ଜଣାପଡିଲା ଚୀନ ଦେଶର ମହିଳା କାହିଁକି ଶ୍ରୀମନ୍ଦିର ଭିତରେ ପଶିଥିଲେ ! ରାଗିଗଲେ ମହିଳା କହିଲେ ...

  Рет қаралды 529,096

Odisha Bhaskar

Odisha Bhaskar

Күн бұрын

Пікірлер: 499
@DesiDeepakVlogs
@DesiDeepakVlogs 13 күн бұрын
ଏଇଟା ମୋତେ କିଛି ଭଲ ଲାଗିଲା ନାହିଁ 😢 କାହିଁକି ନା ଭଗବାନ୍ ପାଇଁ ମଣିଷ ସବୁ ସମାନ
@sanjayanaik-n9s
@sanjayanaik-n9s 13 күн бұрын
ଆମେ ସିନା ସମାନ ଭାବୁଛୁ ମୁସଲିମ ଖ୍ରୀଷ୍ଟିୟାନ କଣ ଭାବୁଛନ୍ତି କି ,କେତେ ସଂମାନ ଦେଉଛନ୍ତି ଆପଣ ଅନ୍ୟ ଦେଶର ଖବର ଦେଖୁଥିବେ
@VikrodharVlogs
@VikrodharVlogs 12 күн бұрын
​@@sanjayanaik-n9sAau Security issue bhi achhi,Pakistan aau Chaina saha jemiti relation achhi
@SunitaJani-qz6pc
@SunitaJani-qz6pc 12 күн бұрын
Saman thile hindu nko desha re hindu hi emiti no thante! Saman thile ete thoro akraman hei no thanta.. bhavishya malika sunu thile jani thanto.. jagannath nko avtar shree Krishn au tanko power ra misuse pain sabu bele akraman hou thila! Nohele bhabo main pratima ku no bhangi mondir hi kahin bhangu thile?! Kahin ki na pratima ku nei ta bhitare thiba parambrahm ku a kali purush Mane misuse Kariba ku chahun chanti! Seithi pain non Hindus nko jiba mona! Thik kaba bholi kouthi hindu jae Puja kale bhagwan shiv jagrut hei jibe..but Sethi kebala bhagwan kalki avatar hi jae Puja karibe..
@Subhashree0987
@Subhashree0987 12 күн бұрын
Right 👍🏻
@devilsworld4724
@devilsworld4724 10 күн бұрын
Right
@aditya_6005
@aditya_6005 14 күн бұрын
🙏🙏🙏ସେହି ନାରୀକୁ ସସଂମାନେ ବିଦାୟ ଦେବା ଉଚିତ...କାହିଁକି ନା ତାକୁ କଳା ଠାକୁର ତାଙ୍କ ପାଖକୁ ଟାଣି ଆଣିଛନ୍ତି 👍👍ଭକ୍ତି ରେ ହିଁ ଭଗବାନ
@JagabandhuPatro-eg2oe
@JagabandhuPatro-eg2oe 13 күн бұрын
PURI TEMPLE ARE ALLOWED IN HINDU..... NOT 🚫🚫 ALLOWED IN CHINA
@rabindrakumarmohanty9415
@rabindrakumarmohanty9415 13 күн бұрын
@@aditya_6005 କଥାଟା ଠିକ୍ ହେଲେ ମନକୁ ପାଉନାହିଁ, ଭକ୍ତ ସାଲବେଗ ମନ୍ଦିର ଭିତର କୁ ଯିବାକୁ ଚା଼ହି ନ ଥିଲେ ଭକ୍ତ ପାଇଁ ମହାପ୍ରଭୁ ନନ୍ଦିଘୋଷ ଅଟକାଇ ଦେଇଥିଲେ। ସେଇଥି ପାଇଁ ତ ଜଗନ୍ନାଥ ପାପି ତାପି ମୁଢ ଅଜ୍ଞାନି ମାନଙ୍କୁ ଦର୍ଶନ ଦେଵା ପାଇଁ ବର୍ଷ ରେ ଥରେ ଓହ୍ଲାଇ ଆସନ୍ତି ଵଡ ଦାଣ୍ଡ କୁ ଏମାନେ ପରମ ବ୍ରହ୍ମ ଙ୍କୁ ଦର୍ଶନ କରି ମୁକ୍ତିଲାଭ କରନ୍ତି। ଚାଇନା ର ଭ୍ରମଣ କାରି ମହିଳା ଜଣକ ଭକ୍ତିରେ ନୁହେଁ ଖୁସି ରେ ମନ୍ଦିର ଵୁଲି ଦେଖିବାକୁ ଚାହୁଁଥିଲେ ମନ୍ଦିର ର ପରମ୍ପରା ଵିଷୟ ରେ ଵୁଝାଇ ଦେଲା ପରେ ଵୁଝିଗଲେ ଏଥିରେ ଅସୁବିଧା କୋଉଠି ରହିଲା।ଜୟ ଜଗନ୍ନାଥ।
@Shibu-mj503
@Shibu-mj503 13 күн бұрын
❤❤❤❤
@aditya_6005
@aditya_6005 13 күн бұрын
@@JagabandhuPatro-eg2oe I Know baby
@ddsspblogddsspblog923
@ddsspblogddsspblog923 12 күн бұрын
Moniso ponia nahi . Enu Hindu ro VOGOBAN proti premo nahi , Khali hinsa re jolu thibaru MONISO ku chinhi parile nahi . Kebe hele JAGARNNATH kahaku ono dekha koronti nahi .
@DambarudharJani-f4c
@DambarudharJani-f4c 14 күн бұрын
ଭଗବାନ ପାଇଁ ଭକ୍ତଙ୍କ ଅଧିକାର ଅଛି
@sainathmandangi6911
@sainathmandangi6911 14 күн бұрын
Hnn
@A.NOfficial_628
@A.NOfficial_628 14 күн бұрын
Right 👍
@SunilkumarNayak-ky3df
@SunilkumarNayak-ky3df 14 күн бұрын
Right
@aurobindaswain7490
@aurobindaswain7490 14 күн бұрын
ଏକ ଦମ ଠିକ କଥା.. କିନ୍ତୁ.. ଭାଇ ଏପରି ହେଲେ ତ ସଵୁ ଧର୍ମ ଲୋକ.. ଏପରି ମନ ଇଛା ଭିତରେ ଆସିବେ.. ଆଉ... କିଛି ସ୍ପେସିଆଲ ଧର୍ମ ଲୋକ ଙ୍କ କଥା ଜାଣିଛ... ସେମାନେ... କିଛି ବି କରି ପାରନ୍ତି ମନ୍ଦିର ଭିତରେ.. ଆଉ ଆମ ଜଗନ୍ନାଥ ଙ୍କ ମନ୍ଦିର ଇତିହାସ.. ତ ଜାଣିଛ... କିପରି.. ବହୁତ ଅସୁବିଧା ର ସମ୍ମୁଖୀନ ହୋଇକି ଆଜି.. ଭଗବାନ ଙ୍କ ମୂର୍ତ୍ତି ଅଛି..
@pashupati55
@pashupati55 13 күн бұрын
କୋଉ ବାଳ ଭକ୍ତ ଯିଏ କୁକୁର ବିଲେଇ ଗୋରୁ ଗାଈ ସବୁ ଖାଇ ଯାଉଛନ୍ତି ସେ ଭକ୍ତ। ସେମିତିକା ଭକ୍ତ ଙ୍କୁ ଦୁରୁ ଜୁହାର
@aditya_6005
@aditya_6005 14 күн бұрын
ପଞ୍ଚମ ଦୁଆର ଖୋଲିଦେ କାଳିଆ ବଡ଼ ଦେଉଳ କୁ ତୋର... ଦୁଃଖ ନାଶନ ତୁ ସେ ଦୁଆର ହେଉ କେବଳ ଦୁଃଖିଙ୍କ ଦ୍ୱାର 🙏🙏🙏
@rdsgk9470
@rdsgk9470 13 күн бұрын
କେତେ ଆଶା କରି ଚିନ ଦେଶରୁ କାଳିଆ କୁ ଦର୍ଶନ କରିବା ପାଇଁ ଆସିଥିଲା କିନ୍ତୁ ଆମ ଓଡ଼ିଶାର ଲୋକ ତାଙ୍କ ଆଶା କୁ ଭାଙ୍ଗି ଦେଲେ । ସମସ୍ତେ କହନ୍ତି ଜଗତର ନାଥ ଜଗନ୍ନାଥ କିନ୍ତୁ ଓଡ଼ିଶାର ଲୋକ କହନ୍ତି କେବଳ ହିନ୍ଦୁ ମାନଙ୍କର ନାଥ ଜଗନ୍ନାଥ 😢😢😢। ଆମ ମହାପ୍ରଭୁ ତୋ କେବେ କହିଥିଲା କି ମୋ ପାଖକୁ କେବଳ ହିନ୍ଦୁ ମାନେ ଆସିବେ । ଜଗତର ନାଥ ମାନେ ହେଲା ସାରା ବ୍ରହ୍ମାଣ୍ଡ ର ନାଥ । ଜୟ ଜଗନ୍ନାଥ 🙏🙏🙏 ଜୟ ଜଗନ୍ନାଥ 🙏🙏🙏 ଜୟ ଜଗନ୍ନାଥ🙏🙏🙏
@Subhashree0987
@Subhashree0987 12 күн бұрын
Jay jagannath 🙏🏻
@DHARANIDHARMUNDA-wy6mo
@DHARANIDHARMUNDA-wy6mo 8 күн бұрын
ହଁ କାଳିଆ ଠାକୁର୍ କହିଛନ୍ତି କେବଳ ମଣିଷ ହିଁ ମୋ ପାଖକୁ ଆସିବେ । କଳା ପାହାଡ଼, ପଠାଣ ଓ ଅନ୍ୟ ବିଦେଶୀ ନୁହଁ । ବିଦେଶୀଙ୍କ ସଂସ୍କାରର ଅଭାବ ଥିବାରୁ ସେମାନେ ମନ୍ଦିର ସହିତ ଯୋଡ଼ି ହୋଇ ପାରୁ ନାହାଁନ୍ତି । ତେଣୁ କଳା ଠାକୁର୍ ନିମ୍ବ ଗଛ ରୂପେ ସାରା ପୃଥିବୀରେ ସେମାନଙ୍କୁ ଦେଖା ଦେବା ପାଇଁ ପ୍ରସ୍ତୁତ ହୋଇ ରହି ଅଛନ୍ତି । ଜୟ ଜଗନ୍ନାଥ ଜୟ ପ୍ରକୃତି
@nilendrisahoovlogs312
@nilendrisahoovlogs312 3 күн бұрын
Ratha Yatra re asantu🙏🙏
@Babula-y7z
@Babula-y7z 14 күн бұрын
ଆରେ ଶଳା ମଣିଷ ମଣିଷ ଭେଦ ଭାବ କଣ
@AbhiKumar-do3rr
@AbhiKumar-do3rr 13 күн бұрын
Tahele Terr o ist wala bhi manisha tahele tanku kaen maruchanti birodha karuna 🤡 Bara bula babula kn janiba 🤡🤣
@SunitaJani-qz6pc
@SunitaJani-qz6pc 11 күн бұрын
@@Babula-y7z Jone lady nku asaman hela kintu mandiro re bahar Loko no gole hi bhala! Jagata ra srusti karta nko power achhi semiti 19-15 jono bhitare jae bomb lagei dei dhamak dei parambrahm nku nei gale tome banchei paribo to? Shree jagannath nku? Seita Khali pratima nuha tanko bhitare parambrahm achanti amo haatore rahila ame tanku protect kemiti karibu..Sethi pain history Khali sunoni bujho..!
@nilendrisahoovlogs312
@nilendrisahoovlogs312 3 күн бұрын
Tame ghare bumb blast hele janiba veda bhaba kan 😂😂😂😂
@Babula-y7z
@Babula-y7z 3 күн бұрын
@nilendrisahoovlogs312 chhodiba tame sabu
@nilendrisahoovlogs312
@nilendrisahoovlogs312 3 күн бұрын
@@Babula-y7z han re bhaii Tama ghara katha kahile lagigala...au ama jagannath nka ghare pasi Muslim Christian bumb pakeile tamara kichhi jaee ase nahi ...only hindu hi emiti karibeni...nahale kahaku believe Kari paribani...ok
@pashupati55
@pashupati55 13 күн бұрын
ଲୋକ ମାନେ ବୁଝି ପାରୁନାହାନ୍ତି ଜେ କଣ ପାଇଁ ବାହାର ଲୋକ ମନ୍ଦିର ଭିତରକୁ ଯିବେ ନାହିଁ କାରଣ ଯୋଉ ଲୋକ କୁକୁର ବିଲେଇ ଗାଈ ଗୋରୁ ମାଂସ ଖାଉଛି ସେ ମନ୍ଦିର ଭିତରକୁ କେମିତି ଯିବ। ମୋ ମତ ରେ ତ ଆମିଷ ଖାଉଥିବା ଲୋକ ବି ମନ୍ଦିର ଭିତରକୁ ପ୍ରବେଶ କରିବା କଥା ନୁହେଁ।
@SanatanchattarChattar
@SanatanchattarChattar 11 күн бұрын
ଟଙ୍କା,ପଇସା ଯଦି ଲକ୍ଷେ ଦାନ ଦେଇଥିଲେ ସଙ୍ଗେ ସଙ୍ଗେ ପଣ୍ଡା ମାନେ ନେଇ ଥାନ୍ତେ । ବିଦେଶୀ ଶ୍ରଦ୍ଧାଳୁଙ୍କ ଦାନ ଦକ୍ଷିଣା ମଧ୍ୟ ବାରଣ କରାଯାଉ ।
@mahaveerartsodia
@mahaveerartsodia 8 күн бұрын
Panda ta nkara daribaku bhari bhala laguchi nai panda kai neba panda hni ta ai niyam karichnti au ithaasa re kate thara athi pai nija jibana daichnti hela se sabu katha kia jaunuchi khali panda khai galea naigala ta hni dekha jauchi ate security thai ki gote bahara loka kamite barricade bhitaraku asiparila ta manea jou security guard police achnti tahu bhala lancha naiki taku chadichnti saita kahi janiparuna oohoo sia nuchiki nauchnti au panda hata patiki magiki nahuchnti sathi pai sabu dosha panda nkara au sabu bhala
@indos8936
@indos8936 7 күн бұрын
କେବେ ନୁହେଁ। Switzerland ର ଜଣେ ମହିଳା ଆଜି ପର୍ଯ୍ୟନ୍ତ ଶ୍ରୀ ମନ୍ଦିର କୁ ସବୁଠୁ ବେଶୀ ୧୦୦ କୋଟି ଟଙ୍କା ଦାନ କରିଛନ୍ତି। ତାଙ୍କୁ ବି ଶ୍ରୀ ମନ୍ଦିରକୁ allowed କରି ନଥିଲେ।
@StrangerIm
@StrangerIm 5 күн бұрын
Correct
@Rolex12162
@Rolex12162 14 күн бұрын
ଭଗବାନ ଉପରେ ସବୁ ଭକ୍ତ ମାନଙ୍କର ଅଧିକାର ଅଛି ସିଏ ହିନ୍ଦୁ ହେଉ ଅଥବା ମୁସଲିମ କାଳିଆ ତ ସମସ୍ତଙ୍କର ପ୍ରଭୁ ,ପ୍ରଶାସନ ବହୁତ୍ ବଡ଼ ଭୁଲ କଲା ଗୋଟେ ଭକ୍ତ କୁ ତାର ଭଗବାନ ପାଖରୁ ଛଡେଇ ନେଇ ।
@dreamrecords9465
@dreamrecords9465 14 күн бұрын
Bhai e hauchi bada deula kou meusiom nuha
@Rolex12162
@Rolex12162 14 күн бұрын
@dreamrecords9465 then what ...Bada deula re thiba Jagannath Sara duniya ra bhagaban aka hindu manankara nuha ....
@Rolex12162
@Rolex12162 14 күн бұрын
Aao India ra 10% Muslim b Sri Ram nku bhagwan buli Puja karanti....Manaba ra prathama Dharma Manabikata ,Hindu muslim ae Manusya gadhichanti
@swagatikaroutray4936
@swagatikaroutray4936 14 күн бұрын
​@@Rolex12162give this so called secular gyan to your Abrahamic brothers then lecture others
@Rolex12162
@Rolex12162 14 күн бұрын
Did you understand that Hindu and Muslim are the creation of Jagannath???
@mrchintukumar4869
@mrchintukumar4869 13 күн бұрын
ଦୁଃଖ ଲାଗୁଛି ଭିଡିଓ ଦେଖି 😢
@djrabimbjstyle
@djrabimbjstyle 14 күн бұрын
ମୁଁ ଛୋଟ ବେଳୁ ଶୁଣି ଆସିଥିଲି କଲିକତା ରେ ରାତି ନାହିଁ ପୁରୀ ରେ ଜାତି ଭେଦ ଭାବ ନାହିଁ ଏ ସୋବୁ କଣ ମିଛ
@golmal420-l2v
@golmal420-l2v 14 күн бұрын
ସବୁ ବ୍ରାହ୍ମଣବାଦ
@DiptiranjanBehera-bo3ho
@DiptiranjanBehera-bo3ho 14 күн бұрын
ପୁରୀ ରେ ଜାତି ଭେଦ ନାହିଁ. ଖାଲି ଧର୍ମ ଭେଦ ଅଛି. ଖାଲି ହିନ୍ଦୁ ଲୋକ ଯାଇ ପାରିବେ
@situ682
@situ682 14 күн бұрын
ସେତେବଳେ ତ ସବୁ ଧର୍ମ ର ଲୋକ ମାନେ ଦେଖିପାରିବେ ସେତେବେଳ ଆସନ୍ତୁ ଦେଖିବେ ପ୍ରଭୁ ଜଗନ୍ନାଥ 🙏🛕🛕
@strikersoccer9535
@strikersoccer9535 14 күн бұрын
Kolkata re rati achi👍👍
@AbhiKumar-do3rr
@AbhiKumar-do3rr 13 күн бұрын
Kebe Patitabanana Jagannatha nka bisayare janicha ? Chota belu bodhe kie kahi nahanti
@bijaypingua9571
@bijaypingua9571 14 күн бұрын
ଏବେ ଜଣା ପଡିଲା ଜଗନ୍ନାଥ କେବଳ ହିନ୍ଦୁ ଲୋକଙ୍କ ପାଇଁ। 😢😢
@souramusic
@souramusic 14 күн бұрын
Jai Christian Jesus all people accept So keep to come Jesus heart
@susantathinkanythink1807
@susantathinkanythink1807 14 күн бұрын
​@@souramusicalcoholic jisu..s😅😅
@daku7689
@daku7689 14 күн бұрын
ଚାଲ ଭାଗ ବେଧ​ ପିଲା@@souramusic
@AbhiKumar-do3rr
@AbhiKumar-do3rr 13 күн бұрын
​@@souramusicAaahhh Pin me hard 😂
@nilendrisahoovlogs312
@nilendrisahoovlogs312 3 күн бұрын
Yes so what 😂...go macca madina
@Brainiac-q9f
@Brainiac-q9f 14 күн бұрын
କେବଳ ହିନ୍ଦୁ ଧର୍ମ କୁ ଛାଡିଦେଲେ ସବୁ ଦେବତା ଆଗରେ ଦର୍ଶନ ପାଇଁ ଯାଇ ପାରିବେ ଲୋକ। gajab ବିଶ୍ବାସ ଲୋକଙ୍କର।
@debendrakumaracharya4581
@debendrakumaracharya4581 13 күн бұрын
ମକ୍କା ମଦୀନା କୁ ଅଣ ମୁସଲମାନମାନେ ଯାଇ ପାରିବେ କି?କିଛି ନ ଜାଣି ଭୂଷ୍ ପଣ୍ଡିତ ଭଳିଆ comment କରନ୍ତୁନି।
@AbhiKumar-do3rr
@AbhiKumar-do3rr 13 күн бұрын
Mecca bhitaru Omm ra locket pindhiki jaiki gote photo send karilu
@abhishekpradhan4878
@abhishekpradhan4878 13 күн бұрын
Bro you need to know the history of jagarnath dham
@umakantaroul3191
@umakantaroul3191 13 күн бұрын
Asiba ta pare tirupati Vali beef miseiba
@sarbebhabantusukhinahah
@sarbebhabantusukhinahah 13 күн бұрын
Tu murkha ta 😂
@Balaram-sahu_969
@Balaram-sahu_969 14 күн бұрын
ବୋଧହୁଏ ସେହି ମହିଳା ଜଣକ ଜାଣି ନଥିବାରୁ ମନ୍ଦିର ଭିତରକୁ ପ୍ରବେଶ କରିଥିବେ। କିନ୍ତୁ ତାଙ୍କୁ ଏପରି ଟାଣି ଟାଣି ମନ୍ଦିର ବାହାରକୁ ଆଣିବାଟୀ‌ କିଛି ବି ଠିକ୍ ହେଲା ନାହିଁ।ଯଦି ଏମିତି କରାଯିବ ତାହାହେଲେ ଭାରତ ସମସ୍ତ ଦେଶ ନିକଟରେ ଛୋଟ ହୋଇଯିବ।😢
@AbhiKumar-do3rr
@AbhiKumar-do3rr 13 күн бұрын
Bada bada ki ni lekha haechi Only Orthodox Hindu are allowed. Next time deula gale dekhiba
@Balaram-sahu_969
@Balaram-sahu_969 13 күн бұрын
ବୋଧହୁଏ ସେହି‌ ଲେଖା‌ ପ୍ରତି ତାଙ୍କର ଧ୍ୟାନ ନ ଥାଇ ପାରେ।​@@AbhiKumar-do3rr
@jasminmayapandab3496
@jasminmayapandab3496 14 күн бұрын
ଏହା ସମ୍ପୂର୍ଣ୍ଣ ଭାବରେ ଭୁଲ୍। ଯଦି ବାହାର ଦେଶର ଲୋକ ଜଗା ଦର୍ଶନ କରିବାକୁ ଆସୁଛନ୍ତି ତାଙ୍କୁ ଦର୍ଶନ କରିବାର ସୁଯୋଗ ଦିଆଯାଉ। ସେ ହିନ୍ଦୁ ହୁଅନ୍ତୁ କି ମୁସଲିମ। ଓଡ଼ିଶା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ଭଲସେ ତନଖି ଦର୍ଶନ କରିବାରସୁଯୋଗ ଦିଅନ୍ତୁ
@dailylifestyle420
@dailylifestyle420 14 күн бұрын
ସେମାନେ ଗୋ ମାଂସ ଖାଉଛନ୍ତି ଏହା ଆମ ହିନ୍ଦୁ ବିରୋଧ କାମ , ସେଥିପାଇଁ ତାଙ୍କୁ ମନ୍ଦିର ଭିତରେ ପ୍ରବେଶ ମନା / only ରଥ ସମୟ ରେ ମହାପ୍ରଭୁ ଙ୍କୁ ସମସ୍ତେ ଦେଖି ପାରିବେ ବାହାରେ
@jasminmayapandab3496
@jasminmayapandab3496 14 күн бұрын
@dailylifestyle420 ଆଛା ଆପଣଙ୍କ କଥା ପାଇଁ ମୁ ଗୋଟେ କହୁଛି ଟିକେ ମନଦେଇ ଶୁଣନ୍ତୁ। ପୁରାଣ ପୋଥିରେ ଲେଖା ଅଛି କର୍ମ ଘେନି ଫଳ। ହିନ୍ଦୁ ଧର୍ମରେ ଲେଖା ଅଛି ଗୋ ମାତା। ଗୋମାତାଙ୍କ ଦେହେ ୩୩କୋଟି ଦେବା ଦେବୀଙ୍କ ବାସ। ହେଲେ ଏ ତ ଲେଖା ଅଛି ସକଳ ଘଟେ ନାରାୟଣ। ସବୁ ପଶୁ ପକ୍ଷୀଙ୍କ ଦେହେ ବି ନାରାୟଣ। ଜୀବ ହତ୍ୟା ମହାପାପ। ତେବେ ଆପଣ କୁହନ୍ତୁ ଶ୍ରୀମନ୍ଦିର କୁ ଯେଉମାନେ ଛେଳି କୁକୁଡ଼ା କଙ୍କଡା ବହୁ ପ୍ରକାର ଯିବଜନ୍ତୁଙ୍କୁ ଖାଇ ଯାଉଛନ୍ତି ତାହା କେତେଦୂର ଠିକ୍।
@AbhiKumar-do3rr
@AbhiKumar-do3rr 13 күн бұрын
Patitabanana Jagannatha aniki basichanti kie sujag dauni ? Khali Mandira bhitaru ku gale bhakti badhe ? Puri ta swayam Jagannath thu abhirna ta mandira na gale bhi saman.
@Alio_Razz
@Alio_Razz 11 күн бұрын
You are right bro ✔​@@jasminmayapandab3496
@TulsiMeher-ut2vn
@TulsiMeher-ut2vn 9 күн бұрын
​​Sabu najar Khali ama devi devtanku kahi pokucha Bhai amiti kahiki hou6a heba katha nuha toh mu gotia question pacharuchi Uttar dia Muslim mane Kahi ki tanka macca Madina re gher Muslim ku entry karanti ni kahi pariba ki toh ame Kahi mandir Ra rule joutha achi taku follow karibaribaa ni. Manuchi ama Jagannath jagat k nath hai isiliye toh gher hinduyo ko darshan dene k Liye ek din Shri mandir k Bahar ate hai rathaytra nikalti hai Au Bhakta salabhega jia ki Abe time r manushya mankar tu b bahut Bada Bhakta thile thaknu shrii mandir re dharsan milina TILA Bali nije ama jaga kalia shanth tanku darshan deba Pai rathaytra time re tanka math pakare atkigale jete bela parjyanth Bhakta salabhega na asichanti. Joutha rule seitha maniba katha. Gotia Maryada hota hai Bhai Sabu jinish ku Kai khelanaa bhabi nouchanti Bada educated heba band Kara manichi Au mote b dukh lguchi ki gotia Bhaktanku jaga r darshan miliparilani Shri mandir rule Pai Baki yah ama sah b ghati tahthaa ame tahkar jagare thahnthu bele...Jaga Karan see brudh mahilanku kushi re rakhithan ....Jay Jagannath ​@@jasminmayapandab3496Au Hela Sabu meat chicken etc ru Amar dharmh nasta hua ni parantu pashu pakhi re b bgwn Basha karanti khaiba katha nuaha parantu khai douchanti but Cow meat Ra katha kahiba bele cow Hela ama mata shadrusa au tar milk ,mutra se aram Kari tar gover Madhya ama Pai amrutaa tulya au gover ku ek anguti me se b torch kaar k muh re dele Amar pap khaya hoi jaye kuha jaye purano me toh setipaai Ama r Dharm Vrasta hua Goumansa ru sethi Pai sehi brudha mahilaa ku au gher hinduyo ko shri mandir me entry nehi karate....Gousebha au manba Deba amaar dharmh re atulya
@SUMANTARANA-jy7rs
@SUMANTARANA-jy7rs 14 күн бұрын
ଏହା ଓଡ଼ିଶା ପାଇଁ ଗୋଟିଏ ଲଜ୍ଜା କର ବିଷୟ ସମସ୍ତଙ୍କର ଅଧିକାର ଅଛି ଭାଗବାନଙ୍କୁ ଦର୍ଶନ କରିବା ତେବେ କାହିଁକି ଅଧିକାର ଦେଉ ନାହାନ୍ତି
@rabindrakumarmohanty9415
@rabindrakumarmohanty9415 13 күн бұрын
@@SUMANTARANA-jy7rs ଜଗନ୍ନାଥ ସଂସ୍କୃତି ବିଷୟରେ ଜଣାନାହିଁ ତେଣୁ ବିବାଦୀୟ ଵୟାନ ଵାଜି କରନ୍ତୁ ନାହିଁ।
@Mamuni256
@Mamuni256 14 күн бұрын
ଜୟ ଜଗନ୍ନାଥ ସ୍ୱାମି ନୟନ ପଥ ଗାମୀ ଭବତୁମେ
@subhendupraharaj5653
@subhendupraharaj5653 14 күн бұрын
ଜଣେ ନିଜ ଧର୍ମ , ଭଗଵାନ ଙ୍କ ପ୍ରତି ଶ୍ରଦ୍ଧା ମନୋଭାବ ଦେଖଉଛନ୍ତି ତୋ କଣ ଏମିତି ସମ୍ମାନ ଜଣେଇବେ। ଆଉ ଗୋଟେ କଥା ଅତିଥି ଦେବୋ ଭଵଃ ଏଇଟା ଖାଲି ନାଁ କୁ। ଶ୍ରଦ୍ଧାଳୁ ଙ୍କୁ ଏପରି କରିବା ଠିକ୍ ନୁହଁ । ଏଇଟା ଆମ ପାଇଁ ଏକ ଖରାପ ନାଁ ସୃଷ୍ଟି କରିବ ।
@deepakjagadev3087
@deepakjagadev3087 13 күн бұрын
ଅନ୍ୟ ଧର୍ମା ବି ଲମ୍ବୀ ମାନେ ବାହାରୁ ପତିତପାବନ ଙ୍କୁ ଦର୍ଶନ କରି ମହାପ୍ରଭୁ ଜଗନ୍ନାଥଙ୍କ କୃପା ଲାଭ କରି ପାରିବେ। ବିଦେଶୀ ମହିଳା ଙ୍କୁ ସମସ୍ତ ପ୍ରକାର ବ୍ୟବସ୍ଥା ବିଷୟ ରେ ଅବଗତ କରାଇବା ପରେ ସେ ନିଜେ ବୁଝି ପାରିଲା ପରେ ସରି କହିଲେ ।
@subhendupraharaj5653
@subhendupraharaj5653 13 күн бұрын
@deepakjagadev3087 kintu seita tanka pain sabubele pain horrible experience rahiba jebe v kie Mane pakeiba Puri Jagannath toh se incident ku Mane pakeibe
@rabindrakumarmohanty9415
@rabindrakumarmohanty9415 14 күн бұрын
ଅଣ ହିନ୍ଦୁ ମାନେ ଶ୍ରୀ ମନ୍ଦିର ଭିତରକୁ ପ୍ରଵେଶ ମନା ମନ୍ଦିର ପରମ୍ପରା କୁ କୋୖଣସି ମତେ ଭାଙ୍ଗିବା କୁ ଦିଆଯିବ ନାହିଁ।କେଵଳ,ଶିଖ୍ ବୋୖଦ୍ଧ ଓ ଜୈନ ମାନେ ଶ୍ରୀ ମନ୍ଦିର କୁ ପ୍ରଵେଶ କରି ପାରିଵେ।
@Brainiac-q9f
@Brainiac-q9f 14 күн бұрын
Oh bhogaban khali emanankara
@rabindrakumarmohanty9415
@rabindrakumarmohanty9415 14 күн бұрын
@Brainiac-q9f no entey to Madina other religious people's except Muslim please define the reason why so restrictions for others.
@prema9579
@prema9579 14 күн бұрын
Sethipai tho hindu dharma down heuchi au aloga dharma spread heuchi
@swagatikaroutray4936
@swagatikaroutray4936 14 күн бұрын
​@@prema9579hindu dharam down heuchi Khali tame Pari pseudo secular kana pein . Tama pari loka Khali gyan hindu manaku deba ase kintu jetebele Abrahamic cult wala ki deba pein khaibaku kuha jaye thale patire dahi jami jaye . Secularism Khali desh re acchi jetebele parjyanta hindu majority re thibe aou jetebele kamiba start heba sete dekhiba kete secularism rahuchi . Ex - Bangladesh, Pakistan , Afghanistan kete hindu achanti, kintu Tama pari loka mane kejani kebe bujhibe
@daku7689
@daku7689 14 күн бұрын
​@@prema9579ତୁ ଯା ଯୋ ଧର୍ମ bhla ଲାଗୁଚି ସେ ଧର୍ମ ନେ ଏଥି ଜ୍ଞାନ ଦେ ନା।ନହେଲେ ଏକ ନେଡା ଦେବି ଆଣ୍ଠେଇ ପଡିବୁ
@sradhanjalimandal3055
@sradhanjalimandal3055 11 күн бұрын
ଦେଖ ମୋର ଅଲଗା ଜାତି ଭାଇକି ଭଉଣୀଙ୍କୁ କହୁଛି କିଏ ଯଦି ଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଉଛନ୍ତି ତା ହେଲେ ଯାଆନ୍ତୁ ନାହିଁ । ଏହି ମାନେ ତ ଦେବତାଙ୍କ ସାମ୍ନାରେ ସମସ୍ତେ ସମାନ ବୋଲି ଜାଣି ନାହାନ୍ତି,
@D.Boy14
@D.Boy14 13 күн бұрын
ସବୁ ଚରଯାକ ଅଛନ୍ତି... ପୁରୀରେ... କେମିତିକା ପ୍ରଭୁଙ୍କୁ ପାଳୁଛ ମୋ
@swayamshreelifestyle3353
@swayamshreelifestyle3353 12 күн бұрын
ଜଗତର ନାଥ ଜଗନ୍ନାଥ ବୋଲି ଆମ କାଳିଆ ପ୍ରସିଦ୍ଧ ତା' ପରେ ବି କଣ ପାଇଁ ଜାତି ଧର୍ମ ଦେଖା ଯାଉଛି ସେଇଟା ପୁଣି ଆମ ଓଡ଼ିଶା ରେ କାଳିଆ ଆଗରେ ??
@gyanaranjanbehera1486
@gyanaranjanbehera1486 9 күн бұрын
Bhauni tike history check kara nije janijiba hindu sikh buddist Jainism chada au kou dharm ra loko allow nahanthi
@study2grab
@study2grab 10 күн бұрын
ମୋ ହିସାବରେ ଜାତି, ଧର୍ମ, ଲିଙ୍ଗ, ବର୍ଣ୍ଣ ଭେଦଭାବରେ ସମସ୍ତଙ୍କୁ ପ୍ରବେଶ ଅନୁମତି ଦେବା କଥା...କାରଣ ଜଗତର ନାଥ ଜଗନ୍ନାଥ ଦୟା କଲେ ହିଁ ସେ ତାଙ୍କ ଦୁଆରରେ ଆସି ପହଞ୍ଚିଛି, ଯିଏ ବି ଶତ୍ରୁ ହଉନା କାହିଁକି ସେ ତୁଚ୍ଛ ସାମାନ୍ୟ ମଣିଷ କଣ ଆମ ମହାପ୍ରଭୁଙ୍କୁ କ୍ଷତି ପହଞ୍ଚାଇ ପାରିବ ଯେ ?
@sareshdahar_2006
@sareshdahar_2006 14 күн бұрын
ଏଠି ସମସ୍ତେ ପ୍ରବେଶ କରୁଛନ୍ତି....ଏ ସିନା look ରେ ଜଣା ପଡୁଥାଏ...କେତେ ଅଣ ହିନ୍ଦୁମାନଙ୍କ ପ୍ରବେଶ ହଉଚି ତାର କିଛି ହିସାବ ନାହିଁ......
@murmu7306
@murmu7306 14 күн бұрын
Nihati
@dildarmunna6061
@dildarmunna6061 12 күн бұрын
ଏଇଟା ଆମ ଓଡ଼ିଶା ବାସୀ ଲୋକ ଙ୍କ ପ୍ରତି ଦୁଃଖ ର ବିଷୟ ପ୍ରଭୁ କାଳିଆ ସାଆନ୍ତ ସମସ୍ତଙ୍କର ଏଇଟା କରିବା ଟା ଠିକ୍ ଲାଗୁନି 😢 ଜୟ ଜଗନ୍ନାଥ ❤
@subashrout7219
@subashrout7219 13 күн бұрын
ଭଗବାନ ସମସ୍ତଙ୍କର
@SrinibasBhuyan-h4j
@SrinibasBhuyan-h4j 12 күн бұрын
ଦାୟିତ୍ଵ ଜଗନ୍ନାଥ ଙ୍କର।ଆମେ ତ ମଣିଷ ମାତ୍ର।
@Zeuleous
@Zeuleous 13 күн бұрын
ଶ୍ରୀମନ୍ଦିର କୌଣସି ଦର୍ଶନୀୟ ସ୍ଥାନ ନୁହଁ ଆମ ସନାତନ ଧର୍ମ ର ସର୍ବିଶ୍ରେଷ୍ଠ ଧର୍ମସ୍ଥଳୀ। ଚାରିଧାମ ମଧ୍ୟ ରୁ ଏକ ଧାମ। ମନ୍ଦିର ର ନୀତି ପରମ୍ପରା ଓ ନିୟମ କୁ ଉଲ୍ଲଂଘନ କର ଯିବା କଥା ନୁହ। ଯେତେ ସବୁ ଟିପ୍ପଣୀ ଦେଉଛନ୍ତି ଯେ ମନ୍ଦିର ରେ ସମସ୍ତଙ୍କର ପ୍ରବେଶ ହେବା କଥା ସେମାନେ ଟିକେ ମସଜିଦ ଚର୍ଚ୍ଚ ଉପରେ କେବେ ପ୍ରଶ୍ନ କରିଛନ୍ତି କି ?
@Lalitmrk48
@Lalitmrk48 12 күн бұрын
Thik katha kahi6anti Bhai👍
@Iwantpeace-bc1vi
@Iwantpeace-bc1vi 11 күн бұрын
ଜୟ ଜଗନ୍ନାଥ ଜୟ ଶ୍ରୀ ପତିତପାବନ 🙏🙏🙏ବିଲକୁଲ ଠିକ୍ ମୋ ମନର କଥା କହିଦେଲେ
@sumantanaik282
@sumantanaik282 11 күн бұрын
Ame Jagannath samastankara Bali kahuchi sethipai semane semiti kichibi kuhantini
@sumantanaik282
@sumantanaik282 11 күн бұрын
Sarba srestha Kan Bhai manisa manisaku chinhi paruna srestha kauthi rahila jiba manankatu srestha manisa para.
@krishnadash4569
@krishnadash4569 14 күн бұрын
ଭକ୍ତ ଫେରିଲେ ନିଶ୍ଚୟ କାଳିଆ ସାଆନ୍ତ ଙ୍କୁ ଖରାପ ଲାଗେ କିନ୍ତୁ କିଏ ପ୍ରକୃତ ଭକ୍ତ ଆଉ କିଏ ଛନ୍ଦ୍ୱ ବେଶୀ ତାହା ଜାଣିବା ଆମପାଇଁ କଠିନ ତେଣୁ ମନ୍ଦିର ର ସୁରକ୍ଷା ନିମନ୍ତେ ଏହି ସବୁ ନିୟମ ଅଛି.ଯିଏ ପ୍ରକୃତ ଭକ୍ତ ତାକୁ କାଳିଆ ଶାନ୍ତ ମନ୍ଦିର ବାହାରେ ବି ଦର୍ଶନ ଦିଏ,ତେଣୁ କରି ଭକ୍ତି ରେ କୁହ ଜୟ ଜଗନ୍ନାଥ🙏🚩🚩
@SandhyaraniDas-yb4fq
@SandhyaraniDas-yb4fq 14 күн бұрын
Hm thik katha 😢😢
@monalinsahoo9896
@monalinsahoo9896 13 күн бұрын
କଣ ଆମେ ସମ୍ପୂର୍ଣ୍ଣ ନିଶ୍ଚିତ ହୋଇ କହିପାରିବା କି କୌଣସି ହିନ୍ଦୁ କେବେ ଛଦ୍ମବେଶୀ ହୋଇପାରିବେ ନାହିଁ........ ନିୟମ ବି ସମୟ ଅନୁସାରେ upgarde ହେବା ଉଚିତ..... ଆମେ ମନ୍ଦିର ର security system କୁ ଆହୁରି strong କରିପାରିବା 😊..... checking time ରେ ଅଧିକ careful ହୋଇପାରିବା..... ଏମିତି କଲେ ତ ସମସ୍ୟା ହେବନି ନା..... ମୋ ମତ ରେ ଏହା ବିଷୟରେ ରେ ଥରେ ଅନ୍ତତଃ ଚିନ୍ତା କରିବା ଆବଶ୍ୟକ। ବାହାର ପର୍ଯ୍ୟଟକ ଙ୍କୁ ମଧ୍ୟ ଜଗନ୍ନାଥ ଙ୍କ ଦର୍ଶନ ମିଳୁ, ଏ ବିଷୟରେ ଥରେ ଚିନ୍ତା କରାଯାଉ ଏତିକି ଅନୁରୋଧ। 😊🙏🏻 ଜୟ ଜଗନ୍ନାଥ।
@situ682
@situ682 14 күн бұрын
ଜଗନ୍ନାଥ ସ୍ୱାମୀ କି ଜୟ🙏🙏ଜଗନ୍ନାଥ ସ୍ୱମୀ ନୟନ ପଥ ଗାମୀ ଭଵ ତୁମେ 🛕🛕🛕
@NSkantKumar
@NSkantKumar 14 күн бұрын
📢 "...,ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କର, ତାହାହେଲେ ତୁମ୍ଭେ ଏବଂ ତୁମ୍ଭ ସପରିବାର ପରିତ୍ରାଣ ପାଇବ।" ପ୍ରେରିତ 16:31 🔊🎉
@namitanaik3201
@namitanaik3201 14 күн бұрын
Amem
@AbhiKumar-do3rr
@AbhiKumar-do3rr 13 күн бұрын
Sethi paen Chruch re Bell na lagiki Deula ku donation kari thile 🤡🤣🤣🤣 🤣
@rabindrakumarmohanty9415
@rabindrakumarmohanty9415 13 күн бұрын
@@NSkantKumar ଭାଇ 16.31 ତୋ ପାଖରେ ରଖ ତୋ ଯୀଶୁଙ୍କୁ ମନା ନାହିଁ ଏଇଟା ଓଡିଶା ଜଗନ୍ନାଥ ଙ୍କ ଦେଶ, ଭାଟିକାନ ସିଟି ନୁହେଁ।
@rabindrakumarmohanty9415
@rabindrakumarmohanty9415 13 күн бұрын
@@namitanaik3201 ଗୋଟାଏ AIMMMM ପାର୍ଟି କଣ ଅଛି ଵୋଲି କଣ ଓଏସି କିଏ କହୁଛି ପନ୍ଦର ମିନିଟ୍ ରେ ହିନ୍ଦୁ ମାନଙ୍କୁ ମାରି ସଫା କରିଦେଵ ତୁମର ଏ amem ପୁଣି କୋଉ ପାର୍ଟି।
@Pallabita3
@Pallabita3 13 күн бұрын
ଆଜି ଯଦି କିଛି ଘଟଣା ଦୁର୍ଘଟଣା ଘଟେଇଥାଆନ୍ତା ତା'ପରେ ସବୁ କହିଥାଆନ୍ତେ ପୋଲିସ୍ ଓ ପ୍ରଶାସନ କରୁଥିଲା କଣ ଯେ ଜାଣିପାରିଲାନି ଗୋଟେ ଚିନ୍ ମହିଳା ମନ୍ଦିର ଭିତରକୁ ପାଶିଗଲା । ତେଣୁ ପୋଲିସ୍ ନିଜ duty ଠିକ୍ କରିଛନ୍ତି । ଆଉ ରହିଲା ଯେଉଁ କହୁଛନ୍ତି ଭଗବାନଙ୍କ ଉପରେ ସମସ୍ତଙ୍କର ଅଧିକାର ଅଛି ।ଅଛି କିଏ ମନା କଲା । କାଳିଆ ସାଆନ୍ତ ସେଥିପାଇଁ ପରା ଭକ୍ତଙ୍କୁ ଦେଖା କରିବାକୁ ବର୍ଷକୁ ଥରେ ରଥରେ ବସିକି ଆସୁଛନ୍ତି ।
@amulyakhandei9704
@amulyakhandei9704 13 күн бұрын
Kain Checking boli kichhi achhi ki nai. Asubidha kichhi huonta nai. Year re thare asile kana heba Ta hele kana year re thare hin Puja Kariba na kana
@minakshidehury3189
@minakshidehury3189 13 күн бұрын
ହିନ୍ଦୁ ମାନଙ୍କ ଭିତରେ ଅନ୍ୟ ଦେଶ ର ଲୋକଙ୍କୁ ରଖୁଚ କଣ ପାଇଁ
@Radhamaninaik-b2t
@Radhamaninaik-b2t 10 күн бұрын
ବହୁତ୍ ଦୁଃଖ ଲାଗିଲା ସୁଣିକି ସେ କାଳିଆ ଠାକୁରଙ୍କୁ ଟିକେ ଦର୍ଶନ ବି କରିପରିଲେନାହି 😢
@Suryakanta7-d2s
@Suryakanta7-d2s 9 күн бұрын
ଆମ ଓଡିଶାର କିଛି ଲୋକ ମାନେ ପୁରି କୁ ମଜା ମସ୍ତି କରିବାକୁ ଯାଉଛନ୍ତି ଆପଣ ପୁରି ମନ୍ଦିର ସାମ୍ନା ରେ ଦେଖିବେ ବିଦେଶ ରୁ ପ୍ରଭୁ ଜଗନ୍ନାଥଙ୍କ ଭକ୍ତ ପ୍ରଭୁ ଙ୍କ ଦର୍ଶନ ପାଇଁ ଆସୁ ଛନ୍ତି କିନ୍ତୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ନଥିବାରୁ ପ୍ରକୃତ ଭକ୍ତ ମନ୍ଦିର ବାହାରେ କାନ୍ଦି କାନ୍ଦି ଫେରୁ ଛନ୍ତି ସେମାନଙ୍କୁ ଭି ଛଡ଼ା ଯିବାକଥା 😢
@daitariharijan8786
@daitariharijan8786 11 күн бұрын
ଏଠି ଭଗବାନ ଙ୍କୁ ନେଇ ରାଜନୀତି.... କୋଉ କାଳ ରେ ବିଦେଶୀ ମାନେ ଆକ୍ରମଣ କରିଥିଲେ. ଆଉ କୋଳାପାହାଡ଼ ଆକ୍ରମଣ କରିଥିଲେ ତାକୁ ନେଇ ଏବେବି ଅନ୍ୟକୁ kn ପାଇଁ ପ୍ରତି ବନ୍ଧକ ... ଭଗବାନଙ୍କ ନାଜ଼ରରେ ସମସ୍ତେ ସମାନ ତେଣୁ ସମସ୍ତଙ୍କୁ ପ୍ରବେଶ ପାଇଁ ଅନୁମତି ଦେବା ଦରକାର....
@NirupamaSethi-d1b
@NirupamaSethi-d1b 8 күн бұрын
ମଣିଷ ର ଛୋଟ ଚିନ୍ତାଧାରା ଭଗବାନ ସମସ୍ତଙ୍କ ପାଇଁ ସେ ଜାତି ଧର୍ମ ଦେଖନ୍ତି ନାହିଁ😢
@AswiniNaik-wb5ww
@AswiniNaik-wb5ww 13 күн бұрын
ଭଗବାନ ଙ୍କୁ ଦର୍ଶନ କରିବା ପାଇଁ ସମସ୍ତଙ୍କ ସମ୍ମାନ ଅଧିକାର ଅଛି ସେ ହିନ୍ଦୁ , ମୁସଲିମ , ବା ଅନ୍ୟ କୌଣସି ଧର୍ମର ହେଉ ନା କାହଁକି ଜଗନ୍ନାଥ ସମସ୍ତଙ୍କର ଜୟ ଜଗନ୍ନାଥ🙏🙏🙏🙏🙏🙏🙏
@PriyankaSahi-pm1iq
@PriyankaSahi-pm1iq 13 күн бұрын
Nhi😂
@ganjamexpress5102
@ganjamexpress5102 12 күн бұрын
ଭାଇ କେବଳ ହିନ୍ଦୁ ମାନଙ୍କୁ ହିଁ ଭିତରକୁ ଯିବା ପାଇଁ ଅନୁମତି ଅଛି
@AswiniNaik-wb5ww
@AswiniNaik-wb5ww 11 күн бұрын
@@PriyankaSahi-pm1iq ଆପଣ ମାନଙ୍କ ପାଇଁ ଜଣେ ଭକ୍ତ ତା ଠାକୁରକୁ ଦେଖିପାରିବ ନାହିଁ🙂‍↕️
@anilsenapati7317
@anilsenapati7317 14 күн бұрын
❤ଜୟ୍ ଶ୍ରୀ ଜଗନ୍ନାଥ❤
@SPD1206
@SPD1206 14 күн бұрын
ମହିଳା ଙ୍କ ଶରୀର ଗଠନ ରୁ ଜଣା ପଡିଲା 😢 କିନ୍ତୁ ମନ୍ଦିର କୁ ଅନ୍ୟ ଧର୍ମ ର ଲୋକ ଯାଉ ନାହାନ୍ତି ତାର କିଛି ଗ୍ୟାରେଣ୍ଟି ଅଛି????
@murmu7306
@murmu7306 14 күн бұрын
❤❤
@SPD1206
@SPD1206 13 күн бұрын
@@murmu7306 👍
@SrikantaNayak-d2c
@SrikantaNayak-d2c 12 күн бұрын
ଛୋଟ କଥା କୁ ବଡ କରି କହିବା ଏ ମାନଙ୍କ ର ତ ଜାଣିଛ ସଭେ
@MithunJagadala-sr8cd
@MithunJagadala-sr8cd 14 күн бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏🏻🙏🏻🙏🏻
@royalbengal5653
@royalbengal5653 10 күн бұрын
ଆମ ପ୍ରଭୂ ପରେ ଜଗତର ନାଥ ଜଗନ୍ନାଥ 😢... ଦୁର୍ଭାଗ୍ୟ ର କଥା ଜଣେ ଅଣ ହିନ୍ଦୁ ବି ଯଦି ମହା ପ୍ରଭୁ ଙ୍କୁ ଭଲ ପାଇ ଯଦି ଦର୍ଶନ କରି ପାରୁନି ତାହାଲେ ଦୁଃଖ ର କଥା
@kiranpradhan2102
@kiranpradhan2102 9 күн бұрын
ଜୟ ଜଗନ୍ନାଥ। ମଣିଷ ମାନେ ନିଜ ସ୍ବାର୍ଥ ପାଇଁ କେମିତି ବ୍ୟବହାର କରନ୍ତି
@SaratSethi-j6k
@SaratSethi-j6k 13 күн бұрын
ସେ ହିନ୍ଦୁ ହଉକି ଅଣ ହିନ୍ଦୁ ଭଗବାନ ଫଖରେ ସବୁତ ଭକ୍ତ ନା।
@TapaskumarSamal-k3d
@TapaskumarSamal-k3d 14 күн бұрын
ଜୟ ଶ୍ରୀ ଜଗନ୍ନାଥ 🙏🌺🙏🌺🪔
@gobindaswain8384
@gobindaswain8384 14 күн бұрын
ପାଣ୍ଡିଆନ୍ କୁ କଣ ସାସ୍ତି ଦେଲ ଆଜି ଜଗାର ଭକ୍ତ କୁ ଏମିତି ବ୍ୟବହାର କରୁଚ
@Nityaabhai
@Nityaabhai 14 күн бұрын
ଆରେ, ଆସିଲେ କଣ ଜାତି ଚାଲି ଗଲା କି? ଲକ୍ଷ୍ମୀ ପୁରାଣ, ପଢ଼ିଛ ନା ନାଇ, ଶ୍ରି ମନ୍ଦିର ରେ କୌଣସି ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବଶେଷରେ ସମସ୍ତେ ଯିବେ,,,, ତେବେ ଯାଏଁ ମହାପ୍ରଭୁ ପୂଜା ପାଇବେ ନହେଲେ, ବରଦ୍ୱାର ବୁଲିବେ 😢😢😢 ।।। ଏହା ଓଡ଼ିଶା ସଂସ୍କୃତି, ଜାତି, ପାଇଁ ନିନ୍ଦନୀୟ କଥା।।।।।।
@JharanaMajhi-ze3ne
@JharanaMajhi-ze3ne 8 күн бұрын
ଗୋଟିଏ ଭଗବାନ୍ ର ଅନେକ ରୂପ ଥାଏ ସେମିତି ସବୁ ମଣିଷ ସମାନ ଖାଲି ଧର୍ମ ଅନେକ କିନ୍ତୁ ଭଗବାନ୍ ସମସ୍ତଙ୍କୁ ନିଜର ଛୁଆଁ ଭାବ ରେ ଗ୍ରହଣ କରିଥାଆନ୍ତି। କିନ୍ତୁ ଏଠାରେ କଣ ହଉଛି 😢 ସେ ମହିଳା ଜଣଙ୍କ ହିନ୍ଦୁ ନୁହେଁ ବୋଲି ଶ୍ରୀ ଜଗନ୍ନାଥ ଙ୍କୁ ବି ଦର୍ଶନ କରି ପାରିବେନି? 🥺🥺🥺 Sorry 😔 for anyone because I am so sadness feeling 😔 this video
@PujaNaikVlog
@PujaNaikVlog 14 күн бұрын
ଜଗତର ନାଥ ଜନ୍ନାଥଙ୍କ ସେ କୌଣସି ନିର୍ଦ୍ଦିଷ୍ଟ ଧର୍ମର ଲୋକଙ୍କ ପାଇଁ ନୁହେଁ 😢
@rabindrarath1070
@rabindrarath1070 14 күн бұрын
You don't know jagannath sanskruti.
@sunitabehera2782
@sunitabehera2782 14 күн бұрын
Yes brother
@sudhansudas8543
@sudhansudas8543 14 күн бұрын
ହିନ୍ଦୁ ମାନେ କଣ? ବୌଦ୍ଧ, ଜୈନ ମାନଙ୍କୁ କଣ କହିବ? ସତରେ ସବୁ ହିନ୍ଦୁଙ୍କୁ ଅନୁମତି ଅଛି? ପ୍ରାୟ ନାହିଁ। ଟିଭି ଦିବେଟ ରୁ ଶୁଣା ଯାଏ
@Rajaji-26
@Rajaji-26 14 күн бұрын
ଆରେ ସେ ବ୍ୟକ୍ତି ଜଣକ କିଏ, ମହିଳା ପୋଲିସ କଣ ନଥିଲେ, ଚୀନ୍ ରୁ ଆସିଲେ କଣ ହେଲା
@xyz-e2r
@xyz-e2r 14 күн бұрын
ଜୟ ଜଗନ୍ନାଥ ❤
@NSkantKumar
@NSkantKumar 14 күн бұрын
“ଯୀଶୁଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ; କାରଣ ଯାହା ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ।” ପ୍ରେରିତ 4:12
@ashwinikumarghosh1775
@ashwinikumarghosh1775 14 күн бұрын
Paleipua dhadi dekhile dui dhadi chhodi dauchhu Tu asabu kahiki thakuranka bhitare bheda bhaba krunu bedha chhua......
@subhendupraharaj5653
@subhendupraharaj5653 14 күн бұрын
Jisu Tama dharma re cow ku mariba sikheichanti ki ?
@DHARANIDHARMUNDA-wy6mo
@DHARANIDHARMUNDA-wy6mo 8 күн бұрын
Old age ହୋଇଗଲେ ସେମାନଙ୍କୁ ସମସ୍ତଙ୍କୁ ହିନ୍ଦୁ ଘୋଷଣା କରାଯାଉ । ଆଉ ଦୟା ଦେଖାଇ ମନ୍ଦିର ପ୍ରବେଶ ଅଧିକାର ଦିଆ ଯାଉ। ଶାକାହାରୀ ଲୋକଙ୍କ ପାଇଁ କେବଳ ଏଇ ଅଧିକାର ଦିଆଯାଉ । ଅନ୍ୟ ଗୋ ଭକ୍ଷୀ ମାନଙ୍କୁ ସସମ୍ମାନେ ନର୍କ ର ରାସ୍ତା ଦେଖାଇ ଦିଆ ଯାଉ । ସେମାନଙ୍କୁ ବାରଣ କରାଯାଉ ।
@sanjayanaik-n9s
@sanjayanaik-n9s 13 күн бұрын
ହିନ୍ଦୁ ମନ୍ଦିର ରେ ଅଣହିନ୍ଦୁ ପ୍ରେବେଶ ନିଷେଧ କରାଯାଉ ସବୁ ଠି ,,ଯେମିତି ରାହୁଲ ଗାନ୍ଧି ଜୁଠି ପାରୁ ପଶି ଯାଉଛି ,,ନିଜକୁ ହିନ୍ଦୁ ଦେଖେଇ ହେବା କଣ ଦରକାର,, ରାହୁଲ ଗାନ୍ଧି ପରିବାର ଖ୍ରୀଷ୍ଟିୟାନ
@sisirincome
@sisirincome 14 күн бұрын
ପୁରୀର local muslim କାହାକୁ ନ ଜଣେଇ ଭିତରକୁ ଯାଇ ଅନ୍ନପ୍ରସାଦ ଖାଇବାର ନଜିର ଅଚ୍ଛି।
@golaknana
@golaknana 13 күн бұрын
କାହିଁକି ପଶିଥିଲେ କହିଲ😊😮
@barshaswain8005
@barshaswain8005 5 күн бұрын
Jay Jagannath ❤️🙏😭❤️❤️❤️❤️😭🙏🙏❤️❤️❤️❤️❤️❤️
@santanulenka1284
@santanulenka1284 10 күн бұрын
ସେ ତ ଜାଣିନଥିଲେ ହିନ୍ଦୁ ମାନଙ୍କୁ କେବଳ ପ୍ରବେଶ ଅଛି ସେଥି ପାଇଁ ସେ କ୍ଷମା ମାଗିଲେବି ସେଇଥିପାଇଁ କୁହନ୍ତି Don't Judge A Book By It's Cover
@chenkabhainanastik
@chenkabhainanastik 13 күн бұрын
ମଣିଷ ସହ ଭେଦ ଭାବ ନାହିଁ.. Actually ହିନ୍ଦୁ ଧର୍ମ ର ଡର ଏୟା କି.. କାଳେ ଶ୍ରୀ ମନ୍ଦିର ବୁଦ୍ଧ ମନ୍ଦିର ବୋଲି ଲୋକ ଜାଣି ଯିବେ.. ସେ ଲାଗି archeology dept. କୁ ମଧ୍ୟ ହିନ୍ଦୁ ଲୋକ ଡରନ୍ତି.. ଜଗନ୍ନାଥ କିଛି ଠାକୁର ନୁହଁ ପର୍ଦ୍ଦାଫାସ୍ ହେଇ ଗଲେ କଥା ସରିଲା.. ଅନ୍ଧ ବିଶ୍ବାସ ର ବ୍ୟବସାୟ ବୁଡି ଯିବ 😂😂😂
@ganeshsumansahu6372
@ganeshsumansahu6372 14 күн бұрын
ଭଗବାନ ଙ୍କ ନିକଟକୁ ଯିଏ ବି ଯାଇପାରିବ ଏ ସଂସାର ତ ସ୍ଵୟଂ ଭଗବାନଙ୍କ ସୃଷ୍ଟି କଣ କେବଳ ହିନ୍ଦୁ ମାନେ ଯାଇପାରିବେ ଭକ୍ତ ସାଲବେଗ ତ ଜଣେ muslim ଥିଲେ ନା ତାଙ୍କରି ପାଇଁ କାଳିଆ ଠାକୁର ବଡ଼ ଦାଣ୍ଡରେ ଅଟକି ଥିଲେ ମୋର କହିବାରେ କଣ ଭୁଲ ଥିଲେ କ୍ଷମା କରିବେ
@debendrakumaracharya4581
@debendrakumaracharya4581 13 күн бұрын
@@ganeshsumansahu6372 ସେ ମନ୍ଦିର ଭିତରକୁ ଯାଇପରୁନଥହିଲେ। ସେଥିପାଇଁ ଅଣହିନ୍ଦୁ୍ଙ୍କୁ ରଥଯାତ୍ରା ସମୟରେ ଜଗନ୍ନାଥ ଦର୍ଶନ ଦିଅନ୍ତି।ଭକ୍ତି କରିବାକୁ କାହାକୁ ମନ ନାହିଁ।
@baidyanathnahak5694
@baidyanathnahak5694 14 күн бұрын
Allow kariba katha ......after checking......
@kiranpradhan2102
@kiranpradhan2102 9 күн бұрын
ଯିଏ ଜଗତର ନାଥ ଟା ପାଖରେ ଏମିତି ଉଚ୍ଚ ନିଚ କାହିଁକି
@situ682
@situ682 14 күн бұрын
ପୋଲିସ କଣ କରୁଥିଲେ ଜଣେ ହିନ୍ଦୁ ନ ହେଇକି ବି ମନ୍ଦିର ରେ କେମିତି ପଶିଲେ ସାବଧାନ ହେଇଯାଅ ସମସ୍ତେ ମାଳିକା କଥା ସବୁ ସତ ହଉଛି 🙏🙏 ଜୟ ଜଗନ୍ନାଥ ରଖ୍ୟ କର ପ୍ରଭୁ ସମସ୍ତ ଙ୍କୁ
@smitanewsodia4647
@smitanewsodia4647 14 күн бұрын
Samaste kuhonti jagatara natho Jagannatha. Sei jagata bhitare chaina bi ochhi. Hele se mahila jananku pakhoru darshana karibaku diagola nahi. Olota patitundo korile. Sie tanko desore jaiki kan kohibo odisha bisaya re...
@situ682
@situ682 14 күн бұрын
@@smitanewsodia4647 ହେଲେ ସେମାନେ ହିନ୍ଦୁ ନୁହତି ସେ ମାନେ ଗୋ ମାଂସ ଖଉଛନ୍ତି ଆମ ଶ୍ରୀ ମନ୍ଦିର ରେ ଗୋ ମାଂସ ଖୋଉଥିବା ଲୋକ ମାନଂକୁ ପ୍ରବେଶ ନିଷେଧ
@situ682
@situ682 14 күн бұрын
ଅଲଗା ଧର୍ମ ର ଜଗନ୍ନାଥ ଙ୍କୁ ଦେଖିବେ ବୋଲି ପରା ରଥଯାତ୍ରା ହଉଛି ଆମ ଓଡ଼ିଆ ରେ 🛕🛕🙏🙏
@smitanewsodia4647
@smitanewsodia4647 14 күн бұрын
@@situ682 for your kind information. ରଥ ଯାତ୍ରା ରେ ଆମ ଓଡିଶା ଲୋକ ଭଲ ଭାବରେ ଜଗନ୍ନାଥ ଙ୍କ ଦର୍ଶନ କରିପାରନ୍ତିନି. ତାହେଲେ ଅଲଗା ଦେଶର ଲୋକ କେମିତି ଦର୍ଶନ କରିବେ ଭାବ...
@dasharaita7395
@dasharaita7395 14 күн бұрын
ko malika mo
@BiniMallick-f5g
@BiniMallick-f5g 9 күн бұрын
ଜଗୃଆଳମାନେ ଅନ୍ଧକି. . . .
@BimalPapu
@BimalPapu 13 күн бұрын
Jay Jagannath Prabhu
@rajatkumarrath5367
@rajatkumarrath5367 14 күн бұрын
ସିଏ ହବିଷ ବ୍ରତ ପାଳନ କରିବା ପାଇଁ ଆସି ଥିଲା ।
@HappySoul-m3z
@HappySoul-m3z 14 күн бұрын
Se ravana bhauni srupanekaha
@smitanewsodia4647
@smitanewsodia4647 14 күн бұрын
​@@HappySoul-m3zto bou biaa nokha
@HappySoul-m3z
@HappySoul-m3z 14 күн бұрын
@@smitanewsodia4647 to bopara hei thiba seta bhalakina dekh bajjati
@RaazMohantey
@RaazMohantey 13 күн бұрын
Jai jagannath
@GelhidasGelhidas-d8w
@GelhidasGelhidas-d8w 14 күн бұрын
Jay jagannath 🙏
@bapiSingh-e8h
@bapiSingh-e8h 2 күн бұрын
ପୁରୀରେ ଜାତି ଭେଧ କରାଯାଏ ନାଇଁ
@arunsadangi8157
@arunsadangi8157 12 күн бұрын
Jai jagannath 👌🌹🙏
@krishnakeshava6521
@krishnakeshava6521 8 күн бұрын
100 ପ୍ରତିଶତ ଭୁଲ ଆମ କରୁଛୁ। ଜଗତର ନାଥ ଜଗନ୍ନାଥ କହୁଛେ, ବିଦେଶୀ ଙ୍କ ପ୍ରବେଶ ଉପରେ କଟକଣା କେତେଦୂର ଠିକ। ଈଶ୍ୱର ସର୍ବବ୍ୟାପକ କିନ୍ତୁ ପୁରୀରେ ଏମିତି କରିବା ଠିକ ନ ଥିଲା।
@monalinsahoo9896
@monalinsahoo9896 13 күн бұрын
Dear all brothers and sisters.... please understand that God is of everyone......we can't share or classify on the basis of caste or religion ☯️....... God never discriminates us on the basis of casta, religion, face colour, age, native country or anything else. We the human have created thsese classification and classified all the human in it. Lord Jagannath has never said that no one can't touch him . That's why we celebrate Ratha Yatra every year...... those who can't see him inside the temple they see him at the Ratha Yatra......and due to the discrimination reason Devi Lakshmi once abandoned Shri Mandir....... and we all know that what happened after she left Shri Mandir......Lord Jagannath bacame poor and homeless for 12 years...... after convincing Devi Lakshmi for breaking the custom , then she agreed to return Shri Mandir.....so we also should not disseminate with anyone.........🙏🏻Jay Jagannath ⭕‼️⭕
@chandramajhi8049
@chandramajhi8049 14 күн бұрын
Jai jagannath 🙏🙏🙏
@newvloggersona5968
@newvloggersona5968 13 күн бұрын
Atithi devo bhava😊
@swarnapravaparida4345
@swarnapravaparida4345 10 күн бұрын
ଚାଇନା ର ଏ ଗୋଟେ ଚାଲ ଆମ ଓଡ଼ିଶା ରେ ପଶିବା ପାଇଁ
@radhikabaraja9951
@radhikabaraja9951 13 күн бұрын
Jay jagannath🙏🙏🙏🙏🙏🙏🙏
@enoshbhuyan5607
@enoshbhuyan5607 6 күн бұрын
ଅଲଗା ଜାତି ନିମନତେ କାହି ମନଧି
@PrafullakumarNaik-u
@PrafullakumarNaik-u 13 күн бұрын
Sabka Malik ek hai
@ROYALSTAR-ge2no
@ROYALSTAR-ge2no 11 күн бұрын
Odisha bhaskar news live ta maa bia😮😮😮😮😮😮😮
@amarendrakumarsundarray3865
@amarendrakumarsundarray3865 7 күн бұрын
କେଜାଣି କଣ ସବୁ ଖାଉଛନ୍ତି ଏ ବିଧର୍ମୀ 😡 ପଳେଇ ଆସିଲେ ଆମ ମନ୍ଦିର ଭିତରକୁ
@nipunkhuntia8291
@nipunkhuntia8291 14 күн бұрын
Odia Actress Aparajita entered Shree Mandir a few days ago..... She is a born Muslim
@Rolex12162
@Rolex12162 13 күн бұрын
@@nipunkhuntia8291 bro sia star tanka pain alaga rule ....sm on this govt rule
@golmal420-l2v
@golmal420-l2v 14 күн бұрын
ଏଇଠୁ ବୁଝିଲି ଓଡ଼ିଶାର ପୋଲିସ କେତେ ଭଲ
@mrperfectlipu8637
@mrperfectlipu8637 14 күн бұрын
Jay Jagannath 🙏🙏🙏🙏🙏😘
@jajatikeshariray4941
@jajatikeshariray4941 14 күн бұрын
Lord Jagannath pulled her in but human beings played demons.
@PradeepGamango-os5rh
@PradeepGamango-os5rh 13 күн бұрын
Jay Jagannath 🙏🙏🙏⭕‼️⭕🙏🙏🙏🙏🙏
@NSkantKumar
@NSkantKumar 14 күн бұрын
"ଈଶ୍ୱର" ଓ "ସତ୍ୟ" ଗାତ ଭିତରେ,ଅନ୍ଧାରୁଆ ଘରେ,ଗୁମ୍ଫାରେ,କ୍ରୋଡରେ, ପରିସୀମା ଭିତରେ,ଅନ୍ଧାର କୋଣରେ,ଲୁଚି ରହି ପାରନ୍ତି ନାହିଁ !! ଯାହା ଏପ୍ରକାର ରୁହେ ତାହା ଚୋର,ଠକ,ପ୍ରତାରକ, ବିଶ୍ବାସଘାତୀ,ବ୍ୟଭିଚାରୀ,ନଗ୍ନତା,ମିଥ୍ୟା, ଉପକାର ହୀନତା,କପଟତା...!! ସତ୍ୟ ପରମେଶ୍ଵର ଖ୍ରୀଷ୍ଟ ଯୀଶୁଙ୍କୁ ବିଶ୍ୱାସ କର ଅନନ୍ତ ଜୀବନ ପାଇବ !!"
@JimmyFalse-n4c
@JimmyFalse-n4c 12 күн бұрын
Right❤
@NSkantKumar
@NSkantKumar 12 күн бұрын
@JimmyFalse-n4c 🌿☘️🎉
@JimmyFalse-n4c
@JimmyFalse-n4c 12 күн бұрын
@@NSkantKumar thanks
@amirasahu9764
@amirasahu9764 14 күн бұрын
Jay jagannth ♥️🙏🙏🚩❤️
@longhairbigbuninindia595
@longhairbigbuninindia595 14 күн бұрын
Jay jagannath
@RajuMajhi-p6m
@RajuMajhi-p6m 14 күн бұрын
Jay Jagannath
@baidyanathnahak5694
@baidyanathnahak5694 14 күн бұрын
God ❤samastankar...Karan Prabhu Jagannath heuchanti Jagat ra nath Jagannath
@bapiSingh-e8h
@bapiSingh-e8h 2 күн бұрын
ତାକୁ ବାରଣ କରିବାକୁ ତମେକିଏ ତମେ ଭଗବାନ କି
@RdxDipu-h4g
@RdxDipu-h4g 12 күн бұрын
❤️❤️❤️
@ajayendrapadhan1326
@ajayendrapadhan1326 14 күн бұрын
Jagannath pravu jahaku dakibe Sie jiba tume kie
@RajukumarNaik-ht4kk
@RajukumarNaik-ht4kk 11 күн бұрын
ଏ ସବୁ କଣ ପ୍ରଭୂ
@satyashreenayak3953
@satyashreenayak3953 14 күн бұрын
Jay Jagnnath Swami ❤❤❤
@sudiptacharles5174
@sudiptacharles5174 8 күн бұрын
So sad
@sumansahu6534
@sumansahu6534 14 күн бұрын
🙏🙏
@deeptimayeemohanty6480
@deeptimayeemohanty6480 14 күн бұрын
Pravu🙏🙏
I thought one thing and the truth is something else 😂
00:34
عائلة ابو رعد Abo Raad family
Рет қаралды 9 МЛН
Don't underestimate anyone
00:47
奇軒Tricking
Рет қаралды 21 МЛН
Do you love Blackpink?🖤🩷
00:23
Karina
Рет қаралды 21 МЛН
Новости дня | 28 ноября - утренний выпуск
11:49
Euronews по-русски
Рет қаралды 25 М.
Natia Comedy Part 505 || ନବର ନିର୍ବନ୍ଧ
17:46
utkal cartoonworld
Рет қаралды 3 МЛН
I thought one thing and the truth is something else 😂
00:34
عائلة ابو رعد Abo Raad family
Рет қаралды 9 МЛН