Jataka kemiti dekhiba part - 3 || ଗ୍ରହ ମାନଙ୍କ ଉଚ୍ଚ, ନୀଚ୍ଚ ଫଳ || ଜାତକ କେମିତି ଦେଖିବା ଓଡ଼ିଆ ରେ ||

  Рет қаралды 15,223

Sarala jyotisha sikhya

Sarala jyotisha sikhya

Күн бұрын

Jataka kemiti dekhiba part - 3
ଗ୍ରହ ମାନଙ୍କ ଉଚ୍ଚ, ନୀଚ୍ଚ ଫଳ
ଜାତକ କେମିତି ଦେଖିବା ଓଡ଼ିଆ ରେ
#grahauchhanichha #odiaastrology #saralajyotiahsikhya
ଯଦି ଆପଣ ବହୁତ କମ୍ ମୂଲ୍ୟରେ ନିଜର ଜାତକ ବିଶ୍ଳେଷଣ କରାଇବା ପାଇଁ ଚାହୁଁଛନ୍ତି,
ତେବେ ଏହି ଭିଡିଓ ଟିକୁ ପୁରା ଦେଖନ୍ତୁ 👇👇👇👇
ସଂପୂର୍ଣ୍ଣ ଜାତକ ବିଶ୍ଳେଷଣ 👉 - • jataka kemiti dekhiba ...
ଏହି ଭିଡିଓ ରେ ମୋର WhatsApp ନମ୍ବର ମିଳିଯିବ । ସେହି ନମ୍ବର ରେ ଆପଣ ନିଜର ଡିଟେଲ ଦେଇ ଜାତକ ବିଶ୍ଳେଷଣ କରାଇ ପାରିବେ ।
WhatsApp ରେ ନିଜର ନିମ୍ନ ସୂଚନା ଦେବାକୁ ପଡ଼ିବ -
(୧) ନାମ :-
(୨) ଜନ୍ମ ତାରିଖ :-
(୩) ଜନ୍ମ ସମୟ :-
(୪) ଜନ୍ମ ସ୍ଥାନ :-
(୫) ଯଦି ବର୍ତ୍ତମାନ କୌଣସି ରତ୍ନ ଧାରଣ କରିଛନ୍ତି, ତେବେ ତାର ଫଟୋ :-
(୬) ଆପଣଙ୍କ ବର୍ତ୍ତମାନ ର ଓଜନ :-
(୭) ଆପଣଙ୍କ ଲଗ୍ନ କୁଣ୍ଡଳୀ ର ଫଟୋ ବା ଆପଣଙ୍କ ଲଗ୍ନ କୁଣ୍ଡଳୀ କେଉଁ ଲଗ୍ନ ରୁ ଆରମ୍ଭ ହୋଇଅଛି :-
ଜାତକ କେମିତି ଦେଖିବା part 1 to part 3 କେବଳ ଗୋଟିଏ vdo ରେ ସବୁ doubt କିଲିଅର୍
ଜାତକ ଦେଖିବା ଶିଖନ୍ତୁ କେବଳ ଗୋଟିଏ vdo ରେ ।
link 👉 - • Jataka kemiti dekhiba ...
Jataka kemiti dekhiba sikhantu
ଜ୍ୟୋତିଷ ର ଅନେକ ତଥ୍ୟ ପାଇବା ପାଇଁ ଆମ ଜ୍ୟୋତିଷ ପରିବାର ରେ ଯୋଗ ଦିଅନ୍ତୁ, ଚାନେଲ କୁ subscribe କରନ୍ତୁ ଓ ଆମ ସହ ଯୋଡ଼ି ରହିବା ପାଇଁ subscribe ବଟନ୍ ପାଖରେ ଥିବା ବେଲ୍ ଆଇକନ୍ ଟିକୁ ବଜାଇ ଦିଅନ୍ତୁ ।
Don't forget to like, share and subscribe this channel.
Thanks for watching this video.

Пікірлер: 27
@sureshkumarmeher338
@sureshkumarmeher338 Жыл бұрын
ଆଜ୍ଞା ପ୍ରଣାମ ! ଗ୍ରହ ଶତ୍ରୁ ରାଶି ରେ ଉଚ୍ଚ ହେଲେ ମଧ୍ୟ ଶୁଭ ଫଳ ଦେବେ ଓ ମିତ୍ର ରାଶି ରେ ନୀଚ ହେଲେ ମଧ୍ୟ ଅଶୁଭ ଫଳ ଦେବେ ଓ ଫଳ ସାଧାରଣ ଠାରୁ ଅଧିକ ହେବ । ଗ୍ରହ ଙ୍କର ଦୃଷ୍ଟି ରେ ଥିବା ଘର ମଧ୍ୟ ଫଳ ପାଇପାରିବେ । ଧନ୍ୟବାଦ ଆଜ୍ଞା !
@SaralajyotishasikhyaOdia
@SaralajyotishasikhyaOdia Жыл бұрын
ପ୍ରଣାମ । ଠିକ୍ ବୁଝି ପାରିଛନ୍ତି । ଅତି ସୁନ୍ଦର । ସ୍ଵାଗତମ୍
@sureshkumarmeher338
@sureshkumarmeher338 Жыл бұрын
ପ୍ରଣାମ ଆଜ୍ଞା ! ଧନ୍ୟବାଦ ।
@swarnamayeesahu9646
@swarnamayeesahu9646 2 жыл бұрын
Sir🙏 ଶନି ଓ କେତୁ ଗ୍ରହ ମିତ୍ର ଗ୍ରହ ନା ?
@SaralajyotishasikhyaOdia
@SaralajyotishasikhyaOdia 2 жыл бұрын
ହଁ. ଶନି ଓ କେତୁ ପରସ୍ପର ମିତ୍ର ଗ୍ରହ ।
@dabanggmittu3539
@dabanggmittu3539 2 жыл бұрын
Sir Dayakari apana nka mobile number milipariba ki
@Akshat92945
@Akshat92945 5 ай бұрын
Graha ra Degree kemiti janiba, kuhantu....
@SaralajyotishasikhyaOdia
@SaralajyotishasikhyaOdia 5 ай бұрын
Next video comeing soon
@SaralajyotishasikhyaOdia
@SaralajyotishasikhyaOdia 5 ай бұрын
Next video comeing soon
@manoranjanmanoranjan4985
@manoranjanmanoranjan4985 Жыл бұрын
ପ୍ରତିକାର ବିଷୟରେ ଏପିସୋଡ଼ କରିବେକି
@SaralajyotishasikhyaOdia
@SaralajyotishasikhyaOdia Жыл бұрын
Pratikar ra video karajaichi . Channel page re vdo milijiba dekhantu.
@prasannakumarsamantaray2885
@prasannakumarsamantaray2885 Жыл бұрын
ଶନି ଙ୍କର 3,7,10 ମ ଦୃଷ୍ଟି ରହେ, କିନ୍ତୁ 5,7,10 ମ ଦୃଷ୍ଟି କୁହାଯାଇଛି କେଉଁଟି ଠିକ
@SaralajyotishasikhyaOdia
@SaralajyotishasikhyaOdia Жыл бұрын
ଶନିଙ୍କ 3,7,10 ଓ ରାହୁ, କେତୁ, ଗୁରୁଙ୍କ 5,7,9 କୁ ସଂପୂର୍ଣ୍ଣ ଦୃଷ୍ଟି ରହେ ।
@trynottolaugh1638
@trynottolaugh1638 2 жыл бұрын
Makar Rashi jeago karok graha kan
@laxmidhardas3981
@laxmidhardas3981 Ай бұрын
Sani nkar Pancham dristi na Trutiya dristi ? Keum ta thik ?
@SaralajyotishasikhyaOdia
@SaralajyotishasikhyaOdia Ай бұрын
Sani nka Trutiya dristi thay Pancham drusti thay nahi.
@subhakantadash5420
@subhakantadash5420 10 ай бұрын
Mithun radi 7/3 ra mane kn
@SaralajyotishasikhyaOdia
@SaralajyotishasikhyaOdia 10 ай бұрын
7/3 ମାନେ ହେଲା ପୁନର୍ବସୁ/ମିଥୁନ (ନକ୍ଷତ୍ର/ରାଶି)
@unique-hx2nu
@unique-hx2nu Ай бұрын
Sir pranam, mo putura ra jataka ti musa kati deichi adhajataka kharap heijaichi, ebe kan kara jaipariba kichi kahibe ki. Apananka utara apekhyare
@SaralajyotishasikhyaOdia
@SaralajyotishasikhyaOdia Ай бұрын
Au thare jataka tiaari kari diaantu. Hare Krishna 🌼
@satyanarayanpanda4844
@satyanarayanpanda4844 Жыл бұрын
Sani = 3,7,10
@bijayparida1005
@bijayparida1005 24 күн бұрын
ତୁମର ନମ୍ବର କାହିଁ
@SaralajyotishasikhyaOdia
@SaralajyotishasikhyaOdia 23 күн бұрын
Contact me ସଂପୂର୍ଣ୍ଣ ଜାତକ ବିଶ୍ଳେଷଣ 👉 - kzbin.info/www/bejne/nZ65oGyNd6p4h80 ଏହି ଭିଡିଓ ର description ରେ ମୋର WhatsApp ନମ୍ବର ମିଳିଯିବ । ସେହି ନମ୍ବର ରେ ଆପଣ contact କରନ୍ତୁ ।
@subhakantadash5420
@subhakantadash5420 10 ай бұрын
Angya mor gote prasna
@satyabratabehera1164
@satyabratabehera1164 2 жыл бұрын
Degree ta dekheileni sir. Ame kemti dekhibu
小蚂蚁会选到什么呢!#火影忍者 #佐助 #家庭
00:47
火影忍者一家
Рет қаралды 88 МЛН
Стойкость Фёдора поразила всех!
00:58
МИНУС БАЛЛ
Рет қаралды 7 МЛН
ДЕНЬ УЧИТЕЛЯ В ШКОЛЕ
01:00
SIDELNIKOVVV
Рет қаралды 3,9 МЛН
** ଜ୍ୟୋତିଷରେ ପଞ୍ଚାଙ୍ଗ ** PART- 01
14:30
Jyotisha re Jataka
Рет қаралды 13 М.
jataka kemiti tiarikariba PART -9 odia astrology class jiban Kumar Nayak
19:19
JM Bhakti Jay Mahabir Channel Jiban Kumar Nayak
Рет қаралды 40 М.
ଉଚ୍ଚ ନୀଚ୍ଚ ବିଚାର  PART-3
21:40
Jyotisha re Jataka
Рет қаралды 290 М.
ଗୃହ ଓ ଗୃହସ୍ୱାମୀ    PART-2
9:20
Jyotisha re Jataka
Рет қаралды 46 М.
Dark Reality Of Astrology | Science or Myth ? | Astrology Podcast | N18V
1:23:38
ଗ୍ରହମାଙ୍କର ଦୃଷ୍ଟି   PART-4
11:23
Jyotisha re Jataka
Рет қаралды 61 М.
Step-by-Step Guide to Reading your Astrology Chart/Kundli in Odia
22:49
小蚂蚁会选到什么呢!#火影忍者 #佐助 #家庭
00:47
火影忍者一家
Рет қаралды 88 МЛН