Janata Zindabaad: Bharatpur Police Station Case| ଭରତପୁର ବିବାଦରେ କାହା ସପକ୍ଷରେ ଜନତା | Army Vs Police

  Рет қаралды 115,888

News18 Odia

News18 Odia

Күн бұрын

Janata Zindabaad: Bharatpur Police Station Case| ଭରତପୁର ବିବାଦରେ କାହା ସପକ୍ଷରେ ଜନତା | Army Vs Police #JanataZindabaad #BharatpurPoliceStation #Bharatpurcase #ArmyVspolice #NewsUpdate #PublicOpinion #News18Odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - onelink.to/des...
Please visit our website bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: ne...
Website: bit.ly/2YaikeJ
Subscribe to our channel to get the latest news and updates tinyurl.com/y4...

Пікірлер: 483
@JaiUtkalaMaa
@JaiUtkalaMaa Күн бұрын
ଲୋକଙ୍କ ଟ୍ୟାକ୍ସରେ ଦରମା ନେବେ। ସରକାରୀ ପଇସା ଚୋରୀ କରିବେ। ଚୋର ଠୁ ବଟି ନେଇ ଛାଡି ଦେବେ। ଆପତି କଲେ ଲଙ୍ଗଳା କରି ଥାନାରେ ବାନ୍ଧି କି ବାଡେଇବେ। ମିଛ କେଶରେ ହାଜତରେ ଭର୍ତି କରିବେ। ଏଥରକ ଜନତା ଜାଗ୍ରତ ହେଲେ । ଏ ଅନ୍ୟାୟ ଚଳିବ ନାହିଁ।
@Blacktiger248
@Blacktiger248 17 сағат бұрын
Bhai Pura 100% Sata Katha Kahile ❤
@banarassbanara1626
@banarassbanara1626 Күн бұрын
ବହୁତ ଭଲ program ଏଥିରେ ସମସ୍ତଙ୍କର ମତାମତ ଜାଣି ହେବ...
@satyendrabanarjee4518
@satyendrabanarjee4518 Күн бұрын
ଆଜ୍ଞୟାଁ ଆଳୁ ବସ୍ତା ଭିତରେ ଦୁଇ,ତିନୋଟି ପଚା ଆଳୁପାଇଁ ବସ୍ତାସାରା ଆଳୁ ସଢ଼ି ଯାଇପାରେ.ତେଣୁ ସମୟ ପୂର୍ବରୁ ପଚା ଆଳୁ ବାହାର କରିଦେବା ବୁଦ୍ଧିମାନର କାମ🙏🙏
@chandrasekhar01
@chandrasekhar01 21 сағат бұрын
Best analogy
@Blacktiger248
@Blacktiger248 18 сағат бұрын
Angyan Jaha Kahile Sata Kahile ❤
@jagannathmajhi8131
@jagannathmajhi8131 16 сағат бұрын
⁰​@@chandrasekhar01
@biruamamalaxmi541
@biruamamalaxmi541 16 сағат бұрын
@@satyendrabanarjee4518 ସମାଜ ଖରାପ ସେଇ ସମାଜରୁ ହିଁ police ଆସିଚି
@skjena5530
@skjena5530 Күн бұрын
ଓଡିଶା ପୋଲିସ ଙ୍କୁ ଆଉ ଲୋକେ ଭରସା କରୁ ନାହାନ୍ତି
@biruamamalaxmi541
@biruamamalaxmi541 15 сағат бұрын
@@skjena5530 #ନ କଲେ ଦରମା କମିଯିବ ବୋଧେ
@JyotsnaraniMahunta
@JyotsnaraniMahunta Күн бұрын
ଭାଇ ଜଣକ କହିଲେ ସଞ୍ଜୀବ ପଣ୍ଡା ଜଣେ ଭଲ ପୋଲିସ, ସଞ୍ଜୀବ ପଣ୍ଡା କେମିତି କା ବିଜେଡି ର ଗୋଲାମୀ ତହା ACF ସୈମ୍ୟରଞ୍ଜ ମହାପାତ୍ର କେସ୍ ରେ ଓଡ଼ିଶା ବାସୀ ଭଲଭାବରେ ଜାଣି ଛନ୍ତି।
@anilbabuni4050
@anilbabuni4050 11 сағат бұрын
Are bhai se BJD gamcha pakei chi mane paka bjd loka hei thiba 😄
@pradeepkumarsinha803
@pradeepkumarsinha803 Күн бұрын
ବେକାର ସମସ୍ୟାର ସମାଧାନ ପାଇଁ ଏକମାତ୍ର ବାଟ ହେଉଛି ଦୁର୍ନୀତିଗ୍ରସ୍ତ ପୋଲିସ କର୍ମଚାରୀ/ଅଧିକାରୀମାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ। କାରଣ ଲକ୍ଷ ଲକ୍ଷ ବେକାର ଯୁବକଯୁବତୀ ସରକାରୀ ଚାକିରି ଅପେକ୍ଷାରତ।
@JaiUtkalaMaa
@JaiUtkalaMaa Күн бұрын
ଆଜିକା ସମୟରେ ପାନ ଦୋକାନରେ ବି ସିସି ଟିଭି ଲାଗିଛି। ଥାନାବାଲା କହିଁକି ସିସିଟିଭି ଖୋଲି ଦେଲେ ।
@rashmiranjanghadei5470
@rashmiranjanghadei5470 Күн бұрын
Madam ଯୋଉ କଥା କହିଲେ, ବଦବଡିଆଙ୍କ ହାତରେ handcup ପଡେନି କିନ୍ତୁ ଗରିବଙ୍କ ହାତରେ ହାଣ୍ଡକପ୍ ପଡେ। ଏହା ସତ୍ୟ ଯାହା ମିଡ଼ିଆ ଗ୍ରାଉଣ୍ଡ ଜିରୋ କଥା ଜାଣିନାହାନ୍ତି। ଗୋଟେ ଧନୀ ଲୋକ କୋର୍ଟ ରୁ ଜେଲ୍ foreward ହେଲାବେଳେ ଯିଏ ଟଙ୍କା ଦେଲା ପୋଲିସ୍ କୁ ତା ହାତରେ ହାଣ୍ଡକପ୍ ଲଗେନି ଆଉ ଗରିବ ଲୋକ ପଇସା ଦେଇପରେନି ତେଣୁ.........
@santoshkumarmishra2620
@santoshkumarmishra2620 Күн бұрын
FIR ଦେବାମାତ୍ରେ ପୋଲିସ୍ ସଂଗେସଂଗେ FIR COPY ଆବେଦନକାରୀଙ୍କୁ ଦିଆଯିବାପାଇଁ ସରକାର ନିୟମ କରନ୍ତୁ.
@Mercy789
@Mercy789 16 сағат бұрын
Bhai Online FIR register kara Police au kichi kari paribani. Tama pakhare copy bi rahila je tame patheicha boli
@dibakarnayak4530
@dibakarnayak4530 Күн бұрын
ଚନ୍ଦ୍ରଶେଖରପୁର INFOCITY ଥାନାରେ IIC ମହା ଲାଞ୍ଚୁଆ ।ଆମର ଗୋଟିଏ କେସରେ ଚାର୍ଜସିଟ୍ କୋର୍ଟକୁ ପଠାଇବା ପାଇଁ ୬୦୦୦ଟଙ୍କା ଲାଞ୍ଚ ଦେବାକୁ ପଡ଼ିଥିଲା।ଏହା ଏହି ଜୁନ ମାସର ଘଟଣା।
@subashchandra5589
@subashchandra5589 Күн бұрын
😂
@JRP414
@JRP414 Күн бұрын
Repoud hebo hebe toma paisa hei video chadio tanku 😂😂😂
@RAJATPATEL22
@RAJATPATEL22 Күн бұрын
Kau case re 6000 laguchi ki..😮
@susantabarik1112
@susantabarik1112 14 сағат бұрын
ଲୋକଙ୍କ ମତାମତ ରୁ ଜଣାପଡୁଛି ପୋଲିସ ପ୍ରତି କେତେ ଅସନ୍ତୁଷ୍ଟ।
@santoshkumarmishra2620
@santoshkumarmishra2620 Күн бұрын
ବର୍ତ୍ତମାନ ଫୁଲିସ୍ କୁ ମାଡ ମାରିବାର ଷମୟ ଆସିଛି. ବିଜୁ ବାବୁଙ୍କ ମାଡ ଉପାଖ୍ଯାନ ମୋହନ ସରକାର ଲାଗୁକରନ୍ତୁ.
@manoranjan2516
@manoranjan2516 Күн бұрын
😂😂😂😂
@murmubarial8904
@murmubarial8904 Күн бұрын
ହୋ ପୋରା
@KamalakantaNayak-z3o
@KamalakantaNayak-z3o Күн бұрын
ପୋଲିସ ଅଛନ୍ତି ତାଙ୍କର ବଦଳି ହେଲେ ଏରିଆ ର ଲୋକ କାନ୍ଦନ୍ତି। ପୋଲିସ ଅଛନ୍ତି ତାଙ୍କ ବଦଳି ପାଇଁ ଜନତା ମନ୍ଦିର ରେ ଦୀପ ଜାଳି ପ୍ରାର୍ଥନା କରନ୍ତି।
@Colgateicecream_
@Colgateicecream_ Күн бұрын
ଶାସନ ସମ୍ଭାଳିବାକୁ ହେଲେ , ଜନ ଅନୁଶାସନ ନୀତି ନିହାତି ଦରକାର ...
@jalandharpadhan759
@jalandharpadhan759 Күн бұрын
ମୋହନ ତୁମ ବଂଶୀ ର ଧ୍ୱନି ଟିକେ ଶାଣିତ ହେବା ଦରକାର l
@rameshchandranayak8974
@rameshchandranayak8974 Күн бұрын
ଏପରି ପୋଲିସ ମାନଙ୍କୁ ଚାକିରି ରୁ ବହିଷ୍କାର କରି ନୂତନ ନିଯୁକ୍ତି ମାଧ୍ୟମରେ ବେକାରୀ ସମସ୍ୟା ଦୂର କରାଯାଉ।
@biranchinarayanmohanty4699
@biranchinarayanmohanty4699 Күн бұрын
ସାଧାରଣ ଜନତା ଜେତେବେଳେ ଥାନା ବ୍ଲକ ଓ ତହସିଲ ଅଫିସ୍ ରେ କୌଣସି ତାର କାମ ଥିଲେ ଟଙ୍କା ନଥିଲେ କାମ ହେବନି
@BABU-b6o
@BABU-b6o Күн бұрын
ସବୁ govt କର୍ମଚାରୀ ମାନେ PC ରେ କାମ କରନ୍ତି
@CHIRANJEEVSWAIN-q5u
@CHIRANJEEVSWAIN-q5u Күн бұрын
Odisha govt ta joda ta sangare
@madhabanandaswain4695
@madhabanandaswain4695 Күн бұрын
Madam ଆପଣଙ୍କୁ ଧନ୍ୟ ବାଦ୍
@birajinisamantaray2508
@birajinisamantaray2508 Күн бұрын
Yes, ଲୋକ ମାନଙ୍କ ମଧ୍ୟରେ ଫରକ୍ ଦେଖାନ୍ତି, କେତେକ ପୋଲିସ ଅଧିକାରୀ।
@kishoregupta4617
@kishoregupta4617 Күн бұрын
ପୁରା system ଖରାପ ....ପ୍ରତି state ରେ police ର ମୁଖ୍ୟକୁ army ରୁ posting ଦିଆଯିବା ଉଚିତ୍
@RajibkumarBehera-cc4jq
@RajibkumarBehera-cc4jq Күн бұрын
Hm jammu kashmir bhali kale tme jou gandi teki bulucha seita sabada hoijiba
@indiangamers9891
@indiangamers9891 Күн бұрын
My experience police are antisocial because they did not do right
@ysmuna
@ysmuna Күн бұрын
ପୋଲିସ ଙ୍କ ପେଟ ଦେଖୁନ କି 😅😅😅😅
@ashmitswain5045
@ashmitswain5045 Күн бұрын
Bhai Army bala jadi police jagare rahibe sie yanka thu ahuri balijibe .
@dharmendrakaran9956
@dharmendrakaran9956 Күн бұрын
100% r8
@biranchisrichandan8411
@biranchisrichandan8411 Күн бұрын
ଓଡ଼ିଶାର ସାଧାରଣ ଜଳତା ପୋଲିସ୍ ମାନଙ୍କୁ କେତେ ଭଲ ପାଆନ୍ତି ଓ ଥାନା କଥା କହିଲେ ଲୋକଙ୍କ ମନରେ କ'ଣ ଆସେ ସାଧାରଣ ଲୋକଠାରୁ ବୁଝନ୍ତୁ। ଅନ୍ୟ ପକ୍ଷରେ ଓଡ଼ିଶାର ପୋଲିସ୍ ଓ ସାଧାରଣ ଲୋକ ମାନଙ୍କୁ ଥାନାରେ କି ପ୍ରକାର ବ୍ୟବହାର ଦେଖାଏ ତାହା ଜନତାଙ୍କୁ ପଚାରନ୍ତୁ।
@mylifestyle2239
@mylifestyle2239 Күн бұрын
Police ବାଲା ଟିକେ ଦେଖ ତୁମ କର୍ମ ଅନୁସାରେ ଜନତା କଣ ଚର୍ଚା କଲେଣି ଟିକେ ଲଜ୍ୟା ଲାଗିବା କଥା police ଉପରେ ଲୋକଙ୍କର ଭରଷା ତୁଟିଗଲା
@satrughnasahoo1912
@satrughnasahoo1912 Күн бұрын
Respected sir, many many thanks for your valuable discussion about bad police.🎉🎉🎉
@kanhahomedecorating6602
@kanhahomedecorating6602 Күн бұрын
NH ରେ ଗାଡି ମାନଙ୍କର ରେ ଯେଉଁ ଭଳି ଚାଲାଣ କାଟିବା ପାଇଁ କଣ୍ଟ୍ରୋଲ ରୁମ ଅଛି ? ସେହି ଭଳି ସବୁ ଥାନାର cc କ୍ୟାମେରା ର ଗୋଟେ କଣ୍ଟ୍ରୋଲ ରୁମ କରାଯାଉ
@prakashchandraacharya8507
@prakashchandraacharya8507 Күн бұрын
ଜଣେ ମହିଳା ଓକିଲ ପୋଲିସ ର ଆଶ୍ରୟ ପାଇଁ ଯାଇ ଥିଲା ଅର୍ଦ୍ଧ ରାତ୍ରି ରେ। ମାଡ଼ ଖାଇ, ହାଡ଼ ଭଙ୍ଗାଇ, ଉଲଗ୍ନ ଅବସ୍ଥାରେ ବୋହାହେଲେ ଡାକ୍ତରଖାନାକୁ। ତା ସାଙ୍ଗକୁ ପୋଲିସ କେଶ୍ ତାଙ୍କ ବିରୁଦ୍ଧରେ😲। ଅଥଚ ଓକିଲ ମାନଙ୍କ ମଧ୍ୟେ କୌଣସି ପ୍ରତିକ୍ରିୟା ଦିଶୁନାହିଁ। ଓକିଲ ମାନେ ଶୋଇ ରହିଛନ୍ତି କିମ୍ପା ?
@Blacktiger248
@Blacktiger248 17 сағат бұрын
Jaha Kahila Angya Chora Police Keita Magia Sethipain Ta Michha Kahiba Re Gundarj Karibare Eka Number Nijaku Nije Bhagaban Bhabideuchanti
@MADANMOHANDAS-y8l
@MADANMOHANDAS-y8l 16 сағат бұрын
Se mada pie kari jaithila
@Blacktiger248
@Blacktiger248 15 сағат бұрын
@@MADANMOHANDAS-y8l Se Mada Peuki Jahabi Karu se ta Nisha re achhi na ... sethipain tume taku jail re rakhiki Court Chalan karithanta tanku emitika amanushika bhabare badeiba ta thik nuha naa jadi tuma ghare tuma bapa mada peeki aasiki patitunda karuchanti nishare ta mane kn tanku badeiba naa nisha chadila jayan apakhya karuche tume nije kuha
@bhabaniprasadrout
@bhabaniprasadrout Күн бұрын
ଏତେ ଯୁକ୍ତି କଣ? Introgation power ପୋଲିସ ପାଖରେ କିଏ ଦେଇଛି. ବ୍ରିଟିଶ ଶାସନ ସମୟରୁ introgation power ପୋଲିସ କୁ ଦିଆଯାଇଛି. Third ଡ଼ିଗ୍ରୀ kahaku👍ଲାଗୁ କରାଯାଇଛି. ଦଫା ଲଗାଇବା power ଯୋଗୁଁ ଏପରି ହେଉଛି. ତେଣୁ ଦଫା ଲଗାଇବା power ପୋଲିସ ଠାରୁ ଛଡାଇ ନେବା ଉଚିତ.
@bichitrabiharijena2094
@bichitrabiharijena2094 Күн бұрын
ଆଜି କାଲି news media କୋଉ ଯାତ୍ରା ଡାଇଲଗ ଠାରୁ କାମ ନୁହେଁ ବହୁତ ବଢିଆ ଉପସ୍ଥାପନା
@kusasanmallik5428
@kusasanmallik5428 Күн бұрын
Request to DCP to call for public and police meeting in cuttack and BBSR.
@duryodhankhatua1809
@duryodhankhatua1809 Күн бұрын
ଅନକୁ କହିବାକୁ ଦିଅନ୍ତୁ ।ସେ ତ କଥା ଶେଷ କରିବା ଆଗରୁ ମାଈକ୍ରୋଫୋନ ନେଇକି ଅନ୍ୟ ଜଣକ ପାଖକୁ ଚାଳିଜାଉଛ।
@biruamamalaxmi541
@biruamamalaxmi541 Күн бұрын
ଯେମିତି ସମାଜ ସେମିତି police. ଏଥି ପାଇଁ ସମାଜ ହିଁ ଦାୟୀ
@sudhansusekharpanda2916
@sudhansusekharpanda2916 Күн бұрын
Samaj change hue kintu police ra low and order au discipline change haba kathaki
@prof.satyajitdas
@prof.satyajitdas Күн бұрын
Ooo.. bhai tu v samaj vitare jauchu kebe thana ku jaiki dekh..alga FIR chadide gote same number re new SIM paen jou FIR service provider ku drkr ta paen v FIR lekheibaku ja se FIR re sign keteble lagiba seita asiki eithi comment karibu..
@biruamamalaxmi541
@biruamamalaxmi541 Күн бұрын
@@sudhansusekharpanda2916 #ଆଉ army wala ରାତି ଅଧ ରେ ମଦ ପିଇ road ରେ ଗୋଣ୍ଡଗଳ କରିବା କଥା କି.ସେ କି captain ଗୋଟେ ଛୋଟ matter କୁ solve କରି ପାରୁନି. ଲକ୍ଷ୍ୟ ଲକ୍ଷ୍ୟ ଦରମା ପାଉଛି ଖାଲି ମଦ ପିଇ ଝିଅ ସହ ତାରେ ନାରେ ହେବା ପାଇଁ କି
@prof.satyajitdas
@prof.satyajitdas Күн бұрын
​@@biruamamalaxmi541se darama hi pauchi upuri nauchi ki..eithi police ta darama as well as upuri lakh lakh kan crore crore re kan ukhadi pakauchi ete paisa neiki.. jaa dekhibu bhai patrolling re jou mada dhara paduchi sei maal peeki on duty re police rahuchanti jdi Captain jiye country protection dauchi se buliparibani rati re.. bhai bhagwan samastanku deichanti janma rati re bulibani dina re buliba kahinahanti tu rati re mada pee ki na pee, rati re baharichu mane checking ra dara kichi na kichi way re police paisa naba..bhai rati re kichi aghatan na ghatu citizen mananku sthipn patrolling hba drkr, na ki rati re buluchi boli taku dharibaku patrolling..jadi citizen rati re tara kichi kama re hau ya kichi v bulibaku hau se khola bina dara re kemiti bulipariba citizen kemiti surakhya paibe kiye rati re baharithile sethipaen patrolling..eithi ta rati re na buliki ghare soithile v gharu chori heijauchi tahale ki bala patrolling bcz patrolling only hauchi gadi rakheiki paisa adaya Kariba paen
@biruamamalaxmi541
@biruamamalaxmi541 Күн бұрын
@@prof.satyajitdas # ଲାଞ୍ଚ କିଏ ଦଉଚି କି ଯାହାର illegal ଧନ୍ଧା କରୁଚି ନିଜର ସ୍ବାର୍ଥ ପାଇଁ ସେମାନେ ଲାଞ୍ଚ ଦୋଉଥିବେ Illegal କାମ କର ନାହିଁ କି ଲାଞ୍ଚ ଦିଅ ନାହିଁ ବାସ କାମ ସରିଲା. but captain ମଦ ପିଇ ବୁଲୁକି ଜା କରୁ Public କୁ କଣ ପାଇଁ ରାତିରେ ହଇରାଣ କରିବ ତାକୁ ଅଧିକାର କିଏ ଦେଲା କି. ଆଉ ତମ ମଦୁଆ ଭଉଣୀ safely ଆସିଚି ସେଥି ପାଇଁ ଭଗବାନ କୁ ଧନ୍ୟବାଦ ଦିଅ . ମାଡ଼ ରୁ barti ଯାଇଛି.ସେ 7ଜନ ପିଲା ଭଲ ପିଲା ବୋଲି କି ତମ jiju ଆଉ ଭଉଣୀ ବଞ୍ଚି ଗଲେ ଆଉ କିଏ ଯଦି ହେଇଥାନ୍ତା ବହେ ଛେଚି ଥାନ୍ତେ
@DebendraNayak-r9b
@DebendraNayak-r9b Күн бұрын
ରିପୋର୍ଟର ମହାଶୟ ଟିକେ over acting ହଇଯାଉଛି
@JaiUtkalaMaa
@JaiUtkalaMaa Күн бұрын
ପୁଲିସ ଚାକିରିଆଙ୍କର ଉପୁରୀ ରୋଜଗାର । ସେଥିଲାଗୀ ସେମାନେ ଖାଇବେ ଦାମିକା ମାଛ ଇଲିସି ।
@goutamkaran7863
@goutamkaran7863 Күн бұрын
Police 95%chora 5% good person
@jogendrapradhan9216
@jogendrapradhan9216 Күн бұрын
We r waiting for justice
@technicaldipti3444
@technicaldipti3444 Күн бұрын
5 ବର୍ଷ ରେ ଥରେ ସରକାର ବଦଳିବା ଭଳି ପୋଲିସ ମଧ୍ୟ ବଦଳିବା ଦରକାର
@Divyaofficial321
@Divyaofficial321 Күн бұрын
ଆପଣ ମାନେ କାହାକୁ ସପଟ୍ କରିବେ ARMYନାPOLICE
@Pradeeppradhan.m
@Pradeeppradhan.m Күн бұрын
Army
@rajusisa1490
@rajusisa1490 Күн бұрын
Army & police 🇮🇳🙏
@nabajyotisutar4886
@nabajyotisutar4886 Күн бұрын
Army
@biprapriya
@biprapriya Күн бұрын
Army.
@Mnj1993
@Mnj1993 Күн бұрын
99 percentage army ku
@tankadharmajhi8713
@tankadharmajhi8713 4 сағат бұрын
ମିଡିଆସାର୍ ଏଭଳି ପ୍ରୋଗ୍ରାମ ପାଇଁ ଧନ୍ୟବାଦ୍
@arunapanigrahi437
@arunapanigrahi437 Күн бұрын
Police should not do like Bharatapur.
@Sikhya555
@Sikhya555 2 сағат бұрын
ପୋଲିସ ରଫର୍ମ ଅଣାଯାଉ ନଚେତ୍ ଏମିତି ଆଗକୁ ଅନେକ କେସ ଦେଖାଯିବ ପୋଲିସ people ଫ୍ରେଣ୍ଡଲି ହେବା ଦରକାର, ମୁଁ ବି ପୋଲିସ ଦ୍ବାରା ପୀଡ଼ିତ , ଏ ଓଡ଼ିଶା ସାରା ଲୋକ ଭି ପୋଲିସ ଦ୍ବାରା କେବେ ନା କେବେ ପୀଡ଼ିତ ହୋଇଥିବେ 😢.... ଆଗାମୀ ଦିନରେ ଆନ୍ଦୋଳନ କରିବା କୁ ହେବ। ସରକାର ଏହା ପ୍ରତି ଧ୍ୟାନ ଦିଅନ୍ତୁ ।
@rameshchandradalei4302
@rameshchandradalei4302 Күн бұрын
ଜୋନ change ବଢ଼ିଆ ହୋଉଛି
@Pradeeppradhan.m
@Pradeeppradhan.m Күн бұрын
Khali Bhubaneswar re nuha sabu thanare achhanti 99.9% kharap
@Colgateicecream_
@Colgateicecream_ Күн бұрын
ଶ୍ରୀରାମ ପାଖକୁ ଯଦି , ରାବଣ ରୁପରେ କିଏ ଆସେ , ତେବେ ତାକୁ କ'ଣ କରାଯିବ
@fagulakra520
@fagulakra520 Күн бұрын
Justice⚖ for Ankita
@biruamamalaxmi541
@biruamamalaxmi541 Күн бұрын
ସମାଜ ଯେମିତି police ସେମିତି. ସମାଜ ଯେମିତି ବ୍ୟବହାର ଦେଖାଇ ସେମିତି ବ୍ୟବହାର ପାଏ.
@Blacktiger248
@Blacktiger248 17 сағат бұрын
Hmmm Re Tu Kete Bhadra Dekhau Policenku Aau Kete Tu Bhadra Bebhahara Pau Se Katha Samaste Janichanti Ete Bhadra Choda Naa
@TapankumarDora-m4w
@TapankumarDora-m4w 16 сағат бұрын
ସଳା ଲୋକଙ୍କ ଟଙ୍କା ଖାଉଛ ଦରମା ପାଉଛ ସମାଜ କୁ ଖରାପ ବୋଲି ଲେଖୁଛ ଲାଜ ଲାଗୁନି
@biruamamalaxmi541
@biruamamalaxmi541 16 сағат бұрын
@@TapankumarDora-m4w #ସତ ଟା ହଜମ ହେଲା ନାହିଁ ବୋଧେ
@Blacktiger248
@Blacktiger248 15 сағат бұрын
@@biruamamalaxmi541 Bala ta sata kahilu samajaku kn kala samaja kichhi karini samajaku nasta karuchi e manisha mane ta hele samajaku katha uthaucha kn pain tu kn samaja re jaunu ki
@MsDelivery
@MsDelivery Күн бұрын
Very good program
@sanojkumarnayak4626
@sanojkumarnayak4626 Күн бұрын
ସମସ୍ତେ ଟିକେ satyam abe jayate programme...amir khan ଙ୍କ show about police...... ଦେଖନ୍ତୁ...
@disomgarhmedia1360
@disomgarhmedia1360 4 сағат бұрын
ଅଧିକାଂଶ ଥାନାରେ ପୋଲିସ ଠିକ୍ କାମ କରୁ ନାହାନ୍ତି
@budhukhuntia6808
@budhukhuntia6808 Күн бұрын
ସ୍କୁଲ ଯେମିତି ଦଣ୍ଡ ମୁକ୍ତ କରାଯାଇଛି ଓଡିଶା ର ସବୁ ପୋଲିସ ଷ୍ଟେସନ କୁ ଦଣ୍ଡମୁକ୍ତ କରାଯାଉ
@bidyadhardash2619
@bidyadhardash2619 Күн бұрын
👍🏻
@Colgateicecream_
@Colgateicecream_ Күн бұрын
ରାବଣକୁ ଶାସନ କରିବା ପାଇଁ , ଶ୍ରୀ ରାମଚନ୍ଦ୍ର କ'ଣ କରିଥିଲେ ...
@sidharthdas4706
@sidharthdas4706 Күн бұрын
ସବୁଠୁ ଗୋଟେ ଜିନିଷ ଏ ଭିଡିଓ ରେ ମସ୍ତ୍ ଲାଗୁଚି କି ( ସେ ଯୋଉ ରିପୋର୍ଟର ଏମିତି କାଇଁ ଡେଉଁଛନ୍ତି 😂😂😂
@biruamamalaxmi541
@biruamamalaxmi541 Күн бұрын
ତମେ ସବୁ ଯୋଗ୍ୟ ଯୋଡ଼ି ଆଶା କରେ ଆପଣ ମାନେ police ରେ join କରନ୍ତୁ ଭଲ ହବ
@Blacktiger248
@Blacktiger248 17 сағат бұрын
Tu Kn Job Pain Jogya Nuha Ki 😆😆😆 Naa Anganabadi Baranda Dekhinu😆😆😜😆😆
@biruamamalaxmi541
@biruamamalaxmi541 16 сағат бұрын
@@Blacktiger248 #ନା ଦେଖିନି ତୁ ଦେଖିଛୁ ଯୋଡ଼ି ସେଇଠି ଶୋଇପଡ଼
@Blacktiger248
@Blacktiger248 15 сағат бұрын
@@biruamamalaxmi541 Aasunu Gandita debu mu soichi 😀😜
@biruamamalaxmi541
@biruamamalaxmi541 13 сағат бұрын
@@Blacktiger248 #ତ ଭଉଣୀ କୁ ନେଇ ଯା
@Blacktiger248
@Blacktiger248 12 сағат бұрын
@@biruamamalaxmi541 To Bhauni Ra Kn Mela Heijaichi Maja Lagibani Sethipain Kahuchu Kire Biachodira Pila Magia To Bhauni Bia Re Ghian Magia
@namitadei6286
@namitadei6286 22 сағат бұрын
Good programme. Good programme. All innocent people will raise their voice. Democracy is for the people , by the people and of the people. Jai hind.
@pranayapattnaik656
@pranayapattnaik656 23 сағат бұрын
❤ very good programme.
@ashokjena9339
@ashokjena9339 Күн бұрын
Billul thik Advocate Mohasaya
@subashchandra5589
@subashchandra5589 Күн бұрын
Police station re staff bahut ଖରାପ ଲଜ୍ଜ୍ୟା ଜନକ କଥା 500 rupees maganti FIR ରଖିବା ପାଇଁ
@biruamamalaxmi541
@biruamamalaxmi541 Күн бұрын
High way ରେ helment check କରିବ 😅😅 accident ହେଇକି road ଜାମ ହେଇକି public ମରିଯିବେ ରେ ଆଣ୍ଠୁ ରେ ବୁଦ୍ଧି ଥିଲେ ଯାହା ହବ
@ysmuna
@ysmuna Күн бұрын
ପୋଲିସ ଭୁଲ କଲେ କିଛିନାଇଁ ପବ୍ଲିକ କଲେ କିଳା ଡବଲ Engine ଚାଲିଛି ଭାଇନା 🕺🕺🕺🕺💃💃💃🙏🙏🙏
@Blacktiger248
@Blacktiger248 17 сағат бұрын
Hmmm Bhai Jaha Kahila Padachata Kete Jana PANDURA Aabhyas Heijaichanti Sethipain Ta Emitika Gundarj Chalauchanti Chora, Gundarj Karuthiba Keteka Police
@JaiUtkalaMaa
@JaiUtkalaMaa Күн бұрын
ଆମେରିକାରେ ସବୂ ପୋଲିସର ପୋଷାକରେ କ୍ୟାମେରା ଲାଗି ଥାଏ। ତାଙ୍କର ସବୁ ଚାଲି ଚଳନ ରେକର୍ଡ ହୁଏ। ନହେଲେ ସେମାନେ ନିଜ ପାଓବାରର ବ୍ଯବହାର କରି ନିଜେ କ୍ରାଇମ କରିବେ।
@defenceandpoliceacademy2374
@defenceandpoliceacademy2374 23 сағат бұрын
Bhal huanta he
@RajaRaja-bl6cx
@RajaRaja-bl6cx 13 сағат бұрын
ବହୁତ ଭଲ ପୋଗ୍ରାମ। ଯେତିକି ମାଗିହl police ବାଲା କୁ ଚାକିରି ରୁ ବାହାର କରି ଦିଅ
@brajeswarisingh909
@brajeswarisingh909 Күн бұрын
ବହୁତ ପୋଲିସ ଭାଇ, ଅଛନ୍ତି, ଲୋକଙ୍କୁ ସାହାର୍ଯ୍ୟ କରନ୍ତି, କିଂତୁ କେତେ ପୋଲିସ ଭାଇ ସେମିତି ନୁହଁନ୍ତି,, କଥାକୁ ବଢ଼ା ନ ଯାଇ ତାର ସତ୍ୟା ସତ ଅନୁସନ୍ଧାନ କରାଯାଇ ଦୋଷୀଙ୍କୁ ଦଣ୍ଡ ଦିଆଯାଉ l ଆଜି ସବୁ ଅଫିସରେ ସେମିତି ହେଉ ହେଉଛି, ତେଣୁ ସବୁ ଜାଗାରେ ସ୍ୱଛତା ଅଣାଯାଉ, ନୂଆ ସରକାର ଆସିଛନ୍ତି, ସମୟ ଦିଅନ୍ତୁ କଣ କରୁଛନ୍ତି, ଆଗକୁ ଦେଖିବା, ଆଉଗୋଟିଏ କଥା ଗୋଟିଏ ହାତରେ ତାଳି ବାଜେନି, ଭୁଲ ସମସ୍ତଙ୍କର ଥାଇପାରେ l ପୋଲିସ ଭାଇ ନ ଥିଲେ କିଏ କାହାକୁ ମାନିବେନି, ଚୋରି, ଡକାୟତ, ନାରୀ ନିର୍ଯାତନା, ଗଣ ଧର୍ଷଣ ବଢ଼ି ବଢ଼ି ଚାଲିବ l ତେଣୁ ଏହାର ସମାଧାନ ଜରୁରୀ 🙏
@susantabehera5489
@susantabehera5489 23 сағат бұрын
Cctv footage achhi ki nahin check karajau jadi achhi dekhajau jahar bhul achhi taku punishment diajau se police heu ki army heu.
@maakitchenette
@maakitchenette Күн бұрын
ସବୁ ପୋଲିସ ଅଧିକାରୀ ସମାଜ କାଳୀଙ୍କ
@pranayapattnaik656
@pranayapattnaik656 23 сағат бұрын
Police reforms must be done quickly
@niranjanmohanty6318
@niranjanmohanty6318 Күн бұрын
ତମ ଚବିଶ ବର୍ଷର ସରକାର ସେଥିପାଇଁ ଦାୟୀ ।
@JayguruPrathana
@JayguruPrathana 3 сағат бұрын
ଆପଣ ଯାହାକୁ ପଚାରନ୍ତୁ ପୋଲିସଙ୍କ ଉପରେ କାହାର ଭରଷା ନାହିଁ କାରଣ ଏଠି a to z ସମସ୍ତେ ଲାଞ୍ଚୁଆ , ଟଙ୍କା ନଦେଲେ କେହି ସୁଣିବେନି
@nihar7726
@nihar7726 Күн бұрын
Police rakhyasa
@dhirendranathrout3005
@dhirendranathrout3005 Күн бұрын
ପୋଲିସ ଭଲ ନେତା ବି ଭଲ, ମାତ୍ର ଜନତା ଖରାପ୍।
@mohanlalchhatria4983
@mohanlalchhatria4983 Күн бұрын
Janata bi vala
@SadhubrundabanaDasSadhubrundab
@SadhubrundabanaDasSadhubrundab 16 сағат бұрын
Neta bhal nahin s m j
@jogendrapradhan9216
@jogendrapradhan9216 Күн бұрын
Don't try to give good certificate to police as maximum in this department r corruption
@RasmitaSwain-ke4tt
@RasmitaSwain-ke4tt Күн бұрын
ଓଡିଶା ପୋଲିସ୍ ସବୁ ଏମିତି
@rabinarayanbidyadhar9069
@rabinarayanbidyadhar9069 Күн бұрын
Police dipatment is very cruces for moeny
@panigrahisatya-
@panigrahisatya- 5 сағат бұрын
ଆଜ୍ଞା ସେଠାରେ ଲାଗିଥିଲା ଘଟଣା ପରେ କାଢି ଦିଆଯାଇଛି ।
@gokulchandra9249
@gokulchandra9249 Күн бұрын
1860 Police Act should be reform. Jay Hind.
@hariharnayak9522
@hariharnayak9522 22 сағат бұрын
ଏଥିରେ ଯେଉଁ ପକ୍ଷ ନ୍ୟାୟ ପାଉଛି ସେ ଭଲ କହୁଛି ଯେଉଁ ଲୋକ ଦଣ୍ଡ ପାଉଛି ସେ ପୋଲିସ କୁ ଖରାପ କହୁଅଛି ଜନତା କଣ ଯାହା କହୁଛି ସେମାନେ ସମ୍ପୂର୍ଣ ସଚ୍ଚୋଟ ସେମାନେ କଣ ସତ୍ୟ କହୁଛନ୍ତି ଏଥିପାଇଁ ସଂପୂର୍ଣ୍ଣ ରୂପେ ରାଜ ନୈତକ ଢାଇ ପୋଲିସ ସେଥି ପାଇଁ ଦାୟୀ ନୁହନ୍ତି
@BETTING_SAGAR
@BETTING_SAGAR Күн бұрын
ଯାହା ପାଖରେ ଯାହା ବି ଅଭିଯୋଗ ଅଛି ଜଉ ପୋଲିସ station କୁ ନେଇକି ସବୁ ଏବେ ମିଡିଆ କୁ ଡାକି ଲୋକଲଚନକୁ ଅଣା ଯାଉ
@DanduPradeeppatra
@DanduPradeeppatra Күн бұрын
Right sir
@biswajitghadei-y7l
@biswajitghadei-y7l Күн бұрын
Jay Jagannath
@GhasiramMishra-i9z
@GhasiramMishra-i9z 22 сағат бұрын
ସରକାର ମାନଙ୍କର ଯଦି ପୋଲିସ ଉପରେ ଅଙ୍କୁଶ ରହି ଆସୁଥାନ୍ତା, କାରଣ ଏଭଳି ଅଭିଯୋଗ ନୁଆ ନୁହେଁ, ପ୍ରଚାର ମାଧ୍ୟମ ରେ ଉନ୍ନତି ହେଇଚି...
@biruamamalaxmi541
@biruamamalaxmi541 Күн бұрын
Public ହିଁ ଏଥି ପାଇଁ ଦାୟୀ
@anushreenaik7585
@anushreenaik7585 Күн бұрын
Public re tme b asucho...you are too responsible for this
@biruamamalaxmi541
@biruamamalaxmi541 Күн бұрын
@@anushreenaik7585 #only bbsr public ଦାୟୀ. ସେମାନେ ହିଁ ସମାଜ କୁ ଖରାପ କରୁଛନ୍ତି
@HemantaMaharana-vj8sg
@HemantaMaharana-vj8sg Күн бұрын
ବିଜେଡିର ପୋଲିସ ହଟାଜାଉ
@Marissa2015
@Marissa2015 17 сағат бұрын
ପୋଲିସ୍ ନିଜର ଆୟ ବଢେଇବା ପାଇଁ ଯାହା ଦରକାର ସେଇୟା କରେ , ପଇସା ମିଳିଲେ ବଡ଼ କେସ କୁ ବି ଚୁଟକି ରେ ସମାଧାନ କରେ ପଇସା ନା ମିଳିଲେ ଛୋଟ କେସ କୁ ବି ବୋହୁତ ବଡ଼ କରିଦେଇପାରେ ଥାନା ରେ କେବଳ ପଇସା ର ଖେଳ ଚାଲେ ବିନା ପଇସାରେ ଥାନା କୁ ଯିବା ଭୁଲ
@roshnimohapatra2797
@roshnimohapatra2797 14 сағат бұрын
ଜୟ ଶ୍ରୀ ଜଗନ୍ନାଥ 🙏 ପୋଲିସ ଭାଇ କଂର ଭିତରେ ଅଛନ୍ତି ଅଳ୍ପ କିଛି ଜଣ ଭଲ ଲୋକ, ସାଥିରେ ଅଛନ୍ତି ରକ୍ତ ଶୋଷା ଜୋକ ଯେଉଁ ମାନେ ଅଟନ୍ତି ନର୍କ କୀଟ ....... ହେଲେ
@prafulladash6726
@prafulladash6726 Күн бұрын
Ye Public Hai Sab Jantehai.
@birajinisamantaray2508
@birajinisamantaray2508 Күн бұрын
All the police of odisha are not wrong.Some police officials are wrong for which entire police system is blamed. But,now a days the system in every sector is going wrong.Reformations are required.
@biswamberkanhuswain1322
@biswamberkanhuswain1322 20 сағат бұрын
ଆଜ୍ଞା ମୋର ଗୋଟିଏ ମତ ପୋଲିସ୍ ଜଦି ପୋଲିସ୍ ଷ୍ଟେସନରେ ଭୁଲୁ କାମ କରୁଛନ୍ତି ସମ୍ବିଧାନ ଚତୁର୍ଥ ସ୍ତମ୍ବକୁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶରେ ଅନୁଯାଇ ୨୪ ଘଣ୍ଟା ଲାଇଭି ରେକର୍ଡ କରିବା ପାଇଁ ନିର୍ଦ୍ଦେଶ ଦେଲେ ବହୁତ କ୍ରାଇମ୍ କମିଜାଆନ୍ତା
@khirodabiswal
@khirodabiswal 14 сағат бұрын
ହିନ୍ଦୀ ନ୍ୟୁଜ ଚାନେଲ ର କାର୍ଯ୍ୟକ୍ରମ "ଭାୟାଜି କହିନ " କୁ କପି କରୁଛନ୍ତି ଯେ.. କିନ୍ତୁ ସଂଯୋଜକ ଉପଯୁକ୍ତ ନୁହଁନ୍ତି
@sarojmikubehera5039
@sarojmikubehera5039 Күн бұрын
Sata katha kounasi thanare fir rakhantini
@jogendrapradhan9216
@jogendrapradhan9216 Күн бұрын
No one should give clean ceat to police as most police personnel like 70% bad and notorious.
@odishareact
@odishareact Күн бұрын
ଇଏ ଯେଉଁ tv ସମାଜସେବୀ ଜଣଙ୍କ ସମାଜସେବୀ କେବେ ଠୁଁ ହେଲେ😅😅
@mangulipradhan2390
@mangulipradhan2390 15 сағат бұрын
ଭାଇମାନେ ପୋଲିସ ଗରିବର ଦୁଃଖ ବୁଝନ୍ତିନି, ତେଣୁ ଆପଣମାନେ ବିନା ଦୋଷରେ ଦଣ୍ଡ ପାଉଛନ୍ତି। ତେଣୁ ମୋ ମତରେ ଯେଉଁ ପୋଲିସ ତୁମକୁ ଗାଳି କରୁଛି ତାକୁ ମଡ଼ର୍ର କର । ଏମିତି ୮,୧୦ଟା ମଲେ ଏମାନେ ସୁଧୁବେ, ନହେଲେ ଏମିତି ଥାନା ଦୋଉଡିଵ ଚପଲ ଛିଡିବ କିନ୍ତୁ ନ୍ୟାୟ ମିଳିବ ନାହଁ । କାହିଁକି ନା ଧନବଳ ଯାହାର ନ୍ୟାୟ ପେଡ଼ି ତାହାର , ଯାହାକୁ ଦେଖିବୁ ଦେଖ, ସବୁ ମାଗିଲେ ଏକେ
@RanjitDas-ge1dw
@RanjitDas-ge1dw Күн бұрын
ଆପଣ ମାନେ ଆଗେ ପୁଲିସ କୁ 8 ଘଣ୍ଟା କାର୍ଯ୍ୟ କରିବାକୁ order କରନ୍ତୁ
@tecnicalacademy2147
@tecnicalacademy2147 14 сағат бұрын
Law garib lokanka pain dhanilokañka pain nuhein.
@ChintamaniBehera-k1x
@ChintamaniBehera-k1x Күн бұрын
Reforms_require_to_police,department.
@kanhahomedecorating6602
@kanhahomedecorating6602 Күн бұрын
24ବର୍ଷ ଭିତରେ ପରି, ପିହୁ, ବେବିନା, ମମିତା, ସୋମ୍ୟରଞ୍ଜନ,....... ଆହୁରି ଅଛନ୍ତି ବିଜେଡି ଉତ୍ତର ଦେଉ
@BinodpandaHouse
@BinodpandaHouse Күн бұрын
Police is working for powerful person.
@sanayamajhi4032
@sanayamajhi4032 Күн бұрын
Bhai suna news bhai.police posting central posting kara jau.
@prabalranjanbarik3480
@prabalranjanbarik3480 4 сағат бұрын
ପୋଲିସ ଉପରେ ଆଙ୍ଗୁଳି ଉଠାଉଥିବା ବ୍ୟକ୍ତି ମାନେ ବିଶେଷ କରି ଯେଉଁ ମାନେ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଙ୍ଗୁଳି ଉଠାଉଛନ୍ତି ବିଗତ ସରକାର ରେ ଯେଉଁ ହାର ରେ ନାରୀ ନିର୍ଯ୍ୟାତନା, ହତ୍ୟା, ଧର୍ଷଣ ଆଦି ହେଉଥିଲା ସେତେବେଳେ କଣ ନିଶାଗ୍ରସ୍ତ ହୋଇ ଘୁମାଉଥିଲେ ନା ନିଜ ପର୍ସ୍ ଆଉ ଭେନିଟି ର ଗରମ ରେ ଚୁପ ବସିଥିଲେ?
@disomgarhmedia1360
@disomgarhmedia1360 4 сағат бұрын
ପୋଲିସ ଚାପ ରେ FIR ନେଉ ନାହିଁ
@chandrayhansda3254
@chandrayhansda3254 Күн бұрын
ପୋଲିସ ଚାକିରି ପାଇଁ ଆବଶ୍ୟକ ଶିକ୍ଷା ଗତ ଯୋଗ୍ୟତା ସହିତ ମାନବିକତା ଗୁରୁତ୍ତ୍ୱପୂର୍ଣ୍ଣ ।
@biruamamalaxmi541
@biruamamalaxmi541 Күн бұрын
ଗୋଟେ କଳୁଷିତ ସମାଜ ରେ ଭଲ ପୋଲିସ ଆଶା କରିବା ମୂର୍ଖାମି ର ପ୍ରଳାପ. ଯେମିତି ସମାଜ ସେମିତି police
@ssoutheee5784
@ssoutheee5784 Күн бұрын
Samaja bhitre apnaa bi jauchnti.😅😅😅
@prof.satyajitdas
@prof.satyajitdas 13 сағат бұрын
@@biruamamalaxmi541 eita madua ta re.. khali kahuchi samaj kharab arey se samaj re toh maa bhauni bapa dada khudi mausa mausi aji aie au tu g**i pua v jaucha.. toh bapa condom lageithile se rati re bhala heithanta.. bhul toh bapa re ebe pastchatap karuthiba toh bapa
@Pradeeppradhan.m
@Pradeeppradhan.m Күн бұрын
Sata katha pura system kharap
@gyanamohanty311
@gyanamohanty311 14 сағат бұрын
All are crying but no tears in eyes
小丑妹妹插队被妈妈教训!#小丑#路飞#家庭#搞笑
00:12
家庭搞笑日记
Рет қаралды 36 МЛН
Apple peeling hack @scottsreality
00:37
_vector_
Рет қаралды 130 МЛН
Players vs Corner Flags 🤯
00:28
LE FOOT EN VIDÉO
Рет қаралды 58 МЛН
Bengaluru Woman Murder: Accused Dies In Odisha
12:13
Kanak News
Рет қаралды 4,3 М.
News Fuse 25 SEPT 2024
22:35
OTV
Рет қаралды 4,3 М.
Headlines @11PM | 25th September2024 | Nandighosha TV
2:20
Nandighosha TV
Рет қаралды 457
小丑妹妹插队被妈妈教训!#小丑#路飞#家庭#搞笑
00:12
家庭搞笑日记
Рет қаралды 36 МЛН