ଶିକ୍ଷାମନ୍ତ୍ରୀଙ୍କଠୁ କଣ ଶିଖିବେ ରାଜ୍ୟବାସୀ।।।। ଏ କଣ ଓଡ଼ିଆ ଅସ୍ମିତା

  Рет қаралды 69,974

Expose Odisha

Expose Odisha

Күн бұрын

Пікірлер: 574
@exposeodisha
@exposeodisha 20 сағат бұрын
ଦୟାକରି ଖବରକୁ ନେଇ ଆପଣଙ୍କ ମତାମତ ଜଣାନ୍ତୁ
@khaladiherel404
@khaladiherel404 11 сағат бұрын
ତୁ ବି ମୂର୍ଖ ଟା..!! ସେଠାରେ ଆହୁରି ତ୍ରୁଟି ଥିଲା ତୁ ଖୋଜି ପାଇ ପାରିଲୁ ନାହିଁ... ଖାଲି ସଂସ୍କରଣ,ସଂସ୍କୃତି ଆଉ ଅସ୍ମିତା ବନାନ୍ ଭୁଲ୍ ନାହିଁ.... ""ଐତିହ୍ୟ"" ବନାନ୍ ବି ଭୁଲ୍ ଅଛି
@bibhutibhusanrout3586
@bibhutibhusanrout3586 8 сағат бұрын
ଇଏ ଗୋଟେ news chanel ହା ହା, ତମର ଏଠି କଣ କାମ ନିଶା ମହାରଣା,ସାହୁ ଭାଉଜ, ସୁର ଭାଈ, ତୁ ଯା ସେଠିକି
@SsPix23
@SsPix23 8 сағат бұрын
Very good
@OdishaVolg
@OdishaVolg 7 сағат бұрын
ମୋତେ ମୋ ବକ୍ତବ୍ୟ ଦେବାର ସୁଯଗ ଦେଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ❤❤❤
@khagapatibissoi1240
@khagapatibissoi1240 7 сағат бұрын
ଏଇଟା ଦୀର୍ଘ 24ବର୍ଷ ର ଶିକ୍ଷା
@ramamohantripathy1358
@ramamohantripathy1358 8 сағат бұрын
ସତ୍ୟ ସାମ୍ବାଦିକ ବାବୁ
@CreationOdia1234
@CreationOdia1234 11 сағат бұрын
ଓଡ଼ିଆ ଅସ୍ମିତା ଚୁଲି କୁ ଯାଇସାରିଛି
@purnapradhan1549
@purnapradhan1549 Сағат бұрын
Odisha people don't know odia properly.
@vidyafoundation2160
@vidyafoundation2160 Сағат бұрын
ଅସ୍ମିତା ​@@purnapradhan1549
@prakashkumardigal1419
@prakashkumardigal1419 9 сағат бұрын
ସଂସ୍କରଣ ଐତିହ୍ୟ ଅସ୍ମିତା
@birendranayak2195
@birendranayak2195 7 сағат бұрын
ଯେଉଁ ରାଜ୍ୟରେ ଶିକ୍ଷା ମନ୍ତ୍ରୀ ଅଶିକ୍ଷିତ ହୋଇଥିବ ସେହି ରାଜ୍ୟରେ ଏପରି ଲେଖା ହେବ ।
@mrutyunjayasamal640
@mrutyunjayasamal640 4 сағат бұрын
କେମିତି ଜାଣିଲେ ମନ୍ତ୍ରୀ ଅଶିକ୍ଷିତ ବୋଲି।
@snigdhamohanty6063
@snigdhamohanty6063 4 сағат бұрын
​@@mrutyunjayasamal640pathua murkha😂
@mrutyunjayasamal640
@mrutyunjayasamal640 3 сағат бұрын
@@snigdhamohanty6063 ବ୍ୟାନର କଣ ସିଏ ପ୍ରିଣ୍ଟ କରି ଲଗାଇଛନ୍ତି କି? ହଁ ଏଇଟା ବିଭାଗର ଭୁଲ୍। ବିଭାଗ ମୂଖ୍ୟ ସୁରଜ୍। କିନ୍ତୁ ତାଙ୍କୁ ମୂର୍ଖ କହିବା ଠିକ୍ ନୁହଁ।
@pratyushkhilar5170
@pratyushkhilar5170 3 сағат бұрын
Bhai eita jie lekhichi, taku ta bjp wala kahithibe eita lekhiba pain, bjp hin murkha, 😂😂😂​@@mrutyunjayasamal640
@rakesh_eduinfo
@rakesh_eduinfo 3 сағат бұрын
Sikyamantri jai banner print karithile nihati.....sala kemiti janiparilani nahi....
@purnachandradas8467
@purnachandradas8467 7 сағат бұрын
ଶିକ୍ଷା ମନ୍ତ୍ରୀଙ୍କର ଓଡିଆ ଶିକ୍ଷା ଶୁନ
@Heartbreak420
@Heartbreak420 Сағат бұрын
ଆପଣଙ୍କର ଶୂନ ଉପରେ ଟିକେ ନଜର ପକାନ୍ତୁ
@JayHanuman143.
@JayHanuman143. 8 сағат бұрын
CM , ଙ୍କୁ କେହି ମାନୁ ନାହାଁନ୍ତି, ସେହି ଦଳର ନେତା ହିଁ ଅଶିକ୍ଷିତ, ଓଡ଼ିଆ ଅସ୍ମିତା କୁ କି ଶିକ୍ଷା ଦେବେ,
@prasantapattanaik862
@prasantapattanaik862 8 сағат бұрын
ଏମାନେ ମୂଖ୍ୟମନ୍ତ୍ରୀଂକୁ ମାନୁ ନାହାନ୍ତି କି ମୂଲ୍ୟ ଦେଉ ନାହାନ୍ତି।
@PravatNayak-o3m
@PravatNayak-o3m 8 сағат бұрын
ସୂର୍ଯ୍ୟବଂଶୀ ସୁରଜ୍ ❌ ସୁରଜ୍ ସେଠୀ ✅
@amarendra29
@amarendra29 8 сағат бұрын
SALUTE SIR
@Prakash-r7j
@Prakash-r7j 7 сағат бұрын
Dhoba luga safa loko
@theka20fz76
@theka20fz76 3 сағат бұрын
😂
@SriHariRadhaKrishna
@SriHariRadhaKrishna 3 сағат бұрын
😂😂
@prasantapattanaik862
@prasantapattanaik862 8 сағат бұрын
ଅସ୍ମିତା ର ଅର୍ଥ ଏ ମୂର୍ଖ ଦଳ କଣ ବୁଝିବେ?
@PrasanthBabiVlogs
@PrasanthBabiVlogs 3 сағат бұрын
ଖାଲି ପୂଜା ଯାତ୍ରା କର ଦେଶ ଆଗେଇ ଯିବ ok 🙏🙏🙏
@lalitpanda7806
@lalitpanda7806 3 сағат бұрын
ଶିକ୍ଷାମନ୍ତ୍ରୀଙ୍କ ଶିକ୍ଷା ର ଅଭାବ
@debashish795
@debashish795 7 сағат бұрын
ବିଜେପି ସରକାର ହୀନ ରାଜନୀତି କରୁଛି ଓ ଓଡ଼ିଶା ବାସୀ ଙ୍କ ସହ ପ୍ରତାରଣା କରୁଛି।
@SimanchalMali-gb3xh
@SimanchalMali-gb3xh 10 сағат бұрын
ବିଜେପି ର MLA ମନ୍ତ୍ରୀ ମାନେ ମୁଖ୍ୟମନ୍ତ୍ରୀ କୁ ମାନୁ ନାହାନ୍ତି
@suniltanty2811
@suniltanty2811 10 сағат бұрын
Bhala karuchhanti se ta mukhya mantri pain ajogya....kie maniba se cm boli
@vlogdisbilitybapunu
@vlogdisbilitybapunu 8 сағат бұрын
Ld right.
@PrasantKumar-c4s
@PrasantKumar-c4s 7 сағат бұрын
Right
@pradeepbehera2311
@pradeepbehera2311 6 сағат бұрын
It seems the future of BJP in Odisha will be very bright.
@khagagoud3640
@khagagoud3640 6 сағат бұрын
MLA boli nuhe kiabi. Manu ahnti
@subashranjanmishra5944
@subashranjanmishra5944 2 сағат бұрын
ଆମ ମୁଖ୍ୟମନ୍ତ୍ରୀ ଜଣେ ରବର ଷ୍ଟାମ୍ପ |କେଇ ଭାବୁନାହାନ୍ତି ସେ ଜଣେ ଆମ ମୁଖ୍ୟମନ୍ତ୍ରୀ |
@Sisirnayak-x7g
@Sisirnayak-x7g 3 сағат бұрын
ଲଜ୍ୟା ଲଜ୍ୟା ଆଜ୍ଞା
@ganeshkrishna2509
@ganeshkrishna2509 4 сағат бұрын
SC ST କୁ ବଡ଼ ପଦ ଦେଇକି ଖାଲି ଗେମ୍ ଖେଳିଲେ Remote Control ପରି use କରୁଛନ୍ତି ତା ଛଡ଼ା ଆଉ କିଛି ନାହିଁ ରେମୋଟ ହିସାବ ରେ କାଠ କଣ୍ଢେଇ ପରି ନଚେଇବା ପାଇଁ ଆଉ SC ST କୁ ଲୋକ ହସା କରିବା କୁ ଖୁବ୍ ସୁନ୍ଦର ପ୍ଲାନ୍ କରୁଛନ୍ତି
@SadloverBoy-u4s
@SadloverBoy-u4s 5 сағат бұрын
BJP ହଟାଅ ଓଡ଼ିଶା କୁ ବଞ୍ଚାଅ ✊
@Sarojkumarsahoo-xw3nn
@Sarojkumarsahoo-xw3nn 6 сағат бұрын
ବିଜେପି ର ମୂଖ୍ୟମନ୍ତ୍ରୀ ପ୍ରବଳ ହେଲେ କାମ ଦୁର୍ବଳ
@SantoshNayak-st9sk
@SantoshNayak-st9sk 7 сағат бұрын
ସବୁ ମୂର୍ଖ ମାଗିଆ ଯାକ
@hiteshkumarsunani3948
@hiteshkumarsunani3948 6 сағат бұрын
ମନ୍ତ୍ରୀ ମାନେ ପାଠ ପଢ଼ିନାହାନ୍ତି
@basantabehera4923
@basantabehera4923 5 сағат бұрын
ସବୁ ମୁର୍ଖ ଯଦି MLA ହେବେ ଏଇଆ ହବ
@ashokkumarmoharana7946
@ashokkumarmoharana7946 6 сағат бұрын
ଧନ୍ୟବାଦ. ଉତ୍ତମ ପଦକ୍ଷେପ। ମାଡିଚାଲ
@sanjayakumarsahu9105
@sanjayakumarsahu9105 4 сағат бұрын
ବିଜେପିକୁ ହଟାଓ ଦେଶ ବଞ୍ଚାଓ
@laxmikantasenapati3264
@laxmikantasenapati3264 6 сағат бұрын
ଐତିହ ଭୁଲ୍ ଅଟେ,ଐତିହ୍ୟ ହେବ ।
@iambikashbehera
@iambikashbehera 4 сағат бұрын
ଏ ସରକାର ଙ୍କ ଠୁ ଓଡିଶାକୁ ବଞ୍ଚାଅ ନହେଲେ ଶ୍ରୀଲଙ୍କା ପରିସ୍ତିତି ହବ ...ଛି
@prasantapattanaik862
@prasantapattanaik862 8 сағат бұрын
ମୂର୍ଖକୁ ଶିକ୍ଷା ମନ୍ତ୍ରୀ କର। ଯିଏ ବେକାର ଥିବ ତାକୁ ନିଯୁକ୍ତି ମନ୍ତ୍ରୀ କର।
@MunaBhai-qh9fl
@MunaBhai-qh9fl 5 сағат бұрын
ଆମ ଓଡ଼ିଶାର କଣ ଅସ୍ମିତା ଆଉ ଅଛିକି ଚୁଲୀକୁ ଯାଉ ମୁର୍ଖମନ୍ତ୍ରୀ ଓଡ଼ିଶାକୁ ବିକି ସାରିଲେଣି 😭😭😭😭
@BuduramBhatra-b1t
@BuduramBhatra-b1t 9 сағат бұрын
ଏହି ନେତା ମାନେ ଓଡ଼ିଶାର ଆଦିବାସୀ ଲୋକଙ୍କୁ ଅଣଦେଖା କରୁଛନ୍ତି
@satyabratanath5389
@satyabratanath5389 Минут бұрын
Mukhya mantrinka value thile Sina Tanku dharmendra .surya rabar stamp Bhali use karuchhanti
@satyabratanath5389
@satyabratanath5389 Минут бұрын
Thik
@ChittaranjanDalai-rn6hi
@ChittaranjanDalai-rn6hi 9 сағат бұрын
ଏଥିରେ ଓଡ଼ିଶାବାସୀ ବିଚଳିତ କିମ୍ଵା ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ ଏ ସରକାର ଆରମ୍ଭରୁ ହିଁ ଏମିତି। ଏଠାରେ କେହି କାହାକୁ ମାନୁ ନାହାନ୍ତି।
@mitupaikroysrijagannath6356
@mitupaikroysrijagannath6356 6 сағат бұрын
ବା ବା ଇଏ ହଉଛି ଆମ ଓଡ଼ିଆ ଆଶ୍ମିତା ଭାଇ 🙏🙏🙏❤❤❤ ଭାଇ ଇଏ ହେଲା ଡବଲ ଇଂଜିନ ଡବଲ ଧମାକା!!! ଆପଣ ପଢିଲା ବେଳେ ଡବଲ ମିନିଙ୍ଗ ରେ ପଢ଼ି ଦିଅନ୍ତୁ ସବୁ ଠିକ ହେଇ ଯିବ 🙏🙏🙏
@ajaykumarmohanty-gv6us
@ajaykumarmohanty-gv6us 8 сағат бұрын
Total hatao b j p sarkar ku
@sadanandasahoo3707
@sadanandasahoo3707 7 сағат бұрын
ରାଜନୀତି ରେ କଥା ଓ କାମରେ ସମାନ‌ ନ ଥାଏ। ବିଜେପି ସେଥିରେ ଏକ ନମ୍ବର। ମୂଖ୍ୟମନ୍ତ୍ରୀ କଣ ଜଡ଼ା କି? କାହିଁକି ଏତେ ଅପମାନ ସହ୍ୟ କରୁଛନ୍ତି?
@pr.sanatanpradhan8196
@pr.sanatanpradhan8196 8 сағат бұрын
ଓଡ଼ିଆ ନ ଜାଣି, ଓଡ଼ିଆ ଅସ୍ମିତା କହି ରାଜନିତି କରିବା ମୁର୍ଖତା।
@SanjayaKumar-i5h
@SanjayaKumar-i5h 10 сағат бұрын
Very good x posch
@jagannathpatnaik8409
@jagannathpatnaik8409 4 сағат бұрын
ଆଗରୁ ସେ କହୁଥିଲେ ଯେ ସେ ଶିକ୍ଷା ମନ୍ତ୍ରୀ ନୁହଁ ମୂଖ୍ୟମନ୍ତ୍ରୀ ହେଇଯିବେ।
@BukayMarandi-zq2rx
@BukayMarandi-zq2rx 11 сағат бұрын
ଆଜି ଦୁଃଖ ଲାଗୁଛି ମୋ ଆଦିବାସୀ ଭାଇ ମାନଙ୍କୁ ସେମାନେ ବୁଝି ପାରୁନାହାନ୍ତି bjp କେବେବି ଆଦିବାସୀ ମାନଙ୍କୁ କେବେବି ଭଲ ପାଏ ନାହିଁ ତଥାପି ଆମେ ତାଙ୍କୁ vote ଦେଉଛୁ ଏହା ଓଡିଶାର କଥା ନୁହେଁ ରାମ ମନ୍ଦିର ପ୍ରତିଷ୍ଠା ରେ ବି ମହାମୋହିମୋ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁକୁ ବି invite ହେଇନଥିଲା
@betexshyamsundar990
@betexshyamsundar990 8 сағат бұрын
ଖାଲି ଆଦିବାସୀ ମାନଂକୁ ଭୋଟ ପାଇଁ ରାଜନୀତି କରନ୍ତି
@rabindrarath1070
@rabindrarath1070 8 сағат бұрын
BJP has given due importance to tribe.so President of Bharat,CM of odisha is its proof.
@LaxmidharaBarik-w7p
@LaxmidharaBarik-w7p 7 сағат бұрын
Only for statue ​@@rabindrarath1070
@PrakashPatel-jt1wd
@PrakashPatel-jt1wd Сағат бұрын
Right brother
@purnapradhan1549
@purnapradhan1549 Сағат бұрын
All the ministers,MLAs and Cm should have to undergo 5th standard Examination those who will secure 95 percent marks,they will be retained and others to be removed.
@santanudas5281
@santanudas5281 3 сағат бұрын
ଯେଉ ସୁରଜ ମଦ ପିଇକି ଭାଇରଲ ହେଉ ଥିଲା ସେଇଟା କି ଶିକ୍ଷା ମନ୍ତ୍ରୀ ହେବ ବି. ଜେ. ପି ର ଓଡିଶା ର ବାପ କିଏ କହିଁ ପରିବେ
@DusasanDwari
@DusasanDwari 11 сағат бұрын
ଭାଇ ଆମ ମୁଖ୍ୟମନ୍ତ୍ରୀ ହାଣ୍ଡିଆ ପିଇବା ପାଇଁ କେନ୍ଦୁଝର ଯାଇଛି
@basantakumar2111
@basantakumar2111 8 сағат бұрын
😂😂😂
@rameshnayak6188
@rameshnayak6188 7 сағат бұрын
ଆଣ୍ଡିଆ ନାହି ମୋ ମୂର୍ଖ ଭୁଲ CM ର ନାହିଁ
@budhiram4484
@budhiram4484 5 сағат бұрын
Nai re bhai Tama gahaku jaichhanti
@dambarudharnaik4428
@dambarudharnaik4428 3 сағат бұрын
Mukhya mantri adibasi tenu tame sahibara Shakti harei basichha
@DusasanDwari
@DusasanDwari 2 сағат бұрын
@dambarudharnaik4428 ଆରେ ଭାଇ ମୁଁ ବି ଗୋଟେ ଆଦିବାସୀ
@BasantaNanda-u7n
@BasantaNanda-u7n 8 сағат бұрын
ମୋହନ ମାଝୀ ଜାଣି ଏମିତି ମନ୍ତ୍ରୀ କରିଛନ୍ତି ଆପଣ ଯେତେ ପାଟି କଲେ କଣ ହେବ? ଅଭିଜ୍ଞତା ନ ଥିବା MLA ଙ୍କୁ ମନ୍ତ୍ରୀ କରିବା ଏହା ଫଳ 😂
@gourangacharannaik6514
@gourangacharannaik6514 6 сағат бұрын
ବହୁତ ସୁନ୍ଦର ମତାମତ ଭାଈ
@gautamreal-estate7580
@gautamreal-estate7580 11 сағат бұрын
Odisha lukanku laza laguchi bjp government re MLA au minister nka ea hauchi asmita...
@ajoyabehera7707
@ajoyabehera7707 12 сағат бұрын
Rights sir
@TusarNayak-im3qw
@TusarNayak-im3qw 4 сағат бұрын
ମୁଖ୍ୟ ମନ୍ତ୍ରୀ ଯେହେତୁ ଆଦିବାସୀ ସେଥି ପାଇଁ କେହି ମନୁନାହାନ୍ତି , ଶିକ୍ଷ୍ୟା ମନ୍ତ୍ରୀ କିନ୍ତୁ ତାଙ୍କ ଜାତି ପରିଚୟ ଦେଉନାହାନ୍ତି,
@hrudanandaparamanik9416
@hrudanandaparamanik9416 8 сағат бұрын
ଏ ଇ ଟି ଆଛା ଦିନ ଭାଈ।
@Modicare_wellness
@Modicare_wellness 3 сағат бұрын
ବାଜ୍ୟ ସରକାର
@just4funindia869
@just4funindia869 3 сағат бұрын
ଆମର ମୁଖ୍ୟମନ୍ତ୍ରୀ ଙ୍କ ହୃଦୟ ବହୁତ ବଡ଼ ସେ ଏସବୁ ଧରନ୍ତିନି
@LilabatiPradhani
@LilabatiPradhani 6 сағат бұрын
ଜାତିବାଦ କେବେ ଛାଡ଼ିବନି ... ଆଦିବାସୀ ବୋଲି ଫଟୋ ଲଗେଇଲେନି।
@archanabarik2330
@archanabarik2330 3 сағат бұрын
😮😮😡
@hariharapanda678
@hariharapanda678 6 сағат бұрын
ଆସ୍କା ଫଟି ଜୀବନ ମାଟି
@rajendrabej6857
@rajendrabej6857 2 сағат бұрын
ରାଜ୍ୟବାସୀଙ୍କୁ ଲଜ୍ଜ୍ୟା
@HemantaSingh-b3i
@HemantaSingh-b3i 3 сағат бұрын
ଜାତିବାଦ
@skumar7960
@skumar7960 8 сағат бұрын
ଅସ୍ମିତା ର ଅର୍ଥ କଣ, ଯାହାକୁ ଦେଖ ସମସ୍ତ ଙ୍କ ମୁହଁରେ ଓଡ଼ିଆ ଅସ୍ମିତା, ପାଠୁଆ ଠୁ ଆରମ୍ଭ କରି ଅଣ ପାଠୁଆ ପର୍ଯ୍ୟନ୍ତ ସମସ୍ତ ଙ୍କ ମୁହଁରେ ଓଡ଼ିଆ ଅସ୍ମିତା, ଟିକେ ବୁଝାଇ କହିବେ କି ଏ ଅସ୍ମିତା ର ପ୍ରକୃତ ଅର୍ଥ କଣ???
@himansusekharbuda7944
@himansusekharbuda7944 9 минут бұрын
ବହୁତ ଚମତ୍କାର ଉପସ୍ଥାପନା କରିଛନ୍ତି ।ଏହି ଭୁଲ ପଛରେ ମୁଁ ଭାବୁଛି, ଯଦି ପ୍ରକୃତ ଓଡ଼ିଆ ଭାଷା ଜାଣିଥିବା ସରକାରୀ ଲୋକ ଏ ପ୍ରିଣ୍ଟିଂ କୁ ଲଗା ହେବା ଆଗରୁ ଦେଖିଥିଲେ,ଏପରି ଏକ ବିରାଟ ଭୁଲ କୁ ରୋକାଯାଇ ପାରିଥାନ୍ତା ।ଆମ ଓଡିଶାରେ ଯଦି ଓଡ଼ିଆ ଅସ୍ମିତା କୁ ସର୍ବାଗ୍ରେ ରଖିବାର ଅଛି,ତାହେଲେ ଆପଣ ଦେଖେଇ ଥିବା ବ୍ୟାନର କୁ ଯେଉଁ ସରକାରୀ ବାବୁଙ୍କ ତଦାରଖ ରେ ଲଗା ଯାଇଛି,ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉପଯୁକ୍ତ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେବା ନିହାତି ଦରକାର ଯା ଦ୍ୱାରା ଆଗାମୀ ଦିନରେ ଏପରି ଭୁଲ ର ପୁନରାବୃତ୍ତି କୁ ରୋକା ଯାଇ ପାରିବ ।
@srisaiatman
@srisaiatman 4 сағат бұрын
ଐତିହ୍ୟ ହେବ, ଐତିହ ଭୁଲ
@avayjena9238
@avayjena9238 5 сағат бұрын
ବିଜେପି ନେତା ମାନେ କଣ କେହି ବି ମାନୁ ନାହାନ୍ତି
@ODISHABHAI-eq8jq
@ODISHABHAI-eq8jq 7 сағат бұрын
ଅନ୍ଧ ଭଣ୍ଟ ପାଇଲେ କାଣା
@shrinathsoren-r2t
@shrinathsoren-r2t 5 сағат бұрын
ମୋହନ ମାଝୀ ଯେ ହେତୁ ଆଦିବାସୀ ଲୋକ ତେଣୁ ଅଣ ଓଡିଆ ଲୋକ ମାନେ ତାଙ୍କୁ ଖାତିର କରୁ ନାହାନ୍ତି
@gajendramajhi3718
@gajendramajhi3718 4 сағат бұрын
ଅଶିକ୍ଷିତ ଲୋକଙ୍କର ଅଶିକ୍ଷିତ ବିଚାର
@Rusikakora-j1m
@Rusikakora-j1m 6 сағат бұрын
ଲାଗୁଛି ଓଡ଼ିଶା ରେ ବୋଧେ ବିନା ମୁଖ୍ୟମନ୍ତ୍ରୀ ରେ ସରକାର ଚାଲିଛି ?
@chandanmahapatra9152
@chandanmahapatra9152 5 сағат бұрын
Khabara dekhee thibaru dhanany bada thank you. Bjp netamane cm ku khatirikaru.nahanti
@Prabhadigital71
@Prabhadigital71 2 сағат бұрын
ମାଙ୍କଡ ହାତରେ ଶାଳଗ୍ରାମ
@minaketan5562
@minaketan5562 3 сағат бұрын
ବିଜେପି ସରକାର କେବଳ ଓଡ଼ିଆ ଅସ୍ମିତା ନା ରେ ସରକାର ଗଡିଛନ୍ତି ଓଡ଼ିଶା ରେ କେବଳ ନରେନ୍ଦ୍ର ମୋଦୀ ଲୁଟ୍ କରୁଛନ୍ତି RSS ଙ୍କ ମୂଳ ଉଦ୍ଦେଶ୍ୟ । ସବୁ କିଛି ଲୁଟ୍ କରିବେ ବିଜେପି ସରକାର ।
@baidhardas1681
@baidhardas1681 3 сағат бұрын
ଧନ୍ୟବାଦ ।
@SoumyaranjanPandey-do8ke
@SoumyaranjanPandey-do8ke 6 сағат бұрын
Remote control jumla Government 😡😡😡😡😡😡😡😡😡
@prasantabehera422
@prasantabehera422 5 сағат бұрын
Wah bhai, dhoidele bhalaki. Thank you a lot for making odias aware of the reality. Keep it on.
@RahulPatra-bn8jw
@RahulPatra-bn8jw 10 сағат бұрын
Bjp Nija manuni Mohan majihi cm boli
@akshya928
@akshya928 8 сағат бұрын
It's ok bhie odisha bahuta develop karichi ...tk barbad haba darkar na
@sabloolhai286
@sabloolhai286 3 сағат бұрын
Cm birudhare sadyantra korajauchi
@pravakarpradhan1214
@pravakarpradhan1214 3 сағат бұрын
ଐତିହ୍ୟ ବନାନ ବି ଭୂଲ୍ ଅଛି
@Heartbreak420
@Heartbreak420 Сағат бұрын
ଆପଣଙ୍କର ଭୁଲ୍ ଟିକୁ ସଠିକ୍ କରନ୍ତୁ।
@ସାଧାରଣମଣିଷ
@ସାଧାରଣମଣିଷ 7 сағат бұрын
ଯେଉଁ ଅନ୍ଧଭକ୍ତ ମାନେ ଓଡ଼ିଆ ଅସ୍ମିତା ପାଈଁ ଲଢ଼ୁଥିଲେ ସେମାନଙ୍କ ପାଟି କାଇଁ ବନ୍ଦ ପଡ଼ିଛି
@himansubhusanpanda5913
@himansubhusanpanda5913 4 сағат бұрын
ସତ୍ୟ ର ସାମ୍ନା କରି ପାରିବେ ତ ଅନ୍ଧ ଭକ୍ତ
@TrinathBehera-ik7oy
@TrinathBehera-ik7oy 3 сағат бұрын
ମୁକ୍ଷ୍ୟ ମନ୍ତ୍ରୀ ପ୍ରତି ଅନ୍ୟ ମନ୍ତ୍ରୀ ମାନଙ୍କର କାହାର ଖାତିରି ନାହିଁ ଏଥିରୁ ଜଣାଯାଉଛି
@Jotrimay
@Jotrimay 7 сағат бұрын
ଭାଇଠିକ କଥା ଯେ ମୁଖ୍ୟମନ୍ତ୍ରୀ ସମସ୍ତ ଙ୍କର ଏମିତି ଆସାନମାନ ସହିହେଉନି 😭🙏ମାନ୍ୟବର ମୁଖ୍ୟମନ୍ତ୍ରୀ ଏତେବେଜିତ ସହୁଛନ୍ତି ସେମାନ ଙ୍କ ପଦ ରଦ୍ଧ କରିବା ସହ.ଦଣ୍ଡ ଦେଉନାହାନ୍ତି କାହିଙ୍କି 🙏ସେତିକି ଯଦି ଆପଣ ଙ୍କର ନିଜର ଓଉକାତ ନାହିଁ ଦୟାକରି ମୁଖ୍ୟମନ୍ତ୍ରୀ ମହୋଦୟ ଇସ୍ତବାଦ ଦିନ୍ତୁ 🙏ଓଡିଶା ଲୋକଙ୍କୁବହୁତ ଖରାପ ଲାଗୁଛି 🙏ଆମ ଦେଶକୁ ଆଉ🙏ତଳେ ପକାନ୍ତୁ ନି କି ଦୟାକରି ବଦନାମ କରନ୍ତୁନି 🙏
@devrajsinghofficial
@devrajsinghofficial 7 сағат бұрын
BJP ନେତା ପାଠ ପଢି ନାହାଁନ୍ତି। ମୁର୍ଖ ଅଜ୍ଞାନ ନେତା ❤
@subhamsahu1322
@subhamsahu1322 2 сағат бұрын
ଏ ସବୁ ଥରେ ଦେଖିକି ଲଗାଇବା ଦରକାର
@birendranayak2195
@birendranayak2195 7 сағат бұрын
ଯଦି ନେତା ମନ୍ତ୍ରୀ ଅଶିକ୍ଷିତ ହେବେ ତେବେ ଏହାହିଁ ଫଳା ଫଳ ହେବ।
@raj3k95
@raj3k95 4 сағат бұрын
CM nabeen patnaik aka thik jai Nabeen
@FAKIRJENA-du2zs
@FAKIRJENA-du2zs 7 сағат бұрын
ମୁଖ୍ୟ ମନ୍ତ୍ରୀ କୁ ଯିଏ ସମର୍ଥନ ନ କଲା ସିଏ ତ ଦଳ ଛାଡ଼ି ଦିଅନ୍ତା। ସେମିତି ହଉଛି କି?
@pradeepjena9162
@pradeepjena9162 4 сағат бұрын
ଭାଇ ଯିଏ ବେନର ବନେଇଚି ଭୁଲ ଲେଖିଛି ସୁରଜ୍ ଭାଇ କଣ ବେନରେ ଲେଖୁ ଥିଲେ କି
@purnapradhan1549
@purnapradhan1549 2 сағат бұрын
Your CM doesn't know Odia properly,he commits hundred of mistakes,when he delivers speeches in Odia.,you advise him to deliver speeches in Santali.we like santali people.
@anilswain3742
@anilswain3742 15 минут бұрын
Rockford ମନ୍ତ୍ରୀ ସବୁ ଭୁଲିଗଲେ
@stylestar486
@stylestar486 Сағат бұрын
ଅଶ୍ମିତା ✅
@chagala878
@chagala878 Сағат бұрын
ଆଦିବାସୀଙ୍କ ପ୍ରତି ଅନ୍ୟାୟ 😢😢😢😢😢😢
@bimbadhardash286
@bimbadhardash286 2 сағат бұрын
ପ୍ରକୃତରେ ଆପଣ ଠିକ୍ କହୁ ଛନ୍ତି। ନିହାତି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କ ନାମ ଆଗ ରହିବା କଥା।
@SwatiDash-j3j
@SwatiDash-j3j 3 сағат бұрын
Ya huachi ama ଓଡ଼ିଆ ଅସ୍ମିତା 😅😅ନା ସସ୍ମିତା 😮 bjp bala nije majhi babu nku manu nahnati au kiya maniba 😢
@souravsahilcreation8579
@souravsahilcreation8579 9 сағат бұрын
ମୁଖ୍ଯମନ୍ତ୍ରୀଙ୍କୁ ଏମାନେ ସନମାନ ଦେଇ ଜାଣି ନାହାଁନ୍ତି ଖାଲି ଗପ ଜାଣିଛନ୍ତି
@Jotrimay
@Jotrimay 7 сағат бұрын
ଆଜ୍ଞା କୁକୁର କୁ ବି ବହୁତ ସନମାନ ମିଳୁଛି ହେଲେ ଏତେ ବେଜିତ ପରେ ବି ମନ୍ତ୍ରୀ ଙ୍କ କିଛି ଦଣ୍ଡ ନାହିଁ 🙏ପଦର ମର୍ଜଦା ରଖୁନାହାନ୍ତି 🙏
@bkarankumar8952
@bkarankumar8952 2 минут бұрын
Nice news 📰
@99Boss328
@99Boss328 7 сағат бұрын
ସଂସ୍କରଣ
@AlekhaDas-i9m
@AlekhaDas-i9m 6 сағат бұрын
ଅସ୍ମିତା। ଠିକ୍
@SaumyaRanjanPatra-im2we
@SaumyaRanjanPatra-im2we 2 сағат бұрын
Are babu ye print bala ku pacharile se kahiba mananiya surjya bansi Suraj kn nije lekhi board. Marichanti expose karucha expose haucha. Babu re ye lakha jou print owner au tanka labour ku pachara se kahibe
@rockin-rk
@rockin-rk 2 сағат бұрын
ଓଡ଼ିଆ ରେ କଣ ଲେଖା ହେଇଛି ନବୀନା କିଛି ପଢ଼ି ପାରିଲେନି କି ବୁଝିପାରିଲେନି
@DeepakkumarBehera-zl7vt
@DeepakkumarBehera-zl7vt 2 сағат бұрын
ଜୟ ବିଜେଡି ❤❤❤
@Bauntykumar123
@Bauntykumar123 3 сағат бұрын
vala news
@mithunnayak8862
@mithunnayak8862 2 сағат бұрын
Thanks bro
@ramakantmahanta5107
@ramakantmahanta5107 3 сағат бұрын
ଏଥିରୁ ଅନୁମାନ୍ ହୁଏ , ଉଚ୍ଚବର୍ନର ଲୋକ ନିମ୍ନ ବର୍ଣରତଥା ନିମ୍ନ ଶ୍ରେଣୀର ଲୋକଙ୍କୁ କେତେ ଭଲ ପାଏଅନ୍ତି ନାହିଁ । କେବଳ ଖାଲି କଥା ।
@rameshmallik9777
@rameshmallik9777 3 сағат бұрын
Best news reporter
@sunilkumarpradhan183
@sunilkumarpradhan183 5 сағат бұрын
ହଇରେ ପେଲେଇ ପୁଅ ରିପୋଟର ଏ କଣ ନେତା ମାନେ ଲେଖିଛନ୍ତି କି
@bikrambiswal1571
@bikrambiswal1571 2 сағат бұрын
Good news 👍👍👍
@lalitpanda7806
@lalitpanda7806 3 сағат бұрын
1ସସ୍କରଣ, 2ଐତିହ 3ଅସ୍ମିତା ଜାଗାରେ ଦୀର୍ଘଇକାର 4ସଂସ୍କୃତ ---ଜଣେ ଶିକ୍ଷା ମନ୍ତ୍ରୀ ଠାରୁ କଣ ଏୟା ଆଶା କରାଯିବା କଥା?
@satyabratapradhan1451
@satyabratapradhan1451 7 сағат бұрын
ଆରେ ମୂର୍ଖ ରିପୋର୍ଟର... ସେ minister କଣ ନିଜେ ପ୍ରିଣ୍ଟ କରିକି ଲଗେଇଛି 😂କିଛି ଭି କରିକି qs କରିବାର ଅଛି.... ଏମିତି ବ୍ୟଗ୍ର.... ଆଗରୁ ବିଜେଡି tym ରେ ଥିଲା ନା gvt ଚେଞ୍ଜ ହେଲା ପରେ.
Amazing remote control#devil  #lilith #funny #shorts
00:30
Devil Lilith
Рет қаралды 16 МЛН
Amazing remote control#devil  #lilith #funny #shorts
00:30
Devil Lilith
Рет қаралды 16 МЛН