ଓଡିଶାକୁ କଣପାଇଁ ଆଳୁ ପଠାଉନାହାନ୍ତି ମମତା ,କହିଦେଲେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର

  Рет қаралды 153,111

Odisha Bhaskar

Odisha Bhaskar

Күн бұрын

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/Odis...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews

Пікірлер: 157
@jitendrakumarpanda2428
@jitendrakumarpanda2428 Ай бұрын
ଆମ ଜଗନ୍ନାଥଙ୍କ ମନ୍ଦିର ରେ ପଶେନି ମହା ପ୍ରସାଦ ବହୁତ୍ ବଢିଆ ଲାଗେ ତେଣୁ ଦିଦି କେତେ ଦିନ ସମ୍ଭା ଲୁଛି ଦେଖିବା ।
@CHUNY999
@CHUNY999 29 күн бұрын
Nahin eta bhul katha.... Jagannath ku nein politics kariba.... Odisha andra ru sabu truck atkao..... West Bengal ku chadani
@trilochandash3657
@trilochandash3657 Ай бұрын
ମିଶ୍ର ବାବୁ ଜଣେ ଅଭିଜ୍ଞ ଏଡ଼ିଟର,ପୁଣି କନକ ନିଉସର ପିନ୍ ମରା ଦ୍ବି ଅର୍ଥ ଭିତିକ ଭଲ କଥା କହିଛନ୍ତି। ସ୍ବାଭିମାନୀ ଓଡ଼ିଶା ବାସୀ ଠିକ୍ ମର୍ମ ବୁଝିବେ ।
@namitasahu1467
@namitasahu1467 Ай бұрын
ଆମେ ଆଳୁ ଖା ଇ ବାନି ଆମ ରାଜ୍ୟର ଜିନିଷ ବେଙ୍ଗଲକୁ ଦେବନାହିଁ
@AryaPutra-gy3bm
@AryaPutra-gy3bm Ай бұрын
ତମ ପାଖରେ ରପ୍ତାନି ଯୋଗ୍ୟ କ'ଣ ବାଣ୍ଡର ବାଳ ଅଛି ଯେ ଅନ୍ୟ ରାଜ୍ୟ କୁ ଡରେଇବ।
@anasuyamohapatra931
@anasuyamohapatra931 Ай бұрын
Thank you for the statement Mr manoranjan mishra
@raghunathnaik5438
@raghunathnaik5438 Ай бұрын
ଆଳୁ ଖାଇବା ଟା ଛାଡ଼ି ଦିଅ ନ ଖାଇଲେ କ'ଣ ଚଳିବନି
@priyacharandas653
@priyacharandas653 Ай бұрын
ବିଦେଶୀ ଆଳୁ ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର ଏବଂ ଅନନ୍ତ ବାସୁଦେବ ମନ୍ଦିରରେ ପ୍ରବେଶ କରେନାହିଁ।
@Binodkumarpanigrahi2187
@Binodkumarpanigrahi2187 Ай бұрын
ନୀତି ଆୟୋଗ ମିଟିଙ୍ଗ ରେ ମମତା ବାନାର୍ଜୀଙ୍କ ଫୋନ କାହିଁକି ବନ୍ଦ କଲ?ତେଣୂ ମମତା ରାଗ କରି ପାରନ୍ତି
@diptiranjanpradhan9433
@diptiranjanpradhan9433 Ай бұрын
ମମତା ବାନାର୍ଜୀ ଆଳୁ ନ ଦେଲେ କଣ ଓଡିଶା ମରିଯିବ କିଛି ହବନି
@sarojmohanty9643
@sarojmohanty9643 Ай бұрын
ଓଡ଼ିଶା ନିଜକୁ ଆଳୁ ଓ ପିଆଜ କ୍ଷେତ୍ର ରେ atmanirvarsila କରିବା ଲାଗି ଏକ ଦୀର୍ଘ ସୁତ୍ରୀ ଯୋଜନା ହେଉ। ଚାଷୀ ଙ୍କୁ ଆଳୁ ଓ ପିଆଜ ଉତ୍ପାଦନ ଲାଗି ପ୍ରୋତ୍ସାହିତ କରାଯାଉ। ତାଙ୍କଠୁ ଏକ ନିର୍ଦ୍ଧିଷ୍ଟ ଦାମ ରେ କିଣିବା ଲାଗି ନିଷ୍ପତି ନେଇ ତାକୁ ନିଷ୍ଠା ର ସହ ପାଳନ କରାଯାଉ। ରାଜ୍ୟ ରେ ଅଧିକ ସଂଖ୍ୟା ରେ cold storage ra ବ୍ୟବସ୍ଥା ହେଉ। ଲଗାତାର 5/6 ବର୍ଷ ଏ ମିଶନ୍ ନିଷ୍ଠା ର ସହ ଜାରି ରଖିଲେ ଏ ସମସ୍ୟା ର ଅସଲ ସମାଧାନ ସମ୍ଭବ ହେବ । ଏ ଦଳ କି ସେ ସରକାର କୁ ନିନ୍ଦା କଲେ କିଛି ମିଳିବ ନାହିଁ। ହୀନ ରାଜନୀତି ଛାଡ଼ି ରାଜନୈତିକ ଇଚ୍ଛା ଶକ୍ତି ଦେଖାଉ ନୂଆ ସରକାର। ଯାହା ବିଜେଡି କରିଲା ନାହିଁ, ସେ କାମ କରି ଦେଖାଉ ବିଜେପି ସରକାର।
@anasuyamohapatra931
@anasuyamohapatra931 Ай бұрын
Good statement
@satyabhusanharichandan7417
@satyabhusanharichandan7417 Ай бұрын
Nice Speech
@AYUSHMAKE
@AYUSHMAKE Ай бұрын
ଉତ୍ତର ମେରୁ ଓ ଦକ୍ଷିଣ ମେରୁ ପରଷ୍ପର କୁ ଆକର୍ଷଣ କରନ୍ତି. ଆପଣ ଭୁଲ କହୁଛନ୍ତି
@ManguliDas-ux4ps
@ManguliDas-ux4ps 28 күн бұрын
ମନୋରଞ୍ଜନ ବାବୁ ସିଧସଳଖ କୁହନ୍ତୁ ଦିଦି ଙ୍କୁ କଣ ଦରକାର
@samaruhernna4118
@samaruhernna4118 Ай бұрын
ଆମେ ଆଳୁ ଖାଇବା ନାହିଁ ଆମ ଓଡିଶା ରେ ଏତେ ଚାଷହେଉଛି ଏତେ ପନିପରିବା ହେଉଛି ଆଳୁ ରଖିଥାଉ ମମତା ତା ଘରେ ଶେଷରେ ଆଳୁ କେଜି ମାଗଣା ରେ ବି ନେବେନି
@ranjitapradhan7607
@ranjitapradhan7607 Ай бұрын
Bhai thik kahuchanti
@mihirprasadsamal8171
@mihirprasadsamal8171 Ай бұрын
ମମତା ଦିଦି ସଂଘୀୟ ବ୍ୟବସ୍ଥା କୁ ଖୋଲା ଖୋଲି ଉଲଂଘନ କରୁଛନ୍ତି, ଆପଣ ବି ଯାହା କହିଲେ ମନୋରଞ୍ଜନ ବାବୁ ପୁରା ଠିକ୍।
@LilenBiswalodishaindia
@LilenBiswalodishaindia Ай бұрын
ତମେ ଏଥର ଆଳୁ ଚାଷ କର କାରଣ ତମେ କଣ ଆମେ ଜାଣିଛୁ
@mohanhembram427
@mohanhembram427 Ай бұрын
😂😂😂 ବହୁତ୍ ଭଲ କରୁଛନ୍ତି ମମତା ଦିଦି କାରନ। ନିଜେ ତ ଚାଷ କରିବ ନାହିଁ ଲୋକଙ୍କୁ ଦଶ ଦେବ ବୋକା ମୁର୍ଖ ଅସ୍ମିତା ର ପରିଚୟ
@mukeshwithssxix2331
@mukeshwithssxix2331 Ай бұрын
A strong neighbour is a potential foe
@achutnayak954
@achutnayak954 Ай бұрын
Good
@gopinathtripthy2956
@gopinathtripthy2956 Ай бұрын
ଧାନ ଉତ୍ପାଦନ ରେ ଓଡିଶା ହେଉଛି ବଳକା ରାଜ୍ୟ। ପଶ୍ଚିମ ବଙ୍ଗ କୁ ଓଡ଼ିଶା ରୁ ଧାନ ଯେପରି ନଯିବ ସେଥିପ୍ରତି ଧ୍ୟାନ ଦେବାକୁ ସରକାର ପଦକ୍ଷେପ ନେବା ଉଚିତ୍ ହେବ ଏବଂ ଅନ୍ୟ ଉପାୟ ଯଥା ନାଫେଡ୍ ରୁ ଆଳୁ ଆଣି ଯୋଗାଇଲେ ଓଡ଼ିଆ ଙ୍କ ମୁହଁ ରେ ହସ ଫୁଟିବ ।
@sarojakumarmishra1563
@sarojakumarmishra1563 Ай бұрын
ଆପଣ ବି ଏକଥା କୁହନ୍ତୁ ଶାସକଦଳ ବିରୋଧୀ ଦଳକୁ ଅତି ତଳସ୍ତରକୁ ନଯାଇ ସମାଲୋଚନା କରନ୍ତୁ । ସମାଲୋଚନା ଗାରିମା ରଖି କରାଯିବା ଉଚିତ୍।
@worldofhappyness7930
@worldofhappyness7930 27 күн бұрын
ଆଳୁ ରଖିକି ପଚଉ ବୁଢ଼ୀ, ଆମେ ଓଡ଼ିଶା ର ଅସ୍ମିତା ରକ୍ଷା କରି ନବୀନ ବାବୁଙ୍କ ଯଦି ଭୁଲି ପାରୁଛୁ...UP ଆଳୁ କୁ ବି ଗ୍ରହଣ କରି ପାରିବୁ ।କିନ୍ତୁ ଆଗାମୀ ଦିନରେ ଏ ସମସ୍ୟା ସମାଧାନ cold storage ବନେଇବା ଆଉ ନିଜ ରାଜ୍ୟ ରେ ଆଳୁ ପିଆଜ ବହୁଳ ଉତ୍ପାଦନ ଉପରେ ଧ୍ୟାନ ଦେବା ଦର୍କାର୍ 🙏☺️
@manoranjanbarik6834
@manoranjanbarik6834 Ай бұрын
Right 👍
@user-hp1uu1gm3z
@user-hp1uu1gm3z Ай бұрын
ଆଳୁ ନ ଖାଇବାକୁ ରାଜ୍ୟ ବାସୀଙ୍କୁ ସମସ୍ତେ media ୱାଲା ପ୍ରଚାର କରନ୍ତୁ ଓ ପଶ୍ଚିମବଙ୍ଗ କୁ ଯାଉଥିବା ଗାଡ଼ି ଅଟକାଇ ଦିଅନ୍ତୁ, ଯେଉଁ ଲୋକ ସୀମା ଅଞ୍ଚଳରେ ଅବସ୍ଥିତ ସେମାନେ ଯଦି ନିଜକୁ ଓଡ଼ିଆ ପରିଚୟ ଦେଉଛନ୍ତି ସେମାନେ ପଦକ୍ଷେପ ନିଅନ୍ତୁ, ମମତା ଶିଖିଯିବେ
@sanjaynanda992
@sanjaynanda992 Ай бұрын
ନିଜ ଦୋଷ ଅନ୍ୟ ଉପରେ ଲଦିଲେ ଲାଭ କଣ? ନିଜେ ଉତ୍ପାଦନ କର. ସେମାନେ ବିଲରେ ଖଟି ଝାଳ ବୁହାଇ ଚାଷ କରିବେ ତେମେ ଆପଣ ବାବୁ ଭଳି କିଣି ଖାଇବ? ଦେବା କି ଅନ୍ୟ ରାଜ୍ୟକୁ ଦେବା ସେଟା ତାଙ୍କ ନିଷ୍ପତି. ପଶ୍ଚିମ ବଙ୍ଗ ଗାଡି ଓଡିଶା ରେ ନାଚଲେଇବା କଣ ସେମାନଙ୍କ ନାସନାଲ ପେରମିଶନ ନାହିଁ କି? ସେମାନେ ଟାସ୍କ ଦେଉ ନାହାନ୍ତି କି? ସେମାନଙ୍କ ଉତ୍ପାଦନ କାହାକୁ ଦେବା ନଦେବା ତାଙ୍କ ନିଷ୍ପତି
@sisirasahoo6561
@sisirasahoo6561 Ай бұрын
Right
@ranjankuamr9800
@ranjankuamr9800 Ай бұрын
ନବୀନ ଜଣେ MAL ଜଣେ ପର୍ବତନ ମୁଖ୍ୟ ମନ୍ତୀ ଚିଟି ଲେଖିଲେ କିଛି ଅସୁବିଦା ନାହିଁ
@LilenBiswalodishaindia
@LilenBiswalodishaindia Ай бұрын
ତୁମେ କୋଉ କୁଳୁକୁ ନୁହ କାରଣ ତମେ ନବୀନ ପଟ୍ଟନାୟକ ସାର୍ ଙ୍କୁ ଯେଭଳି ଭାବରେ ପରିହାସ କରି କଥା କହୁଚ ଯେ ନବୀନ ବାବୁଙ୍କର କିଛି ଶକ୍ତି ନାହିଁ, ୧୯୯୯ ମସିହାରେ ତମର ଯୋଗ୍ୟତା କଣ ଥିଲା ଏବଂ ବର୍ତମାନ ୨୦୨୪ ମସିହାରେ କୋଉଠି ଅଛ କୋଉ ଅବସ୍ଥାରେ ଅଛ ତାହା କେବଳ ନବୀନ ପଟ୍ଟନାୟକ ଦ୍ବାରା ହିଁ ସମ୍ଭବ ହୋଇଛି. ବେଶି ଗପେନା
@PayalNayak-or7qe
@PayalNayak-or7qe Ай бұрын
ଏ ଶଳା ଟି ବିଜେପି କୁ ଯିବ
@kumartapas6020
@kumartapas6020 Ай бұрын
Mamata banarjee ku Bangladesh ku pathaedio.
@premanandapal7945
@premanandapal7945 Ай бұрын
Very good
@prafullachandrasethy6222
@prafullachandrasethy6222 Ай бұрын
Madam mamata banarjee is not a cooparitive politician but her thinking like a lay man unless she should provide patato for the public demand.
@anasuyamohapatra931
@anasuyamohapatra931 Ай бұрын
Modi uses article 356inwestbengle
@JaydevKhandual-yj2mv
@JaydevKhandual-yj2mv Ай бұрын
ତୁ ମନୋରଞ୍ଜନ ମିଶ୍ର ତୁ କ'ଣ ବେଦବ୍ୟାସ। ତୁ ଯେତିକି ଜାଣିଛୁ ତୋ ଠାରୁ ଜନସାଧାରଣ ବହୁତ୍ ଅଧିକ ଜାଣିଛନ୍ତି। ତୁ କ'ଣ ପେଳଟା ଜାଣିଚୁ
@PushpaRaj-jo2hf
@PushpaRaj-jo2hf Ай бұрын
ଆଳୁ ସେ ନ ଦେଲେ କଣ ହେଲା ଅନ୍ୟ ରାଜ୍ୟରୁ ଆଣ ବେଶି ଯଦି ଦେଖେଇ ହେବ ମୁହଁରେ ଗେହିଁବି ଶଳା ବଙ୍ଗାଳୀ
@user-ir2kj6lf3z
@user-ir2kj6lf3z Ай бұрын
ଗ୍ରାମାଞ୍ଚଳ ରେ servey କର ଜାଣି ପାରିବ । ଆଳୁ କେତେ ଆବଶ୍ୟକ ?
@prafullachandrasethy6222
@prafullachandrasethy6222 Ай бұрын
Exat
@pareshrout3026
@pareshrout3026 Ай бұрын
ମହାନ ପବନା
@sarojmalik6022
@sarojmalik6022 Ай бұрын
ଆଳୁ ତରକାରୀ ର ହିରୋ ପରା,,, ଗରିବ ଲୋକ କଣ କରିବେ,,,
@saratnayak1567
@saratnayak1567 Ай бұрын
Manoranjan Baboo has told the real truth.This is the only rival between Mamata Banarjee and BJP govt.
@prafullakumarpradhan8129
@prafullakumarpradhan8129 Ай бұрын
ଆଳୁ ଏତେ ଗୌଣ କରିବ ଠିକ ନୁହେଁ l ଦିଦି ଅଧିକ. ଦାମ ଦେଇ କଥା ବାର୍ତ୍ତା କର l ଭାଇ ସବୁ କହିଛି l
@sibaprasadmishra7263
@sibaprasadmishra7263 Ай бұрын
Odisha people should leave Bengal Potato.. We hate Bengal Potato....
@pinakbhusanrath3620
@pinakbhusanrath3620 Ай бұрын
ମୋଦୀ ସରକାର ଦେଶରେ ଅରାଜକତା ପାଈଁ ଦାୟୀ ହେବେ
@younggun0075
@younggun0075 Ай бұрын
Tankakia chaula khai akarma hei basirahi anya rajya upare nirbhara kale eia hin haba
@prabinakumarjena1452
@prabinakumarjena1452 29 күн бұрын
ଆମେ ହେଲେ ବଙ୍ଗଳା କୁ କିଛି ଛାଡିବନି କି aiims ଭୁବନେଶ୍ୱର କୁ ବି ବଙ୍ଗଳା କୁ ମନା ଆସିଲି ପିଟୁ ବୁ ମାଗିଆ ବଙ୍ଗାଳି କୁ ତମେ ସେ ବୁଢ଼ୀ ମମତା କୁ ହଟ
@binaykumar6259
@binaykumar6259 Ай бұрын
Odisha ru koila transportation bandh haba darkar,wb ra economic spoil heijiba
@PapaliSamal-gd8jt
@PapaliSamal-gd8jt Ай бұрын
Sir mana katha kahi dele jahaki gotia Odia bhabuchhi
@satyakibiswas930
@satyakibiswas930 Ай бұрын
When it comes to your agenda you are suggesting to be unbiased but ground reality is far from what you are suggesting. Though you are somewhat right but deeper understanding is needed to comment on this.
@satyabratasamal6414
@satyabratasamal6414 Ай бұрын
Mishra Babu, please don't guess. Have you any authenticated information about what you say? I think this is too early to talk that partisan attitude of Hon'ble Bengal CM. She knows well about federal structure of India.
@Sinusahoowd2dm
@Sinusahoowd2dm Ай бұрын
ଠିକ୍ କହିଲେ sir
@nilamanisethi9211
@nilamanisethi9211 Ай бұрын
Manoranjan Babu thickNirjas khathatia kahile😊
@pravakargochhayat71
@pravakargochhayat71 Ай бұрын
Bjp hato
@subhakantadas1763
@subhakantadas1763 Ай бұрын
It will b better,if will boycott consuming alu, let them eat,
@user-zv4og1zy5o
@user-zv4og1zy5o Ай бұрын
Mamata Banerjee alu aau khaibuni, Punjab alu aau, Didi ra galu Mari jiba ta chasi aau vote debeni Didi ku ghantiheigala
@user-zu8en8cc7s
@user-zu8en8cc7s Ай бұрын
Alugatebipdha.batahua..shastare.mile.boli.khisihuanti..alu.bhikhantunahi.alagapariba.khanthu
@LaxmidharSamal-gt1pg
@LaxmidharSamal-gt1pg Ай бұрын
Good advice but start pototo mission now.
@nilambarsahunilambarsahu7763
@nilambarsahunilambarsahu7763 Ай бұрын
🚴🚴🧗🖕🖕😙
@subhashreejena3549
@subhashreejena3549 Ай бұрын
West Bangle loka nku jagannath mandir band karidia...
@bhaktimarga853
@bhaktimarga853 Ай бұрын
ଯଦି ସେ ପଠାଉ ନାଁହାନ୍ତି, ଓଡିଶା ଯେସକୁ ତେସା ନୀତି ଆପଣେଇବା ଓଡିଶା ପାଇଁ ଭଲ ହେବ .
@AnandRao-do3ws
@AnandRao-do3ws Ай бұрын
Mu Telugu mu odisha re janma mo maha Prabhu jagannath mu charu Pani arnna khaiki chali paribi mu garbare kahibi mu odisha basi
@saratbal682
@saratbal682 Ай бұрын
Tanka Alu nadele boli ame National highway re truck band kariba unjustified.
@CHUNY999
@CHUNY999 29 күн бұрын
Aau kehi kahi parileni....
@bimalpanda2520
@bimalpanda2520 Ай бұрын
West Bengal ku Odisha dei kaunasi mal paribahan karei nadele Mamata Banarji thik chetibe.
@saratbal682
@saratbal682 Ай бұрын
Manoranjan babu bjp line re katha kariba thik nuhen.
@aratisahu4207
@aratisahu4207 Ай бұрын
Eita pura sata
@user-pd1pf1jn2k
@user-pd1pf1jn2k 28 күн бұрын
Manoranjan Right kathha kahichhanti
@rajendradas9538
@rajendradas9538 Ай бұрын
ସୁ ସଂଗ ଠନ କଲେ ହେଇ ପାରିବ ଗାଡ଼ି ଅଟକାଇ ଲେ ନୁହେଁ
@kangalipradhan3323
@kangalipradhan3323 Ай бұрын
Sahara re alu darkar gan re saga pani pariba jindabad
@kshitishpanda5288
@kshitishpanda5288 Ай бұрын
ଠିକ କହିଲେ ମିଶ୍ର ବାବୁ
@ajitkumarpradhan1981
@ajitkumarpradhan1981 Ай бұрын
Alu yr Pune re b 40per kg kn odisha re badhichi badhichi haucha re ebe tike badhiba
@GadadharaMohanty-hq4hu
@GadadharaMohanty-hq4hu Ай бұрын
ଆପଣ ଠିକ୍ କହିଛନ୍ତି
@binaykumar6259
@binaykumar6259 Ай бұрын
Odisha ru iron transportation bandh haba darkar
@rajlaxmimohapatra4233
@rajlaxmimohapatra4233 Ай бұрын
Alu khaiba darkar nahi diabetic haichi
@jayeechandramohanty3946
@jayeechandramohanty3946 Ай бұрын
Valo haechi odisara alu chaso korunahati kahieki odisara kano jomi nahi chaso korebaku kruse mantre kano koruchoti odisara sau , oguru , naspati , chaso korajau valo folebo. Rat hala baloku fatuchi kaheki .
@SantosiniNaik-ri5bu
@SantosiniNaik-ri5bu 27 күн бұрын
Mamata Banerjee ke betebar katha
@subhashreejena3549
@subhashreejena3549 Ай бұрын
Alu chasa kara nahele alu khaiba chhadhidia
@prasantpradhan138
@prasantpradhan138 Ай бұрын
Nabinbabu chithilekhiba tankrbhulthilaki?
@ganeswarsahoo8562
@ganeswarsahoo8562 Ай бұрын
Get out all' Bengali workers from odisha
@ashokmohanty6513
@ashokmohanty6513 Ай бұрын
No Politices in food,Stop Stop this
@nigamparibar7573
@nigamparibar7573 Ай бұрын
Double enzen kan karuchhi .
@prabinakumarjena1452
@prabinakumarjena1452 29 күн бұрын
ବୁଢ଼ୀ ବିଅଛୋଡ଼ି ଆଳୁ ଛାଡେଲୋ
@prafullachandrasethy6222
@prafullachandrasethy6222 Ай бұрын
Patato should be avoied.
@pabitramohandas6943
@pabitramohandas6943 Ай бұрын
ନବୀନବାବୁ କିଛି ଷଡ଼ଯନ୍ତ୍ର କରିଛନ୍ତି ବୋଧେ !
@ManashBarik-oq9bw
@ManashBarik-oq9bw Ай бұрын
𝘛𝘶𝘮𝘢𝘬𝘶 𝘨𝘢𝘯𝘥𝘪 𝘮𝘢𝘳𝘶𝘤𝘩𝘪
@mukeshpradhan5063
@mukeshpradhan5063 Ай бұрын
Naveen Babu tamaku tike gandi maribe na
@sridhar85536
@sridhar85536 Ай бұрын
ଆଳୁ ନ ଖାଅ ଡାଇବେଟିସ ହଟାଓ
@srimansundar
@srimansundar Ай бұрын
Naveen ବାବୁଙ୍କର ମାଇଣ୍ଡ ଗେମ
@user-ss3li9mu7s
@user-ss3li9mu7s Ай бұрын
BJP ଏବଂ କଂଗ୍ରେସ୍ ମଧ୍ଯ ରେ ଆଳୁ ପରିବା ଯୁଦ୍ଧ କାହାର ଭୋଟ ବ୍ୟାଙ୍କ୍ ପ୍ରଭାବ ପଡ଼ିବ ।
@ChinmayaMurmu
@ChinmayaMurmu Ай бұрын
Bengal ku bykat hau
@SantosiniNaik-ri5bu
@SantosiniNaik-ri5bu 27 күн бұрын
Naben sange tar kechi achi mamatara
@sanjaybehera363
@sanjaybehera363 Ай бұрын
manoranjan alu chasa karuchhi ta gharu ana
@kapilcharanpadhan5114
@kapilcharanpadhan5114 Ай бұрын
Adhika kahuchhi
@brpalai9015
@brpalai9015 Ай бұрын
Bhakta be like Alu rate badhila alu khaoni😂😂 Income tax badhila income karani 😂😂 km income kara 😂😂😂 #manmohan babu If india is a federalism system den #tamil #bihari #bangali #telugu aasila kouthu 😂😂😂 Desh -desh bhitare jhagafa State - state vhitare jhagada Hindu - hindu bhitare jati ku nei jhagada Hindu - muslim ku nei jhagada 😂😂😂
@SukantaBarik-hk4lp
@SukantaBarik-hk4lp Ай бұрын
Mishra babu bjp sarkar support re kahibara karana kan nua chanel bjp lagi baneichhanti badhe
@sitaramkumarpradhan842
@sitaramkumarpradhan842 Ай бұрын
Sir alu Katha chadntu! Uhu sabu Vegiteble re Kn dam daro 80 ru Kam achi ki kuh, electric Katha Kn hela, Neet scam, color legiki naa badalela e ki govt sir Chi Chi Bjp govt don't know bycut bjp
@PratapRay-t5i
@PratapRay-t5i Ай бұрын
tume Kia re ete Dina hela kouthhi thila achha bahut bhasana dauchha
@debendranarayandash9040
@debendranarayandash9040 Ай бұрын
ନବୀନ ପଟ୍ଟନାୟକ ଭଦ୍ର ଡକାୟତ କଣ ପାଇଁ ଚିଠି ଲେଖୁଥିଲେ
@ManguliDas-ux4ps
@ManguliDas-ux4ps 28 күн бұрын
😂😂😂😂😂😂😂😂😂
@daitarinaik5521
@daitarinaik5521 Ай бұрын
Alu khaiba band kara
@SunilPradhan-ww6sb
@SunilPradhan-ww6sb Ай бұрын
Nabin heuchi param MGH ru phale. Bjd sabubebe chair ku dekhe.se kahaku seba kareni
@saratchandradash1233
@saratchandradash1233 Ай бұрын
Your statement is not good for this issue
@maakankali3049
@maakankali3049 Ай бұрын
Alu bhal nuha alu nahele bi habani tam patti khani bajuchhi
@user-mb1ce7bj6y
@user-mb1ce7bj6y Ай бұрын
kichi bala banka habani.u.p ru. asiba alu
escape in roblox in real life
00:13
Kan Andrey
Рет қаралды 20 МЛН
Modus males sekolah
00:14
fitrop
Рет қаралды 13 МЛН
ПРИКОЛЫ НАД БРАТОМ #shorts
00:23
Паша Осадчий
Рет қаралды 4 МЛН
Electric Flying Bird with Hanging Wire Automatic for Ceiling Parrot
00:15
escape in roblox in real life
00:13
Kan Andrey
Рет қаралды 20 МЛН