ଓଡ଼ିଆ ଝିଅକୁ କହିଲେ ସୋନିଆ, ସୋନିଆଙ୍କୁ ଧୋଇଲେ ଓଡ଼ିଆ ପୁଅ || Sonia Gandhi || President Droupadi Murmu || OR

  Рет қаралды 46,066

Odisha Reporter

Odisha Reporter

Күн бұрын

ଓଡ଼ିଆ ଝିଅକୁ କହିଲେ ସୋନିଆ, ସୋନିଆଙ୍କୁ ଧୋଇଲେ ଓଡ଼ିଆ ପୁଅ | Sonia Gandhi | President Droupadi Murmu | Odisha Reporter
। Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #Delhi #SoniaGandhi #PresidentOfIndia

Пікірлер: 175
@tikerambag9866
@tikerambag9866 6 күн бұрын
ଆମ ଓଡିଶା ଝିଅ ଦ୍ରୌପଦୀ ମୁର୍ମୁଜିଙ୍କ ଏପରି କହିବା କଂଗ୍ରେସ ପାଇଁ ସାରା ଜୀବନ ଭାରି ପଡିବ
@BikramkishoreSamantasinghar
@BikramkishoreSamantasinghar 6 күн бұрын
@@tikerambag9866 absolutely right,,her comment on media proved that she is illiterate lady,,, Har Har Mahadev Jay Shree Ram Jay Jagannath 👍💯 percent Right 👍🙏🚩🚩🚩🚩🚩🙏🙏🙏🙏🙏🙏🙏🙏🙏🙏🙏🙏🙏
@PadmalochanSahu-vc8vk
@PadmalochanSahu-vc8vk 7 күн бұрын
ସୋନିଆଁ ଗାନ୍ଧୀ ବେଲଜ୍ୟା, ବିଦେଶିନୀ ହେଇ କେତେ କଥା କହୁଛି, ସେ କ୍ଷମା ମାଗୁ, ତା ଜୀବନରେ କେବେବି ଉଚ୍ଚ ପଦରେ ରହିପାରିବନି, ସ୍ବପ୍ନ ସ୍ୱପ୍ନ ରେ ରହିଯିବ, ଭାରତର ବୋହୁ ହେଇ ଏମିତି କହିବାକୁ ତାକୁ ଲାଜ ଲାଗୁନି,
@SidhantaMalik-tm6xh
@SidhantaMalik-tm6xh 7 күн бұрын
Kn pain. Magiha indera Gandhi ku Kia marila kire tike kahibu ki
@satyabratasahoo2577
@satyabratasahoo2577 7 күн бұрын
@@SidhantaMalik-tm6xh ଇନ୍ଦିରାଗାନ୍ଧି କ'ଣ ବାଣ୍ଡ ମୁଣ୍ଡି , ସେ ପଠାଣ ବିଜା , ନେହେରୁ ପରିବାର ଭାରତରେ ଆସିଲା କେଉଁଠି ଆଉ ତ କେହି ନେହେରୁ ପରିବାର ଭାରତରେ ନାହାନ୍ତି, ସେ ନେହେରୁ ନୁହେଁ, ଜିନା ହେଲା ପାକିସ୍ତାନ କରିଛି ଆଉ ତା ଭାଇ କୁ ନେହେରୁ ବୋଲି ପରିଚୟ ଦେଇ ରାଜନୀତି କରିଛି ଯଦି ଇନ୍ଦିରା ଖାଁ କୁ ମାରିଛି କିଏ ତା ବିଚାର ଧାରା କୁ ମାରିଥିବା ଲୋକ ମହାନ୍
@i_amhbb
@i_amhbb 7 күн бұрын
@@SidhantaMalik-tm6xhpoor things mane poor lady ki??? Sala tila ku taala karuchanti😂😂
@Jullymyname
@Jullymyname 6 күн бұрын
@@SidhantaMalik-tm6xh Indira ku panjabi loka marila..Gurudwara ku chapal pindhiki jibaku mana karibaku indira Gote sakta chapuda panjabi loka ku marithhila...NIJA karma pain mala
@keepsmiling920
@keepsmiling920 6 күн бұрын
Mg sambit patra... ମହାପ୍ରଭୁ ଜଗନ୍ନାଥ ଙ୍କୁ ଅପମାନ କରି jou statement deithila ..MODI nka bhakta heuchanti jagannath... Setebele ae mg bjp godi media tanka patire modi banda pureiheithile ki.
@sarojrout9173
@sarojrout9173 7 күн бұрын
ସୋନିଆ ଗାନ୍ଧିଙ୍କ ବିବାଦୀୟ ନେଇ ଓଡ଼ିଶା କଂଗ୍ରେସ ମୁହଁ ଖୋଲୁନାହାନ୍ତି ମୁହଁ ରେ କିଏ ବିଣ୍ଡା ପୁରେଇଛିକି
@NrusinghaCharanRatha
@NrusinghaCharanRatha 6 күн бұрын
ଏପ୍ରକାର ମନ୍ତବ୍ଯ ଦେବା ଅର୍ଥ, ଗଣତନ୍ତ୍ରଙ୍କୁ ଅପମାନିତ କରିବା,ସମ୍ବିଧାନ କୁ ଅପମାନିତ କରିବା ,ଦେଶର ସମ୍ବିଧାନିକ ବିଧି ବ୍ଯବସ୍ଥାକୁ ଅପମାନିତ କରିବା,ଏବଂ ସର୍ବୋପରି ଦେଶକୁ ଅପମାନିତ କରିବା ସହିତ ସମାନ । ନିଜର ନିକୃଷ୍ଟ ମାନସିକତାକୁ ନିଜେ ପଦାରେ ପକାଉଛନ୍ତି ।
@BaghrayHansda-v9q
@BaghrayHansda-v9q 6 күн бұрын
କଂଗ୍ରେସ ହଟିବ ଭାରତ ଜିତିବ
@manassethi1120
@manassethi1120 5 күн бұрын
Cangres sc st agnest
@SaumyaranjannayakSoumya
@SaumyaranjannayakSoumya 5 күн бұрын
ଏଵେ ଵୋଧ ଦେଶରେ ଶାସନ କଗେସ କରୁଛି 😮😅😅
@niranjannayak2630
@niranjannayak2630 7 күн бұрын
ପ୍ରେସିଡେଣ୍ଟ ମାଡାମ ଗରିବ ଏଇତିପାଇଁ ସେ କଳାଧନ ର ମାଲିକ ନୁହଁ ଗାନ୍ଧୀ ପରିବାର ଭଳି ଦେଶକୁ ଲୁଟି ଧନ କମେଇ ନାହାନ୍ତି ସେ ଜଣେ ମହିୟସୀ ମହିଳା ସେ ପୁର୍ବରୁ ବହୁତ ପଦ ପଦବିରେ ରହି ସାରିଛନ୍ତି, ଯୋଉ ପଦବିରେ ବିରେ ରେ ଥିଲେ କେତେବେଳେ ମନ୍ତ୍ରୀତ କେତେ ବେଳେ ବିଧାୟକ ତ କେତେ ବେଳେ ରାଜ୍ୟପାଳ କିନ୍ତୁ କୋଉ ବାର ଡ୍ୟାନସର ତ ନୁହେଁ
@ishwarchandra3980
@ishwarchandra3980 7 күн бұрын
ଅତି ଗର୍ବ ର ଲକ୍ଷଣ !
@ashokkumarpattnaik7514
@ashokkumarpattnaik7514 7 күн бұрын
Sonia Gandhi was Bar dancer.
@abhilipslifestyle2179
@abhilipslifestyle2179 7 күн бұрын
😂😂😂
@princetushar3970
@princetushar3970 6 күн бұрын
@@ashokkumarpattnaik7514 to maa bhi gotia dancer mg
@veervupendrasinghdharua
@veervupendrasinghdharua 6 күн бұрын
Antonio Maino ଇଟାଲୀ ର ଜଣେ Bar Dancer ଠାରୁ ଏମିତି ହିଁ ଭାଷା ବାହାରିବ ।
@NRajput77359
@NRajput77359 4 күн бұрын
​@@princetushar3970ବୋଧା ସେ ତୋର ମା ସେଇଥିପାଇଁତ ବାଧୁଚି😂😂😂
@MosesNag
@MosesNag 6 күн бұрын
ମୋଦି ସମ୍ମାନ ଦେଈ ଛନ୍ତି କି? ଯୋଦ୍ଦୀ ସମ୍ମାନ ଦେଉଛନ୍ତି ତେବେ କାହିଁକି ଆଯାଧ୍ୟା ମନ୍ଦିର ପ୍ରତିଷ୍ଠା ପାଇଁ ରାଷ୍ଟ୍ର ପତିଙ୍କୁ ଡ଼ାକି ନାହାନ୍ତି। ନୂଆ ସାଂସଦ ଭବନ ପ୍ରତିଷ୍ଠା ନିଜେ ମୋଦି କଲେ ଡ଼ାକି ନାହାନ୍ତି। ଏହା ଅପମାନ ନା ସମ୍ମାନ ସେତିକି ବେଳେ ଆପଣ କାହିଁକି ସର ଉତଳନ କଲେ ନାହିଁ?
@NRajput77359
@NRajput77359 4 күн бұрын
ଏତେକଥା କଂଗ୍ରେସକଲାପରେ ବି ତାର ପାଦଚାଟୁଚ ପଦିଏବି କହିଲନି ଧନ୍ୟବାଦ ଚାମଚାଗିରିକୁ ଜଦି ମୋଦି ଦ୍ରୋପଦି ମୁର୍ମୁଙ୍କୁ ଖରାପ କହୁଛନ୍ତି ତେବେ ତାଙ୍କୁ ରାଷ୍ଟ୍ରପତି କଲେ କାହିଁକି ?
@riteshgamer65
@riteshgamer65 7 күн бұрын
Poor ମାନସିକତା ୟେ ସୋନିଆଙ୍କ ।
@binodkunayak9804
@binodkunayak9804 6 күн бұрын
ଆଜ୍ଞା ପ୍ରଥମ ଭୁଲ କରିଛନ୍ତି ଗାନ୍ଧି. ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମ୍ମାନ ନଦେଇ ଅସମର୍ଥିତ ନେହୁରୁ ଙ୍କୁ pm କରିବା ତାପରେ ବଂଶଗତ ପ୍ରକ୍ରିୟା ରେ pm ହେବା ଦ୍ଵାରା ମାଇନୋ, ବଦ୍ରା, ପପୁ ର ଅହଂକାର ସୀମାଲଂଘନ କରିଛି
@JiteshKumar-y9m
@JiteshKumar-y9m 2 күн бұрын
Give respect and take respect
@prasnakumarnaik
@prasnakumarnaik 7 күн бұрын
Right air❤❤❤❤🎉🎉🎉🎉
@cuty_mama9801
@cuty_mama9801 7 күн бұрын
ହୋଟେଲ ବାଲିକି ଭଲକି ପେଲ
@purnachandradehury7559
@purnachandradehury7559 6 күн бұрын
କଙ୍ଗ୍ରେସ ନାରୀ ଶକ୍ତିର କେବେ ସମ୍ମାନ କରେନି । ଅପମାନ କରେ । ସମସ୍ତ ଭାରତର ନାରୀ ଓ ଓଡ଼ିଶାର ନାରୀ ବୁଝନ୍ତୁ ଏବଂ ଜାଣନ୍ତୁ । ଜୀବନ ଥିଲା ପର୍ଯ୍ୟନ୍ତ କଙ୍ଗ୍ରେସ କୁ ଭୋଟ ଦିଅନ୍ତୁ ନାହିଁ , ଆଦିବାସୀ ମାନେ ବିଲ୍କୁଲ ବି ନୁହେଁ । ଜୟ ଜଗନ୍ନାଥ ।
@ganeswarmalik3964
@ganeswarmalik3964 5 күн бұрын
Ki gyan re,,,,,,,,
@sarojkumarjena4304
@sarojkumarjena4304 7 күн бұрын
Sonia Gandhi ta nije Jane bidesini , bharatiya nku thaki dhani heichhanti
@BishnuKumar-j1m
@BishnuKumar-j1m 7 күн бұрын
Sura bhai kuade gale,
@thanadisari9173
@thanadisari9173 3 күн бұрын
ଜୟ ଶ୍ରୀ ମୋର୍ମୁ 🙏🙏🙏❤️❤️ ଜୟ ବିଜେପି 🙏🙏❤️❤️🙏
@pradipray6127
@pradipray6127 6 күн бұрын
ଜଣେ ଭାରତୀୟ ହୋଇଥିଲେ ସେ ମହାମହିମ ରାଷ୍ଟ୍ରପତି କଣ ସମ୍ବିଧାନର ତାଂକର ଭୁମିକା ତାକୁ କିଭଳି ବ୍ୟବହାର କରିବା ଉଚିତ୍ ସେ ଜାଣିଥାନ୍ତେ
@arucharanpradhan5502
@arucharanpradhan5502 6 күн бұрын
ରାଷ୍ଟ୍ରପତିଙ୍କର ମାତୃଭାଷା,ଦେଶ,କାଳ, ପାତ୍ର, ଜାତି, ବର୍ଣ୍ଣ ଓ ଧର୍ମ ସବୁ ସହିତ ଦେଶ ବାସୀ ଜାଣି ଛନ୍ତି। ଏଗୁଡିକ ରୁ ଗୋଟିଏ ମଧ୍ୟ ସୋନିଆ ଗାନ୍ଧିଙ୍କର କେହି ଭାରତ ବାସୀ ସଠିକ ଭାବେ କହି ପାରିବେ ନାହିଁ। ତାର କଥା ଉପରେ ଚର୍ଚ୍ଚା କରିବା ଆବଶ୍ୟକ ନାହିଁ।
@ishwarchandra3980
@ishwarchandra3980 7 күн бұрын
ମୂର୍ଖ ଭୋଟର ଙ୍କ ପାଇଁ ଆଜି ପାଟିରେ ଯାହା ପସୁଛି ତାହା କହୁଛନ୍ତି ବିରୋଧୀ ! ଭାରତ ର ପଟ୍ଟା ପାଇଛି ଗାନ୍ଧୀ ପରିବାର ଆଉ ଓଡିଶାରେ ପଟ୍ଟା ପାଇଛି ନବୀନ ପରିବାର 😁
@chintamanimajhi640
@chintamanimajhi640 5 күн бұрын
ରାହୁଲଙ୍କୁ ଏବଂ ସୋନିଆ ଗାନ୍ଧୀ ଆଦିବାସୀଙ୍କ ଶାସନକୁ ଈର୍ଷା କରୁଛନ୍ତି।
@SimanchalaDora-f3d
@SimanchalaDora-f3d 6 күн бұрын
Very nice sir
@RudraprasadDas-r6c
@RudraprasadDas-r6c 7 күн бұрын
ସର୍ବ ପ୍ରଥମେ ଭାରତୀୟ ହିନ୍ଦୁ ଆମେ
@bijayakumarsahoo7387
@bijayakumarsahoo7387 6 күн бұрын
Right sir
@NRajput77359
@NRajput77359 4 күн бұрын
ଆଦିବାସି ବିରୋଧି କଂଗ୍ରେସ ଏ କଂଗ୍ରେସି କିଏ କହିଲା ରାଷ୍ଟ୍ରପତ୍ନି କିଏ କହିଲା ପୁଅର ଲେଡି କିଏ କହିଲା ଲବ ଲେଟର ପଢୁଚି କଣ ଏମିତି କଥା କଂଗ୍ରେସକୁ ସୋଭାପାଉଚି ଆଦିବାସିଙ୍କୁ ଏତେଘୃଣା କାହିଁକି😢 କୁଆଡେଗଲେ ସେ ଜାରଜ ଛାତ୍ର କଂଗ୍ରେସମାନେ
@Jagannath-oc9ht
@Jagannath-oc9ht 7 күн бұрын
ଆମେ କ'ଣ ଦେଶରଲକ୍ଷ ଲକ୍ଷ କୋଟି ଟଙ୍କା ଖାଇ ବସିଛୁକି? ଆମେ ଗରିବ ,ତୋଭୁ ମାଗିନାହୁଁ। ତମେ ଜେତେ ଧନି ହେଲେ ମଧ୍ୟ ସେତ ରାଷ୍ଟ୍ରପତି । ତୁମକୁ କିଏ ପଚାରୁଛନ୍ତି । କଥାରେ ଅଛି ଯେଉଁ କାଠରେ ନିଆ ଅଛି ସେହି କାଠ ପୋଡିବ। ପରିବାରର କୌଣସି ଜଣେ କୌଣସି ପଦ ପଦବୀରେ ନଥିବାରୁ ଜଳି ପୋଡି ମରୁଛ। କୂଆଡୁ ଆସି ଭାରତରେ ରହିଛ।
@KabitaKabita-g3r
@KabitaKabita-g3r 5 күн бұрын
Right
@biswanathsabar6184
@biswanathsabar6184 6 күн бұрын
Bhai Tume thik kahuch,you are correct
@riteshgamer65
@riteshgamer65 7 күн бұрын
ସୋନିଆ ନିଜେ poor ସଂସ୍କୃତି ସଂପନ୍ନ ଅଟନ୍ତି ।
@abhilipslifestyle2179
@abhilipslifestyle2179 7 күн бұрын
@@riteshgamer65 your correct brother
@NRajput77359
@NRajput77359 4 күн бұрын
ଇଟାଲିର ବାରରେ ଲଙ୍ଗଳାହେଇ ନାଚୁଥିଲା ତାକୁ ଭାରତର କିଛୁ ମୁର୍ଖ ରାଜମାତା କରିଦେଲେ ସେ ଏମିତି ନ କହିବତ କଣ କହିବ
@ramachandraojha5172
@ramachandraojha5172 6 күн бұрын
କଂଗ୍ରେସ ମୁକ୍ତ ଓଡିଶା କଂଗ୍ରେସ ମୁକ୍ତ ଭାରତ
@manaskumarbaral1620
@manaskumarbaral1620 5 күн бұрын
👍👍
@mihirranjan5004
@mihirranjan5004 5 күн бұрын
ଜାତୀୟ କଂଗ୍ରେସ ଜିନ୍ଦାବାଦ୍... ସୋନିଆ ଗାନ୍ଧୀ ଜିନ୍ଦାବାଦ୍...
@NRajput77359
@NRajput77359 4 күн бұрын
😂😂😂 ଇଟାଲିର ନାଚବାଲି
@s.smohanty2648
@s.smohanty2648 6 күн бұрын
Right saying
@ranjanmalla1124
@ranjanmalla1124 6 күн бұрын
Right 👍▶️👍 words 🎉🎉🎉🎉🎉many many thanks 🙏👍🙏👍 to you 💜🌹❤️🌹🌹🌹🌹🌹❤️🌹🌹 absolutely appropriate answer his thinking for country is very in satisfied ❤❤❤❤❤❤❤❤❤❤❤
@SR_SanjayCreation
@SR_SanjayCreation 5 күн бұрын
କହିଲେ କିଛି ଅସୁବିଧା ନାହିଁ, ଯେତେବେଳେ ଅମିତ ସାହା ଆମ୍ବେଦକରଙ୍କୁ ଅପମାନ କରି କହିଥିଲେ ସେତବେଳେ ଅମିତ ସାହା କଣ କ୍ଷମା ମାଗିଥିଲେ କି??........ Otv ର ଫାଟୁଛି କଣ ପାଇଁ
@GourangaSahoo-bh2jb
@GourangaSahoo-bh2jb 2 күн бұрын
ମୋଟ୍ ଉପରେ ଜାତି ପ୍ରଥା ଉଠେଇ ଦିଆଯାଉ ଯିଏ ଜାତି ଉପରେ ଆଖେପ କରୁଛି ତାକୁ ଦଣ୍ଡ ଦିଆଯାଉ ଆମେ ସମସ୍ତେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଜଣେ ଜଣେ ମଣିଷ କାହିଁକି ଏ ଜାତି ପ୍ରଥା ରହିଛି ଛୋଟ ବଡ଼ ଉଚ୍ଚ ନିଚ ସମସ୍ତ ଙ୍କୁ ସମାନ ଆଖିରେ ଦେଖାଯାଉ ଆଜି ରାଷ୍ଟ୍ରପତିଙ୍କ ଉପରକୁ ଆଙ୍ଗୁଠି ଉଠିଲା ବୋଲି ସମସ୍ତେ ଜାଣିଲେ ଏମିତି ହଜାର ହଜାର ଲୋକ ଅପମାନିତ ହୋଉଛନ୍ତି ସମାଜ ଏତେ ଆଗକୁ ଗଲେବି ମଣିଷ ଚିନ୍ତା ଧାରା ବଦଳି ନାହିଁ ସମସ୍ତ ଙ୍କର ମଙ୍ଗଳ ହେବ ଜାତି ଉଠେଇ ଦିଅ ଖାଲି ରାଷ୍ଟ୍ରପତି ନୁହେଁ ଏମିତି ବହୁତ ଲୋକ ଅପମାନିତ ହେଉଛନ୍ତି।
@DusmantakumarBehera-hh7jb
@DusmantakumarBehera-hh7jb 6 күн бұрын
ଛି ଛି ଛି ରେ ସୋନି ଛି ଛି ଛି ଛି ରେ ସୋନି ଛି ଛି ଛି ଛି
@omsrisainamoh2603
@omsrisainamoh2603 7 күн бұрын
Very good kota kohichonti sir 🙏
@santunumalik-p8l
@santunumalik-p8l 5 күн бұрын
No problem
@mihirranjan5004
@mihirranjan5004 5 күн бұрын
ସୋନିଆ ଗାନ୍ଧୀଙ୍କ କଥାକୁ କଦର୍ଥ କରାଯାଉଛି । ଦେଶପାଇଁ ତାଙ୍କର ତ୍ୟାଗକୁ ଭାରତବାସୀ ଜାଣିଛନ୍ତି ।
@NRajput77359
@NRajput77359 4 күн бұрын
କଣ କରିଚି କୁହ ?
@santoshkumarjena1515
@santoshkumarjena1515 6 күн бұрын
Congress ku rajaniti karibara sujog na milu
@thanadisari9173
@thanadisari9173 3 күн бұрын
ଶନ୍ୟା ଗାନ୍ଦୀ ମୁର୍ଦା ବାଦ 😊😅
@susantrait6176
@susantrait6176 7 күн бұрын
Congress hatao desh bachao Jay BJP Jay Bharat Mata ki Jai
@SrinibasNayak-lk7xg
@SrinibasNayak-lk7xg 5 күн бұрын
ସୋନିଆଁ ଗାନ୍ଧି ନା ଭାରତୀୟ ନା ଭାରତ ର ସମର୍ଥକ! ବିଦେଶିନୀ
@ganeswarmalik3964
@ganeswarmalik3964 5 күн бұрын
Great sonia gandhi
@AnusranSamal
@AnusranSamal 7 күн бұрын
Maa, puaku jail hau.
@pradeepkumargiri7701
@pradeepkumargiri7701 7 күн бұрын
Really they aren't Gandhi family.
@loveandfeelings5788
@loveandfeelings5788 7 күн бұрын
Sonia Gandhi nka matibhrasta helani,yebhali matabyaku ame ghor birudh karuchhu,but Ama Rastrapatinku apaman Bharatbasi sahibeni❤❤❤❤
@RoastingBoy1993
@RoastingBoy1993 Күн бұрын
Bjp jindabad
@NityanandaBehera-e9i
@NityanandaBehera-e9i 6 күн бұрын
କିଛି କାମ ନାହିଁ
@prasantchinara9911
@prasantchinara9911 5 күн бұрын
Sonia hatao
@HemantBiswal-v4w
@HemantBiswal-v4w 5 күн бұрын
Bjp bahutu bhalakaruchi
@Jaysairam-x7b
@Jaysairam-x7b 6 күн бұрын
Poor things means not poor woman.
@BishnukumarBaral
@BishnukumarBaral 2 күн бұрын
Gandhi paribar kis dharmaka praman diantu
@manassethi1120
@manassethi1120 5 күн бұрын
Sonia Gandhi sc st agnest Jay bhim
@sachidanandaswain6041
@sachidanandaswain6041 7 күн бұрын
Be cool
@NityanandaBehera-e9i
@NityanandaBehera-e9i 6 күн бұрын
Poor thinking ମାନେ ଗରିବ ଲେଡି କି
@mamatakhillo6781
@mamatakhillo6781 2 күн бұрын
sonia murudabad get out etali
@muralisethi6724
@muralisethi6724 6 күн бұрын
Ama sarkar meeting re modi tea deba,Manisankar Ayar kahithila
@SusantaMalik-b5d
@SusantaMalik-b5d 6 күн бұрын
A bath tik Nehi hai
@parsuramjena7119
@parsuramjena7119 4 күн бұрын
First thing Sonia Gandhi not a borne our country how she feels about Indian.
@suryanarayanpalo6651
@suryanarayanpalo6651 4 күн бұрын
Rahul sonia priyanka Property pura ghotal property
@nirupamapatra2696
@nirupamapatra2696 5 күн бұрын
Our Honourable president Smt.Droupadi Murmuji should not pay attention to the comment being given by a Bar lady who is laced with this type of language since her birth.
@SureshNayak-ic1jo
@SureshNayak-ic1jo 4 күн бұрын
People will throw Gandhi siblings out of House. You are requested to serve people by heart and defend the interest of people. Why are you worried. It is nothing to worry. Don't expect pardon from indecent, abhadra people
@kalicharansahu3579
@kalicharansahu3579 6 күн бұрын
Sonia gandhi is a italian lady.
@ajaykumardash9999
@ajaykumardash9999 7 күн бұрын
Amy odia odisha ra apaman sahibuni au tik samayara sy gandhi parivar au congressku jabab deajiba
@rashmiranipadhi223
@rashmiranipadhi223 5 күн бұрын
Kichi kharap kahini Sonia Gandhi.
@PitambaraBhue-v3j
@PitambaraBhue-v3j 6 күн бұрын
Sonia Gandhi chi chi chi chi re Sonia Gandhi
@suvendukumarsamanta1385
@suvendukumarsamanta1385 6 күн бұрын
we should call a Bharat band against Sonya Gandhi Statement Very Bad POOR Statement for President Of India
@prakashbhatra4156
@prakashbhatra4156 5 күн бұрын
Balabhadra babu, have you went Ram temple, why did BJP dint cal for ram mandir and parlament house
@healtydiatary6588
@healtydiatary6588 6 күн бұрын
Kahiki jau governer.president work as political staps of bjp,politacal agent vali murmu karuchanti me vi mayurbhanj ru mu janichi modi jumla party bjp
@AurobindaGharai
@AurobindaGharai 4 күн бұрын
Congress bharat chhada.emane ama bharat re rahibara Adhikar nahi.
@NiranjanSethi-e3i
@NiranjanSethi-e3i 5 күн бұрын
But I say Smt Sony Gandhi is not good saying
@nrusinghacharandas4895
@nrusinghacharandas4895 4 күн бұрын
Odisha ro odia loko manaku apaman korithibsru odia loko manaku mor Anuradha bye cut karan tu congress ku odisharu
@RajendraRajendra-di4uk
@RajendraRajendra-di4uk 6 күн бұрын
Bilkul, nuhe,,,
@muralisethi6724
@muralisethi6724 6 күн бұрын
Manisankar , 2013 re kahithile modi teabala kn PM heba,amaku tea deba
@sitaramkumarpradhan842
@sitaramkumarpradhan842 5 күн бұрын
Mahakumbha re hajar hajar lok marile prasasan bybasta kharap Main katha ku diversity kariki janata nku pratarana bhramit karuchanti
@sunilkumarmahalik5486
@sunilkumarmahalik5486 7 күн бұрын
Shame..!
@DambaruHarijan-d2c
@DambaruHarijan-d2c 6 күн бұрын
ତମେ କଣ ଭାବୁଛ 𝚙𝚘𝚘𝚛 𝚕𝚎𝚍𝚍𝚢 ନା 𝚙𝚘𝚘𝚛 𝚝𝚑𝚒𝚗𝚐𝚜 କହିଛି ଟିକେ ବୁଜିବାକୁ ଚେଷ୍ଟା କର , ତମର ସେହି ମାନସିକତା ଅଛି ଯଉ ମାନସିକତା ରେ 𝙱𝙹𝙿 ଦେଶକୁ ବର୍ବାଦ କରି ସାରିଛି, ସେହି ମାନସିକତା ରେ ତମେ ନବରଙ୍ଗପୁର ର ଆଦିବାସୀ ଭାଇ ଭଉଣୀମାନଙ୍କୁ ବର୍ବାଦ କରିଦବ.
@Mkreacttt
@Mkreacttt 4 күн бұрын
Bhai president of india poor lady kemti hele Explain kara
@ramnayak8349
@ramnayak8349 2 күн бұрын
Sonia Gandhi .rahul gandhi.ku. Danda miliba katha.itily tankan ghara .seithiko jaunanty.
@JenaPraksh
@JenaPraksh 5 күн бұрын
Sonia Gandhi is a iron lady
@Mkreacttt
@Mkreacttt 4 күн бұрын
ବାର dancer
@bhramarbarsahoo5956
@bhramarbarsahoo5956 6 күн бұрын
Odia pua SO ku rajbhaban re gote Bihari ra pua marila , sete bele dard helani. Niriha adivasi manaku samna re rubber stamp pari use kari odisha ra mines o minerals sabu tankara mitra ambani,adani ,vedanta,jindal bhali santha ku biki debe adivasi nkara jungle,jal,jamin sabu sehi adivasi nka dwara lootibe. Wait and watch.loke bujhibe dekhibe emankara chal sabu.
@GandharbaJena-x1r
@GandharbaJena-x1r 6 күн бұрын
Really Sonia and are not good politician. They are being highlighted only due to their vast property.
@ajaykumardash9999
@ajaykumardash9999 7 күн бұрын
Congress abe khatam
@i_amhbb
@i_amhbb 7 күн бұрын
bopa ra party ki BJP??? Prezz murmu nku bjp sabu bele adi basi adi başı kahiki chhota karuni ki???? Kete thara kahiba tanku adibasi?? Adibasi mane chhota Jati ki???
@PradeepKumar-q7b5y
@PradeepKumar-q7b5y 4 күн бұрын
Hello public comment Sonia Gandhi jakar bhul question direct message mein padhaai ka bhav Jo Kolkata koi Chand for lady ek Katha koi baat nahin uncha parvat thalassery Anil Kumar nishchay se devghar personality message chahie Naresh apekshit parivar Amritsar paye 45 dhaakad lagela badi Katha ek Parichay koi jaldi Krishna ka jawab
@padmanabhamahanta2835
@padmanabhamahanta2835 6 күн бұрын
Sambhidhan ka morjada bojane Bala congress party. Jou sanvidhan or Ambedkar ji ka morjada dene Bala ... ,Aaj pata chala he....Dhik he Gandhi family ka drama....
@sadanandapradhan8954
@sadanandapradhan8954 6 күн бұрын
Sonia Gandhi and Rahul Gandhi Muslim। Chhua
@ganeswarmalik3964
@ganeswarmalik3964 5 күн бұрын
Are bhai dhropati muemu nku ram mandier pratistha dibasare dakajainthi rastrapati apamana karajainathila kn 😂😂😂😂😂😂😂
@RabindraNarayanMohapatra
@RabindraNarayanMohapatra 4 күн бұрын
Rastrapati & common man is same. Ye loka bohe independence anithile indiaku.
@nrusinghcharanpalei8938
@nrusinghcharanpalei8938 5 күн бұрын
You have said odia 2 .what have done for oadisha manania rastrapati ? Sah sansad bhabanare ambedkar nku apaman kala kuade thile rastapati jahapain se aji rastrapati hoichanti .odia officer nku bihari gunda badeila puri rajabhawan re.kuade thile ki action neichanti rastapati o apanamane keta rastaku asicha .ambatakua khai adibasi loke male kan karichanti rastrapati ?
@JenaPraksh
@JenaPraksh 5 күн бұрын
BJP media
@rashmiranipadhi223
@rashmiranipadhi223 5 күн бұрын
Kichi kharap kahini
@BhubanPanka-r3s
@BhubanPanka-r3s 3 күн бұрын
Bjp parti neta manoku lajo nahe
@govindkaran7831
@govindkaran7831 7 күн бұрын
Sonia kiaki amit kahibaku
@keepsmiling920
@keepsmiling920 6 күн бұрын
Sambit patra ama mahaprabhu jagannath nku apamana karithila... setebele modi ra banda pati vitare pureithila ki😅
@AkshayakumarMohanty-h4p
@AkshayakumarMohanty-h4p 7 күн бұрын
Etebelaku, odia jhia adibasi mahila baikuntha pradhan ku jharkhand pua badeila tuma media kuaade jaithile? Sonia Gandhi Rahul Gandhi sangare e kodhia balada majhi saman hoipariba
@bapiranjandas7307
@bapiranjandas7307 7 күн бұрын
Sonia gandhi kn 2:16 banda Mundi
@prakashbhatra4156
@prakashbhatra4156 5 күн бұрын
Reporor don't know exact meaning
@RabindraSabar-md2zx
@RabindraSabar-md2zx 7 күн бұрын
Marana kale bipurita budhi gandhi bansa gulirehi marine
Une nouvelle voiture pour Noël 🥹
00:28
Nicocapone
Рет қаралды 9 МЛН
coco在求救? #小丑 #天使 #shorts
00:29
好人小丑
Рет қаралды 120 МЛН
小丑女COCO的审判。#天使 #小丑 #超人不会飞
00:53
超人不会飞
Рет қаралды 16 МЛН
Mom Hack for Cooking Solo with a Little One! 🍳👶
00:15
5-Minute Crafts HOUSE
Рет қаралды 23 МЛН
Team India and England arrive in Bhubaneswar | Kalinga TV
3:00
Kalinga TV
Рет қаралды 128 М.
Une nouvelle voiture pour Noël 🥹
00:28
Nicocapone
Рет қаралды 9 МЛН