ଜଣାପଡ଼ିଲା କାରଣ ଏଥିପାଇଁ ରାଗିଥିଲେ ବଡ଼ ଠାକୁର || Sri Baladev || Srijagannatha || Shrikshetra ||newsroom ||

  Рет қаралды 447,047

News Room

News Room

18 күн бұрын

ଜଣାପଡ଼ିଲା କାରଣ ଏଥିପାଇଁ ରାଗିଥିଲେ ବଡ଼ ଠାକୁର || Sri Baladev || Srijagannatha || Shrikshetra ||newsroom ||
#srijagannathtemple ##adapabije #sribalabhadra #manoranjanmishra #trending #odisha #newsroom #puri

Пікірлер: 439
@soumyaranjanmohapatra1033
@soumyaranjanmohapatra1033 16 күн бұрын
ପହଣ୍ଡି ରେ କମ୍ ବୟସର ପିଲାମାନଙ୍କୁ ନିୟୋଜନ କରିବା କଣ ଦରକାର ଯାହାର ଅଭିଜ୍ଞତା ନାହିଁ।
@DivineChild-wz9ki
@DivineChild-wz9ki 16 күн бұрын
ନିହାତି ଭାବେ
@sambitrakesh8516
@sambitrakesh8516 16 күн бұрын
Thim katha
@jptandav1003
@jptandav1003 16 күн бұрын
ପଣ୍ଡା ମାନେ ଯୋଉ ଠାକୁରଙ୍କୁ ଘେରିକି ରହୁଛନ୍ତି ସେଇଟା ବନ୍ଦ ହେଉ... ପ୍ରଭୁଙ୍କୁ ଭକ୍ତ ଦେଖିବେ ନା ପଣ୍ଡାଙ୍କ ଚେହେରା ଦେଖିବେ 🙏🏻🙏🏻🙏🏻
@catparadise6889
@catparadise6889 16 күн бұрын
@@jptandav1003 manisa tiari Katha gondi ku thakura kahuchu...peleipuo patha satha padhinu bodhey...mg murkha
@Jotrimay
@Jotrimay 16 күн бұрын
👍🙏🙏🙏😭👍👍
@narayanbehera6750
@narayanbehera6750 16 күн бұрын
Kile kile suna pindi thibe.tanku age darsan karantu
@manoranjanmahunta2420
@manoranjanmahunta2420 16 күн бұрын
Right
@lizaraniroutray8881
@lizaraniroutray8881 16 күн бұрын
Hn sata katha a sebayat mane bahut hauchhanti semane bhabuchhanti ki thakura semanankara au kahar nuhe, puri re thakuranka darshana ku nei business chaleileni paisa dia aame nei darshan kareidabu amiti kahuchhanti, sethipai mahaprabhu amananku punishment dauchhanti, jay Jagannath 🙏🙏🙏🙏🙏
@rajkumaridevi7450
@rajkumaridevi7450 16 күн бұрын
ସେବାୟତ ହୁଅନ୍ତୁ ବା ପଣ୍ଡା ମାନେ ହୁଅନ୍ତୁ କି ଦୈତାପତି ହୁଅନ୍ତୁ ମୋବାଇଲ ନେଇକରି ରଥକୁ କାହିଁକି ଯାଉଛନ୍ତି ପ୍ରଥମେ ଏହାକୁ ବନ୍ଦ କରାଯାଉ। ଜୟ ଜଗନ୍ନାଥ।
@BiswajitRout-vlogs
@BiswajitRout-vlogs 16 күн бұрын
Right
@milivlog9451
@milivlog9451 16 күн бұрын
Right
@starboy1256
@starboy1256 16 күн бұрын
Absolutely right ✅️
@sukantapalai
@sukantapalai 15 күн бұрын
Right
@20NEW-MUSIC
@20NEW-MUSIC 16 күн бұрын
ସେବାୟତଙ୍କ ଅହଂକାର ଚରମସୀମାରେ ରଥ ଉପରେ ବାହୁ ଭାଙ୍ଗି ଦେଖେଇବା, ସୁନା ଚେନ ଦେଖେଇବା, ଠାକୁରଙ୍କ ଆଗରେ ଠିଆ ହେବା , ଭକ୍ତ ମାନଙ୍କୁ ଦର୍ଶନ ନ କରେଇଦେବା ସବୁ ଦେଖିଲି 8 ତାରିଖ ରାତିରେ ଓ ମନ ବହୁତ ଦୁଃଖ ହେଲା | ବୋଧେ ବଡ ଠାକୁର ଶୁଣି ପାରିଲେ ମୋ ମନ କଥା |
@user-fs5si9ek7l
@user-fs5si9ek7l 16 күн бұрын
Right
@binilatamajhi6073
@binilatamajhi6073 16 күн бұрын
Hmm thik bhai
@dipudas5900
@dipudas5900 16 күн бұрын
💯 persent right 👍
@smithatripathy4668
@smithatripathy4668 16 күн бұрын
ନିଚ୍ଛକ ସତ୍ୟ।
@brajeswarisingh909
@brajeswarisingh909 16 күн бұрын
🙏
@dibakarpanda1352
@dibakarpanda1352 16 күн бұрын
ଆବଶ୍ୟକ ଠାରୁ ଅଧିକ ସେବାୟତ ରହିବାରୁ ସଠିକ୍ ଭାବରେ ଠାକୁର ଙ୍କ ପହଣ୍ଡି ହୋଇ ପାରୁନାହିଁ,
@user-xi9in4su4i
@user-xi9in4su4i 16 күн бұрын
ଏ ସବାୟତ ମାନଙ୍କୁ ତୁରନ୍ତ ବହିଷ୍କାର କରି ନୂଆ ସେବକ ନିଯୁକ୍ତ କରାଯାଉ.
@ajaysahoo4622
@ajaysahoo4622 16 күн бұрын
ଜୟ ଜଗନ୍ନାଥ ଆଜ୍ଞା ରଥଯାତ୍ରା ସମୟରେ ଠାକୁରମାନଙ୍କ ପହଣ୍ଡି ବିଜେ ହେଉ ରଥ ଉପରେ ସୁନାବେଶ ହେଉ ରଥ ଟଣା ହେଉ ଦିଅଁ ଦେଖା ଯାଉ ନାହାଁନ୍ତି ଖାଲି ସେବାୟତ ଙ୍କ ମୁଣ୍ଡ ମାଳ ମାଳ ଏଥିପାଇଁ କ'ଣ ଆମ କାଳିଆ ସାଆନ୍ତ ବର୍ଷକୁ ଥରେ ବାହାରନ୍ତି ଏଥିପ୍ରତି ଦୃଷ୍ଟି ଦିଅନ୍ତୁ
@bhabanisankardas8641
@bhabanisankardas8641 16 күн бұрын
ଦୋଷ କାହାର ସିଧା କହିବା ଦରକାର,ଏବଂ ସେମାନଙ୍କୁ ଆଇଂନିଅନୁଯାୟୀ ଦଣ୍ଡିତ କଟାଯାଉ
@UTTKALpuaGAUTAM9152
@UTTKALpuaGAUTAM9152 16 күн бұрын
ରାମକୃଷ୍ଣ ବାବୁ ନିଜେ କାଳିଆ ସାଆନ୍ତେଙ୍କ କାନ୍ଧ ଉପରେ ହାତ ରଖି ସେଲଫି ନେଉଥିଲେ ଆମେ ନିଜେ ଦେଖିଛୁ । ଏହା ଛୋଟ ସେବାୟତ ମାନଙ୍କୁ କି ଶିକ୍ଷା
@manaromaswain9328
@manaromaswain9328 16 күн бұрын
ଦୁଃଖ ର ବିଷୟ , ଭକ୍ତର ଭାବାବେଗ ର କଥା ,
@DivineChild-wz9ki
@DivineChild-wz9ki 16 күн бұрын
ବର୍ତ୍ତମାନ ର trend ପାଲଟି ଗଲାଣି ଏସବୁ । ଭଗବାନ ମଧ୍ୟ ମଣିଷ ପରି ଅସହାୟ ପାଲଟି ଗଲେଣି ।ଭଗବାନ ଙ୍କ ଅଧିକାର ମଧ୍ୟ ମଣିଷ ଅଧିକାର ପରି ଅସହାୟ ଅବସ୍ଥା ରେ ।। ଲଜ୍ଜା ଜନକ ପରିସ୍ଥିତିରେ ଭଗବାନ ଆଉ ଭଗବାନ ଙ୍କ ସନ୍ତାନ ମଧ୍ୟ ।।😭😓
@DhirenPadhihari-p9i
@DhirenPadhihari-p9i 16 күн бұрын
By😂l😮 Dr Dr Drp​@@manaromaswain9328
@adityamohapatra95
@adityamohapatra95 16 күн бұрын
ଅସୁବିଧା କଣ?
@UTTKALpuaGAUTAM9152
@UTTKALpuaGAUTAM9152 16 күн бұрын
@@adityamohapatra95 ତାହେଲେ କ'ଣ ଠିକ୍ କରିଛନ୍ତି?
@minaketansrichandan3773
@minaketansrichandan3773 16 күн бұрын
ବିିଭିନ୍ନ ପ୍ରକାର ଟିଭି କ୍ଯାମେରା ଚ୍ଯାନେଲ କୁ ଲକ୍ଷ କରି ଅନ୍ୟ ମନସ୍କ ଓ ଖାମଖିଆଲି ହୋଇ ପହଣ୍ଡି କରିବାରୁ ଏମିତି ଅଘଟଣ ଘଟିଲା। ଧନ୍ଯବାଦ
@ajayasahoo1387
@ajayasahoo1387 16 күн бұрын
Thiki katha gote kahichanti
@skb2190
@skb2190 16 күн бұрын
ଏଠି ଏମାନେ ନିଜ ଅଧିକାର ଟିକେ ବାଧା ଆସୁଚି ବୋଲି ଏମାନେ ଠାକୁରଙ୍କୁ ପକେଇଦେଲେ
@SonaliSahoo-lb6un
@SonaliSahoo-lb6un 16 күн бұрын
ପଣ୍ଡା ମାନେ ଯୋଉ ଠାକୁରଙ୍କୁ ଘେରିକି ରହୁଛନ୍ତି.. ପ୍ରଭୁଙ୍କୁ ଭକ୍ତ ମାନେ ଦେଖିବେ ନା... ପଣ୍ଡାଙ୍କ ଚେହେରା ଦେଖିବେ..ପ୍ରଭୁଙ୍କ ପାଖରେ ରହି ଆଗ selfy ନିଆଯାଇଛି..ହେ ବଳଦେବ ପ୍ରଭୁ ସମସ୍ତଙ୍କୁ କ୍ଷମା କରାଇଦିଅନ୍ତୁ.. ପ୍ରଭୁ... 🙏🏻🙏🏻🙏🏻
@binilatamajhi6073
@binilatamajhi6073 16 күн бұрын
Tmaku kn pain badhuchi se thik kahichanti​@@catparadise6889
@UpendraKumarJulundi
@UpendraKumarJulundi 16 күн бұрын
ହେ ଜଗନ୍ନାଥ ଆପଣଙ୍କ ଦିବ୍ୟ ଲୀଳା ରେ ଯଦି କେହି ଅସୁବିଧା କରନ୍ତି, ଯିଏ ହେଉନା କାହିଁକି ଆପଣଙ୍କ ସୁଦର୍ଶନ ଚକ୍ର କୁ ଆଦେଶ ଦିଅନ୍ତୁ ସବୁ ପାପ ପୂଣ୍ୟ, ଧର୍ମ ଅଧର୍ମର ବିଚାର କରୁ।
@balakrushnanayak2304
@balakrushnanayak2304 16 күн бұрын
ସେବାୟତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ଖାମଖିଆଲି ଭାବେ ନୀତି ଚାଲିଥିଲା ତୁମେ କରି ପାରିବନି ଯଦି ଆମକୁ ଛାଡ ଆମେ ପ୍ରଭୁଙ୍କ ସେବକରିବୁ ମନ୍ଦିର ଭିତରେ ବହୁତ ଅନ୍ୟାୟ ଚାଲିଛି ସେବାୟତଙ୍କ ଦ୍ବାରା ଆମେ ଅଙ୍ଗେ ଲିଭେଇଛୁ ଏମାନେ ଗୋଟେ ଗୋଟେ ପାପି
@SipunRadhakisor
@SipunRadhakisor 16 күн бұрын
@Kanhucharanpatra45
@Kanhucharanpatra45 16 күн бұрын
ଏଭଳି ଘଟଣା ଦର୍ଷାଉ ଯେ ଆଗକୁ ବଡ଼ ବିପଦ ଆସିବାକୁ ଯାଉଛି,ହେ ମହା ପ୍ରଭୁ ତମେ ହିଁ ରକ୍ଷାକର 🙏🙏🙏 ଜୟ ଜଗନ୍ନାଥ 🙇
@santoshkumarmishra2620
@santoshkumarmishra2620 16 күн бұрын
କିଛି ପାପୀ ବଳଭଦ୍ର ବଡଠାକୁରଙ୍କୁ ଛୁଇଁବାରୁ ଏଭଳି ଦୁର୍ଘଟଣା ଘଟିଲା. ପଣ୍ଡାମାନଙ୍କର ଗର୍ବ ଅହମିକା ଓ ଟଙ୍କାଲୁଟିବା କାରଣରୁ ଏ ଘଟଣା ଘଟିଲା. କିଛି ସେବାୟତ ମନ୍ଦିର କୁ ନିଜ ବୋପା ମନ୍ଦିର ବୋଲି ଭାବି ମନଇଛାଅନ୍ଯାୟ ଅଧର୍ମ ବ୍ଯଭିଚାର କରୁଥିବାରୁ ଏଭଳି ଅଘଟଣ ଘଟିଲା.
@pradiptadas1726
@pradiptadas1726 16 күн бұрын
ମହାପ୍ରଭୁଙ୍କୁ ଯେଉଁମାନେ ଖେଳଣା ବୋଲି ଭାବୁଛନ୍ତି ସେମାନେ ସମସ୍ତେ ନର୍କରେ ପଡ଼ିବେ
@catparadise6889
@catparadise6889 16 күн бұрын
@@pradiptadas1726 narka ta kouthi dekhichu??
@Stutee24
@Stutee24 16 күн бұрын
Thik katha
@brajeswarisingh909
@brajeswarisingh909 16 күн бұрын
ଶହେରୁ ଶହେ ସତ 🙏
@husenswain9023
@husenswain9023 15 күн бұрын
4:49 ​@@catparadise6889
@Lipkumar123
@Lipkumar123 16 күн бұрын
ମନେରଖନ୍ତୁ ଯିଏ ନିଜର ସହସ୍ରଫଣାରେ ଧରଣୀକୁ ଧାରଣ କରିଛନ୍ତି ସେହି ମହାସଙ୍କର୍ଷଣ ଭଗବାନ ଅନନ୍ତଙ୍କର ଭାର ବହନ କରିବାକୁ କାହାର ସାମର୍ଥ୍ଯ ନାହିଁ ତେଣୁ ନିଜର ସମ୍ପୂର୍ଣ୍ଣ ଆତ୍ମବଳ ମନପ୍ରାଣ ଦେଇ ସେବା କରନ୍ତୁ ସେ ବଳୀନାଂଶ୍ରେଷ୍ଠ ଭକ୍ତବତ୍ସଳ କ୍ଷମା କରିବେ🙏🙏🙏 ାା
@swostiranjanroutray6776
@swostiranjanroutray6776 16 күн бұрын
Yes, Bhagwan Baladev Shesnaag nka Avtaar
@rameshswain2374
@rameshswain2374 16 күн бұрын
ଏ ବାବୁ କଣ କରୁଥିଲେ ଖାଲି ଟିଭି ଆଗରେ ଦୋସ ଛଡେଇଦେଲେ ଗଲା
@DivineChild-wz9ki
@DivineChild-wz9ki 16 күн бұрын
ଏମିତି ଅନେକ ।।। ସେ ଅପାରଗ ସେବାୟତ ହୁଅନ୍ତୁ କି କିଛି ଅପାରଗ ଅଧିକାରୀ।। ଦୋଷ କରି ,ପାପ କରି ,କୁକର୍ମ କରି କେମିତି ସେଥିରୁ ନି ସ୍ତାର ପାଇବେ,ମିଛ ଉପରେ ମିଛ ବ ଖା ନିବେ ସେଥିରେ ଏମାନେ ସେଥିରେ ପାରଙ୍ଗମ ।।।। ଭଗବାନ ଙ୍କୁ କଷ୍ଟ ଦେଇ ,ଓଡ଼ିଆ ମାଟି କୁ କଷ୍ଟ ଦେଇ ,ଓଡ଼ିଆ ମାନଙ୍କ ଏବଂ ସମଗ୍ର ଜଗନ୍ନାଥ ପ୍ରେମୀ ଙ୍କୁ ଆଘାତ କରି ଏତେ ଆଉ ନିର୍ଲଜ୍ଜ ହୋଇ ଏଣୁ ତେଣୁ ଗପନ୍ତୁ ନାହିଁ ।।। ମିଡ଼ିଆ ଆଗ ରେ ଗାଲୁ ଗପ ଗପିଲେ ମଧ୍ୟ ଯେଉଁ ଅପରାଧ କରିଛନ୍ତି ଆପଣ ମାନେ ପ୍ରଭୁ ଙ୍କୁ କଷ୍ଟ ଦେଇଥିବାରୁ ନିଜ ଗାଲ ରେ ନିଜେ ଚାପୁଡ଼ା ଖାଆନ୍ତୁ ।।
@brajeswarisingh909
@brajeswarisingh909 16 күн бұрын
ଭକ୍ତି ଭାବ ନାହିଁ,
@pratimasahoo1339
@pratimasahoo1339 15 күн бұрын
ନିଶ୍ଚିତ ରୂପେ ହେବ
@RanjankumarbeheraBehera-n1b
@RanjankumarbeheraBehera-n1b 16 күн бұрын
ମୁଖ୍ୟମନ୍ତ୍ରୀଙ୍କୁ ମୋର ଅନୁରୋଧ ଏ ଘଟଣା ର ପୁରା ତଦନ୍ତ କରା ହଉ 🙏🙏🙏
@lilibagh6059
@lilibagh6059 16 күн бұрын
ଜୟଶ୍ରୀ ଜଗନ୍ନାଥଙ୍କୁ କୋଟି ପ୍ରଣାମ୍ 🙏🌻 ହେପ୍ରଭୁ ଦେଖାଯାଉ ଆଗକୁ କଣସବୁ ହଉଛି
@suryakantamahalik3462
@suryakantamahalik3462 16 күн бұрын
ବିଶେଷ କରି ରଥଯାତ୍ରା ରେ ଲୋକ ମାନେ ଦଳା ଚକଡା ଓ ଅଣନିଶ୍ୱାସୀ ହୋଇ ଠାକୁର ଙ୍କୁ ଦେଖିବାକୁ ଆସିଥାନ୍ତି... ଏତେ କଷ୍ଟ ଭିତରେ ସେମାନେ ଠାକୁରଙ୍କୁ ନ ଦେଖି ପଣ୍ଡା ଓ ଦଇତା ପତି ମାନଙ୍କୁ ଦେଖନ୍ତି କିନ୍ତୁ ଠାକୁରଙ୍କୁ ଭଲସେ ଦର୍ଶନ କରିପାରନ୍ତିନି... ସେଥିପାଇଁ ମହାପ୍ରଭୂ ରାଗିଲେ... ବଡ଼ ଠାକୁରଙ୍କ ପାଦତଳେ କୋଟି ପ୍ରଣାମ 🙏🙏🙏🙏🙏. କ୍ଷମା କର ବଡ଼ ଠାକୁରେ 😭😭😭😭😭
@pradeepsenapati1433
@pradeepsenapati1433 16 күн бұрын
ଆପଣଂକ ମତ ସମ୍ପୂର୍ଣ ଠିକ l ଆପଣ ଜଣେ ବାଡ଼ଗ୍ରାହୀ l ଠାକୁରଙ୍କୁ ଘେରି ରହିବାର କୌଣସି ପ୍ରତିକାର ହେଲେ ଭଲ ହୁଅନ୍ତା l
@prasantapattanaik862
@prasantapattanaik862 16 күн бұрын
ଅନ୍ୟ ଧର୍ମର ଲୋକେ କହିବେ "ତାଂକ ଭଗବାନ ତ ନିଜେ ନିଜକୁ ସମ୍ଭାଳି ପାରୁ ନାହାନ୍ତି, ଭକ୍ତଙ୍କୁ କଣ ସମ୍ଭାଳିବେ?
@rezahmd8682
@rezahmd8682 16 күн бұрын
Jagannath JagataraNath.Rathajatra Biswabidita.Anya dharma ra bibhinna Loko nkara astha bharasha rahichi.Sethipain ya ta katha nahei kana pain amiti hela sethipain tarjama karajau.
@user-sf2wx4lm4d
@user-sf2wx4lm4d 16 күн бұрын
Right
@biswajitparida5117
@biswajitparida5117 16 күн бұрын
Kiye re tu
@biswajitparida5117
@biswajitparida5117 16 күн бұрын
ଧର୍ମ ର କଥା କଉଠୁ ଆସିଲା।ଭାବି ଚିନ୍ତି comment କର
@happylucky4839
@happylucky4839 16 күн бұрын
@@biswajitparida5117 Hindu chadiki au kn nahanti india re
@hadibandhumahakhuda2889
@hadibandhumahakhuda2889 16 күн бұрын
ରାମ ବାବୁ କୁହନ୍ତୁ, ସେମାନେ କେତେଜଣ ଥିଲେ? ପହଣ୍ଡି ବେଳେ ଆଗ ବାଟ ଦେଖା ଯାଉ ନ ଥିଲା। ସେବାୟତ ପିଲେ ଗହଳି କରୁଥିଲେ। ପଛ ପଟ ଡୋରି କେହି ଧରି ନ ଥିଲେ। ସେବାୟତ ମନ୍ଦିର ପରିଚାଳନା କମିଟି କୁ କେବେ ମାନନ୍ତି ନାହିଁ। ପରିଚାଳନା କମିଟି ଏକ ଅସହାୟ ଅନୁଷ୍ଠାନ। ଏହା ଆମ ଧାରଣା ହେଲାଣି। ରାମ ମାନନ୍ତୃ ବା ନାହିଁ ମାତ୍ର ଏହା ଏକ ଅଶୁଭ ସଂକେତ।
@abhiabhi2511
@abhiabhi2511 16 күн бұрын
ଏକଦମ ସତକଥା.... ବାଡଗ୍ରାହି ଛଡା ଆଉ କାହାକୁ ରଥ ଉପର କୁ ଛଡା ଯିବା କଥା ନୁହେଁ...
@nirmalkumarbehuria6411
@nirmalkumarbehuria6411 16 күн бұрын
ଶୁଣନ୍ତୁ ଆପଣ ବିଶ୍ୱାସ ନ କରନ୍ତୁ ପ୍ରଭୁଙ୍କ ବିନା ଇଚ୍ଛାରେ କିଛି ହୁଏ ନି, ଏହା ପ୍ରଭୁଙ୍କର ଏକ ବିରାଟ ସଂକେତ, କାଳିଆର ବଡ଼ ଭାଇ ଙ୍କର ସମ୍ମାନ ର କଥା ଦେଖନ୍ତୁ ଆଗକୁ କଣ ହେଉଛି, କେବଳ ଓଡିଶା ରେ ନୁହେଁ ଭାରତ କୁ ମହା ବିପଦ, ବନ୍ୟା, ବାତ୍ୟା, ମରୁଡି ଓ ଯୁଦ୍ଧ ନିଶ୍ଚିତ
@user-wl4nw7iy9q
@user-wl4nw7iy9q 16 күн бұрын
ହେ ଠାକୁର ସମସ୍ତଙ୍କୁ ଭଲରେ ରଖନ୍ତୁ 🥺
@abhilipsasahoo7195
@abhilipsasahoo7195 16 күн бұрын
Right ✅ ❤Jay Jagannath♥
@laxmidharnayak4523
@laxmidharnayak4523 13 күн бұрын
Jay jagannath
@REENADIGAL-jk3pc
@REENADIGAL-jk3pc 12 күн бұрын
Jay jagarnnath🙏🙏🌹💓💓
@Aishwarya_Sabar
@Aishwarya_Sabar 7 күн бұрын
JAI JAGANNATH MAHAPRABHU🙏🏻🙇🏻⭕‼️⭕🙇🏻🙏🏻
@chitrasenpradhan3824
@chitrasenpradhan3824 16 күн бұрын
ହେ ପ୍ରଭୁ ସମସ୍ତଙ୍କୁ କ୍ଷମା କରି ଏବିଶ୍ଵର ମଙ୍ଗଳ କରନ୍ତୁ। 🙏🙏🙏🙏
@sudhansujena3487
@sudhansujena3487 16 күн бұрын
Jay Jagannath......🙏🙏🙏🙏
@ROMIIRAJPUT
@ROMIIRAJPUT 14 күн бұрын
ଆରେଯାହା ପାଖେ ଯାହା ହେଲା ସିଏ ସେତିକି ଦେବ ସେଇଟା ତା ଇଚ୍ଛା ଏଇ ପଣ୍ଡା ମାନେ ମନ୍ଦିର ଭିତରେ ଜୋର୍ ଜବରଦସ୍ତ ଲୋକ ଙ୍କ ପଛରେ ଗୋଡ଼େଇକି ପଇସା ମାଗୁଛନ୍ତି ବା ସେଥିପାଇଁ ଆମ ପୁରୀ ଜିଲ୍ଲା କୁ ବାହାରୁ ଆସିଥିବା ଭକ୍ତ ମାନେ ଏଇ ମାନ ଙ୍କ ଯୋଗୁ ଆମ ରାଜ୍ୟ କୁ ଖରାପ ଭାବୁଛନ୍ତି ଜୟ ଜଗନ୍ନାଥ 🙏
@pramodsahu9090
@pramodsahu9090 16 күн бұрын
🙏 Jai 🙏 shree 🙏 Jagnnath 🙏🙏
@rajatbehera7647
@rajatbehera7647 16 күн бұрын
Jay jagannath 🙏
@MotoG-rx9sh
@MotoG-rx9sh 13 күн бұрын
Khyma kara bada bapa 🙏🙏🙏🙏
@promodsahoo3322
@promodsahoo3322 16 күн бұрын
Jaya jagannth 🙏🏻
@prakashchandrarout589
@prakashchandrarout589 15 күн бұрын
Jai baladev🙏
@hadibandhumahakhuda2889
@hadibandhumahakhuda2889 16 күн бұрын
ସେବାୟତ ପିଲାଙ୍କୁ ଆଗ ମନା କରନ୍ତୁ ରଥ ଚଢ଼ିବାକୁ। ରାମ ବାହାନା କରୁଛନ୍ତି
@nirmalmallamalla406
@nirmalmallamalla406 16 күн бұрын
Jay Prabhu 🙏🙏❤️
@debasmitabarik97
@debasmitabarik97 16 күн бұрын
Jay Jagannath 🙏🙌🙌🙏❤️🙏😢😢😢😢😢
@purnachandradas2676
@purnachandradas2676 12 күн бұрын
Pranam 🙏🙏🙏🙏🙏
@GhibilaJG
@GhibilaJG 16 күн бұрын
ବାହାନା କରନି ଚୁର ସବୁ ଚକା ଆଖି ସବୁ ଦେଖୁଛି ଏୟାର ପରିମାଣ ବୁଝିବ ସବୁ
@sriguruayurveda8988
@sriguruayurveda8988 16 күн бұрын
Thik karichhanti thakra❤❤
@purna732
@purna732 16 күн бұрын
ପ୍ରଭୁ କୃପାକର।ଖ୍ୟମାକର।
@santoshpanda4444
@santoshpanda4444 16 күн бұрын
ନିଜେ ପହଣ୍ଡି ନକରି ସୁନାବେଶ ପ୍ରଦର୍ଶନ କରୁଥିଲ। ପଣ୍ଡା ମାନକୁ ଟ୍ରେନିଂ ଆବଶ୍ୟକତା ଅଛି।
@sujatasahu2648
@sujatasahu2648 16 күн бұрын
ଠାକୁର ସବୁ ଦେଖୁ ଛନ୍ତି,କେତେ ଆଊ ସମ୍ଭାଳିବେ,ପ୍ରଭୁ ନିଜର ଉପସ୍ଥିତି ଦେଖାଇ ଦେଲେ
@SunitaPradhan-vf2tx
@SunitaPradhan-vf2tx 16 күн бұрын
Jai Balia ra bhuja 🙏🙏🙏
@manoranjanmullick3487
@manoranjanmullick3487 16 күн бұрын
🙏🏿🙏🏿🙏🏿 kaliyuga Sesh haba
@gobardhanswain1985
@gobardhanswain1985 16 күн бұрын
ଜୟଜଗନ୍ନା ସ୍ଵାମି⭕❗⭕
@pratimasahoo1339
@pratimasahoo1339 15 күн бұрын
ତୁମ ମାନଙ୍କର ଅହଂକାର ସୀମା ଟପିଲାଣି ତୁମେ ଖାଲି ଏକା ନୁହେଁ ତୁମ ପରିବାରର ସ୍ତ୍ରୀ ଲୋକ ମାନେ ମଧ୍ୟ୍ୟ, ତୁମେ ଜନସାଧାରଣ ମାନଙ୍କୁ ଅତି ତୁଚ୍ଛ ଭାବି ବାହୁ ମେଲି ପ୍ରଭୁ ଙ୍କର ଉପରେ ବାହୁ ଥୋଇ ନିଜର ବଡ଼ିମା ଦେଖେଇବା ଅତି ଶୟ ହୋଇଗଲାଣି, କେତେ ଦୂରରୁ ଭକ୍ତ ଟିଏ ଯାଉଛି ପ୍ରଭୁଙ୍କୁ ଟିକେ ଦେଖିବ ବୋଲି ତୁମେ ତୁମ ବଡ଼ ପଣ ରେ ତା ଆତ୍ମା ରେ କଷ୍ଟ ଦଉଚ ଏବେ ସମୟ ଆସିଛି ପ୍ରଭୁ ବୁଝିବେ ସମସ୍ତ କଥା 🙏🏻🙏🏻
@rajshreedas6501
@rajshreedas6501 16 күн бұрын
Jay shree jagannath 🙏
@mindescape9602
@mindescape9602 16 күн бұрын
Jaha heichi odisha basi marmahata sata kintu khusi...Mg panda mana nku pane bada thakura dele...Jia bhabanti tankara puri temple administration ki kehi kichi kari paribeni...tanka bebasta...Bhagawan bujhi thanti....
@madhusudanparida4161
@madhusudanparida4161 16 күн бұрын
Manoranjan Babu, this is absolutely man made mistake. Failures of management & govt. Senior experience sebayats should conduct sincerely. 🙏🙏
@himansupattanaik3383
@himansupattanaik3383 16 күн бұрын
ରାମ କୃଷ୍ଣ ଭାଇନା ଆପଣ ନିଜ ଦୋଷ କାଇଁ ସ୍ଵୀକାର କରୁନାହାନ୍ତି.... ପଛପଟେ କାହିଁକି ସେମାନଙ୍କୁ ରଖିଥିଲେ ଯେଉଁମାନଙ୍କର ଅଭିଜ୍ଞନ୍ତା ନାହିଁ... ହଉ ଦେଖନ୍ତୁ ପରିଣାମ କଣ ହେଉଛି.. 🙏ଜୟ ଜଗନ୍ନାଥ 🙏
@Santosh-oz3nf
@Santosh-oz3nf 16 күн бұрын
ସବୁ ସେବାୟତଙ୍କ ଫୋନବନ୍ଦକରାଜାଉ
@S3PRODUCTION0
@S3PRODUCTION0 16 күн бұрын
Jay Jagannath
@kalpatarugauntia2942
@kalpatarugauntia2942 15 күн бұрын
ବଡ଼ ଠାକୁର ଉଚିତ୍ ଜବାବ ଦେଲେ ❤
@mathmet5701
@mathmet5701 16 күн бұрын
Bhala heichhi tame mohaprabhunku bepara kari sarilani
@diptiranjanbehera3511
@diptiranjanbehera3511 16 күн бұрын
🙏🙏🙏🙏ହ୍ରଭୁ ତତେ ତୁହିଁ ରକ୍ଷା କର ମୁଁ ଛାର ମନୁଷ୍ୟ ମାତ୍ର 🙏🙏🙏
@chitrasenpradhan3824
@chitrasenpradhan3824 16 күн бұрын
ରଥ ଉପରେ ଅଧିକ ପଣ୍ଡା ରହିବା ଅନୁଚିତ୍ ସେଥିପ୍ରତି ସରକାର ସଚେତନ ରହିବା ଦରକାର।
@SushantDas-xp3to
@SushantDas-xp3to 14 күн бұрын
ଏତେ ଲୋକ ରଥ ଉପରେ କଣ ପାଇଁ ଥିଲେ ଏ ସମସ୍ତ ଘଟଣା ସେବାୟତ ଙ୍କ ପାଇଁ ସେବାୟତ ମାନେ କଣ ଭାବୁଛନ୍ତି
@jayaprakashdash6918
@jayaprakashdash6918 16 күн бұрын
ଜୟ ଜଗନ୍ନାଥ,ପୂର୍ବରୁ ଚଳିଆସୁଥିଲାନା କୋଣ କିନ୍ତୁ ଦେଖିଲେ ଲାଗୁଛି ନିତି ନିୟମ ଠାକୁର ଙ୍କ ପାଖରେ କିଛି ନାହିଁ, ଠାକୁର ଙ୍କ ପାଖରେ ପ୍ରସାଦ ଅନ୍ୟାନ୍ୟ ଖାଇବା ଜିନିଷ ଖାଇ ହାତ ପାଟି ସଫା ନ କରି ଏବଂ ମୋବାଇଲ ନ ହେଲେ ଯେମିତି ସେବା ହେବନି ରତ୍ନ ବେଦିରେ କୋଣ ହେଉଛି ଜାଣି ହେଉନି କିନ୍ତୁ ବାହାରେ ପୁରା ପୁରି ଅବବ୍ୟସ୍ତା,।
@manoranjanmangaraj1597
@manoranjanmangaraj1597 16 күн бұрын
Vala heichi
@chatasali8137
@chatasali8137 16 күн бұрын
Sevayat mane bhul karichh, mobile selfie neba kn darkar
@user-rn6bj5ne5h
@user-rn6bj5ne5h 16 күн бұрын
ଜୟ ବଳଭଦ୍ର ଜଗନ୍ନାଥ ଆପଣଙ୍କ ଇଚ୍ଛା ତୁମେ ଯା କଲେ ତା ହୁଏ
@puspanjaligajendra9394
@puspanjaligajendra9394 15 күн бұрын
ଉଠେଇ ପାରିଲେନି ବାଡ଼ ସନ୍ତଙ୍କୁ ସେ କଣ ମଣିଷ ସେ ଶେଷ ନାଗ ଅବହେଳା କଣ ପାଇ ଖାଇ କି ବଳୁଆ ଦେଖାଉଛନ୍ତି ଗର୍ବ କରୁଛନ୍ତି ସେବାୟତ
@sanjuktaranidalai7615
@sanjuktaranidalai7615 16 күн бұрын
Jai sree baladeba 🙏🏻 🪷
@malayaranjanpati94
@malayaranjanpati94 15 күн бұрын
ସବୁ ଭଲ ଆଉ ଠିକ୍ କିନ୍ତୁ,🙏🏻🙏🏻🙏🏻 ଅତି ନୁହ😮😮😊😊 ଭାଗ୍ୟବାନ ଆମେ କି -- ଜନ୍ମ ଏ ଜଗନ୍ନାଥ ଙ୍କ ଧାମରେ ହୋଇଛି ଜୟ ଜଗନ୍ନାଥ ସ୍ଵାମୀ 🙏🏻🙏🏻🙏🏻🙏🏻🙏🏻
@Foodrecipes054
@Foodrecipes054 16 күн бұрын
Esabu mahabahu nka ichha na CM sir nka kichhi bhul rahigala CM sir nka bebastare kichhi bhul rahigala Jay jagannath 🙏🏻😭😭😭😭😭😭😭😭😭😭
@nilamaniswain4466
@nilamaniswain4466 16 күн бұрын
ଏଭଳି ପରିସ୍ଥିତିରେ କେବଳ ପଣ୍ଡା ମାନେ ଦାଇ ରହିବେ କାହିଁକି ନା ରଥ ଉପରେ ଏତେ ପରିମାଣରେ ତାଙ୍କ ରି ନାତି ନାତୁଣୀ ଝିଅ ଜୋଇଁ ପୁଅ ପୁତୁରା ସମସ୍ତେ ଭକ୍ତ ଯେତିକି ସେବାୟତ ସେତିକି। ଆମ ଓଡିଆ ରେ ଗୋଟେ ଢଗ ନାହିଁ ବେସି ଲୋକ ରେ ମୂଷା ମରେ ନାହିଁ। ଏ ଘଟଣା ସେଇଭଳି।
@brajeswarisingh909
@brajeswarisingh909 16 күн бұрын
ପ୍ରଥମେ ମୋବାଇଲି ବନ୍ଦ କରାଯାଉ ଯେତିକି ସେବାୟତ ସେତିକି ରୁହନ୍ତୁ ପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଲୋକଙ୍କୁ ପୋକ, ମାଛି ନ ଭାବନ୍ତୁ ରଥରେ 15 ବର୍ଷ ପିଲା ମାନଙ୍କୁ ଛଡା ନ ଯାଉ ଅନ୍ୟାୟ କରୁଥିବା ଲୋକଙ୍କୁ ବହିଷ୍କାର କରାଯାଉ 🙏🙏🙏🙏🙏🙏🙏🙏🙏🙏🙏🙏
@sureshchandradash6900
@sureshchandradash6900 15 күн бұрын
ନନ ଓଡ଼ିଆ ମନ୍ଦିର ପ୍ରଶାସକର ନିର୍ଦେଶ ରେ ଏମାନେ ଏପରି କରିଛନ୍ତି, ପ୍ରଶାସକକୁ ଯଥାଶୀଘ୍ର ନିଲମ୍ବନ କରାଯାଉ
@santoshkumarpatra1870
@santoshkumarpatra1870 16 күн бұрын
God has started action against the rule breakers
@BishalGhadei-rj7jy
@BishalGhadei-rj7jy 16 күн бұрын
Jay Jagannath 🔴‼️🔴
@arundhatibiswal8460
@arundhatibiswal8460 16 күн бұрын
Jay Jagannatha ❤🙏 Jay Mahaprabhu Balabhadra ❤🙏 Jay Maa Subhadra ❤️🙏
@gitanjalitripathy5389
@gitanjalitripathy5389 15 күн бұрын
ଖାମ ଖିଆଲ ମନୋଭାବ, ଅଧିକ ଲୋକ ସଂଖ୍ୟା, ମୋବାଇଲ ଫୋଟ, ଏସବୁ ଯୋଗୁଁ ଏହା ଘଟିଲା.
@182jdj
@182jdj 16 күн бұрын
Jai shree Jagannathha 🙏🙌🏻
@anantapanda5026
@anantapanda5026 15 күн бұрын
ଏ news ବାଲା ଙ୍କ ବାଳ କାମ ନାହିଁ ରଗିଲେ ନୁହେଁ ସବୁ ସେବାୟତ ଙ୍କ ଭୁଲୁ
@Foodrecipes054
@Foodrecipes054 16 күн бұрын
Jay jagannath bhaina 🙏🏻 bhaina apana janithile he ama Nabin sir asibe nahi au ete bada aghatana hebare achhi apana jani parile nahi esabu mahabahu nka ichha na CM sir nka bebastare kichhi bhul rahigala Jay jagannath 🙏🏻🙏🏻🙏🏻🙏🏻😭😭😭😭😭😭😭😭
@akshaykumarsahu15
@akshaykumarsahu15 16 күн бұрын
Sabu sai bada thakuranka ichha kahaku dosha deba thik nuhan Omm parambrahma Jay shree jagannath swami saranam
@pramejapani8333
@pramejapani8333 16 күн бұрын
Bada thakur thik kama karichhanti 🙏🙏👌
@prasantaparida691
@prasantaparida691 16 күн бұрын
Jay Jagannath 🙏
@asitrout7659
@asitrout7659 16 күн бұрын
🙏🙏🌹ଜୟଜଗନ୍ନାଥସ୍ୱାମୀ
@Aakamaabadi
@Aakamaabadi 16 күн бұрын
ପାଞ୍ଚ ମିନିଟ୍ ର ଭୁଲ୍ କଲେ ଏଠି ଜଣେ ଆଜୀବନ କାରାଦଣ୍ଡ ଭୋଗୁଛି ଏମିତିକି ରାଜକ୍ଷମା ରୁ ବଞ୍ଚିତ ହେଇ ଜଣକୁ ଫାସି ଦଣ୍ଡ ରେ ଦଣ୍ଡିତ କରାଯାଉଛି। ଏଠି ପଣ୍ଡିତ ପୁଅ ମାଙ୍କଡ ମାରିଲେ କିଛି ହୁଏନି କିନ୍ତୁ ଗାଁ ଦାସିଆ ସେଠୀ ମାରିଲେ କଥା ସରିଲା।CCTV ଫୁଟେଜ କୁ ଜାନଚ କରି ସେବାୟତଙ୍କ ବିରୁଦ୍ଧରେ ଆଇନଗତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ।ବିଶ୍ଵ ନିୟନ୍ତାଙ୍କ ପ୍ରତି ଏଭଳି ଦାୟିତ୍ଵ ହୀନ ସେବା କେବେବି ବରଦାସ୍ତ ନୁହେଁ।
@bhagirathibehera2174
@bhagirathibehera2174 16 күн бұрын
ଆପଣ ମିଶ୍ର ବାବୁ ପୁରୁଣା ଲୋକ ସବୁଜାଣିଥିବେ
@ROMIIRAJPUT
@ROMIIRAJPUT 14 күн бұрын
ପଣ୍ଡା ମାନେ ଗୋଟେ ଗୋଟେ ଚେନ୍ ପକେଇକି ନିଜକୁ ଭାବୁଛନ୍ତି ଆମେ ହେଉଛୁ ବଡ଼ ଠାକୁର ଏମାନେ ବହୁତ୍ ଅହଙ୍କାର ହେଇଗଲାଣି
@user-fg7tb6bi6m
@user-fg7tb6bi6m 16 күн бұрын
ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ
@padminibarik-xf1ft
@padminibarik-xf1ft 16 күн бұрын
जय जगन्नाथ🙏🙏😢😢🙏🙏
@GUGULLY275
@GUGULLY275 14 күн бұрын
Sabu mahaprabhu nka ichha
@subhashreenayak2391
@subhashreenayak2391 16 күн бұрын
ଏମାନେ ନିଜକୁ କିସ ଭାବନ୍ତି କି....... ଠାକୁର କିସ ଖାଲି ୟାଙ୍କ ର ନା....... ଏ ମଣିଷ ଯେମିତି କରିବ, ସେମିତିକା ଭୋଗିବ......
@sushantjati2242
@sushantjati2242 14 күн бұрын
Sabu Kalia dai mohaprabhu kanhinki sebayat nku sasan karunanhanti
@Hery465
@Hery465 16 күн бұрын
A ramakrusna gote super class papi
@SuklalMarndi-hf9db
@SuklalMarndi-hf9db 15 күн бұрын
ସଂପୃକ୍ତ ସେବାୟତ ମାନେ ପାପି ଥିଲେ ତେଣୁ ତାଙ୍କ ଦ୍ଵାରା ବଡ ଠାକୁର ସେବା ଚାହୁଁ ନାହାନ୍ତି।
@bhagirathibehera2174
@bhagirathibehera2174 16 күн бұрын
ଆପଣଙ୍କର କୌଣସି ଭୁଲ ନ ଥାଇ ପ୍ରଭୁ କାହିଁକି ଆପଣକୁ ଦଣ୍ଡ ଦେଲେ
@panditkrushnachandramishra5822
@panditkrushnachandramishra5822 16 күн бұрын
ଭାଇରାଲ ହେଉଥିବା ଶ୍ଳୋକ ମାଳିକାର ନୁହେଁ, ନୀଳାଦ୍ରି ମହୋଦୟ ଶ୍ଳୋକ
@DeepakMartha-rt2zs
@DeepakMartha-rt2zs 14 күн бұрын
Check Jagannath Navin
@ROMIIRAJPUT
@ROMIIRAJPUT 14 күн бұрын
ଜଗନ୍ନାଥ ଙ୍କୁ ଏଇ ପଣ୍ଡା ମାନେ ନେଇ ବେପାର କରୁଛନ୍ତି ମନ୍ଦିର ଭିତରେ ଏମାନେ ଲୋକଙ୍କୁ ବାଧ୍ୟ କରୁଛନ୍ତି ଭୋଗ ନେବାକୁ ଜୋର୍ ଜବର୍ ଦସ୍ତି ହାତରେ ଦେଉଛନ୍ତି ମନ୍ଦିର ଭିତରେ ଗାଳି ଗୁଲଜ କରୁଛନ୍ତି ଏମାନଙ୍କ ପାଇଁ ଆଜି ମୋ ବଡ଼ ଠାକୁର ପଡିଗଲେ ଏମାନଙ୍କୁ ଦଣ୍ଡ ଦରକାର
ЧУТЬ НЕ УТОНУЛ #shorts
00:27
Паша Осадчий
Рет қаралды 9 МЛН
Became invisible for one day!  #funny #wednesday #memes
00:25
Watch Me
Рет қаралды 60 МЛН
마시멜로우로 체감되는 요즘 물가
00:20
진영민yeongmin
Рет қаралды 33 МЛН
Paris Olympics Kick Off // India in Asia Cup Final
20:14
OdiaTechBulletin
Рет қаралды 93 М.
ЧУТЬ НЕ УТОНУЛ #shorts
00:27
Паша Осадчий
Рет қаралды 9 МЛН