ଝୁଲୁରେ ନିତାଇ ଝୁଲ୍ || ପପୁ ଭାଇ ଙ୍କ କଣ୍ଠରୁ || ଏକ ନାରାୟଣ ଭଜନ || odia ramanila || saranakula||Odia natak

  Рет қаралды 7,895,824

Deepak freshers

Deepak freshers

Күн бұрын

Пікірлер: 2 800
@Villageboy7999
@Villageboy7999 2 жыл бұрын
ଭାଇ ଏତେ ସୁନ୍ଦର ଭଜନ ମସ୍ତ୍ ହେଇଚି ତାଙ୍କ ଡାନ୍ସ ଏବଂ ଭଏସ ସୁପର ❤️❤️❤️❤️❤️🙏🙏🙏🙏🙏🙏🙏
@sunlight2357
@sunlight2357 2 жыл бұрын
A ଗୀତ କୁ ଶ୍ରୀ ଚରଣ ଆଉ ଅସୀମା ପଣ୍ଡା ଗୀତ କରିଲେଣୀ, ସେମାନେ ନାଁ କମେଇଲେ କିନ୍ତୁ a ଗୀତା ଟି ଗୀତିନାଟ୍ୟ ର ବହି ଗୀତ
@manishapradhan9959
@manishapradhan9959 2 жыл бұрын
@@sunlight2357 p
@subashpadhan4191
@subashpadhan4191 2 жыл бұрын
ଏଇ ଭିଡିଓ ଟା ମୁ ୧୦୦ ରୁ ଅଧିକ ଦେଖି ସାରିଲିଣି ...ଯେତେ ଦେଖିଲେ ବି ମନ ଭରୁନି ବହୁତ୍ ସୁନ୍ଦର୍ କଣ୍ଠ ସୁ ମଧୁର ଝୁଲ ରେ ନିତାଇ ଝୁଲ୍
@ErTapas-nz1vw
@ErTapas-nz1vw 2 жыл бұрын
Sata kahile mun bi same kain kejani jete thara dekhile madhya au ichha heuchi dekhibaku se face expression ku au se bhaba bihola dhangi laguchi bhagwaan nka sata bhakta tia a kalijugare Abiribhaba hoichhanti really this is heart touching act🙏
@sanjusachijenamishhra6291
@sanjusachijenamishhra6291 2 жыл бұрын
Waaa ki sundar voice.. Ki sundar gauchanti bhai apana...... Pura hajijaichanti se gitare Bhai..... Ati sundar.. Mahaprabhu apanku ashribad karantu.. Jay jagannath🙏
@munaakm4106
@munaakm4106 2 жыл бұрын
ମୋ ଓଡ଼ିଶାର ଗର୍ବ ଏବଂ ଦୁର୍ଲଭ ଅତି ସୁନ୍ଦର 🌹🌹👌👌🙏🙏✌️✌️
@jitunbehera4452
@jitunbehera4452 2 жыл бұрын
Bht badhiaa gita gai6nti papu bhai....aagaku badhi chala
@rajeshmahali6374
@rajeshmahali6374 2 жыл бұрын
କଣ ଗୋଟେ କଚ୍ଛା ବାଦାମ ବୋଳିଲା ଏତେ viral କିନ୍ତୁ ନାରଦ ଏତେ ବଢିଆ ଗାଇବା ସହିତ ଅଭିନୟ ପୁରା ବହୁତ viral ହବା ଦରକାର
@kabitaparadhan9768
@kabitaparadhan9768 2 жыл бұрын
Odisha loka mane kebe bi kahar devlop karibeni ki expect karibani
@akshayakumarnayak660
@akshayakumarnayak660 2 жыл бұрын
ଏତେ ଦିନ ପରେ ଗୋଟିଏ ଭଲ ଗୀତ ମନକୁ ମୋହିନେଉଚି। ନାରଦ best for ever
@pratimadebata5633
@pratimadebata5633 2 жыл бұрын
Bahut bahut bahut mana ku Santi dauchi ei video
@pratimadebata5633
@pratimadebata5633 2 жыл бұрын
Best singer bhai Sabu kalakar nku fail kari te ei Gita tiku hit karicha
@harekrushnadhal2579
@harekrushnadhal2579 2 жыл бұрын
ଅତି ସୁନ୍ଦର ଅତି ସୁନ୍ଦର, ଆରେ ବାଃ ଆପଣବି କମ ନୁହେଁ, ମୁଁ ଆପଣଙ୍କୁ ମୋ ତରଫରୁ ବ୍ୟକ୍ତିଗତ ଭାବେ ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରୁଛି, ଏବଂ ଭଗବାନଙ୍କ ନିକଟରେ ପ୍ରାଥନା କରୁଛି, ଭଗବାନ ଆଶ୍ରିବାଦ କରନ୍ତୁ,ଆପଣ ଆଗକୁ ଆଗକୁ ସଫଳତା ର ପାହଚ ଉପରେ ପାହଚ ଚଢି ଚାଲନ୍ତୁ, ଜୟ ଜଗନ୍ନାଥ.
@RameshKumar-ot6bx
@RameshKumar-ot6bx 2 жыл бұрын
Very nice voice...
@gayatrisahoo9800
@gayatrisahoo9800 2 жыл бұрын
Bahut sundar Gita gaicha god bless you
@manoranjanbisoyee7254
@manoranjanbisoyee7254 2 жыл бұрын
ତୁମ ଗୀତର ପଟାନ୍ତର ନାହିଁ ଯେତେଥର ଶୁଣିଲେ ବି ମନ ଭରେ ନାହିଁ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଖୁବ ପ୍ରସିଦ୍ଧି ଲାଭ କର ଏତିକି କାମନା।ଜୟ ଜଗନ୍ନାଥ । ନାରାୟଣ ....ନାରାୟଣ....
@krishnachattar1117
@krishnachattar1117 2 жыл бұрын
Prabu narada nka asirbad tama upere achi agei chala bhai tame bahut agaku jiba best block
@bijaypradhan6070
@bijaypradhan6070 2 жыл бұрын
ମୁଁ KZbin ଖୋଲିଲେ ପ୍ରଥମ ଏ ଗୀତ ଟି ଶୁଣୁଛି ବହୁତ ସୁନ୍ଦର୍ ଭାବରେ ବୋଲୁଛନ୍ତି....ବହୁତ ସୁନ୍ଦର କଣ୍ଠ
@jagamohanjena2314
@jagamohanjena2314 2 жыл бұрын
ଅତି ସୁନ୍ଦର ଭାଈ ତୁମ ଭଜନ ସନ୍ଧ୍ୟା ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ
@itishreebehera2008
@itishreebehera2008 2 жыл бұрын
ଖୁବ୍ ଭାବର ସହିତ ହୃଦୟରୁ ଗାଇ ନିଖୁଣ ଅଭିନୟ କରି ଲୋକଙ୍କ ଆଦର ସାଉଁଟି ଚାଲିଛନ୍ତି । ଅଶେଷ ଧନ୍ୟବାଦ ସମସ୍ତ ଙ୍କୁ 👍👍 ଜୟ ଜଗନ୍ନାଥ ସ୍ଵାମୀ 🙏🙏
@surajeetkhilar9603
@surajeetkhilar9603 2 жыл бұрын
Tame pura mo Gelhi bhali dekhajau6 👌
@TechnicalHpHappy
@TechnicalHpHappy 2 жыл бұрын
ILove you iti
@itishreebehera2008
@itishreebehera2008 2 жыл бұрын
@@TechnicalHpHappy 🙄
@ggbois69
@ggbois69 2 жыл бұрын
ଭାବ ର ସହ ତୁମେ ଗାଇଛ,ସେଇଥି ପାଇଁ ଏହା ମଧୁର ଶୁଗୁଛି, ଏମିତି ଭାବରେ ହଜିଯାଅ, ଅନ୍ୟ ଗୀତିକାର ତୁମ ଆଗରେ ଫେଲ, କଣ୍ଠ ଅଛି,ଭାବ ନାହିଁ
@riteshkumarsahoo5847
@riteshkumarsahoo5847 2 жыл бұрын
Hiii
@manojkumaracharya123
@manojkumaracharya123 2 жыл бұрын
ବହୁତ ସୁନ୍ଦର ।
@prasantasahoo4263
@prasantasahoo4263 2 жыл бұрын
ବହୁତ ଦିନ ପରେ ଏମିତି ଭଜନ ଶୁଣି ମନ୍ତ୍ରମୁଗ ହେଇଗଲି ଜୟ ଜଗନ୍ନାଥ
@Education00573
@Education00573 2 жыл бұрын
ଏଥି ପାଇଁ କୁହା ଯାଇଛି ମୋ ଓଡିଶା ସବୁଠୁ ବଢିଆ।।।ଓଡିଶା ର କଳା କଳାକାର ସବୁଠି ନିଆରା।।
@rakeshchandrasethy8239
@rakeshchandrasethy8239 2 жыл бұрын
ସମସ୍ତେ ଷ୍ଟେଜ ଉପରେ ଗାନ୍ତି କିନ୍ତୁ ଆଙ୍କ ଗୀତରେ କଣ ଏମିତି କିଛି ଅଛି ମନ କିଣି ନଉଛି ଯେତେ ଥର ଶୁଣିଲେ ବାର ବାର ଶୁଣିବାକୁ ଇଛା ହଉଛି 🙏
@sublymajhi9679
@sublymajhi9679 2 жыл бұрын
Bhai thik kahila
@sublymajhi9679
@sublymajhi9679 2 жыл бұрын
Mu aaji rati 8 thara dekhisatilina
@HarisKhandul
@HarisKhandul 2 ай бұрын
Right bhai
@statuesyouthclub7705
@statuesyouthclub7705 2 жыл бұрын
ନାରଦଙ୍କ କଣ୍ଠରୁ ନାରାୟଣ ଙ୍କ ଭଜନ ଝୁଲରେ ନିତାଇ ଝୁଲ୍ ଗୀତଟି ବହୁତ୍ ସୁନ୍ଦର୍ ହୋଇଛି 🙏🙏 ମନ ଖୁସି ହୋଇ ଗଲା ,🙏🙏🙏🙏
@lovely-dp1ww
@lovely-dp1ww 2 жыл бұрын
Wow
@debabratasahoo6744
@debabratasahoo6744 2 жыл бұрын
@@lovely-dp1ww yes o
@shrimantdas4845
@shrimantdas4845 2 жыл бұрын
Nice
@dhakulenka3850
@dhakulenka3850 2 жыл бұрын
Thanks
@dhakulenka3850
@dhakulenka3850 2 жыл бұрын
Se dhanyvad
@sasmita1726
@sasmita1726 2 жыл бұрын
ସତ୍ୟ ଯୁଗ ଆସିଗଲା.........
@amitansuacharya9229
@amitansuacharya9229 2 жыл бұрын
Bhai u r grt.. emiti gauthantu 👍👍🙌🙌
@bijayjagdev3816
@bijayjagdev3816 2 жыл бұрын
ବହୁତ ଭଲ ଗାଉଛନ୍ତି... ମୁଁ 50 ରୁ ଅଧିକ ଥର ଦେଖି ସାରିଲାଣି...
@santoshbehura3769
@santoshbehura3769 2 жыл бұрын
👌👌
@Humanimal_planet
@Humanimal_planet 2 жыл бұрын
My bhi bhai 🙏
@EnlightenU538
@EnlightenU538 2 жыл бұрын
Mun bi
@bsk.k1546
@bsk.k1546 2 жыл бұрын
ଭାଇନା ବହୁତୁ ସୁନ୍ଦର ଗାଇଛନ୍ତି ନାରାୟଣ ଙ୍କ ଗୀତଟି 🙏🙏🙏 ଜୟ ପର୍ଶୁରାମ 🙏🙏🙏
@lipshalipi3771
@lipshalipi3771 2 жыл бұрын
Papu bhi ki ton paecha NYC 🙏🙏🙏🙏🙏🙏🙏🙏🙏🙏🙏
@pradyumnkumarmaharana7481
@pradyumnkumarmaharana7481 2 жыл бұрын
ଏ ଗୀତ କଦାପି ନାରାୟଣଙ୍କ ପାଇଁ ଠିକ୍ ନୁହେଁ...!! ନିତାଇ ଅର୍ଥାତ୍ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ହିଁ ଗୀତଟି ରଚିତ..!! ମାତ୍ର ସେ ମହାଶୟ ଏହାକୁ ନାରାୟଣଙ୍କ ଉଦ୍ଦେଶ୍ୟରେ ଗାନ କରି କ'ଣ ପରିବେଷଣ କରିବା କେତେ ଦୂର ଯଥାର୍ଥ..!!
@utkalasandha4338
@utkalasandha4338 2 жыл бұрын
@@pradyumnkumarmaharana7481 ଚୁପ, ସବୁ ek
@majenmohakud6092
@majenmohakud6092 2 жыл бұрын
on
@kunameher5373
@kunameher5373 2 жыл бұрын
​@@pradyumnkumarmaharana7481
@manojpradhan3523
@manojpradhan3523 2 жыл бұрын
ଖୁବ୍ ସୁନ୍ଦର୍.....,କହିବାକୁ ଆଉ କିଛି ନାହିଁ... ଆପଣ ଜଣେ ଦକ୍ଷ କଳା କାର ଅଟନ୍ତି.....
@shibarampradhan9431
@shibarampradhan9431 2 жыл бұрын
ନାଟକ ଚାଲି ଥିଲା ବେଳେ ଟଙ୍କା କୁ ଦେହରେ ଲଗାନ୍ତୁ ନାହିଁ ଦେଖି ବାର ମଜା କମି ଜାଉଛି ଭାଇଙ୍କ ଅଭିନୟ ଅତି ଚମତ୍କାର ଏବଂ ଗୀତ ମଧ୍ୟ,,,,
@GURUDAS-iy9nx
@GURUDAS-iy9nx 2 жыл бұрын
ଠିକ କଥା ଭାଇ ମଝିରେ ଆସିକି Disturb କରୁଛନ୍ତି
@_Major_Ram
@_Major_Ram 2 жыл бұрын
Bhai nku Odisha ra kalakara award deba darkar....aagaku badhiba ku tanku saharjya kariba darkar
@pratimasethi8768
@pratimasethi8768 2 жыл бұрын
ଗୀତ ଟା ମନକୁ ମୁଗ୍ଧ କରିଦଉଛି ଯେତେ ସୁନିଲେବି ଆହୁରି ଶୁଣିବାକୁ ଇଛା ହେଉଛି ଭାଇଙ୍କ କଣ୍ଠ ସ୍ୱର ଅତି ଚମାତ୍କlର ହେଇଚି
@rakeshkumarsahoo4567
@rakeshkumarsahoo4567 2 жыл бұрын
ଜୟ ଜଗନ୍ନାଥ 🙏🙏 ଗୀତ ଟି ପୁରା ମନ କୁ ମୁଗ୍ଧ ହୋଇଗଲା ♥️♥️♥️
@user-er3xr5lf7b0hltjgjy
@user-er3xr5lf7b0hltjgjy Жыл бұрын
🙏
@JayJagannathSwami-gp5dq
@JayJagannathSwami-gp5dq 2 жыл бұрын
ଜଗନ୍ନାଥ ଙ୍କ କୃପା ସବୁବେଳେ ଥାଉ ଆପଣ ମାଙ୍କ ଉପରେ ସୁନ୍ଦର ପରାୟଣ 👌👌
@rajatsir3520
@rajatsir3520 2 жыл бұрын
ଅତି ସୁନ୍ଦର କଣ୍ଠ
@traderanugul..5844
@traderanugul..5844 2 жыл бұрын
ହୁମାନ ସାଗର ଭଜନ ନ ଗାଇଲେ ଆମର ଢୋ... ଏ ଭାଇଙ୍କ କଣ୍ଠ ରେ କି ଯାଦୁ ଅଛି ପ୍ରଭୁ ଙ୍କୁ ଜଣା ଯେତେ ଥର ଶୁଣୁଛି ସେତେ ଶୁଣିବାକୁ ଇଛା ହଉଚି.. ସତରେ ଭଜନ ଟି ଶୁଣିଲା ବେଳେ ଲାଗୁଚି ଯେମିତି ମୁଁ ଠାକୁରଙ୍କ ପାଖରେ ଅଛି...
@subham9423
@subham9423 2 жыл бұрын
ଜୟ ଶ୍ରୀ କୃଷ୍ଣ।ସତରେ ବହୁତ ବଢିଆ ଭଜନ।ଯେତେ ଶୁଣିଲେ ମଧ୍ୟ ଶୁଣିବାକୁ ଭାରି ଭଲ ଲାଗେ।
@prasadgaming100k3
@prasadgaming100k3 2 жыл бұрын
.
@brajeswarimahananda71
@brajeswarimahananda71 2 жыл бұрын
Dsb &
@rabijena8152
@rabijena8152 2 жыл бұрын
@@brajeswarimahananda71 q
@rabijena8152
@rabijena8152 2 жыл бұрын
@@brajeswarimahananda71 tq
@pinky_1236
@pinky_1236 2 жыл бұрын
Right bhai
@mayadharpradhan1087
@mayadharpradhan1087 2 жыл бұрын
ଓଡ଼ିଶାର ଯେତେ କଣ୍ଠଶିଳ୍ପୀ ଗାଇଛନ୍ତି ସମସ୍ତ କୁଂ ଏ ମହାଶୟ ପଛରେ ପକାଇଛନ୍ତି, ଯେତେ ପ୍ରଶଂସା କଲେ କମ୍।ମା ସରସ୍ବତୀଙ୍କ କରୁଣା ଆପଣଙ୍କ ପାଇଁ ସର୍ବଦା ଥାଉ।
@akshayakumarnayak660
@akshayakumarnayak660 2 жыл бұрын
Best for ever
@ipsitajyoti8751
@ipsitajyoti8751 2 жыл бұрын
Achcha, tekiba re bi Sima achhi,kahila kana Na odisha re se samasta ku pachhare pakeidela, Bhikari Bala,nimain harichandan, aravinda muduli thu bi ye tahele mahan
@sucharitabapu4200
@sucharitabapu4200 2 жыл бұрын
@@akshayakumarnayak660 aaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaàaaaaaaaaaaaaaaaaaaaaaaaaaaaaaàaaaaaaaaaeaaraeaeaàãaaàaaaeaara4aeàaaaà
@naraharipatra1509
@naraharipatra1509 2 жыл бұрын
Super coment proud of you feeling so sweet
@kaminimohanamohanty8573
@kaminimohanamohanty8573 2 жыл бұрын
Really supper
@Abhi-panda
@Abhi-panda 2 жыл бұрын
ଏ ସ୍ୱର୍, ଆଗ ରେ ସବୁ କଣ୍ଠ ଶିଳ୍ପୀ ଫେଲ୍।। ହୃଦୟ ରୁ ନମସ୍କାର ନାରଦ ରୁପି ପପୁ ଭାଈ ଙ୍କୁ।।
@panchanangahan6733
@panchanangahan6733 2 жыл бұрын
Sehi Mahatma nka pada tale koti koti pranaam karuchhi..
@roshanpanda5
@roshanpanda5 2 жыл бұрын
Good say dear
@Abhi-panda
@Abhi-panda 2 жыл бұрын
@@panchanangahan6733 ଧନ୍ୟବାଦ୍ ଭାଈ
@Abhi-panda
@Abhi-panda 2 жыл бұрын
@@roshanpanda5 ଧନ୍ୟବାଦ୍ ଭାଈ
@RASMIRANJANDASA
@RASMIRANJANDASA 2 жыл бұрын
Thank u papu babu
@simismitasethi425
@simismitasethi425 2 жыл бұрын
Bhae jagannath mahaprabhu. apananku khusire rakhantu
@rabidas7483
@rabidas7483 2 жыл бұрын
Papu kete sundra kanthare gaucha dhanya tma jamadata god bless you
@ranirajput1994
@ranirajput1994 2 жыл бұрын
Superrrr performance.. wana watch again & again ☺😍☺ ଅତି ସୁନ୍ଦର ପରି ବେଶଣ
@subashmalik5654
@subashmalik5654 2 жыл бұрын
Wana
@ମାତୃଭାଷାଓଡ଼ିଆ
@ମାତୃଭାଷାଓଡ଼ିଆ 2 жыл бұрын
କଳାକୁ ବଞ୍ଚାଇ ରଖିଥିବା ହେ ମୋର କଣ୍ଠଶିଳ୍ପୀ ତୁମକୁ କୋଟି କୋଟି ପ୍ରଣାମ 🙏🙏🙏🙏ଆପଣଙ୍କ ଚେଷ୍ଟା ଆଉ ସଫଳତା ହିଁ ଆମ ଭାଷା ସଂସ୍କୃତିକୁ ଉଚ୍ଚ ସ୍ଥାନକୁ ନେଇପାରିବ.. ଓଡ଼ିଆ ଗୀତକୁ ବିକୃତ କରୁଥିବା କଣ୍ଠଶିଳ୍ପୀ ଓ ନିର୍ଦ୍ଦେଶକକୁ ଅମୋଘ ଅସ୍ତ୍ର ସଦୃଶ ଚେତାବନୀ ସ୍ୱରୂପ ହେବ 🙏🙏🙏🙏🙏🙏
@Ramadas292
@Ramadas292 2 жыл бұрын
E
@urviurshitamahanta7980
@urviurshitamahanta7980 2 жыл бұрын
ପପୁ ଭାଇ ଆପଣଙ୍କ କଣ୍ଠରୁ ଏହି ଭଜନ ଟି ବହୁତ ଭଲ ଲାଗୁଛି ଏବଂ ଅଭିନୟଭି ଖୁବ୍ ସୁନ୍ଦର ହୋଇଛି। ବାରମ୍ବାର ଶୁଣିବାକୁ ଇଛା ହେଉଛି। ଭଗବାନ ଆପଣଙ୍କୁ ବହୁତ୍ ଆଗକୁ ନିଅନ୍ତୁ।
@manojkumarswain1787
@manojkumarswain1787 2 жыл бұрын
ATI sundar Bhai👌👌👌
@girishbhai635
@girishbhai635 2 жыл бұрын
ଭାଇଙ୍କ ଚମତ୍କାର ଅଭିନୟ ସାଙ୍ଗକୁ ସୁମଧୁର ଗୀତ ବେଶ ହୃଦୟସ୍ପର୍ଶୀ ହୋଇଛି। ଧନ୍ୟବାଦ ପପୁ ଭାଇ🙏
@gopagneeprinters3745
@gopagneeprinters3745 2 жыл бұрын
This is, we call Real Talent . Salute to you 🙏 🙌 👏 💯 👌 Thank you for keeping our tradition going
@chandrakantarout8343
@chandrakantarout8343 2 жыл бұрын
Bahut gadha hei jauchhi
@chandrakantarout8343
@chandrakantarout8343 2 жыл бұрын
Narad Emiti kebe dance kareni hela
@chandrakantarout8343
@chandrakantarout8343 2 жыл бұрын
Ee song kebala Vhajan Sandhya re kimbha sankirtan re singer mane boli thanti .... Rama Leela re nuhan
@dipenjena4192
@dipenjena4192 2 жыл бұрын
Very nice
@swarnakantapatra4343
@swarnakantapatra4343 2 жыл бұрын
@@chandrakantarout8343 .
@alokbariki3875
@alokbariki3875 2 жыл бұрын
ଅତି ସୁନ୍ଦର ଭାବରେ ସେ ଏହି ଭଜନଟି ଗାନ କରି ଅଛି ।ମୋର ମା ସରସ୍ୱତୀଙ୍କ ପାଖରେ ଏତିକି ପାର୍ଥନା, ତା କଣ୍ଠରେ ମା ସର୍ବଦା ବସିଥାନ୍ତୁ ।
@mohondeuri1365
@mohondeuri1365 2 жыл бұрын
ଓଡ଼ିଶାର ଯେତେ ଆଗଧାଡିର କଳାକାର ଏବେ ଅଛନ୍ତି ଏଇ ଭାଇ ଙ୍କ ଆଗରେ କିଛି ନୁହଁନ୍ତି। ଏମିତି ଖୋଲା ମଣ୍ଡପ ରେ ନାଚି ନାଚି ଗୀତ ଗାଇବା ବହୁତ କଷ୍ଟକର,ଭାଇ ଆପଣଙ୍କୁ ମୁଁ ଅନ୍ତର ଭିତରୁ ପ୍ରଣାମ ଜଣାଉଛି
@kaleswarcreation7368
@kaleswarcreation7368 2 жыл бұрын
ଆପଣଙ୍କ କଥାରେ ମୁଁ ଏକ ମତ ସତରେ ଖୋଲା ମଞ୍ଚରେ ନାଚିକି ଗୀତ ଗାଇବା ବହୁତ କଷ୍ଟ 🙏
@iconicindrajit3660
@iconicindrajit3660 2 жыл бұрын
right👍
@srikanta671
@srikanta671 2 жыл бұрын
Right 👍
@lifeislovebele...4934
@lifeislovebele...4934 2 жыл бұрын
Satare..bhai yanku hi kahanti kalakar
@pareshkumar892
@pareshkumar892 2 жыл бұрын
Number 1 singer
@sanjuskitchen3145
@sanjuskitchen3145 2 жыл бұрын
Bhai. Tame. Satare. Bhagabananka. Abataraparilaguchhanti. Jetesunile. Bi. Mana. Hauchi. Ahurisunibaku
@gourakishorbagh8815
@gourakishorbagh8815 2 жыл бұрын
ଆପଣଂକର ସ୍ୱର ମୋହିତ କରିଦେଉଛି ସାରା ଓଡିଶା କୁ 👌👌👌
@Patitapa_paban_neta_Krupa
@Patitapa_paban_neta_Krupa 2 жыл бұрын
🌻ବହୁତ ସୁନ୍ଦର ନାରଦ ଭାଇ ଙ୍କ ଅଭିନୟ 👌 🥀ଧନ୍ୟବାଦ ନାରଦ ଭାଇ ଙ୍କୁ 💐
@jagamohanjena2314
@jagamohanjena2314 2 жыл бұрын
ଯେତେ କହିଲେ କମ ହେବ ଜୟ ଜଗନ୍ନାଥ
@truptiranjan863
@truptiranjan863 2 жыл бұрын
ଜୟ ଜଗନ୍ନାଥ 🙏🙏🙏ଭାଇ ଅତି ସୁନ୍ଦର ମନ କିଣି ନେଲ ସମସ୍ତଙ୍କର ❤️ଜୀବନରେ ଆଗକୁ ବଢ଼ି ଚା ଲ 👍
@nirmalchandrakarsel24
@nirmalchandrakarsel24 2 жыл бұрын
Mu bhajan kebe pasand kareni but 1st time I like this song .....Superb
@muodia2002
@muodia2002 2 жыл бұрын
ମୁଁ 10 ଥର ଶୁଣି ଶାରିଲିଣି ଜେତେ ଶୁଣିଲେ ଶେତେ ଭଲ ଲାଗୁଛି
@lifeislovebele...4934
@lifeislovebele...4934 2 жыл бұрын
Mu bi bro 4/5 sunilini.. auri sunuchi
@sandeepprakash7332
@sandeepprakash7332 2 жыл бұрын
Really u r different from others.spiritual devotion clearly visible from u.God bless u
@sandhyasdiarylifestyle2692
@sandhyasdiarylifestyle2692 2 жыл бұрын
ପ୍ରଭୁ ଶ୍ରୀ ନାରଦ ମୁନିଙ୍କ ବେଶ ଧରି ବହୁ ସୁନ୍ଦର ଭାବରେ ଗାଇଛନ୍ତି ଭାଇ ।। "ଝୁଲ୍ ରେ ନିତାଇ ଝୁଲ୍" ସମ୍ପୁର୍ଣ୍ଣ ଭାବରେ ଭଗବାନଙ୍କ ଭକ୍ତିରେ ଲୀନ ହୋଇ ଗାଇଛନ୍ତି ।। ଜେଜେବାପା କୁହନ୍ତି ସେମାନଙ୍କ ଶରୀରରେ ସତରେ ସେତେବେଳେ ବାସ କରନ୍ତି , ମୁଁ ଛୋଟବେଳେ ବହୁତ ଦେଖିଛି କିନ୍ତୁ ଏବ ତ ଆଉ ରାମଲୀଳା ହଉନି । ଆପଣ ଆମ ସଂସ୍କୃତି ଓ ପରମ୍ପରା କୁ ଏମିତି ବଜାୟ ରଖିଥାନ୍ତୁ । ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ୍🙏🏼🙏🏼 ଜୟ ଜଗନ୍ନାଥ 🙏🏼 ଜୟ ଶ୍ରୀ ରାମ । ପ୍ରଭୁ ଆପଣଙ୍କୁ ସର୍ବଦା ସହାୟ ହୁଅନ୍ତୁ ଆଉ ଆପଣ ଏମିତି ନାଚି ନାଚି ପ୍ରଭୁଙ୍କ ଅଭିନୟ କରୁଥାନ୍ତୁ।।
@prakashbehera6932
@prakashbehera6932 2 жыл бұрын
Supar
@sanjeebdvlogs3705
@sanjeebdvlogs3705 2 жыл бұрын
Wa 👌ise kehte hain talent 👌
@sonuvlogs98
@sonuvlogs98 2 жыл бұрын
ହେ ମହାପ୍ରଭୁ ମନ କହେ ଆଉ ଇଚ୍ଛା ନାହିଁ ଆ ସଂସାର ରେ ରହିବାକୁ ତୋ ସେବା କରିବି ଆଉ ପାରି ହେବି ପ୍ରଭୁ 🥰
@pradipkumarsahoo7873
@pradipkumarsahoo7873 2 жыл бұрын
କଣ୍ଠ ସ୍ୱର ଏବଂ ଅଭିନୟ ରେ ଯେଉଁ ଭାବ ସୃଷ୍ଟି କରିଛନ୍ତି ବାସ୍ତବିକ ହୃଦୟସ୍ପର୍ଶୀ ।ଲାଗୁଛି ହରି ଭକ୍ତ ନାରଦ ଧରାବତରଣ କରିଛନ୍ତି ଆଉ ନିତାଇ ଗୌରାଙ୍ଗ ଙ୍କ ଅମୂଲ୍ୟ ପ୍ରେମ କୁ ଭକ୍ତ ଙ୍କ ଉଦେଶ୍ୟ ରେ ବିତରଣ କରୁଛନ୍ତି,, କଳାକାର ଙ୍କ ପ୍ରଶଂସା ଯେତେ କଲେ କମ ହେବ,, ସରଳ ଅମାୟିକ ନ ହେଲେ ଏ ପ୍ରେମ ରସ କୁ ବାଣ୍ଟିବା ସହଜ ହେବନାହିଁ,, କଳାକାର ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି,,,👍
@fakirmohansahoo2079
@fakirmohansahoo2079 2 жыл бұрын
ଭାଇ ବହୁତ ଭଲ ଗାଇଲେ,ଜୟ ଜଗନ୍ନାଥ 🙏🙏🙏
@utkalasandha4338
@utkalasandha4338 2 жыл бұрын
ଆଖିରୁ ପାଣି ଖସିଗଲା, ସତରେ ମହାପ୍ରଭୁ ଙ୍କ ପରି କେହି nuhe 🙏ଜୟ ଜଗନ୍ନାଥ
@itishreesahoo1399
@itishreesahoo1399 2 жыл бұрын
ଭାବବିହ୍ୱଳ କାରୀ କଣ୍ଠ ଓ ଅଭିନୟ। ମା ସରସ୍ଵତୀ ଏମିତି ଆଶିର୍ବାଦ କରୁଥାନ୍ତୁ।🙏🏼 ବାଦ୍ୟକାର ଭାଇ ମାନଙ୍କୁ ବି ନମସ୍କାର।
@rasmitarout6097
@rasmitarout6097 2 жыл бұрын
Supar bhai
@babulubehera2539
@babulubehera2539 2 жыл бұрын
mo
@goldenodisha4193
@goldenodisha4193 2 жыл бұрын
Wow, amazing voice, beautyfull, ଏ video ଟା ମୁଁ 500 ଥର ରୁ ଅଧିକ ଦେଖି ସାରିଲିଣି, ଅତି ଚମତ୍କାର କଣ୍ଠ ସ୍ୱର ସହ ସୁନ୍ଦର ଅଭିନୟ, ଏ ସୁନ୍ଦର ଭଜନ ଟି ସତରେ ଏ ଭାଇ ଙ୍କ ମୁଖରୁ ଶୁଣିଲେ ଆତ୍ମା ଶାନ୍ତି ହେଇ ଯାଉଛି ସତରେ, ଭଗବାନ ତାଙ୍କର ସବୁବେଳେ ମଙ୍ଗଳ କରନ୍ତୁ ଆଉ ମା ସରସ୍ଵତୀ ସବୁବେଳେ ତାଙ୍କ କଣ୍ଠ ରେ ବସିଥାନ୍ତୁ ଏମିତି ସୁନ୍ଦର ଗୀତ ଗାଇବା ପାଇଁ
@DolamaniArt
@DolamaniArt 2 жыл бұрын
ସଂପୂର୍ଣ୍ଣ ସତ୍ କଥା
@DolamaniArt
@DolamaniArt 2 жыл бұрын
ନାଚ ମଧ୍ୟ ବହୁତ୍ ଭଲ ହୋଇଛି.. ଡାହାଣ ହାତର ଝୁମୁକା ଆହୁରି charming ବଢେଇ ଦେଇଛି..
@dhakulenka3850
@dhakulenka3850 2 жыл бұрын
Mun deli dekhuchi
@roshnidbright4894
@roshnidbright4894 2 жыл бұрын
Mee too
@ajaynayak321
@ajaynayak321 2 жыл бұрын
Mu bi anek thara dekhilini
@technicalstudy3144
@technicalstudy3144 2 жыл бұрын
ବହୁତ ସୁନ୍ଦର ମନମୁଗ୍ଧକର ଭଜନ 💖💖💖ଯିଏ ବି ଶୁଣିବ ଖୁସିରେ ଗଦ୍ ଗଦ୍ ହେଇଯିବ 👌👌👌
@karaneditzz3160
@karaneditzz3160 2 жыл бұрын
Best best best ever yaar ek dum jabardast mind blowing performance I love it ek dum feel hela bhagwankara. 👏👏👏👏👏👏👏👏
@surekharaita7253
@surekharaita7253 2 жыл бұрын
ATI Sundar
@chhandacharan8313
@chhandacharan8313 2 жыл бұрын
ମୁଁ ଆଜି ପର୍ଯ୍ୟନ୍ତ ଏମିତି କଳାକାର ଦେଖି ନାହିଁ ତାଙ୍କ ର ଭକ୍ତି ର ଗିତ ମୋ ହୃଦୟ କିଣିନେଇଛି ମୁଁ ବହୁତ ଖୁସି ଯେତେ ଖୁସି ଜେ ମୋ ଆଖି ରୁ ପାଣି ବାହାରି ପଡ଼ିଲା 🙏🏻🙏🏻🙏🏻🙏🏻🙏🏻
@anantasahoo1163
@anantasahoo1163 2 жыл бұрын
a song ku mu 20 thara dekhiki katha bi mana bujhuni 👏👏👏👏👏
@dillipcreations2010
@dillipcreations2010 2 жыл бұрын
ଗୀତଟିକୁ ଅତି ସୁନ୍ଦର ଭାବରେ ଗାନ କରିଛନ୍ତି ଏବଂ ବହୁତ ସୁନ୍ଦର ଅଭିନୟ କରିଛନ୍ତି ।ବହୁତ ସୁନ୍ଦର... ଶୁଭେଚ୍ଛା ଏବଂ ଶୁଭକାମନା
@sunilkumar-pq6bz
@sunilkumar-pq6bz 2 жыл бұрын
ଏ ତ ପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ ଶ୍ରୀମନ୍ ନାରଦ ମୁନିଙ୍କ କଣ୍ଠ ରୁ ଅମୃତ ପ୍ରେମ ର ହୃଦୟଙ୍ଗମ ବର୍ଷା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲିଳା। ଜୟ ଜଗନ୍ନାଥ 🙏🙏 ଜୟ ବାସୁଦେବ 🙏🙏🙏🙏
@bikrambandana6951
@bikrambandana6951 2 жыл бұрын
Kou singer ra bi dam nahi nachi nachi gaiba...bahut bhal gaichha bhai 👍👍
@tapinamaharana6276
@tapinamaharana6276 2 жыл бұрын
Om namo bhagabate basudebay
@manabhaicreation628
@manabhaicreation628 2 жыл бұрын
Radhe 🙏 ଅତି ସୁନ୍ଦର କଣ୍ଠ ତୁମର ସତେ ଯେମିତି ମା ସ୍ୱରସ୍ବତୀ 🙏
@chitraentertain6806
@chitraentertain6806 2 жыл бұрын
ମନ ମୋହିଲା ଭଳି ଉପସ୍ଥାପନା 💐ଜୟ ଜଗନ୍ନାଥ 💐🙏🏻🙏🏻
@odiainstantlearning2242
@odiainstantlearning2242 2 жыл бұрын
ରାତି ପାହିଲେ ଶହ ଶହ ଭଜନ recording ହେଉଛି ହେଲେ ସତରେ କଣ ସେ ସବୁ ହୃଦୟ କୁ ତାହା ଛୁଉଁଛି କି?? ହେଲେ କାହିଁକି କେଜାଣି ଏ ଗୀତ ଟି ଅନିଚ୍ଛା ସତ୍ଵେ ମନକୁ ଛୁଇଁଗଲା...ତାହା ସେଇ ଚକାଆଖି ଙ୍କ ଇଛା ନୁହେଁ ତ...ଜୟ ଜଗନ୍ନାଥ
@_deepak1m
@_deepak1m 2 жыл бұрын
Hmm right
@manojjena29
@manojjena29 2 жыл бұрын
Ekdam sata katha
@Jaisriram453
@Jaisriram453 2 жыл бұрын
@Manoj Kumar Jena oo op oo 9poo
@Jaisriram453
@Jaisriram453 2 жыл бұрын
@@_deepak1m 99lo90l9o oo oo kk Kori 9 oo 8oo oo 9o oo 99 to o 99 89th I have 99 l 99 l OOO 99 9l9 99 9p of o999o oo 9o9po oo o9 99 ll oo 99999ooo ll oo kk maurya prakashi ok l99o
@rajanahak7503
@rajanahak7503 2 жыл бұрын
QQ😁😁😘
@subhasish200
@subhasish200 2 жыл бұрын
ଅଶେଷ ଅଶେଷ ଧନ୍ୟବାଦ୍ ପପୁ ଭାଇ ତମେ ଆମ ଓଡ଼ିଶା ର ଗର୍ବ ଓ ଗୌରବ।🙏🏻🙏🏻 ଜୟ ଶ୍ରୀରାମ ⭕❗⭕
@rashmiranjanmaharana3556
@rashmiranjanmaharana3556 Жыл бұрын
Live performance brother...like a all-rounder actor.... ଜୟ ଜଗନ୍ନାଥ ତୁମ ଚଲାପଥ ସଦା କୁସୁମିତ କରୁଥାନ୍ତି ।
@jaranabag3022
@jaranabag3022 Жыл бұрын
S
@sudarsansahoo7953
@sudarsansahoo7953 2 жыл бұрын
ପ୍ରଭୁ ଶ୍ରୀ ନାରଦ ମୁନିଙ୍କ ଅଭିନୟ କରିଥିବା ପପୁ ଭାଇ ଙ୍କ ଭଜନ ଆଉ ନୃତ୍ୟ ଅତ୍ୟନ୍ତ ମନୋରମ। ଭଗବାନ ନାରାୟଣ ସର୍ବଦା ଖୁସିରେ ରଖନ୍ତୁ। ଜୟ ଶ୍ରୀମନ ନାରାୟଣ,🙏🙏
@premranjanpradhan3976
@premranjanpradhan3976 2 жыл бұрын
Narad Ji,apana ta sara Odisha ku hulchul karisarileni. Love u.
@kaleswarcreation7368
@kaleswarcreation7368 2 жыл бұрын
ଜୟ ଜଗନ୍ନାଥ ନାରଦ ମହର୍ଷି ଙ୍କୁ କୋଟି ପ୍ରଣାମ ସେଇ ମହାନ କଳାକାର ବନ୍ଧୁଙ୍କୁ କୋଟି କୋଟି ପ୍ରଣାମ 🙏🙏🙏
@pushpendughana3986
@pushpendughana3986 2 жыл бұрын
bahut sundar 🥰
@animeshhalder2421
@animeshhalder2421 2 жыл бұрын
Jai jagannath
@AshokmohapatraOdiasongs
@AshokmohapatraOdiasongs 2 жыл бұрын
Real Kalakar of odisha. Prabhu Jagannatha aapanku aahuri aasirbad karantu.🙏
@pencilrangoliart138
@pencilrangoliart138 2 жыл бұрын
Very nice 👍👌 ବହୁତ ସୁନ୍ଦର ଭାବରେ ଗାଉଛନ୍ତ ଶୁଣିକି ଭଲ ଲାଗିଲା
@jyotiranjan2019
@jyotiranjan2019 2 жыл бұрын
No words for your beautiful voice 👌😍 really excellent song ❤️🥰☺️ Jay Jagannath 🙏🙏🙏
@biswajitmahapatra4060
@biswajitmahapatra4060 2 жыл бұрын
Nic
@hpgamer1986
@hpgamer1986 2 жыл бұрын
ଏହି ଗୀତଟି ନାରଦ ପପୁ ଭାଇ କଣ୍ଠରୁ ଯେତେ ଭଲ ଲାଗୁଚି ଅନ୍ୟ କଳାକାର ମାନେ ଯେତେ ଗାଇଲେ ବି ଆଉ ଭଲ ଲାଗୁନାହିଁ, ଏହି ଗୀତ ଆଉ ନୃତ୍ୟ ପାଇଁ ପପୁ ଭାଇ ନମ୍ବର 1
@supermutant9920
@supermutant9920 2 жыл бұрын
Ama kalaa , ama sanskruti ..ame garbita 🙏🙏 we feel blessed
@ombeta7556
@ombeta7556 2 жыл бұрын
ଜୟ ଶ୍ରୀରାମ ଭାଇ🙏🙏 ନିଖୁଣ ଅଭିନୟ🙌🙌🙌
@Bibilophile-t6u
@Bibilophile-t6u 2 жыл бұрын
This is real talent...just amazing.. it's the blessings of Jagannath
@bkirankumarpatro5408
@bkirankumarpatro5408 2 жыл бұрын
50 ru adhika thara dekhilini tama gita ku Papua bhaii heart ru thanks bhaii love u 😘 💖
@jayantisamal3572
@jayantisamal3572 2 жыл бұрын
ଆପଣଙ୍କ ସଂଗୀତ ଏତେ ସୁନ୍ଦର ହୋଇଛି ଯେ ତାର ମୂଲ୍ୟ ଦେବେକୁ ଆମ କାହା ପାଖରେ ସେତିକି ଯୋଗ୍ୟତା ନାହିଁ , ସବୁ ଜିନିଷ ପଇସା ରେ କିଣି ହୁଏ ହେଲେ କାହାର ଭାବ କୁ ନୁହେଁ । ଯେତେ ଯିଏ ଦୁଃଖରେ ଥାଉ ମଧ୍ୟ ସେ ଏ ଗୀତ ଶୁଣିଲା ପରେ ତାର ସବୁ stress ଦୂର ହୋଇଯିବ । ନାରାୟଣ , ନାରାୟଣ ନାରାୟଣ ଶ୍ରୀ ମନ ନାରାୟଣ.....
@କବିତାପ୍ରଦୀପ
@କବିତାପ୍ରଦୀପ 2 жыл бұрын
Original Tharu bi Bhala laguchi.....
@jitanbhukta4578
@jitanbhukta4578 2 жыл бұрын
ହୃଦୟକୁ ଛୁଇଁଗଲା 🙏🌸🙏ପ୍ରଣାମ
@sanatanpattanaik5903
@sanatanpattanaik5903 2 жыл бұрын
SANATAN Pattanaik May God Jagannath bless you , PAPU BHAI.
@bibhudattamishra4431
@bibhudattamishra4431 2 жыл бұрын
I am listening it more than 200 times, today, tomorrow and day after tomorrow and many more .. Narayan.. Narayan 🙏
@prasantakumardash7123
@prasantakumardash7123 2 жыл бұрын
Mora v one day re 20 time
@littleknowledge6609
@littleknowledge6609 2 жыл бұрын
How could you see in tommorow and day after tomorrow yaar 😳
@Ayushz3b
@Ayushz3b 2 жыл бұрын
ହୃଦୟ କୁ ଛୁଇଁଲା ଭଳି ଭଜନ ,
@jayantimunda484
@jayantimunda484 2 жыл бұрын
Supar bhai
@krishnasingh-nb3nj
@krishnasingh-nb3nj 2 жыл бұрын
Me also
@sipurout467
@sipurout467 2 жыл бұрын
Papu bhai best
@ChikunRuOne
@ChikunRuOne 2 жыл бұрын
He Narad Tamaku mor pranam
@milimili6843
@milimili6843 2 жыл бұрын
Bhai am shahi re 15 tairkhare hauthila a gita tare bahuta sundar abhinay karuthile very nice voice and acting narad
@mrsimanchal8284
@mrsimanchal8284 2 жыл бұрын
Kou gan nach kahib ki
@milimili6843
@milimili6843 2 жыл бұрын
@@mrsimanchal8284 sarankul nacha
@papulifeenjoy6559
@papulifeenjoy6559 2 жыл бұрын
@@milimili6843 ladubaba
@milimili6843
@milimili6843 2 жыл бұрын
@@papulifeenjoy6559 hii
@papulifeenjoy6559
@papulifeenjoy6559 2 жыл бұрын
@@milimili6843 Hello
@sunilkumarsahoo9587
@sunilkumarsahoo9587 2 жыл бұрын
Bahut sundar bhai❤
@mylittleworld636
@mylittleworld636 2 жыл бұрын
ଯେତେଥର ଶୁଣିଲେ ଭି ଆହୁରି ଇଚ୍ଛା ହଉଛି ଶୁଣିବାକୁ । ସତରେ ଏତେ ସୁନ୍ଦର କଣ୍ଠଶିଳ୍ପୀ ଅଛନ୍ତି ଆମ ଓଡ଼ିଶା ରେ। ପପୁ ଭାଇ ଙ୍କ ପାଇଁ ଗର୍ବ ଅନୁଭବ ହଉଛି । ଆଉ ସେପଟେ tunguru bholo pain ଲଜ୍ୟ ଲାଗୁଚି 🥲🥲
@mahaprasadrout8044
@mahaprasadrout8044 2 жыл бұрын
Ta katha kahucha chi chi
@tapaskumarbehera9104
@tapaskumarbehera9104 2 жыл бұрын
Supb.....hertly salute
@agnimukh3635
@agnimukh3635 2 жыл бұрын
ॐ नमो: नारायण🚩🙏🚩
@byasadevstatusofficial1281
@byasadevstatusofficial1281 2 жыл бұрын
ମତେବି ଭଲ ଲାଗିଲା ନାରଦ କଣ୍ଠ ରୁ ଭଲ ଅଭିନୟ କରୁଛନ୍ତି ଏବଂ ମୁବି ନାଚିପକାଇଲି ଭୁଲ୍ ରେ ବି କମେଣ୍ଟ୍ କରିଥିମିବଳେ ଖେମା କର jj mahakal ଦେଓଗାଁrପିଲା ମୁଁ
What's in the clown's bag? #clown #angel #bunnypolice
00:19
超人夫妇
Рет қаралды 9 МЛН
😜 #aminkavitaminka #aminokka #аминкавитаминка
00:14
Аминка Витаминка
Рет қаралды 1,2 МЛН
ДЕНЬ УЧИТЕЛЯ В ШКОЛЕ
01:00
SIDELNIKOVVV
Рет қаралды 4,1 МЛН
Narada Papu bhai nka kanthru sundar bhajan tia 🙏🙏🙏
9:29
Miracle Makers
Рет қаралды 9 М.
Каково это - проходить мимо первого класса
0:51
Время горячей озвучки
Рет қаралды 4,3 МЛН
Synyptas 4 | Арамызда бір сатқын бар ! | 4 Bolim
17:24
🤣🤣😄😄 #shortscomedy #komedi #komik #komedya #comedy
0:14
AzDeliÇokKomedi61
Рет қаралды 4,6 МЛН