Jagate kebala jane hasibe ||ଜଗତେ କେବଳ ଜନେ ହସିବେ||Rabindra Mohapatra||Kabisurya Baladev Rath

  Рет қаралды 586,163

Rabindra Mohapatra Official

Rabindra Mohapatra Official

Күн бұрын

Пікірлер: 426
@natabarrout4777
@natabarrout4777 8 ай бұрын
ଅତି ସୁନ୍ଦର...👌👌ରବି ବାବୁ
@jayasriallu9159
@jayasriallu9159 3 ай бұрын
ଓଡ଼ିଶା ର ମହାନ୍ କବି କବିସୂର୍ଯ୍ୟ ବଳଦେବ ରଥଙ୍କ ବିରଚିତ "ଜଗତେ କେବଳ " କବିତାର ଭାବାର୍ଥ ଟିକୁ ଅତି ସରଳ ସୁନ୍ଦର ଭାବରେ ଗୀତ ମାଧ୍ୟମରେ ବୁଝାଯାଇଥିବାରୁ ବହୁତ ବହୁତ ଧନ୍ୟବାଦ 🙏
@RahulModi_
@RahulModi_ 8 ай бұрын
ODIA Bhajan (Philosophy) industry is unmatched across whole INDIA even greater than Hindi, Tamil industry🙏🙏🙏 ଭାଇନା ତୁମେ ଏପରି ଆହୁରି ଗୀତ ଆଣ ଯାହା ସଂସାର ରେ ଜିଇଁବା ର ରହସ୍ୟ ବିଷୟରେ କହୁଥିବ🙏😊😊
@ganeshpanigrahi5258
@ganeshpanigrahi5258 2 жыл бұрын
ଓଡ଼ିଆ ଭାଷା ଜଗତର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା *କବିସୂର୍ଯ୍ୟ ବଳଦେବ ରଥ*ଙ୍କ *ଜଗତେ କେବଳ*ର ସୁନ୍ଦର ସରଳାର୍ଥ ସହ ଉତ୍ତମ ମାନର ସମନ୍ବୟ ସମ୍ମିଳିତ ପ୍ରୟାସ କଣ୍ଠ ଦାନ କରିଥିବାରୁ ଅଜସ୍ର ସାଧୁବାଦ ଏବଂ ଶୁଭେଚ୍ଛାପୂର୍ଣ୍ଣ ଅଭିନନ୍ଦନ ଜ୍ଞାପନ କରୁଛି...🚩💐🌺❤
@rameshchandraguru8347
@rameshchandraguru8347 2 жыл бұрын
Bahut sundar chetana bhaja kabiswria nkra🙏
@bipracharanpanda846
@bipracharanpanda846 2 жыл бұрын
Bahut Sundar bhavare barnana karichnti Bhai... Asesh dhanyabad apananku aji b emiti song sunibaku miluchi🙏🙏
@chandrakantamishra5208
@chandrakantamishra5208 6 күн бұрын
ମହାଶୟ, ଅତି ସୁନ୍ଦର ହୃଦୟ ରୁ ଆନ୍ତରିକ ଧନ୍ଯବାଦ୍ ଏହି ଛଲନା ରେ ପରିପୂର୍ଣ୍ଣ ସାମାଜ ପାଇଁ ନିଶ୍ଚିତ ଭାବେ ଉପଯୋଗୀ
@basantarout9538
@basantarout9538 2 жыл бұрын
ଅତି ସୁନ୍ଦର୍
@ansaralikhan1078
@ansaralikhan1078 Жыл бұрын
କୌଣସି ଶବ୍ଦ ନାହିଁ ଆଜ୍ଞା। ଏତେ ସୁନ୍ଦର ପରିବେଷଣ ଯେ ବାରମ୍ବାର ଶୁଣିବା ପରେ ମଧ୍ୟ ମନବୋଧ ହେଉନାହିଁ। ମହାନ୍ କବିସୂର୍ଯ୍ୟ ବଳଦେବ ରଥ ଙ୍କ ଅବିସ୍ମରଣୀୟ ଶବ୍ଦ ଗୁଡିକୁ ସରଳ ସୁନ୍ଦର ଭାଷାରେ ବର୍ଣନା କରିଛନ୍ତି, ଏବଂ ସ୍ବର (କଣ୍ଠ) ଏତେ ସୁନ୍ଦର ଯେ ଅନ୍ତରାତ୍ମା ତୃପ୍ତ ହେଇଗଲା।💐💐💐 ଅନେକ ଅନେକ ଶୁଭେଚ୍ଛା। 💐💐💐
@darshini97
@darshini97 3 сағат бұрын
ଅତି ସୁନ୍ଦର।ଆପଣଙ୍କୁ ବହୁତ ବହୁତ ଧନ୍ଯବାଦ🙏🏻
@bharatpradhan5724
@bharatpradhan5724 2 жыл бұрын
Sundar Sundar Sundar Ati sundar .
@dushasannayak8588
@dushasannayak8588 2 жыл бұрын
Ati sundar sarala bhabare anubada t khub Mana chhuin gala bahut bahut dhanyawad apananku
@sanjaypandaias9981
@sanjaypandaias9981 2 ай бұрын
ଅତି ସୁନ୍ଦର ଉପଦେୟକ ଉପସ୍ଥାପନା। ଏହି ପରି ପୁରାତନ ବହୁ ମୂଲ୍ୟ ଲେଖାକୁ ନୂଆ ରୂପ ଦେଇଥିବାରୁ ଗାୟକ ଓ ପ୍ରଯୋଜକଙ୍କ ଶତ ନମସ୍କାର ❤
@sanjuSingh-qb4ks
@sanjuSingh-qb4ks 2 жыл бұрын
ଗୀତର ନୂତନ ଅବତାରଣା ସହିତ ରବୀନ୍ଦ୍ର ମହାପାତ୍ର ଙ୍କ ସୁମଧୁର କଣ୍ଠ ସ୍ବର ବହୁତ୍ ଶୃତି ମଧୁର ହୋଇଛି ।ଧନ୍ୟବାଦ୍ ।
@hullashsahoo1544
@hullashsahoo1544 Жыл бұрын
ଖୁବ୍ ସୁନ୍ଦର
@durgamadhabdas8573
@durgamadhabdas8573 2 жыл бұрын
ରବି ଭାଇ ଜୟ ଜଗନ୍ନାଥ।ଭଜନ ପରିବେଷଣ ବହୁତ ଭଲ ଲାଗିଲା।ଆଗକୁ ଆହୁରି ଏମିତି ଭଜନାମୃତ ଆପଣଙ୍କ କଣ୍ଠରୁ ଶୁଣିବା ପାଇଁ ଆଶା କରି ରହୁଛି।ଜୟ ଜଗନ୍ନାଥ👌👌👌💐💐💐💐💐
@anitapanda2832
@anitapanda2832 2 жыл бұрын
ଅତି ସୁନ୍ଦର। ସହଜ ଏବଂ ସରଳ ଭାବାନୁବାଦ। ଯେଉଁ ମାନେ ମୂଳ ପଦ୍ଯକୁ ପଢି ବୁଝି ପାରୁ ନ ଥିଲେ ସେମାନେ ନିଶ୍ଚିତ ଭାବରେ ଏହା ବୁଝି ପାରିବେ। ଉପେନ୍ଦ୍ର ଭଞ୍ଜଙ୍କ ରଚିତ କାବ୍ୟ ଗୁଡିକୁ ମଧ୍ୟ ଏପରି ସରଲ କରି ରଚନା କରିବା ପାଇଁ ଅନୁରୋଧ। 🙏
@gunasatapathy4733
@gunasatapathy4733 2 жыл бұрын
Bahut Badhia Dhanyabad Jaya jagannatha
@nishikantakahalsingh1877
@nishikantakahalsingh1877 3 жыл бұрын
ଅତି ଚମତ୍କାର । ଅତ୍ୟନ୍ତ ନିର୍ଭୁଲ ଓ ବୋଧଗମ୍ୟ ଭାବାନୁବାଦ । ବହୁତ ସୁନ୍ଦର ସ୍ବର । ସମ୍ପୂର୍ଣ ନିର୍ଭେଜାଲ ପ୍ରାକୃତିକ ସ୍ବର ସର୍ଜନା ।ଗାୟନ ଅତ୍ୟନ୍ତ ସ୍ରୁତି ମଧୁର । ସମ୍
@RoopchandraSahu
@RoopchandraSahu 10 ай бұрын
@deepakkumarsahoo5544
@deepakkumarsahoo5544 9 ай бұрын
ଶ୍ରୁତି ମଧୁର
@kailashsahoo1814
@kailashsahoo1814 Жыл бұрын
ସରଳ ଓ ବୋଧଗମ୍ୟ ଭାବେ ଖୁବ ସୁନ୍ଦର ସ୍ବରରେ ଅନୁବାଦିତ କବିସୂର୍ଯ୍ୟଙ୍କ ରଚନା ଖୁବ ମାର୍ମିକ ! ନମସ୍ତେ🎉🙏
@Binodkumarpanigrahi2187
@Binodkumarpanigrahi2187 2 ай бұрын
ରବି ଭାଇ ସତରେ ଆପଣ ମହାନ୍, ସୁଲଳିତ କଣ୍ଠରେ ପରିବେଷଣ ଅତି ପ୍ରଶଂଶନୀୟ
@duduscreation8587
@duduscreation8587 2 жыл бұрын
Jay jagannath bohut bohut sundar hoichhi ehi kabisury nka lekha ati sundar
@duduscreation8587
@duduscreation8587 2 жыл бұрын
Jagatarnnath jagannath Rabindra babunku dirghayu karantu ehi bhali jagannath nka bhajan gaicalantu
@rajeshpujari119
@rajeshpujari119 Жыл бұрын
ଏତେ ସୁନ୍ଦର ଭାବରେ ଭାବାନୁବାଦ କରି ଗୀତଟି ଖୁବ ଭଲ ଭାବରେ ଗାଇଛନ୍ତି, ସେଇଥିପାଇଁ ଧନ୍ୟବାଦ ସାର, ବହୁତ ଭଲ ଲାଗିଲା
@abhaykumardash8258
@abhaykumardash8258 Ай бұрын
ବାସ୍ତବିକ ଭିକାରି ଭାଇଙ୍କ କଣ୍ଠ ସ୍ୱର ମେଳ ଖାଉଛି ରବୀନ୍ଦ୍ର ଭାଇଙ୍କ କଣ୍ଠରେ ❤️👍💐🙏ଜୟ ଜଗନ୍ନାଥ 🙏🙏🙏
@jayantimishra4857
@jayantimishra4857 2 жыл бұрын
Sundar share. God bless you.
@muralidharswain2494
@muralidharswain2494 2 жыл бұрын
ରବି ବାବୁ, 🙏ଅତି ସୁନ୍ଦର ସରଳ ରଚୟିତା ଓ ସୁମଧୁର କଂଟ 👌
@arpodsekhar6380
@arpodsekhar6380 2 жыл бұрын
ଜୟ ପ୍ରଭୁ ବଳଦେବ ରଥ, କି ଭବିଷ୍ୟତ ତୁଳନାତ୍ମକ ସୂଚନା, ବହୁତ ସୁନ୍ଦର, ଭଲ ଗାଇଛନ୍ତି 🙏
@ashishsatpathy1664
@ashishsatpathy1664 3 жыл бұрын
Writing is the very best Kabisurya nka ehi uchhakotira rachana jahaku ame schooling time re padhithilu taku ete sunder sarala au sulalita bhabe upastapana khub prasansaniya
@narmadapadhy6452
@narmadapadhy6452 2 жыл бұрын
ବହୁତ ବଢିଆ ଲାଗିଲା ସରଳ ଅନୁବାଦ ଟି. ଦୟା ପୂର୍ବକ ଦେଖରେ ନଳିନୀ ନଳିନୀ ରେ ପୂରିତ କବିତା ଟି କୁ ସରଳ ରେ ଅନୁବାଦ କରନ୍ତୁ ଆପଣ ଙ୍କ ସୁ ମଧୁର କଣ୍ଠ ସ୍ୱର ସହିତ.
@अजितकुमार-ख3झ
@अजितकुमार-ख3झ 2 жыл бұрын
Bahut bahut sundar...👏👏👏
@satyaraul3603
@satyaraul3603 2 жыл бұрын
Bahut sundar Rabindra bhai
@bandhansahu1176
@bandhansahu1176 2 жыл бұрын
Bahut bhala prachestaa....👌🏻👌🏻👌🏻
@jyotishasudhakardrpanda2582
@jyotishasudhakardrpanda2582 2 жыл бұрын
ସୁନ୍ଦର ଅନୁବାଦ ସହ ସୁନ୍ଦର କଣ୍ଠରେ ସୁନ୍ଦର ସ୍ଵର ସଂଯୋଜନା । ଅତି ସୁନ୍ଦର । ଜୟ ଜଗନ୍ନାଥ ।
@basantamishra3944
@basantamishra3944 3 жыл бұрын
Jay jagannath Bahut sunder
@ansumanswain4873
@ansumanswain4873 3 жыл бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ👏👏 ଚମତ୍କାର ନନା👏👏👏
@ଆୟୁଷ୍ମାନବେହେରା
@ଆୟୁଷ୍ମାନବେହେରା 2 жыл бұрын
Atisundar bhabarea khila rbi bhi mora apanku koti Pranam🙏🙏🙏
@classicbollywood1272
@classicbollywood1272 2 жыл бұрын
Bahut bahut dhanyabad Sir apananku e mahan karjya pain, apananka ra sumadhura kanthare Ati Sadharan sarala bhashare jou Sangeeta prashtuta karichhanti taha hrudayaku chhuinjauchhi, apanankara voice gote Devine voice
@paintingwithamit4985
@paintingwithamit4985 2 жыл бұрын
ଭାଇ ତୁମକୁ ବହୁତ ବହୁତ ଧନ୍ୟବାଦ ଏତେ ସରଳ ଭାବରେ ବୁଝାଇ ଥିବାରୁ, ଆପଣଙ୍କର କଣ୍ଠସ୍ୱର ଅତି ମଧୁର ,ଆପଣ ଆମ ଓଡ଼ିଶାର ଗର୍ବ ଜଗନ୍ନାଥ ତୁମକୁ ଭଲରେ ରଖନ୍ତୁ l
@deepakkumarsahoo5544
@deepakkumarsahoo5544 9 ай бұрын
ରବି ଭାଇଙ୍କୁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ଧନ୍ୟବାଦ ଓ ଅଭିନନ୍ଦନ।
@bharat7845
@bharat7845 22 күн бұрын
The last 40 years have passed since that beautiful poet in my class 10th didn't forget, gived us real truth knowledge ❤❤❤❤❤❤❤❤❤❤❤❤ Song singing excellent voice Grate Salite❤❤❤❤❤❤
@paramanandapatel7672
@paramanandapatel7672 5 күн бұрын
ଅତି ସୁନ୍ଦର ଏଭଳି ବୁଝାଇଲେ ସମସ୍ତେ ବୁଝିବେ।👌🙏
@swarnalatanaik8379
@swarnalatanaik8379 3 жыл бұрын
ପରମ୍ପରା ର ସଙ୍ଗୀତ ବହୁତ ସୁନ୍ଦର ହେଇଛି ରବି ସାର୍ ଆଉ ଆପଣଙ୍କ ପୋଷାକ ପରିଧାନ ମଧ୍ୟ ବହୁତ ସୁନ୍ଦର ହେଇଛି 😍☺️
@prakashsahoo5029
@prakashsahoo5029 3 жыл бұрын
Bahut sundar..
@debashisdas4690
@debashisdas4690 3 жыл бұрын
Bahut sundar aau sarala bhabare badhia upasthapana 🙏
@upendrabiswal7196
@upendrabiswal7196 Жыл бұрын
ବାଃ ବାଃ ... ଖୁବ ଚମତ୍କାର। ଅଶେଷ ଧନ୍ୟବାଦ ଆଜ୍ଞା
@laxmidharapanda6086
@laxmidharapanda6086 8 ай бұрын
ଚମତ୍କାର ଅନୁବାଦ, ଶ୍ରୁତି ମଧୁର ହୋଇଛି ! ଅଶେଷ ଧନ୍ୟବାଦ 🎉
@subhasismohanty3083
@subhasismohanty3083 2 ай бұрын
ଅତି ସୁନ୍ଦର ଓ ନିର୍ଭୁଲ ଅନୁବାଦ ଏହା ତ ସତ, ଏ ଭଳି ଅନୁବାଦ ସହ ମୂଳ କବିତା ଓ ଓଡ଼ିଶାର ସେ ସୁନ୍ଦର ଭାଷା ଭି ଆମର ରହୁ ଏତିକି ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାଥନା
@pravasiniswain2910
@pravasiniswain2910 2 жыл бұрын
ବାଃ 👌
@mamatadani7905
@mamatadani7905 2 жыл бұрын
Bahut bahut sundar beta God bless you Jay jagannath
@yogacharyadakeswar7229
@yogacharyadakeswar7229 2 жыл бұрын
Great
@rukumanikirtansinger87
@rukumanikirtansinger87 3 жыл бұрын
Bahut sundar lekha bahut sundar heichhi Jay jagannath🙏🙏.... Aapnak custom madhya khub sundar.. Aapnku bhagaban val re rakhi thantu Jay Radhe krishna🙏🙏..
@kunirana4682
@kunirana4682 2 жыл бұрын
Jay 🌼jagannth dhanya wad sir bahut sundar bhabare bujhau thanti dhanya🌼🙏🙏🙏
@pranatisahu976
@pranatisahu976 2 жыл бұрын
Bahut sunder Translate excellent
@avilashudgata5296
@avilashudgata5296 2 жыл бұрын
ସୁନ୍ଦର ଅତି ସୁନ୍ଦର, ଧନ୍ୟବାଦ୍।
@bijaykumarswain1527
@bijaykumarswain1527 2 жыл бұрын
ସୁନ୍ଦର ରଚନା ସହିତ ସୁନ୍ଦର କଣ୍ଠଦାନ। କାମଦାମ୍ ଗୁଡ଼ିକ କି ସୁନ୍ଦର ହୋଇଛି ! ମହାବାହୁ କୋଟି ଆୟୁଷ ଦିଅନ୍ତୁ
@dhirendra541
@dhirendra541 2 жыл бұрын
Bahut sundar।
@କଲମଶିଳ୍ପୀପ୍ରଭାକର
@କଲମଶିଳ୍ପୀପ୍ରଭାକର 2 жыл бұрын
ଗୀତକୁ ଅତି ସରଳ ସୁନ୍ଦର ଭାବରେ ଉପସ୍ଥାପନା କରି ସମାଜ ପାଇଁ ଏକ ଦର୍ପଣ ସଦୃଶ ଉପହାର ପ୍ରଦାନ କରିଛନ୍ତି। ଆପଣଙ୍କ ଏହି ଉଚ୍ଚକୋଟୀର ସାଧନା କୁ ଏ ଅକିଞ୍ଚନ ଶତ ଶତ ପ୍ରଣାମ ଜଣାଉଛି। ଅତ୍ୟନ୍ତ ଶ୍ରେୟସ୍କର ସୃଷ୍ଟି। ଜୟ ଜଗନ୍ନାଥ 🙏
@hariharabiswal8326
@hariharabiswal8326 2 жыл бұрын
ସେ ମହାକବିଙ୍କ ଭା ସା ଆମ୍ଭେ ବୁଝିପାରୁନଥିଲୁ,ଆପଣଙ୍କ ଠାରୁ ଜାଣିପାରି ଲୁ,ବହୁତ୍ ଧନୟବାଦ୍
@soubhagyabhanusahoo342
@soubhagyabhanusahoo342 2 жыл бұрын
Bahut badhia
@M.DebasishDora
@M.DebasishDora 2 ай бұрын
Bahuta bahuta bahuta badhiaa sir
@biplabjena7616
@biplabjena7616 2 жыл бұрын
ଓଡ଼ିଶାର ମହାନ କବି ଓ ଲେଖକ ମାନଙ୍କର କାଳଜୟୀ କାବ୍ୟ କବିତା ଗୁଡିକୁ ଏହିଭଳି ଉପସ୍ଥାପନା କରାଯାଇ ପାରିଲେ ଲୋକମାନଙ୍କର ଏଥିପ୍ରତି ଅଧିକ ଆଗ୍ରହ ପ୍ରକାଶ ପାଇବ । ବହୁତ ବହୁତ ଧନ୍ୟବାଦ ମହାଶୟ ଏହି ଉପସ୍ଥାପନା ପାଇଁ .... 🙏🙏🙏🙏
@SunilPani07
@SunilPani07 6 ай бұрын
ଅତି ସୁନ୍ଦର ଭଂଜନ ଜୟ ଜଗନ୍ନାଥ 🙏🙏🙏
@narayanpanda1653
@narayanpanda1653 2 жыл бұрын
Madhur swara, gita ra sundara bhava . Bhala lagila sundar anubhava bhai. Dhanyabad .....
@suchitrapradhan6083
@suchitrapradhan6083 2 жыл бұрын
Super
@mamatamohanty7943
@mamatamohanty7943 2 жыл бұрын
ଅତି ସୁନ୍ଦର ଓ ସରଳ ଭାଷା ଓ ମନଛୁଆଁ ସଂଗୀତ. ପୁରାତନ ରଚନା କୁ ସମସ୍ତ ଙ୍କ ପାଈଁ ପ୍ରସ୍ତୁତ କରି ଥିବାରୁ ବହୁତ ଧନ୍ୟବାଦ
@RR-wp8jt
@RR-wp8jt 2 жыл бұрын
ଆହାଃ କି ବଢ଼ିଆ ସରଳୀକୃତ କବିତା । ଆପଣଙ୍କ ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ।
@rakeshjena8718
@rakeshjena8718 Жыл бұрын
ଅତିସୁନ୍ଦର ଅନୁବାଦ। ଯାହାହେଉ ବହୁତ ବର୍ଷ ପରେ ମୋତେ ଭଲ ଲାଗୁଥିବା କବିତାଟି ଆଜି ଶୁଣିବାକୁ ମିଳିଲା ।
@umeshchandramohanty7390
@umeshchandramohanty7390 2 жыл бұрын
ହୃଦୟର ସ୍ପର୍ଶି ସଂଗୀତ, ଧନ୍ୟବାଦ
@susantmohanty5288
@susantmohanty5288 2 жыл бұрын
Thanks you sir 👏👏👏
@kartikarana6756
@kartikarana6756 Жыл бұрын
ବହୁତ ସୁନ୍ଦର ହେଇଛି ଭଜନ ସମ୍ରାଟ ରବୀନ୍ଦ୍ର ସାର୍ ଆପଣ ମୋତେ ଓଡ଼ିଶାର ବନ୍ଧୁ ଭାବେ ପ୍ରମାଣିତ କରିପାରିଛନ୍ତି ଧନ୍ୟବାଦ୍ ଜୟଶ୍ରୀ ଜଗନ୍ନାଥ ‌🐚🌺🙏🏻🙏🏻🙏🏻🐚🌺
@whiteeagle2024
@whiteeagle2024 2 жыл бұрын
bhai God bless you...jai jagannath
@satezkumar-braja250
@satezkumar-braja250 3 жыл бұрын
ଖୁବ୍ ସୁନ୍ଦର
@choudhurybiswamohanmishra6021
@choudhurybiswamohanmishra6021 2 жыл бұрын
ଉଦ୍ୟମ ପ୍ରଶଂସନୀୟ 👍
@jyotsnamayeetripathy2169
@jyotsnamayeetripathy2169 2 жыл бұрын
ଖୁବ୍ ସୁନ୍ଦର ହୋଇଛି ରବି ଭାଇ🙏❤️🙏
@bijaymandal80
@bijaymandal80 2 жыл бұрын
ଅତି ସୁନ୍ଦର ଭାବନା ଭାବରେ ଲେଖିଛନ୍ତି 🙏🙏
@padmanavdas2481
@padmanavdas2481 2 жыл бұрын
ସୁନ୍ଦର ଅନୁବାଦ, ଏହି ଭଳି ଆଉକିଛି ଅନୁବାଦ କରିବାକୁ ଅନୁରୋଧ
@pradipkumarbiswal3366
@pradipkumarbiswal3366 8 ай бұрын
Bahut badhia agyan.jai jagannath.
@devidattasahoo325
@devidattasahoo325 3 жыл бұрын
Bhai namaskar. Bhai atyanta sundar explanation. Atyanta sundar mahaprabhu nka dana ete sundar kantha. Aau ati sundar bhaba. Bhai bahut santi lagila. Mahaprabhu apankau sabubele santire rakhantu, dirghayu karantu. 🙏🙏🙏🙏🙏 bahut dina hela mu apanaku nka gita ku apekya karithili. Dhanyabad bhai.
@ankit4094
@ankit4094 2 жыл бұрын
Very beautiful kabita and song sir🙏❤. Wah! Kabi knu koti koti pranam🙏🙏🙏
@SANSKRUTI.SANSKARA.9658
@SANSKRUTI.SANSKARA.9658 3 жыл бұрын
ଖୁବ୍ ସୁନ୍ଦର ସରଳ ଉପସ୍ଥାପନା
@lokanathprusty5121
@lokanathprusty5121 2 жыл бұрын
Weldon Mr . Mahapatra .
@krushanamishra9176
@krushanamishra9176 2 жыл бұрын
So nice.
@gopinathmishra5531
@gopinathmishra5531 2 жыл бұрын
Bahut badhhia Rabi babu I am an ardent follower of your song.
@diptiranjanmoharana4315
@diptiranjanmoharana4315 2 жыл бұрын
Superrrrrrrrrrrrr
@TheUnknown79
@TheUnknown79 11 ай бұрын
Dhanyabad Rabindra Bhai Hari Om isaisairamai
@asitrout7659
@asitrout7659 2 жыл бұрын
🙏🙏🌹ପ୍ରଣାମ. ଜୟ ଜଗନ୍ନାଥ
@kamalakantamohanty7045
@kamalakantamohanty7045 2 жыл бұрын
Kabisurya made easy...simplified ...well rendered...
@apaadi9193
@apaadi9193 2 жыл бұрын
ଅତି ସୁନ୍ଦର 🙏❤️👍😊
@ascreation9518
@ascreation9518 8 ай бұрын
ଭାଇ ବହୁତ ବଢିଆ. ଅତି ଚମତ୍କାର ପ୍ରୟାସ
@baliabisoyi2752
@baliabisoyi2752 8 ай бұрын
Jay jaganatha .. Rabindra sir , awesome translation
@sanskrutibibidha6316
@sanskrutibibidha6316 2 жыл бұрын
ସୁନ୍ଦର ପ୍ରୟାସ
@biswajitsahu670
@biswajitsahu670 2 жыл бұрын
Nice singing sir thanks for your helpful intentions. 🙏
@anandakumarbehera2027
@anandakumarbehera2027 2 жыл бұрын
ଅତି ସୁନ୍ଦର ଭାବରେ ବୁଝେଇ ପାରିଛନ୍ତି ଜୟ ଜଗନ୍ନାଥ......
@nilu143
@nilu143 2 жыл бұрын
ଏତେ ସୁନ୍ଦର ରଚନା ଆଉ ତାର ଅନୁବାଦ କରି ଲୋକମାନଙ୍କୁ ରବୀନ୍ଦ୍ର ବାବୁ ସବୁବେଳେ ସୁନୋଊ ଥାଆନ୍ତୁ,ଜୟ ଜଗନ୍ନାଥ,ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ,
@gaganbiharidas3422
@gaganbiharidas3422 2 жыл бұрын
Bahut bdhia
@debiprasadpanda3007
@debiprasadpanda3007 2 жыл бұрын
Bahut sundar heichhi sir
@dilippanda9124
@dilippanda9124 2 жыл бұрын
Rabi bhai i am your big fan. Apana voice hrudaya ku chue jauchi. Jagannath nka krupa apananka upare sada sarbada thau. Apana nka swar emiti kanare bajuthau
@funwithkuchu3445
@funwithkuchu3445 2 жыл бұрын
କବି ସୂର୍ଯ୍ୟ ବଳଦେବ ରଥ ଙ୍କୁ ଅନନ୍ତ କୋଟି ପ୍ରଣାମ.
@relaxrashmiranjan1123
@relaxrashmiranjan1123 2 жыл бұрын
Kya baat hai gajab awaz
@niladripatel9582
@niladripatel9582 2 жыл бұрын
Bahut badhia hoichh
@shreesangramjena6949
@shreesangramjena6949 2 жыл бұрын
👌Super Sir ଜଗନ୍ନାଥ ମଙ୍ଗଳ କରନ୍ତୁ 🙏
@jyotshnabehera7479
@jyotshnabehera7479 2 жыл бұрын
Very nice very sweet
One day.. 🙌
00:33
Celine Dept
Рет қаралды 50 МЛН
How many people are in the changing room? #devil #lilith #funny #shorts
00:39
Yay😃 Let's make a Cute Handbag for me 👜 #diycrafts #shorts
00:33
LearnToon - Learn & Play
Рет қаралды 117 МЛН
The Ultimate Sausage Prank! Watch Their Reactions 😂🌭 #Unexpected
00:17
La La Life Shorts
Рет қаралды 9 МЛН
Chota Mora Gaan Ti By Sachi Routray - 1080p HD
5:59
JM ODIA
Рет қаралды 8 МЛН
One day.. 🙌
00:33
Celine Dept
Рет қаралды 50 МЛН