ଆଜି(01.02.2025) ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ ଦର୍ଶନ | Today's Mangala Alati Darshana | JAY JAGANNATH TV

  Рет қаралды 13,819

JAY JAGANNATH TV

JAY JAGANNATH TV

Күн бұрын

Пікірлер: 663
@SagarikaNayak-me2ph
@SagarikaNayak-me2ph 11 сағат бұрын
ବାବା, ମା ତୁମ ପାଦ ପଦ୍ମ ରେ ମୋର ଅନନ୍ତ କୋଟି ଦଣ୍ଡବତ ପ୍ରଣାମ, ପ୍ରଭୁ ତୁମ ଛଡ଼ା କିଏ ଅଛି, ଭଲ କରିଦିଅ ପ୍ରଭୁ ମୋତେ❤❤❤❤
@bhubanranjandash7017
@bhubanranjandash7017 11 сағат бұрын
ଜୟ ଜୟ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ
@krushnaprasadmohanta4308
@krushnaprasadmohanta4308 11 сағат бұрын
🙏 Jai JAGANNATH Swamy 🧡🧡 Nayana Pathagamy Bhabatume... 🪔 Jai Jai Sri JAGANNATH 🙏❤️🙏
@bhabanisankarbal9293
@bhabanisankarbal9293 10 сағат бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ମଣିମା 🌺🙏🙏🙏🚩🛕⭕‼️⭕ ମହାପ୍ରଭୁ ତୁମ ପାଦତଳେ ରଖମଣିମା ଏଗରିବକୁ ସାହା ଭରଷା ହୁଅ କାଳିଆ ସାଆନ୍ତ ମୋକଳାଠାକୁର
@purnachandrasahu6785
@purnachandrasahu6785 11 сағат бұрын
ଗୁହାରି ଶୁଣ ଭଗବାନ ❤👏👏
@renuka-e1n
@renuka-e1n 12 сағат бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ବଳଭଦ୍ର ଜୟ ଶ୍ରୀ ସୁଭଦ୍ରା ମାତା ଜୟ ଶ୍ରୀ ସୁଦର୍ଶନ ଜୟ ମା ମହାଲକ୍ଷ୍ମ ସମସ୍ତଙ୍କୁ ଭଲରେ ରଖନ୍ତୁ ମୋ ମହାପ୍ରଭୁ 🙏🙏🙏🙏🙏🙏
@maabhagabatividyamandir2400
@maabhagabatividyamandir2400 12 сағат бұрын
ଜୟ ବାବା ପତିତପାବନ ଦେବାୟ ନମଃ 🙏
@Ranjitjally-d4m
@Ranjitjally-d4m 11 сағат бұрын
ଆହା କି ସୁନ୍ଦର ଆମ ମହାପ୍ରଭୁ ହେ ମଣୀମା ତୁମର ଏଦିଵ୍ୟମୁର୍ତ୍ତି ସଦାସର୍ବଦା ଏ ନେତ୍ରରେ ଝଲସୁଥାଉ ମହାବାହୁ ଆଉ କିଛି ମାଗୁନି ମଣିମା ଖାଲିତୁମ କୃପା ଲୋଡା ଠାକୁରେ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭାବତୁମେ ⭕❗⭕🛕🛕🛕🌷🌷🌷🙏🙏🙏
@satyaranjandas1253
@satyaranjandas1253 8 сағат бұрын
|| ଜଗନ୍ନାଥଃ ସ୍ୱାମୀ ନୟନପଥଗାମୀ ଭବତୁ ମେ ||
@subhashreepradhan8198
@subhashreepradhan8198 11 сағат бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ⭕‼️⭕🙏🙏🙏 ପ୍ରଭୁ ମୋ ଜଗନ୍ନାଥ 🙏🙏🙏 ଜଗତର କଲ୍ୟାଣ କର ମହାପ୍ରଭୁ 🙏🙏🙏
@nabinbaisakha1454
@nabinbaisakha1454 12 сағат бұрын
ଜୟ ଜଗନ୍ନାଥ ହେ ପ୍ରଭୁ ହେ ଭଗବାନ ହେ ନାରାୟନ
@Satyapriya.Das1
@Satyapriya.Das1 11 сағат бұрын
ହେ କୋଟି ବ୍ରହ୍ମାଣ୍ଡର ମହାନାୟକ,,ପରମ ଦୟାଳୁ ପୁରୁଷୋତ୍ତମ,, ଅଖିଳ ବ୍ରହ୍ମାଣ୍ତ ପତି ,,,,ତୁମ ବିଶାଳ ଭୂଜତଳେ ଏ ସଂସାର କୁ ନିର୍ଭୟର ଆଶ୍ରା ଦେଇଥାଅ ପ୍ରଭୁ ,,,, 🛐🛐🛐
@pravasinisatapathy6341
@pravasinisatapathy6341 9 сағат бұрын
ସର୍ବ ମଙ୍ଗଳ ଜଗନ୍ନାଥ ତୋ ପାଦେ ହେଲି ସମର୍ପିତ
@namitabiswal-go7vt
@namitabiswal-go7vt 11 сағат бұрын
ହେ ଅନାଥ ର ନାଥ 🙏ହେ ମହାପ୍ରଭୁ ମଙ୍ଗଳମୟ🙏 ହେ ଦୟାନିଧି କଳ୍ପତରୁ🙏 ହେ ଦୀନବନ୍ଧୁ🙏 ହେ କୃପାସିନ୍ଧୁ🙏 ହେ ଗୋଲକ ବିହାରୀ 🙏ହେ ଲକ୍ଷ୍ମୀପତି 🙏ହେ ଜଗତ ଈଶ୍ୱର🙏 ହେ ଦୁଃଖୀଜନ ବନ୍ଧୁ 🙏ହେ ଦୀନ ବାନ୍ଧବ ହରି 🙏ହେ ପଦ୍ମ ପଳାସ ଲୋଚନ 🙏ହେ କୋଟି କୈବଲ୍ୟ ନାଥ ଜଗନ୍ନାଥ🙏 ହେ ପତିତ ପାବନ ଦିନ ଜନ ଶରଣ ରକ୍ଷଣ ହରି 🙏ମହାବାହୁ 🙏ସବୁରି ମୁହଁରେ ହସ ଟିକେ ଭରି ଯାଉ 🙏ହରି ହରି ବୋଲ 🙏
@adityadr9982
@adityadr9982 10 сағат бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ 🙏🙏🪔 ମଣିମା ତୁମ ଚରଣ କମଳ ରେ କୋଟି କୋଟି ପ୍ରଣାମ ମଣିମା 🙏🙏
@JyotiramayeeSundaray
@JyotiramayeeSundaray 12 сағат бұрын
Jai jaggnatha 🙏🙏🙏🙏🙏🙏❤️❤️❤️❤️🪔🪔🪔🪔🪔 tume hni saha varsa mahaprabhu 🙏🙏🙏🙏🙏🙏🙏🙏🙏🙏🙏❤️❤️❤️🪔🪔🪔🪔
@arjunkhuntia8698
@arjunkhuntia8698 10 сағат бұрын
🙏ହେ ଜଗତର ପିତା ତୁମ ମଙ୍ଗଳ ଆଳତିରେ ଏ ସଂସାର ମଙ୍ଗଳମୟହେଉ ହେ ମହାବାହୁ ଏ ଅଧମର ତୁମ ଶ୍ରୀ ଚରଣାର ବିନ୍ଦରେ କୋଟି ପ୍ରଣାମ ହେ ମଣିମା 🙏🙏🙏🙏❤️❤️❤️🙏🙏🙏🙏🙏🙏
@Bidyabharati-b4j
@Bidyabharati-b4j 11 сағат бұрын
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ହେ ମଣିମା ତମ ପାଦ ତଳେ କୋଟି କୋଟି ପ୍ରଣାମ 🙏🙏🌸⭕❗⭕🌸🙏🙏🙏🙏🙏🥥🥥🥥🥥🥥🥥♥️♥️♥️♥️♥️♥️♥️🥥🥥🥥🥥🥥♥️♥️♥️🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@odgopalyt1839
@odgopalyt1839 12 сағат бұрын
ରଖିଲେ ରଖ ଜଗନ୍ନାଥ ଆଉ ନାହିଁ ରଖନ୍ତା ତୁମେ ନ ରଖିଲେ ଭାସିଲି ଶୁଣି ହୁଅ ଅଚିନ୍ତା ଜୟ ଜଗନ୍ନାଥ 🙌🌺🌹🌺🌹🌺🌹🌺🌹🌺🌹🌺🌹🌺
@mkparida8488
@mkparida8488 11 сағат бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ❤❤❤
@Pinkybehera-u6d
@Pinkybehera-u6d 10 сағат бұрын
ସକାଳ ପ୍ରଣାମ ଘେନ ହେ ଚକାନୟନ 🌺🙏🏻🚩⭕❗⭕🙌🏻🌸🌷🌷🏵️
@sadashivapati2989
@sadashivapati2989 12 сағат бұрын
❤❤❤ ହରି ବୋଲ ହରି ବୋଲ ହରି ହରି ବୋଲ ❤❤❤ ଜୟ ଜୟ ଦେବ ହରେ ହରେ ଜୟ ଜୟ ଦେବ ହରେ ❤❤❤
@namitabiswal-go7vt
@namitabiswal-go7vt 11 сағат бұрын
ହେ ମହାପ୍ରଭୁ ମଙ୍ଗଳମୟ 🌹କେବଳ ଆପଣ ହିଁ ମୋର ସାହା ଭରସା🌹 ଆପଣଙ୍କ ବିନା ମୋର ଆଉ କେହି ନାହାନ୍ତି🌹 ରଖିଲେ ରଖ ଜଗନ୍ନାଥ ଆଉ ନାହିଁ ରଖନ୍ତା🌹 ତୁମ୍ଭେ ନ ରଖିଲେ ଭାସିଲି ଶୁଣି ହୁଅ ଅଚିନ୍ତା 🌹🙏🌹
@AnilKumarDas-fg8mn
@AnilKumarDas-fg8mn 11 сағат бұрын
ଜୟ ଜଗନ୍ନାଥ
@sanmayeejena3300
@sanmayeejena3300 12 сағат бұрын
Jay Jagannath Swami 🙏🙏🙏
@lovestoryforu9
@lovestoryforu9 11 сағат бұрын
ଜୟ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମା ଲକ୍ଷ୍ମୀ ମା ବିମଳା ❤❤❤❤ ପ୍ରଣାମ ଘେନ ମୋର ହେଁ ମଣିମା ❤❤❤❤❤ ଜୟ ଜଗନ୍ନାଥ ❤❤❤❤
@saraswatisahoo1033
@saraswatisahoo1033 10 сағат бұрын
Jay jagannath swami nayana patha gami bhaba tume tuma mangala alati Ku koti koti pranam manima ❤❤❤
@somanathdas686
@somanathdas686 10 сағат бұрын
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କୁ ମଙ୍ଗଳ କାମନା କରନ୍ତୁ ⭕‼️⭕ ହେ ମଣିମା ରକ୍ଷାକର ଆପଣଙ୍କ ହଁ ଭରସା ମହାପ୍ରଭୁ 🙏🙏🙏
@santoshgameing9907
@santoshgameing9907 10 сағат бұрын
🪔💅ଜୟ ଶ୍ରୀ ଜଗନ୍ନାଥଙ୍କ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ🪔💅🪔💅🪔
@odgopalyt1839
@odgopalyt1839 12 сағат бұрын
ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙌
@odgopalyt1839
@odgopalyt1839 12 сағат бұрын
He Balabhadra 🙏🌺🌹🌺🌹🌺🌹 Jay Jagannath 🙌🌺🌹🌺🌹🌺 Jay maa Subhadra 🙏🌺🌹🌺🌹🌺🌹🌺 Jay maa laxmi 🙏🌺🌹🌺🌹🌺🌹🌺 Jay sudarsan 🙏🌺🌹🌺🌹🌺🌹🌺
@shradhanjalidas3662
@shradhanjalidas3662 12 сағат бұрын
JAY MAA❤🙏JAY BADA MANIMA❤🙏JAY MANIMA❤🙏
@RadheKirshna-z5i
@RadheKirshna-z5i 2 сағат бұрын
❤️ Jey 🚩 Jey 🕉️ Sri 🚩 Jagannath 🕉️ Maha 🚩 Parbhuji 🕉️ Maharaj 🚩 Ji 🕉️ Ram 🚩 Ram 🕉️ Ji 🚩 Piyare 🕉️ Sakhaa 🚩 Jagannath ❤️ Maha 🚩 Parbhuji 🕉️ Maharaj 🚩 Ji ❤️🚩🕉️🚩🕉️🚩🕉️🚩🕉️🚩🕉️🚩🕉️🚩
@ashishbehera2169
@ashishbehera2169 12 сағат бұрын
Jayjagananth jayjagananth jayjagananth
@odgopalyt1839
@odgopalyt1839 12 сағат бұрын
Jay Jay shree Jagannath 🙏🌺🌹🌺🌹🌺🌹🌺 Jay Jay shree Jagannath 🙏🌺🌹🌺🌹🌺🌹🌺🌹 Jay Jay shree Jagannath 🙏🌺🌹🌺🌹🌺🌹🌺🌹
@pujamohanty-r7d
@pujamohanty-r7d 10 сағат бұрын
Hay prabhu jagatara natha jagannath......prabhu mor dina ti aji bhalare jau prabhu mate bhala budhi bidya dia prabhu mo paribar lokanku bhala re rakha samsti nka mana shkama puranna kara prabhu ..........samastinku bhal re rakha pranhu......mate bhala budhi dia bidya dia prabhu jagaa re mor2025year bhala re jau ree jagaa😢🙏🏻😌❤
@sumitrarana1977
@sumitrarana1977 11 сағат бұрын
❤❤ ଜୟ ଜଗନ୍ନାଥ ମହା ପ୍ରଭୁ ଏ ରୋଗ ଶୋକ ରୁ ଉଦ୍ଧାର କର ହେ ଦୟା ମୟ ହରି ଅନ୍ତର୍ଯ୍ୟାମୀ ନାଥ ଆପଣ ଭଲରେ ଥାଆନ୍ତୁ ସମସ୍ତଙ୍କୁ ଭଲରେ ରଖନ୍ତୁ ❤❤ ମୋର ବିଶ୍ୱାସ ଭରସା କୁ ରଖିବ ହେ ପତିତ ପାବନ ଚକା ନୟନ ଦୀନ ବନ୍ଧୁ ❤❤
@saicreations1173
@saicreations1173 11 сағат бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ ହେ 🙏 ଜୀବନ ରଥର ସାରଥୀ ତୁମେ ମହାପ୍ରଭୁ ଯାହା ଘଟୁଛି ସବୁ ତୁମରି ଇଚ୍ଛା ମଣିମା ତୁମରି ଚରଣେ ମୁଁ ଶରଣାପନ୍ନ ହେଇଛି ମଣିମା ଆଗକୁ ଆପଣଙ୍କ ଇଚ୍ଛା ଯାହା ମଧ୍ୟ ଆପଣ ମୋ ପାଇଁ ନିଷ୍ପତ୍ତି ନେବେ ମୁଁ ସବୁ ସ୍ଵୀକାର କରିନେବି ମହାପ୍ରଭୁ ଏ ମିଛ ସଂସାରରେ ମୋର କିଛି ମାଗୁଣି ନାହିଁ ତୁମେ ଯେତିକି ଦେଇଛ ମୁଁ ସବୁଥିରେ ଶାନ୍ତି ମଣିମା ଆପଣ ଖୁସିରେ ଥାଆନ୍ତୁ ଓ ସମସ୍ତ ସଂସାରକୁ ସୁଖଶାନ୍ତି ପ୍ରଦାନ କରି ସତ୍ ମାର୍ଗ ର ପଥିକ କରନ୍ତୁ ମହାପ୍ରଭୁ ହେ କୃଷ୍ଣ କେଶବ ଏ ଅଧମ ଉପରେ ତୁମ କୃପା ରହି ଥାଉ ପ୍ରଭୁ ହେ ଜଗନ୍ନାଥ 🙏 ହରିବୋଲ ହରିବୋଲ ହରି ହରି ବୋଲ 🙏
@JatinPatra-r4l
@JatinPatra-r4l 12 сағат бұрын
ଜୟ ଜଗନ୍ନାଥ 🙏💞💞💞💞🙏
@harekrushnamishra8717
@harekrushnamishra8717 12 сағат бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏
@SibaKumarMahapatra
@SibaKumarMahapatra 6 сағат бұрын
Jaya Jaganatha 😢😢😢
@RatikantaMohapatra-xk6nl
@RatikantaMohapatra-xk6nl 7 сағат бұрын
Jay shree jagannath Swami Nayan patha gami Bhabh tume 🕉️ namo bhagwate vasudevay namah pravu koti koti pranam Prabhu ⭕‼️⭕🪔🪔🚩🥥🙏🙏🙏🙏
@SuvamsrikantaBehera
@SuvamsrikantaBehera 12 сағат бұрын
ଜୟ ଜଗନ୍ନାଥ କିସ ଜପ ତପ କରିବି କିସ କରିବି ଧ୍ୟାନ କେଉଁ ଯୋଗ ମୁଁ ଯେ ସାଧିବି ମୁଁ ଯେ ଅଭାଗା ଜନ ହେ ପରମ ବ୍ରହ୍ମ ହେ ସାରା ଜଗତର ପ୍ରାଣ କର୍ତ୍ତା ତୁମର ମଙ୍ଗଳ ଆଳତି ଦର୍ଶନ କରି ସାରା ଜଗତର ଦୁଖ ଦୁର ହେଉ ସମସ୍ତେ ଭଲରେ ରୁହନ୍ତୁ ଜୟ ଜଗନ୍ନାଥ ଜୟ ମା ଲକ୍ଷ୍ମୀ 🙏🙏🙏🙏🙏
@DevendraSingh-xz1ir
@DevendraSingh-xz1ir 7 сағат бұрын
जय श्री राधा माधव सरकार जी की जय🙏🙏🙏🙏🙏🙏🙏 जय श्री गीत गोविन्दम🙏🙏🙏🙏🙏🙏🙏 जय श्री वृन्दावनेश्वरी 🙏🙏🙏🙏🙏🙏🙏
@pintupasayat2939
@pintupasayat2939 12 сағат бұрын
Jay jagannath Swami Prabhu 🙏🙏🙏
@susantakumarsahoonice8313
@susantakumarsahoonice8313 10 сағат бұрын
Jay Jagannath 🙏🙏🙏 Jay Jagannath 🙏🙏🙏 Jay Jagannath 🙏🙏🙏 Jay Jagannath 🙏🙏🙏 Jay Jagannath 🙏🙏🙏
@lilisahoo9179
@lilisahoo9179 12 сағат бұрын
Jay jagannath mohaprabhu❤❤❤
@harekrushnahari3424
@harekrushnahari3424 7 сағат бұрын
Jay jagannath 🪷🙏🚩
@pradipkumarsahoo8264
@pradipkumarsahoo8264 12 сағат бұрын
Jay Sri jagannath
@manojpattnayak367
@manojpattnayak367 9 сағат бұрын
Jay. Jagannath🎉🎉🎉😊 7:39 7:39
@madhusmitabarik4946
@madhusmitabarik4946 8 сағат бұрын
Hee prabhu 🙏🥺🥺🥺🙏 ae over thinking ru mate durei rakha Chinta mind ru jau ne 😢 Pagala hea jibe semite laguchi Raksha kara 🙏🙏🙏🙇🙇🙇
@ParvatiNayak-l6k
@ParvatiNayak-l6k 12 сағат бұрын
Om namah bhagwate basudebya 🙏🙏🙏😭😭😭😭😭😭😭😭😭😭😭😭😭
@mamatasatpathy9018
@mamatasatpathy9018 7 сағат бұрын
ମହାପ୍ରଭୁ ଶ୍ରୀ କୋଟିକୋଟି ଜଗତ ବାସୀଙ୍କର ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁ କାଳିଆ ସାଆନ୍ତ ଦାରୁବ୍ରହ୍ମ ଆପଣଙ୍କର ଶ୍ରୀ ଚରଣ ତଳେ ସାରା ଜଗତ ବାସୀଙ୍କୁ ଆଶ୍ରୟ ଦିଅନ୍ତୁ ମହାପ୍ରଭୁ ଶ୍ରୀ କ୍ଷେତ୍ରବାସୀ ଶ୍ରୀ ନିଳାଦ୍ରୀ ବିହାରୀ ଶ୍ରୀ କମଳା କାନ୍ତ ଶ୍ରୀ ଚକାନୟନ ଶ୍ରୀ ପଦ୍ମନାଭ ଶ୍ରୀ ଚକାଡୋଳା ଆପଣଙ୍କର ଶ୍ରୀ ଚରଣ ତଳେ ଶତତଃ କୋଟି କୋଟି ପ୍ରଣିପାତ ମଣିମା 🌷 ସର୍ବେ ଭାବନ୍ତୁ ସୌଖୀନ ସର୍ବେ ଭାବନ୍ତୁ ନିରାମୟ ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କ୍ଵଚିତ୍ ଦୁଖଃ ବା ଭାବେ 🤲🤲ଓମ୍ ନମଃ ଭାଗବ ତେ ବାସୁଦେବାୟ ନମଃ ନମଃ 👏👏👏👏👏🌷🌷🌷🌷🌷
@babitapanigrahi528
@babitapanigrahi528 8 сағат бұрын
ହେ ପତିତପାବନ ପ୍ରଭୁ ମୋର କୋଟି କୋଟି ପ୍ରଭୁ। ସବୁ ବିପଦରୁ ରକ୍ଷା କର ପ୍ରଭୁ ଏ ଅଭାଗିନି ର ସହାୟ ହୁଅ ପ୍ରଭୁ। ଆମ ସମସ୍ତଙ୍କୁ ଭଲରେ ରଖ ପ୍ରଭୁ 🙏🙏🙏🙏🙏🙏🙏🙏🙏
@rabindradas3711
@rabindradas3711 6 сағат бұрын
ଜୟ ଜଗନ୍ନାଥ ତୁମର ମଂଗଳ ଆଳତୀ ଦର୍ଶନ ସୁଜୋଗ ପାଇ ଧନ୍ୟ ହେଉଛି ❤ ଜୟ ଜଗନ୍ନାଥ 🌹 ଜୟ ଜଗନ୍ନାଥ 🌹🙏🙏🙏🙏🌹 🙏 🙏🙏🙏🌹
@AnjaliSethy-wr8jj
@AnjaliSethy-wr8jj 11 сағат бұрын
Jay.jagannath🪔🌷🥥🙏🪔🥥🙏🌷🪔🥥🙏🌷🪔🥥🙏🌷🪔
@prasanti1988
@prasanti1988 7 сағат бұрын
ତୁମେବ ମାତାଶ୍ଚ ପିତା ତୁମେବ ତୁମେବ ବନ୍ଧୁଶ୍ଚ ଶଖା ତୁମେବ ତୁମେବ ବିଦ୍ୟା ଦ୍ରାବିଡ଼ମ ତୁମେବ ତୁମେବ ସର୍ବ ମମ ଦେବ 🙏🙏🙏🙏😭😭😭😭.
@ashutoshbehera2638
@ashutoshbehera2638 10 сағат бұрын
🙏🙏🙏🙏🙏🙏
@MinatiSethi-u1c
@MinatiSethi-u1c 12 сағат бұрын
Mahabahu 🙏
@JPMusic-tp7yg
@JPMusic-tp7yg 9 сағат бұрын
ହେ କାଳିଆଠାକୁର ତୁମେ ମୋର ସାହା ଭରସା ❤❤❤🧿‼️🧿🙏🙏🙏🙏💮🏵️🌸🌼🌼🌺🌺🌺🏵️😂😂😂💮🏵️🌸
@mohantyadyasha11
@mohantyadyasha11 10 сағат бұрын
ମଣିମା 🙏🏼🙏🏼🙏🏼❤️🙏🏼❤️🙏🏼❤️🙏🏼⭕❗⭕🙏🏼❤️🙏🏼
@BishakaBhukta
@BishakaBhukta 11 сағат бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ ସକାଳ ମଙ୍ଗଳ ଆଳତି କୋଟି କୋଟି ପ୍ରଣାମ 🙏🙏🙏🙏 ଦୟା କରି ପ୍ରଭୁ ତୁମେ ହିଁ ସହାଭରସା😭 ଜୟ ଜଗନ୍ନାଥ 🙏🙏🙏🙏🌼🌼🌼🌼🪔🪔🪔🪔🪔🚩🚩🚩🚩🚩🚩🚩🥥🥥🌿🌿🌿🌿
@SuryaprakashSethy
@SuryaprakashSethy 8 сағат бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏❤️🙏❤️🙏❤️🙏❤️🙏🙏❤️🙏❤️🙏❤️🙏❤️🙏❤️🙏❤️🙏🙏🙏🙏❤️🙏❤️🙏🙏🙏
@RanjanDas-xc3vj
@RanjanDas-xc3vj 10 сағат бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ ହେମହାବାହୁ ମୋର କୋଟି କୋଟି ପ୍ରଣାମ ସମସ୍ତକୁ ଭଲରେ ରଖ❤
@tusharpradhan1974
@tusharpradhan1974 3 сағат бұрын
Jay Jagannath Swami Nayana Patha Gami Bhaba Tumen Bhaba Tumen Jay Jagannath Swami Jay Maa Laxmi 🙏🙏🙏🙏 Jay Jagannath Swami Nayana Patha Gami Bhaba Tumen Bhaba Tumen Jay Jagannath Swami Jay Maa Laxmi 🙏🙏🙏🙏 Jay Jagannath Swami Nayana Patha Gami Bhaba Tumen Bhaba Tumen Jay Jagannath Swami Jay Maa Laxmi 🙏🙏🙏🙏
@Barsha68
@Barsha68 12 сағат бұрын
🥥🥥🥥🥥🥥🍎🍎🍎🍎🍎🌹🌹🌹🌹🌹🛐🛐🛐🛐🛐🌼🌼🌼🌼🌼🍌🍌🍌🍌🍌🔥🔥🔥🔥🔥🙏🙏🙏🙏🙏 Jay Jagannath Jay Jagannath Jay Shri Jagannath Mani man Bhawani man
@btsismylife9756
@btsismylife9756 10 сағат бұрын
Jay Jagannath🙏🙏🙏🙏🙏🙏🙏🙏.... Jay Shree Patitapaawana🙏🙏🙏🙏🙏🙏🙏🙏....
@NiyatisahooNiyati
@NiyatisahooNiyati 10 сағат бұрын
🚩ପ୍ରଭୁ ପତିତପାବନ ନାରାୟଣ ଆପଣ ଙ୍କ 🪷ପୟର ରେ କୋଟି 🌹🌹👏👏
@tusharranjannayak4002
@tusharranjannayak4002 9 сағат бұрын
ହେ ପ୍ରଭୁ ପତିତପାବନ ❤️🙏❤️
@bikashsahoo5862
@bikashsahoo5862 4 минут бұрын
Krishnaya vasudevay haraya paramatmane pranatah klesha nasaya govindaya namo namah 😭🙏🙏🙏🙏😭
@ParvatiNayak-l6k
@ParvatiNayak-l6k 12 сағат бұрын
Hare Krushna hare Krushna Krushna Krushna hare hare 🙏 Hare rama hare rama rama rama hare hare 🙏🙏😭😭😭
@kumudininayak4117
@kumudininayak4117 11 сағат бұрын
Jai jagannath hare Krishna hare Krishna Krishna Krishna hare hare .............🙏🙏🙏 He natha koti koti naman karuchi prabhu 🙏🙏
@ashokkumardas1181
@ashokkumardas1181 8 сағат бұрын
ମହାପ୍ରଭୁ ପତିତପାବନଙ୍କୁ ମୋର ବିନମ୍ର ପ୍ରଣାମ ପ୍ରଭୁ ତବ ଚରଣେ ଶତ କୋଟି ପ୍ରଣାମ ପ୍ରଭୁ
@ParvatiNayak-l6k
@ParvatiNayak-l6k 12 сағат бұрын
Om krushnya basudebya hareya parmatmane pranatha kleshanashay Govinday namo namah 🙏😭😭😭😭🙏😭🙏😭🙏
@kumarashokmallick7876
@kumarashokmallick7876 9 сағат бұрын
ଜୟ ଶ୍ରୀ ରାଧେଶ୍ୟାମ ଜୟ ଶ୍ରୀ ରାଧେଶ୍ୟାମ ଜୟ ଶ୍ରୀ ରାଧେଶ୍ୟାମ
@AgitkumarnaikAgitkumarnaik
@AgitkumarnaikAgitkumarnaik 9 сағат бұрын
Sabu tumari ichha pravu Jay jaganath Jay ma Sagara dulani Laxmi ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@LabaSwain-p5p
@LabaSwain-p5p 10 сағат бұрын
Jay jagannath swami Nayan patha gami bhaba tume Jay balaram Jay maa subhadar Jay maa laxmi 😊😊😊😊❤❤❤❤❤❤❤❤❤❤❤❤❤❤❤
@umashankarnayak2497
@umashankarnayak2497 9 сағат бұрын
Mahabahu, Mahabahu, Mahabahu Tumari Charan re mora koti koti pranaam. Mo Kalia Saanta nka Charan re mora koti koti pranaam... 🙏🙏🙏🙏🙏🙏🙏🙏🙏🙏🙏
@sukhmanianand1999
@sukhmanianand1999 9 сағат бұрын
हरे कृष्ण हरे कृष्ण कृष्ण कृष्ण हरे हरे हरे राम हरे राम राम राम हरे हरे 🙇🏻‍♀️📿🌷🌹🌺🌸🍀🌼🌻🏵️🪔🦚🐂🐂🐂🐂🐂🐂🐂🐂🌈🙇🏻‍♀️🙇🏻‍♀️🙇🏻‍♀️🙇🏻‍♀️🙇🏻‍♀️🙇🏻‍♀️🙇🏻‍♀️
@parbatibhuyan6686
@parbatibhuyan6686 11 сағат бұрын
He patita pabana he manima he Govind ahi subh sakala ra koti koti pranam Prabhu 🙏🌹💐💐 aji dina ti samastanka mangala Maya heu Prabhu 🙏 manima manima manima manima manima manima 🙏🌹💐💐 radhe radhe radhe radhe radhe radhe radhe radhe radhe radhe radhe radhe radhe radhe radhe radhe radhe radhe 🌹
@sangitabehera609
@sangitabehera609 9 сағат бұрын
Jay jay shree jagannath🙌🙌🙌🙏🙏🙏🙏🙏🙏koti koti pranam apana nka shree charana tale🙏🙏🙏🙏🙏🙏
@dipanshuvermaa5618
@dipanshuvermaa5618 9 сағат бұрын
Jay ho nandlala jay ho Yashoda ladla jay ho dauji ke chote Bhiya jay ho gopinath jay ho Radhapati 😢😢😢 jay ho hrdy raman jay ho pyare Mohan ⭕❗⭕🫂🙏🏽
@bijayakumarmaharana6638
@bijayakumarmaharana6638 39 секунд бұрын
JAY jagannath swami nayan path gami vaba tume.....🙏🙏🙏🙏
@pratapchandra4926
@pratapchandra4926 11 сағат бұрын
He peetambar manmohan jagatpati mo maanku sustho koridiontu jagannath sharan neuchi.🎉🎉🎉😭😭😭😭😭😭😭🙏🙏🙏🙏🙏🙏🙏🙏🙏🙏🙏🙏🙏
@nirmal..132
@nirmal..132 5 сағат бұрын
🌼🙏🌼জয় জগন্নাথ মহাপ্রভূ 🌼🙏🌼
@MageshPradhan
@MageshPradhan 10 сағат бұрын
Jay shree jagarnnath ❤❤❤❤❤ Jaya Jaya deva hare ❤❤❤❤❤
@jayantakumarghadia6309
@jayantakumarghadia6309 12 сағат бұрын
ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ ⭕❗⭕ଓଁ ନମଃ ଭଗବତେ ବାସୁଦେବାୟ 🙏🙏ଶୁଭ ସକାଳ ମଣିମା 🙏🙏🌺🌹🪔🪔
@Pinkybehera-u6d
@Pinkybehera-u6d 10 сағат бұрын
ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ରାମ ଜୟ ଶ୍ରୀ କୃଷ୍ଣ 🏵️🌷🙌🏻⭕❗⭕🚩🙏🏻🌺🪔🌹🌸
@Pinkybehera-u6d
@Pinkybehera-u6d 10 сағат бұрын
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମହା ପ୍ରଭୁ 🪔🪔🌺🌺🙏🏻🚩⭕❗⭕🙌🏻🌷🏵️🏵️
@r.m.gameing2280
@r.m.gameing2280 11 сағат бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ସୁଷମା ମହାପାତ୍ର
@jkcreations399
@jkcreations399 12 сағат бұрын
ହେ ମହାପ୍ରଭୁ ଜଗନ୍ନାଥ ଆଜି ଦିନଟି ସମସ୍ତଙ୍କର ମଙ୍ଗଳମୟ ହେଉ।
@THE_MILAN-96
@THE_MILAN-96 10 сағат бұрын
Jay Jagannath Swami nayana patha gami bhaba tume 🙏🙏🙏🙏❤️❤️❤️❤️❤️❤️❤️❤️
@gitanjalipanigrahi6062
@gitanjalipanigrahi6062 10 сағат бұрын
Omm namo bhagabate basudevay 🙏🏼⭕❗⭕🙏🏼
@UmakantaBehera-o1p
@UmakantaBehera-o1p 12 сағат бұрын
Jay Jaganntha swami ji ki jai ho 🌹🙏🌹🙏🌹🙏
@KanhaSwain-d3m
@KanhaSwain-d3m 9 сағат бұрын
Jay jaganatha Swami Nayana patha gami bhaba tume 🎉🎉🎉🎉❤❤❤
@NileshSethi-e5d
@NileshSethi-e5d 9 сағат бұрын
Jay shree jagsnnath❤❤❤
@charanjani
@charanjani 7 сағат бұрын
Jay Jagannath Swami Nayana Patha Gami Bhaba Tume 🙏
@odgopalyt1839
@odgopalyt1839 12 сағат бұрын
Jay Jagannath 🙏
@NirupamakiduniyaSaiSarthak
@NirupamakiduniyaSaiSarthak 12 сағат бұрын
Jay Jagannath Swami 🙏
@gullu7961
@gullu7961 7 сағат бұрын
❤ ଶୁଭ ସକାଳ ❤🙏 ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏❤🙏 ଜୟ ଅଲାରନାଥ ନମଃ 🙏❤🙏 ଆଜିର ଦିନ ସମସ୍ତଙ୍କର ମଙ୍ଗଳମୟ ହେଉ 🙏❤
OCCUPIED #shortssprintbrasil
0:37
Natan por Aí
Рет қаралды 131 МЛН
Sandhya Arati Sri Dham Mayapur - February 01, 2025
Mayapur TV
Рет қаралды 1,4 М.