KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
Kabisamrat Upendra Bhanja Birabara || Video Jukebox || Odisha Sanket || Dutee Kahibu Go
39:06
ଦାଣ୍ତ ରେ ଶୁଭିଲା ରାମକୃଷ୍ଣ ବେନି ଭାଇ || ମଥୁରା ମଙ୍ଗଳ || ଗୀତ-ଭକ୍ତଚରଣ ଦାସ || କଣ୍ଠ- ରବୀନ୍ଦ୍ର ମହାପାତ୍ର
15:38
Incredibox Sprunki: When dropped your phone in toilet #sprunki #shorts #incredibox
00:38
Тренировка памяти 🧠 #boardgames #настольныеигры #умныеигры #игры #настолки #логическиеигры
00:49
Қылмыскерді таптым… | QARGA 2 | 3 серия | КОНКУРС
31:30
“Don’t stop the chances.”
00:44
Jamakaraja Chautisa (Complete) || Kunjabane Kalanidhi || Kabisamrat Upendra Bhanja || Odisha Sanket
Рет қаралды 4,846
Facebook
Twitter
Жүктеу
1
Жазылу 20 М.
Odisha Sanket
Күн бұрын
Пікірлер: 30
@OdishaSanket
4 күн бұрын
Continued lyrics - ଶଶାଙ୍କ ସଙ୍ଘାତ ସଙ୍ଘାତ ସଙ୍ଘାତ ବିଶିଖା କରିବ ହୃଦରେ ସୁମନା ସୁମନା ସୁମନା ମଣ୍ଡନା ଦିନେ ହେବ ଯଶ ଉରରେ କୋକିଳ, ସରୁ ନ ଥିବ ଦିବା ରାତି ଶୋକ କରୁଥିବ ଅନାଇ ସୁମନା ସୁମନା ସୁମନା ସୁଚିତ୍ରୀ ।୩୧। ସକଳ କରିବ ଯମକ ଯମକ ଯମକ ଅଳିସୁତ ସ୍ୱରେ ଶୋଇ ନଥିବ ସେ ପଲକେ ପଲକେ ମୋର କେଳି ଗୁଣି ମନରେ କୋକିଳ, ଶଶୀକଳା ପ୍ରାୟ ହେବନି ଶ୍ରବଣେ ଶୁଣି ସେ ଅଳପକ ଅଳପକ ଅଳପକ ମୋ ଧନୀ ।୩୨। ହେବନି ତା ମୁଖ ବନଜ ବନଜ ବନଜ ବାଛିଳା ପରାଏ ହଂସଗତି କରିବାକୁ ଶିବ ଶିବ ଶିବ ଗୁଣୁଥିବ ହୃଦୟେ କୋକିଳ, ହେଳାବତୀ ପାଶେ କହିବ ହେଳେ ନାଶୁଅଛି ଦର୍ପକ ଦର୍ପକ ଏଥିରୁ କେ ମୋତେ ତାରିବ ।୩୩। କ୍ଷମାସିନ୍ଧୁ ଥାଉ ବୃଷାଙ୍କ ବୃଷାଙ୍କ ବୃଷାଙ୍କ ଦହୁଛି କ୍ଷିତିମଣ୍ଡନା ପାଶେ ଏତେ କହିବୁ, କର ଧରି ତୋତେ କହୁଛି କୋକିଳ, କ୍ଷମ ହେ ଅଗମ ବ୍ରଜକୁ କ୍ଷମେ ରକ୍ଷାକର ଉପଇନ୍ଦ୍ର ଉପଇନ୍ଦ୍ର ଭଞ୍ଜ ମଙ୍ଗରାଜକୁ ।୩୪।
@Pratap-f4o
4 күн бұрын
❤
@lokanathmohanty9816
4 күн бұрын
କବି କୁଳତିଳକ, କବିକୁଳକଞ୍ଜ, କବି ସାର୍ବଭୌମ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ରଚିତ ଯମକ ରାଜ ଚଉତିଶା ଏକ ଅନନ୍ୟ ରଚନା ।ଯମକ ଅଳଙ୍କାର କହିଲେ ପଦ୍ୟରେ ଗୋଟିଏ ଶଦ୍ଦ ବହୁବାର ଆବୃତ୍ତି ହୋଇ ଭିନ୍ନଭିନ୍ନ ଅର୍ଥ ପ୍ରକାଶ କଲେ ଯମକ ଅଳଙ୍କାର ହୁଏ।ଯମକ ଅଳଙ୍କାର,ଆଦ୍ୟଯମକ, ମଧ୍ୟ ଯମକ, ପ୍ରାନ୍ତଯମକ, ସର୍ବ ଯମକ, ଯୋଡ଼ି ଯମକ, ତ୍ରିବୃତ୍ତଯମକ, ମହାଯମକ, ମାଳଯମକ, ଭେଦରେ ବହୁ ପ୍ରକାର । କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହି ଗୀତରେ ମାଳ ଯମକର ପ୍ରୟୋଗ କରିଛନ୍ତି । ଅଳଙ୍କାର ମଧ୍ୟରେ ଶ୍ରେଷ୍ଠ ଅଳଙ୍କାର ଯମକ,(ରାଜ) ଏହା ଚଉତିଶା ରୀତିରେ ରଚିତ । ଚଉତିଶା କହିଲେ -ଓଡିଆ ବର୍ଣ୍ଣ ମାଳାର ଚଉତିରିଶିଟି ବ୍ୟଞ୍ଜନ ବର୍ଣ୍ଣକୁ ଆଦ୍ୟରେ ରଖି ଯେଉଁଗୀତ ରଚିତ । ଓଡ଼ିଆ ବର୍ଣ୍ଣମାଳାର "କ"ଠାରୁ "କ୍ଷ" ୩୪ ପଦକୁ ନେଇ କବି କୋକିଳ କୁ ସମ୍ବୋଧନ ଏହି ଗୀତ ରଚନା କରିଛନ୍ତି । ଏଣୁ ଏହାକୁ ମଧ୍ୟ ଦୂତ କାବ୍ୟ କୁହାଯାଇପାରେ ।ପୁଣି ଏହା ଛାନ୍ଦ ଶୈଳୀରେ ରଚିତ ହୋଇଛି ।ଛାନ୍ଦ କହିଲେ ଅନୂପ୍ରାସ,ଯମକ, ଅଳଙ୍କାର ମଣ୍ଡିତ ବହୁ ପଦ ବିଶିଷ୍ଟ ଗୀତ ।ଏହା ପାଞ୍ଚାଳୀ ପର୍ଯ୍ୟାୟ ର ପ୍ରବନ୍ଧ ।ଏହା ଅଧୃବା ପାଞ୍ଚାଳୀ,ଏହାର ପ୍ରଥମ ପଦକୁ ଯେପରି ଗାଇବ ଅନ୍ୟାନ୍ୟ ପଦକୁ ସେପରି ଗାଇବ । ଏଣୁ ଭଞ୍ଜଙ୍କ ରଚିତ ଏହି ରଚନାକୁ ଆମେ ଛାନ୍ଦ, ଚଉତିଶା,ଦୂତ କାବ୍ୟ(ସମ୍ବୋଧନ କବିତା,Ode)ମଧ୍ୟ କହିପାରିବା ।ଏହି ଗୀତ ର ବୈଶିଷ୍ଟ୍ୟ ଗୋଟିଏ ଗୋଟିଏ ଶଦ୍ଦ ପ୍ରୟୋଗ ରେ ବିଭିନ୍ନ ଅର୍ଥ ର ପ୍ରକାଶ ।ଏହାର ଅର୍ଥ ଜାଣିବାକୁ ହେଲେ ଉପେନ୍ଦ୍ର ଭଞ୍ଜ ଙ୍କ ରଚିତ ଗୀତାଭିଧାନ ଗ୍ରନ୍ଥ ଅଧ୍ୟୟନ କରିବାକୁ ପଡ଼ିବ । ଏଥିପାଇଁ ଭଞ୍ଜ ଉଦ୍ ଘୋଷଣା କରିଥିଲେ-"ନାନା ଶଦ୍ଦ ଅର୍ଥେ ଯେ ବିଚକ୍ଷଣ,ଯେହୁଜାଣେ ଅଳଙ୍କାର ଲକ୍ଷଣ।ସେହି କରୁ ଏ ଛାନ୍ଦ ବିବେଚନା,ବାଲ୍ୟ,ପୈ।ଗଣ୍ଡ, ଯୈାବନ ରଚନା । ଆଳାପ ଅନୁଷ୍ଠାନ ର ଦକ୍ଷ ଓଡ଼ିଶୀ କଣ୍ଠ ଶିଳ୍ପୀ ଦ୍ବୟ, ବିଜୟଲକ୍ଷ୍ମୀ ରାଉତରାୟ ଓ ଦୀକ୍ଷା ମହାନ୍ତି ଏବଂ ବାଦ୍ୟ ଶିଳ୍ପୀ,ସୈ। ମ୍ୟବିଶ୍ଵଜିତ୍,ସୈ।ମ୍ୟକାନ୍ତ ମଲ୍ଲିକ ଭଞ୍ଜଙ୍କ ରଚିତ ଏହି ରଚନାକୁ ପରିବେଷଣ କରି ମନ୍ତ୍ରମୁଗ୍ଧ କରିଥିବାରୁ ସେମାନେ ଧନ୍ୟବାଦ ।ଓଡିଶା ସଂକେତ ଅନୁଷ୍ଠାନ କୁ କୃତଜ୍ଞତା ଯେ ଏପରି ଅଳଙ୍କାର ପୂର୍ଣ୍ଣ ହଜିଯାଇଥିବା ରଚନାକୁ ଲୋକଲୋଚନକୁ ଆଣିଥିବାରୁ ।🎉
@ChandrakantiPradhan-b1b
4 күн бұрын
Dhanya se mahabir Bhanja kabi .kalita srutira abasada nahni,banchithau srustira sesasima parjanta.
@pradeepjilikara6165
4 күн бұрын
ସମ୍ପୂର୍ଣ୍ଣ ଯମକରାଜ ଚଉତିଶା ଉପସ୍ଥାପନ କରିଥିବାରୁ ଧନ୍ୟବାଦ। ଜୟ ଭଞ୍ଜବୀର।
@OdishaSanket
8 минут бұрын
ଏହା ଆମର ଭାଗ୍ୟ ଯେ ଆମେ ଏହି ସୁନ୍ଦର ଚଉତିଶାଟିକୁ ଜନସାଧାରଣଙ୍କ ନିକଟକୁ ଆଣିପାରିଲୁ |
@Pratap-f4o
4 күн бұрын
ଅତି ସୁନ୍ଦର
@antaryamipradhan8552
Күн бұрын
IT REMINDS ME HIGH SCHOOL STAGE.AGAIN THANKS.
@khageswarmartha4653
4 күн бұрын
Very nice voice many thanks to both artistes
@bansidharsethi726
4 күн бұрын
ନୂତନ ପିଢ଼ିର ପିଲାମାନଙ୍କ ଭଞ୍ଜ ସାହିତ୍ୟ ପ୍ରତି ଶ୍ରଦ୍ଧା ଦେଖି ବହୁତ ଖୁସି ଲାଗୁଚି ।🎉
@amitkumarbehera2659
4 күн бұрын
Apana lekha lekhi karanti kii bhanja sahitya upare ???
@GhanshyamPadhan-ch8in
4 күн бұрын
ସୃତି ରେତୃପ୍ତିର ଅବସାଦ ନାହିଁ, ଯେତେ ଶୁଣୁଥିଲେ ନୂଆଁ ଲାଗୁଥାଇ ।ଉଞ୍ଜଙ୍କ ଚଉତିଶା ଶୁଣଇ ଥିବାରୁ ଧନ୍ୟବାଦ୍'
@OdishaSanket
11 минут бұрын
ଏହା ଆମର ଭାଗ୍ୟ, ଆମେ ଏହି ସୁନ୍ଦର ଚଉତିଶାଟିକୁ ଆପଣଙ୍କ ନିକଟକୁ ଆଣିପାରିଲୁ |
@AbhiramNayak-p6q
3 күн бұрын
Very nice presentation.
@surmilaap3233
4 күн бұрын
Bahut bahut bahut badhia Little, Dikhya, Gyana, Munmun👌👌👌👌👍👍👍😍
@prasannasamantaray808
4 күн бұрын
Good Bhajan
@khageswarmartha4653
4 күн бұрын
Very nice voice many many thanks for excellent performance
@OdishaSanket
3 күн бұрын
Thanks for listening
@academicsILS
4 күн бұрын
😍🌹
@manaswinimallick6270
4 күн бұрын
Super... beautiful....👌👌💞
@nimakantaroutray2824
4 күн бұрын
Beautiful presentation 👍
@krishnachandramahapatra1797
4 күн бұрын
ଅତି ଚମତ୍କାର ପରିବେଷଣ
@OdishaSanket
7 минут бұрын
ଧନ୍ୟବାଦ!
@rajakishorsahu9151
3 күн бұрын
ସୁନ୍ଦର ଉପସ୍ଥାପନା
@OdishaSanket
7 минут бұрын
ଧନ୍ୟବାଦ!
@antaryamipradhan8552
Күн бұрын
VERY NICE PRESANTATION WITH SWEET VOICE. THANKS TO THE TEAM.
@OdishaSanket
24 минут бұрын
So nice of you. Thank you for the appreciation!
@pradeepjilikara6165
2 күн бұрын
ପୁରାତନ,କାବ୍ୟ କୀୟଦଅଂଶ ଛାନ୍ଦ, ଚମ୍ପୂ, ଚଉତିଶା, ଚଉପଦୀ, ଯାହା କେବେ ଆଦୌ ଗାୟକମାନେ ପରିବେଷଣ କରିନାହାନ୍ତି; ଆଦିଯୁଗରୁ ରୀତିଯୁଗ ତଥା ରାଧାନାଥ ଯୁଗ ପର୍ଯ୍ୟନ୍ତ ପ୍ରସିଦ୍ଧ କବିମାନଙ୍କର ଗୀତମାନଙ୍କୁ ସ୍ୱର ସଂଯୋଜନା କରି ପରିବେଷଣ କରିଲେ ନିଶ୍ଚୟ ଏହି ଓଡ଼ିଶା ସଙ୍କେତ ଅନୁଷ୍ଠାନ ଜନପ୍ରିୟ ହେବ। ପ୍ରଦୀପ କୁମାର ଜିଲିକାରା, ରାୟଗଡ଼ା।
@OdishaSanket
20 минут бұрын
ଆମେ ନିଶ୍ଚିତ ଭାବରେ ଚେଷ୍ଟା କରିବୁ | ଆପଣଙ୍କ ପରାମର୍ଶ ପାଇଁ ଧନ୍ୟବାଦ |
@pradeepjilikara6165
4 күн бұрын
ଖଞ୍ଜିଥିଲା ପାଦେ କଟକ କଟକ.... ଅକ୍ଷର ଛାଡୁଛନ୍ତି କେମିତି??????
39:06
Kabisamrat Upendra Bhanja Birabara || Video Jukebox || Odisha Sanket || Dutee Kahibu Go
Odisha Sanket
Рет қаралды 32 М.
15:38
ଦାଣ୍ତ ରେ ଶୁଭିଲା ରାମକୃଷ୍ଣ ବେନି ଭାଇ || ମଥୁରା ମଙ୍ଗଳ || ଗୀତ-ଭକ୍ତଚରଣ ଦାସ || କଣ୍ଠ- ରବୀନ୍ଦ୍ର ମହାପାତ୍ର
Rabindra Mohapatra Official
Рет қаралды 134 М.
00:38
Incredibox Sprunki: When dropped your phone in toilet #sprunki #shorts #incredibox
Wee Animation
Рет қаралды 16 МЛН
00:49
Тренировка памяти 🧠 #boardgames #настольныеигры #умныеигры #игры #настолки #логическиеигры
Двое играют | Наташа и Вова
Рет қаралды 46 МЛН
31:30
Қылмыскерді таптым… | QARGA 2 | 3 серия | КОНКУРС
OMIR
Рет қаралды 554 М.
00:44
“Don’t stop the chances.”
ISSEI / いっせい
Рет қаралды 58 МЛН
28:48
୧୬ ଗୋପି କାହିଁକି ସ୍ଵତନ୍ତ୍ର ! ମହାଭାରତ ଉପରେ ଆଲୋଚନା କରି ଦର୍ଶକଙ୍କ ମନ କିଣିଲେ gayaka bijaya kumara Ojha
Srikhetra Television
Рет қаралды 10 М.
1:10:55
ମେଲୋଡି, ଭଜନ, ଯାତ୍ରା, ଆଧୁନିକ, ସିନେମା: ସବୁଠି ହିଟ୍ ତାଙ୍କ ଗୀତ... | EP - 65 | Podcast With Geeta Dash
Argus Digital
Рет қаралды 212 М.
17:57
ତେଜ ମନୁ ମାନ... ଓଡ଼ିଶୀ ସଙ୍ଗୀତ (ରାଗ - ଶଙ୍କରା ଭରଣ) // smrutirekha pratihari // nilima pradhan
smrutirekha pratihary
Рет қаралды 4,6 М.
14:39
129-Year-Old Swami Sivananda Stays Fit Through Regular Yoga Practice in Puri
OTV
Рет қаралды 141 М.
1:30:40
ଭାଗବତ ର ଅର୍ଥ କଣ? meaning of bhagabat,ଆସନ୍ତୁ ଜାଣିବା ପଣ୍ଡିତ ସଚିକାନ୍ତ ଆଚାର୍ଯ୍ୟଙ୍କ ଠାରୁ,भगाबातार्थ
SMS SPIRITUAL AND NATURAL CONTENTS
Рет қаралды 67 М.
31:42
30 Jilara Prasidha Mandira🙏ତିରିଶି ଜିଲ୍ଲାର ପ୍ରସିଦ୍ଧ ମନ୍ଦିର 🙏କେଉଁ ଜିଲ୍ଲାରେ କେଉଁ ମନ୍ଦିର ପ୍ରସିଦ୍ଧ ଦେଖିବା
Sai pragnya Creation
Рет қаралды 336 М.
25:50
Odia non-stop jagannath Bhajan 🙏🏻🌹|| ଓଡ଼ିଆ ଲୋକ ପ୍ରିୟ ଭଜନ || Sri Charan mohanty || #viral #trending
Subha creation
Рет қаралды 539 М.
41:01
Govinda Damodara Stotram | ଗୋବିନ୍ଦ ଦାମୋଦର ସ୍ତୋତ୍ରଂ | Govinda Damodara Stotra Odia | Krishna Mantra
Music World Bhakti
Рет қаралды 497 М.
17:55
ହରିରାମ ରସାମୃତ || ହରେ କୃଷ୍ଣ ହରେ ରାମ || Binod Bihari || Snehali || #mahamantra #kalijugamalikakatha
Binod Bihari official
Рет қаралды 38 М.
15:31
Kala Kalebara Kanhai- Odia Chautisha (କ ଠାରୁ କ୍ଷ ) | କଳା କଳେବର କହ୍ନାଇ | Rabindra Mohapatra
Sri Purushottam
Рет қаралды 1,3 МЛН
00:38
Incredibox Sprunki: When dropped your phone in toilet #sprunki #shorts #incredibox
Wee Animation
Рет қаралды 16 МЛН