Рет қаралды 1,909
ଓଡିଆ ପାଲା ଭଜନ | କଳାଚାନ୍ଦ ପ୍ରେମ ମୋତେ ବାଇ କଲାଣି | କଣ୍ଠଶିଳ୍ପୀ -ସରସ୍ଵତୀ | ଗାୟୀକା ଉଜ୍ବଲ ତରକ ରୁନୁ ମନ୍ତ୍ରୀ
#odia_pala
#pala_bhajan
#kalachanda_preema_mote_bai_kalani
#kantha_shlipi_saraswati
#gayeeka_ujwala_taraka_runu_mantri
#rudrakshya_television
ପ୍ରିୟ ଦର୍ଶକ ବନ୍ଧୁ | ଏହି ପାଲା ଟି ଯାଜପୁର ଜିଲ୍ଲା ସ୍ଥିତ ରବଣ ଗ୍ରାମରେ ଅନୁଷ୍ଠିତ ହୋଇ ଥିଲା |
ଏଥିରେ ଗାୟିକା ଉଜ୍ବଲ ତାରକା ରୁନୁ ମନ୍ତ୍ରୀ ପାଲା ପରିବେଷଣ କରିଥିଲେ | ପାଲା ର ପ୍ରସାରଣ ପାଇଁ ରୁଦ୍ରାକ୍ଷ୍ୟ ଟେଲିଭିଜନ କୁ ଅନୁମତି ଦେଇଥିବାରୁ ଆମେ ତାଙ୍କ ପାଖରେ ଚିର ଋଣି |