Рет қаралды 530,051
କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମିଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱଭାର ଥୁଆଯିବ; ପୁଣି, ତାହାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତିରାଜା ହେବ। ତାହାଙ୍କ କର୍ତ୍ତୃତ୍ୱବୃଦ୍ଧି ଓ ଶାନ୍ତିର ସୀମା ରହିବ ନାହିଁ, ସେ ଦାଉଦଙ୍କର ସିଂହାସନରେ ଓ ତାହାଙ୍କର ରାଜ୍ୟରେ ଉପବିଷ୍ଟ ହୋଇ ନ୍ୟାୟବିଚାର ଓ ଧାର୍ମିକତାରେ ଏହି କ୍ଷଣଠାରୁ ଅନନ୍ତ କାଳ ପର୍ଯ୍ୟନ୍ତ ତାହା ସୁସ୍ଥିର ଓ ସୁଦୃଢ଼ କରିବେ lଯିଶାଇୟ ୯:୬-୭
ପ୍ରଭୁଯୀଶୁଙ୍କ ନାମରେ Glory to The Lord ଟିମ୍ ତରଫରୁ ଆପଣ ମାନଙ୍କୁ ପବିତ୍ର ବଡଦିନର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।
ପୁଣି ଥରେ ଏକ ନୂତନ ମନଛୁଆଁ ଖ୍ରୀଷ୍ଟିୟ ଭକ୍ତି ସଂଗୀତ ପ୍ରସ୍ତୁତ କରିବା ପାଇଁ ପ୍ରଭୁ ଆମକୁ ଅନୁଗ୍ରହ କଲେ ।
ଆଶା କରୁଛୁ ଏହି Christmas ରେ ଆପଣ ମାନେ ଏହି ଗୀତ ମାଧ୍ୟମରେ ଵଡଦିନ ର ଖୁବ୍ ମଜା ନେବା ସହ ପ୍ରଭୁ ଯୀଶୁଙ୍କ ଉପସ୍ଥିତି ରେ ତାଙ୍କ ମହିମା ଓ ପ୍ରଶଂସା ଗାନ କରି ଆପଣା ମନକୁ ପ୍ରଫୁଲ୍ଲିତ ଓ ଆମୋଦିତ କରିବେ।
ଯଦି ଏହି ଗୀତ ଆପଣ ମାନଙ୍କୁ ପସନ୍ଦ ଲାଗେ ତେଵେ ଗୀତଟିକୁ Like କରନ୍ତୁ, Share କରନ୍ତୁ, ଏଵଂ Channel କୁ Subscribe କରିବା ପାଇଁ ଭୁଲିବେନି। ଧନ୍ଯବାଦ।
🎧Use Earphones / Headphones to experience better sound quality.
Audio Credit :
_______ଜନମିଲେ ଈଶ୍ବନନ୍ଦନ________
🎵 Singer = Kamal Parichha.
🎵 Composition & Music = Kamal Parichha.
🎵 Lyrics = Taitas Pal.
🎵 Arrangement & Programming = Subham Samal.
🎵Producer = Subham Samal
🎵 Concept = Asharani Nayak.
🎵 Recording & Mixing = Studio SB Record INN Rayagada.
🎵 Recordist =Byomokesh Mohanty.
Video Credit :
🎵 Dance team :
Girls -Payal, Amisha, Glady, Karishma.
Boys -Rama,Ama, Sachin,Jiban.
🎵 Special advisers & Video credit = Alok,Salmon,Twinkle Parichha.
🎵Video Edit = Rashal Kumar
🎵 Choreography = Rama Pradhan.
🎵 DOP & Camera =Chandan Production House ( Kotagarh)(82809 76640)
🎵 Thumbnail = Style Studio.
🎵 Special Thanks = Payal Digal, Rajesh,Sahadev.
🎵 Huge thanks to Rajkumaar & China Reddy.
Also Visit our Songs
👉ଜନମିଲେ ଯୀଶୁ ରାଜନ
• Janamile Jisu Rajono |...
👉 ଉଚ୍ଚୀକୃତ ତୁମ ନାମ ସଦା
• Uchhikruta tuma nama s...
👉 ୟେଶୁ ତୁ ମେରା ସାଥି
• YESHU TU MERA SAATHI/य...
👉 ଏଲ୍-ଶଦାଇ
• EL-SHADDAI //NEW ODIA ...
👉 ପ୍ରୀୟତମ ଯୀଶୁ ମୋର
• ପ୍ରିୟତମ ଯୀଶୁ ମୋର || Pr...
Contact : viratkamal1996@gmail.com
#odiaChristmassong2021
#Kamalparichhasongs
#odiaChristmassong
#newChristmassongs2021odia
#Christmassongsodia
#Christmasodiasongs
#Christmassongodia
#Christmassongodia2021
#Janamileishwanandana
#ajijanamilejisurajana
#janamilejisurajana
#ChristmasJesussongs
#kamalparichhasongs
#odiaChristianChristmassongs
#odiachristmassong
#Uchhaswarekorogayana
#odiachristiansongs
#kuldeeppattnaiknewsong
#latestchristmassongs
#christmasdancesongs
#latestodiachristiansong
#christianworshipsongs
#GlorytoTheLord
#newodiachristiansong
#newchristmassongs2021
ANTI PIRACY WARNING
This content is copyrighted to Glory to The Lord KZbin Channel. Any unauthorized reproduction, redistribution,re upload audio or video is strictly prohibited. Legal action will be taken against those who violate the copyright of the following material presented.