ଶିବରାତ୍ରିରେ ଜାଗର କାହିଁକି ରହିବା || Santosh Padhi Bharat Lila || Maha Shivaratri Video

  Рет қаралды 782,961

SK JATRA

SK JATRA

2 жыл бұрын

#JATRAALAKA #SK_JATRA #SANTOSH_PADHY_BHARATLILA
ମା ଦେବୀ ନାଟ୍ୟ କଳା ସଂସଦ ଭାରତ ଲୀଳା
ସମ୍ପାଦକ ଓ ଗୁରୁ - ଶ୍ରୀ ସନ୍ତୋଷ କୁମାର ପାଢ଼ୀ
(ଓଡିଶା ସରକାରଙ୍କ ଦ୍ୱାରା ସନ୍ମାନିତ )
ସ୍ଥାନ - ମହାନଳା (ସାନ ଖେମୁଣ୍ଡି ବ୍ଲକ ଛକ ) ପାଟପୁର,ଗଞ୍ଜାମ
ମୋବାଇଲ - 9861889908 , 9937631538
ରାମଚନ୍ଦ୍ର ଚଉଦ ବର୍ଷ କାହିଁକି ବଣକୁ ଯାଇଥିଲେ - • ରାମଚନ୍ଦ୍ର ଚଉଦ ବର୍ଷ କାହ...
ପାନତ ପାନ ବଙ୍ଗାଳି ପାନ ମା ବିଭା କାଳେ ପୁଅ ଜନମ - • ପାନତ ପାନ ବଙ୍ଗାଳି ପାନ ମ...
କଇଲିଲୋ କେଶବଯେ ମଥୁରାକୁ ଗଲା//ବ୍ରହ୍ମ ଜ୍ଞାନ - • କଇଲିଲୋ କେଶବଯେ ମଥୁରାକୁ ...
ଏହି ଭାରତ ଲୀଳା ନାଟକ ର ସମ୍ପୂର୍ଣ ଭାଗ ଦେଖିବା ପାଇଁ ଆମ ଚେନେଲ କୁ SUBSCRIBE କରନ୍ତୁ ଏବଂ VIDEO ଟିକୁ ପ୍ରଥମେ ଦେଖିବା ପାଇଁ ପାଖରେ ଥିବା 🔔ବଟନ ଟିକୁ ଦବେଇ ଦିଅନ୍ତୁ ।
"ଧନ୍ୟବାଦ"
#mahashivaratri
#sibaratri

Пікірлер: 120
@sudhanshubehera1908
@sudhanshubehera1908 Жыл бұрын
ସବୁ ଦେବତା ମୂର୍ତ୍ତି କି ଛବି ପୂଜା ଯାଇ ହେଲେ ଶିବଙ୍କର ମୂର୍ତ୍ତି ବି ପୂଜା କରାଯାଏ ହେଲେ ତାଙ୍କ ଲିଙ୍ଗ କାହିଁକି ପୂଜା କରା ଗଲା ସୃଷ୍ଟିରେ ପଥମେ ଲିଙ୍ଗ ପୂଜା କିଏ କରିଥିଲା
@BBP...1179
@BBP...1179 2 жыл бұрын
କଥାବସ୍ତୁଟିକୁ ଅନ୍ୟନ୍ତ ସୁନ୍ଦର ଭାବରେ ବୁଝାଇଥିବାରୁ ଗାୟକ ମହାଶୟଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ |
@anantadandasena9895
@anantadandasena9895 2 жыл бұрын
ମହାଶିବରାତ୍ରୀ ହାତିକ ଅଭିନନ୍ଦନ
@sanatankar6013
@sanatankar6013
ପାଢି ଭାଇନା ଆପଣଙ୍କ ବୁଝାଇବା ଧାରା ବହୁତ ଭଲ ଲାଗୁଛି ହେଲେ ମୋର ଗୋଟିଏ ଅନୁରୋଧ ସମୁଦ୍ର ମନ୍ଥନ ବେଳେ ଲକ୍ଷ୍ମୀ ବାହାରିଲେ ତାଙ୍କୁ ନାରାୟଣ ଗ୍ରହଣ କରିଥିଲେ କିନ୍ତୁ ଗଜଲକ୍ଷ୍ମୀ କେଉଁଠୁ ଆସିଲେ ତାହା ଟିକେ ବୁଝାଇଦେବେ
@sudhanshubehera1908
@sudhanshubehera1908 Жыл бұрын
sir ଜାଗର କଥା କହିଛନ୍ତି ଯେ ହେଲେ ହିନ୍ଦୀ ଓମ୍ ନମଃ ଶିବାୟ1995 ମସିହା ସିରିଏଲ୍ ରେ ସେଥିରେ ଦେଖେଇଥିଲା ବିଷ୍ଣୁ ଓ ବ୍ରହ୍ମା ନିଜ ଭିତରେ ଯୁଦ୍ଧ ହେଲା ବେଳେ ଭଗବାନ ଶିବ ଯୋତି ଖମ୍ବ ରେ ମଝିରେ ଆସିଲେ ଯାହାକି ବ୍ରହ୍ମା ବିଷ୍ଣୁ ଆରମ୍ଭ ଶେଷ କେହି ପାଇଲେ ନାହିଁ ସେଇ ଦିନଟା ମହା ଶିବରାତ୍ରି ପାଳନ କରାଯାଏ ଗୁଲ୍ସନ୍ କୁମାରଙ୍କର hindi ଶିବ ମହା ପୂରଣରେ bi ଦେଖିଛି ତାହାଲେ ସାତ କୋଉଟା
@sujitnayak5208
@sujitnayak5208 Жыл бұрын
ପାଢ଼ୀ ସାର୍ ଆପଣ ଙ୍କ ବୁଝାଇ ବା ଶୋଇଲି ବୋହୁତ ଭଲ
@sudhanshubehera1908
@sudhanshubehera1908 Жыл бұрын
ମହା ଶିବରାତ୍ରୀ କଣ ଶିବଙ୍କର ଜନ୍ମ ନା କଣ
@jagadishkalingo420
@jagadishkalingo420 Жыл бұрын
ଆଜ୍ଞା ଆପଣଙ୍କୁ ମୋର କୋଟି କୋଟି ପ୍ରଣାମ ବହୁତ୍ ଭଲ ଲାଗିଲା କିନ୍ତୁ ବାୟା ର ବହୁତ୍ ଓଭର୍ ଏକ୍ଟିଙ୍ଗ ହୋଇଯାଉଛି । ଓଁ ନମଃ ଶିବାୟ
@anilkumarpanigrahi2018
@anilkumarpanigrahi2018 2 жыл бұрын
ଓଁ ନମଃ ଶିବାୟ 🙏
@SimpleFamilyKitchen1
@SimpleFamilyKitchen1 Жыл бұрын
ବହୁତ ସୁନ୍ଦର 🙏🙏 ମୋ ର ବହୁତ ପସନ୍ଦ ସାର ଙ୍କ ପୁରାଣ 🙏🙏
@jituprad7908
@jituprad7908 Жыл бұрын
Thank sontosh sir
@krushnachandragejo5311
@krushnachandragejo5311 Жыл бұрын
Bahuta sundra sir
@pramilapradhan1950
@pramilapradhan1950 2 жыл бұрын
Super.jay.jagnath
@samtoshsamantaray2977
@samtoshsamantaray2977 Жыл бұрын
Om, namah shivay 🙏,bisayre,gahani,ganthi,supara
@RabichandraBadamundi
@RabichandraBadamundi
👌rabi bhai
@maharanabasanta8857
@maharanabasanta8857 2 жыл бұрын
ହର ହର ମହାଦେବ
@dipakaparida5569
@dipakaparida5569 Жыл бұрын
ଧନ୍ୟବାଦ୍
@madantarai634
@madantarai634 Жыл бұрын
i 🕉 namah. Sivya
@surajpatnayak1743
@surajpatnayak1743 2 жыл бұрын
Good okay thank you so much denimad
@basudevjena8786
@basudevjena8786 Жыл бұрын
🙏l
ЧУТЬ НЕ УТОНУЛ #shorts
00:27
Паша Осадчий
Рет қаралды 10 МЛН
50 YouTubers Fight For $1,000,000
41:27
MrBeast
Рет қаралды 203 МЛН
Panchanana Pradhan Bharat lila 7675955226
1:54:13
Bharat lila Tuna Pradhan
Рет қаралды 235 М.
Odia Gahani Ghanti Video SongsOdia bhajan Video Song
46:48
BEING DD NETWORK
Рет қаралды 1,3 МЛН
ЧУТЬ НЕ УТОНУЛ #shorts
00:27
Паша Осадчий
Рет қаралды 10 МЛН