Jatra Singhabahini Title Full Song

  Рет қаралды 67,215

Jatra Singhabahini

Jatra Singhabahini

Ай бұрын

Welcome To Jatra Singhabahini
#jatra #jatrasinghabahini #odiajatra #jatraagana #jatralover #jatralover #jatrasong #jatraupdate
Singer - ହ୍ୟୁମାନ ସାଗର, ସତ୍ୟଜିତ ପ୍ରଧାନ,
ବିଷ୍ଣୁ ମୋହନ କବି,ରୂପକ ପରିଡା, ସଂଗ୍ରାମ ମହାନ୍ତି,
କରୁଣାକର, ଶକ୍ତି ମିଶ୍ର ,ସଞ୍ଜୁ ମହାନ୍ତି, ପଦ୍ମା, ସୁନିଲ,
ତନ୍ମୟ....
ସଂଗୀତ - ମିହିର ମହାନ୍ତି
ଗୀତିକାର - ଶାରଣାର ବିନ୍ଦ
କିଛି ସତ୍ୟ ଘଟଣା ରୁ ଆଧାରିତ...
Copyright Disclaimer : Under Section 107 Of The Copyright Act. 1976 Allowance ls Made For" Fair Use" For Propose Soch As Criticism " Comment News Reporting,Teaching , Scholarship ,And research " Fair Use ls A Use Permitted By Copyright Statute That Might Otherwise Be Infringing . Not Profit Education Or Personal Use Tips The Balance In Favor OF Fair Use.

Пікірлер: 320
@bishnucharansahoo1126
@bishnucharansahoo1126 25 күн бұрын
ଆମ ଓଡ଼ିଶା ରେ ପ୍ରସିଦ୍ଧ ଯାତ୍ରା ସିଂହବାହିନି ର ଟାଇ ଟେଲ୍ ଗୀତ କେମିତି ଲାଗୁଚି ମତାମତ ଜନାନ୍ତୁ
@aruntripathy6643
@aruntripathy6643 5 күн бұрын
ବହୁତ ହୃଦୟ ସ୍ପର୍ଶ କରୁଚି ମୋର ଗୋଟେ ଛୋଟ ଅନୁରୋଧ ଯଦି କାର୍ଟୁନ୍ ପରିବର୍ତ୍ତେ ଛୋଟ ପିଲା କିଛି ଗୁଣ୍ଡା ମାନକୁ ନେଇ ରିଅଲ ସୁଟିଂ ହୋଇଥିଲେ ଆହୁରି ସରସ ସୁନ୍ଦର ହୋଇଥାନ୍ତା। ଏହି ଷ୍ଟୋରି ପରି ଗୋଟେ ନାଟକ ଲେଖା ଯାଉ।ରାମ ନାମ ସତ୍ୟ ହେ ସେହି ଜାଗାରେ ଗୋଟେ କୋକେଇ ର ଆବଶ୍ୟକତା ଥିଲା ଛାଡ ଯାହା ମତାମତ ଦେଲି ମୋର ବେକ୍ତିଗତ।
@tophanbarik09
@tophanbarik09 Ай бұрын
ଆଣପଙ୍କ ପ୍ରୟାସ ଅତୁଳନ୍ୟ ଅଟେ ସତ ଘଟଣା ଉପରେ ଆଧାରିତ ସମସ୍ତ ଯାତ୍ରା ସିଂହ ବାହିନୀ କଳା କାର ମାନଙ୍କୁ ଏବଂ ଟିମ ମେମ୍ବରଙ୍କୁ ବହୁତ ବହୁତ ଧନ୍ୟବାଦ , ଶାଲୁଟ 🥰🥰🔥🔥❤️
@papumami
@papumami Ай бұрын
Kie e ଗୀତକୁ full dekhila କେମିତି ଲାଗିଲା ମତମତ ଦିଅନ୍ତୁ ଜୟ ମାତା ଦି 😢😢😢
@pravasswain9744
@pravasswain9744 Ай бұрын
Bahut bhala lagila Gita ti
@abhayaswain4349
@abhayaswain4349 Ай бұрын
ବହୁତ୍ ବହତ୍ ଧନ୍ୟବାଦ୍ ଆପଣଙ୍କୁ, ଆପଣ ଗୋଟେ ଗୀତ ଭିତରେ ସବୁ କିଛି ଦେଇଦେଇଛନ୍ତି , ଆକୁ ଦେଖିଲେ ଲାଗୁଚି କି ଫିଲ୍ମ ଦେଖିଲା ଭଳି, ଧନ୍ୟବାଦ୍ ଭାଇ। ଜୟ ମା ସିଂହ ବାହିନୀ 🙏
@mrjiluacomedy8767
@mrjiluacomedy8767 Ай бұрын
ମୁଁ କେବେ ଭାବି ନ ଥିଲି ଏତେ ସୁନ୍ଦର ଗିତ ଆସିବ ବୋଲି
@Meher769
@Meher769 Ай бұрын
ଯାତ୍ରା ଜଗତର ନୂଆଁ ଏକ ଅବଦାନ, ଯାତ୍ରା ସିଂହବାହିନୀ ଯାତ୍ରାଅନୁଷ୍ଟାନ, ❤❤❤ ଜୟ ମାଁ ସମଲେଇ 🪔🙏🏻🙏🏻...
@jatrasinghabahini.
@jatrasinghabahini. Ай бұрын
Jaya maa samaleyi
@dsbworldcreative.1820
@dsbworldcreative.1820 Ай бұрын
ଅତି ସୁନ୍ଦର 👌🏻👌🏻ଭାବରେ ବର୍ଣ୍ଣିତ ହେଇଥିବାର ଆମ୍ଭେମାନେ ଖୁସି ଅନୁଭବ କରୁଛୁ . ସେଥିପାଇଁ ଯାତ୍ରା ସିଂହବାହିନୀ ପରିବାରକୁ ସ୍ୱାଗତ ଜଣାଉଛି 🙏🙏🙏
@jatrasinghabahini.
@jatrasinghabahini. Ай бұрын
ଧନ୍ୟବାଦ ଭାଇ
@udaykumarsahoo1491
@udaykumarsahoo1491 Ай бұрын
ମା ସିଂହ ବାହିନୀ ଯାତ୍ରା. ଆମ ଉତ୍ତର ବାଲେଶ୍ୱର ନୁହେଁ ସାରା ଓଡିଶା ନୁହେଁ ସାରା ଭାରତ ରେ ସୁନାମ ଅର୍ଜନ କରୁ ସେହି ଜଗତ ମୟୀ ଜଗତ ଜନନୀ ମା ସିଂହ ବାହିନୀ ପଦ ପଦ୍ମ ରେ ଅନନ୍ତ କୋଟି ଭାବ ଭରା ନମସ୍କାର 🙏🙏🙏🙏🙏
@jatrasinghabahini.
@jatrasinghabahini. Ай бұрын
Thank u bhai
@djmaheshbhadrak
@djmaheshbhadrak Ай бұрын
ଯେମିତି ଗୀତ କରିଛନ୍ତି ସେମିତି ଗୋଟେ ଏମାନଙ୍କୁ ନେଇକି ନାଟକ କରନ୍ତୁ ଆଉ ସେଥିରେ ବି ଯେତିକି ମନ୍ତ୍ରୀ ଆଉ ରାଜନୀତି କରିକି କେଶ ବନ୍ଦ କରିଥିବା ଲୋକକୁ ନାଟକରେ ଦେଖାଅ ଆଉ ସେ ନାଟକ ଦେଖିକି ଲୋକ ବୁଝନ୍ତୁ ଆଉ ଠିକ ଲୋକ ବାଛି ଭୋଟ ବି ଦିଅନ୍ତୁ, ଧନ୍ୟବାଦ ଏ ଗୀତ KZbin re ଛାଡ଼ିଥିବାରୁ
@narendrasahoo9359
@narendrasahoo9359 Ай бұрын
Hm bhai right Katha kahichanti
@sanjaykumarbehera-cq6fj
@sanjaykumarbehera-cq6fj Ай бұрын
Hmm bhai
@ashiskumar3117
@ashiskumar3117 Ай бұрын
Natya samrat prithviraj re asuchi semiti nataka apekhya karantu odisha ra mukhya matri rani panda se main focus choro neta mane target hebe
@Sahoo.odia.vlog.
@Sahoo.odia.vlog. 10 күн бұрын
ହ ଠିକ୍ କଥା ଓଡ଼ିଶା ରେ ସେଇ ଭଳି ବିଷୟ ବସ୍ତୁ ଉପରେ ଯାତ୍ରା ପରିବେଷଣ କରାଯାଉ ଯାହାକୁ ଦେଖି ଦର୍ଶକ ଶିକ୍ଷା କରିବେ ଓ କାମରେ ଲଗାଇବେ
@manasranjanparida9695
@manasranjanparida9695 Ай бұрын
2024 ghatiba jatra singhabahini....100 100 kheliba..... Ae song.....
@jatrasinghabahini.
@jatrasinghabahini. Ай бұрын
Jay maa singhabahini
@srikantakumarrout3217
@srikantakumarrout3217 2 күн бұрын
Hnnnn
@srikantakumarrout3217
@srikantakumarrout3217 2 күн бұрын
​@@jatrasinghabahini.Jay maa singha bahini
@sibasankarmurmu5203
@sibasankarmurmu5203 Ай бұрын
"ଏଇଟା ମୋର କର୍ମ ଫଳ" ନାଁ ରେ ଗୋଟେ ନାଟକ ତିଆରି ହେଉ ଯାହା"thank God" Bollywood movie ପରି ହୋଇଥିବ 🙏🙏🙏🙏 ବହୁତ୍ ସୁନ୍ଦର୍ ଗୀତ
@krushnachandradas6408
@krushnachandradas6408 9 күн бұрын
I salute the Novel Thoughts behind this Intro Song... Thanks to all Team members of this song. This Song is a Remark of Odia Proverb " ଗାଁ ପରିମଳ ଧୋବା ତୁଠରୁ ".... So, Wish you all the best Jatra Singhbahini...,..
@sumantadas8177
@sumantadas8177 Ай бұрын
ଯାତ୍ରା ଇତିହାସରେ ନୂତନ ଅଧ୍ୟାୟ ସୃଷ୍ଟି କରିବ ଯାତ୍ରା ସିଂହବାହିନୀ
@jatrasinghabahini.
@jatrasinghabahini. Ай бұрын
Jay maa singhabahini
@sumantadas8177
@sumantadas8177 Ай бұрын
ଅତି ସୁନ୍ଦର ଜୟ ମା ସିଂହବାହିନୀ
@SudhanshuMishra-ez7mb
@SudhanshuMishra-ez7mb Ай бұрын
ସଙ୍ଗୀତ ବହୁତ ଭଲ ହୋଇଛି କିନ୍ତୁ ଯାତ୍ରା ର ଜଣେ ନିୟମିତ ଦର୍ଶକ ଭାବରେ ମୋର ଯାତ୍ରା ର ପ୍ରଥମ ସଙ୍ଗୀତ ହିସାବ ରେ ହୃଦୟ ସ୍ପର୍ଶୀ ହୋଇ ପାରିଲା ନାହିଁ ଯାତ୍ରା ମାନେ ପ୍ରଥମେ ହେଲା ମନୋରଞ୍ଜନ ପରେ କାହାଣୀ ପ୍ରଥମ ସଙ୍ଗୀତ ଯଦି ମନ ଭାଙ୍ଗିଦେଲା ତାହାଲେ......
@SantoshSwain-lc7ot
@SantoshSwain-lc7ot Ай бұрын
ଅତି ସୁନ୍ଦର ପ୍ରୟାସ କରିଥିବାରୁ ଯାତ୍ରା ମା ସିଂହ ବାହିନୀ ର ସମସ୍ତ ପରିବାରକୁ ମୋର ଆନ୍ତରିକ ଶୁଭେଚ୍ଛା...। 🙏
@jatrasinghabahini.
@jatrasinghabahini. Ай бұрын
Thank u bhai
@pradiptasahoo1604
@pradiptasahoo1604 Ай бұрын
ମହାଶୟ ଗୀତ ଟି ଭଲ ହୋଇଛି କିନ୍ତୁ ଆଉ ଟିକେ ଭଲ ହେଇପାରିଥାନ୍ତା ଏହା ମୋର ବ୍ୟକ୍ତିଗତ ମତ.... ଯେହେତୁ ଓଡ଼ିଆ ଯାତ୍ରା ଏକ ଆମ ଲୋକ କଳା ଏବଂ ଆମ ଐତିହ୍ୟ ତେଣୁକରି ଓଡ଼ିଶାର ସବୁ ଜିଲ୍ଲାର କିଛି କିଛି ନିଜସ୍ୱ କଳାକୁ ସ୍ଥାନିତ କରାଗଲେ ମୁଁ ଭାବୁଛି ଯାତ୍ରା ସିଂହବାହିନୀ ଗୋଟେ ସବୁ ଯାତ୍ରା ପାଟି ଠାରୁ ଟିକେ ନିଆରା ଦୁନିଆରେ ପାଦ ପକେଇ ପାରିବ ଏବଂ ଖାଲି ଓଡିଶା କାହିଁକି ବିଶ୍ୱଦରବାର ରେ ବି ତାର ଗୋଟେ ଜାଗା ଟେ ସେ ତିଆରି କରି ପାରିବ.... ମୋର ଏଇ ଛୋଟିଆ ପ୍ରୟାସ ରେ ଯଦି କିଛି ଭୁଲ ରହିଯାଇଛି କ୍ଷମା କରିଦେବେ 🙏ଜୟ ଜଗନ୍ନାଥ, ଜୟ ମା ସିଂହବାହିନୀ
@jatrasinghabahini.
@jatrasinghabahini. Ай бұрын
Thank u
@Rajibgaming24
@Rajibgaming24 Ай бұрын
Kanha ଭାଇ କୁ ଗୋଟେ ନୁଆ ରୂପରେ ଅବତରିତ କରନ୍ତୁ ଆଉ ବାଲେଶର ରେ ଅପେରା ପଡ଼ିଲେ ବାଲେଶରିଆ ଭାଷା ବ୍ୟବହାର କର
@sarojkumarpradhan5257
@sarojkumarpradhan5257 Ай бұрын
No pura odia re haba dar kar okkk
@user-ef5lr1hl6u
@user-ef5lr1hl6u Ай бұрын
Tu banda kie be...odia only odia...kichi baleswaria nahi ki cuttakia nahi....
@Rajibgaming24
@Rajibgaming24 Ай бұрын
@@user-ef5lr1hl6u tu tike pagal ki mu kahili balasore re
@user-ef5lr1hl6u
@user-ef5lr1hl6u Ай бұрын
Balasore ta kn odisha bahare
@user-ef5lr1hl6u
@user-ef5lr1hl6u Ай бұрын
@@Rajibgaming24 chodipuo tu bodhe balasore ku odisha ru alaga karisariluni
@preetamdashlilan571
@preetamdashlilan571 Күн бұрын
Bahut sunder heichi
@pkentertainments8721
@pkentertainments8721 Ай бұрын
ମାଆ ସିଂହ ବାହିନୀ ଯାତ୍ରା ର ବହୁତ୍ ସୁନ୍ଦର ଲାଗୁଚି ଟାଇଟଲ ଗୀତ❤❤
@Sahiljenaofficial007
@Sahiljenaofficial007 9 күн бұрын
ଆପଣ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଏମିତି ଏକ ପ୍ରୟାସ କରିଥିବା 🥲🙏 ଯାତ୍ରା ସିଂହ ବାହିନୀ ଏମିତି ଆଗକୁ ଯାଉ ଆଉ ନାଆ କରୁ ଏତିକି ପ୍ରଭୁ ଜଗନ୍ନାଥଙ୍କ ନିକଟ ରେ ମୋର ପ୍ରାଥନା🙌🙌🙌
@soubhagyabehura5309
@soubhagyabehura5309 Ай бұрын
Bahut badhia heichi ❤❤❤❤
@jatrasinghabahini.
@jatrasinghabahini. Ай бұрын
Thank u bhai
@Rajibgaming24
@Rajibgaming24 Ай бұрын
Kanha ଭାଇ ର ମୁଁ ବହୁତ ବଡ଼ fan ତେଣୁ ଭାଇ ଠୁ ଯେତିକି ଆଶା ଅଛି ମୋର ଭଙ୍ଗିବେ ନାହିଁ please
@Sahiljenaofficial007
@Sahiljenaofficial007 9 күн бұрын
Love you kanha bhai and tiki dii❤
@BIKASHKUMAR-mw2hz
@BIKASHKUMAR-mw2hz Ай бұрын
Super.....heichi..... ଆଖି ରେ ଲୁହ ଆସିଗଲା😢😢😢😢😢
@jatrasinghabahini.
@jatrasinghabahini. Ай бұрын
Thank u
@sushantaboitai5002
@sushantaboitai5002 Ай бұрын
ବହୁତ୍ ଧନ୍ୟବାଦ୍ ଏ ଭଳି ଯାତ୍ରା ଅନୁଷ୍ଠାନ ପାଇଁ ଯିଏ ସମାଜ କୁ ଜାଗ୍ରତ କରୁଛି
@dusmantadas462
@dusmantadas462 Ай бұрын
Jatra jagatare first time ate sundar Gita kara jaichi❤️
@jatrasinghabahini.
@jatrasinghabahini. Ай бұрын
Thank u bhai
@bnkp6657
@bnkp6657 Ай бұрын
ସତରେ ହୃଦୟ କୁ ଛୁଇଁ ଗଲା ସାର୍,ଦର୍ଶକଙ୍କୁ ନିଶ୍ଚିନ୍ତ ଆନମନା କରିବ
@jatrasinghabahini.
@jatrasinghabahini. Ай бұрын
Thank u bhai
@Niranjansahoo249
@Niranjansahoo249 11 күн бұрын
ଯାହା ହେଉ ଏତେ ଦିନପରେ ଗୋଟେ ଭଲ ପ୍ରୟାସ କରିଲେ ଯାତ୍ର indarsti ଭଗବାନ ଜୟ ଶ୍ରୀ ଜଗନ୍ନାଥ ଭଲରେ ରଖନ୍ତୁ ଆପଣ କ ପାଟି ଭଲ ଚାଲିବ ଜୟ ଶ୍ରୀ ଜଗନ୍ନାଥ
@PrakashKumar-po5jj
@PrakashKumar-po5jj 12 күн бұрын
Jay Maa Druga 🙏🙏🙏
@drchandansahoo
@drchandansahoo Ай бұрын
First time a different type of introduction melody with values to current social issues mixed with culture.hope this type of different flavour will be seen in the main natak story ..
@jogeshwarvlogs6015
@jogeshwarvlogs6015 Ай бұрын
ବସ୍ତାରୁ କେଉଁମାନେ ଦେଖୁଛନ୍ତି ଲାଇକ୍ କର
@PrakashKumar-po5jj
@PrakashKumar-po5jj 12 күн бұрын
Jahara Gita Ete Sundar Ta Jatra Kan Na Heithiba ma
@PrafullaNayak-xx8my
@PrafullaNayak-xx8my 15 күн бұрын
Song bhala heichhi je hele gote mistake karidele sir mamita meher case
@ramyaranjanmohanty5533
@ramyaranjanmohanty5533 Ай бұрын
Jatra industry one of the best title song❤
@jatrasinghabahini.
@jatrasinghabahini. Ай бұрын
Thank u bhai
@BiswaranjanBiswa-ws2mq
@BiswaranjanBiswa-ws2mq 10 күн бұрын
Mu party nihati dekhibi kebal tital song pani
@debendraparida4527
@debendraparida4527 Ай бұрын
Best jatra party jatra singhabahini
@user-cx4mp5tw9d
@user-cx4mp5tw9d 13 күн бұрын
Jay maa singhabahini❤🎉
@Sibangi786
@Sibangi786 Ай бұрын
Ma singha bahini nka kruparu ehi jatra anusthan odisha re no1 heu . Jay maa durga.
@jatrasinghabahini.
@jatrasinghabahini. Ай бұрын
Jay maa durga
@Sanjaykingboy-ze8gq
@Sanjaykingboy-ze8gq Ай бұрын
ଅତି ସୁନ୍ଦର୍ ଗୀତ ଜୟ ମା ସିଂହବାହିନୀ,🙏🙏🙏
@krishnarao1075
@krishnarao1075 10 күн бұрын
ବହୁତ ସୁନ୍ଦର ହେଇଛି ଏହି ଗୀତ
@jkdas-py9bn
@jkdas-py9bn Ай бұрын
Odisha ra kathaku title song re darsaithiba no 1 jatra bahut vala chaliba . Jay sriram
@jatrasinghabahini.
@jatrasinghabahini. Ай бұрын
Thank u
@professionalsound814
@professionalsound814 Ай бұрын
ନବୀନ ଆଉ ମୋଦି ଯୁଗ ଏଠୀ ଆହୁରି ଅତ୍ୟାଚାର,ନାରୀ ନିର୍ଯାତନା ହେବ
@professionalsound814
@professionalsound814 Ай бұрын
ସମୟ ଅଛି ସମସ୍ତେ ସୁଧୁରିଯାଇ ସଠିକ୍ ବାଟରେ ଚାଲ
@professionalsound814
@professionalsound814 Ай бұрын
ଏହି ପରି ନିର୍ଯାତନା କରୁଥିବା ଲୋକ ବି ଏହି video ଦେଖୁଥିବେ ଥରୁଟିଏ ନିଜ ପରିବାର ଆଉ ନିଜ ମା ଭଉଣୀ କଥା ଭାବ ଆଉ ଭିଡିଓ କୁ ଅଧିକ ରୁ ଅଧିକ share କର
@professionalsound814
@professionalsound814 Ай бұрын
ଯେଉଁ ଯାତ୍ରାର ଏତେ ସୁନ୍ଦର ଟାଇଟଲ ସଙ୍ଗ ହେଇପାରେ ସେହି ଯାତ୍ରାର ନାଟକ କେତେ ସୁନ୍ଦର ଆଉ ତୁଲନିୟ ହେଇଥିବା
@Bapiprakash_mayurbhanjia
@Bapiprakash_mayurbhanjia Ай бұрын
Asuchi durga puja re amo gaon.......
@susantpradhan7001
@susantpradhan7001 11 күн бұрын
Bahut sundar lekha satya katha ku nei geeta ti drusya ku dekhai satya loka Kishan ku anithibaru aneka aneka dhannya baad
@srikshetra5967
@srikshetra5967 Ай бұрын
Song re bhauta kichi achi 😢 heart' touching song 😢 bhauta bahla lagila...
@ashishkumarmaharana143
@ashishkumarmaharana143 Ай бұрын
Jete Jaha Hele Bi Eastern Opera Ra Ro Title Song Sabuthu Best Thila❤
@mithunnayak1991
@mithunnayak1991 Ай бұрын
😅😅😅
@jibanpop4877
@jibanpop4877 14 күн бұрын
Pora real story re heichi bhala lagila pura hrudya chuin gala......❤❤❤❤
@balarampratap972
@balarampratap972 Ай бұрын
Mind-blowing title song 👍 Jay maa singhabahini 🙏🙏🙏
@jatrasinghabahini.
@jatrasinghabahini. Ай бұрын
Thank u
@bhagabanbehera2800
@bhagabanbehera2800 10 күн бұрын
Super titel song
@SingerBidusmitasahoo
@SingerBidusmitasahoo Ай бұрын
Bahut badhiya singbhani jatra Top re rahiba
@debashisdas9866
@debashisdas9866 Ай бұрын
Aye barsha market ghanti ba jay maa singha bahini🙏
@subashsahoo3527
@subashsahoo3527 Ай бұрын
ଯାତ୍ରା ସିଙ୍ଗବାହିନୀ ଲୋକ କଳା ଆଦିମାନବ ସସ୍କୁତି ଆରମ୍ଭ ସେହିପରି ମହାପ୍ରଭୁମାନଙ୍କ ଶକ୍ତିପୀଠ ଦେଇଥିଲେ ବହୁତ ଭଲ ହୋଇଥାନ୍ତା କିନ୍ତୁ ଯାତ୍ରା ବିଷୟ ଭଲ ଲେଖକ ଉପରେ ଗୁରୁତ୍ବ ଦିଅନ୍ତୁ ଆଗାମୀ ଦିନରେ ଆଗକୁ ଆଗକୁ ମାଡିଚାଲ ଜୟ ଶ୍ରୀ ରାମ 🙏
@user-by7by6jp1n
@user-by7by6jp1n Ай бұрын
Viree viree nice good ଜୟ ଜଗନ୍ନାଥ, ଯାତ୍ରା
@santoshkumarpradhan8402
@santoshkumarpradhan8402 Ай бұрын
ଜୟ ଜଗନ୍ନାଥ ଚଳିତ ବର୍ଷର ଏହି ଗୀତ ଶୁଣି ପରେ ସତେ ରେ ଦିଲେସେ ନମେସ୍ତେ
@PrakashKumar-po5jj
@PrakashKumar-po5jj 12 күн бұрын
Bhala Lagila
@dusmanta2005
@dusmanta2005 Ай бұрын
Hruday sparshi gito ti ye❤️
@jatrasinghabahini.
@jatrasinghabahini. Ай бұрын
Thank u
@Sibangi786
@Sibangi786 Ай бұрын
Ehi gitatiku back screen chaliba sahita stage re perform karile bahut bhala lagiba . Eita mo personal mata . Jay maa singhabahini
@jatrasinghabahini.
@jatrasinghabahini. Ай бұрын
Ok bhai
@HimansuBehera-th8ph
@HimansuBehera-th8ph 12 күн бұрын
Very nice song
@goldenmusicangul9892
@goldenmusicangul9892 Ай бұрын
ଏ ବର୍ଷ ର ସବୁଠାରୁ ବଡ ଯାତ୍ରା ପାର୍ଟି ମା ସିଂହବାହିନୀ
@Sahiljenaofficial007
@Sahiljenaofficial007 9 күн бұрын
All the best jatra singha bahini ❤👍
@mamatamalij1995
@mamatamalij1995 6 күн бұрын
I like this title
@anantabehera9467
@anantabehera9467 Ай бұрын
ଅତି ସୁନ୍ଦର
@ashishkumarpanda606
@ashishkumarpanda606 29 күн бұрын
year ta serial wise heithile bhala heithanta au ending msg ta bhala heba darkar
@chotadon3056
@chotadon3056 Ай бұрын
Best lyrics ever........ Salute to writer
@ranjanshorts592
@ranjanshorts592 Ай бұрын
Bahut Badhia Heichi Dong ti Mane Kahiba pai kichi Bhasa nahi Wow Mind blowing Jatra Song.... 😘
@jatrasinghabahini.
@jatrasinghabahini. Ай бұрын
Thank u for your love 💗
@umeshjena5495
@umeshjena5495 8 күн бұрын
Super
@chittaranjanbehera982
@chittaranjanbehera982 Ай бұрын
Kichhi manisa nkara a Gita suniki bahut poduthiba...
@AshutoshSilu
@AshutoshSilu Ай бұрын
Really, Jatra Title song to bahut Higher level heichi. Asa karuchi Jatra Title song Bhali Jatra B semiti higher level re haba. Jay Maa Singha Bahini
@jatrasinghabahini.
@jatrasinghabahini. Ай бұрын
Thank u brother 😊
@alokparhi2062
@alokparhi2062 Ай бұрын
Jay singhabahini
@bhagyashreepanda7782
@bhagyashreepanda7782 Ай бұрын
BJD and Congress ra swarnima juga ku gita madhyama re abatarana kari thibaru Lyricist ku aneka aneka dhanyabad..
@musicandmasti2699
@musicandmasti2699 Ай бұрын
ଗୀତ ବହୁତ୍ ଭଲ ଲାଗିଲା ହୃଦୟ ରୁ ସଲାମ ଏମିତି ଗୀତ ପାଇଁ କିନ୍ତୁ ଏହାକୁ ନେଇ titel song ମିଶୁନି ଏଇଟା ଅଲଗା ରଖି ଥାଆନ୍ତା ରେକର୍ଡ ଡାନ୍ସ ମଝିରେ add କରିଥାନ୍ତ ଆଉ ସିଂହ ବାହିନୀ ଟାଇଟଲ ଗୀତ ଅନ୍ୟ କିଛି ଗୋଟେ ପରେ ଗୋଟେ ନୂଆ ଝଲକ ଭଳି ବନେଇ ଥାଆନ୍ତ କିନ୍ତୁ ସେମିତି କିଛି ମିଳିଲାନି ଦୟାକରି ଧ୍ୟାନ ଦିଅନ୍ତୁ କିନ୍ତୁ ଏ ଗୀତ ଲେଖିଥିବା ଲୋକ କୁ ସଲାମ ଅତି ସୁନ୍ଦର୍ ❤❤🎉
@padminee__official6269
@padminee__official6269 Ай бұрын
Heart touching song 😢
@satrughnapradhan745
@satrughnapradhan745 22 күн бұрын
D.Krisha Sir I am waiting
@roshannath573
@roshannath573 Ай бұрын
Bahut badhia heaichi ... Aakhi ru luha bhari gala
@atmanytimemasti3565
@atmanytimemasti3565 Ай бұрын
Heartouching so emotional ❤
@SatyabrataMohanty-ze9nb
@SatyabrataMohanty-ze9nb Ай бұрын
Maa durgankra au kichhi katha heithile bhala heithanta
@MahalaMandaa
@MahalaMandaa Ай бұрын
ବଢିଆ ହେଇଚି 😢
@ranjankumarjena8475
@ranjankumarjena8475 11 күн бұрын
Love you sir akhiru luha asigala
@adikandaroutodiachannel609
@adikandaroutodiachannel609 Ай бұрын
ଅତି ସୁନ୍ଦର song, Jay jaganntha sir 🙏🙏
@jatrasinghabahini.
@jatrasinghabahini. Ай бұрын
Thank u 🙏
@SouravkumarSahoo
@SouravkumarSahoo Ай бұрын
Heart ♥ touching...
@nitenkumarmohanta9868
@nitenkumarmohanta9868 Ай бұрын
ବହୁତ ବଢିଆ ହେଇଛି ଟାଇଟେଲ ଗୀତ🎉❤
@jatrasinghabahini.
@jatrasinghabahini. Ай бұрын
Tq
@rakeshparida9686
@rakeshparida9686 Ай бұрын
Khichi nua dekhibaku milila jatra jagatare amiti amiti agaku madichala jay maa singhabahani.jay jagannath 2024-25 super duper hit hau
@jatrasinghabahini.
@jatrasinghabahini. Ай бұрын
Jay maa singhabahini
@subhasisjena6403
@subhasisjena6403 Ай бұрын
ସମସ୍ତ ଓଡ଼ିଶା ବାସୀ ଜାଗ୍ରତ ହୁଅ ଏ ଗେଣ୍ଡା ଦଳକୁ ଓଡ଼ିଶା ରୁ ହଟେଇ ଦିଅ 🙏
@sunilkumarsahoo9882
@sunilkumarsahoo9882 Ай бұрын
ବହୁତ ଭଲ ଲାଗୁଛି 🙏🙏
@jatrasinghabahini.
@jatrasinghabahini. Ай бұрын
Thank u bhai
@gouraharidas1313
@gouraharidas1313 Ай бұрын
Saranabinda Kalama munaru bahut sundar lekha ase
@sagarkumarnayak978
@sagarkumarnayak978 Ай бұрын
Best starting concept for ever in Jatra Industry
@jatrasinghabahini.
@jatrasinghabahini. Ай бұрын
Thank u bhai sabu se maa nka krupa
@SoumyaRanjanBarik-vw9sr
@SoumyaRanjanBarik-vw9sr Ай бұрын
ଯାତ୍ରା ଦରବାର ରେ ଚହଳ ସୃଷ୍ଟି କରିବ ଯାତ୍ରା ସିଂହ ବାହିନୀ। ଟାଇଟଲ song ଟି ଅତ୍ୟନ୍ତ ଉଚ୍ଚକୋଟୀର ଓ ଗୀତଟିର ସଂଯୋଜକ ଚମତ୍କାର ଜୟ ଜଗନ୍ନାଥ ଜୟ ମା ସିଂହ ବାହିନୀ
@jatrasinghabahini.
@jatrasinghabahini. Ай бұрын
Sabu sei maa nkara krupa 😊
@prasadaswain4441
@prasadaswain4441 Ай бұрын
Bhai 24-25 re konark festival re camp achhi ki ?
@JatraAmbika
@JatraAmbika Ай бұрын
Beautiful a unique thing coming soon and jatra ambika team sure meet jatra singhabahini family ❤ #JatraAmbika
@jatrasinghabahini.
@jatrasinghabahini. Ай бұрын
Thank u for love and support.. singhabahini family waiting for u ,
@devpradhan4655
@devpradhan4655 Ай бұрын
Supr........ song ❤maa singhabahini
@jatrasinghabahini.
@jatrasinghabahini. Ай бұрын
Jay maa singhabahini
@sudarshandassudarshandas
@sudarshandassudarshandas Ай бұрын
Bahut vala 🎉khana bhai au tiki apa achi jatra hit haba Jay maa singa bahini
@jatrasinghabahini.
@jatrasinghabahini. Ай бұрын
Jay maa singhabahini
@earningSpike
@earningSpike Ай бұрын
Sabuthu bhalo aau Sundar consept .... without hate ..🫡 selute boss
@rasmiranjan7452
@rasmiranjan7452 Ай бұрын
ବହୁତ ସୁନ୍ଦର ❤️❤️
@sunilbehera3907
@sunilbehera3907 Ай бұрын
Bhai music bhala laguchi hala jatra singhabahini ra title song starting song pari laguni
@gourabkumar1200
@gourabkumar1200 Ай бұрын
Jay maa Singhabahini 🙏🙏🙏
@SBmusic-ts8yd
@SBmusic-ts8yd Ай бұрын
ଯଦି ଆପଣ ମତେ ସଯୋଗ ଦେବେ ମୁ ଗୋଟିଏ ବହୁତ ସୁନ୍ଦର ଗୀତ ଆପଣ ଙ୍କ ପାଇଁ ଲେଖିଛି
@satrughnapradhan745
@satrughnapradhan745 22 күн бұрын
Nice title song By Yatra Sighabahini Ama Anchal ku asiba ki nai ke jane Bargarh Dist
@paramanandabindhani1978
@paramanandabindhani1978 Ай бұрын
Beautiful song ❤❤❤
Tom & Jerry !! 😂😂
00:59
Tibo InShape
Рет қаралды 62 МЛН
1❤️
00:17
Nonomen ノノメン
Рет қаралды 12 МЛН
When You Get Ran Over By A Car...
00:15
Jojo Sim
Рет қаралды 12 МЛН
EASTERN BANDANA | THEME SONG EASTERN OPERA | EASTERN MEDIA ENTERTAINMENT
10:08
Eastern Media Entertainment
Рет қаралды 345 М.
BHAJAN ANTAKHYARI EP167 - 07 FEB 2016
51:04
Prarthana TV
Рет қаралды 730 М.
Rajaniti Re Politics: Registration For Subhadra Yojana
19:36
Kanak News
Рет қаралды 2,6 М.
Телега - hahalivars
0:55
HAHALIVARS
Рет қаралды 1,9 МЛН
Only Harley Quinn doesn't dislike the Joker's shortcomings#joker #shorts
0:17
Телега - hahalivars
0:55
HAHALIVARS
Рет қаралды 1,9 МЛН