ଇନ୍ଦିରା ଗାନ୍ଧୀକୁଁ ଭିଲ୍ ଡାଲଖାଇ ନଚେଇଦେଇଥିବାର ଗୁରୁବାରୀ

  Рет қаралды 114,981

Paharaa

Paharaa

Күн бұрын

ସମ୍ବଲପୁରୀ ଲୋକ୍‌ଗୀତ୍ ଆରୁ ଲୋକନାଚ୍ କଥା ପଡଲେ ଆଘୋ ମନକେ ଆସିଥିସି ଗୁରୁବାରୀ ମିର୍ଦ୍ଧାକଁର କଥା । ସମ୍ବଲପୁରୀ ଡାଲଖାଇ ନାଚ୍‌କେ ଦେଶ ଦୁନିଆଁନେ ପରିଚିତି କରାବାରନେ ତାକଁର ତ୍ପ୍ରମୁଖ୍ ହାତ୍ ରହିଛେ । ଦିନେ ଆମର ପଶ୍ଚିମ ଓଡ଼ିଶାର ଇ ଲୋକ୍‌କଲା ଖାଲି ଗାଁ ଗହଲି ଭିତରେ ହିଁ ରହିଯାଇଥିଲା ଯେନଟା ଆଏଜ୍ ପ୍ରସିଦ୍ଧି ଲାଭ୍ କରିଛେ । ଅବଶ୍ୟ ଦୁଶରା ନାଚ୍ ଗୀତ୍‌କୁଁ ଯେତକି ମାନ୍ ମିଲିଛେ ଆମର ଇ ଲୋକନାଚର ମର୍ଯ୍ୟାଦା ସବୁନୁ ଉପରେ ରହିଥିଲେ ଭିଲ୍ ସେ ହିସାବେ ମାନ୍ ନାଇଁମିଲିପାରି । ହେଲେ ଭିଲ୍ ଯେତକି ବାଟ୍ ଯାଇପାରିଛେ ଆର ଇତାକେ ଗୁଟେ ବାଟ୍ ଦେଖାବାର ଦିଗ୍ ଯଦି କିଏ ଦେବାର ଲାଗି ଚେଷ୍ଟା କରିଛନ୍ ବଏଲେ ଗୁରୁବାରୀ ମିର୍ଦ୍ଧାକୁଁ କହେଲେ କିଛି ଭୁଲ୍ ନୁହେଁ । ଆଏଜ ଆନ୍ତର୍ଜାତିକ୍ ମହିଲା ଦିବସନେ ସେ ମହାନ୍ ନାରୀ ଯେ କି ଦିନେ ନିଜର ନାଚ୍‌, ଗୀତ୍ ସାଙ୍ଗେ ମୁହଁ ଭଙ୍ଗୀନେ ଦର୍ଶକକଁର ମନ୍ ଘିନିପାରିଥିବାର ଗୁରୁବାରୀ ମିର୍ଦ୍ଧାକୁଁ ସୋର ପକେଇକରି ଜାନମା ତାକଁର ବାବଦେ କିଛି କଥା ।
About Us!
ପହରା, ଆମର ସମିଆ ଆର ସମାଜର ଦର୍ପନ।
ଆମର ତିହାର ବାହାରର ଉସନାଖି,
ଆମରଘର,ପରିବାର ଆର ସମ୍ପର୍କର ଗହକି।
ପହରା, ଆମର ଉଷତ ଆନନ୍ଦର କଥାନି।
ଆମର ଭାଷାଥି, ଆମକୁ କହେବେ ଆମର ନନୀ।
ଆମର ଗାନା ବାଜନା, ଆମର ତିହାର ବରପନ, ଆମର ଗାଁ ମା ଆରୁ ଭାଇ ବହେନକର କଥା।
ଆମର ନନୀ ମାନେ ଆମକୁ ବାଟ ଦେଖାବେ ଆରୁ ଆମକୁ ଶୂନାବେ ଆମର ଭାଷାଥି ଦୁନିଆଁ ଯାକର ଖବର।
ପହରା, ଆମର ନୂଆ ଜୀବନ ଆରୁ ନୂଆ ସପନର ପ୍ଲାଟଫର୍ମ। ଆଗକେ ବଢବାର ଲାଗି ପହରା ଆମର ସିଡି ।
ପହରା ଆମର କଥା, ତୁମର କଥା, ଆମର ସମକର କଥା। ଆମର ସମିଆର ସବୁଠୁ ସୁନ୍ଦର କଥା।
ଆମେ ଠିଆ ହେମୁ ଆପନମାନଙ୍କର ସୁଖ ଆର ଦୁଖ ଥି। ଆମେ ଆମର ଭାଷା ଆର ସଂସ୍କୃତିର ପହରାଦାର ହୋଇ କରି
ସବୁବେଲେ ଠିଆ ହେମୁ ଆପଣଙ୍କର ସାଙ୍ଗେ।
ପହରା, ଆମର ଭାଷାଥି ଆମର ତୁଲସୀ ଚଉରା।
Subscriber If you are watching this video on KZbin, Like our page if you are on Facebook and Stay Connected with Awesome Sambalpuri Videos!
Contact Us:- paharaa24x7@gmail.com If you finds your content in our videos!
Thanks & Regards
www.Paharaa.com
#ସମାଜ #ସଂସ୍କୃତି #ସମାଚାର

Пікірлер: 116
哈哈大家为了进去也是想尽办法!#火影忍者 #佐助 #家庭
00:33
火影忍者一家
Рет қаралды 118 МЛН
pumpkins #shorts
00:39
Mr DegrEE
Рет қаралды 97 МЛН
🕊️Valera🕊️
00:34
DO$HIK
Рет қаралды 3,2 МЛН