Рет қаралды 33,616
ଦିଲ୍ଲୀ ନିର୍ବାଚନ ପୂର୍ବରୁ ବିଜେପି ପାଇଁ ବିଜୟର ବଡ଼ ସଙ୍କେତ । ଆମ ଆଦମୀ ପାର୍ଟି ଛାଡିଲେ 8 ବିଧାୟକ, ଯୋଗଦେଲେ ବିଜେପିରେ । ମୋଦିଙ୍କୁ ଭରସା କରି ବୈଜୟନ୍ତଙ୍କ ନେତୃତ୍ବରେ ବିଜେପିରେ ମିଶିଲେ । ଭୋଟକୁ ଆଉ 4 ଦିନ ଥିବା ବେଳେ ବିଜେପିରେ ମିଶିଲେ ଆପର 8 ବିଧାୟକ । ବିଜେପିରେ ମିଶିଲେ ଆଉ କେଜରିଓ୍ବାଲଙ୍କ ପୋଲ ଖୋଲିଲେ ।
ଜୟଙ୍କ ଗୋଟିଚାଳନା, ଆସାମ ପରେ ଏବେ ଦିଲ୍ଲୀରେ ସରକାର! | BJP's Baijayant Jay Panda | Delhi Election 2025 | Odisha Reporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #BJP #APP #DelhiElection2025 #BaijayantJayPanda #PM #NarendraModi