ଝିଅଙ୍କ ପାଇଁ ଲକ୍ଷ୍ମଣରେଖା କାହିଁକି ? | Odisha Reporter

  Рет қаралды 8,078

Odisha Reporter

Odisha Reporter

Күн бұрын

ଝିଅ ଟି କେଉଁଭଳି ଡ୍ରେସ୍ ପିନ୍ଧିବ? ଆଣ୍ଠୁ ତଳକୁ ନା ଆଣ୍ଠୁ ଉପରକୁ ? ରାତିରେ ବୁଲିପାରିବନି , ସଞ୍ଜ ନଇଁଲେ ଘରେ ରହିବେ । ପୁଅ ଯଦି ସିଗାରେଟ ଲଗାଇବ, ଝିଅ କାହିଁକି ନୁହେଁ ? କିଏ ଟାଣିଲା ଲକ୍ଷ୍ମଣ ରେଖା ? ଝିଅଟି ସୀମା ଲଂଘୁଛି ନା ସମାଜ ଗାର ଟାଣିଛି ? ରକ୍ଷଣଶୀଳ ଠିକ୍ ନା ସ୍ୱାଧୀନ ଚିନ୍ତାଧାର ଠିକ୍ । ଏସବୁକୁ ନେଇ ଆମର ଏ ଆଲୋଚନା ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #debate #odishaculture #girl #Conservative #openmind

Пікірлер: 122
@manaswinisahoo6357
@manaswinisahoo6357 3 сағат бұрын
ବାପା ମା ଖାଲି ଝିଅଙ୍କୁ ଶିକ୍ଷା ସଂସ୍କାର ଶିଖେଇବେ ?? ପୁଅଙ୍କୁ କିଛି ଶିକ୍ଷା ଦିଆ ଯିବ ନାହିଁ ???
@saradasahoo2409
@saradasahoo2409 3 сағат бұрын
ସତ କହିଲେ କଷ୍ଟ ଲାଗିବ ।ଯିଏ ନିଁଆ ଗିଳିବ ଅଙ୍ଗାର ହଗିବ ।ନିଜେ ବଞ୍ଚିଲେ ବାପର ନାଁ। ଯିଏ ନିଜର ସୁରକ୍ଷା ନିଜର ଚରିତ୍ର ନିଜର ଜୀବନ ସୁରକ୍ଷା ପାଇଁ ନିଜେ ନିଜକୁ ସଜାଡି ନେବା ଭଲ। କାରଣ ଘଟଣା ଯାହା ସହିତ ଘଟିବ ସେ ଜାଣିଥିବ ତାର କେତେ କଷ୍ଟ ମିଡିଆ ସାମାଜିକ କର୍ମୀ ଭାଇ ବନ୍ଧୁ ଦୁଇ ଚାରିଦିନ ପାଇଁସାଥିରେ ଥିବେ ପରେ କେହି ନଥିବେ କେବଳ ନିଜର ଦୁଃଖ ଆଉ ଲୁହ ସବୁଠାରୁ ବଡ କଥା ମନେ ରଖିବାକୁ ହେବ ଯେ ଏ ଘୋରକଳିଯୁଗ ଆଉ କାମୁକ ଯୁଗ ଏଠି ଦରକାର ପଡିଲେ ଲୋକ ଶବ ସହିତ ଦୁଷ୍କର୍ମ ଆଉ ସାତରୁ ସତୁରି ବାଦ ପଡୁ ନାହାନ୍ତି ଏମିତି ବି ହଉଛି ଅଜା ବାପା ନାତି ଗୋଟିଏ ଥୁଠରେ ପାଣି ପିଉଛନ୍ତି ।ବୁଝିଲା ମଣିଷ କୁ ସହଜ ନ ବୁଝିଲା ଲୋକ କୁ ଜଟିଳ
@manaswinisahoo6357
@manaswinisahoo6357 3 сағат бұрын
ପ୍ରଥମେ ପୁରୁଷ ସଂଯତ ରୁହନ୍ତୁ
@lobhalohar4314
@lobhalohar4314 4 сағат бұрын
ନିଶା ମାନେ କୌଣସି ହୋସ ନାହିଁ ସେ କଣ କଲା କଣ କରିବ ତାର ଡର ଭୟ କିଛି ନ ଥାଏ
@manaswinisahoo6357
@manaswinisahoo6357 3 сағат бұрын
ମଦ ସମ୍ପୂର୍ଣ୍ଣ ବନ୍ଦ କରାଯାଉ
@dixitpattanaik131
@dixitpattanaik131 4 сағат бұрын
ଲକ୍ଷ୍ମଣ ରେଖା ଡେଇଁଲେ ସମେସ୍ତେ ରାଵଣ ନୁହଁନ୍ତି ଯେ ଅନୁମତି ନେଇକି ଟଚ କରିବେ.
@KumarPabitra-r1y
@KumarPabitra-r1y 4 сағат бұрын
@SunitaJani-qz6pc
@SunitaJani-qz6pc 2 сағат бұрын
Mane kahiba ku kon chahun cha Sita maa nku ravan touch karichi?!! Tike bhala se lekho nohele peaceful community Toma comment ku weapon banei hindus nku kahibe Sita to permission dei thila ravan ku boli 🙄😑
@dixitpattanaik131
@dixitpattanaik131 Сағат бұрын
@@SunitaJani-qz6pc Na Agya mo comment pura thik achi..Apana tike Research karantu ko bahi purana re lekha heichi padhichanti..Tv ru dekhiki Apana self views baneichanti..Raban mayabi thila se maya dwara Maa ka hata ବାଧିକି neithila..Baki rahila peacefully community jahar 5 ta bapa tanka katha ku mu care kareni🙏
@SunitaJani-qz6pc
@SunitaJani-qz6pc Сағат бұрын
@@dixitpattanaik131 🤦🤦 angya Maya re bandhi ki neba aur touch Kariba lekhiba re farak achhi..kichhi na matro hindus achanti jahanko brainwash heichi Sethi pain kahili .. edit Kari ki tike bhala se lekho jemiti kou namo matro hindu ki jihadi a kotha ku bodhei chodhei no kuhe.. emiti podhile ki sunile bhi bhala laguni Sethi pain🙏
@dixitpattanaik131
@dixitpattanaik131 12 минут бұрын
@@SunitaJani-qz6pc Agya mu Women Empowerment ku comment karuni Laxman Rekha mane Nari ra ମଜ୍ଜଦା ku bujhae..Ame ଭାରତୀୟ taha purbaru ଓଡ଼ିଆ culture vuliki Line cross kale consequences ta face karibaku padiba
@manaswinisahoo6357
@manaswinisahoo6357 3 сағат бұрын
ପ୍ରଥମେ ପୁରୁଷ ଜାତି ଶାଳୀନ ରକ୍ଷା କରନ୍ତୁ
@SunitaJani-qz6pc
@SunitaJani-qz6pc 2 сағат бұрын
Aaji Kali parents to chhoto belu mobile dei dau chanti ki shalino rakhya heba aau🙄😑 sabu to mobile re dekhi dekhi bodo hei jau chanti
@krishvlogs9332
@krishvlogs9332 4 сағат бұрын
ଝିଅ ପାଇଁ laxmana ରେଖା ନାଇଁ ସେ ମଦ ପିଇବେ ଆଉ ରାତିରେ ବୁଲିବେ, ସେମିତି ମୁଁ ତ ନିଜ income ରେ ପିଉଚି ମୋ ସ୍ତ୍ରୀ କାଇଁ ବିରୋଧ କରୁଛି, ସେ ମୋ ସ୍ୱାଧୀନତା ଟା ତା ହେଲେ ଛଡେଇ ନଉଚି,ଏଵେ କୁହ ମୁଁ ସ୍ତ୍ରୀ କୁ ଛାଡ଼ିବି ନା ମଦ କୁ
@gudugudu1354
@gudugudu1354 2 сағат бұрын
😂😂wahh ki katha ta kahila maw bhai🤭🤭🤭
@prasantabeherabehera6019
@prasantabeherabehera6019 Сағат бұрын
❤❤❤❤❤❤
@Deepak-wi5oe
@Deepak-wi5oe 2 сағат бұрын
News room ରେ ସାମ୍ବାଦିକ ମାନେ ନିଜନିଜର ମୂଲ୍ୟବାନ ପ୍ରତିକ୍ରିୟା ଦେଇଥିବାରୁ ଧନ୍ୟବାଦ ସାମ୍ବାଦିକ ଭାଇ ଓ ଭଉଣୀ ମାନଙ୍କୁ ଯେଉଁ ମାନେ ଆମ୍ଭ ସମସ୍ତଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରନ୍ତି ଆଜି ସେମାନଙ୍କର ପରୀକ୍ଷା ଚାଲିଛି
@khirodkumarota2997
@khirodkumarota2997 4 сағат бұрын
ପୁଅ ର ମାନସିକତା କାହିଁଇକି ଚେଞ୍ଜ ହେଉନି , ଝିଅଙ୍କୁ କାହିଁକି ଏତେ ନଜର , ନିଜ ଭଉଣୀ ଏପରି କରୁଛନ୍ତି ନ। ନାହିଁ , ଆଗେ ଏପରି ଡ୍ରେସ ତିଆରି ଉପରେ bane ହେଉ । ଏ କଥା କାହିଁ କେହି ତ କହୁନାହାଁନ୍ତି
@Ashutoshh608
@Ashutoshh608 3 сағат бұрын
Dress na re ta market re dita suta khanda miluchi....na de e chanti,"lingerie"ta boli seguda bi pindhiki buliba na kana??
@bhabanimohanta7752
@bhabanimohanta7752 3 сағат бұрын
ଭାଇ ପୁଅ ମାନଙ୍କର ମାନସିକତା ଚେଞ୍ଜ କେବେଠୁ ହେଲାଣି... କିନ୍ତୁ ପୁଅ ମାନଙ୍କୁ ଦୋଷ ଦେଇ... ନିଜ ପରିଧି କୁ ବୁଲିଯିବା ଠିକ ନୁହଁ....ଅସଭ୍ୟ ବ୍ୟବହାର କଲେ.. କର୍ମ return ମିଳିବ.... ସେ ଝିଅ ରାତିରେ ମଦ ପି.. ମଝି ଆଙ୍ଗୁଳି ଦେଖେଇକି.. ଗାଡି ରୋଡ ର ଏପଟେ ସେପଟେ ଚଲେଇବା କେତେ ଦୂର ଠିକ....
@IASaspairant
@IASaspairant Сағат бұрын
ତାହାଲେ ତୁ ଗୋଟେ କାମ କରୁନୁ ତୋ ମାଆ କୁ କାଲି ରୁମାଲ ଭଳି ଡ୍ରେସ ପିନ୍ଧେଇ କି ଚାଲ୍ BAR 🍺 କୁ ନେଇ କି ଯିବା !!!!!!????
@Mahanpreet
@Mahanpreet Сағат бұрын
ତୁ ଗୋଟିଏ ମଧୁର ଧରମ ଭାଇ ଜଣା ପଡୁଛି 😂🤣
@bibhudhendrarath6306
@bibhudhendrarath6306 3 сағат бұрын
Thanks Swati mam.
@santoshkumarmajhi-fl3tg
@santoshkumarmajhi-fl3tg 4 сағат бұрын
ଧନ୍ୟ ବାଦ ଭଉଣୀ
@BraveHindustani9074
@BraveHindustani9074 3 сағат бұрын
ମାତାଲି ପରି ହଉଥିଲା ସେ ଝିଅ, ଠିକ ହେଇଚି, ନିଜର ଚରିତ୍ର କୁ ନ ସଜାଡି ବାକି ଦୁନିଆ କୁ ଆଙ୍ଗୁଠି ଦେଖାଇବା ଭୁଲ.......
@subhasinirout9542
@subhasinirout9542 2 сағат бұрын
ବହୁତ ସୁନ୍ଦର ମତାମତ ରଖିଲେ । ନିଜ ପରିବାର ରୁ ଏହି ସବୁ ଶିଖା ଯାଏ । ଆମେ ଓଡ଼ିଆ ।ଆଜିକାଲି ଝିଅ ମାନେ ବହୁତ ଉଦ୍ଧତ।କେବଳ ତାର ପରିବାର ପାଇଁ
@pankajinipradhan6770
@pankajinipradhan6770 3 сағат бұрын
ଭୁଲ୍ କହିଲେ ଡ୍ରେସ୍ ରାତିରେ ମଦ ପିଇକି ଫେରିଲେ ଏମିତି ହେଉଛ ଭାବୁଛ ନୀରିହ ଝିଅ କ'ଣ ଵଳି ପଡୁଛି ବିଚାର କର ସାଧାରଣ ଝିଅ ଵେଶି ହ ରାଣ ହେଉଛି
@dileswarbiswal2962
@dileswarbiswal2962 4 сағат бұрын
ଓଡ଼ିଶା ରେ ଝିଅ କଂ ଉତପାତ୍ ବଢି ଯାଇଛି କାରଣ ଝିଅ ମାନକୁଂ ସରକାର ସବୁଠି କୋଟା ସିଷ୍ଟମ କରି ଆଗରେ ରଖି ବାକୁ ଚାହୁଁ ଛି । ଯାହା ଫଳ ରେ ଓଡିଆ ସଂସକୁରୁତି ବରବାଦ ହେବାକୁ ବସିଲାଣି🎉🎉🎉🎉
@NSkantKumar
@NSkantKumar 4 сағат бұрын
ଯୀଶୁ ପଥ ଯୀଶୁ ସତ୍ୟ ଯୀଶୁ ହିଁ ଅନନ୍ତ ଜୀବନ 🎉🎉 ପାପରୁ କ୍ଷମା ଅନନ୍ତ ନର୍କ ଦଣ୍ଡରୁ ରକ୍ଷା ସ୍ୱର୍ଗୀୟ ଅନନ୍ତ ଜୀବନ ଶାନ୍ତି ବିଶ୍ରାମ ସାନ୍ତ୍ଵନା ପାଇବାକୁ ହେଲେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ବାସ କର 🎉🎉 ପାପର ଦୁନିଆଁ ଅସ୍ଥାୟୀ ଜୀବନ ଈଶ୍ୱର ବିଶ୍ବାସ ମଧ୍ୟରେ ଏହା ହିଁ ଜୀବନର ସାର ସତ୍ୟ 🎉🎉
@manaswinisahoo6357
@manaswinisahoo6357 3 сағат бұрын
ଶାଢ଼ୀ ପିନ୍ଧିକି ରାତିରେ ବୁଲିଲେ, କ'ଣ ପୁଅ ପିଲାମାନେ କମେଣ୍ଟ୍ ମାରିବେ ନାହିଁ ??? ଖାଲି ଘୋଡେ଼ଇ ହୋଇ ରହିଲେ ଦୁଷ୍କର୍ମ କମିଯିବ ??? ପୁରୁଷମାନେ ଅତ୍ୟାଚାର କରିବେ ନାହିଁ ଦୁଃଶାସନ ଭଳି ଶାଢ଼ୀ ଭିଡ଼ି ଖୋଲି ଦୁଷ୍କର୍ମ କରିବେ ନାହିଁ ???
@aneetamaam6535
@aneetamaam6535 2 сағат бұрын
ମଦ ଏବଂ ବାର୍ ବନ୍ଦ ହେବା ଆବଶ୍ଯକ। ପୁରୁଷ ମାନକଂର ମାନସିକତା ପରିବର୍ତ୍ତନ ହେବା ଉଚିତ୍
@Mahanpreet
@Mahanpreet Сағат бұрын
ସମାନ ଅଧିକାର ସବୁଠି ଦେଲେ ହବ :: ଯେମିତି ପୁଅ ଝିଅ କୋଉଠି ଧାରା ହେଲେ ପୁଅ ଯିବ ଜେଲ ଆଉ ଝିଅ ଯିବ ବାଳ ସୁଧାର କେନ୍ଦ୍ର। ଏଇଟା କେତେଦୂର ଠିକ?
@IASaspairant
@IASaspairant Сағат бұрын
ଗୋଟେ ଝିଅ ରୁମାଲ ଭଳି ଡ୍ରେସ ପିନ୍ଧିବ ଆଉ ମଦ ପିଇବ , କଣ ନା ତା ଇଚ୍ଛା , ତା ମାନେ ଆମ ଓଡ଼ିଶା ର ଜଗନ୍ନାଥ ସଂସ୍କୃତି କୁ ତମେ ନଷ୍ଟ କରୁଛ , ତାହାଲେ ସେଇ ଝିଅ କହିବ ମୁଁ ମୋ ବାପା ଠୁ ଗିହାଁ ଖାଇବି ତାହାଲେ ବି ତମେ କହିବ ହଁ ବିଲୁକୁଲ ଠିକ୍ କଥା , କଣ ନା Modern ଚିନ୍ତାଧାରା , Gender equality ମୋ ବାଳ ନା....
@manaswinisahoo6357
@manaswinisahoo6357 3 сағат бұрын
ଓଢ଼ଣୀ କିମ୍ବା ଓଢ଼ଣା ପକାଇଥିବା ଝିଅଙ୍କୁ କିଛି ଖରାପ ବ୍ୟବହାର କରାଯାଉ ନାହିଁ???
@dinabandhusatapathy3631
@dinabandhusatapathy3631 3 сағат бұрын
Every thing depend upon family culture.
@manaswinisahoo6357
@manaswinisahoo6357 3 сағат бұрын
ଯୁକ୍ତି ତ ପୁଅ ପିଲା ପ୍ରଥମେ କରିଛନ୍ତି ଦେଖନ୍ତୁ ଭିଡିଓ ରେ ଆରେ ସେମାନେ ତ ତାଙ୍କର ଯାଉଥିଲେ ଏ ପୁଅ ପିଲା ମାନେ କ'ଣ ପାଇଁ ଏତେ ମୁଣ୍ଡ ଖେଳାଇଲେ???
@bijaykumarexpress4u519
@bijaykumarexpress4u519 2 сағат бұрын
ସେମାନେ ଭାବନ୍ତି Don ନିଜକୁ ଏମିତି road Romeo ତୋ bht jaga re ochhonti
@IASaspairant
@IASaspairant Сағат бұрын
ତତେ ଗାଣ୍ଡୀ ମାରିଛନ୍ତି ନା , ଖାଲି ରେ କେହି ବି ଗୋଟେ ଝିଅ କୁ କିଛି କହିବେନି , ଏ ଝିଅ ମଦ ପିଇଛି ତାଙ୍କୁ ସୋଦିଛି middle finger ଦେଖେଇଛି ଆଉ ମାଆ ଭଉଣୀ ନେଇ ସୋଦିଛି , ସେଥିପାଇଁ ସେମାନେ ଯୁକ୍ତି ତର୍କ କରିଛନ୍ତି , ଆଉ କୋଉ ଝିଅ କୁ ଅଟୋକାଉ ନଥିଲେ ୟା କୁ ଅଟକାଇଲେ
@manoranjandas8812
@manoranjandas8812 4 сағат бұрын
Jadi jhia rati 12 re baharuchi tuma ganditi kain fatuchi Jie baharuchi sie giha khau tuma ra kn asubidha mo banda news
@manaswinisahoo6357
@manaswinisahoo6357 3 сағат бұрын
ମଡର୍ଣ୍ଣ ଝିଅଙ୍କୁ ଅସଦାଚରଣ କରିବା କେତେ ଯଥାର୍ଥ ??
@samajmusicofficial2458
@samajmusicofficial2458 3 сағат бұрын
Joumane jhia nku support karuchhanti semane gote gote..... R.. Nda... Nije hajare khaarp samparka rakhurhibe.
@bijaykumarexpress4u519
@bijaykumarexpress4u519 2 сағат бұрын
Dress ଯିଏ ଖରାପ ପିନ୍ଧୁଚି ତାକୁ ଖରାପ ନଜର ରେ ପୁଅ ଦେଖନ୍ତି କଣ ତାଙ୍କ ଭଉଣୀ ପିନ୍ଧୁ ନାହାନ୍ତି? ଆଉ କଲିକତା ରେ ଯେଉଁ dr. କୁ rape କଲେ ସେ କଣ ମୋଡର୍ଣ ପିନ୍ଧି ଥିଲା?
@rasmitajena6725
@rasmitajena6725 3 сағат бұрын
Jhia mananku sanskar darkar puamananku sanskar darkar nahi
@rolex..lover.9375
@rolex..lover.9375 2 сағат бұрын
Nice Reporting ❤
@balarsanpradhan2865
@balarsanpradhan2865 4 сағат бұрын
Not only in police department at bhubaneswar but also all departments at bhubaneswar is corruption
@JagabandhuMalik-ck5fj
@JagabandhuMalik-ck5fj Сағат бұрын
ଫାଲତୁ କଥା। ସଵୁ ଦେହର ଭୋକ ପାଇଁଁ ଭୁଲ୍ ଭାଲ ହେଇପାରେ।ଝିଅ ପୁଅକୁ ନିଆଁ ଆଉ ଘିଅ ସହିତ ତୁଳନା କରାଯାଇଛି।ଝିଅକୁ ରାତି ଅଧରେ ଏକୁଟିଆ ପାଇଲେ,ରୋଡ ରୋମିଓଙ୍କ ମନରେ ଯୋଉନ ଲାଳସା ସୃଷ୍ଟି ହେଇଥାଏ। ତାପରେ ଯାହା ଘଟିବ, ସେଥିପାଇଁ ନିଜେ ନିଜ ହିସାବରେ ଵାଟ ଚାଲିବା ଉଚିତ୍
@manaswinisahoo6357
@manaswinisahoo6357 3 сағат бұрын
ଆଶ୍ଚର୍ଯ୍ୟ !!!!
@kavitamanchckpjharkhand5565
@kavitamanchckpjharkhand5565 4 сағат бұрын
Modi ki garanti.odisa barbad karega.ab amit shah modi kha hai
@krushnagadaba8112
@krushnagadaba8112 2 сағат бұрын
ଏ ସବୁ ମଦର କାରଣ ଓଡିଶା ରେ ମଦ ବନ୍ଦକର
@purnanayak123
@purnanayak123 Сағат бұрын
ଯେ ଲଙ୍ଗଳା ତାକୁ ଏଭଳି ଶିକ୍ଷା ଦେବା ଦରକାର ସେ ଯେପରି କେବେ ରସ୍ତଉପରେ ଶ୍ରୁଖଳିନ୍ତ ହେବା ଦରକାର
@SeturaajaMajhi
@SeturaajaMajhi 3 сағат бұрын
ପୁଲିସ୍ VS Army ଏବେ ପୁଅ VS ଝିଅ କଲାଣି ଗୋଦି ମିଡ଼ିଆ କୋଉଠିକାର
@allinonetv4977
@allinonetv4977 3 сағат бұрын
Are ଭାଇ sex କୁ normal ନିୟ sex କିଛି ନୁଁହ ଯିଏ ଯାହା ସହ ସହମତି ରେ sex ରଖିପାରିବ no problem.. Married ହଉ କି unmarried ସମସ୍ତେ ସମସ୍ତଙ୍କ ସହ sex କରିପାରିବେ no problem. ଟୋଟାଲଲ୍ୟ sex free
@arssingh3983
@arssingh3983 39 минут бұрын
ଝିଅ ଲଙ୍ଗଳା ହୋଇ ରାଜରାସ୍ତାରେ ବୁଲୁ ଆଉ ପୁଅକୁ ଲୋକର ରେ ରଖିଲେ ଝିଅ safe ରହିବ
@bebilipsabiswal8605
@bebilipsabiswal8605 3 сағат бұрын
Nija nija pua nku badala, karana jhia nku kharap najar re pua hin dekhuchanti aau jau jhia nka saha kharap hauchi semane kharap dress pindhuthile kie kahiba
@sandhyatara1993
@sandhyatara1993 2 сағат бұрын
ପୁଅ ଝିଅ ଉଭୟ ସଂଯତ ହେବ ଦରକାର.. ଝିଅମାନେ ଉଦ୍ଭଟ ପୋଷାକ ପିନ୍ଧି ଛାତି, ପିଠି ଦେଖେଇ ବୁଲିବା ଛାଡ଼ନ୍ତୁ.. ସମସ୍ତେ ଅନୁଶାସନ ରେ ରୁହନ୍ତୁ 🙏
@kamarnalibhadra2924
@kamarnalibhadra2924 3 сағат бұрын
ଗୋଟିଏ modern ଝିଅ ପାଇଁ ସବୁ ପୁରୁଷ ଙ୍କ ଲକ୍ଷ୍ମଣ ରେଖା କଥା କାହିଁକି ମନେ ପଡ଼ିଲା । ଏପଟେ କହୁଚ୍ଛ ପୁଅ ଝିଅ ସମାନ ସେପଟେ ନିଜ ପରିବାର କଥା ମନେ ପଡିଲେ ଦରିଯାଉଛ। ମନେରଖ ସମାଜ ଆଉ ଓଡିଶା ବା ଭାରତ ଭିତରେ ସୀମିତ ନାହିଁ ପୁରା ବିଶ୍ଵ ଏହାର ପରିଧି ଭିତରେ ତେଣୁ ଯେତେ ଚେଷ୍ଟା କଲେ ତମେ ଆଉ ପରିବର୍ତ୍ତନ କୁ ରୁକି ପାରିବ ନାହିଁ ।
@CreationOdia1234
@CreationOdia1234 4 сағат бұрын
Drinks କରିବା ଖରାପ୍ କଥା ନୁହ ମାନିବାକୁ ପଡ଼ିବ ତୋତେ ତୋ ବାପା ମା ତୋତେ ସେହି ଶିକ୍ଷା ଦେଇଛନ୍ତି Drinks କରିବା ଖରାପ୍ ନୁହ ମଦ ସ୍ବାସ୍ଥ୍ୟ ପ୍ରତି ହାନି କାରକ ଲେଖା ଯାଉଛି ଏ ସବୁ ଭୁଲ୍ ରେ ଲେଖୁଛନ୍ତି ବୋଧେ 😂😂😂😂😂
@ashutoshmohanty713
@ashutoshmohanty713 3 сағат бұрын
Hn ba😂
@sandhyatara1993
@sandhyatara1993 3 сағат бұрын
ସେ ମାଡାମ କଣ କହିଲେ ଆପଣ କଣ ବୁଝିଲେ... ପୁଅଟିଏ ଯଦି ନିଜ ଇଛା ର ମାଲିକ ତେବେ ଝିଅ କାହିଁକି ନୁହଁ
@sameerkumardalai2964
@sameerkumardalai2964 2 сағат бұрын
Bitark ti Vala hei chi kintu aau tikiye lamba aalo Chana hau..
@thecommonman5169
@thecommonman5169 3 сағат бұрын
ସଂସ୍କାର ନିଜ ପରିବାରରୁ ଆଣିଥାଏ, ନିଜ ପରି ପାର୍ଶ୍ଵ ରୁ ଆଣିଥାଏ, jau ଜିନିଷ ta ଭୁଲ ସେଇଟା ଭୁଲ, ପ୍ରଥମ କଥା ମଦ ପିଇଲେ ଖରାପ କାହିଁକି ନା, ମଦ peela ପରେ ନିଜେ ନିଜ ଆୟତ୍ତ ରୁ ବାହାରି ଯାଇ ଥାଏ, Normal mentality ରୁହେ ନାହିଁ, ଡ୍ରେସ୍ ପିନ୍ଧିବା ରେ salinata darkar, ସେ ଯାହା ହଉ ପୁଅ ହଉ କି ଝିଅ।
@bapinibarik1153
@bapinibarik1153 Сағат бұрын
ଜ୍ଞାନ ବାବୁ ଠିକ୍ କହୁଛନ୍ତି
@samajmusicofficial2458
@samajmusicofficial2458 3 сағат бұрын
Bideshi mane odia sanskruti apanauchhanti Kintu aji kichhi besys, nari nijaku langala hei jibaku chahuchanti
@jtl1872
@jtl1872 3 сағат бұрын
ରାତିରେ Nighty ପିନ୍ଧିଲେ ଡିଉଟି କରିବାକୁ ସୁବିଧା ହୁଏ କି ?
@K.Siladityavlogs
@K.Siladityavlogs 3 сағат бұрын
ଆରେ ବାଳ se ନାଇଟ footage ଦେଲୁ.
@trishadakua2514
@trishadakua2514 Сағат бұрын
Police kahiki cctv camera footage dauni
@K.Siladityavlogs
@K.Siladityavlogs Сағат бұрын
@@trishadakua2514 ଏଇ ଜିନିଷ ଟା ପଚାରେ ମନ୍ତ୍ରୀ govt କୁ
@anantanahak2718
@anantanahak2718 4 сағат бұрын
Jou green and sky shirt pindhi thiba sambadika bhai 2janna perfect answer deichhanti.l you.
@rkp-j7c
@rkp-j7c 2 сағат бұрын
In army culture drink is not new ..and she is even in full state of mind..Try to accept the change of mentality in feminism..
@samajmusicofficial2458
@samajmusicofficial2458 3 сағат бұрын
Jie jouthi rahiba katha sie seithi rahiba darkar
@kcmishra3239
@kcmishra3239 7 минут бұрын
Duty pare rest room re nighty pindhile police women pain problem kahin.
@sibaprasadswain5060
@sibaprasadswain5060 4 сағат бұрын
Sir, Namaskar, The law should be made like Saudi Arabia to protect honourable women from unsocials.
@SeturaajaMajhi
@SeturaajaMajhi 3 сағат бұрын
ଆରେ.. Odisha Reporter ତୁ ଜାଣିନୁ? ଅପରାଧୀର କୌଣସି ଜେଣ୍ଡର୍ ନ ଥାଏ । 😂 ଝିଅଟିର କୁମ୍ଭୀର କାନ୍ଦଣା ଓ ତା'ର ସଂଘାତିକ ଅଭିଯୋଗକୁ ଏତେ ବିଶ୍ବାସ?
@Shkr_Bab
@Shkr_Bab 3 сағат бұрын
Because they have properties
@kalicharanpanda4079
@kalicharanpanda4079 3 сағат бұрын
The hon'ble court and govt. both are 100% responsible.India got freedom but some people are not getting freedom. 😮😮😮😮😮😮😮😮
@jyotsnamayeebehera4388
@jyotsnamayeebehera4388 2 сағат бұрын
Samaaj ku change kar female and male persons
@bebilipsabiswal8605
@bebilipsabiswal8605 3 сағат бұрын
Pua jhia jadi saman, tebe jhia nku b semiti najar re dekha jemiti pua nku dekhucha, pua jhia nka pain gote kamare 2 ta alaga mantabya thik nuhan
@naikvlogsnaik9688
@naikvlogsnaik9688 3 сағат бұрын
Jhia ro utpat badhijai6i drunked lady chhi major pionce
@ManojBeher-ic3ys
@ManojBeher-ic3ys 2 сағат бұрын
First 🛑🛑🛑 stop wine 🍷🍷🍷🍷 then success
@aneetamaam6535
@aneetamaam6535 2 сағат бұрын
Patriachy family and mentality change heba darkar.. Sabu restrictions gote jhia pain kanhiki???? Manashikata change heba uchit
@ajitakumarsahoo9458
@ajitakumarsahoo9458 3 сағат бұрын
Buddhist religion Nayagarh town odisha ❤ ଅହିଂସା ଶାନ୍ତି ପ୍ରଦାନ କରେ
@AkshyaKumarMohanty-b1u
@AkshyaKumarMohanty-b1u 2 сағат бұрын
Nana muni nana mat😂 Everyone should honer to others & society.
@tanmayapradhan91
@tanmayapradhan91 2 сағат бұрын
Pua jhia saman ki???
@akhilsongs9421
@akhilsongs9421 4 сағат бұрын
Jadi Laxmana Rekha na tan8ba ..Ravana asi nei jiba.....au ajikali Rama nahanti kehi je rakhya karibe
@melisha4236
@melisha4236 4 сағат бұрын
Jadi Ram nahanti to kehi Sita b hei paribeni..
@sandhyatara1993
@sandhyatara1993 2 сағат бұрын
ରାବଣ କିଏ ଆଜ୍ଞା...
@akhilsongs9421
@akhilsongs9421 24 минут бұрын
@@sandhyatara1993 dekhicha rasta ghata re kemti rape karuchnti murder karuchanti..puni Ravan kie au pacharucha
@sarfaroshkitamanna8388
@sarfaroshkitamanna8388 4 сағат бұрын
Samaya padile ama odia kahuchanti ama sanskruti mohan aji kuade gala ama sanskruti au ama parampara. Ame kana sei odia bhabe parichaya daba je ame bikasita bharatara Jane Jane byakti bisesha.
@manoramaskitchen8836
@manoramaskitchen8836 8 минут бұрын
Jadi lokanka dress matter kareni. Tahale apana interview ku gala bele formals kahinki pindhuchanti? Apana school gala bele uniform kahinki pindhuchanti? Karana seta sober lage. Gote phata jeans pindhiki apana interview re Basile apana nku starting ru reject kara jiba. That means apana dress code ru apana nka character judge hela ethi. Tahale apana kemti kahibe ki dress matter kareni.
@pragyasinibehera9500
@pragyasinibehera9500 44 минут бұрын
Se bara jana kahi ki buli thile rati 1am re. Tankara code of conduct kichi nahii. Kahli jhia dt too bf sahita thila taku najar.. Se bara jana kan karu thile. Se kan responsible citizen bhali kama kale kehi b jaiki police ku information karileni. Ulta jhia ku misi ki charge kale. Tankara morality kuade gala. Gote jhia sahita kebe b gote pua lageni ajikali gang heiki lagibara time chalichi. Ekela jhia bht strong. In today's world single girl is very strong..
@pgayatrirout2326
@pgayatrirout2326 2 сағат бұрын
Chhabi Rani kn pindhi thila... Bebina kn pindhi thila ... Mamita meher kn pindhi thila... Pari kn pindhi thila... A sabu case kn dress pindha pain... Kolkata Dr kn pindhi thila... Tk kahi beki. Costume don't justify charector... Pindhiba loka ra manasikata saha dekhiba lokara manasikata b change haba drkr... Samaja re crime ghatuchi kete jana bikruta manasikata loka nka pain... Semana nka percent only 100re 10% semana nku identify kari bara achhi.. au
@trishadakua2514
@trishadakua2514 Сағат бұрын
💯 correct
@pragyasinibehera9500
@pragyasinibehera9500 42 минут бұрын
Puaa ti jaiki 1am re kau service provide karuthile govt ku.. Pura gang heiki buluthile. Kahi ki..
@Factboy4365
@Factboy4365 37 минут бұрын
1) jadi equality darkar tahale mahila thana kn pai achi purusha thana kn pai nahi 2) Jhia thela pela kale thik but jadi pua thela pela kala ta sangh sangh forward kn pai sabu jinsa re equality milu khali late night buliba pai ki maal peeba pai nuha
@nandansahu3832
@nandansahu3832 2 сағат бұрын
Jhia pua bhali rahile namaneba. Jhia full cloth pindhantu. Mada pile thik ki bhul nije bichar karantu.
@SadasivSahoo-h7m
@SadasivSahoo-h7m 4 сағат бұрын
Aapan mane aapan jhiya ku amit baneibe bhala 😂😂😂😂😂 ame wait kalu tama manakara jhiya video ku😂😂... finally jhiya mankara patana ra karan jhiya......apanakara upadesa aapankar children dekhuchhanti....😂😂😂😂
@ramakantamohapatra4914
@ramakantamohapatra4914 4 сағат бұрын
Aguda thik karibe kie Kan pindhiba
@SadasivSahoo-h7m
@SadasivSahoo-h7m 4 сағат бұрын
Sena jhiya ra ucha stariya discipline aapamane sikhantu 😂😂😂
@rashmitabehera1548
@rashmitabehera1548 3 сағат бұрын
Swati madam thik kahichhanti odisha gote Jagannath dham gote hindu rastra athi jadi naritia rati1,2,3 tare Bina vayare jaiparibani a ki sasan a ki punishment Ankita jadi tuma vauni hoithanta tume amiti hairan Kariba.
@NareshMahanta-gq9pw
@NareshMahanta-gq9pw Сағат бұрын
Seithipai ta langala heiki rati rati bar pop re mada pirki hangama katuchanti
@bahufitness11
@bahufitness11 3 сағат бұрын
5 anguthi saman nahin ki hai bhi theek Kare paribe naahi. Nijo👁️ akhira soch kharab acchi lokon ka. Bujhi le Vikash bhai
@Sams-g7h
@Sams-g7h 3 сағат бұрын
Kn ଝିଅ ଲାଙ୍ଗୁଳୀ ହେଇ ରାସ୍ତାରେ bulibe....ଏଇଟା america ନୁହଁ ରେ ଭ ଡୁଆ
@sandhyatara1993
@sandhyatara1993 2 сағат бұрын
ସୁପ୍ରିମ court ପରା କହିଲା ଯିଏ ଯାହା ସାଙ୍ଗେ ରହିପାରିବ.. Foreign ହେଲାଣି ଆମ ଦେଶ ଆଉ କଣ... System ସାଙ୍ଗେ ଲଢେଇ କରନ୍ତୁ
@SarojPadhan-z5h
@SarojPadhan-z5h 4 сағат бұрын
lakhmana rekha...ra power kete.seeta pari naree lakhmana rekhakara ulanghana kala .ajira naree ken khetka muli hai.lakhmana rekha ra apaman ra parinaam.ramayana.......
@ashutoshmohanty713
@ashutoshmohanty713 3 сағат бұрын
Laxman Rekha samstanka pain achi..aei micha feminism chaada.saree,salwar atleast Full dress pindhiba darkar.Kintu Rape ku kebebi justify Kara jae paribani
@pritichhandasahoo5823
@pritichhandasahoo5823 3 сағат бұрын
Hm Bhai ethi jhia manaku khali darakar pua pachhe dasata knu dhariki sou🙂 emane kuade kahibe jhia pua saman au rahila jhia kna dress kichhi katha nahi nijara bhadrami nija upre depend kare se jhia ra hdk thila se nija pain lafhila kichhi khrap nahi court achhi se jhia bhi punishment paiba jadi bhul Kariba pua mana knu ghare sikhaa j samste Tama katha kandhei jhia ra life achhi
@pragyasinibehera9500
@pragyasinibehera9500 38 минут бұрын
Police re ta madam nighty pindhi ki kahiki bulu thile.. Dt too office hour re. Man only know to objectify woman.. Aga kala ru simple dadi tie gudei heiki jhia mane rahuthile ta mane kan kharb najar kariki dekhiba ame.. Ama aai jeje mane simple sadi tie pindhu thille.. Eei iiner sabu western culture.. Ta mane jhia ku khrab najar kariki dekhiba
@susantakumarnayak5601
@susantakumarnayak5601 4 сағат бұрын
Lajya lajya
@ratnakarsahoo1461
@ratnakarsahoo1461 3 сағат бұрын
Sambadik vi Jani parunahanti jnu re kete desh drohi baharu chanti,aou jnu ra example a mahasaya deuchanti
@Worldcinemabj
@Worldcinemabj Сағат бұрын
Jhia mananku parivar re sanskar dia jauchi au pua mananku kn pain dia jauni sanskar
@santoshswain3113
@santoshswain3113 25 минут бұрын
Bastad IIC & DCP KU Dismiss Karantu immediately otherwise defamed Mohan Sarkar
@ଦମ୍_ଦାର_ଟୋକା2.0
@ଦମ୍_ଦାର_ଟୋକା2.0 44 минут бұрын
Drinks କରିବା ଗୋଟେ ଖରାପ୍ କଥା ନୁହଁ😂😂😂ଯାଉନୁ ତୋ ବାପା ସହ ବସି ମଦ ପିଇବୁ କେଡେ ଅଲାଯୁଗ ତୁ 😂😂😂ଗୋଟେ journalist ତୁ ନାଁ ଆଉ କଣ୍ 3:35 ଏଥିରୁ ଜଣାପଡିଲା ତୁ କୋଉ ଘରର ଛୁଆ
@sandeepbaliarsingh8463
@sandeepbaliarsingh8463 3 сағат бұрын
Mada pua piu ki jhia piu sie kharap. Seithi pain mada swasthya pakhye hanikaarak lekha jauchi. Nisa khaiki gaadi chaleiba aahuri kharap. Tathapi jadi mada peeba nija ghare basiki mada pia. Aau rahila dress jahara jaha pindhiba katha pindha. Kichi asubidha nahin.
@bijaysatapathy7787
@bijaysatapathy7787 4 сағат бұрын
Gyan babunka agyanata...Jaha v juha Bhai samaja aamar purush kendrika...Samaj decide karibaku kie ,ki kemiti dress pindhiba,kan khaiba,kemiti buliba...depend karuchi Jane byaakti kemiti nijaku guide Kariba.
@Ashutoshh608
@Ashutoshh608 3 сағат бұрын
Tahele kichi subidha asubidha hele,samaja pakhaku kahni dhain asucha???news channel re asi kahni kanducha???samaja ku jane e ba pain na???samaja ra katha manibanai,asubidha hele samaja dayi???ki dogla pana aeta??
@kanhusarangi2362
@kanhusarangi2362 3 сағат бұрын
Haire chhodi puaaa jadi pua pua bhitare jhagada heithanta kn ete high light heithanta matter....jhiaaa bolita helana janiprunu ethi kahuchhu samana adhikar ...puni ghatana ghatigala pare olta .....
这三姐弟太会藏了!#小丑#天使#路飞#家庭#搞笑
00:24
家庭搞笑日记
Рет қаралды 126 МЛН
Шок. Никокадо Авокадо похудел на 110 кг
00:44
HAH Chaos in the Bathroom 🚽✨ Smart Tools for the Throne 😜
00:49
123 GO! Kevin
Рет қаралды 13 МЛН