ଓଡ଼ିଆ ମୁରଲୀ ସଂଗୀତ :- ସତସଙ୍ଗେ ମନ ଲଗା ରେ ମନୁଆ ପ୍ରଭୁସଙ୍ଗେ ଲଗା ମନ .............. ୧୪/୧୦/୨୦୨୪

  Рет қаралды 414

ODIASANGEET

ODIASANGEET

Күн бұрын

ଓଡ଼ିଆ ମୁରଲୀ ସଂଗୀତ :- ସତସଙ୍ଗେ ମନ ଲଗା ରେ ମନୁଆ ପ୍ରଭୁସଙ୍ଗେ ଲଗା ମନ .............. ୧୪/୧୦/୨୦୨୪
ରଚନାକାର :- ବି. କେ. ସୁକାନ୍ତି ଭଉଣୀ, ଭୁବନେଶ୍ୱର
ସଙ୍ଗୀତକାର :- ବି. କେ. ଝରଣା ଭଉଣୀ, ଫୁଲବାଣୀ
ସତସଙ୍ଗେ ମନ ଲଗା ରେ ମନୁଆ
ପ୍ରଭୁସଙ୍ଗେ ଲଗା ମନ
କୁସଙ୍ଗ କରିଲେ ଆସିବ ସଂଶୟ
ଆତ୍ମାର ହେବ ପତନ ରେ ମନୁଆ
ଆତ୍ମାର ହେବ ପତନ...(0)
ଦେହ ଅଭିମାନ ବଡ ସଇତାନ
ତା'ଠାରୁ ଦୂରେଇ ରହ
ବାବା ଆଜ୍ଞା ମାନି ଦେହୀ ଅଭିମାନୀ
ହେଲେ ପାଇବୁ ସେନେହ ରେ ମନୁଆ
ହେଲେ ପାଇବୁ ସେନେହ....(1)
ମନ ଦେଇ ପାଠ ପଢୁଥିବୁ ଧନ
କରିବୁ ଜ୍ଞାନ ଧାରଣ
ନରୁ ନାରାୟଣ କରିବାକୁ ତୋତେ
ଆସିଛନ୍ତି ଭଗବାନ ରେ ମନୁଆ
ଆସିଛନ୍ତି ଭଗବାନ.....(2)
ବ୍ଯର୍ଥ ସମାଚାର ଆଉ ମନ୍ଦକଥା
ଶୁଣନାହିଁ କାନଡେରି
ସଙ୍ଗମ ସମୟ ଅତି ମୂଲ୍ଯବାନ
ଆସିବନି ଆଉ ଫେରି ରେ ମନୁଆ
ଆସିବନି ଆଉ ଫେରି......(3)
ପର ମତଛାଡି ସ୍ବଚ୍ଛ ରଖମନ
ମାନି ବାବା ଙ୍କ ଶ୍ରୀମତ
ହୃଦୟ ବିଶାଳ କର ଭାଇ ମୋର
ମନକୁ ରଖ ବେହଦ ରେ ମନୁଆ
ମନକୁ ରଖ ବେହଦ .......(4)

Пікірлер: 4
@sukantipanigrahi7922
@sukantipanigrahi7922 20 сағат бұрын
Very nice singing ❤
@MURLISANGEET
@MURLISANGEET 20 сағат бұрын
bahut bahaut dhanyawad
@santilatapanigrahi3589
@santilatapanigrahi3589 11 сағат бұрын
❤❤very nice singing
@MURLISANGEET
@MURLISANGEET 10 сағат бұрын
thank you
This mother's baby is too unreliable.
00:13
FUNNY XIAOTING 666
Рет қаралды 37 МЛН
pumpkins #shorts
00:39
Mr DegrEE
Рет қаралды 103 МЛН
Synyptas 4 | Жігіттер сынып қалды| 3 Bolim
19:27
kak budto
Рет қаралды 1,2 МЛН
Officer Rabbit is so bad. He made Luffy deaf. #funny #supersiblings #comedy
00:18
Funny superhero siblings
Рет қаралды 18 МЛН
ପୂଜନୀୟ ବିଙ୍କିଦାଙ୍କ ଯାଜନ / #thakuranukulchandra #joyguru #anukulthakur #satsangdeoghar
23:05
ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ଓଡ଼ିଆ ବାଣୀ ଓ ଆଲୋଚନା
Рет қаралды 12 М.
ବାବା ଗୀତ 13 October 2024
6:47
ODIASANGEET
Рет қаралды 251
This mother's baby is too unreliable.
00:13
FUNNY XIAOTING 666
Рет қаралды 37 МЛН