JAGANNATH TEMPLE DIVINE FLAG CHANGE 30-NOV-2024 | ନୀଳଚକ୍ରରେ ହଳଦିଆ ରଙ୍ଗର ପତାକାଲାଗି | JAY JAGANNATH TV

  Рет қаралды 2,271

JAY JAGANNATH TV

JAY JAGANNATH TV

Күн бұрын

Puri Sri Jagannath Temple’s glorious divine flag alteration on Nilachakra - Dt- 30 TH NOV 2024
"ନୀଳଚକ୍ର ଉପରେ ଉଡୁଥିବା ପତିତପାବନ ବାନା ବା ପତାକା ଗୋଟିଏ ଦିନରୁ ଅଧିକ ସମୟ ମନ୍ଦିରରେ ଉଡ଼େ ନାହିଁ । ବର୍ଷକ ବାର ମାସ ୩୬୫ ଦିନ ଖରା, ବର୍ଷା , ଶୀତ କୁ ଖାତିର ନ କରି ପ୍ରତିଦିନ ସନ୍ଧ୍ୟା ୫ ଟା ରେ ଚୁନରା ସେବକ ନୀଳଚକ୍ର ରେ ଧ୍ବଜା ବାନ୍ଧିବା ନିମନ୍ତେ ଶ୍ରୀମନ୍ଦିର ଚୁଡାକୁ ଆରୋହଣ କରିଥାନ୍ତି। ଏହି ସେବାକୁ ପତାକଲାଗି ସେବା କୁହାଯାଏ । ଶ୍ରୀମନ୍ଦିର ଭିତରେ ଏବଂ ସିଂହଦ୍ୱାର ସାମନାରେ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଗଣ ଏହି ପତାକା ଲାଗି ଦର୍ଶନ କରି ଧନ୍ୟ ହୁଅନ୍ତି । ଚୁନରା ସେବକ ମାନେ ବେକରେ ନୂଆ ଧ୍ବଜା ବାନ୍ଧି ସେ ଶ୍ରୀମନ୍ଦିର ଆରୋହଣ କରିଥାନ୍ତି । ପ୍ରଥମେ ଅଁଳା ବେଢ଼ା ରେ ଥିବା ଧ୍ବଜା ମହାବୀର ଙ୍କୁ ଉପାସନା କରି ସେଠାରେ ଦୀପ ପ୍ରଜ୍ବଳନ କରି ସାରିବା ପରେ , ଅଁଳା ବେଢ଼ା ଉପରକୁ ଏକ ଲୁହା ସିକୁଳି ମାଧ୍ୟମରେ ଯାଇଥାନ୍ତି। ତତ୍ପରେ କଳସ ଉପରେ ଚଢ଼ି , ନୀଳଚକ୍ର ଶିଖରକୁ ଯାଇଥାନ୍ତି। । ସେଠାରେ ଥିବା ପୁରୁଣା ଧ୍ବଜା ପରିବର୍ତ୍ତନ କରି ନୂଆ ଧ୍ବଜା ଲାଗି କରିଥାନ୍ତି ଓ ଜଗତ ମଙ୍ଗଳ କାମନା କରିଥାନ୍ତି । ଏହି ବାନା ସାଧାରଣତଃ ଗାଢ଼ ନାଲି କିମ୍ବା ହଳଦିଆ ବର୍ଣ୍ଣ ଓ ବେଳେ ବେଳେ ଧଳା ରଙ୍ଗର ହୋଇଥାଏ ।
ଏହାର ମଧ୍ୟ ଭାଗରେ ଚନ୍ଦ୍ର ଓ ବିନ୍ଦୁ ଶ୍ୱେତ ରଙ୍ଗରେ ଅଙ୍କିତ ହୋଇଥାଏ । "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397
Also available on all cable networks.
For More Info please contact - 6372804618
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
KZbin: bit.ly/3KAQeyD
Twitter: bit.ly/38JpX3U
#patakalagidarshan #jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

Пікірлер: 222
@ajayarout8392
@ajayarout8392 3 сағат бұрын
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର କି ଜୟ 🔘‼️🔘🙌🙌🙌🙌🙌🚩🚩🚩🚩🚩🙏🙏🙏🙏🙏
@bhubanranjandash7017
@bhubanranjandash7017 4 сағат бұрын
ଜୟ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ
@NarendraDethi
@NarendraDethi 4 сағат бұрын
ହେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ଜଗତର ଦୁଃଖ ବୁଝିବେ ହେ ମହା ବାହୁ ଶ୍ରୀ ପତିତପାବନ ଦେବ ନମ୍ଃ ଭଗବତେ ବାସୁଦେବାୟ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଓ ଶ୍ରୀ ହରି
@namitabiswal-go7vt
@namitabiswal-go7vt 4 сағат бұрын
ଜୟ ପତିତ ପାବନ🙏 ନୀଳଚକ୍ର ବାନା କି ଜୟ ହେଉ 🙏
@ThinkAboutStudy
@ThinkAboutStudy 4 сағат бұрын
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ତୁମ ଚରଣରେ ମୋର କୋଟି କୋଟି ପ୍ରଣାମ ପ୍ରଭୁ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@jayaprakashdash6918
@jayaprakashdash6918 3 сағат бұрын
ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ପ୍ରଭୁ ଶ୍ରୀ ଜଗନ୍ନାଥ ଜୟ ପ୍ରଭୁ ଶ୍ରୀ ଚତୁର୍ଦ୍ଧାମୂର୍ତ୍ତି ଜୟ ମାଁ ମହାଲକ୍ଷ୍ମୀ ଜୟ ପ୍ରଭୁ ଶ୍ରୀ ପତିତପାବନ 🌹🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@renuka-e1n
@renuka-e1n 3 сағат бұрын
ମହାପ୍ରଭୁ 🙏🙏🌹🌹🙏🙏
@namitabiswal-go7vt
@namitabiswal-go7vt 4 сағат бұрын
ଜୟ ଜୟ ଶ୍ରୀ ଜଗନ୍ନାଥ 🙏ଜୟ ଜଗନ୍ନାଥ 🙏ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ 🙏
@bibekanandaparida6279
@bibekanandaparida6279 4 сағат бұрын
ଜୟ ଜଗନ୍ନାଥ ମଣିମା ⭕‼️⭕🙏🪷🙏🚩🚩🚩🚩🪔🪷💮💮🌻🌼🌹🌸🏵️🏵️🏵️🏵️🏵️🙏🙏🏵️🙏🏵️🪔🪔🌷❤️🙏🙏🙏
@pareshkumarbehera1483
@pareshkumarbehera1483 4 сағат бұрын
ଜୟ ଶ୍ରୀଜଗନ୍ନାଥ* 🙏
@jayantakumarghadia6309
@jayantakumarghadia6309 4 сағат бұрын
ଜୟ ଶ୍ରୀ ଜଗନ୍ନାଥ 🙏🌹🚩
@jenabobby6165
@jenabobby6165 4 сағат бұрын
Jay shree jagannath swami nayana patha gami bhaba tume 🙏❤🙏❤🙏❤🙏
@pravasinisatapathy6341
@pravasinisatapathy6341 3 сағат бұрын
Jai jagannath swamy Nayan Patha gami vaba tume
@LakshmiRani-j9l
@LakshmiRani-j9l 4 сағат бұрын
Jay shree jagannath mahaprabhu Jay 🙏🙏🏻🙏🏻🙏🏻🙏🏻🙏🏻🙏🏻🙌👏 Jay
@Radhe_Radhe8
@Radhe_Radhe8 4 сағат бұрын
Jai Shri Krishna 🚩 Jai Shri Giriraj Dharan Prabhu Ji 🚩 Radhe 🚩 Radhe 🚩 🚩🚩
@ratnakardas7475
@ratnakardas7475 4 сағат бұрын
Nilachala nivasaya Nitya paramataman Bala Bhadra subhadraya Jagannath tayaet namo namo namo namo namo namo namo namo namo namo namo namo namo namo namo namo 🙏 🙏 🙏 🕉️ 🕉️ 🕉️
@priyaranjansamal4517
@priyaranjansamal4517 4 сағат бұрын
JAYAAAA VINAYAK JAYAAAA SIARAM JAGAAA MAAAAAAAAAAAA NARAYANI 🙏🙏🙏🙏
@pratapkumardaspappu9375
@pratapkumardaspappu9375 4 сағат бұрын
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଜୟ 🙏 ଜୟ ଶ୍ରୀ ପତିତପାବନ 🙏 ହରିବୋଲ 🙌 ହରି ହରି ବୋଲ ମଣିମା 🙏🙌🙏 ରଖିଲେ ରଖ ଜଗନ୍ନାଥ ଆଉ ନାହିଁ ରଖନ୍ତା, ତୁମ୍ଭେ ନରଖିଲେ ଭାସିଲି ଶୁଣି ହୁଅ ଅଚିନ୍ତା 🙏
@nabinbaisakha1454
@nabinbaisakha1454 4 сағат бұрын
ଜୟ ଜୟ ଶ୍ରୀ ଜଗନ୍ନାଥ, ପତିତ ପାବନ ବାନା ପରିବର୍ତନ ସମୟ ରେ ଅଧମ ଅକ୍ଷମ ତୁମରି ପାଦ ତଳେ ଶରଣ ନେଇଛି
@harekrushnamishra8717
@harekrushnamishra8717 4 сағат бұрын
ଜୟ ଜଗନ୍ନାଥ
@auroshreegallery2304
@auroshreegallery2304 3 сағат бұрын
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ❤❤❤ ଜୟ ଶ୍ରୀ ମା ଲୋ ମହାଲକ୍ଷ୍ମୀ ❤❤❤ ମା ଲୋ ବିମଳା ❤❤❤
@rudraswain7020
@rudraswain7020 3 сағат бұрын
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ମୋ ପରିବାର କୁ ଭଲରେ ରଖନ୍ତୁ ହେ ମଣିମା ⭕❗⭕🙏🏻🙏🏻🙏🏻
@SapanaSwain-e6o
@SapanaSwain-e6o 3 сағат бұрын
Jay jagannath Swami 🙏🙏🙏🪔🪔🪔🌹🌹🌹
@sumantakhuntia3960
@sumantakhuntia3960 3 сағат бұрын
Jay jagannath swaami nayan patha gami🙏🙏🙏🌹🌹🌹🙏🙏🙏🌹🌹 🌹
@auroshreegallery2304
@auroshreegallery2304 3 сағат бұрын
ମଣିମା କେମିତି ଅଛନ୍ତି ମହାପ୍ରଭୁ❤❤
@SuryaprakashSethy
@SuryaprakashSethy 3 сағат бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏❤️🙏❤️🙏❤️🙏❤️🙏❤️🙏❤️🙏❤️🙏❤️🙏❤️
@SuvamsrikantaBehera
@SuvamsrikantaBehera 4 сағат бұрын
ଜୟ ଜଗନ୍ନାଥ ପତିତ ପାବନ ବାନା କି ଜୟ
@137princyram3
@137princyram3 3 сағат бұрын
JAI SHREE JAGANNATH. !! 🙏🏻🙏🏻🙏🏻
@suryabehera4085
@suryabehera4085 4 сағат бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ ଭବ ତୁମେ ଭବ ତୁମେ
@nagengaria7734
@nagengaria7734 Сағат бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମୋ ଜଗନ୍ନାଥ ⭕❗⭕🙏🏼🙏🏼
@rajkumartanty9232
@rajkumartanty9232 3 сағат бұрын
HARE KRISHNA HARE KRISHNA KRISHNA KRISHNA HARE HARE HARE RAM HARE RAM RAM RAM HARE HARE
@TripatiNayak-ej3pn
@TripatiNayak-ej3pn 2 сағат бұрын
ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ.
@damodarbhai1917
@damodarbhai1917 2 сағат бұрын
ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏🛐🛐🛐
@TejrajBag-ql2qc
@TejrajBag-ql2qc 3 сағат бұрын
ଜୟ ଜଗନ୍ନାଥ ସ୍ଵାମୀ ଜୟ ମା ସୁଭଦ୍ରା ଜୟ ବଳଭଦ୍ର
@MadhusudhanNath-l2t
@MadhusudhanNath-l2t 2 сағат бұрын
ଜୟ ଜଗନ୍ନାଥ ମହାପ୍ରଭୁ ଜୟ ଜଗନ୍ନାଥ ❤🙏🙏🙏🌷🌷🌷❤
@manasisinharoy2198
@manasisinharoy2198 3 сағат бұрын
Joy Jagannath Joy Jagannath Joy Jagannath amader Koti Koti koti pronam janai amader Mangal Koro Shanti dao sansare sab sankat durr kore dao taratari please Radhey Radhey Radhey Radhey Radhey Radhey Radhey Radhey Radhey ❤❤❤❤
@sarojsagarsarangi8810
@sarojsagarsarangi8810 3 сағат бұрын
ଜୟ ଶ୍ରୀ ଜଗନ୍ନାଥ 🙏🙏🙏 ଜୟ ମା ସୁଭଦ୍ରା 🙏🙏🙏 ଜୟ ଶ୍ରୀ ବଳ ଭଦ୍ର 🙏🙏🙏
@SmrutiranjanPanda-s8d
@SmrutiranjanPanda-s8d 4 сағат бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ହେ ପ୍ରଭୁ କାଳିଆ ସାଆନ୍ତ ସବୁ ତମ ଇଛା 🚩⭕‼️⭕🙏
@kirtandas5865
@kirtandas5865 4 сағат бұрын
ଓଁ ଶ୍ରୀ ଜୟ ଜଗନ୍ନାଥ ନାରାୟଣ କୀ ଜୟ 🌹🙏🙏🙏🙏🙏🙏❤️
@praspitabarick3087
@praspitabarick3087 3 сағат бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ ଜୟ ଜଗନ୍ନାଥ
@dharmajaybal8837
@dharmajaybal8837 4 сағат бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ⭕‼️⭕🙌
@banasmitanayak5280
@banasmitanayak5280 4 сағат бұрын
ମହାପ୍ରଭୁ ତୁମ ଚରଣ ତଳେ କୋଟି କୋଟି ପ୍ରଣାମ ❤❤❤❤🛐🛐🛐🛐🙏🙏🙏🙏🙏🙏
@Pratapkumarmaharana2518
@Pratapkumarmaharana2518 3 сағат бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏
@satyabratmohanty7392
@satyabratmohanty7392 3 сағат бұрын
ଜୟ ଶ୍ରୀ ଜଗନ୍ନାଥ 🙏🏽🙏🏽🙏🏽
@itfgaming7539
@itfgaming7539 3 сағат бұрын
Jai Sri siya ram ji ki Jay hanuman ji ki Jay ho❤❤❤❤❤
@nirmalarout728
@nirmalarout728 Сағат бұрын
Jay Jagannath Swami Nayana Patha Gami Vobo Tume 🙏🌹❤️🪔❤️🌹🙏🦚🕉️
@rabindranathpradhan4378
@rabindranathpradhan4378 2 сағат бұрын
Jay sri jaganath swami Nayana patha gami bhaba tume prabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@PrasanaPattnaik-uy4em
@PrasanaPattnaik-uy4em 3 сағат бұрын
ଜୟ ଜଗନ୍ନାଥ ଶରଣଂ ବ୍ରଜ।
@nirmal..132
@nirmal..132 16 минут бұрын
🌼🙏🌼জয় জগন্নাথ মহাপ্রভু 🌼🙏🌼
@indbap1
@indbap1 Сағат бұрын
জয় মহাপ্রভু শ্রী শ্রী জগন্নাথ জি।
@LakshmiRani-j9l
@LakshmiRani-j9l 4 сағат бұрын
Jay shree jagannath Swami nayanapatha gami bhaba tume mahaprabhu Jay 🙏🙏🏻🙏🏻🙏🏻🙏🏻🙏🏻🙏🏻🙌👏 Jay
@Bibeka525
@Bibeka525 Сағат бұрын
ଜୟ ଶ୍ରୀ ଜଗନ୍ନାଥ🙏🙏🙏
@bharatsethy2145
@bharatsethy2145 2 сағат бұрын
ଜୟ ଶ୍ରୀ ଜଗନ୍ନାଥ🌸🌸🌸
@rabindranathpradhan4378
@rabindranathpradhan4378 2 сағат бұрын
Jay sri jaganath swami Nayana patha gami bhaba tume prabhu 🙏🙏🙏🙏🙏🙏🙏🙏
@dhananjaymallick9192
@dhananjaymallick9192 3 сағат бұрын
🙏 Jai 🙏 jagannath 🙏 Swami 🙏 Nayana 🙏 Patha 🙏 gami 🙏 bhaba 🙏 tume 🙏 Prabhu 🙏
@digantajena5177
@digantajena5177 2 сағат бұрын
Hari Hari bol ⭕‼️⭕🛕🛕🕉️🕉️🎉🎉🕉️🚩🪔🪔🌹🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩
@maheshachary6532
@maheshachary6532 3 сағат бұрын
🙏❤🌺🚩⭕‼️⭕ଜୟ ଜଗନ୍ନାଥ⭕‼️⭕🚩🌺❤🙏
@GolakhaDash-zn9ju
@GolakhaDash-zn9ju Сағат бұрын
ଜୟ ଜଗନାଥ
@KetikBehera
@KetikBehera 4 сағат бұрын
ଓଁ ଜୟ ଜଗନ୍ନାଥ 🙏🙏🙏🙏🙏
@mahendrabehera2919
@mahendrabehera2919 55 минут бұрын
ଜୟ ଜଗନ୍ନାଥ ସ୍ଵାମୀ
@ranjanjena4844
@ranjanjena4844 Сағат бұрын
JayJagannath
@jyotisinghbarik7725
@jyotisinghbarik7725 4 сағат бұрын
Jay shree Mahaprabhu Jagannath swami 🙏🏻🙏🏻🙏🏻Jay shree Mahalaxmi Maa 🙏🏻🙏🏻🙏🏻
@satyashreenayak3953
@satyashreenayak3953 2 сағат бұрын
Jay Jagnnath Swami Naya patha gami bhaba tume ❤❤❤❤
@sunandaholkar7058
@sunandaholkar7058 2 сағат бұрын
JAi shree Radhe Krishna 🙏🏻🙏🏻
@ddvlog7000
@ddvlog7000 2 сағат бұрын
Jai Jai Shree Jagannath
@sumitrarana1977
@sumitrarana1977 4 сағат бұрын
ଜୟ ଜଗନ୍ନାଥ ❤❤
@rajkumartanty9232
@rajkumartanty9232 3 сағат бұрын
JAI JAI JAI SHRI JAGANNATH MAHAPRABHU SWAMINATHAY NAMAH NAMAH NAMAH NAMAH
@ramshankargoswami4299
@ramshankargoswami4299 2 сағат бұрын
Jay Nilachakra
@pradipkumarsahoo8264
@pradipkumarsahoo8264 4 сағат бұрын
Jay Sri jagannath
@samratkesharipaschimakabat6461
@samratkesharipaschimakabat6461 3 сағат бұрын
Jay shree Krishna Jay shree jagannath maa shree subhadra Bhai shree balabhadra shree sudarshan ki jay ho shree Krishna Jay shree laxmi narayan ❤
@RajendraBehera-i9j
@RajendraBehera-i9j 3 сағат бұрын
JayJagannathPrvu
@KuthariMaterial
@KuthariMaterial 3 сағат бұрын
Jay Shree Jagannath Swami Nayan pathagame Bhabatume 🙏🙏🙏🙏🙏
@SanuHarijan-f5o
@SanuHarijan-f5o 3 сағат бұрын
Jay shree Jaganath 🙏🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹
@susandhyasahoo5468
@susandhyasahoo5468 4 сағат бұрын
Jay jagannath ⭕‼️⭕🙏🙏🙏 jay Radha Krishna 🙏🙏🙏
@BikeshSahani
@BikeshSahani 4 сағат бұрын
🪔🪔🪔जय जगन्नाथ महाप्रभु 🙏🏻🙏🏻🙏🏻
@mahimarana9586
@mahimarana9586 3 сағат бұрын
Jai jagannath Jai panchasakha prabhuji 👃👃👃👃👃
@SarojPalei-tc8lg
@SarojPalei-tc8lg 3 сағат бұрын
Jay Jagannath ❤️❤️❤️🌺👏🌺👏👏🌺🌺👏
@bijaykumarmajhi967
@bijaykumarmajhi967 4 сағат бұрын
Jay Jagannath Swami Nayana pathagami bhabhatume bhabhatume 🌹🙏🙏🙏
@progamingop3798
@progamingop3798 4 сағат бұрын
Jay patitapabana swami pranam 🙏🌹🌼🌹🙏🚩🚩
@dipteemayeebehera2147
@dipteemayeebehera2147 Сағат бұрын
Jay jagannth koti koti 🙏
@manojkumardas7553
@manojkumardas7553 4 сағат бұрын
জয় জগন্নাথ
@royalpanther5552
@royalpanther5552 2 сағат бұрын
Jay Jagannath Swami Nayana Patha Gammi Vabba Tume 🙏🙏🙏🙏🙏🙏🙏🙏
@ratnakarmajhi7410
@ratnakarmajhi7410 3 сағат бұрын
Jai jai shri jagannath
@parsuramojha7307
@parsuramojha7307 4 сағат бұрын
Jay Jagannath Swami Nayan patha gami vaba tume 🙏🙏🙏🙏
@TapasBehera-re5ty
@TapasBehera-re5ty 3 сағат бұрын
Jay Jagannath Jay Sri Ram Jay Sri Krishna 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@Trending1019-g5p
@Trending1019-g5p 4 сағат бұрын
Jay shree Jagannath ❤️❤️❤️❤️❤️❤️❤️🪷🪷🪷🪷🪷🪷🪷🙏🙏🙏🙏🙏🙏🙏
@KanhaSwain-d3m
@KanhaSwain-d3m 3 сағат бұрын
Jay jaganatha Swami Nayana patha gami bhaba tume 🎉🎉🎉
@santoshbarik146
@santoshbarik146 4 сағат бұрын
Jay shree Radhe Krishna
@ramachandrabehera614
@ramachandrabehera614 4 сағат бұрын
Jaya shree jagarnath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻 mahaprabhu
@rockystar5227
@rockystar5227 3 сағат бұрын
Radha Radha Radha Jai Shri Jagannath swami 🙏🙌🙏
@ShitalChatterjee-j2t
@ShitalChatterjee-j2t 3 сағат бұрын
❤❤❤❤❤❤❤❤❤❤❤❤❤❤❤
@sriganeswarcreationofficia3421
@sriganeswarcreationofficia3421 4 сағат бұрын
Jay jagannath
@jitendrakumarnayak5268
@jitendrakumarnayak5268 4 сағат бұрын
Jay shree jagannath Swami 🙏🙏🙏
@UmakantaBehera-o1p
@UmakantaBehera-o1p 4 сағат бұрын
Jay Jaganntha swami ji ki jai ho 🌹🙏🌹🙏🌹🙏
@MadhavJena-rb6kj
@MadhavJena-rb6kj 3 сағат бұрын
Jay jaganatha
@sarojkumarsethy6169
@sarojkumarsethy6169 Сағат бұрын
Jay shree JAGANNATH 🙏
@toofansingh2532
@toofansingh2532 4 сағат бұрын
Jai jagannath swami❤❤❤❤
@pravakarmallick7029
@pravakarmallick7029 2 сағат бұрын
Jai jagannatha
@Sarita_Art55
@Sarita_Art55 3 сағат бұрын
Jay Jay shree Jagannath mahapravu Jay dukha nashana Hari saha hua pravu karuchhi guhari
@ratikantaswain365
@ratikantaswain365 2 сағат бұрын
Jay Jagannath Swami 💐💐💐🙏🙏🙏💐💐💐💐
One day.. 🙌
00:33
Celine Dept
Рет қаралды 54 МЛН
Sigma Kid Mistake #funny #sigma
00:17
CRAZY GREAPA
Рет қаралды 8 МЛН
7PM Bulletin || 30th November 2024 || Kanak News
21:59
Kanak News
Рет қаралды 7 М.