"ଇସ୍କନ୍ ର ଅଦିନିଆ ରଥଯାତ୍ରା"- କଣ ଦାଦାଗିରି, ବିଧର୍ମ ନା ସନାତନ ଧର୍ମ ର ପ୍ରଚାର ପ୍ରସାର? ? Untimely Rathayatra

  Рет қаралды 4,028

Abhimanyu Pran Das ODIA

Abhimanyu Pran Das ODIA

Күн бұрын

Пікірлер: 127
@dashimanshu9900
@dashimanshu9900 13 сағат бұрын
ସୁନ୍ଦର ଉପସ୍ଥାପନ କରିଥିବାରୁ ମୋର ଆପଣ ଙ୍କୁ କୋଟି କୋଟି ପ୍ରଣାମ, ଜଗନ୍ନାଥ ମହିମା କଥା କୁ ବିଶ୍ୱରେ ପ୍ରଚାର କରୁଛି ଓ ଓଡ଼ିଆ ଙ୍କର ପ୍ରିୟ ଠାକୁର ଆଜି ବିଶ୍ୱପାଇଁ ଗର୍ବ ସହିତ କହିପାରୁଛି ଯେ ମୁଁ ଓଡ଼ିଆ ମୋ ଠାକୁର କାଳିଆ
@ashutoshkumarnayak2632
@ashutoshkumarnayak2632 2 күн бұрын
ତାଙ୍କ ନିୟମ ଅନୁସାରେ ଆମ ପ୍ରଭୁ ଜଗନ୍ନାଥଙ୍କୁ ସେମାନେ ଏ ଭଳି ରଥ ଯାତ୍ରା କରିବା ଅନୁଚିତ୍ ଇସ୍କନ ବହୁତ୍ ଭଲ କର୍ମ କରୁଛି କିନ୍ତୁ ଏ ଭଳି ଅଦିନିଆ ରଥଯାତ୍ରା ଅନୁଚିତ୍
@RKSsuratodiavlog
@RKSsuratodiavlog 2 күн бұрын
Real
@LokanathMotivation
@LokanathMotivation Күн бұрын
ସତ କହିଲେ
@gyanaranjansahoo6927
@gyanaranjansahoo6927 Күн бұрын
Timezone is different in different places so , if Rathyatra will happened in the timezone of Newark , what will happened ?
@LokanathMotivation
@LokanathMotivation Күн бұрын
@gyanaranjansahoo6927 ok kintu Rath Yatra name change karntu Kalia Yatra karantu Mana ichha Kariba kan bhala
@gyanaranjansahoo6927
@gyanaranjansahoo6927 Күн бұрын
@@LokanathMotivation no, because of lord Jagannath is the god of all country, universe...etc . So our job is to think about all country.
@Mo_Mantabya
@Mo_Mantabya Күн бұрын
ଗଜପତି ମହାରାଜ କେବେ ଆଦିବାସୀ ଅଞ୍ଚଳ ହଉଥିବା ଧର୍ମାନ୍ତ୍ରଣ ଉପରେ ପଦେ କିଛି କହି ନାହାନ୍ତି
@radhakunjavihari8142
@radhakunjavihari8142 Күн бұрын
ଇସ୍କନ ଆଜି ସାରା ବିଶ୍ୱ ରେ ସନାତନ ଧର୍ମ ପ୍ରଚାର କରୁଛି, ଯେଉଁ ମାନେ ସନାତନ ଧର୍ମ ପ୍ରଚାର କରୁଛନ୍ତି, ତାଙ୍କୁ ସହଯୋଗ କରନ୍ତୁ, ସନାତନ ଧର୍ମ ପ୍ରଚାର ହେଉଛି ଖୁସି ହେବା କଥା, କିନ୍ତୁ ନିଜ ଭିତରେ ଯଦି କଳହ କରିବା ତା ହେଲେ ନିଜର ହିଁ ନଷ୍ଟ କରୁଛୁ. ଜୟ ଜଗନ୍ନାଥ.
@LokanathMotivation
@LokanathMotivation Күн бұрын
ରାମ ରାମ 🙏 ଜୟ ଜଗନ୍ନାଥ 🙏 ଯଦି ପ୍ରଚାର କରୁଛ ହେଲେ ମନା ନାହିଁ ଭଗବାନ ସମସ୍ତଙ୍କ ର କିନ୍ତୁ ସଂସ୍କୃତି ପରମ୍ପରା କିଛି ବି ମାନି ବେ ନି ମନ ଇଚା କରିବେ କର ଅଲଗା ନାମ ଦିଅନ୍ତୁ ରଥଯାତ୍ରା ଦିଅନ୍ତୁନି
@Shyamsundar-fh6zz
@Shyamsundar-fh6zz Күн бұрын
Hare Krishna
@dipmusic1227
@dipmusic1227 Күн бұрын
Apana sanatan dharma prachar karucha bahut bhala katha... kintu rule regulation maniki dharma prachar karantu
@LokanathMotivation
@LokanathMotivation Күн бұрын
Sata kahila
@pramodbiswal8137
@pramodbiswal8137 11 сағат бұрын
ଜୟ ଜଗନ୍ନାଥ, ଏବେ ଆଜ୍ଞା ଭଲ କଥା ,ଯେତେ ଭଲ କାମ କରନ୍ତୁ ଲୋକ ମାନେ କିଛି ବୁଝୁ ନାହାନ୍ତି, କାରଣ ସେମାନେ ହିନ୍ଦୁ ସନାତନ ଧର୍ମ ଅନୁସାରେ କଣ କରିବା ଉଚିତ୍ ଆଉ କଣ ନ କରିବା ଏବେ ବି ଜାଣି ନାହାନ୍ତି , ଜୟ ଶ୍ରୀ ଜଗନ୍ନାଥ
@AJAYAKUMARBEHERA-h9k
@AJAYAKUMARBEHERA-h9k Күн бұрын
🙏🙏🙏 ଆପଣ ରାତି ବାର ଟା ସମୟରେ ଭୋକ ଲାଗିଲା ବୋଲି ଖାଇପାରିବେ କି ଆଜ୍ଞା..... ଆପଣ ମାନେ ତ ସରା ବିଶ୍ୱକୁ ସନାତନୀ କରିବା ପାଇ ଚାହାଁନ୍ତି ତେବେ ସରା ବିଶ୍ୱରୁ ଆମିଷ ହଟେଇଦେଇପାରିବେ କି ଆଜ୍ଞା....
@dasoham5
@dasoham5 Күн бұрын
e jagannath nka panda mane nije amisa khai buluchhanti. Emane anyaku kn sikhya debe
@rajeshsahu4977
@rajeshsahu4977 Күн бұрын
​@@dasoham5 ଆପଣ କଣ ପଣ୍ଡାମାନଙ୍କୁ ଆମିଷ ଭକ୍ଷଣ କରିବାର ଦେଖିଥିଲେ କି କୁହନ୍ତୁ, ଯଦି ନାହିଁ ତାହେଲେ ଅନ୍ୟ ଠାରୁ ଶୁଣି କୁହନ୍ତୁ ନାହିଁ। 🙏
@dasoham5
@dasoham5 Күн бұрын
@rajeshsahu4977 mu nije dekhibi kana semane nije kuhanti. KZbin re podcast gudika dekhi para. Au semane bhanga bi pianti eita ta nischaya janithiba. Semane nija dabi purana pain jagannath nku bhoka re rakhanti au seva bi band karidianti. Srimandara re aneka thakami bi hue au kichhi dina tale news re asithila Jane panda janaka saha gana duskarma karuthila.
@AJAYAKUMARBEHERA-h9k
@AJAYAKUMARBEHERA-h9k Күн бұрын
@dasoham5 ପଣ୍ଡା ମାନଙ୍କର ବି ଭୁଲ ରହୁଛି ଆଜ୍ଞା
@dasoham5
@dasoham5 Күн бұрын
@@AJAYAKUMARBEHERA-h9k tahale Sethi pain kana apana Puri mandira ku band Kari deichanti na samsta panda mananku godei godei badeiba ku kahichhanti na semananku mandira ku entry karibaku barana karichanti. Na e bhakua news vala kichhi munha kholichhanti. Kintu iskcon pain esabu kana pain and ethire iskcon ra kichhi wrong motive bi nahi
@RanjanPrusty-lp7hg
@RanjanPrusty-lp7hg Күн бұрын
You are right
@debasissahu5612
@debasissahu5612 4 сағат бұрын
Right hare krishna
@satyaajaycreations...8120
@satyaajaycreations...8120 Күн бұрын
Ame manuchhu apana sanatana dharma pai bahut prayasa karuchhanti. Kintu Jagannath nka niti niyama ku nei emiti Adinia Ratha jatra karantu nahi ki Loka nka manare Gaudiya sampradaya prati Kharap bhabana asiba. ISKCON jogu jemiti Gaudiya sampradaya prati kaunasi akhepa na asu. Shri Jagannath Niti Niyama Aneka. Tanku nei emiti Bhul kama karantu nahi. Jay Jagannath 🙏
@SureshNayak-ic1jo
@SureshNayak-ic1jo Күн бұрын
Emane Gaudiya nku manantini ki Utkalitanku manantini. Emene varnashankara
@SureshNayak-ic1jo
@SureshNayak-ic1jo Күн бұрын
Emane Gaudiya manantini ki Utkaliya nku manantini. Emane Varnashankara
@BijuMajhi-qw9fd
@BijuMajhi-qw9fd 2 күн бұрын
Hare Krishan. Krishan is an all creator.
@Krishnadassagar
@Krishnadassagar Күн бұрын
Thik kahila Probhu ji hare krishna
@pramodpradhan9871
@pramodpradhan9871 Күн бұрын
Hare Krishna prabhuji 🙏🙏🙏🙏💐
@RKSsuratodiavlog
@RKSsuratodiavlog 2 күн бұрын
ନିଶ୍ଚୟ ପ୍ରଭୂଜୀ ଠିକ୍ ଭବେ ପ୍ରଚାର ହେଉଛି।❤ ପରନ୍ତୁ ଅଜ୍ଞାନ ଅନ୍ଧାର ରେ ଥିବା ହିନ୍ଦୁ ବି ଖରାପ୍ ନୁହଁନ୍ତି । କାରଣ ସେମାନେ ବି ନିଜକୁ ସଜାଡି ବାକୁ ଚାହାନ୍ତି। ସେ (ଆମେ)ବି ନିଜର ଆରାଧ୍ୟ ଦେବତା ଙ୍କୁ ଅଦିନ ରେ ପର୍ବ ପାଳନ କୁ ନେଇ ବୁଝପାରୁନାହଁନ୍ତି । ଯାହାବି ହେଉ controversy ବି ହେଉ କିନ୍ତୁ ହିନ୍ଦୁ ଏକ ହୁଅନ୍ତୁ ।🙏🙏🙏 ଯେଉଁ ସଂସ୍ଥା ବି ହେଉ ସବୁ #ସନାତନ ।କିଏ କେଉଁ ସଂସ୍ଥା କୁ ଆପଣେଇ ପାରେ।
@abhimanyuparida7499
@abhimanyuparida7499 Күн бұрын
ସବୁ ଜଗନ୍ନାଥଙ୍କ ଇଛା
@saktiprasannayak8072
@saktiprasannayak8072 Күн бұрын
ଉପହାସ ହେଲା ଭଳି କାମ କଲେ ଲୋକ ଉପହାସ କରିବେ ସେ ଇସ୍କନ ହେଉ ବା ଆଉ କିଏ । ପ୍ରଥମ କଥା ହେଲା ଅସମୟ ରେ ରଥ ଯାତ୍ରା କରିବାକୁ ଚିନ୍ତା ଆସିଲା କେମିତି । ଯଦି ଆସିଲା ଆପଣ ଶ୍ରିଲା ପ୍ରଭୁ padanka ଜନ୍ମ ଦିନ ଅସମୟ ରେ ପାଳନ କଲେ ଦେଖିବା। ଜୟ ଜଗନ୍ନାଥ
@LokanathMotivation
@LokanathMotivation Күн бұрын
ସତ କହିଲେ ଭାଇ
@gyanaranjansahoo6927
@gyanaranjansahoo6927 Күн бұрын
ଭାଇ ଆପଣ ଙ୍କ ପାଞ୍ଜି ଭାରତ ଦେଶ ଅନୁଯାୟୀ ହୋଇଥାଏ କିନ୍ତୁ ଅଲଗା ଦେଶ ରେ ସମୟ ଅଲଗା ହୋଇଥାଏ । ଯଦି ISKCON ସବୁ ଦେଶ କୁ ଦେଖିକି ରଥଯାତ୍ରା କରୁଛି , ତାହେଲେ ଅସୁବିଧା କଣ? କାରଣ ଜଗନ୍ନାଥ କେବଳ ଆମ ଦେଶ ର ନୁହଁ , ସମସ୍ତ ବିଶ୍ଵ ର ଠାକୁର। ଆମକୁ ସମସ୍ତ ଙ୍କ କଥା ଦେଖି ବାକୁ ପଡ଼ିବ।
@ranjan6148
@ranjan6148 Күн бұрын
Right right right
@MathuraDas-by2ws
@MathuraDas-by2ws 2 күн бұрын
Warld famas harekrishna
@gaganbiharijena-l7d
@gaganbiharijena-l7d 2 күн бұрын
Hare Krishna right
@abhimanyuparida7499
@abhimanyuparida7499 Күн бұрын
ଓଡ଼ିଶା ଲୋକ ମୂର୍ଖ ତେଣୁ kn ଜାଣିବେ
@santoshkumarmohapatra2133
@santoshkumarmohapatra2133 Күн бұрын
Support iskcon
@rudraaxr
@rudraaxr Күн бұрын
ଯଦି ସନାତନ ଧର୍ମ ର ପ୍ରଚାର ହେଉଛି ସନାତନ ଧର୍ମ ର ନିଅମ ଭୁଲି ନିଜ ନିଅମ କଇଁ ପାଳୁଛ
@RKSsuratodiavlog
@RKSsuratodiavlog Күн бұрын
@@rudraaxr ତୁମ କଥାରେ ଏକ ମତ ହେଲେ ଆପଣ ଙ୍କ ବ୍ୟବହାର ଠିକ୍ କରନ୍ତୁ। ସେମାନେ ବି ଭକ୍ତ, ଅଦିନ ରେ ପର୍ବ ପାଳନ ବନ୍ଦ୍ କରୁ ଇସ୍କନ ସଂସ୍ଥା।
@rudraaxr
@rudraaxr Күн бұрын
@@RKSsuratodiavlog ଧନ୍ୟବାଦ ❤️ ହେଲେ ଏମାନେ ଗୋଟେ ପ୍ରହାସନ ଚଳେଇଛନ୍ତି ଜଗନ୍ନାଥ ଙ୍କ ନା କୁ ନେଇ ଏମାନେ ବେପାର କରି ଗୋଟେ ଅଲଗା ନୀତି ନିୟମ ବାହାର କରି ଭବିଷ୍ୟତ ରେ ଏମାନେ ଆମ ସନାତନୀ କୁ ବିଭାଜନ କରିବେ ଏମାନେ Cristian dharama niti ku Hindu dhrama re ani purauchhnti thare Iskcon jantu emane Bhagwan nka Niti ku badalei sarileni agyan
@LokanathMotivation
@LokanathMotivation Күн бұрын
ସତ କହିଲ ଭାଇ
@SoumendraKumarDas-i1y
@SoumendraKumarDas-i1y 2 күн бұрын
ଆପଣଙ୍କ ଜନ୍ମାଷ୍ଟମୀ, ବଡଦିନ ପାଳିବା ବେଳେ ଅଦିନରେ ହେଉନି। ଆଜି ପ୍ରଭୁପାଦଙ୍କ ଅନ୍ତର୍ଦ୍ଧାନ ଦିବସ। କାହିଁ ତାକୁ ତ ଅଦିନରେ ପାଳନ କରୁନାହାନ୍ତି। କିନ୍ତୁ ଜଗନ୍ନାଥଙ୍କ ରଥଯାତ୍ରା ମନଇଚ୍ଛା କରିବେ। ଭଲ ଆଉ। ଠାକୁର କଣ କଣ୍ଢେଇ? ଜଗନ୍ନାଥ ଙ୍କ ବର୍ଷ ସାରା ବହୁତ ନୀତି ଅଛି। ଯେଉଁ ସମୟରେ ଯେଉଁ ନୀତି ତାକୁ ପାଳନ କରନ୍ତୁ ଯଦି ପ୍ରଚାର କରିବାକୁ ସତରେ ଆନ୍ଚରିକତା ଅଛି। ସବୁବେଳେ ରଥଯାତ୍ରା କାହିଁକି? ଏ ଅଧିକାର ଇସ୍କନ କୁ କିଏ ଦେଲା ଆଜ୍ଞା, ଜଗନ୍ନାଥ ସଂସ୍କୃତି ପରମ୍ପରାକୁ ବିକୃତ କରିବାକୁ। ଟିକେ ବଡଦିନ କୁ ଅନ୍ୟ ଦିନରେ ପାଳନ କଲେ ଦେଖି। ଆପଣଙ୍କ ସଂସ୍ଥା କୃଷ୍ଣ ଚେତନା ଉପରେ ପ୍ରତିଷ୍ଠିତ। ତେବେ କେବଳ ମହାମନ୍ତ୍ର ପ୍ରଚାର କରୁ। ଜଗନ୍ନାଥଙ୍କୁ କାହିଁକି ଧରିଛନ୍ତି? ଯଦି ଜଗନ୍ନାଥଙ୍କୁ ପୂଜା କଲେ ଯଥା ବିଧି କରନ୍ତୁ। ଶ୍ରୀମନ୍ଦିର ପରମ୍ପରା କୁ ଅନୁସରଣ କରି କରନ୍ତୁ। ଆପଣଙ୍କୁ ସୁହାଇଲା ଭଳି ନୁହେଁ। ଆପଣ ଆରମ୍ଭରୁ କହିଲେ ଯେ ୧୯୬୫ ମସିହାରୁ ଆଜି ଯାଏଁ ଏମିତି ଅଦିନରେ ରଥଯାତ୍ରା ହେଇଆସୁଛି ଇସ୍କନ ଦ୍ଵାରା। ବିଦେଶୀ ମାନେ ତ ଜଗନ୍ନାଥଙ୍କ ବିଷୟରେ ଜାଣନ୍ତି ନାହିଁ। ଆମ ଦେଶର ଇସ୍କନ ସାଧୁସନ୍ଥ ହିଁ ତାଙ୍କୁ ଜଗନ୍ନାଥଙ୍କ ବିଷୟରେ କହିଥିବେ। ଜଗନ୍ନାଥ କିଏ, ତାଙ୍କ ପୂଜା ବିଧି କଣ ଜଣେଇଥିବେ। ସେମାନଙ୍କୁ ଠିକ୍ ପରାମର୍ଶ ଦେବା କଣ ଆପଣଙ୍କ କର୍ତ୍ତବ୍ୟ ନଥିଲା? ଗୋଟିଏ ଭୁଲ୍ ଜିନିଷକୁ ଆପଣ ଏତେ ବର୍ଷ ହେଲାଣି ପ୍ରଶ୍ରୟ ଦେଉଛନ୍ତି? ଏହା ଆଦୌ ଗ୍ରହଣୀୟ ନୁହେଁ। ଯେଉଁ କାର୍ଯ୍ୟ ଶାସ୍ତ୍ର ବିରୋଧୀ ପରମ୍ପରା ବିରୋଧୀ, ତାକୁ ନିନ୍ଦା ହିଁ କରିବା କଥା। ତେଣିକି ସେ ଇସ୍କନ ହେଉ ବା ଅନ୍ୟ କେହି। ଅନ୍ତତଃ ଆପଣଙ୍କ ସଂସ୍ଥା କ୍ଷମା ମାଗିବା କଥା। ଓଲଟା ଇସ୍କନ ନିଜକୁ defend କରୁଛି। ଆପଣଙ୍କ ସଂସ୍ଥା ଜଗତଗୁରୁ ଶଙ୍କରାଚାର୍ଯ୍ୟ ଙ୍କୁ ମଧ୍ୟ ସମ୍ମାନ ଦେଇ ଶିଖିନି। ମାୟାବାଦୀ କହି ତାତ୍ସଲ୍ୟ କରୁଛି। ଆଉ ଆପଣ କହୁଛନ୍ତି ଆମେ ଧର୍ମ ପ୍ରଚାର କରୁଛୁ। ଅଦିନ ରଥଯାତ୍ରା ଖାଲି ଗୋଟିଏ ପ୍ରସଙ୍ଗ ନୁହେଁ। ବହୁତ ଅଭିଯୋଗ ଅଛି ଇସ୍କନ ବିରୁଦ୍ଧରେ। ଆପଣଙ୍କ ପ୍ରବଚକ ମାନଙ୍କ ଭାଷଣ ଟିକେ ଶୁଣନ୍ତୁ। କେତେ ଅପମାନିତ କରୁଛନ୍ତି ବାକି ଦେବାଦେବୀ ମାନଙ୍କୁ। ଇଏ କଣ ଜଣେ ପ୍ରବଚକ ର body language? kzbin.info/www/bejne/ZoXHaoiPnNF9o6ssi=JbJgeptUl9ptcKAl
@Jagannatha_Bhakti
@Jagannatha_Bhakti 2 күн бұрын
ୟେ ଇସ୍କନ୍ ସତୀ ଙ୍କୁ ଅପମାନ କରୁଛି ମାନେ ଜଗତ ମାତା କାଳିକା ଙ୍କୁ ବି ଅପମାନ କରୁଛି । ୟେ ଭୁଲି ଯାଉଛନ୍ତି ଯେ ସେହି ଭାଗବତ ରେ ମଧ୍ୟ ଉଲ୍ଲେଖ ଅଛି ଦକ୍ଷ ପ୍ରଜାପତି କଥା । ପଢିଲେ ଜାଣିବ ଯେ ଦକ୍ଷ ପ୍ରଜାପତି ଙ୍କ ସାଙ୍ଗ ରେ କଣ ହେଇଥିଲା... ଜୟ ମା କାଳୀ
@jyotiranjanswain869
@jyotiranjanswain869 Күн бұрын
👍 nicely right
@pradyumnadas1223
@pradyumnadas1223 Күн бұрын
Semane Krishna nku puja karanti jagarnatha nku kain puja karibe ee question kariba agru nijaku adhtmkika gyana ra bahut absyka senhi Krishna se hi jagarnatha ...jadi kichi bhul hauchi Tara samdhna darkar naki kitisize kariba kn janicha iscon bisyare Khali orisa re rahiki Bada gyana bantucha jadi ban karibar achi ta jagarnatha Bada danda ru nonvej au mada band Kari dekha puri bela bhumi ru nonvej ban Kari dekha ame janibu tame satare jagarnatha nku Bhala pahuch
@SantoshSahu-i9k
@SantoshSahu-i9k Күн бұрын
ଜଗନ୍ନାଥ ସଂସ୍କୃତି କୁ ନଷ୍ଟ କରିଦେବା ପାଇଁ ବସିଛନ୍ତି ଜଲଦି iscon ସଂସ୍ଥା କୁ ବନ୍ଦ କରି ଦିଆଯାଉ 🙏ଅନୁରୋଧ 🙏
@bindashmusic143
@bindashmusic143 Күн бұрын
U are right 👍
@ToshoniKrishnaBal-b2d
@ToshoniKrishnaBal-b2d Күн бұрын
All glories to srila Prabhupada 🙏🏻
@SureshNayak-ic1jo
@SureshNayak-ic1jo Күн бұрын
All gloris to Srila Bhakti Siddhant Saraswati Prabhupada
@educationchannel481
@educationchannel481 Күн бұрын
ରଥରେ କୃଷ୍ଣଙ୍କୁ ବସାଇ ବୁଲାଉ ନାହାନ୍ତି କଣ ପାଇଁ ?
@swapneswarimaharana6581
@swapneswarimaharana6581 Күн бұрын
Sorry prabhuji ea Chhota Katha nuhe bahut bada Katha, jagannath ama odia sanskruti ama odia asmita so dayakari khelantuni
@jaganmohanz
@jaganmohanz Күн бұрын
ବିଦେଶରେ କେବଳ ରଥ ଯାତ୍ରା ଅଦିନ ରେ ନା ଆଉ ସବୁ ?
@gopalkrishnapattnaik5313
@gopalkrishnapattnaik5313 12 сағат бұрын
ISKON IS TO SPREAD KRISHNA CONSCIOUSNESS.. LET THEM DO KRISHNA RATHA JATRA ..SPREAD THE GITA PUBLISHED BY PRABHUPADA . SPREAD SANATANA DHARMA . THEY CAN KEEP LORD KRISHNA & RADHA INSIDE CHARIOT & HAVE. JATRA .ON THE WHOLE PREACH SANATANA DHARMA.
@SusilKuldip-q7m
@SusilKuldip-q7m Күн бұрын
Jau ta thik na thiba seithi ta jhogada heba bala baba 😅😅
@PrasannaMajhi-xv8ki
@PrasannaMajhi-xv8ki Күн бұрын
Iskon gute bidesi Dharma USA re😂😂😂😂
@abinashbehera9184
@abinashbehera9184 Күн бұрын
Eita hin chahuchanti Krishna....tama mana iicha Kama na karibaku
@abinashbehera9184
@abinashbehera9184 Күн бұрын
Bangldesh re kichi kriparileni ...ene hindu ku sikahujanti dhrama kn...
@sibanathsabar5419
@sibanathsabar5419 Күн бұрын
Adinia ratha Yatra
@abinashbehera9184
@abinashbehera9184 Күн бұрын
Bass....tribal area jaiki prachar karntu....ethe sethe kn prachar kruja
@krushnabehera5687
@krushnabehera5687 Күн бұрын
Sirlo prabhupada ki joy pranam
@rudraaxr
@rudraaxr Күн бұрын
Agyan ta hele Mumbai au Delhi re kain Adina re heithila
@pramodbastia4588
@pramodbastia4588 Күн бұрын
Iskon to disclose its merit of preaching, to lock up face who criticise u .
@RKSsuratodiavlog
@RKSsuratodiavlog 2 күн бұрын
ସବୁ କ୍ଷେତ୍ର ରେ iskon ହିଁ controversy କୁ ଆସୁଛି। ଜଗନ୍ନାଥ ଙ୍କ କୃପା ବିଶ୍ଵର ଠାକୁର ସମସ୍ତଙ୍କ ଅଧିକାର ❤
@LokanathMotivation
@LokanathMotivation Күн бұрын
ସତ କହିଲ ରାମ ରାମ
@mora_79
@mora_79 Күн бұрын
I support iskon❤ but I opposed iskon to celebrate wrong time ratha Yatra 😢
@LokanathMotivation
@LokanathMotivation Күн бұрын
Right Bhai 👍
@JagannathBhakt-m7t
@JagannathBhakt-m7t Күн бұрын
Prabhu g. Goudiye math bhi adhi nia rath yatra karuchi
@ManojKumar-ie1sk
@ManojKumar-ie1sk Күн бұрын
Tame prachar prasar Asadha masa re kara
@rajkishorebiswal7640
@rajkishorebiswal7640 Күн бұрын
Except gundicha Rathayatra there is no other
@vivekanandamohanty8677
@vivekanandamohanty8677 Күн бұрын
America re thiba so called "Jagannath premi" ISKCON ku parihasa karuchanti . Jie nije mati ku vuliki bidesh re rahuchi. JAY JAGANNATH from puri . Full support ISKCON
@sureshsahoo5862
@sureshsahoo5862 Күн бұрын
ତମ କଥା କୁ ଆମେ ବୁଝୁଚୁ, କିନ୍ତୁ ସ୍ଥାନ କାଳ ପାତ୍ର ନାଁ ରେ ଜଗନ୍ନାଥ ଙ୍କୁ ନେଇ ଯାହା ବୋଲି ତାହା କରି ପାରିବନି
@rudraaxr
@rudraaxr Күн бұрын
Prathame nije dharma ku sanmana dia ta pare prachara kariba ok?
@rudraaxr
@rudraaxr Күн бұрын
ଇସ୍କନ ଗୋଟେ ଧର୍ମ? ନିଜ କଥା ବାର୍ତା ଠିକ କରନ୍ତୁ ଆଉ ପ୍ରତ୍ୱକ ଟିକଥା ର ଜବାବ ଦେବି
@pradyumnadas1223
@pradyumnadas1223 Күн бұрын
Iscon gote dharma nuhe first clear hunatu iskon gote sanatani prachar ra madhyma ate se kebe nijaku gote dharm boli kahini
@SoumendraKumarDas-i1y
@SoumendraKumarDas-i1y Күн бұрын
​@@pradyumnadas1223ଇସ୍କନ ଯଦି ସନାତନ ଧର୍ମ ପ୍ରଚାର କରୁଛି, ତେବେ ବଡଦିନ କେମିତି ପାଳନ କରୁଛି? ସେଇଟା କୋଉ ହିନ୍ଦୁ ପର୍ବରେ ଯାଏ?
@rudraaxr
@rudraaxr Күн бұрын
@@pradyumnadas1223ଏ ଯଦି ସନାତନ ଧର୍ମ ର ପ୍ରଚାର ହେଉଛି ସନାତନ ଧର୍ମ ର ନିଅମ ଭୁଲି ନିଜ ନିଅମ କଇଁ ପାଳୁଛ ବେ .au Hn e jou galidela tu sunidelu America re heichi news dekhichu ? Last year December re heithila Mumbai re kain be kain be Avadra prachara karuchha Thik Kara naa
@rudraaxr
@rudraaxr Күн бұрын
@@pradyumnadas1223 ଏ ଯଦି ସନାତନ ଧର୍ମ ର ପ୍ରଚାର ହେଉଛି ସନାତନ ଧର୍ମ ର ନିଅମ ଭୁଲି ନିଜ ନିଅମ କଇଁ ପାଳୁଛ ବେ ଅଭଦ୍ର ପ୍ରଥମେ ନିଜ ଧର୍ମ କୁ ସ୍ନାମନ ଦିଅ ତା ପରେ ପ୍ରଚାର କରିବ ଏ ଗପିଦେଲା ତୁ ଶୁଣିଦେଲୁ last year ମୁମ୍ବାଇ ରେ କଇଁ ରଥଯାତ୍ରା ହେଇଥିଲା?
@pragnanrajrout6050
@pragnanrajrout6050 Күн бұрын
Hare Krishna Prabhuji Dandavat Pranam ! It’s not about Iskcon’s contribution towards sanatan dharma prachara.Its about celebrating Rathayatra in a different tithi. We need to celebrate Rathayatra according to shastra (Skanda Puran) . As GBC took a stand on the celebration of Rathayatra on a different date in India and all Iskcons temples adhered to the same ,then why all other Iskcon temple outside India won’t adhere to the same . GBC is the main decision maker In Iskcon after srila prabhupada..So, every temple inside or outside side India should listen to GBC and should refrain themselves from celebrating Rathayatra at different tithis.. ~ Parjanya Gopa Das~
@DhadubandhuLenka
@DhadubandhuLenka Күн бұрын
ରଥଯାତ୍ରା ସମୟରେ କରାଯାଉଥିବା ଆଗ ପ୍ରଭୁଙ୍କ ରଥଜତ୍ରା ତାପରେ କିନ୍ତୁ ଅଧିନରେ କରନା ପ୍ରଭୁଙ୍କ ର ଜୋଉଦିନହଊଚିକର ତମେମାନୁଚଭଲ କିନ୍ତୁ ରଥଯାତ୍ରା ଦିନ କର ନହେଲ ଥାହୁ ଆମେ ଚାହୁଁ ନାହିଁ ଜୟ୍ ଜଗନ୍ନାଥ ପ୍ରଭୁ
@LokanathMotivation
@LokanathMotivation Күн бұрын
Right Bhai 😊
@SatyaramanTripathy-y7h
@SatyaramanTripathy-y7h Күн бұрын
ଯଦି ଛୁଟି ମିଳୁନି ତାହାଲେ ବିଦେଶରେ ରଥଯାତ୍ରାର କିଛି ଆବଶ୍ୟକ ନାହିଁ l ଜଗନ୍ନାଥ ମନୋରଞ୍ଜନ ପାଇଁ ନୁହନ୍ତି, ଯେ ଯେବେ ଛୁଟି ମିଳିବ ସେବେ ତାଙ୍କ କଥା ଭାବିବ l ଛୁଟି ମିଳିଲେ film ଦେଖିବାକୁ ଯାଅ, resturant ରେ ଖାଇବାକୁ ଯାଅ l କିନ୍ତୁ ଛୁଟି ମିଳିଲେ ରଥଯାତ୍ରା କରିବୁ, ଏ ଭାବନାରୁ ବାହାରକୁ ଆସ l ଜଗନ୍ନାଥଙ୍କ ପ୍ରତି ଅସମ୍ମାନ ହେଲେ, ଅନ୍ୟ ଲୋକଙ୍କ କଥା ଜାଣିନୁ, କିନ୍ତୁ ଓଡ଼ିଆ ଲୋକ ଗୋଡେଇକି ପିଟିବେ l ଆପଣ ମାନେ ସବୁ ଠିକ କରୁଛନ୍ତି l କିନ୍ତୁ ଯୋଉ ଟିକେ ଭୁଲ ବୋଲି କହୁଛନ୍ତି, ସେ ଭୁଲ ହୋଉଛନ୍ତି ଜଗନ୍ନାଥ l ଆଉ ସେଇ ଟିକେ ଭୁଲ ଓଡ଼ିଆ ମାନଙ୍କ ବଡ଼ ଭୁଲ l ଚଳନ୍ତି ବିଷ୍ଣୁ ଗଜପତି, ସତର୍କ କରିଲେଣି l ୟା ପରେ ଯଦି ସାବଧାନ ନ ହେବ... ଓଡିଶା ରେ iskcon ର ଆବଶ୍ୟକ ନାହିଁ l ବାହାରେ ଯାଇଁ ବେପାର କରି ଆମେରିକା କୁ ପଇସା ଦିଅ l ଆମ ଲୋକ ଯିଏ ବାହାରେ ରହୁଛନ୍ତି ସେମାନେ ଵି ବିରୋଧ କରୁଛନ୍ତି l ତେଣୁ ସାବଧାନ ହୁଅ..... ଜଗନ୍ନାଥ ଙ୍କୁ ସମ୍ମାନ ଦେବା ଶିଖ
@Jagannatha_Bhakti
@Jagannatha_Bhakti Күн бұрын
କେବଳ ଜଗନ୍ନାଥ ମହାପ୍ରଭୁ ନୁହଁ ଦେବୀ ସତୀ, ଭଗବତୀ କାଳିକା ,ମହାଦେବ ଆଦି ଙ୍କୁ ବି ଅପମାନ କରୁଛନ୍ତି
@Jagannatha_Bhakti
@Jagannatha_Bhakti Күн бұрын
kzbin.info/www/bejne/ZoXHaoiPnNF9o6ssi=-FHdUfW2Cuttg54S
@LokanathMotivation
@LokanathMotivation Күн бұрын
ମୁଁ ଆପଣଙ୍କ କଥାରେ ଏକମତ ରାମ ରାମ 🙏
@rajeshsahu4977
@rajeshsahu4977 Күн бұрын
ଠିକ୍ କଥା କହିଛନ୍ତି ଭାଇ 🙏 ଜୟ ଜଗନ୍ନାଥ🙏🙏🙏
@SudhirPradhan-e2i
@SudhirPradhan-e2i Күн бұрын
ନାନା ମତ ଙ୍କର ନାନା ମତ, ଭାଇ ତମେ ଆମେରିକାର ହିନ୍ଦୁରେ ଭାରତରେ ହିନ୍ଦୁ ମଧ୍ୟରେ ମିଶାଇ ଦେଉଛ, ଆମେରିକା ର ହିନ୍ଦୁ ହେଉଛି ବିଦେଶ ଧର୍ମ
@educationchannel481
@educationchannel481 Күн бұрын
ରଥରେ କୃଷ୍ଣଙ୍କୁ ବସାଇ ବୁଳାନ୍ତୁ ।
@Amiya2510
@Amiya2510 Күн бұрын
Bidhhi nishedh ra Ulghna kari ki Tma ku sara biswas re prachar kariba darkar nhi 1st nija bharat desha re hin hindu mana nku ekathi kariba pai lagi pada. Au hna bidesh govt free time re amara Ratha yatra habani sastra anusaare haba 🙏🚩 JAY JAGANNATH
@LokanathMotivation
@LokanathMotivation Күн бұрын
Jay Jagannath 🙏
@educationchannel481
@educationchannel481 Күн бұрын
Iskcon ମନେ ନୁହେଁ ଜଗନାଥଙ୍କ ରଥଯାତ୍ରା କରିବା । ରଥରେ କୃଷ୍ଣ ଙ୍କୁ ବସାଇ ଯାତ୍ରା କରୁ ନାହାନ୍ତି କଣ ପାଇଁ ।? Iskcon maane kan
@AJAYAKUMARBEHERA-h9k
@AJAYAKUMARBEHERA-h9k Күн бұрын
ଅବାନ୍ତର ଯୁକ୍ତି କରନ୍ତୁ ନାହିଁ ଆଜ୍ଞା...... ତା ମାନେ ଆପଣ ଚାହୁଁଛନ୍ତି ଅଦିନିଆ ଯାତ୍ରା ହେଇ ଜଗନ୍ନାଥ ସଂସ୍କୃତି ମାଟିରେ ମିଶୁ.... ଏୟା ତ.....
@sudarshanjena839
@sudarshanjena839 Күн бұрын
ଆପଣ ଯାହା କହିଲେ ଠିକ୍ କହିଲେ କିନ୍ତୁ ରଥ ଯାତ୍ରା ନକରି ଅନ୍ୟ କୌଣସି ବାଟ ଆପଣାଇବା କଥା l ରଥ ଯାତ୍ରାକରି ତମେ ଆମ ଧର୍ମର ଅପମାନ କରୁଚ
@sanghamitranayak7311
@sanghamitranayak7311 Күн бұрын
Harekrishna prabhu bahut sundar katha kahile. Horibol
@sanghamitranayak7311
@sanghamitranayak7311 Күн бұрын
Aha ratha jatra nuhen jagannath Santana dharma prachar iskcon karuchi jagannath nku sankirtan re nei.
@sibanathsabar5419
@sibanathsabar5419 Күн бұрын
Wrong sir
@SanjayKumarmahapatra-t9g
@SanjayKumarmahapatra-t9g Күн бұрын
Ta man Kara sabu business
@SureshNayak-ic1jo
@SureshNayak-ic1jo Күн бұрын
You are cursed by Roop Goswami. Your prabhupada is duplicate PRABHUPADA asal prabhupada is Srila BHAKTI SIDDHANT SARASWATI PRABHUPADA
@soubhagyalaxminayak7637
@soubhagyalaxminayak7637 Күн бұрын
Hare krishna prabhuji 🙏
Friends make memories together part 2  | Trà Đặng #short #bestfriend #bff #tiktok
00:18
Человек паук уже не тот
00:32
Miracle
Рет қаралды 3,6 МЛН
CAN YOU DO THIS ?
00:23
STORROR
Рет қаралды 48 МЛН
Bhagirathi jhua bhaigis // Mr Gulua Comedy // Odia comedy
36:05
Mr. GULUA Comedy
Рет қаралды 1,4 МЛН
Jibana Do Chhakire Ashara Alok Ep 384  07 OCT 2023
44:01
OTV
Рет қаралды 1,3 МЛН
Jibana Do Chhakire Ashara Alok Ep 419   29 JUNE 2024
43:29
Jibana Do Chhakire Ashara Alok Ep 421   20 JULY 2024
43:23
Jibana Do Chaki re Ashara Alok Ep 82 - 28 Oct 2017
45:53
Pipi Rabbit Learns to Wait His Turn | Good Manners for Kids #shorts
0:25
Sheriff Labrador - Kids Cartoon
Рет қаралды 34 МЛН
🤯НЕОЖИДАННЫЙ ПОВОРОТ
0:18
Бутылочка
Рет қаралды 4,4 МЛН
Он Отлично Справляется ❤️
0:18
Глеб Рандалайнен
Рет қаралды 8 МЛН
behind the scene APT APT
0:11
ipan
Рет қаралды 7 МЛН