Рет қаралды 128,358
#JhiajanmaDukhakahani #Bolehunti #Sinuthibamabhauni #Jhiabidabelagita #Manabadharmisong #Entudisalaru #Masanibhuin #Jhiabahagharasong #Priyadarshininayaksong #Pragnyashreenewrealise #Saipragnyacreation #Bahagharasong2024 ll Jhiajanmralivestory #
Song : Jhia Janma Dukha Kahani Bolehunti
Singer : Priyadarshini Nayak
lyrics : Himansu bhusan Mahanty
Music, Priyadarshini nayak
copyright by Saipragnyacreation KZbin channels 5
el 🙏SAI PRAGNYA CREATEION KZbin CHANEL ତରଫରୁ ସମସ୍ତ VEAWRS ମାନଙ୍କୁ ଆମ TEAM, ବହୁତ ବହୁତ ଧନ୍ୟବାଦ ଜଣାଉଛି II ପୁଣି ଆଉ ଏକ ସୁନ୍ଦର ଗୀତ ଯାହା ଗୋଟେ ଝିଅ ଜୀବନରେ ଘଟିଥାଏ II ଝିଅର ବାପ ଘରେ ଜଳୁଛି ଏନ୍ତୁଡ଼ି ନିଆଁ କିନ୍ତୁ ଶାଶୂଘରେ ଜଳେ ମଶାଣି ନିଆଁ II ଝିଅଟିଏ ଜନ୍ମ ହେଲେ ଗୋଟେ ମା ' ତା ପାଇଁ କେତେ କଥା ଶୁଣିବାକୁ ପଡେ ll ଝିଅଟି ଧୀରେ ଧୀରେ ବଡ଼ ହେଉଛି, ସ୍କୁଲ ଯାଉଛି, ସାଙ୍ଗ ସାଥି ମାନଙ୍କ ସହିତ ରଜ ଓ କୁମାର ପୁନେଇଁ ଖେଳୁଛି କେତେ ଆନନ୍ଦରେ ତା ଦିନ ଗୁଡିକ କଟିଯାଏ ll ପୁଣି ସେଇ ଝିଅ ବାହାହୋଇ ଝିଅରୁ ବୋହୁ, ବୋହୁରୁ ମା' ମାଆ 'ରୁ ଶାଶୁ ହେବାର ଦାୟିତ୍ୱ କିପରି ଲିଭାଉଛି ll ସବୁ ଦୁଃଖ କଷ୍ଟ ପୁଣି ସବୁ ହସ ଖୁସି କୁ କେମିତି ସହିପାରୁଛି,ଏ ସବୁ ବିଷୟକୁ ଅତି ସୁନ୍ଦର ଭାବରେ ଲେଖିଛନ୍ତି Lyricist Himansu bhusan Mahanty ଏବଂ ଗାଇଛନ୍ତି Priyadarshini Nayak ll ଗୀତଟି ବହୁତ ସୁନ୍ଦର ହୋଇଛି ll ଆଶା କରେ ଗୀତ ଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଶୁଣିବେ 🙏🙏🙏 ll Plz
ll LIKE ll SHARE ll SUBSCRIB II
Thanks You For Your Love And Support.