ଟିକେ ଗାଁକୁ ଯାଇ ଦେଖନ୍ତୁ ସମସ୍ତଙ୍କ ପାଇଁ ଜୀବନଟା ସୁନ୍ଦର୍ ନୁହେଁ, କେତେ ଦହଗଞ୍ଜ ହେଉଛି ମଣିଷ || Knews Odisha

  Рет қаралды 30,399

KNews Odisha

KNews Odisha

Жыл бұрын

ଆମକୁ Subcribe କରିବା ପାଇଁ ଏବଂ ୱେବସାଇଟ ଓ ସୋସିଆଲ ମିଡିଆରେ ଫଲୋ କରିବା ପାଇଁ ନିମ୍ନଲିଖିତ ଲିଙ୍କ ଉପରେ କ୍ଲିକ କରନ୍ତୁ
Subscribe: kzbin.infon...
Facebook: / knewsodisha
Twitter: / knewsodia
Instagram: / knewsodisha
Mobile App: play.google.com/store/apps/de...
Website: www.knewsodisha.com
#knews #knewsodisha #odisha #odishanews #ajirakhabar #ajiranews

Пікірлер: 86
@gyanaranjanprusty406
@gyanaranjanprusty406 Жыл бұрын
ବାସ୍ତବରେ ଏ ଦୃଶ୍ୟ ସେଇମାନେ ଦେଖନ୍ତୁ ଯୋଉମାନେ ଗୋଟେ ପାଦ ଗଲେ ସୁଦ୍ଧା ଚାରି ଚକିଆ ଗାଡି ନେଇ ଯାଉଛନ୍ତି... ଆଜି ବି ଦୁନିଆରେ ଅନେକ ଲୋକ ଅଛନ୍ତି ଯିଏକି ଜୀବନ ବଂଚିବା ପାଇଁ ଅନେକ ସଂଘର୍ଷ କରୁଛନ୍ତି କିନ୍ତୁ କିଛି ଲୋକ ନିଜ ପଇସା କୁ ଖର୍ଚ୍ଚ କରିବା ପାଇଁ କେତେ କେତେ ଉପାୟ ବାହାର କରୁଛନ୍ତି... ଜୀବନରେ ଯେତେ ବି ବ୍ୟସ୍ତ ରୁହ କିଛି ସମୟ ବାହାର କରି ଟିକେ ଏହି ଭଳି ଲୋକଙ୍କ ପାଖକୁ ଯାଇ ତାଙ୍କ ସୁଖ ସୁବିଧା ବୁଝ...
@abhinashbehera4904
@abhinashbehera4904 Жыл бұрын
ଆପଣଙ୍କୁ ଅନୁରୋଧ କି ଆପଣ ଭିଡିଓ କରିଲା ବେଳେ ସେ ଲୋକ ର bank account details ଭି share କରନ୍ତୁ ହୁଏତ କିଛି ଲୋକ ଅର୍ଥ ଆକାରରେ ସେ ଲୋକ କୁ ସାହାର୍ଯ୍ୟ କରି ପାରନ୍ତି।
@subashmallick2460
@subashmallick2460 Жыл бұрын
ଏମିତି ହେବାର କଥା news ରିପୋଟର
@jalandharbibhar252
@jalandharbibhar252 Жыл бұрын
ଏ ନବୀନ ସରକାର ଇଟା କଣା
@chandan5266
@chandan5266 Жыл бұрын
ବହୁତ ଦୁନ୍ଦର ନିୟୁଜ bhai👌🏻
@srikanta671
@srikanta671 Жыл бұрын
Address please କୁହ, କେଉଁ ଜାଗା
@likhamapradhan1975
@likhamapradhan1975 Жыл бұрын
ସୁବିଧା ଏମାନଂକୁ ମିଳିବ ନାହିଁ ଯେଉଁ ମାନଙ୍କର ସବୁ ସୁବିଧା ଅଛି ସେ ମାନଙ୍କୁ ଏ ସରକାର ସୁବିଧା ଦେବେ ଏହିଟା ହେଉଛି ନିୟମ
@Lipkumar123
@Lipkumar123 Жыл бұрын
ବେଳେବେଳେ ମୁଁ ଭାବେ ଏହାହିଁ ପ୍ରକୃତ ଜୀବନ ାା ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କ ଜୀବନ ମଙ୍ଗଳମୟ କରନ୍ତୁ 🙏🙏🙏ାା
@ashishdeheri4076
@ashishdeheri4076 Жыл бұрын
, ଧନ୍ୟରେ ବିଜେଡି ସରକାର
@SimplyTravelerSantosh143
@SimplyTravelerSantosh143 Жыл бұрын
ପ୍ରକୁତରେ ଗରିବ ଦୁଃଖ ଜଣାଇଲେ ଏ ସରକାର ବୁଝିବାକୁ ନାରାଜ. ଏ ସରକାର ହଟାଇ ଗରିବ ଦୁଃଖି ଙ୍କୁ ବଞ୍ଚିବାରେ ସାହାର୍ଯ୍ୟ କରିବାକୁ ଓଡ଼ିଶା ବାସୀଙ୍କୁ ମୋର ନିବେଦନ
@subhalaxmibhol4180
@subhalaxmibhol4180 Жыл бұрын
ହେ ଭଗବାନ 🙏
@ramamanibehera
@ramamanibehera Жыл бұрын
ଏହି ବୃଦ୍ଧଙ୍କୁ ସରକାର ସାହାଯ୍ୟ ଯୋଗାଇ ଦିଆଯାଉ
@lulubhoi1912
@lulubhoi1912 Жыл бұрын
Reporter sir thank you
@susantamajhi1682
@susantamajhi1682 Жыл бұрын
Jai jagannath bhala re rakhantu
@krishnanaik2453
@krishnanaik2453 Жыл бұрын
Jete yojana kale kana heba garibanka pain sabu swapna gariba sabubele anadekha heuchi pls e mananku govt help Kara.
@Chikunimohanty7284-fj2rf
@Chikunimohanty7284-fj2rf Жыл бұрын
Jaya jaganatha🙏🙏🙏🙏
@jenafashion3296
@jenafashion3296 Жыл бұрын
Knews u r great
@kalyanibehera6614
@kalyanibehera6614 Жыл бұрын
Prabhu ❤suno tanku
@kalpanajena4811
@kalpanajena4811 Жыл бұрын
Jay jagannath bapa love you 🙏🙏🙏🙏🙏🙏🙏🙏🙏🙏🙏🙏🚩🚩🚩🚩🚩🚩🚩🚩🚩🚩🚩🚩😭😭😭😭😭😭😭😭😭😭😭😭😭😭😭😭😭
@user-mj5mp3nt7d
@user-mj5mp3nt7d Жыл бұрын
Waa waa re odisha sarakara tate mani baku padiba
Fast and Furious: New Zealand 🚗
00:29
How Ridiculous
Рет қаралды 26 МЛН
Double Stacked Pizza @Lionfield @ChefRush
00:33
albert_cancook
Рет қаралды 91 МЛН
Adharam madhuram|relaxing devotional song
20:49
MUSICAL BEATS
Рет қаралды 2,2 МЛН
Shreeman Narayan Narayan Hari Hari - Dhun
19:25
Studio Sangeeta
Рет қаралды 308 МЛН