ଝିଅକୁ ନେବା ପାଇଁ ଟଣାଓଟରା ଦୁଇ ମା‘, କହିଲେ ଟ୍ରେନ୍ ଲାଇନରୁ....

  Рет қаралды 1,076,142

Nandighosha TV

Nandighosha TV

Күн бұрын

Пікірлер
@susantakupattnayak7043
@susantakupattnayak7043 2 жыл бұрын
ଗୋଟିଏ ମା ତା ଛୁଆ ଲାଗି ଭିକ ମାଗିବି ରଖି ପାରିବ କିନ୍ତୁ ତା ଛୁଆକୁ ଆଉ କାହାକୁ ବି ଦେଇପାରିବ ନି ମାଉସୀ ପାଖରେ ରଖାଜାଉ
@rabindrasahoo5059
@rabindrasahoo5059 2 жыл бұрын
ତୁ ଆଉ କହନା ଭଲ କହୁଚୁ ୮ବର୍ଷ କୋଉଠି ଥିଲୁ? ତୁ ତା ମା ନୁହଁ । ଯଦି ତୁମେ ତା ମା କେବେବି ୮ବର୍ଷ ଛୁଆ କୁ କେମିତି ଛାଡ଼ିଦେଇ ପାରିଲ ।
@priyamohanty4202
@priyamohanty4202 2 жыл бұрын
Ei bapa maa hoiparanti bt michara Sahara nouchanti kahuchi maa jhia ku vala Manisha Kariba se maushi kn avab karichanti ki so Daya kariki se maushi nku jhia ku diajau 🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼
@srikanta671
@srikanta671 2 жыл бұрын
ଝିଅ ସେ ମାଉସୀ ଙ୍କ ପାଖରୁ ରହୁ ଯଶୋଦା ପାଖରେ ରହୁ, ତୁମେ କୁଆଡେ ଯାଇଥିଲ
@pppriyadarsani30
@pppriyadarsani30 2 жыл бұрын
ଜନ୍ମ କରୀକି ୮ବର୍ଷ ହେଲା କୁଆଡେ ଯାଇଥିଲେ ଝିଅ ମାଉସୀ ପାଖରେ ରହୁ
@pramodkumarvlogs4429
@pramodkumarvlogs4429 2 жыл бұрын
ସେ ଝିଅ ତ ଏ ମାଉଷୀ ପାଖରେ ବହୁତ ଭଲରେ ଅଛି ତମେ ସେ ଝିଅକୁ କାହିଁକି ସେ ମାଉଷୀ ପାଖରୁ ନେବ.
@prafullanayak9729
@prafullanayak9729 2 жыл бұрын
ଏମାନେ ମାଉସୀ ଙ୍କ ସମ୍ପନ୍ତି ଉପରେ ନଜର ଥିଲା, ଯେତେବେଳେ ସ୍ୱାର୍ଥ ହାସଲ ନହେଲା ଏମାନେ ନାଟକ କରୁଛନ୍ତି
@AshishMoharana-n1z
@AshishMoharana-n1z 26 күн бұрын
Hnm lo ba kotikare gotia tu
@srikanta671
@srikanta671 2 жыл бұрын
ମାଉସୀ ଠିକ କହିଛନ୍ତି,, ସେ ମାଉସୀ ଘରେ ରହିବ,, ,, ଜୟ ଜଗନ୍ନାଥ କାଳିଆ ତ
@jitensahoo3861
@jitensahoo3861 2 жыл бұрын
Yas
@DuguSethy-zm9gc
@DuguSethy-zm9gc Жыл бұрын
Mausi pakhare rahu
@TofanMohantaJhumar
@TofanMohantaJhumar 2 жыл бұрын
ଯିଏ ଏତେ ବର୍ଷ ଧରି ଝିଅକୁ ପାଳନ କରିଛି ଝିଅଟି ତା'ର
@bblpbiswjit4736
@bblpbiswjit4736 2 жыл бұрын
ଯିଏ ଜନ୍ମ ଦେଇ ଥିଲା ସିଏ କୁଆଡେ ଯାଇ ଥିଲା ଝିଅ ମାଉସୀ ପାଖରେ ରହୁ
@sumitrabehera8792
@sumitrabehera8792 2 жыл бұрын
9r pgro g Yb go
@sumitrabehera8792
@sumitrabehera8792 2 жыл бұрын
Rglllug
@sumitrabehera8792
@sumitrabehera8792 2 жыл бұрын
Ivy g
@sumitrabehera8792
@sumitrabehera8792 2 жыл бұрын
ll lii rlji
@sumitrabehera8792
@sumitrabehera8792 2 жыл бұрын
lllggr ljg
@minuteshorts5880
@minuteshorts5880 2 жыл бұрын
ଝିଅ ମାଉସୀଙ୍କ ପାଖରେ ରହୁ 🙏🙏🙏
@suratinayaksurati8961
@suratinayaksurati8961 8 ай бұрын
Jhia palit mother pakhare rahib
@kandheisingh8535
@kandheisingh8535 3 ай бұрын
❤❤
@niranjanbehera2019
@niranjanbehera2019 2 жыл бұрын
ଝିଅ ଯାହା ପାଖରେ ଅଛି ଭଲରେ ଅଛି, ତାଙ୍କ ପାଖରେ ରହୁ
@jharanabagh6873
@jharanabagh6873 2 жыл бұрын
Right
@ganeshprasadbehera1448
@ganeshprasadbehera1448 2 жыл бұрын
ଆଜି ଯାଏ କୋଉଠି ଥିଲ। ଆଜି ଝିଅ ମନେ ପଡ଼ିଲା। ତମ ପରି ଲୋକଙ୍କୁ ଖାଲି ମାଡ଼ ଦରକାର।
@sunilnahak1115
@sunilnahak1115 2 жыл бұрын
Right bro
@pratimamajhi276
@pratimamajhi276 4 ай бұрын
Saath katha bhai
@rabindrasahoo5059
@rabindrasahoo5059 2 жыл бұрын
ମା ତୁମେ ଜନ୍ମ ଦେଇଥିବା ସତ କିନ୍ତୁ ଶେ ପାଳନ କରିଛନ୍ତି ଷେ ଛୁଆ ତାଙ୍କ ପାଖରେ ରହିବା ଦରକାର।
@Soniatania7
@Soniatania7 2 жыл бұрын
Bhai right
@jogendrabehera5398
@jogendrabehera5398 2 жыл бұрын
@@Soniatania7 .
@taranipattnaik702
@taranipattnaik702 2 жыл бұрын
Right
@lipianshuvlogs
@lipianshuvlogs 2 жыл бұрын
Rabindra Bhai sata katha
@jharanabagh6873
@jharanabagh6873 2 жыл бұрын
💯 right katha
@SebastianEberhart950
@SebastianEberhart950 2 жыл бұрын
ମାଉସୀ ଙ୍କୁ ପାଖରେ ଝିଅ ରହୁ ଯଦି ୟାଙ୍କ ପାଖରେ ଦେବେ ଅନ୍ୟାୟ ହେବେ
@jyotsnaroy7116
@jyotsnaroy7116 2 жыл бұрын
Amane jhia ku nei keunthi bikri kari tanka anibe,jadi mamata ,sneha , sradha thanta agaru asithante
@lipianshuvlogs
@lipianshuvlogs 2 жыл бұрын
Right
@sureshkumarmeher9833
@sureshkumarmeher9833 2 жыл бұрын
@@jyotsnaroy7116 apana sata kahile
@lipapradhan6352
@lipapradhan6352 7 ай бұрын
​? Mmm
@monalisabehera5632
@monalisabehera5632 7 ай бұрын
@kunaswain6677
@kunaswain6677 2 жыл бұрын
ଝିଅକୁ ପଚାର ଯାଉ ସେ କାହାପାଖରେ ରହିବ,ସବୁ ସମାଧାନ ହେଇଯିବ,କୃଷ୍ଣଙ୍କର ମା ଯଶୋଧା ଦେବକୀ ନୁହେଁ।ଜୟ ଜଗନ୍ନାଥ।
@Skumar-vm1qr
@Skumar-vm1qr 2 жыл бұрын
ହାତୀ ଜଙ୍ଗଲ ରେ ଥିଲେ ରାଜା ର କହୁଛୁ ଲାଜ ଲାଗୁନି ଏତେ ଦିନ ହେଲା କଉଠୀ ଥିଲୁ ଝିଅ କେମିତି ଅଛି କେବେ ଭାବିନୁ ଝିଅ ବଡ଼ ହେଲା ପରେ ମଣିଷ କରିବାକୁ ପ୍ରେମ ଉଚ୍ଛୁଳି ପଡୁଛି ତୁ ବହୁତ୍ ମଣିଷ କରିବା ଵାଲା ଫାଲତୁ ମାଇକିନା
@kunisign9742
@kunisign9742 2 жыл бұрын
ଝିଅ ମାଉସୀଙ୍କ ପାଖରେ ରହୁ👍
@bulipradhan2476
@bulipradhan2476 2 жыл бұрын
ଝିଅଙ୍କୁ ଯିଏ ପାଲିଛି ଛୁଆଁ ତାହାର ,ଛୁଆଁ ନେବାର ଜନ୍ମ ଦେବା ମାଆ ର ଅଧିକାର ନାହିଁ। ପ୍ରଥମ ମହିଳା କୁଆଡେ ଯାଇଥିଲେ। ସେ ମାଉସୀ ର ଛୁଆଁ ତମକୁ ଦେବେନି
@Abhaya664
@Abhaya664 2 жыл бұрын
ଜନ୍ମ କଲା ମା ଆଗରୁ ଯାଇଥିଲା କୁଆଡେ....???? ଏବେ ନବ କହୁଛି।। ଝିଅ ପଳାନ୍ତ। ମା ପାଖରେ ରହିବ.....ok
@rameshbehera4537
@rameshbehera4537 2 жыл бұрын
ଆଠବର୍ଷ ଜିଏ ପାଳିଚି ଝିଅ ନାରେ ବହୁତୁ କିଛି କରିଛି ତୁ ଜନ୍ମ ଦେଇ କଣ କରିଛୁ ଝିଅ ନାରେ କେତେ ଟଙ୍କା ରଖିଛୁ ଆଗ ପ୍ରମାଣ ଦେଖା ଛୁଆ ଜନ୍ମ ବଡକଥା ନୁ୍ହଁ ଛୁଆକୁ ଛଟରୁ ବଢକରି ଥିବା ସେ ମାକୁ ପଚାର
@RajendraKumar-tf9kg
@RajendraKumar-tf9kg 2 жыл бұрын
ଝିଅ ମାଉସୀ ରଖୁ ମାଉସୀ ଆପଣ ଠିକ୍ କହୁଛନ୍ତି ଝିଅର ସବୁ କାଗଜ କରିବାପରେ ଫେରାଇ ଦେବା ଆଗରୁ କାଗଜ ପତ୍ର ଠିକ୍ କାନ୍ସେଲ୍ଡ କାରି ଫେରାଇବା ଉଚିତ୍ ମାଉସୀ ଆପଣ ଆପଣଙ୍କର ବିପଦ ଆସି ପାରେ
@kanaklatasamal470
@kanaklatasamal470 2 жыл бұрын
ପାଳିତ ମାଆ ପିଲାଟିକୁ ରଖିବାକୁ ହକଦାର୍ । ଗର୍ଭଧାରିଣୀ ମାଆ ୮ବର୍ଷତଳେ କୁଆଡେ ଯାଇଥିଲା। ନିଜେ କହୁଛନ୍ତି ଅସୁବିଧା ଅନାଟନ ଭିତରେ ଥିଲେ ବୋଲି। ଯେବେ ଅନାହାର ରେ ପିଲାଟି ଚାଲିଯାଇଥାଆନ୍ତା। ଜୀବନ ବଞ୍ଚାଇଥିବା ମାଆ ହେଉଛି ବଡ଼। ଜୟ ଜଗନ୍ନାଥ।
@AshishBarik-z8r
@AshishBarik-z8r 2 ай бұрын
Hi
@niranjanbehera2019
@niranjanbehera2019 2 жыл бұрын
8 ବର୍ଷ ପରେ ଝିଅ କଥା ମନେପଡ଼ିଲା ଏ ମହିଳା କୁ ତା ସ୍ୱାମୀ କୁ ବାଇଡଙ୍କ ଲଗେଇକି ପିଟିବା କଥା
@asutoshdas8857
@asutoshdas8857 2 жыл бұрын
Yes right Brother
@ଓଡ଼ିଆମନରଞ୍ଜନ
@ଓଡ଼ିଆମନରଞ୍ଜନ 2 жыл бұрын
Thik katha kahichha
@amitraut752
@amitraut752 3 ай бұрын
ବର୍ତମାନ ବିଛୁଆତି ପତ୍ର ଲଗାଯାଉ
@mrdipakcreation3683
@mrdipakcreation3683 2 жыл бұрын
ଝିଅକୁ ଯିଏ ପାଳିଥିଲେ ତାଙ୍କ ପାଖରେ ରହିବା ଦରକାର....ନାକି ଯିଏ ଜନ୍ମଦେଇ ଥିଲେ...
@rudranshsekharnaik1229
@rudranshsekharnaik1229 2 жыл бұрын
ଜନ୍ମ ଦେଇ ମାରିଦେବାକୁ ଯାଉଥିଲା ଯିଏ ବଞ୍ଚେଇ ରଖି ଲାଳନପାଳନ କରି 8 ବର୍ଷ ରଖିଛି ସେ ତାର ପ୍ରକୃତ ମାଆ।ତାଙ୍କୁ ଦିଆଯାଉ ।ଏତେ ଦିନ କୋଉଠି ଥିଲା ।ତାର ଜନ୍ମ କଲା ମାଆ
@jagannathpanigrahi5286
@jagannathpanigrahi5286 2 жыл бұрын
ବର୍ତ୍ତମାନ ପିଲାଟି ଭଲ ଅଛି ,ଥାଉ। । ଅନ୍ୟ ଜଣେ ଜନ୍ମ କରିଥିବା ଯଦି ସତ, ସେମାନେ ଆସି ଦେଖି କରି ଯାଉଥୂଵେ। ଏମିତି ଝିଅଟି ଭଲରେ ଥାଉ।
@cutekajal4068
@cutekajal4068 2 жыл бұрын
ଜନ୍ମ ଦେଲେ କିଏ ମା ହେଇଯାଏନି ଯିଏ ପାଳିଛି ସିଏ ହେଉଛି ପ୍ରକୁତ ମା ଏତେ ଦିନ କୁଆଡେ ଯାଇଥିଲ ଆଜି ଝିଅ କଥା ମନେପଢୁଛି ସେ ଝିଅ କୁ ଯିଏ ପାଳିଛି ସେ ମାଉସି ଙ୍କୁ ଦିଆଯାଉ
@PradipMalik-bu6cc
@PradipMalik-bu6cc 3 ай бұрын
❤❤❤
@buduramgouda7690
@buduramgouda7690 2 жыл бұрын
ଝିଅ ମାଉସି ପାକେ ରହୀଵ ସିଏ ପାଳୀ ପସି ମଣିଷ କରୀଛି ଜନ୍ମ କଳା ମାଆଖୁ ମନେ ନାହିଁ ୮ ବର୍ଷ ଏଳା ମାଉସି ହଁ ନିଜ ମା ମା ଜୟ ଜଗନ୍ନାଥ 🙏🙏🙏♥️♥️♥️👌👌👌
@jayachandswain6908
@jayachandswain6908 2 жыл бұрын
Bapaku. Khoja
@sunilnahak1115
@sunilnahak1115 2 жыл бұрын
8ବର୍ଷ ହେଲା କୋଉଠେ ଥିଲ ଏବେ ଆସିକି ଦାବି କରୁଛ ଝିଅ ମାଉସୀ ପାଖରେ ରହିବ
@srikanta671
@srikanta671 2 жыл бұрын
ଏ ତେ‌ଦିନ କୁ ଆଡେ ଯାଇଥିଲ 8ବଷ କୁଆଡେ ଯାଇଥିଲ
@sureshbhoi4702
@sureshbhoi4702 2 жыл бұрын
ସେ ଯାହାହେଉ, ମାଉସୀ ଙ୍କ ମହାନତା ଆଗରେ ବାପା, ମା'ଙ୍କର କର୍ତ୍ତବ୍ୟର ମୂଲ୍ୟ ଫିକାପଡୁଛି କିନ୍ତୁ ଝିଅର ଜୀବିତ ବାର୍ତ୍ତାରେ ଜନ୍ମକଲା ମା'ର ହୃଦୟ ନିଶ୍ଚୟ କଷ୍ଟକର ହେଉଥିବ । ଏଥିରେ ବାପାର ଦୋଷ ଜଣାପଡ଼ୁଛି ।
@malikraju9078
@malikraju9078 2 жыл бұрын
ସେ ଝୀଅ ମାଉସୀର ହକ ହେଉଚୀ ଏତେ ଦୀନ ହେଲା ସେ ମାଇକୀନା କୁଆଡେ ଜାଇଥୀଲା ଏଵେ ସୈମି ପାଇଗଲା ପରେ ଛୁଆକୁ ଖୁଜୁଚୀ ଆଗରୁ ଖୁଜୀ ପାରୀ ଥାତା
@rubmks7687
@rubmks7687 2 жыл бұрын
, ମାଉସି ପାଖରେ ରହିବ
@sunilsahoo7434
@sunilsahoo7434 2 жыл бұрын
Mam in green saree. Salute to you for saving a girl child. This lady in orange colour saree is a criminal.
@dillipkumar19
@dillipkumar19 2 жыл бұрын
ପାଳିଥିବା ଯଶୋଦା ମା ପଖରେ ରହିବ..100%
@swapnilraja1409
@swapnilraja1409 2 жыл бұрын
ହଉରେ ମାଆ ସେ ଛୁଆ ତାଙ୍କ ପାଖରେ ରହୁ। ତୁ ବି ତାଙ୍କ ମାଆ ଦୁଇ ଜଣ ଯାକ ପାଳନ୍ତୁ 🙏🙏🙏ସେ ବି ଗୋଟେ ଭଲ ମା ଜଣେ🙏🙏🙏🙏
@ramaniranjanroutray7851
@ramaniranjanroutray7851 2 жыл бұрын
ଯଦି ପାଳନ କଲା ମା କୁ ଛୁଆ ନ ଦିଆ ଯାଏ ତାହେଲେ ଆମକୁ ଧରି ନେବାକୁ ହେବ ଯେ ଆମ ଆଇନ ଗୋଟେ ଅତି ରୁଗଣ ଆଉ ବିଭତ୍ସ ଆଇନ I ଯୋଉ ଆଇନ ବ୍ୟବସ୍ଥାରେ ସ୍ନେହ ,ପ୍ରେମ ,ବାତ୍ସଲ୍ୟ , ମମତା , ଭାବାବେଗ ର ଟିକେ ବି ସମ୍ମାନ ନାହିଁ ସେ ଆଇନ ଅପେକ୍ଷା ବଣରେ ରହୁଥିବା ଆଦିମ ଅଧିବାସୀ ମାନଙ୍କ ଆଇନ ଶହେ ଗୁଣ ଭଲ ହେଇଥିବ ନିଶ୍ଚୟ I
@bhabanisankardas8641
@bhabanisankardas8641 2 жыл бұрын
ସ୍ୱାମୀ ନେଇକି ଆସିଲା ଭାରି ତା ମାନେ ଝିଅ କୁ ତା ବାପା ନେଇ ଆସି ସହର ରେ ରହିଲା ତା ସ୍ତ୍ରୀ କୁ ପଚାରିଲା ନି ତେଣୁ ସ୍ତ୍ରୀ ତ ବିଶ୍ୱାସ ରେ ଝିଅ କୁ ବାପା ସାଙ୍ଗେ ଛାଡିଥିଲା ଏବେ ବାପା
@jharanachandan7184
@jharanachandan7184 2 жыл бұрын
ଛୁଆ ମାଉସୀ ପାଖେ ରହୁ
@vilegeboylitu..1793
@vilegeboylitu..1793 2 жыл бұрын
ସେ ମାଉସୀ ପାଖରେ ରହିବା ଦରକାର
@shreeliptaswain3799
@shreeliptaswain3799 2 жыл бұрын
ଝିଅ ପାଳିତ ମା ପାଖରେ ରହିବା ଉଚିତ୍,---୧୦୦%
@tecnolenovo7614
@tecnolenovo7614 2 жыл бұрын
ମାଉସୀ ପାଖରେ ହିଁ ରହିବା ଉଚିତ୍
@sitagochhayat1901
@sitagochhayat1901 2 жыл бұрын
ମାଉସୀ ପାଖରେ ଏଇ ଝିଅ ରହୁ
@basantapradhan8883
@basantapradhan8883 2 жыл бұрын
ଝିଅ ମାଉସୀ ପାଖରେ ରହିବା ହିଁ ଉଚିତ୍
@gatikrushnadhal5232
@gatikrushnadhal5232 2 жыл бұрын
ଝିଅ ମାଆ ଯଶୋଦା ଙ୍କ ର ପାଖେ ରହିବ
@sasmitadas81
@sasmitadas81 2 жыл бұрын
Raktaku panikri🤱ratira nidaku anidrakari🤱chatire jabudi dhari 8barasa jou maa palana karichi sepila sehi maa pakhare rahiba🤱🤱🤱🤱
@sarojkumarnaik4617
@sarojkumarnaik4617 2 жыл бұрын
Abhiously jasoda nka adhikara prathame
@Samiraroul045
@Samiraroul045 Жыл бұрын
ଏ ସ୍ତ୍ରୀ ଲୋକ ର କଥା ମିଛ ଲାଗୁଛି।ଝିଅ ମାଉସୀ ପାଖରେ ରହୁ.......🙏🙏🙏🙏
@susantakupattnayak7043
@susantakupattnayak7043 2 жыл бұрын
ଜନମ କରିଦେଲେ ବଡହେଇପାରିବନି ଜିଏ ପାରୁଛି ସବୁ କଷ୍ଟ ସହି ସେ ହେଉଛି ମା ଛୁଆ
@sadshayari229
@sadshayari229 2 жыл бұрын
ଶୁଣ ଗୋଟେ ଭୋଟ କରାଯାଉ online ରେ ଯାହାର ଜନ ମତ ଅଧିକ ହେବ ଝିଅ ତା ପାଖରେ ରହିବ
@rupalisatapathy1452
@rupalisatapathy1452 2 жыл бұрын
ଖାଲି ଜନ୍ମ କରିଦେଲେ କେହି ମା ହେଇଯିବ ନି ଯିଏ ଲାଳନପାଳନ କରିଖି ରଖିଚି ସେ ହିଁ ପ୍ରକୁତ ମା
@amitraut752
@amitraut752 3 ай бұрын
ଯିଏ ପାଳନ କରିଥାନ୍ତି ଆଜି ପର୍ଯ୍ୟନ୍ତ ଛାଡିବ କିପରି ୮ ବର୍ଷ ପରେ, ଆସି ଛୁଆ ଖୋଜି ଲେ କାହିଁକି ଏହି ମାନେ
@benubehera8285
@benubehera8285 2 жыл бұрын
ମାଉସୀ ପାଖରେ ଝିଅ ରହୁ ୧୨ ବଂଶ ପରେ ନବ ଝିଅ କହିବଖାହାପାଖରେ ରହିବ
@alokmaharana1499
@alokmaharana1499 2 жыл бұрын
ଝିଅକୁ ଭାଇ ସେ ମାଉସି ରଖୁ ଜମା ସେ ସ୍ତ୍ରୀ ଲୋକକୁ ନ ଦିଆଯାଉ 8 ଆଠ ବର୍ଷ ହେଲା ସେ କୋଉଠି ଥିଲା ତାକୁ ନେଲେ ସେ ପୁଣି ବିକିଦବ ତାକୁ ଦିଅନି
@ଓଡ଼ିଆମନରଞ୍ଜନ
@ଓଡ଼ିଆମନରଞ୍ଜନ 2 жыл бұрын
8 barsa helani soethila kouthi ???
@sasikantansingh1155
@sasikantansingh1155 5 ай бұрын
ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ 🙏🙏🙏🙏
@swopnacreations8609
@swopnacreations8609 2 жыл бұрын
Jie palichi sei tar prakruta maa 🙏🙏
@BasantaPradhan-vs4bt
@BasantaPradhan-vs4bt 11 ай бұрын
ଝିଅ ଯୋଷୋଦ ମା ର❤❤
@manojbehera4792
@manojbehera4792 2 жыл бұрын
Daughter should stay with mausi
@SradhanjaliSinghMohanty
@SradhanjaliSinghMohanty Ай бұрын
ଝିଅର ଯେତେବେଳେ ଆଧାର ଓ ଅନ୍ୟାନ୍ୟ କାଗଜ ପତ୍ର ତିଆରି କରିଥିଲେ ସେତେବେଳେ ଏ ବାପ ହସ୍ତକ୍ଷେପ କଲାନି କାହିଁକି? ଆଉ ଝିଅ ହାତରୁ ରାକ୍ଷୀ କେମିତି ବନ୍ଦୁଥିଲା ମୂର୍ଖ
@susamajani7112
@susamajani7112 2 жыл бұрын
Mausi pakhare rahu🙏🙏🙏
@amanstarcreation6437
@amanstarcreation6437 2 жыл бұрын
ଲୋ ଛୁଆକୁ ବିକିଥିଲୁ କାହିଁକି ଏବେ କହୁଚୁ ଛୁଆ ମୋର, ସେ ଛୁଆ କୁ ଯିଏ ପାଳିଛି ସେ ଛୁଆ ତାର ତୋର ଆଉ କିଛି ଅଧିକାର ନାହିଁ,,
@alokmalikvideo
@alokmalikvideo 2 жыл бұрын
Bhala manisa karibu sethi pain chhadi deithilu
@luckythegamer1968
@luckythegamer1968 2 жыл бұрын
ଭଲ କାହାଣୀ ସୁଣୋଉଛି ।
@nityabharasagria4941
@nityabharasagria4941 6 ай бұрын
ସେ ମାଉସୀ ପାଖରେ ରହୁ ଜୟ ଜଗନାଥ
@sukantakalpana3274
@sukantakalpana3274 2 жыл бұрын
Mausi jhia ku jama deantu nahi
@birensamal2050
@birensamal2050 2 жыл бұрын
ମାଇକିନା ବହୁତ ଚାଲାକ୍ ଦେଖୋଉଚି ଏତେ ଦିନ ହେଲା ଗାଣ୍ଡି ମରୋଉଥିଲୁ
@ghareluzindegisubash1269
@ghareluzindegisubash1269 2 жыл бұрын
Natak baji 8 year kuade thila bapa .maa
@sanjeevdash1287
@sanjeevdash1287 Жыл бұрын
ଏତେଦିନ କୋଉଠି ଥିଲୁ ଛୁଆ କୁ ଛାଡିଦେଲୁ ଏବେ କାହିଁକି ଛୁଆ ପାଇଁ ବ୍ଯସ୍ତ। ଏତେଦିନ ଯେତେବେଳେ ପାଳି ପୋଷୀ ବଡକଲେ ଆଜି ନେଇଯିବୁ ୱା ଭାରିସିଆଣୀ ଜଦି ଛୁଆ ମରିଯାଇଥାଆନ୍ତା ତେବେ?ଆଜି ପାଇଥାଆନ୍ତୁ ସେ ମାଉସୀ କେତେ ମହାନ ତାର ପାଦ ଧରି କ୍ଷମା ମାଗ ଛୁଆ ତୋର ଖୁସିରେ ଅଛି ଯଦି ପାରୁଛୁ କିଛି ସହାୟତା କର।
@ataseeaparajita1902
@ataseeaparajita1902 2 жыл бұрын
Palithiba mausi jhia ku rakhiba thik
@RAJUPUJARI-ce3su
@RAJUPUJARI-ce3su 8 ай бұрын
ଝିଅ ଜନ୍ମ ଦେଇ କାହିଁକି ଛାଡି ଥିଲୁ
@lakshmidharmishra5837
@lakshmidharmishra5837 2 жыл бұрын
The woman who is demanding as her mother after 8 years should be punished as she had played with the life of a girl child.
@rudrabiswal3110
@rudrabiswal3110 2 жыл бұрын
1st ta husbandku mada darkar, michhu
@funwithscience1996
@funwithscience1996 2 жыл бұрын
ମାଉସୀ ପାଖରେ ଝିଅ ରହିବା ଦରକାର
@babulcreation5376
@babulcreation5376 2 жыл бұрын
Jhia jaha pakhare achi seithi thau
@lakhantudu2543
@lakhantudu2543 2 жыл бұрын
ମୁଁ ରାଗ ସମ୍ଭାଳି ପାରୁନି ଝିଅ ନେବା ପାଇଁ ଆସିଛନ୍ତି,ବିଧା, ଗୋଇଠା ସବୁ ତାଙ୍କ ଦେହରେ ପଡିବା ଦରକାର
@jharanabagh6873
@jharanabagh6873 2 жыл бұрын
Data katha bhai
@firoznayak5101
@firoznayak5101 2 жыл бұрын
ସେ ବାଣ୍ଡ କଥା କହନୀ ଆଉ । ଦୁଇ ମାଈପ ଘଇତା କଉଠି‌ ଗେଈ ହେଉଥିଲ ଏବେ କ'ଣ ଗଲୁ ଛାଡ଼ିଲା ଏବେ ଆସୁଛ ଛୁଆ ନେବାପାଇଁ ...। please ସେ ଝିଅ ମାଉସୀ ପାଖରେ ହଁ ରଖାଯାଉ .,।
@alokmalikvideo
@alokmalikvideo 2 жыл бұрын
8 barsa hela kouthi thilu
@benudharpal3236
@benudharpal3236 2 жыл бұрын
ଝିଅ ମାଉସୀ ପାଖରେ ରହିବା ଏ ଶଳା ହାରାମି କୁ ଜେଲରେ ରଖାଯାଉ ମାଆ ସିନା ଜ।ନିପରିଲାନି ହାରାମି ଆଠ ବର୍ଷ ହେଲା କୋଉଠି ସୋଇଥିଲେ । ଏ ମାନଙ୍କୁ ଯଦି ଝିଅକୁ ଦିଆଯାଏ ତ ହେଲେ ଏ ମାନେ ତାକୁ କୁଆଡେ ଚାଲାଣ କରିଦେବେ
@sabitaodiavlogs6006
@sabitaodiavlogs6006 2 жыл бұрын
Jiye rakhi chanti 8 barsa tanko pakhe jhio rahu
@banumaharana4028
@banumaharana4028 Жыл бұрын
ଯଶୋଦା ମା ର
@kshireswarikishan8393
@kshireswarikishan8393 2 жыл бұрын
jhia mausi nka pakhare hi thau
@jambeswarjena6270
@jambeswarjena6270 2 жыл бұрын
Aare wba thanks 🙏🙏🙏 Aaji Kali amiti hauchhi
@satyanaik3558
@satyanaik3558 2 жыл бұрын
ଏତେ ଦିନ କୁଆଡେ ସୁଇଥିଲୁ
@ankurgiri3684
@ankurgiri3684 2 жыл бұрын
Josadar👍
@alokmalikvideo
@alokmalikvideo 2 жыл бұрын
Jia palichi sia rakhiba karana tahara heuchi jhia
@mausumisahoo289
@mausumisahoo289 2 жыл бұрын
ମୁଁ କହୁଚି ଏ ମାଆ ବାପାକୁ ପିଟ ଯସଦା ମାଆକୁ ଦିଅ
@pujapriyatapanvlog8829
@pujapriyatapanvlog8829 2 жыл бұрын
Ate dina hela maa kauthi thila
@satyapandaofficial4844
@satyapandaofficial4844 2 жыл бұрын
ଆମ ସମାଜ ଏବେ ଏମିତି ହେଇଗଲାଣି ଏଠାରେ ସମସ୍ତଙ୍କ ର ଦୋଷ ଅଛି , ହେଲେ ସେ ଛୋଟ ପିଲାଟି କ'ଣ କରିବ ?
@niranjanmangaraj5335
@niranjanmangaraj5335 2 жыл бұрын
Right didi
@atalpradhan2956
@atalpradhan2956 2 жыл бұрын
Maa tume mahan
@sameernahak5134
@sameernahak5134 2 жыл бұрын
Bhai aete Dina hela kouthi thilla ki 8/9 years hela
@sumankumarsahu6449
@sumankumarsahu6449 2 жыл бұрын
Mausi ku pakhare rahibo jiha
@pabitrajenapabitrajena5344
@pabitrajenapabitrajena5344 9 ай бұрын
ଝିଅ ମାଉସୀ ପାଖରେ ରହିବାଟା ଠିକ୍
@mitusahoo7796
@mitusahoo7796 2 жыл бұрын
Janma kale kehi maa nuhanti jia palana kare sia him maa
@kailashbehera2488
@kailashbehera2488 2 жыл бұрын
ଝିଅଟି ଯଶୋଦା ପାଖରେ ରହୁ
@bhimasenpolai5431
@bhimasenpolai5431 2 жыл бұрын
Kn karuthile 8 year hela
@priyankajena5750
@priyankajena5750 2 жыл бұрын
To valia maa kahaku na milu ,8barsha pare chhua katha mane paduchhi
@jagansabar7060
@jagansabar7060 2 жыл бұрын
Dhanya jhiara jibana i salute u jhia.
@kunapradhan9882
@kunapradhan9882 2 жыл бұрын
ଝିଅ ମାଉସୀ ପାଖରେ ରହୁ
@manidas4066
@manidas4066 Жыл бұрын
Right katha kahuchi maushi
Long Nails 💅🏻 #shorts
00:50
Mr DegrEE
Рет қаралды 15 МЛН
كم بصير عمركم عام ٢٠٢٥😍 #shorts #hasanandnour
00:27
hasan and nour shorts
Рет қаралды 10 МЛН
Новости дня | 25 ноября - дневной выпуск
11:50
Euronews по-русски
Рет қаралды 42 М.
Long Nails 💅🏻 #shorts
00:50
Mr DegrEE
Рет қаралды 15 МЛН