ଝିଅ ଅଭିଯୋଗ କଲେ ପୁଅକୁ ବନ୍ଧା ହେଉଛି ,ହେଲେ ପୁଅ ମାନଙ୍କୁ ହାରାସମେଣ୍ଟ ହେଲେ କେହି ଶୁଣୁ ନାହାନ୍ତି

  Рет қаралды 926,605

Odisha Bhaskar

Odisha Bhaskar

Күн бұрын

Пікірлер: 2 000
@anilkisan7397
@anilkisan7397 2 жыл бұрын
ଭଉଣୀ ତୁମକୁ ନମସ୍କାର ଏବଂ ଧନ୍ୟବାଦ ତୁମ କଥା ବହୁତ ଭଲ ଲାଗିଲା ଏମିତି ସମସ୍ତ ଝିଅ ମାନଙ୍କ ଭାବନା ହେବା କଥା ।
@srmahakal6741
@srmahakal6741 2 жыл бұрын
❤❤❤❤
@Barsha-123-8b
@Barsha-123-8b 2 жыл бұрын
Right 🙏
@jagadishkhandual1063
@jagadishkhandual1063 2 жыл бұрын
Ea katha kuha kapila ...aara bi bf thiba...
@ever_physiology
@ever_physiology 2 жыл бұрын
@@jagadishkhandual1063 bro.... I agree with you 🤣🤣🤣🤣
@rashmiranjan286
@rashmiranjan286 2 жыл бұрын
anil Kisan jee apan bhul kahuchanti , Baha na hoiki pila janma kariba bhavana rakhiba mo matare bhala nuhen .
@prafullakumarsamal5399
@prafullakumarsamal5399 2 жыл бұрын
ଏମିତି ସବୁ ଝିଅହିଁ ହେବା ଦରକାର ସୁନ୍ଦର ବିଚାର
@gobardhansabar9669
@gobardhansabar9669 2 жыл бұрын
ତୁମ ପରି ଝିଅ ପିଲା ସମସ୍ତ ଙ୍କ ଘରେ ଘରେ ଭଗବାନ ଜନ୍ମ ଦିଅନ୍ତୁ।
@pramodpradhan9733
@pramodpradhan9733 2 жыл бұрын
ଭଉଣୀ, ସମାଜର ନିତି ଗତି ବୁଝିବା ସହ ଅନ୍ୟମାନଙ୍କୁ ବୁଝାଇବା ମତେ ବହୁତ ଭଲ ଲାଗିଲା
@basantasethi3815
@basantasethi3815 2 жыл бұрын
Thik kahicha
@rakeshparidaparidrakeha8877
@rakeshparidaparidrakeha8877 2 жыл бұрын
Right
@King_boy_surya__143
@King_boy_surya__143 2 жыл бұрын
ଭଉଣୀ କ ଚିନ୍ତାଧାରା ଅତୀ ଉତ୍ତମ ବହୁତୁ ଭଲ ଲାଗିଲା 🙏🏻🙏🏻🙏🏻🙏🏻
@basudevmunda9031
@basudevmunda9031 2 жыл бұрын
ସିଷ୍ଟର୍ ଠିକ୍ କହିଛନ୍ତି ।ଏମିତି ବିଚାର ସମସ୍ତଙ୍କ mind ରେ ରହିବା ଦରକାର।
@vfggsaho7441
@vfggsaho7441 2 жыл бұрын
Right. Kathati. Kahile. Jhio. Thankyou
@pihuwithmadhu4565
@pihuwithmadhu4565 2 жыл бұрын
Right
@m.ranjanofficial9531
@m.ranjanofficial9531 2 жыл бұрын
𝐑𝐢𝐠𝐡𝐭 ❤
@pramilabandaki2265
@pramilabandaki2265 2 жыл бұрын
Wow ...
@rabindrasai6334
@rabindrasai6334 2 жыл бұрын
ଠିକ କଥା କହୁଛ ସିଷ୍ଟର thank you
@prakashkumarmajhimessi8972
@prakashkumarmajhimessi8972 2 жыл бұрын
ଆରେ ଭଉଣୀ, ଯାହାକହିଲ ଯେତିକିକହିଲ ଯଥେଷ୍ଟ, ଐସୁଲକ୍ଷଣି ହେଇଥା....
@brundabativarma8784
@brundabativarma8784 2 жыл бұрын
Katha tame bodhe bhal see bujhi pari la ni
@lalitbhoi5122
@lalitbhoi5122 2 жыл бұрын
ଭଉଣୀ ଅତି ଉତ୍ତମ ବିଚାର ଧାରା ସମସ୍ତ ଝିଅ ମାନଙ୍କୁ ସଚେତନ ବାର୍ତ୍ତା ପ୍ରଦାନ କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ 👌
@rajababu2178
@rajababu2178 2 жыл бұрын
ସତ ରେ ଦି
@Anandkirtanofficial
@Anandkirtanofficial 2 жыл бұрын
ଭ‌ଉଣୀ ତୁମ କଥା ବହୁତ୍ ଭଲ୍ ଲାଗିଲା ଝିଅ ମାନେ ଦୋସି ଥାଇ ମଧ୍ୟ ପୁଅ ମାନଙ୍କୁ ଫସା ଯାଉଛି ଝିଅ ଯାହା କହୁଛି ତାହା ହେଉଛି
@prakashmeher1767
@prakashmeher1767 2 жыл бұрын
ଆପଣଙ୍କର ଚିନ୍ତା ଧାରା ଓ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ପ୍ରକୃତରେ ଆପଣ କୋଟିଏରେ ଗୋଟିଏ 👍👍👍👍👍👍👍👍
@dengerboy8460
@dengerboy8460 2 жыл бұрын
Right talk sister ଏମିତି ସବୁଝିଅ ଙ୍କ ବିଚାର ହବା କଥା । ଆମ ପୁଅ ମାନେ ସବୁ ମୃତ୍ୟୁ ମୁଖରୁ ବଂଚି ଯାନ୍ତେ
@barihapilaofficel1192
@barihapilaofficel1192 2 жыл бұрын
ଭଲ ବୁଝାଉଛନ୍ତି ସିଷ୍ଟର.....ପ୍ରେମ ନାରେ ଶାରୀରୀକ ସମ୍ପକ ରଖୁଛନ୍ତି.....
@jhasaketanset3555
@jhasaketanset3555 2 жыл бұрын
No
@geluiloveyou4274
@geluiloveyou4274 2 жыл бұрын
Right
@dbgmaapendranimusic5173
@dbgmaapendranimusic5173 2 жыл бұрын
ଠିକ କହିଲଭଉଣୀସବୁ ପୁଅମାନଙ୍କର ଭୁଲନଥାଏ କିଛି ଝିଅମାନଙ୍କ ରବିଭୁଲରହୁଛି
@aanilifestyle9666
@aanilifestyle9666 2 жыл бұрын
ମୁଁ ବି ଏକମତ ଅଛି ଭଉଣୀ ଙ୍କ କଥା ରେ କେବଳ ପୁଅ ମାନେ କଣ ପାଇଁ ଦଣ୍ଡ ପାଇବେ ଝିଅ ମାନଙ୍କୁ ଦଣ୍ଡ ଦରକାର୍ 👍 କଲେଜ୍ ବାହାନା କରି ହୋଟେଲ ରେ ଶୋଇବାକୁ ଯାଉଛ ଛି ଛି ଯିବା ଆଗରୁ ଟିକେ ଗୋଡ଼ ହାତ ଥରୁନି ତାଙ୍କର ଟିକେ ବାପା ମା ପରିବାର ବିଷୟରେ ଭାବୁନାହାନ୍ତି ଏମିତି ଝିଅ ମରିବା ଦରକାର୍
@rtmusic4872
@rtmusic4872 2 жыл бұрын
ଅତି ଉତ୍ତମ ବିଚାର ଧାରା... ଏଇ ଝିଅ ଦିନେ ନା ଦିନେ ନିହାତି ଭଲ M L A ହେବ...!
@dhoneshnag2022
@dhoneshnag2022 2 жыл бұрын
ଭଉଣୀ ଯାହା କହିଲେ ଏକ ଦମ୍ ଠିକ୍ ଏମିତି ଚିନ୍ତା ଧାରା ଟିକେ ଅନ୍ୟ ଝିଅ ମାନଙ୍କର ଆସୁ 👍🏽👍🏽👍🏽👍🏽👍🏽
@tarasbabu430
@tarasbabu430 2 жыл бұрын
ଠିକ୍ କଥା ଭଉଣୀ....ସମସ୍ତଙ୍କୁ ସମାନ ନ୍ୟାୟ ଦିଆଯାଉ
@promadamishra1397
@promadamishra1397 2 жыл бұрын
ସାବାସ ଏମିତି ଝିଅ ମାନେ ନିରପେକ୍ଷ ବିଚାର ର ହେଲେ ସମାଜ ରେ ନିଶ୍ଚିତ ସୁଧାର ଆସିବ।ଝିଅ ତୁମକୁ ବହୁତ୍ ଧନ୍ୟବାଦ। ଅଳ୍ପ ସମୟ ପୂର୍ବରୁ ପ୍ରତାପ ରଥ ଙ୍କ ମତ ଓ ତାଙ୍କ ସହ ଏକମତ ଥିବା ଅନେକ ଦର୍ଶକଙ୍କ ଅଶାଳୀନ ମନ୍ତବ୍ୟ ଦେଖିବା ପରେ ମୋର ଧାରଣା ଥିଲା ଯେ ଆଜିର ଯୁବ ପୀଢି ସମସ୍ତେ ବୋଧ ହୁଏ ଏକାପରି ।କିନ୍ତୁ ତାହା ମୋର ଭ୍ରମ ଥିଲ।
@Spirituality769
@Spirituality769 2 жыл бұрын
You are Right sister 👍👍
@Rajababu-gk6kp
@Rajababu-gk6kp 2 жыл бұрын
ଏକଥା ସତ୍ୟ କିନ୍ତୁ ସମସ୍ତେ ବୁଝିବା ଦରକାର । ଆଜିକାଲି କଲେଜ ନାରେ ହୋଟେଲ ଯାଉଛନ୍ତି । ଝିଅ ମାନେ ମିଛ କଥା କହି ହୋଟେଲ ଯାଉଛନ୍ତି
@soumyaranjan0
@soumyaranjan0 2 жыл бұрын
Guardianship is best key of children. Guardian can change of children's life. Good girl. Thanks your suggest.
@manasranjandash2464
@manasranjandash2464 2 жыл бұрын
ଭ‌ଉଣୀ ମହୋଦୟା ସତ କହିବାକୁ ସାହାସ କରିଥିବାରୁ ଆନ୍ତରିକ ଧନ୍ୟବାଦ। ହଁ ଆଉ ଗୋଟିଏ କଥା ରମାଦେବୀରେ complete ନୁହେଁ, continue କରୁଛି ହେବ।
@soumyaranjanjena6746
@soumyaranjanjena6746 2 жыл бұрын
🤣
@manojagrawal4471
@manojagrawal4471 2 жыл бұрын
Last year ta....sethipain" complete."..
@sbeditingzone4829
@sbeditingzone4829 2 жыл бұрын
Be+ve
@gangadharnaik5873
@gangadharnaik5873 2 жыл бұрын
Boom dekhile semiti heijae bro
@sudhansusekharpattanayak8984
@sudhansusekharpattanayak8984 2 жыл бұрын
High thinking, good suggestion,right massage to society,god bless u child
@manojkumarmahanta9494
@manojkumarmahanta9494 2 жыл бұрын
ତାଙ୍କ ପାଇଁ ଗୋଟେ ନିୟମ ଆମ ପାଇଁ ଅଲଗା ଝିଅ ମାନେ କେସ କଲେ ପୋଲିସ୍ ସାଙ୍ଗେ ସାଙ୍ଗେ ଅରେଷ୍ଟ ହେଉଛୁ। ହେଲେ ପୁଅ ମାନେ କେସ କଲେ କାହିଁକି ପୋଲିସ୍ ଦଦନ୍ତ କରୁନି।
@thanasundarsahu7018
@thanasundarsahu7018 2 жыл бұрын
are bhai ai ta para narinka yuga jhia jete dosa kale bi sabu amara bhul darare dara narinku dara nari nuhe tu narayani
@chinmayabhoi9928
@chinmayabhoi9928 2 жыл бұрын
Sata vai .kn pain amt heiparuchi
@marutiprasadsahoo4700
@marutiprasadsahoo4700 2 жыл бұрын
Wow great courage... And initiative... Brave Odia girl.. ❤Proud for you.
@jugeswarmajhi9123
@jugeswarmajhi9123 2 жыл бұрын
ତୋର ପାଦୁକା ପାଏନ୍ ଟିକେ ଦେ ଗୋ... ମାଆ ଗୋ ମୋର୍ ସମଲେଇ 🙏🙏🙏 ..ଏତିକି ତୋର କରୁଣା ଥାଉ 🥰🤗
@manaskumar120
@manaskumar120 2 жыл бұрын
🥰🥰🥰🥰🥰
@tapannayak9328
@tapannayak9328 2 жыл бұрын
ଏଇ କଥା ଡ଼ା କେହିଭାବିଲା . ମୁଁ ଏତିକିରେ ବହୁତ ଖୁସି 👍🙏🙏🙏
@ishanparida
@ishanparida 2 жыл бұрын
ଭଊଣୀ ତମ ଭଳି ଚିନ୍ତାଧାରା ଭଗବାନ ସବୁ ନାରୀ ମାନଙ୍କୁ ଦିଅନ୍ତୁ...ବହୁତ ଗୁଡିଏ ନୀରିହ ପ୍ରାଣ ନଷ୍ଟ ହେବାରୁ ବଞ୍ଚିଯିବ
@anilSahu-cv2hg
@anilSahu-cv2hg 2 жыл бұрын
Tame ta pura sadhu
@sonymishra4524
@sonymishra4524 2 жыл бұрын
ତୁମ ପରି ବିଚାର ଯଦି ସବୁ ଝିଅ ମାନଙ୍କ ହୁଅନ୍ତା ତାହାହେଲେ ସମାଜରେ ଆଉ ଅପରାଧ ହୁଅନ୍ତା ନାହିଁ।।ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ।।
@kalia4402
@kalia4402 2 жыл бұрын
ଆରେ ଭାଇ. ଯୁଗ ଯାହା ହେଲାଣି, ଏଥର ଝିଅ ମାନେ ପୁଅ ମାନଙ୍କୁ ଯୌନ ନିର୍ଯାତନା ଦେବେ
@princepapu7775
@princepapu7775 2 жыл бұрын
Jay ho
@rajatpradhan4364
@rajatpradhan4364 2 жыл бұрын
May Lord jagannath bless this little sister with all success in life ahead.
@niranjannayak5969
@niranjannayak5969 2 жыл бұрын
ଏପରି ଝିଅ କୋଟିଏରୁ ଗୋଟିଏ ।ଏମିତି ଝିଅ ସବୁ ମାଆ ବାପାଙ୍କୁ ମିଳୁ ।👌
@sanjeebkumarhembram8046
@sanjeebkumarhembram8046 2 жыл бұрын
ବହୁତ୍ ବଢିଆ.......👏👏👏👏👏👌👌👌👌🙈🙉🙊
@lipunsahoo5246
@lipunsahoo5246 2 жыл бұрын
Super ok
@mahendradeep2384
@mahendradeep2384 2 жыл бұрын
Really honest person women thanks God bless you sister and your family
@nrusingharoul7389
@nrusingharoul7389 2 жыл бұрын
ଭଉଣୀ ଠିକ କଥା କହିଲେ 🙏🙏🙏 ସମସ୍ତ ଭଉଣୀ ମାନଙ୍କୁ ମୋର ଅନୁରୋଧ ଏଇ ଭଉଣୀ କଥାକୁ ଭଲକରି ଚିନ୍ତା କରନ୍ତୁ ଆଗ ଭବିଷ୍ୟତ ଭଲରେ କଟିବ 🙏🙏🙏🙏
@saiproductiondt733
@saiproductiondt733 2 жыл бұрын
ଖୁବ୍ ସୁନ୍ଦର ଉପସ୍ଥାପନ। ଭଊଣି ।।।।❤️❤️❤️
@maheswartudu4617
@maheswartudu4617 2 жыл бұрын
Bohut bohut dhanyabaad sonali madam mindblowing statement.
@kartikabariha8431
@kartikabariha8431 2 жыл бұрын
ଏ ଝିଅଟି ଭଲ ପାଇ କହୁଛି ଠିକ୍ ଠିକ୍
@deepakbehera1785
@deepakbehera1785 2 жыл бұрын
ମୁଁ ଏତିକି କହିବାକୁ ଚାହିଁବି ଭଲ ପାଇବା ପାପ ନୁହେଁ ଯୋଉ ଝିଅ ମାନେ ଭଲ ପାଇବାର ନାଟକ କରି ପୁଅ ମାନଙ୍କୁ ଧୋକା ଦେଉଛନ୍ତି ପୁଅଟି ତାକୁ ବର୍ଦାସ ନକରି ଆତ୍ମ ହତ୍ୟା କରୁଚି ସେଥିପାଇଁ ମୁଁ ଏତିକି କହିବାକୁ ଚାହୁଁଚି ଯୋଉ ଝିଅ ମାନେ ଧୋକା ଦେଉଛନ୍ତି ସେମାନଙ୍କୁ ଜେଲ୍ ଦଣ୍ଡ ଦିଆଯାଉ ନହଲେ ଆଜୀବନ ok
@satyasingh3148
@satyasingh3148 2 жыл бұрын
ସାବାସ୍ ଝିଅ ଠିକ୍ କହିଛୁ । 👍😊
@belalasensahoo1598
@belalasensahoo1598 2 жыл бұрын
ହଁ ଦିଦି ଠିକ କହିଛ
@stylishboykrushna8520
@stylishboykrushna8520 2 жыл бұрын
ବହୁତ ଭଲ କଥା ପଦିଏ କହିଲ ଦିଦି ଏମିତି ବିଚାର ସମସ୍ତେ ରଖିଲେ ଆଉ ଏ ପ୍ରେମ ପାଇଁ ଆତ୍ମହତ୍ୟା କେହି କରିବେ ନାହିଁ
@sarojpanda8334
@sarojpanda8334 2 жыл бұрын
ଆରେ କୁନି ଝିଅ କବିତା, ତୁମେ ବହୁତ୍ ମୂଲ୍ୟବାନ୍ କଥା ସବୁ କହିଲ, ସେଥିରୁ ଆଜିର ଯୁବ ସମାଜ ସମସ୍ତେ ବୁଝିବା ଦରକାର।
@bibekmallick4467
@bibekmallick4467 2 жыл бұрын
ବହୁତ୍ ଖୁସି ଲାଗିଲା ତମ କୋଥା ଶୁଣି କି ,ସବୁ ଝିଅ ମାନେ ଏମିତି ବୁଝିବା ଦରକାର୍,👏👏👏👏👏
@lenkalenka4241
@lenkalenka4241 2 жыл бұрын
Wow great courge....right massage to society ......good bless u.& i like this sister. 🙏🙏🙏🙏🙏
@kgmk73
@kgmk73 2 жыл бұрын
ଆଜି ଦିନରେ ପୁଅ ଝୀଅ ସାମାନ ଅଧି କାର ତା ହେଲେ ନ୍ୟାୟ କ୍ଷେତ୍ରରେ କହିକି ପାତରେ ଅନ୍ତର,,,
@gadadharnag1515
@gadadharnag1515 2 жыл бұрын
Right point 👍
@biswadebbehera7166
@biswadebbehera7166 2 жыл бұрын
Perfect... sister.. God bless you 🙏
@preittyeis03_
@preittyeis03_ 2 жыл бұрын
ଠିକ୍ kahicha didi Soumya ଭାଇ ଙ୍କୁ ନ୍ୟାୟ ମିଳୁ ହେ ପ୍ରଭୁ 🥺🙏
@mscl9512
@mscl9512 2 жыл бұрын
Jaty. College toki. Sabu. Goty. Mobile phone . Rakhuchhanti Pary.sex.film.daykhuchhanti Am Nachuni. Khurdha. Dicst. College ry. Bahut. Sex. Karuchhanti. Jhia Many
@sachinbagarti1435
@sachinbagarti1435 2 жыл бұрын
correct katha
@basantapanigrahi8439
@basantapanigrahi8439 2 жыл бұрын
ଧନ୍ୟବାଦ ଝିଅ ବହୁତ ଭଲ କମେଣ୍ଟ ଦେଇଛ,!
@kanhahomedecorating6602
@kanhahomedecorating6602 2 жыл бұрын
ବାପା ମା ଙ୍କର ଭୁଲ୍ କଣ ଝିଅ ଜନ୍ମ ଦବା ? ଦେଖ ଭଉଣୀ ବାପା ମା ଙ୍କୁ ଭୁଲ୍ ଦିଅନି ବାପା ମା , ଜନ୍ମ ଦିଅନ୍ତି କିନ୍ତୁ କର୍ମ ଦେଇ ନାହାନ୍ତି ବାପା, ମା , ସବୁଠୁ ଉପରେ ପୂଜନୀୟ 🙏🙏🙏🙏
@soumyaranjan0
@soumyaranjan0 2 жыл бұрын
Guardianship is best key of children. Guardian can change of children's life.
@indraideochanel3338
@indraideochanel3338 2 жыл бұрын
ଆଜି କାଲି ପୁଅକୁ ଧଷ ଦେଲେ ଅଭଣାଇ ତମେ ଟିକେ ଭାବିଭା ଧରକାର
@shaswati436
@shaswati436 2 жыл бұрын
Rule ସମସ୍ତଙ୍କ ପାଇଁ equal heba darkar
@skkarmi711
@skkarmi711 2 жыл бұрын
ଅତି ଉତ୍ତମ ଚିନ୍ତା ଧାରା , ଏହା ହବାଦରକର୍
@KunaNayak.447
@KunaNayak.447 2 жыл бұрын
ଭଉଣୀ ଏକଦମ ଠିକି କହିଲେ ସବୁ ଝିଅ ଙ୍କର ଯଦି ଏମିତି ଚିନ୍ତା ଧାରା ରୁହନ୍ତା ଆମ ରାଜ୍ୟ ର ଗୌରବ ହୁଅନ୍ତା 👍
@simpleodiavillagelifestyle3353
@simpleodiavillagelifestyle3353 2 жыл бұрын
Jhia n pua both nkara chinta dhara change haba darkar
@KunaNayak.447
@KunaNayak.447 2 жыл бұрын
@@simpleodiavillagelifestyle3353 👍👍
@ghumudutandi2209
@ghumudutandi2209 2 жыл бұрын
Perfect...........sister God bless you and your family.
@kumarsukarna7153
@kumarsukarna7153 2 жыл бұрын
ବହୁତ ବହୁତ ଧନ୍ୟବାଦ ଓଡ଼ିଶା ଭାସ୍କର ଚାନେଲ କୁ କି ଆଜି ଏ ଗୋଟେ ଭଲ ପ୍ରଚାର କଲେ 🙏🙏🙏good mind 👍
@soumyaranjanbehera3958
@soumyaranjanbehera3958 2 жыл бұрын
U r rt mam... Each and every one's mind should be like you, then social will be good. Thanks so much for your word.
@comedyfactory2406
@comedyfactory2406 2 жыл бұрын
ଆଛା ସୋନାଲି ମାଡାମ ଗୋଟେ କଥା କୁହନ୍ତୁ ଆପଣଙ୍କର କେତେଟା boy friend ଅଛନ୍ତି
@bibhutibhusanjena4499
@bibhutibhusanjena4499 2 жыл бұрын
Bhauni ...bahut bhala think r person . Bhai mane a bhani r jibana aama bhali bhai nka pain bahut kulyaban..... A bhauni mrg ku sabu bhai jiba ..... request .. samasta nku ..... Jay jay ..sis is very well ....best sis of India ......
@santalitechnicalclub2918
@santalitechnicalclub2918 2 жыл бұрын
Sister your words are really true every girls should be like you. I like your mentality👌
@arundalai6232
@arundalai6232 2 жыл бұрын
Thank🌹for such impartial attitude.
@educationwithhkbabu4894
@educationwithhkbabu4894 2 жыл бұрын
Yes u r right sis👍
@paramanandamoharana4394
@paramanandamoharana4394 2 жыл бұрын
Sister bahut bhala katha tia kahile bahut sundar chinta dhara 👌👌👌👌
@tapankumarmandal4014
@tapankumarmandal4014 2 жыл бұрын
Right...... Absolutely good thinking.... This type of girls very rare in society........ God bless you
@bapitutorial2344
@bapitutorial2344 2 жыл бұрын
Perfect Katha kahila bhauni 👍
@smcreationssiddhu
@smcreationssiddhu 2 жыл бұрын
Correct 💯 Point To Be Noted 👍👍
@mrp.kcolourful1359
@mrp.kcolourful1359 2 жыл бұрын
ଅତି ପବିତ୍ର ଚିନ୍ତାଧାରା 🙋Love ta😯 ଭଲ ଜିନିଷ 🤣🤣🤦🤦
@biswanathakousalya6481
@biswanathakousalya6481 2 жыл бұрын
ଧନ୍ୟବାଦ ଭଉଣି ଆପଙ୍କ ଚିନ୍ତା
@sibamuduli5538
@sibamuduli5538 2 жыл бұрын
ସବୁ ଝିଅ ତମ ପରି ହେବା ଦରକାର ଭଉଣୀ👌👌
@sahinaparween2568
@sahinaparween2568 2 жыл бұрын
Right Sister 💯💯💯💯💯
@padmavatimaharana5969
@padmavatimaharana5969 2 жыл бұрын
I'nv
@litankumarsathua8009
@litankumarsathua8009 2 жыл бұрын
Sister exllent and mind-blowing wonderful
@laxmanbehera553
@laxmanbehera553 2 жыл бұрын
ଝିଅ ଧନ୍ୟବାଦ
@mohanmohapatra1389
@mohanmohapatra1389 2 жыл бұрын
ଯଦି ସବୁ ପୁଅ , ଝିଅ ମାନଙ୍କର ଏମିତି ଭାବନା , ବିଛାର ଥାଏ ତ ଦୁନିଆ ହସ ଖୁସିରେ ଗଢି ଉଠିବ 👌👌👌💐💐ଆଗକୁ ଏହି ଭାବନା ଛିନ୍ତାଧାରା ନେଇ ଛାଲ ଭଉଣୀ....
@manashranjan5278
@manashranjan5278 2 жыл бұрын
Write thik katha thik updesh deichhannti sister society pai aajeka datre jaha sabu hauchhi samaste janiba darkar samajre jaha sabu ghatuchhi kintu sister good advice for society
@sanatandas5160
@sanatandas5160 2 жыл бұрын
Kavita thank you for your opinion.
@krishna3437
@krishna3437 2 жыл бұрын
Bahut bhalo sister
@jayjagannatha6857
@jayjagannatha6857 2 жыл бұрын
ଆଜି time ରେ ସବୁ ଟୋକି ବେଧ ବିଆ ଫାଡି ଗୋଡ଼ ଟେକି ଗିହଁରେ ମଜା ନେଉଛନ୍ତି ହେଲେ ପୁରୁଷ 5min ଖୁସି ପାଇଁ 14yr jail ଭୋଗୁଛନ୍ତି.....ଏମିତି ବେଧ ଟୋକି ଯଦି କିଛି case କରୁଛନ୍ତି ବିଆ ରେ iron rod ପୁରେଇ ଦିଅ ନହେଲେ ଗୋଡ଼ ଗୋଟେ କଟି ଫିଙ୍ଗି ଦିଅ... ଜୀବନ ସାରା ପସ୍ତେଇବ.... ପୁରୁଷ ଙ୍କୁ ଅନୁରୋଧ ଭଲ ଝିଅଙ୍କୁ କେବେ ବି ଧୋକା ଦିଅନି🙏🙏🙏
@yasobantamishra9914
@yasobantamishra9914 2 жыл бұрын
Bhai tume civil engineer ki 😂
@jayjagannatha6857
@jayjagannatha6857 2 жыл бұрын
@@yasobantamishra9914 ମୁଁ ପରମ...... 😄😄😄😄tk ଅଖାଡୁଆ ହେଲେ ବେଶି ଭଲ 😄😄😄CE ନୁହେଁ but CA😄😄😄😄
@SandeepKumar-qg6cv
@SandeepKumar-qg6cv 2 жыл бұрын
Mazza nela belaku 2 jana Mazza nebe but pua Ku kanhiki jail dia jauchhi..jhia bi Mazza ra phaida utheichhi
@jayjagannatha6857
@jayjagannatha6857 2 жыл бұрын
@@SandeepKumar-qg6cv ହଁ ମଜା actualy ପୁଅଙ୍କ ଠୁ ଝିଅ ଅଧିକ ନିଅନ୍ତି ମୁଁ ନୁହେଁ science କହୁଛି.. But ଏମିତି case ରେ ପୁରୁଷ ହ୍ନି ଦୋଷୀ.. ବାଳ ଆଇନ ଆମର ହେଇଛି 😄😄😄
@dashkantsardar3291
@dashkantsardar3291 2 жыл бұрын
Many-Many Thanks! ,...... My lovely sister,. You are a great jhio of Utkal maati, great opinion of new generation, you are proud of Odisha, & proud of Ramadevi college,,.... 🙏
@johnbeero8279
@johnbeero8279 2 жыл бұрын
Thanks sister for high things ,
@prangyaparamitasahoo9050
@prangyaparamitasahoo9050 2 жыл бұрын
ଆଜି କାଲି ଝିଅ ଅଛନ୍ତି ତାଙ୍କ ଜଂଘ ଦେଖେଇ ବୁଲୁଛନ୍ତି ଏଥିରେ ପୁଅର ଭୁଲ୍ କୋଉଠି ଭୁଲ୍ ହେଲା ଆଜି କାଲି ଝିଅ ମାନଂକ ଲାଜ କିଛି ନାହିଁ ନାରୀର ଭୁଷଣ ନାହଁ
@RANJIT0900
@RANJIT0900 2 жыл бұрын
Right
@soumyaranjan0
@soumyaranjan0 2 жыл бұрын
ବଣ ମଣିଷ କଉ jockey use କରୁଥିଲା ଜେ.... ସେହିtimeରେ ପୁଅ ମାନେ କେମିତି ରହୁଥିଲେ।
@kendujhartoka3699
@kendujhartoka3699 2 жыл бұрын
Maximum ନାଳୁଆ ଦଳ. ଖାଲି ଝିଅ କଥା ବୁଝିବେ
@jayantarout9792
@jayantarout9792 2 жыл бұрын
Sabu toka mane ta nalua aau. Tame thik bujhicha bhai.
@kendujhartoka3699
@kendujhartoka3699 2 жыл бұрын
@@jayantarout9792 Maximum au All ମାନେ ଏକା କି?
@jayantarout9792
@jayantarout9792 2 жыл бұрын
@@kendujhartoka3699 haan brother
@parthasarathiojha1318
@parthasarathiojha1318 2 жыл бұрын
Well said & also you are a lady of good mindset. 💐💥
@sanjaystudio5894
@sanjaystudio5894 2 жыл бұрын
Salute to this sister great job.....💙⚡
@bkarankumar8952
@bkarankumar8952 2 жыл бұрын
Very good message for social.. thank Q so much sister...
@sipunpradhan427
@sipunpradhan427 2 жыл бұрын
Right Katha BHAUNI
@kabiprasadpradhan822
@kabiprasadpradhan822 2 жыл бұрын
Thank you sister.
@digamberbehera6700
@digamberbehera6700 2 жыл бұрын
ଆପଣ ଠିକ କି ନିଜ ହୃଦୟ କୁ ପଚାର ଦେଖିବା..
@sonalibehera1146
@sonalibehera1146 2 жыл бұрын
Thiki kotha kahicha didi 👌 Bahut bhala lagila tuma kotha 👌👌
@worldmoviesstar2.0
@worldmoviesstar2.0 2 жыл бұрын
Bahut sundar Katha kahilo bhouni....I salute you...
@kashyapayan8841
@kashyapayan8841 2 жыл бұрын
Very good message, thank you
@krushnamohanprusty2728
@krushnamohanprusty2728 2 жыл бұрын
Very well said sister ! 👍
@ashokbhoi5476
@ashokbhoi5476 2 жыл бұрын
Best statement
@grzBTCtrader
@grzBTCtrader 2 жыл бұрын
Ek no katha kahila bhouni ...mono ku paila soto Katha 💯% ri8 ... pua manonka mono katha kahi delo ... boy/girl mind amiti rahiba Katha ..carrier re focus karo all guys ...❤️ Pore b Kari pariba ...time thau don't waste ...
@udayanarayanrath731
@udayanarayanrath731 2 жыл бұрын
Good honest girl.God bless you.
@paku1996
@paku1996 2 жыл бұрын
Mind blowing 🙏
@BirendraSingh-xf7fz
@BirendraSingh-xf7fz 2 жыл бұрын
Right sister 💯💯💯💯💯💯
@SanjayMadhuTanvi
@SanjayMadhuTanvi 2 жыл бұрын
Right sister
@jayantilatapanda6303
@jayantilatapanda6303 2 жыл бұрын
ଆଜି ର ଝିଅ ମାନଙ୍କୁ ଏହା ଠିକ ଉପଦେଶ 👌
@bedabyasofficialmusic6049
@bedabyasofficialmusic6049 2 жыл бұрын
Bahut Sundar equal Rights hebar Katha.
@shyamsundarbeshra9443
@shyamsundarbeshra9443 2 жыл бұрын
Daughter, Are you contesting in the College election😀😀😀..However, yr opinions are convincing....Social media is definitely a platform to gain popularity and increasing self confidence and change in society.
黑天使只对C罗有感觉#short #angel #clown
00:39
Super Beauty team
Рет қаралды 21 МЛН
Cheerleader Transformation That Left Everyone Speechless! #shorts
00:27
Fabiosa Best Lifehacks
Рет қаралды 9 МЛН
Odia Gita Karai sita || chandan biswal || odia comedy
9:00
Chandan Biswal
Рет қаралды 4,2 МЛН
Новости дня | 4 декабря - вечерний выпуск
11:43
Euronews по-русски
Рет қаралды 21 М.