Рет қаралды 777
ଆତଶବାଜିରେ ଝଲସିଉଠିଲା ଖଣ୍ଡଗିରି ଆକାଶ। ସତେ ଯେମିତି ଦୀପାବଳୀ ଅମାବାସ୍ୟାର ଭ୍ରମ ସୃଷ୍ଟି ହୋଇଥିଲା । ଆଜି ଜାଗମରା ଗାଁର ପ୍ରଭୁ ଅନନ୍ତ କେଶରୀ ବିରାଟ ପଟୁଆରରେ ବାହାରି ବିମାନରେ ବସି ଖଣ୍ଡଗିରି ପାହାଡକୁ ଯିବା ବେଳେ ଏହି ବାଣ ଫୁଟା କାର୍ଯ୍ୟକ୍ରମ ହୋଇଥାଏ । ଏହି ସମୟ ଅନନ୍ତ କେଶରୀ ରସାହି ସାହି ବୁଲି ଭୋଗ ଖାଇ ଖଣ୍ଡଗିରି ଯାଆନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #KhandagiriMela #bhubaneswar #crackers