Jaruri | Apekhya | Prem Anand | Sricharan | Prem Anand Music Showroom | POPA |

  Рет қаралды 168,081

POPA - Pearls of Prem Anand

POPA - Pearls of Prem Anand

Күн бұрын

Пікірлер: 398
@saratdip921
@saratdip921 Жыл бұрын
ଜଣେ ସଫଳ ସଂଗୀତଜ୍ଞ ଏତେ ଅନୁଭବୀ ହେବା କ'ଣ ଜରୁରୀ ??? ହଁ ହଁ ନିହାତି ଜରୁରୀ । ଆମେ ପ୍ରେମାନନ୍ଦ ସାର୍ ଙ୍କର ଗୀତ ଶୁଣିବାବି ବହୁତ୍ ଜରୁରୀ । ବହୁତ୍ ସୁନ୍ଦର୍ ହେଇଛି ସାର୍ ❤🙏🙏🙏
@Nilakanthaswar
@Nilakanthaswar 10 ай бұрын
I agree
@ruchidas4212
@ruchidas4212 9 ай бұрын
Absolutely Sir😊
@o_yeah.
@o_yeah. 9 ай бұрын
Nice 💜
@SarojiniSarojinisahoo-pi3um
@SarojiniSarojinisahoo-pi3um 8 ай бұрын
ମନ ଛୁଇଁ ଯାଉଛି ଯେତେ ଶୁଣିଲେ ବି ମନ ବୁଜୁନି,tq ପ୍ରେମାନନ୍ଦ sir,keep it up ❤
@goutam6971
@goutam6971 Жыл бұрын
ମୋ ଜୀବନରେ ଅନେକ ଗୀତ ଶୁଣିଛି କିନ୍ତୁ କେଜାଣି ଏଇ ଗୀତଟି ଖୁବ୍ ମନକୁ ଛୁଇଁଲା । ଭଜନ ଭଳି ଭଲପାଇବାକୁ ବର୍ଣ୍ଣନା କରିଛନ୍ତି ଶ୍ରୀଚରଣ ଭାଇ ... ଆଉ ପ୍ରେମାନନ୍ଦ ସାର୍ ... ଆପଣ ତ music scientist ❤❤
@omm.ramnarayan
@omm.ramnarayan Жыл бұрын
ଶ୍ରୀଚରଣ ଙ୍କର ଏଇ ବୋଧେ ବହୁତ୍ ଅଲଗା ରୁପ । ସବୁବେଳେ ଆମେ ତାଙ୍କୁ ଗୋଟେ ମଜାକିଆ କଣ୍ଠଶିଳ୍ପୀ ଭାବେ ଦେଖିଆସିଚୁ...ଏଇ ଗୀତ ଟି ବହୁତ୍ ସୁନ୍ଦର୍ ଲାଗିଲା❤❤
@banditadash5261
@banditadash5261 9 ай бұрын
ଆହା କି ସୁନ୍ଦର ଲେଖା, କି ସୁନ୍ଦର ସ୍ଵର .... ସଙ୍ଗୀତଜ୍ଞ, ଗୀତିକାର, ଗାୟକ ସମସ୍ତଙ୍କୁ ଅଭିନନ୍ଦନ ବଢିଆ ଗଜଲ୍❤
@jagadishmahananda1988
@jagadishmahananda1988 8 ай бұрын
❤ବହୁତ ସୁନ୍ଦର ଭାବରେ ବୁଝେଇ ଦେଲେ sir ଜରୁରୀ କଣ 🎉🎉🎉
@debabratamishra9633
@debabratamishra9633 4 ай бұрын
ଓଡିଶାରେ ଗଜଲ୍ ଶ୍ରେଣୀର ଗୀତକୁ ସବୁଠୁ ଅଧିକ ନ୍ୟାୟ ଦେବାର ଯୋଗ୍ୟ କେବଳ‌ ଜଣେ ଗାୟକ ଶ୍ରୀଚରଣ ସାର୍ ❤❤ ପ୍ରେମାନନ୍ଦ ସାର୍ ଙ୍କୁ ଅନୁରୋଧ କୈାଣସି ଓଡ଼ିଆ କଥାଚିତ୍ରରେ ଏମିତି ଏକ ଚମତ୍କାର ଗଜଲ ରଖନ୍ତୁ। ଅଧିକ ଶ୍ରୋତା ଙ୍କ ପାଖକୁ ପହଞ୍ଚି ପାରିବ। ଗଜଲର ମିଠାପଣ ଯିଏ ଅନୁଭବ କରେ‌ ସିଏ ଏହାର ମହତ୍ତ୍ଵ ଜାଣେ।❤❤❤❤
@shankarnayaknirankari3890
@shankarnayaknirankari3890 Жыл бұрын
ଓଡିଆ ଭଜନ ଗଜଲରୁ ପଦେ ସାର ଜୀ ବ୍ରହ୍ମ ଦର୍ଶନ ଯେ ଜରୁରୀ ଜୀବ ପାଇଁ କି ଇଏ ଜରୁରୀ ନ ହେଲେ କିଏ ବା କେମିତି ଜାଣିବ ପ୍ରେମ ଆନନ୍ଦ ଯେ କିପରି ଆତ୍ମ ଦର୍ଶନ ବି ଜରୁରୀ ଜ୍ୟୋତି ଜଳିବା ବି ଜରୁରୀ ନ ହେଲେ କିଏ ବା କେମିତି ଜାଣିବ ବ୍ରହ୍ମ ଆନନ୍ଦ ଯେ କିପରି ବ୍ରହ୍ମ ଦର୍ଶନ ଯେ ଜରୁରୀ ....... କ୍ରମଶଃ ଲେଖା ପୂର୍ଣ୍ଣ ହୋଇଯାଇଛି ସାର ଆପଣ ଆଜ୍ଞା ଦେଲେ ସେୟାର କରିବି ଆପଣଙ୍କର ସେବକ
@jayantadas3823
@jayantadas3823 Жыл бұрын
ସଙ୍ଗୀତ ଏକ ଜୀବନ୍ତ ଅନୁଭବ ,ମନର ବେଦନା ଉପଶମ ପାଇଁ ସଙ୍ଗୀତ ସତରେ ଯଥେଷ୍ଟ ,ଆନ୍ତରିକ ଧନ୍ୟବାଦ ପ୍ରେମାନନ୍ଦ sir ଆପଣଙ୍କ ସଂଯୋଜନା ନିମନ୍ତେ, ଏତେ ସୁନ୍ଦର ଉପସ୍ଥାପନା ହୃଦୟ ପୂରି ଉଠିଲା 💕💕💝💝💝
@biswajitbehera510
@biswajitbehera510 9 ай бұрын
ମୁଁ ଆଉ ଗୋଟେ ପଦ ଯୋଡୁଛି 🙏 ଏ ଦୁନିଆଁ ରେ ନିଜେ ବଞ୍ଚିବା ମଧ୍ୟ ଜରୁରୀ ,....... ସମସ୍ତଙ୍କୁ ନେଇ ବଞ୍ଚିବା ମଧ୍ୟ ଜରୁରୀ ...... ନହେଲେ କିଏ ବା କେମିତି ଜାଣିବ ଏ ଦୁନିଆଁ ରଙ୍ଗମଞ୍ଚ ପରି ...........🙏🙏🙏🙏🙏🙏🙏🙏🙏🙏
@JagaNayak-d7x
@JagaNayak-d7x Ай бұрын
❤❤❤❤
@biswajitbehera510
@biswajitbehera510 28 күн бұрын
@JagaNayak-d7x ❤️
@ShasankSekharOfficial
@ShasankSekharOfficial Жыл бұрын
Amiti Sruti Madhura Sangeet Suniba Gote Sachha Artist Ku nihati Jaruri ❤️
@somanath3934
@somanath3934 Жыл бұрын
ଗୀତ ଶୁଣିବାବି ଜରୁରୀ ଭଲ ପାଇବାବି ଜରୁରୀ ❤❤
@RudraOdiyaShayari3906
@RudraOdiyaShayari3906 10 ай бұрын
ସୁନ୍ଦର ଲେଖା ସହ ସୁନ୍ଦର ସ୍ୱର wow sir ଖାଲି କଣ ଆପଣଙ୍କ ନାଆ ପ୍ରେମାନନ୍ଦ ହେଇଚି?? ଧନ୍ୟବାଦ sir ଏମିତି ଗୀତଟେ ଓଡିଶା କୁ ଦେଇ ଥିବାରୁ ❤️❤️❤️
@Mojaganathyoutube9181
@Mojaganathyoutube9181 Жыл бұрын
ପ୍ରେମାନନ୍ଦ ସାର୍ ନମସ୍ତେ । ଗୀତ ଅତି ସୁନ୍ଦର ସଜାଯାଇଛି । ମନକୁ ସ୍ୱର୍ଷ କରି ପାରୁଚି , ମାନିବା କଥା । କଣ୍ଠ ଦାନ ମଧ୍ୟ ସୁନ୍ଦର ଲାଗୁଚି ।
@NewOdiaSangeetNOS
@NewOdiaSangeetNOS Жыл бұрын
ଭଲ ଗୀତଟିକୁ ଭଲ କହିବା ବି ଜରୁରୀ...... ଭଲ ଗାୟକକୁ ଭଲ କହିବା ବି ଜରୁରୀ...
@RahulKumar-zm1gc
@RahulKumar-zm1gc 11 ай бұрын
😊 ଆଉ ଆମେ like, comment କରିବା ବି ଜରୁରୀ. Views ବଢେଇବା ବି ଜରୁରୀ 😊
@aliyambhuyan8142
@aliyambhuyan8142 8 ай бұрын
​@@RahulKumar-zm1gc😂😂😂😂ta kolo khainki comment💬 ki jaruri 😂
@puspatripathy6180
@puspatripathy6180 6 ай бұрын
ବାରମ୍ବାର ଗୀତ ଟିକୁ ଶୁଣିବା ଜରୁରୀ
@nayakvisionandphotograhy6714
@nayakvisionandphotograhy6714 5 ай бұрын
@santanu.odia88
@santanu.odia88 Жыл бұрын
This composition is world class. The voice is world class, the writer is writing only emotions,& feeling, from his depth of the heart and the musicians are playing smoothly NO REPLACEMENT OF THIS SONG ❤
@sksongmaker7085
@sksongmaker7085 8 ай бұрын
ପ୍ରେମ ସାର ଙ୍କ ଗଜଲ୍ ଗୀତ ଶୁଣି ଭାବନା ଭିତରେ ପଶିବା ଜରୁରୀ । ଆଇ ଲଭ୍ ପ୍ରେମ ସାର❤🌹❤🌹❤
@umasankardas7398
@umasankardas7398 3 ай бұрын
Premananda and Sricharan combination is superb. Long live both.
@user-xq6oh4eh6p
@user-xq6oh4eh6p 8 ай бұрын
Ehi bhali bhala Gita sunibabi Jaruri. Nahele Kieba Kemiti Janiba Sasta Gita sabu Kipari........ This is a very very Nice song. Truly a Masterpiece.
@Babulabehera
@Babulabehera Жыл бұрын
ଏହି ଗୀତ କୁ ଶ୍ରୀଚରଣ ସାର୍ ଅତି ସୁନ୍ଦର୍ ଭାବରେ ଗାଇଛନ୍ତି । ମୁଁ ଭାବୁଛି କୁ ତାଙ୍କ ଠାରୁ କେହି ଆଉ ଏତେ ଭାବ ଏବଂ ଲୟ ରେ କମ୍ ଗାଇଥାନ୍ତେ। ଧନ୍ୟବାଦ୍ ପ୍ରେମ୍ ଆନନ୍ଦ ସାର୍ ଏହିଭଳି ଏକ ଚମତ୍କାର ଗୀତ କୁ ସଂଯୋଜନା କରିଥିବାରୁ। 40 ବର୍ଷ ବୟସରେ ଏହି ଗୀତ ଶୁଣିଲା ପରେ କଲେଜ୍ ବେଳର କଥା ମନେ ପଡୁଛି। Really heart touching soulful voice....❤
@arupsahoo2453
@arupsahoo2453 8 ай бұрын
Aa haa kete sundar kete sundar ete sundar haba jaruri
@abaniakash6225
@abaniakash6225 Жыл бұрын
Premanand sir Legend Music Director of Odia Industry...what a composition ❤Sricharan Bhai Voice also as usual outstanding ❤
@ManojKumar-wb8yu
@ManojKumar-wb8yu 9 ай бұрын
ହୃଦସ୍ପର୍ଶୀ ଗୀତ...... ଶ୍ରୀଚରଣ ଭାଇ ଅନେକ ଅନେକ ଶୁଭେଚ୍ଛା
@rambitNarayan
@rambitNarayan 9 ай бұрын
Music Scientst Prem Anand Sir ପାଇଁ ଗୋଟେ ଲାଇକ ବି କରିବା ଜରୁରୀ 🤟🤟🤟.....
@geetapattnaikofficial2538
@geetapattnaikofficial2538 Жыл бұрын
Wow... 👌.. What a composition , soooo nice lyrics by premanand.. Sricharan is my favorite singer.. God bless to both for future wonderful composition
@POPA_PearlsofPremAnand
@POPA_PearlsofPremAnand Жыл бұрын
Thank you.. keep Blessings 🙏
@KabijyotiNiranjanpati
@KabijyotiNiranjanpati 2 ай бұрын
Very attractive lyrics music and voice.. congratulations to all the team.. jay Jagannath..
@amit-j4c1n
@amit-j4c1n 10 ай бұрын
Ohh...Srichandan ki voice paaicha...roma tankuri uthuchhi...Prem sir your composition keeps us hooked....
@dayanidhiparida544
@dayanidhiparida544 7 ай бұрын
ଚମତ୍କାର ଏଇ 'ଜରୁରୀ'.....❤ ଶବ୍ଦ, ସ୍ଵର ଓ ସଂଯୋଜନା.... ସବୁକିଛି ମନ ଛୁଆଁ
@santoshlifelive2693
@santoshlifelive2693 Жыл бұрын
Subscribe କରିବା ବି ଜରୁରୀ.... Like କରିବା ବି ଜରୁରୀ ,।ନହେଲେ କିଏବା କେମିତି ଜାଣିବ । ନୁଆଁ ଗୀତ Upload ହେଲା ବୋଲି ।
@OdiaKabyaKabita
@OdiaKabyaKabita 9 ай бұрын
Thik thik bhai😂😂😂
@sureshchandrajena1550
@sureshchandrajena1550 9 ай бұрын
Nihati😅
@PriyaLa-o3n
@PriyaLa-o3n 6 ай бұрын
What a matching comment 😮😮😮 😂😂😂😂
@dingarsuna5688
@dingarsuna5688 11 ай бұрын
It's been 10years since I stopped singing odia song but i went crazy listening to Prem Anand sir music .odia industry bollywood se Kam nhi hai. Now I started singing odia song. Dil ko chhu raha hai
@balarammallick9372
@balarammallick9372 9 ай бұрын
ଭାଇ ଗୀତଟି ପୁରା ହୃଦୟକୁ ଛୁଇଁ ଗଲା
@lulukumar7126
@lulukumar7126 5 ай бұрын
Emitika sundar song sunibabai jaruri
@saratmishra7100
@saratmishra7100 Жыл бұрын
Bahut sunder heichhi, superb ❤
@thenightking5547
@thenightking5547 2 ай бұрын
Nice song prema nand sir nd sricharan bro ❤️❤️
@rameswarbadatya2713
@rameswarbadatya2713 Жыл бұрын
ଏଭଳି ଗୀତ ଶୁଣିବା ମଧ୍ୟ ଜରୁରୀ
@Mukti.mix.talent4u
@Mukti.mix.talent4u Жыл бұрын
My heart satisfied after it had listened.What a soulful voice, imaginary lyrics and amazing composition it is! Thanks to all for their mutual efforts ❤
@rmcreations5587
@rmcreations5587 Жыл бұрын
A beautiful composition by Prem sir ... Thanks for keeping our traditional type music... Keep it up sit 👏👏
@KBehera-BSc-MBA-LLB
@KBehera-BSc-MBA-LLB Жыл бұрын
ଶ୍ରୀଚରଣ sir voice is best
@ajitkumarrout88
@ajitkumarrout88 8 ай бұрын
Very nice 😊
@gaganbiharinayak8713
@gaganbiharinayak8713 8 ай бұрын
Rahafata Alli Khan ଙ୍କ ଏ ସୁନ୍ଦର୍ ଗଜଲ୍ ହୃଦୟଷ୍ପର୍ଶୀ ।ଯାହା ହେଉ ତାକୁ ଓଡ଼ିଆ ଅନୁବାଦ କରି ସଙ୍ଗୀତ ରୂପ ଦେଇ ଗୌରବ ଅର୍ଜନ କରିଛନ୍ତି। ପ୍ରୟାସ କରିଛନ୍ତି ଓ ପ୍ରସାରଣ କରିଛନ୍ତି । ସମସ୍ତ କଳାକାରଙ୍କୁ ଅଭିନନ୍ଦନ । 5:45
@bimal185
@bimal185 8 ай бұрын
which song of Rahafata Ali Khan, can you pls share the link?
@Kaliasuna73
@Kaliasuna73 9 ай бұрын
ବହୁତ ସୁନ୍ଦର ହେଇଛି❤
@pranayinirath3837
@pranayinirath3837 4 ай бұрын
Wow...out standing.what a meaningful song !!odiya re emti Geeta haba jaruri
@ajoykumarrath5476
@ajoykumarrath5476 10 ай бұрын
ଗଜଲର ମାଦକତା ଭିତରେ ହଜିଗଲା ଭଳି ଅପୂର୍ବ ରଚନାର ଶ୍ରୀଚରଣଙ୍କ କଣ୍ଠରେ ସଫଳ ରୂପାୟନ ଦେଖି ଆତ୍ମବିଭୋର ପ୍ରେମାନନ୍ଦଙ୍କ ସ୍ମିତହାସ୍ୟ ବାସ୍ତବିକ୍ ଖୁବ୍ ଆକର୍ଷଣୀୟ ।
@bijaylaxmi4591
@bijaylaxmi4591 9 ай бұрын
Just close eyes n listen this gajal👌... woh majaa agaya.. fantastic 😍👍
@biswalpapashree1714
@biswalpapashree1714 Жыл бұрын
Thank you so so much Mr. Premanand Sir and Mr Sricharan Sir. Big big Salute all Musician Team
@abinashgraphics709
@abinashgraphics709 2 ай бұрын
dhoka khaiba pare baanchi rahiba bi jaruri au apekhya kariba v jaruri .......both positive and negative both are jaruri ......beautiful song by premanand sir sang by sri charn sir....
@manashranjanmanash9766
@manashranjanmanash9766 Жыл бұрын
Ebe laaguchi ki j odia Sangita industry.. puni sei puruna swarnima duniyaa ku pheruchhi... Aau eta b JARURI
@rojalinmohapatra6208
@rojalinmohapatra6208 9 ай бұрын
Odia Music doing absolutely stunning ...I was speechless after hearing this beautiful song
@Abhisek004
@Abhisek004 Жыл бұрын
Wat a beautiful composition 😍😍😍prem sir extraordinary performance
@mscreation640
@mscreation640 Жыл бұрын
What a song Prem Anand Sir... Mind-blowing Such a heart touching song... ❤❤❤❤ Lot's of love 💕💕💕💕
@Surmallhar
@Surmallhar Жыл бұрын
Emiti Sangeeta bahut barsapare puni sunibaku milila .....Prema bhai apan unique as ever .....khoka Bhai ka pare puni odia gazal sunibaku milila ......its only possible by you premanand bhai ....thanks to Charan bhai ...superb u r ...
@90smemories190
@90smemories190 9 ай бұрын
Aama generation ra jane highly talented singer....Sricharan
@sanjucreations5723
@sanjucreations5723 3 ай бұрын
Odisha ra Mahmad Aziz ❤❤❤
@LokanathBehera-ip3ll
@LokanathBehera-ip3ll 4 ай бұрын
ଏମିତିକା। ଗୀତ କେବଳ। ନିରୋଳା ରେ ବସି ଶୁଣିଲେ। ହିଁ। ୟାର ଭାବ। ଅନୁଭବ କରିହେବ
@sovanaprincess
@sovanaprincess Жыл бұрын
Wah.... Heart touching lyrics and singing 😍🎉❤😘🥰🤩
@ajaysahoo4604
@ajaysahoo4604 9 ай бұрын
ମନକୁ ଛୁଇଁଗଲା 🙏🙏🙏🙏🙏 ଚରଣ ଭାଇ
@BINAPANI--BALIARSINGH--
@BINAPANI--BALIARSINGH-- 9 ай бұрын
Mind blowing performance Sricharan Sir &premanand sir🙏🏻🙏🏻🙏🏻🙏🏻
@KiranNanda-r7d
@KiranNanda-r7d 3 ай бұрын
ବହୁତ ସୁନ୍ଦର ଗୀତ ଟି ❤
@bijayakumar4112
@bijayakumar4112 Жыл бұрын
Fabulous music.... listening to this type of music after one decade I think..... Hats off for the team.
@ashishkumardas3186
@ashishkumardas3186 Жыл бұрын
Mind Blowing Composition With Singing .... EXCELLENT SUPER......🎉🎉🎉🎉
@taranisensamal6115
@taranisensamal6115 Жыл бұрын
Sir jane anubhabi baktiyuta sabu sangita samastankara hrudayaspashi.Real creator of songs. Thank you so much sir for the eaternal songs.Experimental reality shows in his songs.Great music director ever. Lots of love from KEONJHAR, ANANDAPUR.
@TUSHARCREATIONBLS
@TUSHARCREATIONBLS 9 ай бұрын
Musician Bhai mane bi Bahut bhala bajauchanti ❤
@amitkumarbisoyi2629
@amitkumarbisoyi2629 Жыл бұрын
Wa wa wa... Kya batt he. Jaruri.
@dr.deepakjenacreation9301
@dr.deepakjenacreation9301 6 ай бұрын
ଚମତ୍କାର ଗୀତ... ମନ ଖୁସି ହେଇଗଲା 🙏
@sunilkumarmishra771
@sunilkumarmishra771 5 ай бұрын
Excellent singing Anubhabi Premanand 🙏
@ManjulaRath-qr5lt
@ManjulaRath-qr5lt 9 ай бұрын
ଖୁବ୍ ସୁନ୍ଦର ମନଛୁଆଁ ଗୀତ ଟିଏ। ଶ୍ରୀ ଚରଣ ଙ୍କ କଣ୍ଠ ସାଙ୍ଗକୁ ପ୍ରେମ ଆନନ୍ଦଙ୍କ ନିର୍ଦ୍ଦେଶନା ବି ଜରୁରୀ।🎉🎉
@SanjuktaRaj-cb3lv
@SanjuktaRaj-cb3lv 8 ай бұрын
Aduniare banchi rahibaku hele sabu jaruri very nice song apanka sabu gita bhala lage sir Charan bhai god bless u n god bless your successful life
@ashokroutray4658
@ashokroutray4658 8 ай бұрын
Oh....❤😢❤.....KICHHI MANE PADIGALA.....
@shashankasekharkar2404
@shashankasekharkar2404 Жыл бұрын
Hands up for unique singing and song.❤❤❤
@ranjitdigal5357
@ranjitdigal5357 Жыл бұрын
ଏ ଗୀତ ମୁଁ ଦିନକୁ ବାର ଥର ସୁଣୁଚି କେଜେଣେ କେମିତି love you sir I lov song ❤❤
@creativechandan6868
@creativechandan6868 Жыл бұрын
As always Apekhya series won our heart.....❤❤
@swaintusarmetro3788
@swaintusarmetro3788 Жыл бұрын
ବୋହୁତ ସୁନ୍ଦର ଲେଖା,ପ୍ରେମାନନ୍ଦ ସାରଙ୍କର ସୁନ୍ଦର କମ୍ପୋଜିସନ ଆଉ ଶ୍ରୀଚରଣ ସାର ବୋହୁତ ସୁନ୍ଦର ଗାଇଚନ୍ତି.... ସତରେ ପୁରା ହୃଦୟ କୁ ଛୁଇଁ ଗଲା❤️
@Surya-ud4xv
@Surya-ud4xv Жыл бұрын
What a beautiful line in this song 😍
@santoshmandal6164
@santoshmandal6164 9 ай бұрын
ଏ ଗୀତ ଶୁଣିଲା ପରେ ସମସ୍ତଙ୍କୁ inspire କରେଇବ ନିଶ୍ଚିତ,..... ଏ ଗୀତ ଶୁଣିବା ଜରୁରୀ ❤🥰always my fav ଚରଣ ଭାଇ
@jagabandhudas5021
@jagabandhudas5021 Жыл бұрын
ବହୁତ ସୁନ୍ଦର ୱା
@bijayakumarjena7739
@bijayakumarjena7739 9 ай бұрын
Sir apananka kantha sabubele hrudaya sparshi🙏🙏🙏
@lensofgames7757
@lensofgames7757 Жыл бұрын
Ahh. kya baat.. lots of love from kolkata... Your use of harmonium in the song is just heart touching. and sricharan voice is just outstanding..
@Natureloversikha115
@Natureloversikha115 9 ай бұрын
ମନ ର ସ୍ପନ୍ଦନ ଟା ପ୍ରେମ ର ରୁପ ନେବା ବି ଜରୁରି, ସବୁ ଜାଣି ମନର ଭାବନାକୁ ଲୁଚେଇ ବା ବି ଜରୁରି... ବହୁତ ସୁନ୍ଦର ମନଛୁଆଁ ଗିତ ଟିଏ, ବାରମ୍ବାର ଶୁଣିବାକୁ ଇଚ୍ଛା ହେବା ବି ସ୍ଵାଭବିକ । ❤❤❤ ❤
@sskpodisha8443
@sskpodisha8443 9 ай бұрын
Fantastic liryc, composition, &singing.Nice Music.......
@jasobantapanda310
@jasobantapanda310 9 ай бұрын
ବହୁତ ସୁନ୍ଦର ଜୀବନରେ ଘଟୁଥିବା ସମସ୍ତ ଘଟଣା ବଳି ଉପରେ ଏହି ଗୀତଟି ଆଧାରିତ ଏହି ଗୀତରେ ଯୋଗ ଦାନ କରିଥିବା ସମସ୍ତ କର୍ମ କର୍ତ୍ତା ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏🙏🙏
@balarammallick9372
@balarammallick9372 2 ай бұрын
❤ଯେତେବେଳେ ସୁଣିଲେବି ନୂଆ ଲାଗୁଛି
@sovanaprincess
@sovanaprincess Жыл бұрын
Unique composition classical and western mix😘😘😘😘😘😘
@khushi-pk6od
@khushi-pk6od 2 ай бұрын
Wow what a song what a music what a voice
@Malayakanyaa
@Malayakanyaa 9 ай бұрын
Ahaa ... ahaa..kya baat 👌👌Jemiti Sundar lekha Semiti sangeeta bi.. ❤️❤️❤️❤️ Au taku jete bele emiti Jane singer gaanti setebele history create habaa ta nischay...👏👏 blissful ✨🙌🙌🙏
@swarnaprabhadiwedi4787
@swarnaprabhadiwedi4787 Жыл бұрын
ବାଃ ବହୁତ୍ ବଢ଼ିଆ
@004alokkumarmohanta9
@004alokkumarmohanta9 9 ай бұрын
ହୃଦୟସ୍ପର୍ଶୀ ହୋଇଛି | ପ୍ରେମା ସାର ଙ୍କ ଲେଖା ସାଙ୍ଗକୁ ଚରଣ ଭାଇ ଙ୍କ ସୁମଧୁର କଣ୍ଠ ବହୁତ୍ ଆକର୍ଷଣ ହୋଇଛି |
@saidutta6626
@saidutta6626 Жыл бұрын
ବାଃ ଆପଣଙ୍କ ଗୀତ ଶୁଣିବା ମଧ୍ୟ ଜରୁରୀ
@MrTuklu
@MrTuklu Жыл бұрын
Bahut sundar ❤
@sibasankardas6833
@sibasankardas6833 Жыл бұрын
Milan studio mix is always outstanding. A sound engineer makes the song more beautiful. Congratulation to all crews for this beautiful song gifted to Odisha.
@babulpradhan6806
@babulpradhan6806 Жыл бұрын
Absolutely you r right ... The sound recordist and mixing Engineer is add more feelings and emotions in a track.❤
@sanu99100
@sanu99100 Жыл бұрын
Outstanding
@pradipchakra7182
@pradipchakra7182 8 ай бұрын
ନିହାତି ଜରୁରୀ। ଆଜି କାଲି ସମାଜ ରେ ଲୋକ ଚିହ୍ନିବା ମୁସ୍କିଲ।
@kumarmitanofficial9631
@kumarmitanofficial9631 Жыл бұрын
Aswome.. Aswome.. Speechless... Thank you so much prema sir. Thank you sricharan sir... 🙏🙏🙏
@RebatiMuduli-hm2fz
@RebatiMuduli-hm2fz 4 ай бұрын
ଅତି ସୁନ୍ଦର 🙏🙏
@videosvillage7655
@videosvillage7655 2 ай бұрын
Soulful song ✨
@itzodiatokaomm4208
@itzodiatokaomm4208 Жыл бұрын
Ahhhha... Bahut sundar heichhi gitata 😭😊
@Prafulla_official_95
@Prafulla_official_95 5 ай бұрын
ମୁଁ ଆପଣଙ୍କ ବହୁତ ବଡ fan Sir ଗୀତ ବହୁତ ସୁନ୍ଦର ଲେଖା ଆଉ ସ୍ୱର ବି sir ଙ୍କ ବହୁତ ବଡ଼ିଆ ❤🥰💚
@dwarikanathsutar9583
@dwarikanathsutar9583 8 ай бұрын
This song is bringing delightness n peace in mind n also mind blowing thanks for your preparation jay jagannath
@bishwajitpanda2461
@bishwajitpanda2461 3 ай бұрын
Authentic odia .... connecting emotions of every Odia..
@alokkumarsahoo5783
@alokkumarsahoo5783 9 ай бұрын
Mind-blowing song
@rajendrapusty1305
@rajendrapusty1305 Жыл бұрын
ଜୀବନର ସବୁ କିଛି ଜରୁରୀ ପ୍ରେମ sir ବୀ ଆମର ନିହାତି ଜରୁରୀ ଶ୍ରୀ ଚରଣ sir ଵୀ ଆମର ବହୁତ୍ ଜରୁରୀ ଏମିତି ସୁନ୍ଦର ଲୋକ ସୁନ୍ଦର୍ ଗୀତ ନିହାତି ଜରୁରୀ ଗୀତ ଟି ବହୁତ୍ ସୁନ୍ଦର୍ ହୋଇଛି music ବହୁତ୍ ସୁନ୍ଦର୍ ହୋଇଛି
@subarna2306
@subarna2306 Жыл бұрын
High class Khub sundar Ati sundar
Увеличили моцареллу для @Lorenzo.bagnati
00:48
Кушать Хочу
Рет қаралды 8 МЛН
Как Я Брата ОБМАНУЛ (смешное видео, прикол, юмор, поржать)
00:59
Dalema Returns//Odia Comedy//4K//Funny Angulia//Khordha Toka
36:48
Funny Angulia
Рет қаралды 29 М.
Tame Kemiti Bujhiba (Male Version) (From "Antahswara")
5:27
SRICHARAN OFFICIAL
Рет қаралды 10 М.
Увеличили моцареллу для @Lorenzo.bagnati
00:48
Кушать Хочу
Рет қаралды 8 МЛН