ଓଡ଼ିଆ ଫିଲ୍ମ ଆହୁରି ଆଗକୁ ଯିବ । ଆମକୁ ସମୟ ସହ ବଦଳିବାକୁ ହେବ: ମନୋଜ ମିଶ୍ର |

  Рет қаралды 507,737

Nandighosha TV

Nandighosha TV

Күн бұрын

Пікірлер: 577
@Shyriclub5511
@Shyriclub5511 2 жыл бұрын
ମନୋଜ ମିଶ୍ର ବହୁତ ଭଲ କଥା କହିଛନ୍ତି
@gdsexploitation1290
@gdsexploitation1290 2 жыл бұрын
Aare jou face ku kehi chinhi naahanti sei face ku neiki film kara aau superhit kariki dekhaa..
@gdsexploitation1290
@gdsexploitation1290 2 жыл бұрын
Director maane nije nijara ijjat harauchhanti
@BasantaBasanta-b8x
@BasantaBasanta-b8x Жыл бұрын
Micha kata
@praharajvlogs7777
@praharajvlogs7777 2 жыл бұрын
Monoj sir tell the dark side of ollywod industry. And he is a right and brave person. Right man.
@akshaykumar786-y4f
@akshaykumar786-y4f 2 жыл бұрын
Bilkul
@asim4657
@asim4657 2 жыл бұрын
Exactly
@sukantipanda1115
@sukantipanda1115 2 жыл бұрын
Yes monoja sir
@dinabandhuswain2886
@dinabandhuswain2886 Жыл бұрын
​@asim4657
@earcaneer6826
@earcaneer6826 2 жыл бұрын
Manoj Bhai such a talented actor,he is right....
@J.SwagatMishra007
@J.SwagatMishra007 2 жыл бұрын
ମନୋଜ ଭାଇଙ୍କ କଥା ମନକୁ ପାଇଲା
@chesta197
@chesta197 2 жыл бұрын
Jemti rajamouli
@moonlight7715
@moonlight7715 2 жыл бұрын
Manoj Mishra is absolutely right 👍
@ratikantanayak3735
@ratikantanayak3735 2 жыл бұрын
Monoj sir is real actor 📽️
@prasanbadatya9672
@prasanbadatya9672 Жыл бұрын
ଶ୍ରୀତମ sir nka kathare ମୁଁ full ସହମତ
@Rudranarayansahoo5674
@Rudranarayansahoo5674 2 жыл бұрын
Manoj always perfect 🔥
@Khamania02
@Khamania02 2 жыл бұрын
ମନଜ ସାର୍ ଆପଣ କଷ୍ଟକର ତେଣୁ ଆମେ ବହୁତ ଖୁସି 🙏🙏👍
@Subrat_for_nation
@Subrat_for_nation 2 жыл бұрын
ସତ କଥା କହିଲେ କିଛି ଲୋକ ଙ୍କ ଦେହରେ ଯାଏନି
@akshaykumar786-y4f
@akshaykumar786-y4f 2 жыл бұрын
True
@subhransubindhani8996
@subhransubindhani8996 2 жыл бұрын
Like Sritam
@anshumanparichha4870
@anshumanparichha4870 2 жыл бұрын
Sritam
@deepakjena6190
@deepakjena6190 2 жыл бұрын
ମନୋଜ ଭାଇ ବହୁତ ବଢିଆ କଥା କହିଲେ
@Chitta626
@Chitta626 2 жыл бұрын
Odia ରେ director କପି କରୁଛନ୍ତି ସେଇଥିପାଇଁ ତାଙ୍କର କିଛି value ନାହିଁ।
@haraprasadrout1444
@haraprasadrout1444 2 жыл бұрын
Mr. Manoj is absolutely right. I have seen Mr. Uttam Mohanty during my childhood in Baripada during shooting of Gopare Badhuchhi Kala Kahnei & Rajani gandha, he used to touch the feets of his Director and take his blessings before giving the sots .Due to this kind of obidiency , previous Odia films were super hit even with low budget.
@haraprasadrout1444
@haraprasadrout1444 2 жыл бұрын
Ebe ka ODIA hero sabu gote gote chhudi pua. Bahut VIP Sale.
@sumantamallik9504
@sumantamallik9504 2 жыл бұрын
Sritam ଗଧ କୁ କଣ ପାଈଁ ଡାକିଛ , ସିଏ ବାଳ Actor
@poopingscomment007
@poopingscomment007 2 жыл бұрын
🤣🤣🤣
@KBehera-BSc-MBA-LLB
@KBehera-BSc-MBA-LLB 2 жыл бұрын
Right
@somu69
@somu69 2 жыл бұрын
କୋଉ ଗାଈ ର ଗୋବର ସେ 😂
@KBehera-BSc-MBA-LLB
@KBehera-BSc-MBA-LLB 2 жыл бұрын
@@somu69 right
@gssurya7000
@gssurya7000 2 жыл бұрын
😂😂😂😂
@priyankabehera1856
@priyankabehera1856 2 жыл бұрын
Such a talented and good actor
@mahaprasad7151
@mahaprasad7151 2 жыл бұрын
Manoj bhai right ❤️
@Siasys2001
@Siasys2001 2 жыл бұрын
ଓଡ଼ିଆ film ନ ଚାଳିବାର ଗୋଟିଏ ମୁଖ୍ୟ କାରଣ ହେଲା Realistic Story ର ଅଭାବ। ପ୍ରଥମ କଥା ଲୋକ ଆଉ Love Story ଦେଖିବା ପାଇଁ ଇଛୁକ ନୁହେଁ। Movie ର ମୁଖ୍ୟ ଭୂମିକା Hero ବଦଳରେ ScreeWriter ଏବଂ Director ଙ୍କୁ ମିଳିଲେ ଓଡ଼ିଆ ଚଳଚ୍ଚିତ୍ର ପୁଣି ଚାଲିବ। ମୁଁ ଭାବୁଛି Manoj Bhai ଏକଥା କୁ ଠିକ ବୁଝିଛନ୍ତି। ଏହି Story ଅଭାବ ରୁ ହିଁ Bollywood ହଇରାଣ ହଉଚି। ତାପରେ Hero କାହାର ପୁଅ ଠାରୁ ଅଧିକ ତାର Acting quality ଏବଂ Dialogue delivey ଉପରେ ଅଧିକ focus କଲେ ଭଲହେବ। ଓଡ଼ିଆ ର ନିଜର ପରିଚୟ ଖୋଜୁଛି ଯାହା ସେ ପାଉନାହିଁ। ଆମର ଇତିହାସ ସୁବର୍ଣ୍ଣ କିନ୍ତୁ ଭବିଷ୍ୟତ ଅନ୍ଧାରରାତିରେ ହଜି ଗଲା ପରି ଲାଗୁଛି।
@kapileswarnaik7114
@kapileswarnaik7114 2 жыл бұрын
ମନୋଜ ଭାଇ ଯାହା କହିଲ 200% ସତ 👍
@msodissalive3084
@msodissalive3084 2 жыл бұрын
Manoj Bhai right katha
@telochanbhola9884
@telochanbhola9884 2 жыл бұрын
ସତ କଥା ଭାଇ 👍👍👍👍👍👍👍👍❤️
@SILENTSATYA99
@SILENTSATYA99 2 жыл бұрын
Manoj sir right kahile ethi talent ku kehi pacharntini 🤬😡
@spgamer5504
@spgamer5504 Жыл бұрын
Right manoj bhai
@Ramesh-mi9mq
@Ramesh-mi9mq 2 жыл бұрын
ମନୋଜ ଭାଇ 👏👏👏👏
@cksportsnews1748
@cksportsnews1748 2 жыл бұрын
Directer ମାନଙ୍କର ଓକାତ ନାହିଁ ନୂଆ ହିରୋ ତିଆରି କରିବା ଶୋ. ଅ ଅବସ୍ଥା, ହରଭାଇ best ଡିରେକଟର ଯାହାକୁ hero କରିବେ ସିଏ superatar ହେବ, ହର ଭାଇ ଯାହାକୁ hero ମାନେ ଭୟ କରନ୍ତି
@akshaykumar786-y4f
@akshaykumar786-y4f 2 жыл бұрын
Ys Hara bhai was the Ring master of Oliwood.tamku kie anguthi dekheiba dura ktha uch swar re ktha kahibar sahas kebe kie krini na kebe complain asichi..au ajika gen hero full attitude..mna echa ktha barta rowdy loafer pRi director ku khatir nai crew member ku respect nai ete garba ete ahankar dekheile mnamani kle film kn chaliba..unity is strength..seta oilwood re kebethu marisarilani..au abe kichi hebar nai...
@souravrout4164
@souravrout4164 2 жыл бұрын
Manoj sir perfect katha kahile
@linkaneditz1217
@linkaneditz1217 2 жыл бұрын
Such a Down to earth man Manoj Sir 😊
@bmkchannel7118
@bmkchannel7118 2 жыл бұрын
Ama hero sabu poltics karibare busy
@ritanjalisamal8492
@ritanjalisamal8492 2 жыл бұрын
Right Sir, You are absolutely right and also you are a very talented actor but chance got very short in important character.
@AdrushyaOfficial
@AdrushyaOfficial 2 жыл бұрын
I agree with the great manoj sir
@janmejaynayak5459
@janmejaynayak5459 2 жыл бұрын
KZbin ରେ ଲୋକେ ବାଇଗଣ ପୋଡି ଲକ୍ଷେ ଭିଉ ,ଓଡ଼ିଆ ଫିଲ୍ଫ ପୋଡ଼ା ବାଇଗଣ ଠୁ ଭି ହୀନ।ଜଗନ୍ନାଥ ସାହା🙊🙈🙉🤣🤣🤣🌺
@zanil993
@zanil993 2 жыл бұрын
😆😆😆😆😆😆 stomach pain heigalani I can't stop laugh
@silusanwiyan4173
@silusanwiyan4173 2 жыл бұрын
😀😀😀😀😀
@youtubekual1107
@youtubekual1107 2 жыл бұрын
Sata katha
@pank4jgaming
@pank4jgaming 2 жыл бұрын
Lol
@janmejaynayak5459
@janmejaynayak5459 2 жыл бұрын
ନୂଆ ଲୋକଙ୍କୁ ନିଅ ,ପରିଶ୍ରମ କର,ଲୋକଙ୍କ ପ୍ରାପ୍ୟ ଦିଅ,ସୁନା ଅଣ୍ଡା ଦିଆ କୁକୁଡ଼ା କୁ ସାଇତି ରଖି ଅଣ୍ଡା ଖାଅ,କାମ ଉପରେ ଧ୍ୟାନ ଦିଅ,ଗଳି କନ୍ଦି ରେ ବୁଲି କଳାକାର ଖୋଜ ଯୌବନ ନୁହେଁ।ଯୌବନ ଦିନିକିଆ କଳା ସବୁଦିନ।🙏
@bijayajena1666
@bijayajena1666 2 жыл бұрын
ମନୋଜ ଭାଇ ସତ କଥା 👌👌👌👌
@NewLeapEducation
@NewLeapEducation 2 жыл бұрын
Manoj Mishra sir is telling very true. I feel his pain.
@Rupalink
@Rupalink 2 жыл бұрын
ମନୋଜ ମିଶ୍ର ଜଣେ ବହୁତ୍ ଭଲ ଅଭିନେତା
@mrdanu4712
@mrdanu4712 2 жыл бұрын
First ରେ CM କୁ ବଦଳାଇ ପାରୁ ନାହୁଁ ଓଡ଼ିଆ ସିନେମା କେତେବେଳେ ପରିବର୍ତ୍ତନ ହେବ,,?
@anshumanparichha4870
@anshumanparichha4870 2 жыл бұрын
Right
@eren_kumar
@eren_kumar 2 жыл бұрын
CM ku badaleiba drkr nahi.
@sushantakumarmishra4110
@sushantakumarmishra4110 2 жыл бұрын
Right brother
@shibaprasadbehera1184
@shibaprasadbehera1184 2 жыл бұрын
CM kn film produce kruchi bokachoda kandha
@RajaRaja-tq9rw
@RajaRaja-tq9rw 2 жыл бұрын
Mgh ...
@rintujena2259
@rintujena2259 2 жыл бұрын
ଆଜ୍ଞା ଆମ ଓଡ଼ିଶାର ପ୍ରଥମେ ହେଲା କୋଉ ଫିଲ୍ମରେ କୋଉ ହିରରୋର ଲୋକ ମେଚ କରିବ ତାହା ଡାଇରେକ୍ଟରକୁ ଜଣା ନା ପ୍ରଡିସ୍ବରକୁ ଜଣା। ଆଗେ ଆମ ଓଡ଼ିଶାର ଏକ୍ସନ ହିରୋ କିଏ, ଚକୋଲେଟ୍ ହିରୋ ଏବଂ ଫାଡୁ ହିରୋ କିଏ ଚିହ୍ନିବା ଦରକାର । ତାପରେ ସେମାନଙ୍କୁ ଫିଲ୍ମରେ ଅଭିନୟ କରିବାକୁ ଦେବା ଦରକାର । ମତେ କହିବେ ଆଜ୍ଞା ବାବୁଶାନର ଲୋକ କୋଉ ଭଳିଆ ,ଅନୂଭବ ଲୋକ କୋଉ ଭଳିଆ ସେମାନଙ୍କୁ କୋଉ ଫିଲ୍ମ ସୋଟ କରୁଛି ତାପରେ ସେମାନଙ୍କୁ ଫିଲ୍ମରେ ଅଭିନୟ କରିବାକୁ ଦିଅ । ଆଉ ନୂଆ ନୂଆ ହିରୋ ଖୁଜ ,ନୂଆ ନୂଆ ଷ୍ଟୋରି ଲେଖ ତାହେଲେ ଜାଇ ଫିଲ୍ମ ଚାଲିବ ।ଆମ ଓଡ଼ିଶାର ଲୋକେ ଫିଲ୍ମ ଦେଖୁନାହାନ୍ତି ତାହେଲେ ଆମ ଓଡ଼ିଶାର ପୁଷ୍ପା ଫିଲ୍ମ କେମିତି ହିଟ ହେଲା । ନା ସଳା ଗୋଟିଏ ଗୋଟିଏ ଫିଲ୍ମ କରିଦେଇ ଜ୍ଞାନ ସରିଗଲା ଏଗୁଡ଼ାକ ଟାଉଟରିଆ କଥା ଆଜ୍ଞା ଆମକୁ ସଣାନ୍ତୁନି ତୁମ ମାନଙ୍କ ପାଇଁ ଆମ ଓଡ଼ିଶା ଆଜି ବଦଲାମ ।
@manajnayaknayak7564
@manajnayaknayak7564 2 жыл бұрын
Aaku mo palojona
@sanjeevpatra2331
@sanjeevpatra2331 2 жыл бұрын
Hero kahantu vi,gote ki 2ta hero industry re gote babusan,sridhanta & last re anuvab au ta sabu chonchala kahiriku acting Jana nai lik sambid,jyoti,dipak,akas tapare b se flm re lead hero dhanya se directer&producer
@NSUNANI
@NSUNANI 2 жыл бұрын
Monoj Bhai you are right taking
@ranjannaik2513
@ranjannaik2513 2 жыл бұрын
100% Manoj sir bahut bhal katha kahu chan
@narendrabehera2295
@narendrabehera2295 2 жыл бұрын
Ur 100 right Manoj sir
@mrganulolodia1491
@mrganulolodia1491 2 жыл бұрын
ଯୋଉଠି ଛତରଖିଆ Hero ଆଉ କଣା ବାଉଳା Director.. ସେଠି ଆଉ ଅଧିକା କଣ ମିଳିବ 😂🤣
@munasahoosahoo6907
@munasahoosahoo6907 2 жыл бұрын
😁😁😁😁😁
@manojsahoo7449
@manojsahoo7449 2 жыл бұрын
Great great word by manoj sir
@UJEditing
@UJEditing 2 жыл бұрын
Manoj sir is right 👍
@tathagatadhal834
@tathagatadhal834 2 жыл бұрын
Manoj sir nka acting best . I love manoj sir acting
@ranjankumarmahanta6938
@ranjankumarmahanta6938 2 жыл бұрын
ଓଡ଼ିଆ ସିନେମାରେ ଯେଉଁ କଳାକାର 20k 25k ପଇସା ପାଉଛି ସେ ନିଜକୁ ବହୁତ୍ ବଡ଼ ଷ୍ଟାର ଭାବି ନେଉଛି.....ଏମିତି ଭାବି ନେଉଛିକି ସେ ଲୋକଙ୍କ ଭିତରେ ବହୁତ୍ ବଡ ଲୋକ.....କିନ୍ତୁ ତାହାର ସେତିକି କ୍ୱାଲିଟୀ ରହୁନାହିଁ।
@silusanwiyan4173
@silusanwiyan4173 2 жыл бұрын
Right
@rajivrout2227
@rajivrout2227 2 жыл бұрын
Manoj sir you are absolutely right. I think Odia movie is again in growth phase....
@Santoshgamer-ec1ij
@Santoshgamer-ec1ij 2 жыл бұрын
Sanjay Babu and Manoj are perfect.
@tapaswiniojha900
@tapaswiniojha900 2 жыл бұрын
He is such a blessing for odia film industry. But, odia film industry is not using his talent.
@nkyoutube5013
@nkyoutube5013 2 жыл бұрын
Manoj Sir really great & tankara katha sabu 100 % rit
@sikshaovakti4688
@sikshaovakti4688 2 жыл бұрын
ମନୋଜ ସାର ବହୁତ ଭଲ କହିଛନ୍ତି
@SOUMYARANJANSAHOO-x4u
@SOUMYARANJANSAHOO-x4u 3 ай бұрын
ଜୁବିଲି ମେକର୍ ବସନ୍ତ ନାୟକ ବସନ୍ତ ନାୟକ ଆଜି ଯାଏ ବସନ୍ତ ନାୟକ ଫ୍ଲିମ୍ କୁ କେହି ସୋସିଆଲ ମିଡ଼ିଆ କୁ ଆଣି ପାରି ନାହାନ୍ତି ମୁଁ ତତେ ଲଭ୍ କରୁଛି ଏମିତି ଅନେକ ଫ୍ଲିମ୍ ବସନ୍ତ ନାୟକ ଙ୍କ ର ଅଛି ଯୋଉ ଫ୍ଲିମ୍ ଆଜି ଯାଏ ବି କେହି ଟିଭି ରେ ଦେଖେଇ ପାରି ନାହାନ୍ତି ଆଉ ଟୁଟୁ ନାୟକ ମୋ ବାଳ ଲୋକ ହେଟା
@herosahu2342
@herosahu2342 2 жыл бұрын
Manja,Sir, Good
@itspabitracreation4130
@itspabitracreation4130 2 жыл бұрын
Manoj Mishra Is Very Talented Actor.. Bollywood actor & Telugu re Acting karichhanti Bhala experience achhi
@kntechnicalsupport6776
@kntechnicalsupport6776 2 жыл бұрын
Setebele internet nathila Tama copy janiparunathile ebe sabu janiparuchhanti Tama film hall re asiba 4 barsa purbaru loke net re dekhisarithibe copy film ku kie kahniki ticket Kati dekhiba ebe anubhav babusa arindam jiebi asile flop heba copy film kale Manoj Mishra sir thik katha kahichhanti
@AniradhBiswal
@AniradhBiswal 3 ай бұрын
ଭଗବାନ ସମସ୍ତଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ❤❤❤
@desiageetakoraputindustry6221
@desiageetakoraputindustry6221 2 жыл бұрын
ମନୋଜ sir ମୁଁ ଆପଣଙ୍କୁ Raju Bay Hindi film ରେ ଦେଖିଛି ।
@asutoshbehera1618
@asutoshbehera1618 2 жыл бұрын
Seita tamil movie
@radhacreaction
@radhacreaction 2 жыл бұрын
Seta Tamil film
@sureshbehera7959
@sureshbehera7959 2 жыл бұрын
Akhya parija right 👍
@udeykumar6176
@udeykumar6176 2 жыл бұрын
Manoj sir is one of them who tried to change the condition of ollywóod industry.
@bhagabanbehera5238
@bhagabanbehera5238 2 жыл бұрын
Jay jagananth, କିଛିଦିନ ହେଲା ଓଡିଆ Film industry କୁ ନେଇ ଚର୍ଚ୍ଚା ଚାଲିଛି । ଗୋଟେ ନିର୍ଦ୍ଦିଷ୍ଟ ଭାବେ ସମାଧାନର ବାଟ ବାହାର କରିହେଉନି ଏଥିପାଇଁ ।ଏଠି ସମସ୍ତେ ନିଜ ନିଜର ହାତରେ ଚୁଉଦ ପା ଅର୍ଥ ଯେତେ ଯିଏ ଅଛନ୍ତି ବା ଯୋଉ ମାନଙ୍କୁ ନେଇ ଆଲୋଚନା ଚାଲିଛି ସମସ୍ତେ ନିଜ ପାଇଁ ଜଜ୍ ଅନ୍ୟ ମାନଙ୍କ ପାଇଁ ଓକିଲ ।ଆଜ୍ଞା ମୁଁ ଜଣେ ଓଡିଆ film premi ମୋର ପ୍ରଥମ ଚଳଚ୍ଚିତ୍ର ଏଇତ ଦୁନିଆ ଶେଷ କେଉଁ ଦୂନିଆରୁ ଆସିଲ ବନ୍ଧୁ ।ଆଜିର କଳ୍ପନା ଜଳ୍ପନା ସମ୍ପୂର୍ଣ୍ଣ ନି ଅର୍ଥକ,ଯଦି ଓଡିଆ film industry କୁ ପୂର୍ବଭଳି ଫେରିପାଇବାକୁ ଇଛା ଅଛି ।ହଜିଯାଇଥିବା ଦିବଗନ୍ତ ନାୟିକା, ନାୟକ ମାନଙ୍କୁ ମନେ ପକେଇ ତାଙ୍କର ସମସ୍ତ ଚରିତ୍ରକୁ ମାନସ ପଟରେ ରଖି,ଆଜିର ଦିନରେ ନାୟକ, ନାୟିକା ତାଙ୍କର ଅନୁଗାମୀ ହେଲେ ମୋର ବିଶ୍ୱାସ ପୂଣି ଓଡିଆ ଫିଲ୍ମୀ ଜଗତ ହସି ଉଠିବ ।ଜୟ ଜଗନ୍ନାଥ
@amritpanigrahi574
@amritpanigrahi574 2 жыл бұрын
aaji bi sidhart tv re jaga hatare pagha chalile tv samna ru loka uthunahanti hele sei sidhart tv re nua film chalile loka dekhunahanti karan kan tahele ,manoj sir has told the correct point
@balabhadra5458
@balabhadra5458 2 жыл бұрын
କଟୁ ସତ୍ୟ🙏🙏🇮🇳🇮🇳
@sandeepmohapatra8659
@sandeepmohapatra8659 2 жыл бұрын
Manoj sir is very nice actor and nice person.
@sauravsoren3573
@sauravsoren3573 2 жыл бұрын
Absolutely right...
@sunilnaik2633
@sunilnaik2633 2 жыл бұрын
ମନୋଜ ଗୋଟିଏ ଭଲ ଅଭିନେତା , ଲଭୟୁ ମନୋଜ
@abhimanyusutar4466
@abhimanyusutar4466 2 жыл бұрын
ମୋନାଜ୍ ଭାଈ ବହୁତ୍ ଭଲ
@SqMitu2356
@SqMitu2356 2 жыл бұрын
Manoj bhai ❤️❤️❤️❤️
@bdrsamal6249
@bdrsamal6249 2 жыл бұрын
Bahut badhia manoj sir
@soura132
@soura132 2 жыл бұрын
Right
@surendrasahu1989
@surendrasahu1989 Жыл бұрын
I support Manoj Mishra ❤
@KarunakarPradhan-s3g
@KarunakarPradhan-s3g Жыл бұрын
Right katha kahila manoj sir 👍💯
@tapandalei894
@tapandalei894 2 жыл бұрын
Monja bhai right katha
@bijaypradhan7341
@bijaypradhan7341 2 жыл бұрын
Exactly... Pura Thik katha Kahile
@bhagabanpanda1037
@bhagabanpanda1037 Жыл бұрын
Manoj bhai,, right said ek no.
@kajal94142
@kajal94142 2 жыл бұрын
It's totally a perfect line we can learn a lot watching other films too. And then will make a very perfect and best one,
@advocatebikash7634
@advocatebikash7634 2 жыл бұрын
ମନୋଜ ଭାଇ ଭଲ ଭଲ ଇଣ୍ଡଷ୍ଟ୍ରି ରେ କାମ କରିଛି ସେ ଜାଣିଛି କେମିତି ଭଲ ଫିଲ୍ମ ହୁଏ କେମିତି ଫିଲ୍ମ ହିଟ ହୁଏ ଏଠି ଦେଖୁଚି ଓଲଟା କାମ ତେଣୁ ସବୁ ଠିକ କଥା କହିଲେ
@subrat5150
@subrat5150 2 жыл бұрын
ମନୋଜ ଭାଇ ତମେ ଠିକ୍ kahicha
@satyapiraswain38
@satyapiraswain38 2 жыл бұрын
Bhala story good acting by actor film superhit heba Manoj Mishra jaha kahila true
@pragyanparamitatamukia4974
@pragyanparamitatamukia4974 2 жыл бұрын
Monoj sir is always correct
@Sarkari-job758
@Sarkari-job758 2 жыл бұрын
Pura gote gote point kahile Manoj sir👍👍
@souravrout462
@souravrout462 2 жыл бұрын
Eai bhalia debate..abasyak.... 👏🔥 Thank you Nandighos..🙏
@modernentertainmentchannel7322
@modernentertainmentchannel7322 2 жыл бұрын
Monaj Bhai Gem of Odisha... acting level Op
@vedicyogagyana8891
@vedicyogagyana8891 2 жыл бұрын
He is a bold and dauntless man in ollywood
@Gananatha_Creations
@Gananatha_Creations 2 жыл бұрын
My like and comment only for Manoj bhai... He is absolutely Right...
@purviarts8784
@purviarts8784 2 жыл бұрын
ସେଇଥି ପାଇଁ ଓଡ଼ିଆ ଇଣ୍ଡଷ୍ଟ୍ରି ତଳକୁ ତଳକୁ 👍🏻
@Mr.S.Hansdah
@Mr.S.Hansdah 2 жыл бұрын
Absolutely right Manoj sir
@badalraaz1908motivational
@badalraaz1908motivational 2 жыл бұрын
right katha kahilo monaja bhai
@crazya2z316
@crazya2z316 2 жыл бұрын
Perfect katha manoi Mishra
@Graduatefarmervlog
@Graduatefarmervlog 2 жыл бұрын
Sorry ଓଡ଼ିଶାରେ ଏମିତି ଲୋକ ନାହାନ୍ତି ଯିଏ କି 5 ଟଙ୍କା କମେଇକି 6 ଟଙ୍କା ଖର୍ଚ୍ଚ କରୁଛି । ଓଡିଶା ରେ ସାଉଥ୍ ଏବଂ ହିନ୍ଦୀ ଫିଲ୍ମ ବହୁତ୍ ଲୋକ ଦେଖୁଛନ୍ତି କିନ୍ତୁ କାହିଁକି । ଟିକେ ଚିନ୍ତା କରନ୍ତୁ ।
@daringdr815
@daringdr815 2 жыл бұрын
Manoj Mishra nice man ❤️
@sudhirmishra7837
@sudhirmishra7837 2 жыл бұрын
Hard truth.. He expressing bitter situation.
@prasadkumar6592
@prasadkumar6592 2 жыл бұрын
Manoj mishra sir bahut talented actor
@oltanpatra6522
@oltanpatra6522 Жыл бұрын
Manaj misra❤❤ ❤
@ଜୟଜଗନ୍ନାଥ-ଠ6
@ଜୟଜଗନ୍ନାଥ-ଠ6 2 жыл бұрын
ଅନୁଭବ ହୋଇଥିବ... Sure. ସିଦ୍ଧାନ୍ତ ମହାପାତ୍ର ର ତ time ରେ ସବୁ.. ସେ time ପୂର୍ବ ରୁ ଆସିବ ନିଜ ଖାଇବା ବି ନିଜେ ଆଣିକି ଆସିବ..
@zanil993
@zanil993 2 жыл бұрын
Yes yes
@deardevesh0416
@deardevesh0416 2 жыл бұрын
ନିର୍ଦେଶକ ର ଗୁରୁତ୍ଵ ଅଧିକ ଏହା ସତ୍ୟ କିନ୍ତୁ ଦର୍ଶକ ନିର୍ଦେଶକ ପାଇଁ ନୁହେଁ ହିରୋ ପାଇଁ ଆସନ୍ତି ବହୁତ କମ୍ ଦର୍ଶକ ନିର୍ଦେଶକ ପାଇଁ ଆସନ୍ତି
@asmusic6966
@asmusic6966 2 жыл бұрын
Right Sir
@srkstudiosambalpuri695
@srkstudiosambalpuri695 Жыл бұрын
Right answer Manoj Mishra❤❤❤❤❤❤❤❤❤❤❤❤❤❤
@sameerjena931
@sameerjena931 2 жыл бұрын
Exactly Manoj sir...we are agree with you sir
@santoshbehera3765
@santoshbehera3765 2 жыл бұрын
ଓଡ଼ିଆ ହିରୋ ଯାଇ ଯାଇ ଅତିବେଶୀରେ ଅପେରା ପାର୍ଟି ପର୍ଯ୍ୟନ୍ତ ଯିବେ।😂😂😂
@Swavimani
@Swavimani 2 жыл бұрын
Right manoj sir
@satyaprakashsahanee8328
@satyaprakashsahanee8328 2 жыл бұрын
Manoj Mishra really deserves better industry
@hellopatelfamilysamasingha6460
@hellopatelfamilysamasingha6460 Жыл бұрын
Manoj Mishra you are right person
BAYGUYSTAN | 1 СЕРИЯ | bayGUYS
36:55
bayGUYS
Рет қаралды 1,9 МЛН
黑天使只对C罗有感觉#short #angel #clown
00:39
Super Beauty team
Рет қаралды 36 МЛН
OpenAI brings ChatGPT to WhatsApp // Sunita Williams' return delayed
20:01
BAYGUYSTAN | 1 СЕРИЯ | bayGUYS
36:55
bayGUYS
Рет қаралды 1,9 МЛН