Jana Mancha: Special Discussion on Renaming of Ravenshaw University

  Рет қаралды 3,505

OTV

OTV

Күн бұрын

Пікірлер: 53
@Jit007Z
@Jit007Z Ай бұрын
Yes ..I 👍 Agree 👍👍👍
@roshann6835
@roshann6835 2 ай бұрын
ଯେତେବେଳେ ବ୍ୟାସକବି ଭଳି ବିଜ୍ଞବ୍ୟକ୍ତି ରେଭେନ୍ସା ଙ୍କ ଗୁଣଗାନ କରୁଛନ୍ତି, ବର୍ତ୍ତମାନ ର ମାନ୍ୟବର ଶିକ୍ଷାମନ୍ତ୍ରୀ କିପରି ତାଙ୍କୁ ନରହନ୍ତା ବୋଲି କହି ପାରିବେ ! ସେ କଣ ଫକିରମୋହନ ଙ୍କ ଠାରୁ ବେଶୀ ଜ୍ଞାନୀ ?!
@MadhusmitaBehera-zt6js
@MadhusmitaBehera-zt6js 2 ай бұрын
Thik katha
@prafullamandal84
@prafullamandal84 2 ай бұрын
Right
@sarbeswarsubudhi223
@sarbeswarsubudhi223 2 ай бұрын
Na badalile kn asubida heuchhi tmr odia asmita katha kahuchha na badaliba ku birodha karuchha
@prafullamandal84
@prafullamandal84 2 ай бұрын
ଯଦି ରେଭେନ୍ସା ବିଶ୍ବବିଦ୍ୟାଳୟର ର ନାମ ବଦଳିବା ଦରକାର କାରଣ ରେଭେନ୍ସା ଜଣେ ବ୍ରିଟିଶ୍ ଥିଲେ ତାହେଲେ ବ୍ରିଟିଶର ମାନେ ଇଂଲିଶ ଭାଷା କୁ ବି ଆଣିଛନ୍ତି, ସମ୍ପୂର୍ଣ ଇଂଲିଶ୍ ଭାଷା କୁ ବନ୍ଦ କରିଦିଅ, ପରୀକ୍ଷା ଗୁଡାକ ରେ ଇଂଲିଶ କମ୍ପୂଲ୍ସରୀ କାହିଁକି?
@ODISHABHAI-eq8jq
@ODISHABHAI-eq8jq 2 ай бұрын
ରେଭେନ୍ସା ଙ୍କ ନାମ କୁ କାଟି ଅନ୍ଦ ଭକ୍ତ ଧରମା ଙ୍କ ନାମ ରଖା ଯାଉ
@premanjanasabar2861
@premanjanasabar2861 2 ай бұрын
ସାଧାରଣ ଗୋଟିଏ ଲୋକ ଏ ବିଷୟରେ ମନା କରିବ , କାରଣ ରେଭେନ୍ସା ମହାବିଦ୍ୟାଳୟ ବିଶ୍ଵରେ ପ୍ରସିଦ୍ଧ,ନାମ କାହିଁକି ବଦଳିବ, cabinet minister ୧୦ ବର୍ଷ ହେଲା, କିଛି ଉନ୍ନତି କରିଲୁନି , ନିଜ ନାମରେ କଲେଜ ତିଆରି କର ନାମ ଇତିହାସ ରେ ରଖ, ITI ତିଆରି କର ନାମ ପ୍ରସିଦ୍ଧ କର,,ଭଲ ରହିବ,,,...
@mrdavid-xd4ou
@mrdavid-xd4ou 2 ай бұрын
ପ୍ରଥମେ paper leak Minister କୁ mental hospital ରେ ଭର୍ତ୍ତି କରାଯିବା ଉଚିତ୍ 🤣🤣😂😂😂😂
@sanjaykumishra5186
@sanjaykumishra5186 2 ай бұрын
ରେଭେନ୍ସା ସାହେବ ଓଡ଼ିଆ ଜାତିର ଶିକ୍ଷା ପିତା
@arpapunn2746
@arpapunn2746 2 ай бұрын
Agaru kana Odisha basi murkha thile Tu murkha boli tor e dharana achi
@roshann6835
@roshann6835 2 ай бұрын
​@@arpapunn2746ଫକିରମୋହନ ସେନାପତି, ମଧୁସୁଦନ ଦାସ ଙ୍କ ଠାରୁ ତୁମେ କଣ ବେଶୀ ଜ୍ଞାନୀ !?
@prafullamandal84
@prafullamandal84 2 ай бұрын
I am a history student of Revenshaw Universitsity,in my opinion.. don't need to change this name bcz it has a good history .. who have not knowldge about this..they said,ନାମ ପରିବର୍ତ୍ତନ ହେବା ଦରକାର...
@bipinbiharijally1493
@bipinbiharijally1493 2 ай бұрын
Ae badala sarkar ku badala jau
@naraharisial3272
@naraharisial3272 2 ай бұрын
Dharmendra Pradhan has no contribution for Odisha during his tenure as a Minister,faltu buckwas, useless statement,no relevance in it
@OMSAI-sn5be
@OMSAI-sn5be 2 ай бұрын
No need to change name of Ravenshaw.Change the name of college of ur constitute
@somanathsahoo4823
@somanathsahoo4823 2 ай бұрын
Dharmendra Pradhan kn pai bilibilei heuchanti , mr Pradhan aau thare primary schooling arambha karantu odia history bhala bhabare padhantu taku bujhantu, and bhala bhabare adhayana karisariba pare midea conference sahajya re press meet karantu. But gote condition. Condition ti heuchi primary schooling sariba pare Higher education pain Revenshaw college re addmission karantu, and regular class karantu, because ame jete adhika padhiba sete besi knowledge gain kariba, mr Pradhan Revenshaw college re patha padhila pare janibe/ feel karibe je actually Revenshaw re nihati necessary kn achi. Mora kahibara udesya hela mr Pradhan chota pilanka bhali bachalami karuchanti tankara mind re maturation asini . Name change karidele kichi farak padibani jadi change karibara achi education re aahuri develop kara infrastructure develop kara quality education provide kara, quality faculty and quality teaching staff create kara , better surrounding create kara, ragging free campus create kara. Emiti name change karidele quality education milibani. Jadi quality education pain kichi helpful guideline ani taku karya kari karante tahele bhala huanta. Ranga bola niti nama paribartan niti chadantu quality upre focus karantu. Jadi nama paribartan kariba dwara quality feri asuchi tahele luha(iron) ra nama parivartan kari hira(diamond) rakha. Thank you all
@PhellupratapBehera
@PhellupratapBehera 2 ай бұрын
No bjp kebal name change karibe
@nilspradhan6523
@nilspradhan6523 2 ай бұрын
Ravenshaw ra student nku nai janamanch karantu bhabani babu... Out side ru loke nei kai debet karuchanti.....
@gcmohanty7484
@gcmohanty7484 2 ай бұрын
Those opposing, needs to come out of colonial mindset and accept change.
@agastibag9687
@agastibag9687 2 ай бұрын
No need to name change. Need to work. Change
@rohansipka3348
@rohansipka3348 2 ай бұрын
Dharmendra Ra Band k Kata
@manoranjansasmal9959
@manoranjansasmal9959 2 ай бұрын
There is no necessity of changing the name, without looking after the modernization of the educational institutions,.
@lambodarmohanty809
@lambodarmohanty809 2 ай бұрын
Dharama tautor ta.
@scdas01
@scdas01 Ай бұрын
ବାବୁ ମହତାବ ଏବେ କେଉଁଥିରେ ଲେଖୁଛନ୍ତି ? ଯେଉଁ ଥିରେ ଲେଖୁଛନ୍ତି ତାକୁ କେତେ ଜଣ ପଢୁଛନ୍ତି ? ଯଦି ରେଭେନ୍ଶା ନାମ ପରିବର୍ତନ କରିବାପାଇଁ ବାବୁ ମହତାବ ଙ୍କ ପାଖରେ ଏତେ ଯୁକ୍ତି ଥିଲା , ତାକୁ ସବୁ କାହିଁକି ଆଜିଯାଏଁ ପେଟରେ ପୁରେଇ ରଖିଥିଲେ ? ଏତେ ଥର MP ହେଲେଣି, ବାବୁ ମହତାବ ନିଜେ କାହିଁକି ନାମ ପରିବର୍ତନ କଥା ଉଠେଇ ପାରିଲେନି ଆଜି ପର୍ଯ୍ୟନ୍ତ ? କଟକ ପାଇଁ ଏତିକ କରିବାକୁ କଅଣ ପାଇଁ ଚେଷ୍ଟା କରିନଥିଲେ ? ଆଜି ସତରେ ନାମ ପରିବର୍ତନ ପାଈଁ କହୁଛନ୍ତି, ନା ' ଧମେନ୍ଦ୍ର ପ୍ରଧାନ ଙ୍କ ଚାଟୁକାରି କରିବା ପାଇଁ ପାଟି ଖୋଲିଛନ୍ତି ? ବାବୁ ନିଜତ୍ବ ମୌଳିକ ମତାମତ ଦେବା କେବେ ଶିଖିବେ ?
@complexcatshorts9342
@complexcatshorts9342 2 ай бұрын
No
@inasagamango2994
@inasagamango2994 2 ай бұрын
Dharmendra babu tome na paribarte kan kale develop hebo se katha chinta kara
@kailashnayak3775
@kailashnayak3775 Ай бұрын
Dharama ku dharma chhadila
@ramanuslakra2816
@ramanuslakra2816 2 ай бұрын
Tomor nare korajau
@diptimaankar-zr2uw
@diptimaankar-zr2uw 2 ай бұрын
BJP akhardasala karajau
@Sagar11532
@Sagar11532 2 ай бұрын
Paribartana darakar. Keval odisha ru nuhe , all india ru jaha jaha Britishers name re sabu change heba darakar.
@prafullarana3965
@prafullarana3965 2 ай бұрын
ଯଉ ଇଂରାଜୀ ଭାଷାରେ ଲେଖୁଛ ଏବେ ଏଇ ଟାଇପ କରିକି ସେଇଟା ବ୍ରିଟିଶରଶ୍ ଙ୍କର ସେଇଟା ଆଗ ଲେଖିବା ବନ୍ଦ କର ତାପରେ ଇଂରାଜୀ ଭାଷା ଟାକୁ ବି ଉଠେଇ ଦିଅ । ଆଉ ବ୍ରିଟିଶରଶ୍ ଙ୍କର ଯାହା ବି ଅବଦାନ ତା କୁ ବି ଉଠେଇ ଦିଅ। ତାପରେ ଯାଇ ନାମ ପରିବର୍ତ୍ତନ କଥା ଚିନ୍ତା କରିବା ହେଲା।
@Sagar11532
@Sagar11532 2 ай бұрын
@@prafullarana3965 language gote communication ra madhyam . Jiye jete language learn karipare. Seita personal katha . Language Saha ehara kichi relation nahin. Semane asithile amaku lutiba pain , bahut torture karichanti. Dala dala hei asile sasana Kariba pain. Semananka pila padhiba pain english school clg kale , semananka language ku spread kale. Jeteta desaku semane sasana karuthile only 14/15 ta country re english chalichhi. Separi kichi nuhe je english gote sophisticated language ki royal language. English kahidele ki padhidele Amara man sanman badhijiba .
@prafullarana3965
@prafullarana3965 2 ай бұрын
@@Sagar11532 ଆସିଲେ ଶାସନ କଲେ ଲୁଟିଲେ କେତେ kn kale ଜାଣିଛ । ହେଲେ ତା ଫଳରେ ଓଡ଼ିଶା ରେ ତଥା ଦେଶରେ ଗୋଟେ ନବଜାଗରଣ ସୃଷ୍ଟି ହେଲା ସେଟା ଆଉ ଜାଣିଲନି। ଆଉ ହଁ ସେମାନଙ୍କ ପିଲା କଣ ପଡ଼ିଲେ ଆମ ପିଲା ପଢ଼ିଲେ ହୁଏତ ତାଙ୍କର ସ୍ବାର୍ଥ ପାଇଁ ସେ ଶିକ୍ଷାନୁଷ୍ଠାନ ଖୋଲିଲେ ହେଲେ ପରବର୍ତ୍ତୀ ସମୟରେ ଓଡ଼ିଆ ମାନେ ପଢ଼ି ସେଠୁ ଶିକ୍ଷିତ ହେଲେ ନା ନାହିଁ । କେବଳ ଯେ କଣ ଖରାପ କରିଗଲା ସେଟା ନୁହଁ କଣ ଭଲ କରି ଗଲେ ସେଟା ବି ଭାବ। ଆଉ ହଁ english ta international official language ଆଉ ହଁ ଏଠି ନାମ ପରିବର୍ତ୍ତନ କଥା ଉଠିଛି ତ ରେଭେନ୍ସା ସାହେବ୍ ଙ୍କ ବିଷୟରେ ଜାଣ ସେ ପରେ ଓଡ଼ିଆ ଭାଷା ପାଇଁ ଓଡ଼ିଶା ରେ ଶିକ୍ଷାନୁଷ୍ଠାନ ମାନଙ୍କରେ ସେ ଓଡ଼ିଆ ଭାଷାରେ ପଢ଼ାଇବା ପାଇଁ ତାଙ୍କର kn ଅବଦାନ ଥିଲା ଓଡ଼ିଆ ଭାଷା ର ବିଲୋପ ସମୟରେ। ଆରେ ବ୍ରିଟିଶର ସମାନ ନଥିଲେ ଯଦି ଇତିହାସ ପଢ଼ିବ ଜନ୍ ବିମ୍ସ , ରେଭେନ୍ସା ସାହେବ୍ ଙ୍କ ପରି କିଛି ଜଣ ଥିଲେ ଯିଏକି ଓଡ଼ିଆ ମାନଙ୍କ ପାଇଁ ଭଲ କରିଥିଲେ ଆରେ ବ୍ୟାସ କବି ସେ ପ୍ରଶଂସା କରିଛନ୍ତି ସେ ସମୟରେ ରେଭେନ୍ସା ସାହେବ୍ ଙ୍କୁ ତାଙ୍କର ଉତ୍କଳ ଭ୍ରମଣ ପୁସ୍ତକରେ ଆଉ କଣ ତାଙ୍କ ଠାରୁ ଏବେକା ସବୁ ଜ୍ଞାନୀ । ବ୍ରିଟିଶ୍ ଙ୍କ ର ସବୁ ଜିନିଷ ବ୍ୟବହାର ବନ୍ଦ କରିଦିଅ ତାପରେ କହିବ ନାମ କଥା । ତାପରେ ଦେଖିବା କେତେ ଓଡ଼ିଆ ଅସ୍ମିତା କୁ ନେଇ ଗର୍ବ କରିବ ତୁମେ।
@nityanandasahoo4719
@nityanandasahoo4719 2 ай бұрын
ଜେନେରାଲ ଡ଼ାୟାର୍ ନାମରେ ପଞ୍ଜାବର ଯଦି ଗୋଟିଏ କଲେଜର ନାମ କରଣ କରାଯାଏ ତାହାର ପ୍ରତିକ୍ରିୟା ଯାହା ହେବ ଓଡ଼ିଶାରେ ରେଭେନ୍ସା ନାମରେ କଲେଜର ନାମ ରଖିବା ସେହିପରି ଅଟେ । ରେଭେନ୍ସା କଲେଜକୁ ନେଇ ଯେଉଁମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବ୍ୟକ୍ତିଗତ ମତ କୁ ନେଇ ଯେଉଁ ବିଭ୍ରାନ୍ତି କର ମତ ଦେଇ ବିରୋଧ କରୁଛନ୍ତି ସେମାନେ ଏହି ଦୁଇ ନିଷ୍ଠୁର ଅନ୍ୟାୟୀ ନରହନ୍ତା ବ୍ରିଟିଶ୍ ଅଫିସର୍ ଇତିହାସକୁ ଜାଣିବାକୁ ଚେଷ୍ଟା କରନ୍ତୁ...
@dibyaranjanbehera2303
@dibyaranjanbehera2303 2 ай бұрын
Tu kan byasakabi fakirmohn senapati nka thu besi gyani? Andha bhakta BJP ra laja laguni, alajuka. Dharmendra Pradhan 10 Barsha madhya re Odisha Pai kan karichhanti. ? Gote school pai ita pathar khande bi pakei parinahanti?
@roshann6835
@roshann6835 2 ай бұрын
ଆପଣଙ୍କୁ ଇତିହାସ ଜାଣିବାର ଆବଶ୍ୟକତା ଅଛି, ଫକିରମୋହନ ସେନାପତିଙ୍କ ସେନାପତିଙ୍କ "ଉତ୍କଳ ଭ୍ରମଣ " ପୁସ୍ତକ ପଢ଼ନ୍ତୁ ଜାଣିପାରିବେ ରେଭେନ୍ସାଙ୍କର ଅବଦାନ ସମ୍ପର୍କରେ ।
@tarunkumarpatra9597
@tarunkumarpatra9597 2 ай бұрын
Cuttack college heu
@Joginder261
@Joginder261 2 ай бұрын
Absolutely change the name
@roshann6835
@roshann6835 2 ай бұрын
Never
@Joginder261
@Joginder261 2 ай бұрын
@@roshann6835 why
@roshann6835
@roshann6835 2 ай бұрын
@@Joginder261 ଯେଉଁମାନେ ରେଭେନ୍ସା ସାହେବ ଙ୍କୁ ନରହନ୍ତା ବୋଲି କରୁଛନ୍ତି, ସେମାନେ ଫକିରମୋହନ ସେନାପତି ଙ୍କ ରଚିତ ଭ୍ରମଣ ପୁସ୍ତକ "ଉତ୍କଳ ଭ୍ରମଣ " କୁ ପଢି଼ବା ଉଚିତ । ସେଥିରେ ଫକିରମୋହନ ସେନାପତି ରେଭେନ୍ସା ଙ୍କୁ ମହାନ ଆଖ୍ୟା ଦେଇ ତାଙ୍କର ମହିମା ଗାନ କରିଛନ୍ତି ।
@roshann6835
@roshann6835 2 ай бұрын
@@Joginder261 ଯେତେବେଳେ ଫକିରମୋହନ ସେନାପତି ରେଭେନ୍ସା ଙ୍କୁ ସମ୍ମାନ ଦୃଷ୍ଟିରେ ଦେଖୁଛନ୍ତି , ବର୍ତ୍ତମାନ ର ନେତାମନ୍ତ୍ରି କଣ ବ୍ୟାସକବିଙ୍କ ଠାରୁ ଅଧିକ ଜ୍ଞାନୀ, ! ଯେ ରେଭେନ୍ସା ଙ୍କୁ ନରହନ୍ତା କହି ନାମ ପରିବର୍ତ୍ତନ କଥା କରୁଛନ୍ତି!
@TheSonOfSoil.
@TheSonOfSoil. 2 ай бұрын
Ye muskan Ray hetubadi
@lambodarmohanty809
@lambodarmohanty809 2 ай бұрын
Dharama tautor ta.
News Fuse 08 NOV 2024
22:51
OTV
Рет қаралды 1 М.
The Singing Challenge #joker #Harriet Quinn
00:35
佐助与鸣人
Рет қаралды 20 МЛН
binka mudi kachori#viral video#cutebaby #sambalpuri
5:50
ଅଦ୍ୟଶା ସମ୍ବଲପୁରୀ ବ୍ଲକ୍
Рет қаралды 21 М.
Ganesh puja management ll Chandan biswal ll Odia comedy ll
27:53
Chandan Biswal
Рет қаралды 3 МЛН