No video

ଜଣେ ସାମ୍ବାଦିକଙ୍କ ପାଇଁ ବବି-ଡାନି ହାତାହାତି ! || VK Pandian || Pranab Prakash Das || Naveen Niwas || OR

  Рет қаралды 153,606

Odisha Reporter

Odisha Reporter

Күн бұрын

ନବୀନ ନିବାସରେ ପାଣ୍ଡିଆନଙ୍କ ଆଗରେ ବବି-ଡାନି ତୁ-ତୁ ମେଁ-ମେଁ ! ସମାଧାନ କରିପାରିଲେନି ପାଣ୍ଡିଆନ, ନବୀନଙ୍କ କାନରେ ପଡ଼ିଲା କଥା ! ରହିଲାନି ବବିଙ୍କ ଟାଣପଣ, ଡାନିଙ୍କ ଜିଦକୁ ମାନିନେଲେ ନବୀନ ! ଜଣେ ସାମ୍ବାଦିକଙ୍କ ପାଇଁ ବବି-ଡାନି ମୁହାଁମୁହିଁ ଆଉ ହାତାହାତି ପରିସ୍ଥିତି! ନିର୍ବାଚନ ସମୟରେ ସେହି ସାମ୍ବାଦିକଙ୍କ ଉପରେ ବର୍ଷିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ କହିବା ପରେ ସଂପୃକ୍ତ ସାମ୍ବାଦିକଙ୍କୁ ଚାକିରି ହରାଇବାକୁ ପଡ଼ିଥିବା ଚର୍ଚ୍ଚା ହେଲା । ଡାନିଙ୍କ ପ୍ରଶ୍ନ, ‘ମୋ ଏରିଆରେ କାହିଁକି ନିଯୁକ୍ତି ପାଇବେ ବବିଙ୍କ ସମର୍ଥିତ ସାମ୍ବାଦିକ’ । ବବିଙ୍କ ଭାଇ ଓ ସଂପୃକ୍ତ ସାମ୍ବାଦିକ ସୁକିନ୍ଦା ବିଜେପି ନେତାଙ୍କୁ ଭେଟିବାର ଭିଡିଓ ହୋଇଥିଲା ଭାଇରାଲ୍। ଦରକାର ପଡ଼ିଲେ ଦଳରୁ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଥିଲେ ଡାନି ! Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #BJD #Babi #Dani #PranabPrakashDas #PritiranjanGharai #NaveenPatnaik #NaveenNiwash #Korei #Sukinda

Пікірлер: 133
@netranetra4111
@netranetra4111 Ай бұрын
କୈାରବ ବଂଶ ନିଜେ ନିଜେ ମାଡ଼ ପିଟ୍ ହୋଇ ମରିବେ ଆଉ ଧୃତରାଷ୍ଟ୍ର ଏସବୁ ଦେଖି ଚୁପ୍ ରହିବାକୁ ବାଧ୍ୟ ହେବେ
@HaraprasadRana-fm1uu
@HaraprasadRana-fm1uu Ай бұрын
ସାର୍ ଧନ୍ୟବାଦ୍ ଆପଣକୁ
@PusparaniSahoo-jm1tx
@PusparaniSahoo-jm1tx Ай бұрын
ଠିକ୍ କଥା
@chinmayachintaknayak3932
@chinmayachintaknayak3932 Ай бұрын
Mahabharat re pandab kan kruthile
@swastiprasaddas5508
@swastiprasaddas5508 Ай бұрын
ଏ ତ ଆରମ୍ଭ ଦେଖନ୍ତୁ ଆଗକୁ ଆହୁରି ବାକି ଅଛି. ଅନ୍ୟାୟ ଆଉ ଅନୀତି ଘୋଟଲା ର ହେବ ପର୍ଦାଫାଶ.
@p.bhabanisankar625
@p.bhabanisankar625 Ай бұрын
ସଂପୃକ୍ତ ସାମ୍ବାଦିକ ଓ ସମ୍ବାଦପତ୍ର ର ନାମ ଜଣାଇବା ଉଚିତ।
@laxmidharapanda6086
@laxmidharapanda6086 Ай бұрын
ନିଶ୍ଚୟ ପ୍ରମେୟ, ବିଜେଡିରୁ ବହୁମାତ୍ରାରେ ଉପକୃତ ହୋଇଛି ! ପାଣିକୋଇଲି ସଂସ୍କରଣ ର ସାମ୍ବାଦିକ ! ତଦନ୍ତହେଲେ ବହୁ ରହସ୍ୟ ବାହାରିବ !
@Raj-kv3vk
@Raj-kv3vk Ай бұрын
2 ଟା ଚୋର।। ବହୁତ ଖାଈଛନ୍ତି
@pradippradhan4388
@pradippradhan4388 Ай бұрын
ଯଦୁ ବଂଶ ନାଶ ହେବ
@HaraprasadRana-fm1uu
@HaraprasadRana-fm1uu Ай бұрын
ଆଉ 5 years ରେ bjd ସରକାର ରହିଁ ବ ନାହିଁ ପାଣ୍ଡୁ ପାଇ
@subashsahoo3527
@subashsahoo3527 Ай бұрын
କଂଗ୍ରେସ ଠାରୁ ବଳିଗଲା ବିଜେଡ଼ି ସରକାର ତିନିପାଞ୍ଜିରୁ ଗଲେ ଅନେଇ ଥାଅ ମହାପ୍ରଭୁ ଜହାକରନ୍ତି ଭକ୍ତଙ୍କ ମଙ୍ଗଳ ପାଇଁ ଜୟ ଶ୍ରୀ ରାମ 🙏🙏🚩
@kalpatarujena9466
@kalpatarujena9466 Ай бұрын
ସବୁ ସେଇ ପରାମୟ ଙ୍କ ଇଛା... 🙏
@anandasankarbehera866
@anandasankarbehera866 Ай бұрын
ବିନାଶ ସୁ ନିଶ୍ଚିତ 😂😂😂😂😂😂😂😂
@pradeepbiswal8217
@pradeepbiswal8217 Ай бұрын
ପାକିସ୍ତାନ ଭଳିଆ ମାରିଯା
@KarunakarDhani-eo2sl
@KarunakarDhani-eo2sl Ай бұрын
ଏହି ତିନି ଜଣ କିଏ କେତେ ରଖିଛି ଭାଗ ପ୍ରାୟ ଛାଡୁନାହିଁ। ଧୃତରାଷ୍ଟ୍ର ସବୁ ଦେଖିପାରୁ ନାହିଁ ଶୁଣୁଛି।
@jitendrakumarnayak4929
@jitendrakumarnayak4929 Ай бұрын
ମନମୋହନ ସାମଲଙ୍କ ଭଣଜା ପ୍ରୀତି ରଞ୍ଜନ ଘଡାଇ। ତେଣୁ ଖେଳ ଆରମ୍ଭ ସେଇଠୁ ଚାଲିଛି
@samarendramohanty1038
@samarendramohanty1038 Ай бұрын
ପୁରା ଠିକ, ସବୁ ଚୋର
@dpindian6750
@dpindian6750 Ай бұрын
ପାଣ୍ଡେ 😂😂😂😂 ଇ କିଏ ସେ ପରା politics ଛାଡ଼ିଲା ଛି ଛି ଛି ଛି ଛି ଛି ଛି ଛି besaram ପାଣ୍ଡେ
@deepakkumarmishra5267
@deepakkumarmishra5267 Ай бұрын
ଓଡ଼ିଶା କୁ ପଙ୍ଗୁ ନେଇଥିବା BJD ପାର୍ଟି ର ସମ୍ପୁର୍ଣ୍ଣ ବିନାଶ ହେବ ....... କୋଟି କୋଟି ଓଡ଼ିଆ ଜନତା ଙ୍କ ପ୍ରାପ୍ୟ କୁ ହଡ଼ପ କରିଛି bjd ର କେତେକ କୁତୁରୁମୀୟା ନେତା ବଡ଼ ହେବା ଆଶାରେ ଓଡ଼ିଶା ର ସାଧାରଣ ଜନତା ଙ୍କୁ ଅତି ଗରିବ ସଜେଇଛି bjd ର ହାରାମି ନେତା ମାନେ ଜନତା ଲୁହ ପଡ଼ିଛି ଓ ଆଗାମୀ ସମୟରେ ସମୁଲେ ନାଶ ଯିବେ bjd ଦଳ
@laxmidharapanda6086
@laxmidharapanda6086 Ай бұрын
ଯାଆ ଲାଗିଯା, ନଖରେ ନଖ ଘଷା ଚାଲିଛି !
@BasantaBasantaNag
@BasantaBasantaNag Ай бұрын
ହଇରେ ମାଗ୍ୟା b jd ର କୁକୁର ମାନେ ତମେ ଖତମ helare
@AKASHKUMARFFYT07
@AKASHKUMARFFYT07 Ай бұрын
Bjp Sarakar Remote control Sarakar Aaji Navin Nibasa ku jai Navin banda dhari thila Tu sala ti dekhichu ki nahi
@beautifulvideo0203
@beautifulvideo0203 Ай бұрын
ପାଣ୍ଡିଆନ ଅଛି ଆଜି ଯାଏ। ଆଉ କଣ ସନ୍ନ୍ୟାସ ନେଲା ବୋଲି କହୁଥିଲା।
@swapnamohanty7027
@swapnamohanty7027 Ай бұрын
Are 😅pandian kn odisha re ebe b available 😮😮😮😮😅😅😅
@jitendrakumarnayak4929
@jitendrakumarnayak4929 Ай бұрын
ସବୁ ପାଣ୍ଡିଆନ୍ ର ଖେଳ
@farmcharm
@farmcharm Ай бұрын
ଯେଉଁ ଲୋକ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଦ୍ଵାରା ନିଯୁକ୍ତ ହୁଅନ୍ତି, ସେ ସାମ୍ବାଦିକ ନୁହନ୍ତି, ତାଙ୍କୁ ମୁଖପାତ୍ର କିମ୍ବା ଚାଟୁକାର୍ କୁହାଯାଏ।
@arunudayabhanu5892
@arunudayabhanu5892 Ай бұрын
Prameya
@mishrabisudhananda3551
@mishrabisudhananda3551 Ай бұрын
ଏତେ ଦସା ପରେ ବି ସବୁ ବରିଷ୍ଠ ନେତା ବସିଛନ୍ତି ଚୁପ୍ ହୋଇ ଆଉ ପାଣ୍ଡିଆନ,ନବୀନ ଙ୍କ ପାଖ ରେ ରହି ସବୁ ପରିଚାଳନା କରୁଛି।ଏଇ ବରିଷ୍ଠ ନେତା କିପରି ଏହାକୁ ପୁଣି ସହ୍ୟ କରି ସେହି କୁକୁର ପରି ନବୀନ ପାଦ ତଳେ ବସିଛନ୍ତି ,ଦୁଃଖ ଲାଗେ।
@rameshlenka5083
@rameshlenka5083 Ай бұрын
ସେ ଶଳା ଙ୍କ ମୁହଁରେ ଲଜ୍ଜ୍ୟା ଥିଲେ ଏମିତି କଣ ଝଗଡା ହୁଅନ୍ତେ ?
@SureshPusti
@SureshPusti Ай бұрын
ପାଣ୍ଡୁ , ବବି , ଡାନି, ଅନ୍ୟ ଚୋର ଭ୍ରଟାଚାରି କଂ ଉପରେ କାର୍ୟ୍ଯାନୁଷ୍ଠାନ୍ ନେଉ ନାହାଁନ୍ତି କାହିଁକି ମୋହନ୍ ସରକାର,
@swadhinmaharana5989
@swadhinmaharana5989 Ай бұрын
ପାଣ୍ଡୁ ସାର୍ ତ ସନ୍ୟାସୀ ନେଇକି ଯାଇଥାନ୍ତେ କେବେ ବେଶ ଭୂଶା ପିନ୍ଧି ଖାଲି ପାଦରେ ରାସ୍ତା ରେ ଚାଲି କି କେଉଁ ଗୁମ୍ଫା କୁ ଯିବେ ଜନସାଧାରଣଙ୍କ ଅପେକ୍ଷାରେ ରହିଛି
@user-pc4xc5of6v
@user-pc4xc5of6v Ай бұрын
ପୂର୍ଣ୍ଣ ଦେଓ କିରେ 😄 ପ୍ରମେୟ
@samabaral3524
@samabaral3524 Ай бұрын
ଏଇତ ଆରମ୍ଭ ମାତ୍ର
@bipinakumardashbipinakumar9248
@bipinakumardashbipinakumar9248 Ай бұрын
ରାଜନିତି ନାମରେ ବବି ପାଣ୍ଡିଆ ସଳେ ଓଡ଼ିଶାକୁ ଖାଇଲେ
@SristiSanskriti
@SristiSanskriti Ай бұрын
Dani Babu ,,tume tuma Mamu saha misijaa
@user-rt7ic2xi5b
@user-rt7ic2xi5b Ай бұрын
Misa Habani Chorata
@jnanaranjan3406
@jnanaranjan3406 Ай бұрын
Dani ra mamu puni kie..
@rajendrasahoo8109
@rajendrasahoo8109 Ай бұрын
Au thare election hou
@nirmlyakumar675
@nirmlyakumar675 Ай бұрын
ମା ଡାନି
@samarendramohanty1038
@samarendramohanty1038 Ай бұрын
ଏମାନଙ୍କୁ ଜେଲ ପଠାଓ ବହୁତ ଦୁର୍ନୀତି କରିଛନ୍ତି
@papumohanty1609
@papumohanty1609 Ай бұрын
Argus OTV କୁକୁର ର ସେଇ ଗୋଟିଏ ଚିନ୍ତା ପାଣ୍ଡିଆନ୍ ଆଉ bjd kemiti ଭାଙ୍ଗିବ
@sonupatel-lv3ol
@sonupatel-lv3ol Ай бұрын
Haire magiha to ghare siba sampati achhi tu bjd ra pela chatuchu
@swadhinmaharana5989
@swadhinmaharana5989 Ай бұрын
ପାଣ୍ଡିଆନ୍ ଖେଳାଉଛନ୍ତି ଭିତରେ ଥାଇକି ରେ ଭାଇ ଏହିମାନଙ୍କ ଭିତରେ ଝଗଡା ଲାଗିଲେ ତାର ପାଣ୍ଡୁ ର ଲାଭ ହେବ ଅର୍ଜୁନ ମାରିଲେ 5 କର୍ଣ୍ଣ ମରିଲେ ଭି 5 ପରି ଉପାୟ ଯୋଡିବାରେ ବ୍ୟସ୍ତ ପାଣ୍ଡୁ ସାର୍
@peoplescouncilforsocialwel7677
@peoplescouncilforsocialwel7677 Ай бұрын
TWO THIEVES OF ODISHA 😊
@DilipKumar-by5yz
@DilipKumar-by5yz Ай бұрын
ଜୟଶୀରାମ ଭାଇ କଣ ଭାଗଛିଡି ଲାନି ବୋଧେ
@rajakishoresahoo8534
@rajakishoresahoo8534 Ай бұрын
ଦୁଇ ଟା ଜାକ କେହି ଭଲ ନୁହଁନ୍ତି।
@duryodhanmahanta7766
@duryodhanmahanta7766 Ай бұрын
ବିଜେଡି ର ସମ୍ପତ୍ତି ଏମାନେ ଖୋଳ କରିଛନ୍ତି। ଦଣ୍ଡ ଦିଅ।
@rajanisahu4577
@rajanisahu4577 Ай бұрын
Pndn Sir ଙ୍କ ଆଉ ମୁଁହ ଆମେ ଦେଖି ପାରୁନାହିଁ, ମିଡିଆ ଭାଇ ମାନେ ମଧ୍ୟ ତାଙ୍କର ଖବର ଆଉ ଦେଖାଉ ନାହାନ୍ତି।
@user-ud1lp4oh5t
@user-ud1lp4oh5t Ай бұрын
ପାଣ୍ଡୁ କୁ କେବେ ଜେଲ ରେ ପୁରେଇବBJP
@HaraprasadRana-fm1uu
@HaraprasadRana-fm1uu Ай бұрын
ପାଣ୍ଡୁ ବ ବି 2 ଜଣ ଜେଲ ଜିବେ କହି ଥିଲେ ଧରମେଦ୍ର ପ୍ରଧାନ ସାର୍ BJP ସରକାର ଏ ମାନକୁ ଭୟ କରୁଛି
@Official_Khusi1
@Official_Khusi1 Ай бұрын
ତାହାଲେ ପାଣ୍ଡୁ ଅଛି 😂
@kalpatarujena9466
@kalpatarujena9466 Ай бұрын
ସବୁ ଖାଇଲା ପାଣ୍ଡ୍ୟା
@smileindia9348
@smileindia9348 Ай бұрын
ଆମ ସୁନାର ସୁକିନ୍ଦା କୁ ଚୋର ଦାନି ଆଉ ତା ବାପ ପ୍ରଫୁଲ ଘଡେ଼ଇ ଲୁଟିକି ଖାଇଗଲେ
@comedyshow9029
@comedyshow9029 Ай бұрын
Who is that journalist
@sunitatripathy2111
@sunitatripathy2111 Ай бұрын
Kebe arrest hebe emane?
@ashokmoharana1751
@ashokmoharana1751 Ай бұрын
Naben. Neda vagela padeaa ku beda kara babe ku beda kara. B j d raheba
@debasishpanda7913
@debasishpanda7913 Ай бұрын
But otv argus focus odisha reporter samadhan karidebey🤣🤣🤣
@laludada7656
@laludada7656 Ай бұрын
PANDIAN. HATA. N HELE. DALA. JIBA
@soulfulashutoshnayak9281
@soulfulashutoshnayak9281 Ай бұрын
Pandiyan ଥିବା ଯାଏ ବି ଜେ ଡି ର କୁଷ କଅଁଳିବ ନାହିଁ
@sumantarout8882
@sumantarout8882 Ай бұрын
Dani pain BJD korei & Dharmasala re BJD harilal
@user-rt7ic2xi5b
@user-rt7ic2xi5b Ай бұрын
Jan sadharan tuma Sahita Nahanti
@sakyasingjena8649
@sakyasingjena8649 Ай бұрын
Why did Mr Nabin Pattnaik again support pandu?
@deardevesh0416
@deardevesh0416 Ай бұрын
ଭାଇ ତମେ ଏତେ କଥା କେମିତି ଜାଣିଲ ଯଦି ଦେଖିଛ ତେବେ ଭିଡିଓ ପ୍ରସାରଣ କର
@pradeepbarikpradeepbarik9712
@pradeepbarikpradeepbarik9712 Ай бұрын
Ruha au kichidina jau tantikatakati Hebe a mane
@user-nw7jp6yy4k
@user-nw7jp6yy4k Ай бұрын
Se,DANI NUIN DON
@UmeshBehera-dn5rz
@UmeshBehera-dn5rz Ай бұрын
୧୨
@youtubestark6554
@youtubestark6554 Ай бұрын
😂😂😂😂😂
@ajitkumarkujur7356
@ajitkumarkujur7356 Ай бұрын
😂😂😂😂😂😂😂😂😂😂😂😂😂
@user-kb6wr3bk5j
@user-kb6wr3bk5j Ай бұрын
Orgas news bjd chinta
@user-mw2xw7tx5r
@user-mw2xw7tx5r Ай бұрын
😂😂😂
@asitmohanty8492
@asitmohanty8492 Ай бұрын
What the present CM is doing with regard to possession of government land by CM, escalated and unnecessary Security arrangements at Government's expenses etc. It seems he has been instructed by Shah and Pradhan to keep mum. Not fit for the post😢
@laludada7656
@laludada7656 Ай бұрын
IRE. PANDAB. ODISA RE
@kcmishra3239
@kcmishra3239 Ай бұрын
Bobby Juddha Danny. Bjd
@swatisamal1270
@swatisamal1270 Ай бұрын
Purna deo
@Skstarvlog3735
@Skstarvlog3735 Ай бұрын
Bjd dhwansa heijau .jou sambadika bjd pachhare godauthile semanku list karajau.
@diptinanda4858
@diptinanda4858 Ай бұрын
Bhanda sanyasi ebe be 5t charge re?
@manasmohapatra7874
@manasmohapatra7874 Ай бұрын
Mu nije ghar ghar buli and online madhyam re lok nku BJD ra karjya bishayre re abagat karaithili mo bhali anek jubak BJD upare asantust thile
@sumantarout8882
@sumantarout8882 Ай бұрын
Dani Idcol Ferro chromre ku khai khol Kari dela 500 ru undha lebar chakri harale Dani harichhi Bhala hoichi Jay Shree Jagannath
@sahooankitvlogs4364
@sahooankitvlogs4364 Ай бұрын
Bjd au h kebe bi asibane
@damodarmishra1006
@damodarmishra1006 Ай бұрын
Dani babu mamun gostire , boby babu dharmendra gostire saranaparna, dekhajau pani kuade jauchhi.
@melisha4236
@melisha4236 Ай бұрын
Pandia kouthi luchi ki basichi 😂😂😂
@Official_Khusi1
@Official_Khusi1 Ай бұрын
😂
@user-od2fs9gq4v
@user-od2fs9gq4v Ай бұрын
ଚୋର ଚୋର ଭିତର କଲି
@akashkumarrout674
@akashkumarrout674 Ай бұрын
Sabu chora loka auu vote debeni nina area ra gariba pila ku vote dia bhaimane.
@subhalgiri6181
@subhalgiri6181 Ай бұрын
Pandi jiba kuade.chara vali chhapi pachhapate kama kariba
@DilipkumarDas-gw6bl
@DilipkumarDas-gw6bl Ай бұрын
Bobby pandu asile bjd lop
@bijaypanda1843
@bijaypanda1843 Ай бұрын
😅😅😅😅
@santoshkhilar
@santoshkhilar Ай бұрын
Pandu puni kuade asila
@educationrks.8621
@educationrks.8621 Ай бұрын
ପୁଣି ପାଣ୍ଡ୍ୟା.....
@SunilPradhan-ww6sb
@SunilPradhan-ww6sb Ай бұрын
Nija dala ku jagantu Nabin
@user-px1zf3mh8x
@user-px1zf3mh8x Ай бұрын
Faltu. Katha
@manasmohapatra7874
@manasmohapatra7874 Ай бұрын
Kie sadhajantra karini BJD loka nka tanka luti chalithila tenu lok tanku haraile 😊
@binatamanjarijena6757
@binatamanjarijena6757 Ай бұрын
Dani saitan choraku chapalare mala pindhaa.
@abhijitmohanty2497
@abhijitmohanty2497 Ай бұрын
Emity jhagda lagi sabu maribe
@kalpataruojha3397
@kalpataruojha3397 Ай бұрын
MU JAHA SUNIL DANI BHAI BOBY PELA KU GOITHA MARILE.TAA PELA PRATI GALA
@user-ew4ij1sj6v
@user-ew4ij1sj6v 23 күн бұрын
Nabina banda halau achi
@jagannathpradhan7858
@jagannathpradhan7858 Ай бұрын
Tume bhitaraku jaithila ki
@dkmdkm7480
@dkmdkm7480 Ай бұрын
maanduruchanda,..bjd...😢
@chandankumar-uo4co
@chandankumar-uo4co Ай бұрын
Magia pandian ku kn pain arrest karajauni BJP arathara hariba
@sumankar6856
@sumankar6856 Ай бұрын
Bjd jaau bhaad mein. Not interested about a bogus party's faltu members
@BapunuPanda-zi5qq
@BapunuPanda-zi5qq Ай бұрын
Argus chota
@gurucharanmohapatra4508
@gurucharanmohapatra4508 Ай бұрын
Tume tautor sabukathaku badhei chadhei kahu achha
@user-kn4zs7ni4k
@user-kn4zs7ni4k Ай бұрын
Bjd ra sthiti au nahi odishare
@user-hj1yl6ch2h
@user-hj1yl6ch2h Ай бұрын
E Mane jogya Bapa nk ajogya santan. Je paryanta Pandian ebong Boby ku hata na jaichhi se paryanta BJD ehi abastha heu thiba. Kourab bandha dhwansh hela bele ehi dasha bhogi thile. Mane pakantu.
@abhijeetu1406
@abhijeetu1406 Ай бұрын
Pandian paeen BJD budiba sure..... Naveen Babu pandian nku pakhare rakhiki naama hebe....
@bijaydas4631
@bijaydas4631 Ай бұрын
This is the bekar news
@bikunpradhan770
@bikunpradhan770 Ай бұрын
Tu media puruna patha Kain alochana karuchu
@pabitranath5075
@pabitranath5075 Ай бұрын
Bjd bjd kamuda kamudi 😂😂
@rkvlogworld
@rkvlogworld Ай бұрын
Bekar story
@pabitranath5075
@pabitranath5075 Ай бұрын
Bjd bjd kamuda kamudi ajira nataka 😂😂😂😂
@kunmun9983
@kunmun9983 Ай бұрын
Sabu magia janidela. Tama kichi ta news channel pai odisha aji down rey achi. Sabu magia ek
@sanjaygupta-sy7lv
@sanjaygupta-sy7lv Ай бұрын
Dono dacait ku arrest kara
He bought this so I can drive too🥹😭 #tiktok #elsarca
00:22
Elsa Arca
Рет қаралды 43 МЛН
拉了好大一坨#斗罗大陆#唐三小舞#小丑
00:11
超凡蜘蛛
Рет қаралды 16 МЛН
He bought this so I can drive too🥹😭 #tiktok #elsarca
00:22
Elsa Arca
Рет қаралды 43 МЛН