍ଟି କରି ଉଡେଇ ଦେଇଛନ୍ତି।ଏବେ କରିବେ କଣ ,ତେଣୁ ଏଇ ବାହାନା ଟା ରଚନା କରିଛନ୍ତି। ତେଣୁ ଏସବୁ ସପୂଣ୍ଣ ମିଛ ଆଲିଗେସନ୍ ଏବଂ ହାସ୍ୟାସ୍ ସ୍ପଦ।
@nathantara1106
@nathantara1106 Жыл бұрын
Human best singer.
@sudhansuswain8524
@sudhansuswain8524 Жыл бұрын
Sabitri of the year
@pritidas6057
@pritidas6057 Жыл бұрын
😂😂
@kumaripradhan3255
@kumaripradhan3255 Жыл бұрын
Bhauja bhai tm bisaya re kichi b tk kharap katha kahinahanti auuu tk b kichi kuhana bhul thile b kuhani karana sabu kichi kahidele auu sansar agaku jibani pls bhai bisayare kichi kuhani
@user-tl7hn5yc7k
@user-tl7hn5yc7k 2 ай бұрын
ତତେ କଣ ହିନ୍ଦୁ ମାନଙ୍କର ଭଲଲାଗିଲାନି ଖ୍ରୀଷ୍ଟିଆନ କୁ ପସନ୍ଦ କଲୁ ଏବେ ମରା ତମ ଭଳି ମାଇକିନା ମାନଙ୍କୁ ଖାଲି ବିଛୁଆତି ଡାଙ୍ଗ ରେ ମାଡ ଦରକାର, ଆମେ ଓଡ଼ିଆ ଆମ ଜଗା ବଢିଆ ଜୟ ଜଗନ୍ନାଥ 🙏🙏🙏
@pradiptadas7381
@pradiptadas7381 Жыл бұрын
ତମେ ବ୍ରାହ୍ମଣ ହୁହକିଜାହାହେଉ କିନ୍ତୁ ଖ୍ରୀଷ୍ଟିଆନଘରକୁ ଜାଇଛ ଖ୍ରୀଷ୍ଟିଆନ ହବାକୁ ପଡ଼ିବ କିନ୍ତୁ ତମେ ଗୋଟେ ଝିଅ ତମେକଣପାଇ ମଦପିଅ ତମର ଶଵୁଭୁଲୁ ଶଵୁମୀଛ କହୁଛ
@titasraito
@titasraito Жыл бұрын
Medam sobhu micho human Sagar sir very good man
@samir4126
@samir4126 Жыл бұрын
ତତେ ବିଛୁଆତି ପାହାର ଦରକାର।
@shantirekha3698
@shantirekha3698 Жыл бұрын
ତୁ ଯଦି ଖ୍ରୀଷ୍ଟିଆନ ପୁଅକୁ ବାହା ହେଇଛୁ ମାନେ ତୁ ଖ୍ରୀଷ୍ଟିଆନ ହେବାକୁ ପଡ଼ିବ
@misssabitaguru8577
@misssabitaguru8577 6 ай бұрын
😊😊
@misssabitaguru8577
@misssabitaguru8577 6 ай бұрын
👍
@jyotsnaranisima253
@jyotsnaranisima253 Жыл бұрын
ଯଦି ତମର ଭିତରେ ଏମିତି କିଛି ହେଲା ତାହେଲେ ହ୍ୟୁମାନ ଙ୍କ ମା ଙ୍କୁ କଣ ପାଇଁ ଏ ମଝିରେ ଆଣୁଛନ୍ତି
@kshirodchandramall3834
@kshirodchandramall3834 Жыл бұрын
ବାହା ହେଲା ବେଳକୁ vala ଲାଗିଲା. ତା ଧନ କୁ ପଟି ମାରି ଏବେ ଫୁଟାଣି
@susilkuldip3477
@susilkuldip3477 Жыл бұрын
Haa haa sata kahila bhai a bramahana mane hin loka nku bhala re lutiba janichhanti
@pabitrasatapathy755
@pabitrasatapathy755 Жыл бұрын
ବ୍ରାହ୍ମଣ ଘର ଝିଅ ହେଇକି ଖ୍ରୀଷ୍ଟିଆନ କୁ ବାହା ହେଇଥିଲୁ ଏବେ ନାମ ନେ
@dibya63
@dibya63 Жыл бұрын
ୟେ ଗୋଟେ ବଡ଼ ସତୀ ସାବିତ୍ରୀ
@kainamajhi6923
@kainamajhi6923 Жыл бұрын
ସବୁ କଥା ମିଛ। Third person ହେଉଛି ସେହି ଝିଅର ବାପା ମାଆ ।
@sushantmajhi9272
@sushantmajhi9272 Жыл бұрын
ଏହି ଜଣେ ଜଗତର second ଶୟତାନ ହ୍ୟୁମାନ ସାଗର sir take care about yourself. ଯାହା ମନ୍ଧ ତାହାଠାରୁ ଦୂରେଇ ରୁହନ୍ତୁ, ଯାହା ଉତ୍ତମ ତାହାଠାରୁ ଆସକ୍ତ ହୁଅନ୍ତୁ।
@queenashiq_
@queenashiq_ 6 ай бұрын
Amen
@rakhirout5947
@rakhirout5947 Жыл бұрын
Mate e lady thik laguni,ea ksunsi khetra ru depressed laguni,kintu human Bhai bahut depressed laguchsnti,
@nidhi1441
@nidhi1441 Жыл бұрын
Right
@jayramhansdah2681
@jayramhansdah2681 Жыл бұрын
Besi modo pi ki depres dekha jauchi
@laxmidharjena5427
@laxmidharjena5427 Жыл бұрын
Right
@niranjanpanda8574
@niranjanpanda8574 Жыл бұрын
ଏବେ maximum ଲଭ କେଶ ଏମିତି। ଆଗରୁ ଜାଣିବା ଦରକାର ଥିଲା।ପୁରୀ ନାମ ନେଉଛ, ଛି।
@Babulu740
@Babulu740 Жыл бұрын
କଞ୍ଚା ବେଧି ହିନ୍ଦୁ ଯନ୍ତ୍ର କମ ପଡିଲା ଖିଷ୍ଟ୍ରି ଆନ ବାଣ୍ଡ ଦରକାର ପଡିଲା
@rakeshswainodisha7454
@rakeshswainodisha7454 Жыл бұрын
e bhai emiti kahanare 🙏🙏
@reenarout2844
@reenarout2844 Жыл бұрын
Okat re Raha dharma bisaya re kichhi bi kaha na
@manguswain2170
@manguswain2170 Жыл бұрын
Pura sat katha
@freefireboys784
@freefireboys784 Жыл бұрын
Dharma bisayre kahibaku tme ki
@freefireboys784
@freefireboys784 Жыл бұрын
Tme kie e Sabu kahiba pain.... respect all religions
@philimanmandal7877
@philimanmandal7877 17 күн бұрын
ଆପଣ ଜାଣି ଶୁଣି ଖ୍ରୀଷ୍ଟ ଧର୍ମ ଲୋକଙ୍କୁ ବିବାହ କରିଛନ୍ତି ସ୍ବାମୀ ଯେଉଁ କଥା କହିବ, ଆପଣ ଶୁଣି ବାକୁ ବାଧ୍ୟ କାରଣ , ପ୍ରଥମେ ଆପଣ ଅନ୍ୟ ଧର୍ମ ର ଲୋକଙ୍କୁ ଵିବାହ କରିଛନ୍ତି
@radharamandas
@radharamandas Ай бұрын
ତମେ ସୁଖ ପାଇବି ବୋଲି ନିଜ ଜାତି,ଧର୍ମ ଭୁଲି ଯାଇ ଖ୍ରୀଷ୍ଟିଆନ ଘରକୁ ଯାଇଥିଲ । ଏବେ ସୁଖ ନ ପାଇବାରୁ ଏମୀତି କଥା କହୁଛ ।ଭଲ ହୋଇଛି । ତୁମେ ପ୍ରକୃତରେ ଦଣ୍ଡ ପାଇବା କଥା ।
@shivadash
@shivadash Жыл бұрын
ତୂମକୁ ଟିକିଏ ଲଜ୍ଜା ନାହିଁ ଗୋଟିଏ ବ୍ରାହ୍ମଣ ଘରର ଝିଅ ହୋଇ ଗୋଟିଏ ଖ୍ରୀଷ୍ଟୀଆନ ପୂଅ କୁ ବାହା ହୋଇ ସମାଜ୍ କୁ କଳ୍ନକିତ କରୂଚ।।
@jyotidhanphul2213
@jyotidhanphul2213 Жыл бұрын
Bhai aapno thik kotha kahichonti bramo no loko pakhara rakto achi au Christian loko pake rakoto nahi seti pai bramono boli gorbo koruchonti aapno bi gate moniso dhormo ku nai ate gorbo korntu nahi bhai sobu monisoro daihora rakto achi
@shivadash
@shivadash Жыл бұрын
@@jyotidhanphul2213 it was not my intention of showcasing anyone lower. It's about the dignity of a society. One must keep in mind to avoid such errors.🙏
@Lucky-sk3lo
@Lucky-sk3lo Ай бұрын
ଏଥିପାଇଁ କୁହାଯାଏ ବ୍ରାହ୍ମଣ ର ଜାତି ନାହିଁ କଲିକତାରେ ରାତି ନାହିଁ
@debarpitsatpathy
@debarpitsatpathy Жыл бұрын
ଚପଲ୍ ଯେତେ ଦାମୀ ହେଲେ ବି ପାଦ ରେ ଶୋଭା ପାଏ।
@jigyan9965
@jigyan9965 Жыл бұрын
A true wife never hold meet againat his husband..hwnce shriya should be in jail
@rupeshchandra5657
@rupeshchandra5657 Жыл бұрын
ଖ୍ରୀଷ୍ଟିଆନ ଝିଅ ମାନେ ମଧ୍ୟ ସିନ୍ଦୁର ଲଗେଇ ବେ ଆମ ଭାଉଜ ମାନଙ୍କୁ ଦେଖି ଆସ ସମସ୍ତେ ଦିନ୍ଦୁର ଲଗେଇ ଛନ୍ତି ହିନ୍ଦୁ ଝିଅ ମଧ୍ୟ ଆମ ଖ୍ରୀଷ୍ଟିଆନ ପିଲା କୁ ବିବାହ କଲେ ସିନ୍ଦୁର ଲଗଉ ଛନ୍ତି ଖ୍ରୀଷ୍ଟିଆନ ଝିଅ ହେଲେ ମଧ୍ୟ ସିନ୍ଦୁର ଲଗାଉ ଛନ୍ତି ମାଡାମ ଆପଣ କଣ କହୁ ଛନ୍ତି ଖ୍ରୀଷ୍ଟିଆନ ଧର୍ମ ରେ ସିନ୍ଦୁର ଲଗାଉ ନାହାନ୍ତି ବୋଲି କହୁ ଛନ୍ତି ଏଇଟା ଭୁଲ କହିଲେ
@queenashiq_
@queenashiq_ 6 ай бұрын
ଠିକ ଭାଇ, ଆମ ଆଡେ ବି ସିନ୍ଦୁର ଲଗାଉଛନ୍ତି, ଆଉ କଥୋଲିକ ଖ୍ରୀଷ୍ଟିଆନ ମନେ ବି ସିନ୍ଦୁର ଲାଗନ୍ତି, human ସାର ତ କାଥଲିକ,ତାଙ୍କ ଧର୍ମ ରେ ସିନ୍ଦୁର ଲଗାଇବା ନିୟମ ଅଛି, ଏ ମିଛ କହୁଛନ୍ତି, ମିଛ ଲାଗୁଚି, ଗୋଟେ ଲୋକ ମଦ ପିଇଲେ ବି ବିନା କାରଣ ରେ କିଏ ବାଡନ୍ତି ନାଇଁ, କେତେବେଳେ କହୁଛନ୍ତି ଗେଲ କରନ୍ତି, କେତେ ବେଳେ କହୁଛନ୍ତି ଟର୍ଚ୍ଚର??
@Gurubachan688
@Gurubachan688 Жыл бұрын
ହୁମାନସାଗର ମା ଯାହା କହୁଛି ସତ । ତୁ ଗଲୁ ମାରିବାକୁ ହିନ୍ଦୁ ଘରୁ ଖ୍ରୀଷ୍ଟିଆନ ଘରକୁ ଯାଇ ପାରୁ ତୋ ମା ବି ସେୟା କରିପାରେ ।
@brainlicker5647
@brainlicker5647 Жыл бұрын
ଆ ପଳାଇଆସ, ବ୍ରାହ୍ମଣ ଝିଅ ଘୋର ଅଭାବ, ହିନ୍ଦୁ ପିଲାଟେ ଦେଖି ବିବାହ କରିପକା
@nidhi1441
@nidhi1441 Жыл бұрын
Ate moti ki au kie baha heba
@bvavgjavvacgshacanb-626-haj
@bvavgjavvacgshacanb-626-haj Жыл бұрын
bala jau thila ye hati ku baha hebe
@srifullahadranga6794
@srifullahadranga6794 Ай бұрын
ବେଧେଇ ପେଲା ଖାଇଲା ବେଳେ ମଜା ଲାଗିଲା ଏବେ ଧର୍ମ କଥା କହୁଚୁ
@sashibhusanmohapatra5976
@sashibhusanmohapatra5976 27 күн бұрын
ଏ ଅଲାଜୁକ ମିଡିଆ ରେ ଦେଖେଇ ହେଉଛି, ତାକୁ ଲଜ୍ଜା ନାହିଁ, ତୁ ବ୍ରାହ୍ମଣ ସମାଜ ପାଇଁ କଳଙ୍କ, ଧନ୍ୟ ତୋ ବାପା ମା
@madhupurty2137
@madhupurty2137 Жыл бұрын
Apanaku muha dhekhile laguni sata kauchanti
@hemantagameandvideo2474
@hemantagameandvideo2474 Жыл бұрын
କାହିଁକି. କିରଷ୍ଠାନ. କୁ ଭଲପାଇଲୁ.
@salimminz2716
@salimminz2716 Жыл бұрын
Kahiki tu kia kahbar bala
@alishabarla3464
@alishabarla3464 Жыл бұрын
Isme chirstian kaha se aya hnn usme to human Sagar ki galti hai na hindu ladka hota to v esa hi karta to ky bolte
@dollypradhan8942
@dollypradhan8942 Жыл бұрын
Super michhei...human Sagar good singer
@bijaypingua9571
@bijaypingua9571 Ай бұрын
ତୁମେ ହ୍ୟୁମାନ ସାଗରକୁ ଭଲ ପାଇ ନାହାନ୍ତି, କେବଳ ତାଙ୍କ ଟଙ୍କାକୁ ଭଲ ପାଆନ୍ତି।
@saulapattamajhicreation6962
@saulapattamajhicreation6962 Жыл бұрын
ପୁରୁଷ ଟିକେ ବାଡ଼େଇବନି ଆଉ କଣ ଦିଅର ବାଡ଼େଇବ ?
@BijayDas-gv7bc
@BijayDas-gv7bc Жыл бұрын
କ'ଣ ପାଇଁ ବାଡେଇବ
@BijayDas-gv7bc
@BijayDas-gv7bc Жыл бұрын
କ'ଣ ପୁରୁଷତ୍ବ ଦେଖେଇବା ପାଇଁ
@BijayDas-gv7bc
@BijayDas-gv7bc Жыл бұрын
ପୁରୁଷତ୍ବ ଭଲପାଇବା ଆଉ ଯତ୍ନ ନେବା ଦରକାର
@sunilkumarpatnaik6953
@sunilkumarpatnaik6953 Жыл бұрын
Ebey jadi Christian Love bhala laguni...sighra DIVORCE dei Bramhana toka saha baha hua. Media rey sajai hoi Bite deley kaan heba ? Love bele kaan Media ku asi thila ?
@rajuswain4150
@rajuswain4150 Жыл бұрын
lovw bele tama human sagar kahilani baha heisarila pare mutote chirstian karidebi chaliba ta
@sunilkumarpatnaik6953
@sunilkumarpatnaik6953 Жыл бұрын
@@rajuswain4150 Toki pateiba chali thila ..setebele. 😃
@rajuswain4150
@rajuswain4150 Жыл бұрын
@@sunilkumarpatnaik6953 han bhai
@rakeshkumarrsm65
@rakeshkumarrsm65 Жыл бұрын
କଳଙ୍କିନି ଟା ଲୋ ତୁ.
@adityamelodynight0812
@adityamelodynight0812 Жыл бұрын
ତୋ ବିଆରେ ଆଙ୍ଗୁଠି ପୁରେଇ ଖସ ଖସ କରି ଗିହଁ
@soumyanjalijena2390
@soumyanjalijena2390 Жыл бұрын
ମାଡାମ ଆପଣଙ୍କୁ ଭଲ ହେଇଚି, ତମେ ଆମ ପୁରୀ ବ୍ରାହ୍ମଣ ଝିଅ ତମକୁ ଆଉ କିଏ ଓଡ଼ିଆ ବ୍ରାହ୍ମଣ କି ହିନ୍ଦୁ ମିଳିଳେନି, ଟିଭି ଆଗରେ ଆଶିକି ଯାତ୍ରା କରୁଛନ୍ତି,
@rabindrananthkara3968
@rabindrananthkara3968 Жыл бұрын
Bhai
@SamasingPurty
@SamasingPurty 22 күн бұрын
According to christian history, first converted christian in india are bramhans.
@skpradhan7258
@skpradhan7258 Жыл бұрын
2023 ra First controversy
@philimanmandal7877
@philimanmandal7877 17 күн бұрын
ଅନ୍ୟ ଧର୍ମକୁ ଯାଇ ମୁଁ ବ୍ରାହ୍ମଣ କହିବା ବଡ଼ ଲୁଲ
@n.bworld91
@n.bworld91 Жыл бұрын
Human Sagar is a very good person & talented Singer ; Nice man.
@satyabratasaha5458
@satyabratasaha5458 Жыл бұрын
Bala naa
@philimanmandal7877
@philimanmandal7877 17 күн бұрын
ତାଙ୍କ ଘରେ ଯେଉଁ ନିୟମ ଅଛି ମାନିବାକୁ କାରଣ ପ୍ରଥମରୁ ତୁମେ ଭୂଲ କରିଛ
@sri1047
@sri1047 Жыл бұрын
ଛି ଛି ପ୍ରଥମ ଭୁଲ୍ ତ ନିଜେ କରିଛ ତା ପରେ ଅନ୍ୟକୁ ଦୋଷ 🤣🤣
@user-sw9zl9cj3o
@user-sw9zl9cj3o Ай бұрын
ଏ ମାଗିଆ ମାନଙ୍କୁ କୁ କିଛି news ମିଳୁନି ଭାଡୁ ଆ ମାଗିଆ ଗୁଡାକ ଓଟିଭି କୁ ବଦନାମ କରିଦେବେ
@amiyaraita7688
@amiyaraita7688 Жыл бұрын
ନିଜର ଭୁଲଟାକୁ ସ୍ୱୀକାର କରି ତାକୁ ଗ୍ରହଣ କରେ ଭଲ ହେବ l
@shrabanitripathy6065
@shrabanitripathy6065 Жыл бұрын
ଆପଣ ସବୁ ଜାଣି ଗ୍ରହଣ କରିଥିଲେ ତାଙ୍କୁ.. ସନାତନ ଧର୍ମ ହେଇ ଅନ୍ୟ ଧର୍ମ ଗଲେ.. ମହାପ୍ରଭୁ ଙ୍କ ନା ନିଅନ୍ତୁ ନାହିଁ ଦୟାକରି.. ଘର କଳି ଦାଣ୍ଡ ରେ ଗଡ଼ୁଚି.. ଲୋକ ଲଜ୍ୟା ୟେ.. ରାଜ୍ୟ ରେ ପରିଚିତ ଚେହେରା ଆପଣ ମାନଙ୍କ ପରିବାର.. ନିଜ ଧର୍ମ ରେ ବାହା ହେଇ ତ ଜୀବନ ନାର୍ ଖର୍ ହେଇ ଯାଉଚି ଆପଣ ପୁଣି ଅନ୍ୟ ଧର୍ମ ଯାଇଛନ୍ତି.. 🙏 ଘର ଭୁଲ୍ ବୁଝାମଣା ଘରେ ଗୁରୁଜନ , / କୋର୍ଟ କଚେରୀ ରେ ଚୁପଚାପ୍ କରିଲେ ଭଲ.. ୟେ ମିଡ଼ିଆ ସାରି ଦବ ସବୁ ଦାଣ୍ଡ ରେ ବସେଇ
@arjunkumarsethy6563
@arjunkumarsethy6563 Жыл бұрын
ଛା ଡ ସ୍ଵାମୀଙ୍କ ନାମ ଧରୁଛ ହିନ୍ଦୁ ପରମ୍ପରା କୁ ନଷ୍ଟ କରି ଦେଉ ଛ
@bknayak1342
@bknayak1342 Жыл бұрын
ଏବେ ଆପଣ ଖ୍ରୀଷ୍ଟିଆନ ହ୍ୟୁମାନ ସାଗର ଙ୍କୁ ବିବାହ କଲେ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ ବାହା ହେଲେ ଠିକ୍ ଅଛି କିନ୍ତୁ ଗୋଟିଏ କଥା ସତ୍ୟ ଯେ ସ୍ବାମୀ ସ୍ତ୍ରୀ ଭିତରେ ଝଗଡ଼ା ହୁଏ କିନ୍ତୁ ଆପଣ ହ୍ୟୁମାନ ସାଗର ଙ୍କ ନାଁ ରେ ଥାନାରେ କେସ୍ ଦବାର ନଥିଲା ଆପଣଙ୍କ ର
@Masterrobo00001
@Masterrobo00001 Жыл бұрын
Jalo michei Sethi pai tu jhadijaicha
@JayakrushnaDehury-es4hb
@JayakrushnaDehury-es4hb 21 күн бұрын
ତୋତେ ବ୍ରାହ୍ମଣ ଘରର ପିଲା ମିଳିଳେନି କି? ବ୍ରାହ୍ମଣ ର ଦଣ୍ଡା ଟା ବୋଧେ ଭଲ ନାହିଁ. ବର୍ତ୍ତମାନ ଅଭିଯୋଗ କରିବାକୁ ତୋତେ ଲଜ୍ୟା ଲାଗୁନି? ତୂ ଗୋଟେ ବ୍ରାହ୍ମଣ ସମାଜର କଳଙ୍କିନୀ. ଏଵେ ହୁମାନସାଗରର ଦଣ୍ଡଟା ସୁଖ ଦେଲନି ବୋଧେ? ତୁ ସମାଜରେ ମୁଁହ ଦେଖାଇବା ଉଚିତ ନୁହେଁ. ଏଵେ ସ୍ୱାମୀକୁ ବଦଳାଇ ଦେଉନୁ ଭଲ ହେବ.
@anitamishra4681-o6u
@anitamishra4681-o6u 16 күн бұрын
ପୋଡ଼ା ତରକାରୀ ରେ ସ୍ଵାଦ ନଥାଏ ।
@BarnabashMajhi
@BarnabashMajhi 12 күн бұрын
ତୋ ପାଇଁ ବ୍ରାମଣ ଟୋକା ନଥିଲେକି ଖ୍ରୀଷ୍ଟିଆନ ଘରେ ଯାଇ ମୁଁ ବ୍ରାମଣ ବୋଲି କହୁଛୁ ତୋତେ ଲାଜୁଲାଗୁନାହିଁ
@kumarmd1328
@kumarmd1328 Жыл бұрын
Hello mister Shreya Mishra Mu gote ଆପଣକୁ ପ୍ରଶ୍ନ କରେ କି ଆପଣ human ସାଗରଙ୍କୁ aathlika ପ୍ରେମରେ married karithilena jagatika abhilash re marriage karithile ? Media agare esabu nata ta mankara Aau kana etta
@queenashiq_
@queenashiq_ 6 ай бұрын
ଏ ଜାଗତିକ ଲୋକ ଙ୍କ ର ଜାଗତିକ mrg ହିଁ ହବ ଆଉ କଣ 🙏
@sunbeamdas6105
@sunbeamdas6105 Жыл бұрын
Nije ta piu. Aau sati dekheile ki laava.
@santoshkar267
@santoshkar267 Жыл бұрын
Now you remember who is Lord Jagarnath...
@user-dv5wr7tb8l
@user-dv5wr7tb8l Ай бұрын
ବ୍ରାହ୍ମଣ ହେଇକି ବି ଖିଷ୍ଟିଆନ ଘରେ ବହାହେଇ ପରୁଚ ହେଲେ ହିଦୁ। ଧମକୁ ଅନୂସୁଚିତ ଜାତି ବା ଜନ ଜାତି ରେ ବାହା ହେବା କୁ କିଏ ଗେହିଦେଉଛି
@michel8689
@michel8689 Жыл бұрын
Mentali au phisical au harasment sabu jhio Mane kn bali bhabuchhanti.aita Mane kn madam
@tulunayak8345
@tulunayak8345 Ай бұрын
ମୁସଲିମ ପ୍ରେମ ଏତେ ମିଠା ଯେ ଓଡ଼ିଆ ପୁଅ ମିଳିଲା ନାହିଁ
@user-mk2ds8mp6s
@user-mk2ds8mp6s Ай бұрын
ଏ ଝିଅ କୁ ଭରସା ନାଇଁ ଲୋ ମାଆ। ଯଦି ମୁଣ୍ଡ ଟା ପଚା ପଡ଼ି ଯାଇଥାନ୍ତା ତ ।ଏତେ ସୁନ୍ଦର କଥା କେମିତି କହୁଛି।ଏ ନାରୀ ଆଉ କେଉଁଠି ମୁହଁ ମାରୁଛି
@bikramnanda6357
@bikramnanda6357 Жыл бұрын
Disunau tui mentally and physically torture heichu boli🤣
@soma8585
@soma8585 Жыл бұрын
Bhai munharu kichi dekhajaeni . Kichi smile pachRe dark secrets thae 🙂
@bikramnanda6357
@bikramnanda6357 Жыл бұрын
@@soma8585 🤥🙄
@prakasshkumar2080
@prakasshkumar2080 Жыл бұрын
Human bhai always right se gote bahut bhala Manisa
@lalmohanbindhani2937
@lalmohanbindhani2937 Жыл бұрын
Chehera ru tike bi laguni ki nirjyatana pauthile boli...chhi chhi khaigolo re odisha ku... divorce karidio duijono
@user-hj1yl6ch2h
@user-hj1yl6ch2h 20 күн бұрын
Since you are a Puri Bramhin Girl, why do you marry a Christian Boy named Human Sagar. So it was very strange. How your family allowing you to marry a Christian since your and Human Sagar 's religion is different.
@jayakrishnapradhan8606
@jayakrishnapradhan8606 Жыл бұрын
ତୋତେ କିପରି ଟଚର୍ କରାଯାଉଥିଲା। ତୁ ଶଳା ସବୁ ମିଛ କହୁଛୁ
🔵  Unveiling The Truth With Singer Humane Sagar | Kanak News
26:53
Angry Sigma Dog 🤣🤣 Aayush #momson #memes #funny #comedy
00:16
ASquare Crew
Рет қаралды 50 МЛН
The Joker wanted to stand at the front, but unexpectedly was beaten up by Officer Rabbit
00:12
I Took a LUNCHBAR OFF A Poster 🤯 #shorts
00:17
Wian
Рет қаралды 17 МЛН
Jibana do chaki re ashara alok Ep33_5Nov2016
46:23
OTV
Рет қаралды 290 М.
Ashara alok Human sagar // Odia Comedy // Sanumonu Comedy
5:17
Sanumonu Comedy
Рет қаралды 1,4 МЛН