Janamancha 26 MAY 2024 | କଣ ରହିଛି ଧାମନଗର ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ମୁଡ଼ - OTV

  Рет қаралды 122,324

OTV

OTV

Ай бұрын

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 208
@laxmanprusty3579
@laxmanprusty3579 Ай бұрын
Athara BJP Athara suryabansi
@user-wt5rt5st8s
@user-wt5rt5st8s Ай бұрын
Bjp by by
@sibamaharana7082
@sibamaharana7082 Ай бұрын
​@@user-wt5rt5st8sonly bjp
@gobindakishan2922
@gobindakishan2922 Ай бұрын
​@@user-wt5rt5st8sପାଣ୍ଡୁ ଜେଲ ଯିବାର ପର୍ଦ୍ଦାଫାଶ ଖୋଲିଲାଣି
@minatidhal
@minatidhal Ай бұрын
Right
@monajmohapatar
@monajmohapatar Ай бұрын
@dalumahakud2723
@dalumahakud2723 Ай бұрын
Surjyabanshi next CM
@gyanaranjansahoo7259
@gyanaranjansahoo7259 Ай бұрын
Jay Shri Ram
@Santoshsahu-hv3ro
@Santoshsahu-hv3ro Ай бұрын
ଧାମନଗରେ କେବଳ ସୂର୍ଯ୍ୟବଂଶୀ ସୂରଜ ❤
@mrsina3880
@mrsina3880 Ай бұрын
Bhabani Babu nku maniba ku padiba Super question karuchhanti Sethipain Odisha ra no 1 anchor
@biprapriya
@biprapriya Ай бұрын
BJD ଭାଇ ତ ପାଣ୍ଡିଆନ୍ ର ପାଦ ଚାଟିବେ, ସୂରଜଙ୍କୁ ଚିହ୍ନିବେ କିପରି।
@mahendrapatra4567
@mahendrapatra4567 Ай бұрын
ଏଥର BJP
@balsinghkata9649
@balsinghkata9649 Ай бұрын
ମୋ ଓଡ଼ିଶାର ଶିକ୍ଷିତ ଯୁବ ସମାଜ ତଥା ବର୍ତ୍ତମାନ ଅଧ୍ୟୟନ ରତ ଛାତ୍ର ସମାଜ ତୁମ ମାନଙ୍କୁ ମୋର ଏକ ଅନୁରୋଧ ଥରୁ ଟିଏ ନିଜ ବିବେକ କୁ ପଚାର ଓଡ଼ିଶା ରେ ଯାହା ବ ଘଟୁଛି ଉଚିତ୍ କି। ତୁମେ ହଉଛ ଓଡ଼ିଶା ର ଭବିଷ୍ୟତ ଆଜି ଓଡ଼ିଶା ମାଟି ନିଷ୍ପେସିତ ଅବହେଳିତ ଅବସ୍ଥାରେ। ଏହା ଏକ ଉଚିତ୍ ସମୟ ଆଜି ଯଦି ତୁମେ ଛାତ୍ର ସମାଜ ଶୋଇ ରହିବ ଏହାର କୁ ପରିଣାମ ତୁମ ଆଗାମୀ ଭବିଷ୍ୟତ ପିଢ଼ି କୁ ଭୋଗିବାକୁ ପଡ଼ିବ। ଯେପରି କି ଆମ ବାପା ମାଆ ମାନେ ଏକ ନିର୍ଦ୍ଦିଷ୍ଟ ଦଳ କୁ ଭୋଟ ଦେଇଥିବାର ଫଳ ଆମକୁ ଭୋଗିବାକୁ ପଡୁଛି।ଦୀର୍ଘ ୨୫ ବର୍ଷ ର ଶାସନ ପରେ ମଧ୍ୟ ଆଜି ଗରିବୀ ଦୂରୀକରଣ ହେଇ ପାରିନାହିଁ।ଆଜି ପ୍ରତ୍ୟେକ ଗାଆଁ ର ଲୋକ ମାନେ ଦାଦନ ଖଟିବାକୁ ବାହାର ରାଜ୍ୟ କୁ ଯାଇଛନ୍ତି କାରଣ କଣ ଥରେ ଭାବି କି ଦେଖ। ଗାଆଁ ଗାଆଁ ରେ ବିଦ୍ୟାଳୟ ନାହିଁ କିନ୍ତୁ ମଦ ଭାଟି ନିଶ୍ଚୟ ଥିବ। କାରଣ ସରକାର ଚାହୁ ନାହିଁ ଯେ ଲୋକେ ଶିକ୍ଷିତ ହୁଅନ୍ତୁ ଯଦି ଶିକ୍ଷିତ ହେବେ ଓଡ଼ିଶା ର ଅର୍ଥନୈତିକ ବ୍ୟବସ୍ଥା ରାଜନୈତିକ ବ୍ୟବସ୍ଥା ଉପରେ ଜ୍ଞାନ ଆହରଣ କଲେ ଭୋଟ ସମୟରେ ଲୋକ ଙ୍କୁ ଭୂଆଁ ବୁଲେଇବା ସମ୍ଭବ ନୁହେଁ ।ତୁମେ ସମସ୍ତେ ଭଲ ଭାବେ ଜାଣିଛ ଇଲେକ୍ସନ ସମୟ ରେ ପ୍ରଚୁର ପରିମାଣ ରେ ମଦ ମାଂସ ସହ ଭୋଜି ଦିଆ ଯିବା ସହ ଟଙ୍କା ମଧ୍ଯ ବଣ୍ଟା ଯାଏ। ମୁର୍ଖ ଲୋକଙ୍କ ପାଇଁ ସମାଜ ନଷ୍ଟ ହୁଏ ନାହିଁ ନଷ୍ଟ ହୁଏ ଶିକ୍ଷିତ ହୋଇ ମଧ୍ୟ ଅନ୍ୟାୟ କୁ ଯିଏ ବିରୋଧ ନ କରେ ସେମାନଙ୍କ ପାଇଁ।ଆଜି ତୁମେ ଶିକ୍ଷିତ ତୁମେ ଚାହିଁଲେ ନିଜର ମୂଲ୍ୟବାନ ଭୋଟ କୁ ବିକ୍ରୀ ନ କରି ନିଜର ମାଆ ବାପା ପରିବାର ଲୋକଙ୍କୁ ସଚେତନ କର।ଥରେ କେବେ ନିଜ ମାଆ ବାପାଙ୍କୁ ପଚାରି ଦେଖ ତ ସେମାନଙ୍କୁ ଓଡ଼ିଶା ରାଜନୀତି ବିଷୟ ରେ କିଛି ଜଣା ନଥିବା ସେମାନଙ୍କୁ ଗାଆଁ ଗାଆଁ ରେ ଥିବା କୁଜୀନେତା ମାନେ ପ୍ରଲୋଭିତ କରି ଭୋଟ ହଟେଇ ନେଉଛନ୍ତି। ଭୋଟ ଦେବା ନିଜର ବ୍ୟକ୍ତିଗତ ଅଧିକାର। ନିଜର ପରିବାର କୁ ସଚେତନ କର ଏଇ ବର୍ଷ ର ଭୋଟ ପରିବର୍ତ୍ତନ ପାଇଁ ଦିଆ। ମୁଁ ଏହା କହୁନି ଯେ କୌଣସି ନିର୍ଦ୍ଦିଷ୍ଟ ରଜନୈତିକ ଦଳ କୁ ଦିଅ। ମୁଁ ଏହା କହୁଛି ଯେ ଓଡ଼ିଶା ରେ ସରକାର୍ ପରିବର୍ତ୍ତନ ଆବଶ୍ୟକ। କାରଣ ଏକଛତ୍ରବାଦ ଶାସନ ଚାଲିଛି। ଯଦି ସରକାର ବିକାଶ କରିଛନ୍ତି ତେବେ ନିର୍ବାଚନ ସମୟରେ ଗାଆଁ ଗାଆଁ ରେ ଭୋଟର୍ ମାନଙ୍କୁ ପ୍ରଲୋଭିତ କରିବା ପାଇଁ କାହିଁକି ଟଙ୍କା ବଣ୍ଟା ଯାଉଛି। ମୁଁ କୌଣସି ନିର୍ଦ୍ଧିଷ୍ଟ ଦଳ କୁ କହୁନି।। ବିଜେପି, ବିଜେଡ଼ି, କଂଗ୍ରେସ୍ ଓ ଅନ୍ୟାନ୍ୟ ସମସ୍ତ ରାଜନୈତିକ ଦଳ ଏହି ଘୃଣ୍ୟ କାମ କରୁଛନ୍ତି। ଏବଂ ସମସ୍ତ ଜନସାଧରଣ ଏ ବିଷୟରେ ଭଲ ଭାବେ ଅବଗତ ଅଛନ୍ତି କିନ୍ତୁ କେହି ସତ କଥା କୁ ସ୍ଵୀକାର କରିବେ ନାହିଁ।୫ ବର୍ଷ ରେ ଥରେ ସରକାର ପରିବର୍ତ୍ତନ ଜରୁରୀ।
@lalabiswajitray3387
@lalabiswajitray3387 Ай бұрын
ସୂର୍ଯ୍ୟବଂଶୀ ସୁରଜ୍ ଙ୍କୁ ଓଡ଼ିଶା ର ମୁଖ୍ୟମନ୍ତ୍ରୀ କରାଯାଉ। ସୂର୍ଯ୍ୟବଂଶୀ ସୁରଜ୍ ଙ୍କ ଭଳି ଜଣେ ଭଲ ମଣିଷ ସାରା ଓଡ଼ିଶା ର ପ୍ରତେକ ଟି ନିର୍ବାଚନ ମଣ୍ଡଳୀ ରେ ଦରକାର।
@bhagirathinayak6834
@bhagirathinayak6834 Ай бұрын
Next cm Surya bansi Suraj
@baradanayak8115
@baradanayak8115 Ай бұрын
The best hero suryawanshi Suraj. odisha ra gelha pua. i proud of suryawanshi Suraj Bhai...🙏🙏🙏
@satyabratamahalik
@satyabratamahalik Ай бұрын
BJP Sarkar asiba Darkar 🙌🏻
@user-yq8yl5rk3j
@user-yq8yl5rk3j Ай бұрын
Bjp
@bajajfinserv5469
@bajajfinserv5469 Ай бұрын
340 କୋଟି ଆସିଛି କାମ ନକରି କଣ ପାଇଁ ବସିଛନ୍ତି ହାରିଲେ ସବୁ ଲୁଟି ନେଇକି ତାମିଲ ଯିବେ
@lija8052
@lija8052 Ай бұрын
Bjp asiba darkat
@kumarbapi4520
@kumarbapi4520 Ай бұрын
ଶିକ୍ଷକ ସବୁଠି ଅଭାବ ଆଂଜ୍ଞା
@Updated_News_
@Updated_News_ Ай бұрын
🙌❤😍🐯🔥🚩ସୁରଜ🌞ସୂର୍ଯ୍ଯବଂଶୀ🔥🐯😍❤🙌
@SudhansuDas-gq6jk
@SudhansuDas-gq6jk Ай бұрын
ନବୀନ ସରକାର 25 ବର୍ଷରେ ସରକାର ରାଜ୍ୟ ପାଇଁ 25 ଦିନର କାମ କରି ନାହାନ୍ତି
@bhagirathinayak6834
@bhagirathinayak6834 Ай бұрын
Surya bansi Suraj Bhai will win
@user-cz5ro8fy5f
@user-cz5ro8fy5f Ай бұрын
Suraj bhai..win..mu bls ru. bahut bhalo candidate ❤
@SudhansuDas-gq6jk
@SudhansuDas-gq6jk Ай бұрын
ବିଜୁ ବାବୁଙ୍କ ବିଜ କହୁଠି ଛାଡି ଯାଇଛି ତାମିଲ ବାବୁଙ୍କ ବିଜ
@peoplechoice3234
@peoplechoice3234 Ай бұрын
Amara Darakara surjya
@sanjuktasethi5956
@sanjuktasethi5956 Ай бұрын
Surjyabanshi Bhai odisha ra CM huontu.Aame odisha basi jagnnath ko pakhore prathona koruchu.
@purusottamnayak9809
@purusottamnayak9809 Ай бұрын
We want bjp
@ajitmohapatra9016
@ajitmohapatra9016 Ай бұрын
❤❤❤dhamanagar. A.m.l suryabasi.suroj well. Come to you Aprajitaa C.M jay Bjp
@ajitkumarsahoo6822
@ajitkumarsahoo6822 Ай бұрын
Suryavanshi best candidate for CM
@prabirsbiology8220
@prabirsbiology8220 Ай бұрын
Vote for Congress because Congress always supports development. Vote for Congress ❤
@biswajitjena2620
@biswajitjena2620 Ай бұрын
Jay Jay shreeram
@sandhyaranipatra7763
@sandhyaranipatra7763 Ай бұрын
Jay jagannath BJP asiba
@akshayakumarbehera4781
@akshayakumarbehera4781 Ай бұрын
ନିଜ ଅଞ୍ଚଳର ବିଜେଡି କର୍ମୀ ଙ୍କୁ ନେଇ ଜନମଞ୍ଚ କଲେ ଭଲ ହୁଅନ୍ତା
@user-ed3gb9tc3m
@user-ed3gb9tc3m Ай бұрын
Kichi fight habani suryabansi suraj jiti sarileni
@bijaykumar9913
@bijaykumar9913 Ай бұрын
Great Bhabani bhai Great presentation regarding panelists
@sanjibdalai4493
@sanjibdalai4493 Ай бұрын
Jai shree Ram
@user-sv9eb9dr8h
@user-sv9eb9dr8h Ай бұрын
Samal babu dhamangar re jaha karichhanti tuma BJD Bala kichhi Kari nahi.
@mnbehera1933
@mnbehera1933 Ай бұрын
Suraj only
@ashokdas5443
@ashokdas5443 Ай бұрын
ଆରେ ଶଳା ସ୍କୁଲରେ ମାଷ୍ଟର ନାହିଁ
@pramodkandi5479
@pramodkandi5479 Ай бұрын
bjp
@hemantadas8555
@hemantadas8555 Ай бұрын
Jay shree ram ❤❤❤ Jay bjp ❤❤❤
@bijayakumarsahu4945
@bijayakumarsahu4945 Ай бұрын
ଲାଞ୍ଚୁଆ ଭୋଟର୍ସ ଦେଶରେ ଜନମାଞ୍ଚର କି ମୂଲ୍ୟ
@OdishaOpenbooks
@OdishaOpenbooks Ай бұрын
Welcome voters ❤🎉Bjp.win.all.odisha ❤🎉
@BeheraDebasis
@BeheraDebasis Ай бұрын
Bhabani bhai thanks 🎉
@Sagar11532
@Sagar11532 Ай бұрын
Odishare bjd jepari gunda gardi karuchanti , vote counting thik haba ta ? Evm machine sabu thik daetwa re achi ta ? Karan sabu prasasana bjd chamacha epariki police department b. Central govt ethi prati dhyana diantu.
@baidyanathhansdah5691
@baidyanathhansdah5691 Ай бұрын
JanaMancha re MP, MLA candidate ku b dakiba Darakar
@basudevmallick598
@basudevmallick598 Ай бұрын
25 barshare bjd kichibi karinahi, jadi karithanta tahahela balangirire vote barjan karinathante
@sanjaymohanty3719
@sanjaymohanty3719 Ай бұрын
Suraj
@user-dt4qp2iz1c
@user-dt4qp2iz1c Ай бұрын
Nabin babu odisha ra ଯୁବକଙ୍କ ପାଇଁ କନା
@AshokMajhi-kq1vt
@AshokMajhi-kq1vt Ай бұрын
Chitfond tanka fyerosto Nahi,,, ilectri utpadan Kari Odisha ro janta 35 poisa par unit adhika dyeuchi Kan Paine,,,mor Anuradh sara Odisha baasi Ku nihati poribrotan heba dorkar,,,, jay jay sree Jagannath swami,,, jay jay SITA RAAM
@bhaktaramsanta1473
@bhaktaramsanta1473 Ай бұрын
Mu kerala re mu 15 brasha haelani
@user-pb4fg3mx5z
@user-pb4fg3mx5z Ай бұрын
👏👏👏👏👏👏👏
@rabinarayansahoo7917
@rabinarayansahoo7917 Ай бұрын
ଏଥର ବି ଜେ ପି ।
@geetanjalidas3844
@geetanjalidas3844 Ай бұрын
ରେ ମାଗିହା ତୋ ଭିଣେଇ ଆଉ ତୋ ବାପା ବାପପୁଅ କଣ ବାଳ ଉପାଡିଛନ୍ତି
@santoshbiswal3057
@santoshbiswal3057 Ай бұрын
Bala chinaeba jaha karuchha karijaa BjD aasiba Navin Navin Navin
@amiyakumardas744
@amiyakumardas744 15 күн бұрын
Sahara india ka ପଇସା କେବେ ଆସିବ
@jitendrakumarsethi9502
@jitendrakumarsethi9502 Ай бұрын
Jadi Sanjay dash jitanti tanka muhan bidhanshàbava re dekhibaku milibani
@brajamishra6854
@brajamishra6854 Ай бұрын
Student manak bapa mane paisa dei college re padhaichhanti Time semanka pakhaku paisa kahink pathailr Tile kanaibeki? Semananku service debara bandabasta karo gotethata paisa dei student manankar life re khelantu nahi.
@user-pb4fg3mx5z
@user-pb4fg3mx5z Ай бұрын
Bhai tame thik bujheta
@TukunaRanasingh
@TukunaRanasingh Ай бұрын
OTV new ra 3 ଜଣ ରାଜନୀତି କ ଦଳ ସପକ୍ଷରେ କହିବା କଥା କିନ୍ତୁ ଏଟି ସେହା ଲାଗୁନି ମତେ🙏
@arunavlog6980
@arunavlog6980 Ай бұрын
25 ବର୍ଷ ଯିଏ ବି ଗାଦି ର ରହିବ ସିଏ ବି ଏମିତି କାମ କରିବ। ଏଥିରେ ଭାବିବାର ନାହିଁ । ଥରୁଟିଏ କଙ୍ଗ୍ରେସ ଜିତୁ ଅସୁବିଧା କଉଠି ରହିଲା । ଯେଉଁଥିରେ ଭାଟ୍ ଦେବାକଥା ନୁହେଁ ସେଥିରେ ଦବାକୁ ପଡୁଛି ।ଏମିତି ଅନେକ କିଛି ଅଛି ଆମକୁ ଦବାକୁ ପଡୁଛି ।ଆମେ ଜାଣିଛୁ କିଏ କେମିତି ଶାସନ କରୁଛି ।ଏପଟେ ଦେଉଛନ୍ତି ସେପଟେ ନେଉଛନ୍ତି । ସବୁ କିଛି ଆମ ମାନଙ୍କର ....କଙ୍ଗ୍ରେସ ଯେତେବେଳ ଗାଦିରେ ଥିଲା ବହୁତ କିଛି ସୁବିଧା ଥିଲା । ମୋ ମତରେ କଙ୍ଗ୍ରେସ ସରକାର ଗଢୁ ।କଙ୍ଗ୍ରେସ କୁ ସମର୍ଥନ କରନ୍ତୁ ।
@asutoshbiswal7173
@asutoshbiswal7173 Ай бұрын
Total bjp odisha
@sunitapanigrahi1482
@sunitapanigrahi1482 Ай бұрын
Primary school re matra 2 ta teacher jane office kama au jane chuanku jagiba anu muladua ra jadi abasta HS re jaha kale kanah heba
@mamatamohanty9774
@mamatamohanty9774 Ай бұрын
Only suryabahshi suraj
@pradipsamal7075
@pradipsamal7075 Ай бұрын
bahi mor kahibh kichi
@tapasgoth2183
@tapasgoth2183 Ай бұрын
Kahi bjd ku vote daba nahi only vote for Bjp 🙏🙏🙏
@biswanathsutar2618
@biswanathsutar2618 Ай бұрын
Sahid nagar ru bilana ku road abtsta sochanya
@purusottamnaik6590
@purusottamnaik6590 Ай бұрын
🎉
@SushantPati
@SushantPati Ай бұрын
Suraj bhi❤
@sukantaranjanswain8619
@sukantaranjanswain8619 Ай бұрын
ଆରେ ଭାଇ ତମେ ପଣୂ ପାଦଚଟା ଲୋକ ଏଥର ଧାମନଗର ରେ ଅମାନତହରେଇବ
@GangadharSwain-zg4rb
@GangadharSwain-zg4rb Ай бұрын
ଆପଣଠିକ୍ କହିଛତ୍ନି
@user-tx2fb9wv2d
@user-tx2fb9wv2d Ай бұрын
Jay Bjd
@user-pb4fg3mx5z
@user-pb4fg3mx5z Ай бұрын
Bhai aosad Kam daucha Jay BJP 🪷🪷🪷🪷🪷🪷🪷
@indramanipanda3539
@indramanipanda3539 Ай бұрын
Je panche para manda ta manda penchant gobinda.
@HarishDas-nz2fk
@HarishDas-nz2fk Ай бұрын
Daktor Kam tetmat karana rajyo colana
@Chandandas-wg3yl
@Chandandas-wg3yl Ай бұрын
Bv AA😊
@shantununayak8246
@shantununayak8246 Ай бұрын
Dr. Sanjay Das ❤
@user-hq6qr9yl2x
@user-hq6qr9yl2x Ай бұрын
Dhik nobin sorkar
@dsicretsociety6593
@dsicretsociety6593 Ай бұрын
Now D Time 2 change D Govt
@geetanjalidas3844
@geetanjalidas3844 Ай бұрын
ଆଗରେ ଯେତିକି ସବୁ ବିଜେପି ନେତା ଲଜ୍ୟା ନାହିଁ ଏମିତି ମିଛ ସର୍ଭେ କରୁଛ
@Abirachandramajhi
@Abirachandramajhi Ай бұрын
Next CM of Odisha is Sujata Kartikeyan or Pandian
@PcJena-fk8yt
@PcJena-fk8yt Ай бұрын
Jay BJD Jay Nabin
@bijayakumarsahu4945
@bijayakumarsahu4945 Ай бұрын
ଭୋଟର୍ସ ହିଁ ଏ ଦେଶର ବିକାଶରେ ବାଧକ
@nabinthakur7636
@nabinthakur7636 Ай бұрын
Suraj surjya bansi BJP zindabad
@RamanarayanPatra-df8qp
@RamanarayanPatra-df8qp Ай бұрын
Bhai ame sunuchhu bjd + congresh misi sarka karibe , karana 2and term re BJP alaga helapare, Sunia madam Prema dekhai thile Nabin babunka sarkar bancheithike, baharu samarthan dei, a kahata tike mane pakantu
@premprakash9022
@premprakash9022 Ай бұрын
1st katha otv godi media tenu kari obviously ethi always godi welcome
@janardanmohanty831
@janardanmohanty831 Ай бұрын
340 କୋଟିରୁ ଅନ୍ଧାରୀ ବିଜେ ପାଇଁ ଅତି କମ୍ ରେ 150 କୋଟି କାଟିବ ବିଜେଡି l
@niranjanmohanty5200
@niranjanmohanty5200 Ай бұрын
OTV agaku neichi
@ShreeNalinexpress
@ShreeNalinexpress Ай бұрын
Congress bala karichi
@ManasKumar12
@ManasKumar12 Ай бұрын
All Odisha re kunasi school re master nahi ata pura thik na amo gaa school bi master nahi BJD ku chada
@basudevmallick598
@basudevmallick598 Ай бұрын
Barsha adhika hele mausa banya asiba, barsha ta nahi 10 barshare banya asiba kourhu😂
@user-qd9jp5gl3x
@user-qd9jp5gl3x Ай бұрын
Thik 💯% bhadrak re kan hela?
@PrasantaMalik-nx6yn
@PrasantaMalik-nx6yn Ай бұрын
BJD re ଯେ କୌଣସି ମୁଣ୍ଡି ଧାମନଗର ରେ ଥାଆନ୍ତୁ ସୁରଜ୍ ଭାଇ ଙ୍କୁ କିଛି ବି ଫରକ୍ ପଡିବନି ସୁରଜ୍ ଭାଇ ଙ୍କ ମଥା ଉପରେ ମା ମାନଙ୍କ ଆଶିର୍ବାଦ ଅଛି ସୁରଜ୍ ଭାଇ ୨୦୦୦୦ ଭୋଟ ରେ ଜିତିବେ 100%
@kailashbhoi1319
@kailashbhoi1319 Ай бұрын
Surjsujbance,bjpdhamnagar
@hrushikeshpanigrahi3593
@hrushikeshpanigrahi3593 Ай бұрын
jia.chhidahoechhanti.b.j.d.andcongres.kehi.gakuasinahanti.kintu.surajababu.gaku.ga.bulichhanti.surajankuchhadi.kehijane.amagakuasinahanti.katha.bada.badakahuchhanti.
@kumarmohanty632
@kumarmohanty632 Ай бұрын
ବାଳ ବିକାସ
@ManasKumar12
@ManasKumar12 Ай бұрын
Bhai gutka paka re Bhai tuta pagala ta, aau abe bi odisha re bi murkha achnti 😂😂😂😂oh my god
@jyotiprakash-uv7ht
@jyotiprakash-uv7ht Ай бұрын
Only suraj
@hrushikeshpanigrahi3593
@hrushikeshpanigrahi3593 Ай бұрын
Apanajetepatikalebi.B.J.P. Dhamanagarare.Asiba.bhalavotarejitib.Gerenti..
@kailashchandramohanta7508
@kailashchandramohanta7508 Ай бұрын
Suroj only
@niharranjan4900
@niharranjan4900 Ай бұрын
BJd dala bale upare bada neta Mane dala badala karuchhanti au emane bjd bjd kahi maruchhanti Amara paribartan darkar au 25 barshare heithiba development thu adhika haba bi darakar jay Jagannath thare bjp ku chance deba darkar bjp ku vote diantu Au kn kahibi nije thare bhabi ki dekha
@kingrosan676
@kingrosan676 Ай бұрын
Jay shri ram Jay BJP 💯💪💯🧑‍🍼🪷🪷🙏
@sunilrauto5923
@sunilrauto5923 Ай бұрын
BJP ପ୍ରବକ୍ତା ଜଣେ ଖନା ଲୋକ
@RajendraRaju-qs7hf
@RajendraRaju-qs7hf Ай бұрын
Athara surjyabanshi bjp coming
@bajajfinserv5469
@bajajfinserv5469 Ай бұрын
bjd mukhia kahuchanti 9 tarikh pare jela sechan office jajpur ru asiba 25 years hela kan g marau thile ki ????
@indramanipanda3539
@indramanipanda3539 Ай бұрын
Ala na muhare anthie pani.
@anilkumarnayak9775
@anilkumarnayak9775 Ай бұрын
Athara bjp
@sangitaranimallick8140
@sangitaranimallick8140 Ай бұрын
Dr.sanjay das win ❤
@user-eu1ur5wn4m
@user-eu1ur5wn4m Ай бұрын
😂😂😂
Know What Happened during Rath Yatra in 1972
4:06
OTV
Рет қаралды 51 М.
1 or 2?🐄
00:12
Kan Andrey
Рет қаралды 43 МЛН
THE POLICE TAKES ME! feat @PANDAGIRLOFFICIAL #shorts
00:31
PANDA BOI
Рет қаралды 24 МЛН
Must-have gadget for every toilet! 🤩 #gadget
00:27
GiGaZoom
Рет қаралды 12 МЛН
🔵Exclusive Interview With BJP MLA Kusum Tete || Kanak News
24:08
1 or 2?🐄
00:12
Kan Andrey
Рет қаралды 43 МЛН