ଓଡିଶା ବିଷୟରେ କଣ କହିଲେ ପ୍ରବାସୀ ଭାରତୀୟ ଶୁଣନ୍ତୁ...Pravasi Bharatiya Divas

  Рет қаралды 107,098

Odisha Bhaskar

Odisha Bhaskar

Күн бұрын

Пікірлер: 104
@bhagabansahu3420
@bhagabansahu3420 15 күн бұрын
ଧନ୍ୟବାଦ ମୋଦି ସାହେବ, ଆପଣ ଓଡ଼ିଶା ରେ ଆଜି ପ୍ରବାସୀ ଓଡ଼ିଆ ମାନଙ୍କ ସମ୍ମିଳନୀ କରି ଓଡ଼ିଶାର ଉନ୍ନତି କରିବା ଚିନ୍ତାଧାରା ପାଈଁ ଅଶେଷ ଅଶେଷ ଧନ୍ୟବାଦ୍ ଜୟ ଉତ୍କଳ ଜୟ୍ ଓଡ଼ିଶା,ଜୟ ବିଜେପି
@lijupradhan3037
@lijupradhan3037 15 күн бұрын
ବହୁତ ଭଲ ପର୍ଯ୍ୟଟନ କ୍ଷେତ୍ର ରେ ଓଡ଼ିଶା ଆଗକୁ ଯିବ ❤❤❤
@PradipKumarswain-p7y
@PradipKumarswain-p7y 15 күн бұрын
ଜୟ ଜଗନ୍ନାଥ ଓଡ଼ିଶା ଆପଣଙ୍କୁ ଧନ୍ୟବାଦ 🙏
@SatyaMohapatra-jz2jh
@SatyaMohapatra-jz2jh 15 күн бұрын
ପ୍ରବାସୀ ଭାରତୀୟ ମାନଙ୍କ ମାଧ୍ୟ୍ୟରେ ଥିବା ଓଡ଼ିଆ ଭାଇ ମାନଙ୍କୁ ଅନୁରୋଧ ନିଜର ଜନ୍ମ ଗ୍ରାମକୁ ଆସିଲେ ଭଲହୁଅନ୍ତା 🙏
@minaketansrichandan3773
@minaketansrichandan3773 15 күн бұрын
Good to see all our odia foreigners. Were are proud for them.We are hopeful for their contribution and vision for odisha development. Thank you for such programme.
@sitaramsahu3883
@sitaramsahu3883 15 күн бұрын
ବହୁତ ଭଲ କାର୍ଯ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଏକ ସ୍ଥିର ସରକାର ବହୁତ କିଛି କରି ପାରିଥାଆନ୍ତେ, କିନ୍ତୁ ଓଡ଼ିଶାର ଦୁର୍ଭାଗ୍ୟ ଅଟେ। ନୂତନ ସରକାର କିଛି ବି କରିବେ ବୋଲି ଆଶା ରହିଛି।
@rcfoodwishes5509
@rcfoodwishes5509 15 күн бұрын
Congratulations ବନ୍ଧୁ ଧୀର। Proud of you as a Ravenshawvian. ଜୟ ଜଗନ୍ନାଥ
@amarcreation0655
@amarcreation0655 15 күн бұрын
ଅତି ସୁନ୍ଦର କଥା ଓଡ଼ିଆ ରେ ଏତେ ସୁନ୍ଦର କହୁଛନ୍ତି 👍
@moviesmasti2858
@moviesmasti2858 14 күн бұрын
ଏଇ video ଦେଖିକି ବହୁତ୍ ଖୁସି ଲାଗିଲା ଏବଂ ବହୁତ୍ ଗର୍ବିତ ବି। ଯେ ଓଡ଼ିଶା ବାସୀ ଦୀର୍ଘ ବର୍ଷ କେବଳ ଓଡ଼ିଶା ନୁହେଁ ଭାରତ ବାହାରେ ରହିବି ଓଡ଼ିଶାର କଳା ସଂସ୍କୃତି ଏବଂ ଭାଷାକୁ ଭୁଲି ନାହାନ୍ତି, pure ଓଡ଼ିଆ ଭାଷାରେ କଥା କହୁଛନ୍ତି କିନ୍ତୁ ଗୋଟିଏ କଥା ବେଳେ ବେଳେ ଦେଖିକି ବହୁତ୍ ହି ଖରାପ ଲଗେକି ଜଉ ଭାଇ ଭଉଣୀ ମାନେ ଓଡ଼ିଶା ବାହାରେ ପଡସି ରାଜ୍ୟରେ ରହି ନିଜର କର୍ମ କରୁଛନ୍ତି ତାଙ୍କ ସହ ଯଦି ଦେଖା ହେଇଗଲା କେବେ ସେମାନେ ନିଜ ମାତୃ ଭାଷାରେ କଥା ନ ହେଇକି ହିନ୍ଦୀ କିମ୍ବା ସେଠାର ଭାଷାରେ କଥା କହୁଛନ୍ତି ଏବଂ କିଛି ଭାଇ ଭଉଣୀ ମାନେ ଯେତେବେଳେ ଘରକୁ ଫେରୁଛନ୍ତି ସେମାନେ ଠିକ୍ ସେ ଓଡ଼ିଆରେ କଥା କହି ପାରୁ ନାହାନ୍ତି ନିଜର ମାତୃ ଭାଷାକୁ ଭୁଲି ଯାଉଛନ୍ତି.....
@GolakaBiswal
@GolakaBiswal 13 күн бұрын
Happy Pravasi.Divas🎉❤🎉🇬🇶🎉🌹
@gajendranathjena356
@gajendranathjena356 14 күн бұрын
🎉ଅତୀ ସୁନ୍ଦର ପ୍ରାକୃତିକ ବେଳାଭୂମି ଓ ସମସ୍ତ ପ୍ରକାର ଅନୁଭୂତି ଆମେରିକାରେ ରହୁଥିବା ଓଡ଼ିଆ ବ୍ୟକ୍ତି ଦ୍ବୟ ପ୍ରବାସୀ ଓଡିଶା ଦିବସ ସମାରୋହର ବାହାରେ ରହୁଥିବା ପ୍ରବାସୀମାନେ ସ୍ୱଚ୍ଛ ଓଡ଼ିଆରେ କଥା ହେବା ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଧନ୍ୟବାଦ ଅର୍ପଣ କରୁଛୁ🎉ଭାରତ ସରକାରଙ୍କ ଦ୍ବାରା ଏବଂ ଓଡିଶା ସରକାରଙ୍କ ଦ୍ୱାରା ପ୍ରବାସୀ ଓଡ଼ିଆ ଭାଷା ସାହିତ୍ୟର ରେଖାଚିତ୍ର ଗୁଡିକ ବର୍ଣ୍ଣାନ କଲେ🎉 ଜୟଜଗନ୍ନାଥ🎉❤
@anantanaik549
@anantanaik549 15 күн бұрын
ଆପଣ ମାନେ ଖୁସି ତ 🎉
@rajibswain1850
@rajibswain1850 15 күн бұрын
We are proud of our Odisha or our culture,art,heritage❤❤jay jagannath swami❤❤
@prakashkumarjena.babusan.n3760
@prakashkumarjena.babusan.n3760 15 күн бұрын
ଜୟ ଜଗନ୍ନାଥ ଜୟ ବିଜେପି ଜୟ ମୋହନ ସରକାର 🎉🎉🎉
@MrRanjankumarsahoo
@MrRanjankumarsahoo 15 күн бұрын
ପୂର୍ବ ସରକାର କିଛି କରିନି ଓଡ଼ିଶା ପାଇଁ . ଓଡ଼ିଶା ପୁରା ପଛୁଆ ରାଜ୍ୟ ହୋଇକି ଅଛି
@nabaghanasahu9660
@nabaghanasahu9660 15 күн бұрын
Ebe 5 year re pura 1no heijiba au ame wait kalu dekhiba ketebata jauchhi .
@RAJAYAMOHAPATRA
@RAJAYAMOHAPATRA 14 күн бұрын
Bahut badhiya
@bharatchandrabarik5921
@bharatchandrabarik5921 15 күн бұрын
Absolute Right Sir
@bharatchandramallick2454
@bharatchandramallick2454 15 күн бұрын
Congratulations to All pravasi Bharatiya
@nirmalamohanty1913
@nirmalamohanty1913 14 күн бұрын
🚩🙏🚩ଜୟ ଜଗନ୍ନାଥ 🚩🙏🚩 ଆଜ୍ଞା ଆମ ଓଡିଶାରୁ ଜ୍ୟାକେଟ ତିଆରିହେଇ ବିଦେଶ ଜାଉଚି. କିନ୍ତୁ ଓଡ଼ିଆ ଯୋଉଠି ସେଇଠି ରହିଯାଉଚି. ବଡ ଦୁଃଖର କଥା.
@BramhapuriyaBhalu11
@BramhapuriyaBhalu11 13 күн бұрын
Bahut khusi lagila sir mananka a patiru odia suniki
@kailashpanigrahi6705
@kailashpanigrahi6705 15 күн бұрын
Welcome ❤ Odisha
@bhagirathipradhan4590
@bhagirathipradhan4590 15 күн бұрын
Jay pm modiji and jay cm mohanji🎉I love him Jay Hind❤
@mitushdalai5411
@mitushdalai5411 14 күн бұрын
The best time to start was yesterday. The next best time is now. Let's pledge towards our odisha's brighter future 💪🏻
@ajoydas3491
@ajoydas3491 13 күн бұрын
First time, Mr. SAMAL told the practical things.He is the person who can turn his hypothesis in to reality. May God bless him.
@Jayakrishnabarad1985
@Jayakrishnabarad1985 14 күн бұрын
ଜୟ ଜଗନ୍ନାଥ
@Dr3389-v3s
@Dr3389-v3s 15 күн бұрын
Jay Jagannath
@rcfoodwishes5509
@rcfoodwishes5509 15 күн бұрын
Proud of you dear friend Dhira Rudra 91.
@Gunanidhi945
@Gunanidhi945 14 күн бұрын
ସମସ୍ତଙ୍କୁ ମୋ ତରଫରୁ ନୂତନ ବର୍ଷର ଶୁଭ ଅଭିନନ୍ଦନ ଆଉ ନୂତନ ବର୍ଷ ଟି ସୁଖ ସମୃଦ୍ଧି ସମସ୍ତଙ୍କ ପାଇଁ ଖୁସିର ଦୀନ ହେଉ ସମସ୍ତେ ଭଲରେ ରୁହନ୍ତୁ ଏତିକି ମୋ ଜଗନ୍ନାଥ ଚରଣ ରେ ପ୍ରାଥନା ଜୟ ଜଗନ୍ନାଥ 🙏🏼🙏🏼🙏🏼🙏🏼🙏🏼🙏🏼
@SashidharaSashidhara
@SashidharaSashidhara 13 күн бұрын
Good.work.god.bless.so.look
@hariharapanda7458
@hariharapanda7458 13 күн бұрын
Jay Ho Jay Sairam
@basudevmishra3814
@basudevmishra3814 14 күн бұрын
ଶ୍ରୀ ପ୍ରତାପ ଦାସ ସାର୍ ଓଡିଶାର ବୈଭବକୁ ଓଡିଶାର ବୈଧବ୍ଯ ବୋଲି ଉଚ୍ଚାରଣ କରିବା ମୋତେ ସଠିକ୍ ଲାଗିଲା ଯେହେତୁ ପ୍ରକ୍ରୁତରେ ଆମ ଓଡିଶା ସମ୍ପୂର୍ଣ୍ଣ ବୈଭବଶାଳୀ ହୋଇଥାଇ ମଧ୍ଯ ଆଜି ଶ୍ରୀହୀନ ଜଣା ପଡୁଛି। ବିଗତ ସରକାର ମାନେ ଯେମିତିକି ନବୀନ ସରକାର ଦୀର୍ଘ ୨୫ ବର୍ଷ ଧରି ଓଡିଶା କୁ ଶାସନ କରିଥିବା ବେଳେ ତା ପୂର୍ବରୁ କଂଗ୍ରେସ ସରକାର ଦୀର୍ଘ ୪୦ ବର୍ଷ ଧରି ଓଡିଶାର ଶାସନଭାର ସମ୍ଭାଳିଥିଲେ କିନ୍ତୁ ଓଡିଶାର ପ୍ରଗତି ଏବଂ ଉନ୍ନତି ଦିଗରେ କିଛି ବି ପଦକ୍ଷେପ ନେଇପାରି ନାହାନ୍ତି । ନବୀନ ସରକାର ତାଙ୍କ ଅବଧି ଶେଷ ପର୍ଯ୍ୟାୟ ବେଳକୁ ଓଡିଶାରେ ଆନ୍ତର୍ଜାତୀୟ ହକି ଟୁର୍ଣାମେଣ୍ଟ ଅନୁଷ୍ଠିତ କରାଇ ଅବଶ୍ଯ କିଛି ପ୍ରଶଂସା ସାଉଁଟିବାକୁ ଚେଷ୍ଟା କରିଥିଲେ ତଥାପି ଓଡିଶା ଅବ୍ରହାମ ଓଡିଆଙ୍କ ଅର୍ଥନୈତିକ ଅଭିବ୍ରୁଦ୍ଧି ପାଇଁ ସେପରି କୌଣସି ଚେଷ୍ଟା ଆଦୌ ହୋଇନାହିଁ ବରଂ ଆହୁରି ପ୍ରଦେଶର ପ୍ରାକ୍ରୁତିକ ଖଣି ସମ୍ପଦାକୁ ହରି ଲୁଟ୍ କରିବା ଦିଗରେ ବେଶ୍ ଉଦ୍ୟମ କରାଯାଇଛି ବିଶେଷତଃ ନବୀନ ସରକାର ସମୟରେ। ଦେଖାଯାଉ ଏହି ବିଜେପି ସରକାର ଓଡିଶା ଏବଂ ଓଡିଆଙ୍କ ଉନ୍ନତି ଦିଗରେ କଣ ସବୁ ପଦକ୍ଷେପମାନ ଗ୍ରହଣ କରୁଛି।
@debasissahu2637
@debasissahu2637 15 күн бұрын
ସମସ୍ତେ ବଡ଼ ବଡ଼ କଥା କହିବେ, ଖାଈ ପି ପଲେଇବେ। କିଛି ହବନି।
@susantasutar5
@susantasutar5 15 күн бұрын
Aaji Kali Kia khaounathathi...bhai.
@buntyskb
@buntyskb 15 күн бұрын
ta tame kan ta karicha?? jauna magena khaiba. kemti investment aase jana ta nai khali galua gapa. tamara dum achi ki gote company kholi 10ta loka nku rojgaar dabara?
@RabindraHansdah-q2x
@RabindraHansdah-q2x 14 күн бұрын
ଓଡିଶା ରେ ବିଶ୍ୱର ସବୁଠାରୁ ମୂଲ୍ୟବାନ ଖଣିଜ ସମ୍ପଦ ରହିଅଛି
@janakikanhar2510
@janakikanhar2510 12 күн бұрын
Jaya jagannath
@prasantprusty3619
@prasantprusty3619 14 күн бұрын
Modinku kotikoti dhanyabad
@maheswarsahoo4684
@maheswarsahoo4684 14 күн бұрын
Wel come
@binapanisahoo8796
@binapanisahoo8796 13 күн бұрын
Congretchulation
@rajkishoredas-st8tm
@rajkishoredas-st8tm 15 күн бұрын
We all will say but no body help to others this is our culture .
@Indian-y2f
@Indian-y2f 15 күн бұрын
ପ୍ରବାସୀ ଓଡ଼ିଶା କାର୍ଯ୍ୟ କ୍ରମ କେବଳ ଦେଖଣିଆ ।ଖାଲି ଖାଲି ଏତେ ଟଙ୍କା ଖର୍ଚ୍ଚ କରୁଚି ସରକାର୍ ,ଏହା ଦ୍ବାରା ବେରୋଜଗାରି କଣ ରୋଜଗାର ପାଇବେ ? ଦରଦାମ କଣ କମିଯିବ ? ଯେତେ ଜଣ ଆସିଛନ୍ତି ସେମାନେ ଓଡ଼ିଶାକୁ କଣ ସାହାଯ୍ୟ କରିବେ ? ଏହା ଦ୍ବାରା ଓଡ଼ିଶାର କଣ ଲାଭ ହେବ ?
@abinashmishra9206
@abinashmishra9206 15 күн бұрын
Kichi dina ra janibu kana faida hela j
@Indian-y2f
@Indian-y2f 15 күн бұрын
@abinashmishra9206 ଭଲରେ ଓଡ଼ିଶା ବାସୀ ଜାଣିଛନ୍ତି ଏ ସବୁ ରାଜନୀତି ଫାଇଦା ,କୋଉ ବେରୋଜଗାରି କିମ୍ବା ଗରିବ ମାନଙ୍କ ଫାଇଦା ହେବନି । ଫାଇଦା ନ ହେଲେ ବି ତୋ ପରି ଅନ୍ଧ ଭକ୍ତ ମାନେ ଫାଇଦା ହେଉଛି ବୋଲି ଏଠି ସେଠି ଗପିବା ଆରମ୍ଭ କରିଦେବେ ।
@samarjitprusty7315
@samarjitprusty7315 14 күн бұрын
Right
@hrudanandasahuofficial
@hrudanandasahuofficial 14 күн бұрын
ବିଜେପିସରକାର ଜିନ୍ଦାବାଦ 🪷
@Adrishyam797
@Adrishyam797 14 күн бұрын
Ama Odia loka sabuthu badhiya, khusi laguchi j semane Odia re katha kohuchanti. Desh badal raha he bhai
@raghubirdas7621
@raghubirdas7621 14 күн бұрын
Convenation centre is a must like convation center of Calcatta Now it should be better than Calcatta with provision of at least for 10 to 20 thousands guest n may have multipile meeting throught the years It is very essential not to spend enough money every time This a request for our Chief Minister
@rsagarkumar5503
@rsagarkumar5503 15 күн бұрын
Vision achi sir ,,,,, khali free darkar eithi lokonku ....😅😅.Kalia jojona , balia jojona hele govt chalibo.....aau kichi chaliboni ....90% Loko khali free darkar sethipai odisha pachare, ୫ tanka free vote milijibo, je development kala Loko bujantini 🙏🙏🙏୨୫ Barsha hela eeya chalichi 7:24
@GourangRout-fk7xv
@GourangRout-fk7xv 15 күн бұрын
We request our Odisha Odishan /Indian Diaspora to participate in Odisha,s development like rapid Electronics industries set up i.e. Semiconductor,EV,ion Battery,AC,Fridge, Computer, Laptop, Solar Energy Component, Mobile and other Electronics and electrical industries and. Agrobased infrastructures and food processing industries etc with Tourist destinations development,Ports and Airport setup etc.
@Lalatendu-i9g
@Lalatendu-i9g 14 күн бұрын
Yes
@govindpatra6152
@govindpatra6152 11 күн бұрын
🎉
@SanatanVeer187
@SanatanVeer187 13 күн бұрын
୨୫ ବର୍ଷ ଅଣଦେଖା କରୁଛନ୍ତି ବିଜେଡି ସରକାର ଜଗୁ
@BipinPattanaik
@BipinPattanaik 15 күн бұрын
Jay Jagannath🙏Jay BJP🙏Jay ABVP🙏Jay RSS🙏Odia's should know Mr.Pandiyan was a chartered accountant of BJD private LTD. SABKA SAATH SABKA VIKASH SABKA PRAYAS MODI PARIVAAR GPHKBG.
@BasantkumarSatapathy
@BasantkumarSatapathy 15 күн бұрын
Drone sector re investment karajau.Odishara nama rahiba.
@gajarajmeher1603
@gajarajmeher1603 14 күн бұрын
Prabasi loka nku dadan ghosana karantu.
@kanankumardas8702
@kanankumardas8702 15 күн бұрын
Convention Centre
@sudhakarsahu333
@sudhakarsahu333 15 күн бұрын
Sir , last govt. Guru-chhela mishi Odisha ku Lututhile . Mada , cigarette pie ,govt. Ku Lease deithile ? Odisha progress kariba kemiti ?
@parabatikantha5853
@parabatikantha5853 15 күн бұрын
ଏତେ ପରିମାଣରେ 24yr ଲୁଟିଛ ପ୍ରବାସୀ ଯେତେ ଦେଲେବି ghatibani
@MamtaSahu-m8y
@MamtaSahu-m8y 14 күн бұрын
ବିଜେଡି ବାପାଙ୍କ ନାରେକରୀ ଓଡିଆ କୁବେକା ବନେଇ ବାହାବାହା ନେଉଥୀଲା
@brajasundarsahoo1590
@brajasundarsahoo1590 15 күн бұрын
ଦେଖାଯାଉ କଣ ହେଉଛି ।
@achutanandarout5374
@achutanandarout5374 15 күн бұрын
Onlyfor serviceholder notfor other prbasibharatiya
@udrakalingautkal1702
@udrakalingautkal1702 14 күн бұрын
ତୁମେମାନେ ସବୁ ତ ଓଡିଆ କିନ୍ତୁ ତୁମ୍ଭେମାନେ ସେଠାରେ ପଖାଳ ଖାଉଚକି ନାହିଁ ଓ ଆମେରିକା ବାସିଙ୍କୁ ପଖାଳ ଖିଆସିଖେଲଣିକି ନାହିଁ ?
@Saurabha-rv9sz
@Saurabha-rv9sz 15 күн бұрын
ଏ ଗୁଡାକ ସବୁ ଲଜ୍ଜ୍ୟା
@govindpatra6152
@govindpatra6152 11 күн бұрын
2:40 2:42 2:43
@mgvloger3943
@mgvloger3943 14 күн бұрын
Bahara desa re rahib ate Sundar odiaa kahuchamti au odisha re rahibi loka achhanti Odia kahunahanti laja hauchhantiii sikha kichhi
@manasjessel5241
@manasjessel5241 13 күн бұрын
Even NRI also not happy with Mohan majhi government
@BasantkumarSatapathy
@BasantkumarSatapathy 15 күн бұрын
America re rahuthiba Odiamane Odisha startup Drone companies re investment karantu.Nama rahiba.
@betexshyamsundar990
@betexshyamsundar990 15 күн бұрын
ଏ ଶଳେ ଭାରତ କୁ ଲୁଟି ବିଦେଶରେ ନେଇ ଟଙ୍କା ଥୋଇବେ
@KrushnaMuduli-yu6nv
@KrushnaMuduli-yu6nv 15 күн бұрын
Purba.lokamane.24.barsa.tela.lagai.soipadile.bikas.ba.urnati.kemiti.karithante
@d-multimedia6522
@d-multimedia6522 15 күн бұрын
Modi sarkar odisha ku devlopment kariba pai jauchanti
@binapanisamal8771
@binapanisamal8771 14 күн бұрын
Kichi amane karibeni
@sudhakarnayak2958
@sudhakarnayak2958 15 күн бұрын
Good Pravase bhartiya Sunder Odiya Vasa Volochti Because Bjd Natha Naveen 24 years Sashan Kaya odiya boli naa Atha nai Lajigya hay Dhack Naveen Bjd Natha bolo Jay BJP sarkaar Jay modi saab CM Mohan saab Jay jagannath
@biswajitsamal5991
@biswajitsamal5991 15 күн бұрын
Prabasi maane kahin ki asuchanti aehi odisha ku jouthi bhubaneswar pari jagare manisha ku godei godei haanuchhanti... Police maane au karibe kn semaane ta nirupaaya sabujaainki prabasi bhartiya mananku jagithibe...
@sanjeebkumar1982
@sanjeebkumar1982 14 күн бұрын
😂❤
@ManashRanjanMishra-q2r
@ManashRanjanMishra-q2r 15 күн бұрын
Agaru soithilaki????
@pramodkumarparida4575
@pramodkumarparida4575 14 күн бұрын
May I know what NRI especially from Odisha have done for Odisha.? Now coming to Odisha they are crying for Odisha .Kindly do something like NRI from Gujarat did for Gujarat.
@parabatikantha5853
@parabatikantha5853 15 күн бұрын
Pitha ଯୋଜନତା ବୋଧେ thik thila
@BinduSagarSwain
@BinduSagarSwain 13 күн бұрын
Odisha Pani kan karib kuha
@sonu7284
@sonu7284 15 күн бұрын
Odia pravasi nku anurodh , anya non odia pravasi nku , odia culture bisayare bhalase bujheiparibe.
@sanjaykumarjena290
@sanjaykumarjena290 15 күн бұрын
What are they doing for development of Odisha ?
@biruamamalaxmi541
@biruamamalaxmi541 15 күн бұрын
Bjd ମଦ ଦୋକାନ ଖୋଲିଥିଲେ ବହୁତ୍ ସେ ସବୁ କୁ close କରିବେ ସେଥି ପାଇଁ ଆସିଛନ୍ତି 😂😂
@BasantkumarSatapathy
@BasantkumarSatapathy 15 күн бұрын
Choragudaka Khanikhadan lutuchha.Lokanku Bhaktapur banauchha.
@puspalatapanda2359
@puspalatapanda2359 15 күн бұрын
Sabu BJP kari deba
@binapanisamal8771
@binapanisamal8771 14 күн бұрын
Prabasi nuhe amane dadan
@Nobita-i5y
@Nobita-i5y 14 күн бұрын
Gote dina dekhi khusi huani re😂
@haridas5442
@haridas5442 15 күн бұрын
ନବିନ ସରକାର ଥିଲା ପା କଣ ହେବ
@seemabehera9087
@seemabehera9087 14 күн бұрын
R u coming for politics to support modi
@Aesthetic_Baddie776
@Aesthetic_Baddie776 15 күн бұрын
These Pravasi people will just talk and leave in 2-3 days to have a peaceful life abroad . They cannot contribute anything .
@abinashmishra9206
@abinashmishra9206 15 күн бұрын
No bro Just wait and watch
@rabi6071
@rabi6071 15 күн бұрын
Odisha re labho Kan habo kuho
@sanatanmahapatra8894
@sanatanmahapatra8894 14 күн бұрын
Chor & Lethergy nabina, was demolished odisha
@ChattruMahapatra
@ChattruMahapatra 15 күн бұрын
Bharata sikhita amerika bharataku sachot fraind vabineba paeni badhy Mane banglDes pakistan gotehelebi bala Amerika bharatka mamughar
@bijaytirkey9002
@bijaytirkey9002 15 күн бұрын
A sub loko business men , odisha loko ku murkha banya chhan ti ,
@motilalpradhan2288
@motilalpradhan2288 15 күн бұрын
ସେଥିପାଇଁ ତ ନୂଆ ନେତା ବାଛିଛୁ। କିନ୍ତୁ ବିରୋଧୀ ଏବେଠାରୁ ଏମିତି ବିରୋଧ କରୁଛନ୍ତି ଯେ ଯେପରି କୋୖଣସି ଉନ୍ନତି ମୁଳକ କାର୍ଯ୍ୟ ହୋଇପାରିବ ନାହିଁ। ଦେଖାଯାଉ ଆଗକୁ କଣ ହେଉଛି
@durgacharanbehera86
@durgacharanbehera86 12 күн бұрын
25 barsa bhitare luti ki khaigale odisha ku, development kana heba, sabu khaigale luti ki genda gudak
@KoisikPintu
@KoisikPintu 15 күн бұрын
Naveen is root cause of Odisha 's failure.
@ranjitpatra7864
@ranjitpatra7864 14 күн бұрын
Right 😢
@rasmiranjannath1076
@rasmiranjannath1076 14 күн бұрын
Jay bjp
@dushmanthjani3574
@dushmanthjani3574 14 күн бұрын
Jay jagannath 🙏🙏🙏
@PrashantParida-b5d
@PrashantParida-b5d 13 күн бұрын
Jay jagannath 🙏🙏🙏🙏
@PrashantParida-b5d
@PrashantParida-b5d 13 күн бұрын
Jay jagannath 🙏🙏🙏🙏
Quando A Diferença De Altura É Muito Grande 😲😂
00:12
Mari Maria
Рет қаралды 45 МЛН
СИНИЙ ИНЕЙ УЖЕ ВЫШЕЛ!❄️
01:01
DO$HIK
Рет қаралды 3,3 МЛН
Mom Hack for Cooking Solo with a Little One! 🍳👶
00:15
5-Minute Crafts HOUSE
Рет қаралды 23 МЛН
Quando A Diferença De Altura É Muito Grande 😲😂
00:12
Mari Maria
Рет қаралды 45 МЛН