Jane Tume Feribani | Babul Supriya | Krushna Chandra | Somesh & Kajal | Silk Music

  Рет қаралды 4,461,596

Silk Plus

Silk Plus

Күн бұрын

Пікірлер: 642
@Prem-w3h
@Prem-w3h 5 ай бұрын
୨୦୨୪ରେ ଆଜି କିଏ କିଏ ଶୁଣୁଛନ୍ତି ଭାଈ ମାନେ ଲାଈକ କର 👌👍🙏❤❤❤❤
@sagarchoudhury1509
@sagarchoudhury1509 4 ай бұрын
Ok
@RatnakarBariha-vb3rp
@RatnakarBariha-vb3rp 2 ай бұрын
ବହୁତ୍ ମନେ ପଡ଼ୁଚି ପ୍ରିୟା ଆଉ ସେ ଶମୟ ଫେରିବନି
@SureshKumar-l3u
@SureshKumar-l3u Ай бұрын
Mu deli sune
@sipugaming5318
@sipugaming5318 Ай бұрын
Mu nuha
@DebendraNaik-yt3ud
@DebendraNaik-yt3ud 11 күн бұрын
Bhai mi 2025
@kureshpradhan8004
@kureshpradhan8004 7 ай бұрын
ଏ ସବୁ ଗୀତ ମୋର ପ୍ରଥମ ଭଲ ପାଇବା ଭାରି ମନେ ପଡୁଛି। କଣ କରିବି ମୋର ଜୀବନର ଅମୂଲ୍ୟ ସମ୍ପର୍କ ଯାହାକି ଭଲ ପାଇବା ମୁ ହାରିଦେଇଛି । ସେ ଦିନଠୁ ମୁ ଦେଖିଚି ଆଉ heart କାମ କରୁନି । Heartily ଆଉ କିଛି ଭାବିପରୁନି ।
@GauriNaik-u7e
@GauriNaik-u7e 2 ай бұрын
U hv
@jibansharma2271
@jibansharma2271 3 жыл бұрын
ତମେ ଚାଲି ଗଲ ଜଦି ଚାଲିଜାଅ । ଦୁଃଖେ ସୁଖେ ମୁଁ ବଞ୍ଚିଯିବି ,ଆମ ସମ୍ପର୍କ ସବୁଦିନ ପାଇଁ ଏମିତି ଅଧାରେ ରହିଜାଉ,ମୁଁ ହିଁ ଅଯୋଗ୍ୟ ଯାହା ପାଖକୁ ବି ଯିବ ଭଲସେ ରହିବ ମୋ ତରଫରୁ ତମ ଦି ଜଣକୁ ଅଭିନନ୍ଦନ ସବୁବେଳେ ଖୁସିରେ ରହିବ। ଆଜିବି ଚାହିଁ ବସିଛି କାଳେ ଫେରିଆସିବ । ❤❤❤🥺
@daktarhembram7751
@daktarhembram7751 2 жыл бұрын
❤️
@pravatbiswal1529
@pravatbiswal1529 2 жыл бұрын
Jia once gala sia au feribani re bhai 🙄
@sameerpatra345
@sameerpatra345 2 жыл бұрын
Imagine dunia ru bahara ku asa bhai .. mu b dhoka khaichi ....aeithi kie kahara .. Mu bahut bada dhoka khaichi bhai 😀
@santoshdas4293
@santoshdas4293 Жыл бұрын
Right bro😭😭😭
@sunalinayaknayak697
@sunalinayaknayak697 Жыл бұрын
Bai mo love seipari
@kunupatra2018
@kunupatra2018 7 ай бұрын
ଏଇ ଗୀତରେ ମୋ ଅଭୁଲା ସ୍ମୃତି ରହିଛି ପ୍ରେମରେ ପ୍ରଥମ ଧୋକା ଖାଇ ବା ପରେ ଏଇ ଗୀତ ଶୁଣି ଥିଲି ❤ Lovely 🌹🌹 Song
@mrmiltankumarjena7910
@mrmiltankumarjena7910 Жыл бұрын
ପ୍ରିୟା ଜାଣିଛି ଆଉ ତୁମେ ଆଉ ଫେରିବନି କିନ୍ତୁ ତୁମ ସ୍ମୃତି କୁ ସାଇତି ରଖି କି ତୁମକୁ ନିଜର ବୋଲି ମନେ କରୁଛି କିଛି ସମୟ ପାଇଁ ଜଳୁଛି 🔥🔥 ତୁମ ର ସେ ମିଛ ସ୍ମୃତି ରେ ।
@mrmohanbag4524
@mrmohanbag4524 2 жыл бұрын
ବହୁତ ପୁରୁଣା ସୃତି ମନେ ପଡ଼ି ଯାଏ ଏ ଗୀତ ଶୁଣି ପିଲା ଦିନର କଥା ମନେ ପଡେ
@pramoshannayak4242
@pramoshannayak4242 Жыл бұрын
Same to you
@rashmitabisoi4356
@rashmitabisoi4356 Жыл бұрын
Same
@kishorsaltar8642
@kishorsaltar8642 Жыл бұрын
Really bro
@kishorsaltar8642
@kishorsaltar8642 Жыл бұрын
😂😂😂😂 1:20
@RakeshSamal4757
@RakeshSamal4757 Жыл бұрын
U r right bro 👍
@rasmitameher7599
@rasmitameher7599 Жыл бұрын
Ehi song mo clg time fav thila clg jau thila time re sabu dina suniki jau thili ♥️♥️♥️
@milubagarti1604
@milubagarti1604 4 жыл бұрын
ସତରେ ଭାଇ ଭଉଣୀମାନଙ୍କ ଜୀବନରେ ଏପରି ହୃଦୟ ଅଛି ଅଲଗା ଅଲଗା ହୋଇ ଯାଆନ୍ତି
@Ramm_editzone
@Ramm_editzone Жыл бұрын
ଅଧା ରହିବା ଟା ହିଁ ତ ପ୍ରେମର ଭାଗ୍ୟ। ଏହା ହିଁ ନିୟତି , ୟାକୁ ଚୁପ୍ ଚାପ୍ ନୀରବରେ ସ୍ବୀକାର କରିନେବା ଉଚିତ୍ କାରଣ ଏହା ଆମ ହାତରେ ନାହିଁ।
@rajketangiri9195
@rajketangiri9195 11 ай бұрын
ନିହାତି
@jagannathmohanty1426
@jagannathmohanty1426 5 ай бұрын
Right👍 sir
@bijaylaxmisahu9180
@bijaylaxmisahu9180 Ай бұрын
Right😢
@OdishaEntertainment1998
@OdishaEntertainment1998 10 ай бұрын
ଏହି ଗୀତ ମୁଁ ସବୁବେଳେ ମନରେ ବୋଲେ ବି ମୋ ହୃଦୟରେ ଏ ଗୀତ love you ବାବୁଲ ସୁପ୍ରିୟୋ always ❤❤❤
@jaymatadi3303
@jaymatadi3303 2 жыл бұрын
ମୋ ପିଲାଦିନ ର କିଛି ଅଭୁଲା ସ୍ମୃତି ମନେ ପକାଇ ଦିଏ,ବହୁତ ବଢିଆ ଗୀତ,Thanks
@prasantakumarnaik6258
@prasantakumarnaik6258 6 ай бұрын
କାହିଁକି କେଜାଣି , ଏ ଗୀତ ଗୁଡିକ ସେଇ ପୁରୁଣା ଦିନ ଗୁଡିକୁ ଆଖି ଆଗରେ ଝଲସାଇ ଦେଉଛି । 😢😢😢
@mrganulolodia1491
@mrganulolodia1491 2 жыл бұрын
ଗୀତ ବୁଝିଲେ କଷ୍ଟ ଲାଗୁଚି 😭
@BhismaBhatra-wl5hl
@BhismaBhatra-wl5hl Ай бұрын
Right.bro
@pandabasahoo8343
@pandabasahoo8343 4 жыл бұрын
My fev song।।।।my life 🙏♥️🙏♥️⭕❗⭕ ଜୟ ଜଗନ୍ନାଥ
@jyosnamayeenaik8188
@jyosnamayeenaik8188 4 жыл бұрын
ପୁରୁଣା ହେଲେବି ବହୁତ ଭଲ ଲାଗୁଛି।ଯେତେ ପୁରୁଣା ସେତେ ନୂଆ।
@StarLord01.19
@StarLord01.19 2 жыл бұрын
Ek dum thik katha mo choto pila dina ra song old is gold
@bipinbehera5264
@bipinbehera5264 2 жыл бұрын
Hiiii
@koushikkumar5679
@koushikkumar5679 2 жыл бұрын
Exactly 👍
@bhabanikumar9048
@bhabanikumar9048 2 жыл бұрын
Right jyosna Didi my favorite song
@bijaysethy4165
@bijaysethy4165 2 жыл бұрын
Your right iam old man I love old song
@PaagalKhopdi
@PaagalKhopdi 4 жыл бұрын
ହୃଦୟ କୁ ଚିରିବାକୁ କୌଣସି ଅସ୍ତ୍ର ର ଆବଶ୍ୟକତା କଣ ବନ୍ଧୁ ଯେବେ ନଈକୂଳେ ଏକାଏକା ବସିଥିବ ଆଉ ପୁନେଇ ଜହ୍ନ ହସୁଥିବ 😟
@sudhansupradhan3188
@sudhansupradhan3188 4 жыл бұрын
Bhai sata katha kahila
@stopcattle-smugglingracket4786
@stopcattle-smugglingracket4786 4 жыл бұрын
Very nyc song
@susantasahoo2784
@susantasahoo2784 4 жыл бұрын
@@sudhansupradhan3188 clvc
@biswaranjannayak2532
@biswaranjannayak2532 Жыл бұрын
ଗିତ ଶୁଣିଲା ପରେ ସବୁ ପୁରୁଣା ସ୍ମୃତି ମନେ ପଡିଗଲା 😢😢😢
@SingerUpdate-vk7rd
@SingerUpdate-vk7rd 5 ай бұрын
Feri huanta ki
@user-qn9yz3sk3m
@user-qn9yz3sk3m 3 жыл бұрын
ସତ ରେ ମୋତେ ବହୁତ୍ ମନେ ପଡେ 💘♥️
@RJMkrishnavlog
@RJMkrishnavlog 6 ай бұрын
😔ଗୀତ ନୁହେଁ କିଛି ଅତୀତ ଗାଥା No Word 😢କିଛି ସମୟ ପାଇଁ ପଛ ଦିନ ମନେ ପଡ଼ିଗଲା.........
@ranjankumarbiswal6994
@ranjankumarbiswal6994 3 жыл бұрын
ପିଲାଦିନର କଥା ମନେପଡ଼ିଗଲା 💗💗💗💗❤❤💓💓💖💖💖
@bapinasahoo55
@bapinasahoo55 3 жыл бұрын
Mor....bi....mana.....padigala
@urbasisethi4184
@urbasisethi4184 3 жыл бұрын
I remember child hood time. Miss u very much 😭I really miss you 😭😭😭😭
@sunitasabar6754
@sunitasabar6754 3 жыл бұрын
Really bhi
@StarLord01.19
@StarLord01.19 2 жыл бұрын
Han bhai
@internet3829
@internet3829 2 жыл бұрын
yaa
@SadasivaDsah-ky3db
@SadasivaDsah-ky3db Жыл бұрын
ବହୁତ୍ ସୁନ୍ଦର୍ ହେଇଛି ହେ ଗୀତ
@saumyaranjansethi628
@saumyaranjansethi628 Жыл бұрын
ମୁଁ ଜାଣେ ତୁ ବି ଏ ଗୀତ ସବୁ ବେଳେ ଶୁଣୁଥିବୁ... ତୁ ଯାଇଛୁ ଯେ ଯାଇଛୁ
@haktistudio4496
@haktistudio4496 Жыл бұрын
youtube.com/@crazyboyripu4496?si=omXCovLEh5e3fY9U
@bhagirathisahoojaga.garadh498
@bhagirathisahoojaga.garadh498 4 жыл бұрын
ମୋ ପସନ୍ଦ ର ଗୀତ ସଂଗୀତ ନିର୍ଦ୍ଦେଶକ ଗୀତିକାର କଣ୍ଠଶିଳ୍ପୀ ଙ୍କୁ ମୋ ତରଫରୁ ଧନ୍ଯ ବାଦ୍ ସାର୍ ବାବୁଲି ସୁପ୍ରିୟ ମୋ ମନ ପସନ୍ଦର କଣ୍ଠ ଶିଳ୍ପୀ ଓଡ଼ିଆ ଗୀତ ଦମ୍ ଦାର ଗୀତ ଗାଉଛନ୍ତି ହୃଦୟ ର ଗୀତ ଦୁଖଭରା ଗୀତ
@patupradhan7460
@patupradhan7460 2 жыл бұрын
Xvdvb
@patupradhan7460
@patupradhan7460 2 жыл бұрын
Xzfk my
@Manishkumar-vf3ue
@Manishkumar-vf3ue 2 жыл бұрын
Mu bi
@bhagirathisahoojaga.garadh498
@bhagirathisahoojaga.garadh498 2 жыл бұрын
@@Manishkumar-vf3ue ଧନ୍ଯ ବାଦ୍
@Manishkumar-vf3ue
@Manishkumar-vf3ue 2 жыл бұрын
ଏଇ ଭଳି ଗିତ ଆଉ ଓଡ଼ିଶାରେ ଶୁଣିବାକୁ ମିଳୁନି ସତରେ କେତେ ସୁନ୍ଦର ଗିତ ମୁଁ ଆଶା କରୁଛି ଏଇ ଦରଦୀ ଗୀତଟି ସମସ୍ତଙ୍କ ହୃଦୟ କୁ ନିଛୟ ଛୁଇଥିବ dhaniyabad ❤️❤️❤️❤️❤️❤️❤️❤️❤️
@chittaranjansahu8159
@chittaranjansahu8159 6 ай бұрын
ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଗୀତଟି ସେ ସମୟର ଗୀତ 👌👌👌🥰🥰💐💐👍👍
@Rskanhaa783
@Rskanhaa783 5 ай бұрын
ତୁମେ ଯଦି ଅଧାରୁ ଯିବାରଥିଲା କାହିଁକି ମୋ ଜୀବନେ ଆସୁଥିଲ....ତମେ ନୁଆଁ ରାସ୍ତା ରେ ଚାଲିଗଲ ମୁ ସେଇ ପୁରୁଣା ବାଟ କୁ ଚାହିଁ ବସିଛି 😢
@AnitaJena-m3j
@AnitaJena-m3j Ай бұрын
ଏଇ ଭଳି ଗୀତ ଆଉ କଉଠି ମିଳିବନି 😭😭ସତରେ ଯେତେ ପୁରୁଣା ହଉଚି ସେତେ ମଧୁର ଲାଗୁଚି 👌👌👌❤️❤️❤️babul supriyo is the best ❤️❤️❤️🙏🙏👌👌👌
@ChandanKumar-xs7wf
@ChandanKumar-xs7wf 4 жыл бұрын
Old is gold song 😭💕💕
@saradaswain7600
@saradaswain7600 Жыл бұрын
Love is so Heavenly that cant found in marriage certificate, Insurance Bond,marriage anniversary or even in childs birth certificate.....Love is beyond these found only in Heaven ❤
@Legendgamer-ry5iy
@Legendgamer-ry5iy 5 ай бұрын
ସେଦିନ ଆଉ ନାହିଁ ........ଚାଲିଯାଇଛ❤❤❤❤❤❤
@jyotiranjanjb3204
@jyotiranjanjb3204 4 жыл бұрын
This song remembered me my childhood days 😭😭😭😭😭... What a nice song.
@aswinimahakud2723
@aswinimahakud2723 Жыл бұрын
Aji b ei gita sunile mo piladina katha Bahut mane pade ❤❤❤❤🌻🌻🌻🌻💌💌💌💌
@anilkumarbhoikumarbhoi7256
@anilkumarbhoikumarbhoi7256 Жыл бұрын
ପୁଣି ସେ ପିଲା ଦିନ ମନେ ପଡେ ❤
@kunalkunal7187
@kunalkunal7187 2 жыл бұрын
Old is always gold🥺🥺❤❤❤
@karanjit10
@karanjit10 2 жыл бұрын
“The saddest part of life is when someone who gave you good memories becomes a memory.”
@satyajitdas8180
@satyajitdas8180 Жыл бұрын
😔😔😔
@dileswarbagh1918
@dileswarbagh1918 3 жыл бұрын
ଗିତ ଶୁଣିଲେ ଲୋମ ଟାଙ୍ଗୁରି ଉଠୁଚି ଆଜି ବୀ ନୁଆ ଲାଗୁଛି
@BismayaSahu-m8u
@BismayaSahu-m8u 3 ай бұрын
Beutiful song ❤❤❤
@samirsahu7316
@samirsahu7316 8 күн бұрын
୨୦୨୫ ରେ ମୁଁ ଶୁଣୁଛି ଜାନୁଆରୀ ୬ 💔🥲🥰🥀
@jyotsnasabar6825
@jyotsnasabar6825 3 жыл бұрын
Very nice song
@Hemantpradhan88
@Hemantpradhan88 18 күн бұрын
Speach less.. 😔 ମୋ ପ୍ରେମିକା ଦିନେ ସ୍ତ୍ରୀ ହେଲା କିନ୍ତୁ ଅଳ୍ପ ବର୍ଷ ପରେ ସେ ବି ତା ରାସ୍ତା ଶେଷ କରି ମତେ ଏକା କରି ଛାଡ଼ି ଏ ଦୁନିଆ ରୁ ବିଦାୟ ନେଇଗଲା 😢😢
@ashtagilljens5215
@ashtagilljens5215 4 жыл бұрын
ବୟସ ର ଅବସାନ ପରେ ଆଜି ବି ତୁମେ ସାଇତି ଅଛ ପିଲା ଦିନର ଅଭୁଲା ଗୀତ
@aiswaryapattanaik6836
@aiswaryapattanaik6836 3 жыл бұрын
Thik kahicha bhai
@aaryancreation4122
@aaryancreation4122 3 жыл бұрын
Atleast dinare thare ta mun e song ku dekhe........lov it...feel it.......my alltym fv song....😭💞
@nandkishorsona8715
@nandkishorsona8715 Жыл бұрын
Mujhe ye song Bhut acha laga hai😊
@manojbabu6690
@manojbabu6690 Жыл бұрын
Dil tuch vedio❤️
@KUMARKUNA23
@KUMARKUNA23 4 жыл бұрын
ସତରେ ପ୍ରେମିକା ଧୋକା ଦେଲେ ସବୁ ଓଡ଼ିଆ ପ୍ରେମିକ ଓଠରେ ଏଇ ଗୀତ ଥିଲା ଯାହା ଆପେ ଆପେ ଆଖିରୁ ଲୁହ ଆସି ଯାଇଥିଲା
@binayakmaharana4191
@binayakmaharana4191 4 жыл бұрын
Love u bro 4this typ of coment
@bandanakumariswain9501
@bandanakumariswain9501 4 жыл бұрын
nice
@priyaroy4858
@priyaroy4858 4 жыл бұрын
Hm bhai
@Pinky59015
@Pinky59015 3 жыл бұрын
Thik kahile 👍🏻
@subashnayak4611
@subashnayak4611 2 жыл бұрын
ସତରେ ବୋହୁତ ଭଲ ଥିଲା ସେ ପିଲାଦିନ। 😭😭😭😭
@sudamsahu3988
@sudamsahu3988 2 жыл бұрын
Hm
@rabindrabehera9057
@rabindrabehera9057 4 жыл бұрын
ପିଲା ଦିନର ସବୁ ଗୀତ ବହୁତ ଭଲ ଲାଗେ। ସ୍ମୃତି ଏକ ଜନହ ରାତି।
@biplab_bhusan_swain10
@biplab_bhusan_swain10 2 ай бұрын
ଓଃ ସେ ପିଲାଦିନ 😭❤️ ଆଉଥରେ ଫେରି ଆସନ୍ତା କି ।
@JitendraPradhan-r5p
@JitendraPradhan-r5p 4 ай бұрын
ଏହି ଗୀତ ଶୁଣିଲେ ବହୁତ ଦୁଃଖ ଲାଗୁଛି ସେ ଦିନର କଥା ମନେ ପକେଇ ମୁଁ ଆଜି କାନ୍ଦୁଛି 😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭
@sameerpatra345
@sameerpatra345 4 жыл бұрын
Hit like for silk music. . Superb
@japeshwarchhuria7773
@japeshwarchhuria7773 9 ай бұрын
ମୋ ପସନ୍ଦ ର ଗୀତ‌ ଏଇଟା ୨୦୧୦ ରେ ଶୁଣିଥିଳି I miss you 😂
@ashwininath3477
@ashwininath3477 3 жыл бұрын
Very.good.babul.da.supper.ur.a.my.febret.singer.babul.supriyo.thanxs
@sureshtechworld0735
@sureshtechworld0735 Жыл бұрын
Legend are watching in 2023😇😇
@diptikantamishra6863
@diptikantamishra6863 4 жыл бұрын
ସତରେ ପୁରୁଣା ଗୀତ ଭାରି ମନେ ପଡେ
@bapunjenaraja4286
@bapunjenaraja4286 3 жыл бұрын
Old song alaga niara
@bapinasahoo55
@bapinasahoo55 3 жыл бұрын
Satare.....bhai
@bijayapani9712
@bijayapani9712 3 жыл бұрын
😭😭😭😭😭
@biswajitmaharanabapi5570
@biswajitmaharanabapi5570 3 жыл бұрын
Really Mishra sir old his gold ✨ 👌 👏 🙌
@Prem-w3h
@Prem-w3h 5 ай бұрын
ଏଇ ଗୀତ ଟା ଶୁଣିଦେଲ ମୋର ଛାତି ଫାଟିଯାଏ ଭାଇ ଭଉଣୀ ମାନେ
@AkshayaKumarroutaray-k9o
@AkshayaKumarroutaray-k9o 2 ай бұрын
Same situation bro😂😂
@aniruddhadasdas8924
@aniruddhadasdas8924 17 күн бұрын
Nice song suni ପିଲା ବେଳ କଥା ମନେ ପଡୁଛି miss oll
@hey_rishi_0
@hey_rishi_0 2 ай бұрын
ପ୍ରେମ,,,, ପ୍ରତି ଆପଣଙ୍କ ମନ ରେ କଣ ଚିନ୍ତାଧାରା ରହିଛି plz replay ଦବ ମୋ ଭାଇ ଭଉଣୀ ମାନେ....❤️😍🥰🙏
@luckyraita3313
@luckyraita3313 10 ай бұрын
Shatare hei gita sunile mo puruna shati mane padijahe
@rameshmohanta2265
@rameshmohanta2265 11 ай бұрын
aie gito ta sangre moro jibo no soho bohut mese oche mo pore aou kaha soho nohou bhogoban ku atke guhare 🙏🙏
@sumantapatel5007
@sumantapatel5007 2 жыл бұрын
2023 re aa Gita kea kea sunuchha comment karo
@JunushBanra123
@JunushBanra123 6 ай бұрын
ଏହି ଗୀତ ପିଲାଟି ଦିନର କଥା ମୋତେ ମନେପଡେ ସାରା ଓଡ଼ିଶା କୁ ମନ କୁ ଛୁଇଁ ଦେଲା
@Rohit_Patel-143.
@Rohit_Patel-143. 4 жыл бұрын
My favorite song 2020 kiya kiye sunichha like karo
@munarana5685
@munarana5685 2 ай бұрын
😭😢😭 ବାଟ ତ ଲମ୍ବିଛି କାହିଁ କେତେ ଦୂର ଚାଲିବାକୁ ଅଛି ଏକା, କାହିଁକି ଖୋଜିବି ସାଥିଟିଏ ଏଠି ନିଜ ଛାଇ ଦିଏ ଧୋକା ........
@akshyaachariya1301
@akshyaachariya1301 2 жыл бұрын
Tq so much sir mo mana pasanda Ra song sunibaku miluchi bahuta bhala laguchi apanka voice
@prafulasahu3183
@prafulasahu3183 3 жыл бұрын
My childhood song ❤️❤️❤️
@umashankarnaik4877
@umashankarnaik4877 2 ай бұрын
ଆଜି ବି ଏ ଗୀତ ଶୁଣୁଛି ମୁ 🥰
@RajendraDas90
@RajendraDas90 4 жыл бұрын
My favorite singer Babul supriya sir
@baradaprasannabhuyan4723
@baradaprasannabhuyan4723 2 жыл бұрын
ମୋ ପିଲା ଦିନ କଥା ଆଜି ଆଉ ଥରେ ମନେ ପଡ଼ିଗଲା 😭😭😭😭😭
@prativapriyadarshininayak1525
@prativapriyadarshininayak1525 2 жыл бұрын
Beautiful song🌹💗❤😭old always gold😭😭😭😭missing time😭❤🤲❤🤲❤
@lunadigala1721
@lunadigala1721 3 жыл бұрын
Jane tume feribani tame gala pare madhana💓💓💓💓💓💓💓💓💓💓💓💓😍
@dilsebiju
@dilsebiju 11 ай бұрын
Bhitare kn kn hei jauchi yaar ae gita sunile Heart touching lines ❤️🥰
@kumartanmoy7734
@kumartanmoy7734 2 жыл бұрын
Memories never die...where ever you are you will always in my heart
@prasantdhal3939
@prasantdhal3939 Жыл бұрын
😂😅😊😊😊😊😅😅😢❤
@rohitamanahira5600
@rohitamanahira5600 4 жыл бұрын
Nice song 💯 old is gold
@Gobinda-s7r
@Gobinda-s7r Жыл бұрын
2023 re kie kie aeii Gita sunucha coment kara
@rakeshbarik246
@rakeshbarik246 Жыл бұрын
Mun bi daily sune
@Vipstatus7327
@Vipstatus7327 Жыл бұрын
2023 kana mariba Jain ae Gita evergreen rahiba😢😢😢😢😢
@MiraBai.812
@MiraBai.812 Жыл бұрын
2023 re kie sunucha like kara....
@شلفي-ت4د
@شلفي-ت4د Жыл бұрын
পূজা 👌👌👌👌❤️❤️❤️❤️❤️
@anilmaharana1811
@anilmaharana1811 Жыл бұрын
Jibana re. .......Dina ku dina...Haji Jauthiba.....kichhi Smruti......😌😌😌😌
@SRIYA_DJ_OFFICIAL
@SRIYA_DJ_OFFICIAL Жыл бұрын
ଆଜି ସେହି ମଣିଷ ଟା ହାତ ଛାଡି ଦେଲା ଯିଏ ଦିନେ କହୁଥିଲା ଭଲ ପାଇବାକୁ ମୋତେ ଡର ଲାଗୁଛି ତୁ ମୋତେ ଛାଡି ଦେବୁନି ତ 😔😔😔
@radhemeher4097
@radhemeher4097 Жыл бұрын
sabu lokar sahita dine na dine emiti hue
@laxmipriyaswain4905
@laxmipriyaswain4905 2 жыл бұрын
2022 Listener ❤️
@badboyrock8603
@badboyrock8603 3 жыл бұрын
Heart touching song ❤️
@RakeshSamal4757
@RakeshSamal4757 Жыл бұрын
A song mo hridaya ra😢😢😢😢
@AkshayaKumarroutaray-k9o
@AkshayaKumarroutaray-k9o 2 ай бұрын
Kejani e song re kn achhi piladina sabu smruti manepadijauchi au akhire luha asijauchi😢😢
@susantapatra2845
@susantapatra2845 22 күн бұрын
Bhai re kn geeto purana din yaad agaya
@bipindas8991
@bipindas8991 2 жыл бұрын
Old is gold 👌👌👌👌👌
@devd1548
@devd1548 4 жыл бұрын
Sei niriha manare kete asaa dei thaki dei chaligala 😭😭😭😭
@bidyashreedas7809
@bidyashreedas7809 2 жыл бұрын
😭I love you .......pintu kasa pachha dina feriasanta ki
@phoenix22x88
@phoenix22x88 10 ай бұрын
dil ko chu jata hai bhai vibe to hai wese
@durgaprasadbhol1181
@durgaprasadbhol1181 21 күн бұрын
No word to explain the pain of childhood memory song
@parameswarmajhi544
@parameswarmajhi544 Жыл бұрын
Super se bhiii upar babul suprio voice
@RakeshSamal4757
@RakeshSamal4757 Жыл бұрын
Aaji mate mo childhood katha mane pade😢😢😢😢
@goutamnayak9334
@goutamnayak9334 2 ай бұрын
ଏହି ଗୀତ ଆମ ପିଲା ଦିନକୁ ଉଜ୍ଜୀବିତ କରି ଦେଉଚି
@adityacreative1005
@adityacreative1005 6 ай бұрын
❤to day is my 10th mrg aniversary.love you dhana
@achuta143
@achuta143 Жыл бұрын
Satare a Gita sunila pare bahut Kanda laguchi hele Kandi paruni 😭😭😭😭😭😭😭😭
@classicsunil4333
@classicsunil4333 3 жыл бұрын
Jeun mane 2021 re dekhila like kara
@takshyakagiri909
@takshyakagiri909 2 жыл бұрын
People were leave alone but their memories r stayed for ever in our heart why .....😭
@parameswarmajhi544
@parameswarmajhi544 Жыл бұрын
Old is gold ,,,,old remember all heartless thing
@SantoshPradhan-u5l
@SantoshPradhan-u5l 11 ай бұрын
❤ yeita Mora favourite song ❤
@shradhanjalirout551
@shradhanjalirout551 Жыл бұрын
❤♥️
@SUBHRANSU99
@SUBHRANSU99 Жыл бұрын
😢😢😢😢
@RanuRanumayeekandi
@RanuRanumayeekandi 7 ай бұрын
Supar song ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
UFC 310 : Рахмонов VS Мачадо Гэрри
05:00
Setanta Sports UFC
Рет қаралды 1,2 МЛН
She made herself an ear of corn from his marmalade candies🌽🌽🌽
00:38
Valja & Maxim Family
Рет қаралды 18 МЛН
The evil clown plays a prank on the angel
00:39
超人夫妇
Рет қаралды 53 МЛН
Tuma othare thila ... || Ranjan Gaan ||
8:08
RANJAN GAAN
Рет қаралды 1 МЛН
Bibhu kishor and Ira mahanti song
22:28
Sipun creation
Рет қаралды 216 М.
UFC 310 : Рахмонов VS Мачадо Гэрри
05:00
Setanta Sports UFC
Рет қаралды 1,2 МЛН