ଆଜି(19-10-2024) ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ ଦର୍ଶନ | Today's Mangala Alati Darshana | JAY JAGANNATH TV

  Рет қаралды 10,247

JAY JAGANNATH TV

JAY JAGANNATH TV

Күн бұрын

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397
Also available on all cable networks.
For More Info please contact - 6372804618
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
KZbin: bit.ly/3KAQeyD
Twitter: bit.ly/38JpX3U
#mangalaalati #jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

Пікірлер: 485
@ThinkAboutStudy
@ThinkAboutStudy 11 сағат бұрын
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ତୁମ ଚରଣରେ ମୋର କୋଟି କୋଟି ପ୍ରଣାମ ପ୍ରଭୁ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@UrbasiBhue
@UrbasiBhue 9 сағат бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏
@Pinkybehera-u6d
@Pinkybehera-u6d 10 сағат бұрын
ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ବଳଭଦ୍ର ଜୟ ଶ୍ରୀ ସୁଭଦ୍ରା ମା ଜୟ ମା ଲକ୍ଷ୍ମୀ ଜୟ ମା ବାଟ ମଙ୍ଗଳା ଜୟ ଶ୍ରୀ ସୁଦର୍ଶନ ମୋର ମନସ୍କାମନା ପୂରଣ କର ପ୍ରଭୁ ⭕❗⭕🌹🌸🌺🙏🏻🚩🥰🌷🙌🏻
@krushnaprasadmohanta4308
@krushnaprasadmohanta4308 9 сағат бұрын
🙏 Jai JAGANNATH Swamy, 🧡🧡 Nayana pathagamy Bhavatume... 🪔 Jai Jai Sri JAGANNATH 🙏❤️🙏
@sadashivapati2989
@sadashivapati2989 11 сағат бұрын
ହେ ଦାମୋଦର ସମସ୍ତଙ୍କୁ ଭଲରେ ରଖ ❤❤❤ ଜୟ ଜୟ ଶ୍ରୀ ପତିତପାବନ ମହାପ୍ରଭୁଙ୍କର ଜୟ ହେଉ 🙏🙏🙏
@ranjitaratha9439
@ranjitaratha9439 9 сағат бұрын
Jay maa mangala maa🙏🙏🙏🙏🙏🙏🙏🙏🙏❤❤❤❤❤❤❤❤jay shree jagannath swami1🙏🙏🙏🙏🙏🙏🙏🙏❤❤❤❤❤❤❤jay shree ram🙏🙏🙏🙏🙏🙏🙏🙏🙏❤❤❤❤❤❤❤
@Pinkybehera-u6d
@Pinkybehera-u6d 10 сағат бұрын
Jay Shree Ram 🚩 Jay Shree Krishna 🙏🏻 Jay Shree Jagannatha 🚩🙌🏻🙏🏻
@jchoudhury274
@jchoudhury274 10 сағат бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ ⭕‼️⭕ଓମ୍ ନମଃ ଭଗବତେ ବାସୁଦେବାୟ 🙏🙏🙏🙏🙏🙏🙏🙏🙏🙏🙏
@jyotisinghbarik7725
@jyotisinghbarik7725 11 сағат бұрын
Jay shree Mahaprabhu Jagannath swami 🙏🙏🙏Jay shree Mahalaxmi Maa 🙏🙏🙏
@somanathdas686
@somanathdas686 11 сағат бұрын
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କୁ ମଙ୍ଗଳ କାମନା କରନ୍ତୁ ⭕‼️⭕ ହେ ମଣିମା ରକ୍ଷାକର ଆପଣଙ୍କ ହଁ ଭରସା ମହାପ୍ରଭୁ 🙏🙏🙏
@namitabiswal-go7vt
@namitabiswal-go7vt 10 сағат бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମି ଭବ ତୁମେ 🙏ଜୟ ମା ମହାଲକ୍ଷ୍ମୀ ନମୋ ନମଃ🙏 ହେ ମହାପ୍ରଭୁ ମଙ୍ଗଳମୟ ସାରା ଜଗତର ମଙ୍ଗଳ ହେଉ 🙏🙏🙏
@santidattamohanty7680
@santidattamohanty7680 7 сағат бұрын
ଜୟ ଜଗନ୍ନାଥ ❤❤❤❤
@Pinkybehera-u6d
@Pinkybehera-u6d 10 сағат бұрын
ସକାଳ ପ୍ରଣାମ ଘେନ ହେ ଚକାନୟନ 🚩🙏🏻🌺⭕❗⭕🌹🌸
@jyotsnamahapatra6349
@jyotsnamahapatra6349 7 сағат бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ।⭕‼️⭕🙏🙏🙏🙏🙏🙏🙏ଜଗାରେ ତୁ ମୋର ସବୁ କିଛି |
@bhabanisankarbal9293
@bhabanisankarbal9293 10 сағат бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ମୋର କୋଟି କୋଟି ପ୍ରଣାମ ଶୁଭସକାଳମଣିମା ସମସ୍ତଙ୍କର ମଙ୍ଗଳ କାମନା କର ମହାପ୍ରଭୁ
@pratapkupradhan8480
@pratapkupradhan8480 4 сағат бұрын
ହେ ମହାବାହୁ ତୁମ୍ଭ ଚରଣରେ ଗୁହାରି କରୁଛି ଯେ ଏଇ ରୋଗ ରୁ ମୋତେ ମୁକ୍ତି କର ହେ ମଣିମା 🙏🙏🙏🙏🙏🙏🪔🪔🪔 ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🌻🌻🌻🌻🌻
@sujitkumarsahoo7379
@sujitkumarsahoo7379 10 сағат бұрын
ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ କାଳିଆ ସାଆନ୍ତ 🙏
@prabhatshaw1330
@prabhatshaw1330 8 сағат бұрын
❤❤❤ ଜୟ ଜଗନ୍ନାଥ ମହାପ୍ରଭୁ ❤ଜୟ ମା ଲକ୍ଷ୍ମୀ ❤❤❤
@RadheKirshna-z5i
@RadheKirshna-z5i Сағат бұрын
❤️ Jey 🚩 Jey 🕉️ Sri 🚩 Jagannath 🕉️ Maha 🚩 Parbhuji 🕉️ Maharaj 🚩 Ji 🕉️ Ram 🚩 Ram 🕉️ Ji 🚩 Piyare 🕉️ Sakhaa ❤️🚩🕉️🚩🕉️🚩🕉️🚩🕉️🚩🕉️🚩🕉️🚩🕉️🚩
@DamayantiPatra-n3j
@DamayantiPatra-n3j 6 сағат бұрын
🧿‼️🧿🌼🏵️🌸💮 ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🛐🛐🛐🛐🛐🛐🛐🛐
@somyarana5241
@somyarana5241 11 сағат бұрын
Jay shree jaganath Prabhu 🙏🙏🙏 Jay shree jaganath 🙏🙏🙏🙏 Jay shree jaganath 🙏🙏🙏🙏 Jay shree Ram
@sganeshbehera3886
@sganeshbehera3886 7 сағат бұрын
Jay ho Prabhu Chakanayana Patitapabana Jagannath Mahaprabhu
@nareshchandrasahu9774
@nareshchandrasahu9774 11 сағат бұрын
Jay Jagannath Mahaprabhu 🙏🙏🙏🙏🙏🙏
@SumatiDalei-j2q
@SumatiDalei-j2q 11 сағат бұрын
Jay shree Jagannath Jay shree balabhadra Jay shree subhadra mata Jay shree sudarshan Hari Bala Hari Bala Hari Bala Hari Hari Bala 🙏🙏🙏🙏🙏🙏🪔🪔🪔🪔🪔🌺🌺🌺🌺🌺🪷🪷🪷
@budhuram7898
@budhuram7898 8 сағат бұрын
Jai shree jagannath Prabhu 🙏🏽🙏🏽🙏🏽🙏🏽🙏🏽🙏🏽🙏🏽
@nilujena9876
@nilujena9876 9 сағат бұрын
🙏🏼ଜୟ ଶ୍ରୀ ଜଗନ୍ନାଥ ଙ୍କର ମଙ୍ଗଳ ଆଳତି ଦର୍ଶନ ର ଜୟ ହଉ 🙏🏼
@sanjibisahoo2325
@sanjibisahoo2325 11 сағат бұрын
ଜୟ ଜଗନ୍ନାଥ
@BibhusmitaBarik
@BibhusmitaBarik 3 сағат бұрын
OMM TATSAT JAY JAY JAY SHREE JAGANNATH SWAMI NAYANA PATHA GAMI BHAVA TUME 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@tusharranjannayak4002
@tusharranjannayak4002 6 сағат бұрын
ହେ ପ୍ରଭୁ ପତିତପାବନ ❤️🙏❤️
@abhieditstutorial5082
@abhieditstutorial5082 10 сағат бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନପଥଗାମୀ ଭବତୁ ମେ 🙏🙏🙏🙏😭😭😭ହେ ଚକାନୟନ ,❤️ହେଁ କରୁଣାକର ❤️ହେଁ ଦାମୋଦର ❤️ହେଁ ବାସୁଦେବ ❤️ମୋ ସଂସାର ଲାଗିଲା 🙏🙏🙏🙏😭😭😭😭
@ghanasyamnimalu1193
@ghanasyamnimalu1193 9 сағат бұрын
ହେ ମଣିମା ମତେ ସବୁବେଳେ ତୁମ ମଗଂଳ ଆଳତୀର ଦର୍ଶନ ଦେଖିବାକୁ ମିଳୁଥାଉ ଆର୍ତତ୍ରାଣ ।
@gullu7961
@gullu7961 9 сағат бұрын
❤ ଶୁଭ ସକାଳ ❤🙏 ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏❤🙏 ଜୟ ଅଲାରନାଥ ନମଃ 🙏❤🙏 ଆଜିର ଦିନ ସମସ୍ତଙ୍କର ମଙ୍ଗଳମୟ ହେଉ 🙏❤
@surajwankhede3730
@surajwankhede3730 5 сағат бұрын
जय श्री रणछोड़राय महाराज की जय☺️🚩🙏 जय श्री द्वारकाधीश महाराज की जय☺️🚩🙏 जय श्री जगन्नाथ महाराज की जय☺️🚩🙏 हरि बोलो हरि हरि बोलो हरि हरि बोलो हरि हरि बोलो हरि हरि बोलो हरि हरि बोलो हरि हरि बोलो हरि हरि बोलो हरि हरि बोलो हरि हरि बोलो☺️🚩🙏
@pravasinisatapathy6341
@pravasinisatapathy6341 9 сағат бұрын
ମଣିମାଙ୍କର ଜୟ ହୋ ମଣିମାଙ୍କର ଜୟ ହୋ ମଣିମାଙ୍କର ଜୟ ହୋ
@nirmal..132
@nirmal..132 8 сағат бұрын
🌼🙏🌼জয় জগন্নাথ মহাপ্রভু 🌼🙏🌼
@DevendraSingh-xz1ir
@DevendraSingh-xz1ir Минут бұрын
जय श्री गीत गोविन्दम🙏🙏🙏🙏🙏🙏🙏जय श्री जय जयदेव हरे🙏🙏🙏🙏🙏🙏🙏
@prasanti1988
@prasanti1988 8 сағат бұрын
ତୁମେବ ମାତାଶ୍ଚ ପିତା ତୁମେବ ତୁମେବ ବନ୍ଧୁଶ୍ଚ ଶଖା ତୁମେବ ତୁମେବ ବିଦ୍ୟା ଦ୍ରାବିଡ଼ମ ତୁମେବ ତୁମେବ ସର୍ବ ମମ ଦେବ 🙏🙏🙏🙏😭😭😭😭.
@arpitasahooalati346
@arpitasahooalati346 6 сағат бұрын
Krishnaya vasudevya haraye paramatmane pranatah klesha nasaya Govindaya namo namaha 🙏😭❤️😭🙏 khyama kara pravu
@nagengaria7734
@nagengaria7734 4 сағат бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମୋ ଜଗନ୍ନାଥ ⭕❗⭕🙏🏼🙏🏼
@SusamaSalian
@SusamaSalian 11 сағат бұрын
Hari Jay jay debahare 🙏🙏🙏🪔🌹💐🌷💐🪔🙏🙏🪔🙏🪔 Jagannath Swami Narayan path gami vabatume 🙏🪔🙏🙏
@ShailendraNarayanJena1111
@ShailendraNarayanJena1111 7 сағат бұрын
🙏💚Jai Balbhadra Jai Subhadra Jai Jagannath
@SuryaprakashSethy
@SuryaprakashSethy 9 сағат бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ❤️🙏❤️🙏❤️🙏❤️🙏❤️🙏❤️🙏❤️🙏❤️🙏❤️🙏❤️🙏❤️🙏❤️🙏❤️🙏❤️🙏❤️🙏❤️
@jemadeisanta9627
@jemadeisanta9627 11 сағат бұрын
Jay shree JAGADA koti koti pranam JAGADA Jay shree Balabhadra Da Jay shree Maa Subhadra 🙏🙏🙏🙏
@diptimayebal7676
@diptimayebal7676 7 сағат бұрын
ହରି ହରି ବୋଲ🙏 ପ୍ରଭୁ🙏
@sipraranirout-z4d
@sipraranirout-z4d 11 сағат бұрын
Jay Jagannath Swami nayano patho gami bhabo tume bhabo tume 🙏🌺🪔🪔🌺🙏
@JaranaSahu-s1i
@JaranaSahu-s1i 6 сағат бұрын
🙏 Jharana 🙏 sahoo 🙏 Jay 🙏 jagannath 🙏🙏🙏🙏🙏🙏🙏🙏🙏
@dhuliabehera2779
@dhuliabehera2779 11 сағат бұрын
🙏🙏🙏🪔🚩 ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ଼ ଭବ ତୁମେ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@sumitrarana1977
@sumitrarana1977 10 сағат бұрын
❤❤ ଜୟ ଜଗନ୍ନାଥ ପ୍ରଭୁ ❤❤
@swagatnayak286
@swagatnayak286 9 сағат бұрын
Jay jagannath swami nayana patha gami bhava tu me 🙏🏻 🙏🏻🙏🏻🙏🏻🙏🏻🙏🏻🙏🏻
@cheerasmitabiswal8479
@cheerasmitabiswal8479 4 сағат бұрын
ମୋ ଧନକୁ ଖରା ଟା କାଟୁଥିବ ବୋଧେ ପୁରା ମୁହଁରେ ଯେ ପଡ଼ୁଛନ୍ତି ସୂର୍ଯ୍ୟ ଦେବ...ନା ସେ ବି ନିଜକୁ ତାଙ୍କ ଶ୍ରୀ ଚାନ୍ଦ୍ରମୁଖରେ ବିଲୀନ କରି ନିଜକୁ ଧନ୍ୟ ଧନ୍ୟ ମାନେକରୁଅଛନ୍ତି 😊 ଯେ.. ମୋ ଶ୍ରୀ..ମହାପ୍ରଭୁ
@namitabiswal-go7vt
@namitabiswal-go7vt 10 сағат бұрын
ହେ ମହାପ୍ରଭୁ ମଙ୍ଗଳମୟ ଆମର ବି ଡୋରି ଲଗାଇ ଦିଅନ୍ତୁ ହରି 🙏ଦୟା କରନ୍ତୁ ହେ ଦୟାନିଧି 🙏🙏
@rejeshmoharana1561
@rejeshmoharana1561 2 сағат бұрын
Jay shree krishna
@shibanimitra4108
@shibanimitra4108 9 сағат бұрын
जय श्री जगग्नणाथ स्वामी 🌸🙌🙌🙌 नतमस्तक होकर मेरा 🌸 प्रेम एवम भक्ति 🌸 मई🌸🌸🌸 प्रणाम स्वीकार किजिए हरी बोल🌸🙏
@saraswatisahoo1033
@saraswatisahoo1033 8 сағат бұрын
Jay jagannath swami nayana patha gami bhaba tume
@jagadish25108
@jagadish25108 10 сағат бұрын
Om Sri Jagannatha Sri Hari Vishnu Sri Vasudev Sri Radhey Krishnaabhyam namah 🕉️🐚🔔🔯☸️🚩🚩🚩🚩🚩🌹🌹🌹🌹🌹🛐🙏🕉️
@jayasafui7516
@jayasafui7516 8 сағат бұрын
" জয় শ্রী জগন্নাথ মহাপ্রভু জয় "
@tecnical.trilochan5595
@tecnical.trilochan5595 10 сағат бұрын
Jaya jagatannath mahaprabhu
@santoshbiswal1576
@santoshbiswal1576 11 сағат бұрын
Jay jagannath
@pradeepbehera1827
@pradeepbehera1827 10 сағат бұрын
ଜୟ ଜୟ ଜୟ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜୟ। ଆପଣଙ୍କର ଶ୍ରୀ ଚରଣ ରେ କୋଟି କୋଟି ବିନତୀ ହେ ପରମେଶ୍ବର ପୁରୁଷୋତ୍ତମ। ସବୁବେଳେ ଭଲ ରେ ଥାଅ ଦୀନବନ୍ଧୁ ଦଇତାରୀ। ଆପଣଙ୍କର ମଙ୍ଗଳ ହେଉ ଭାବଗ୍ରାହୀ ଭଗବାନ ଗୋବିନ୍ଦ ନାରାୟଣ। 🪷🪷🪷🪷⭕❗❗⭕🙏🙏🙏🙏🙏🙏❤️❤️❤️❤️
@ramshankargoswami4299
@ramshankargoswami4299 7 сағат бұрын
Jay Jagannath Jay Shree Patit Paban ⭕️ ‼️ ⭕️
@mamatabindhani
@mamatabindhani 10 сағат бұрын
Jay jagannath mo mundo buleiba bholo koridio prabhu 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🚩🚩🚩🚩🚩🚩🚩🚩🚩🚩🚩
@putulranisaha6553
@putulranisaha6553 7 сағат бұрын
Jai Baba Jagannather jai 🙏🙏🙏👏👏👏🌼🌼🌼🌹🌹🌹💐💐💐♥️♥️♥️🚩🥥🥥🥥
@Sonusonu-vn4ng
@Sonusonu-vn4ng 10 сағат бұрын
Jay parbhu patita paban parbhu ki jay
@sasmitabiswal3011
@sasmitabiswal3011 9 сағат бұрын
Jai jai shree mahapravu koti koti pranam help everyone a6🍒🌹🍎🌾🪔🕉️👏🤲🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@sasmitalifestyle76
@sasmitalifestyle76 10 сағат бұрын
,,,କାଳୀଆରେ ମୋତେ ଶରଣ ଦେରେ ପାଦତଳେ 😢🙏🙏🙏🙏🙏🙏🙏
@rasmirekhadas-oh6kg
@rasmirekhadas-oh6kg 10 сағат бұрын
Mahapravu 🙏🙏🙏🙏🙏🙏❤
@TIKINARAYANJENA
@TIKINARAYANJENA 10 сағат бұрын
Jayashreejagannath🙏🙏🙏
@TapasBehera-re5ty
@TapasBehera-re5ty 5 сағат бұрын
Jay Jagannath Jay Sri Ram Jay Sri Krishna 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@sasmitabiswal3011
@sasmitabiswal3011 9 сағат бұрын
Jai jai shree jagannath Jai Jai shree krishna jai jai shree radhe radhe jai jai shree ram jai jai jai shree Madhuri baba jai j5j🙏🙏🙏🙏🙏🙏🙏🙏🙏🙏🙏baba jai jai shree Hanuman Maharaj
@rajendrasahu4199
@rajendrasahu4199 10 сағат бұрын
🙏ଜୟ ଜୟ ଜଗନ୍ନାଥ 🙏ମୋ ପ୍ରଭୁ ଜଗନ୍ନାଥ 🙏ଶୁଭ ସକାଳ ମଣିମା 🙏ହେ ଚକାଆଖି ଚକାନୟନ ପତିତପାବନ ନାରାୟଣ ଶ୍ରୀ ହରି ତଵ ଶ୍ରୀ ମଙ୍ଗଳ ଆଳତି ଦର୍ଶନ କୁ ଏ ଦିନହୀନ ଅଧମ ର ଅନନ୍ତ କୋଟି ପ୍ରଣିପାତ ମଣିମା 🙏🙏🙏🙏ହେ ଦୀନବନ୍ଧୁ ଦୟା କର 🙏କୃପା କର 🙏କ୍ଷମା କର ମୋ ଜଗନ୍ନାଥ ମହାପ୍ରଭୁ 🙏ହେ ବିଶ୍ୱ ବିଧାତା 🙏ବିଶ୍ୱ ନିୟନ୍ତା ମଙ୍ଗଳ ମୟ ଠାକୁର ସାରା ବିଶ୍ୱ ର ମଙ୍ଗଳ କର ମହାବାହୁ ଜଗତ କଲ୍ୟାଣ ହେଉ 🙏ହରି ଶରଣ 🙏ରାଧେ ଗୋବିନ୍ଦ 🙏ରାଧା ମାଧବ 🙏ରାଧେ କୃଷ୍ଣ ନମୋ ନମଃ 🙏ହରି ହରି ବୋଲ 🙏
@pujaranimallick9072
@pujaranimallick9072 8 сағат бұрын
Mohaprabhu 🙏🙏🙏🙏🙏
@SaidivakarPanda
@SaidivakarPanda 6 сағат бұрын
🙏🏻🔱🙏🏻 ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🙌🙏🏻 ଜୟ ଶ୍ରୀ ବଳଭଦ୍ର ମାଁ ସୁଭଦ୍ରା ମହାପ୍ରଭୁ ଶ୍ରୀ ଜଗନ୍ନାଥ ମାଁ ମହାଲକ୍ଷ୍ମୀ ପ୍ରଭୁ ସୁଦର୍ଶନ 🙏🏻🌿🙏🏻 ହେ ମହାପ୍ରଭୁ ତୁମ ଚରଣ କମଳରେ ଏ ଅଧମର ଶତ ଶତ କୋଟି ପ୍ରଣିପାତ ମଣିମା 🙏🏻🙌🙏🏻 ହେ କାଳିଆ ସାଆନ୍ତ ତୁମେ ହିଁ ସାହା ଭରସା 🙏🏻🤲🙏🏻 ପ୍ରଣାମ ଘେନ ମୋର ହେଁ ମଣିମା 🙏🏻🙇‍♂️🙏🏻 ରକ୍ଷା କର ହେ କାଳିଆ ସାଆନ୍ତ 🙏🏻🤲🙏🏻ଜୟ ଜଗନ୍ନାଥ ମହାପ୍ରଭୁ ପ୍ରଣାମ ଶରଣଂ ରକ୍ଷକ ଶ୍ରୀ ହର ହରି.....🙏🏻🔱🙏🏻🛐🛐🛐 ଜୟ ଜଗନ୍ନାଥ 🙏🏻🙌🙏🏻⚫️❗️⚫️🙏🏻🛕🙏🏻🚩🙏🏻🌷🙏🏻🌿🙏🏻🕉🙏🏻🪔🪔🪔🙏🏻👏👏👏🙏🏻🌺🌺🌺🙏🏻🔱🔱🔱🙏🏻
@mitrabhanunaik9415
@mitrabhanunaik9415 Сағат бұрын
Jai jagannath Jai pancha sakha
@ranjansahoo6087
@ranjansahoo6087 10 сағат бұрын
Jay jagannath Jay badathakure Jay maa suvadra ❤
@mamatasatapathy430
@mamatasatapathy430 5 сағат бұрын
Jai jagnnath❤🙏🙏
@lovestoryforu9
@lovestoryforu9 10 сағат бұрын
ଜୟ ଜୟ ଜୟ ଶ୍ରୀ ଜଗତର ନାଥ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମା ଲକ୍ଷ୍ମୀ ❤❤❤❤ ଜୟ ମା ବିମଳା ❤❤❤❤ ସୁପ୍ରଭାତ ❤❤❤❤ ପତିତ ପାବନ ବାନା କି ଜୟ ❤❤❤❤ ନୀଳ ଚକ୍ର କି ଜୟ ❤❤❤❤ ଗରୁଡ଼ ସ୍ତମ୍ବ କି ଜୟ ❤❤❤ ସୁଦର୍ଶନ କି ଜୟ ❤❤❤❤ କୁମୁଦ ହନୁମାନ କି ଜୟ ❤❤❤❤ ପ୍ରଣାମ ଘେନ ମୋର ହେଁ ମଣିମା ❤❤❤❤ ସବୁ କିଛି ତୋ ଶ୍ରୀଚରଣ ତଳେ ସମର୍ପି ଦେଇ ଶରଣ ପଶିଲି ❤❤❤❤ଯଦି ମୁଁ ଅଜାଣତରେ ହଉ କି ଜାଣତରେ କଛି ଭୁଲ କରିଦେଲି ଦଣ୍ଡ ଦିଅ ହେଁ ମଣିମା ❤❤❤❤ ରକ୍ଷା କର ❤❤❤❤❤
@abhijitmallik9164
@abhijitmallik9164 9 сағат бұрын
Jay Jagannath swami Nayana patha gami bhava tume 🙏🙏🙏🙏🙏
@susmitasahoo2350
@susmitasahoo2350 10 сағат бұрын
Jay jagannath prabhu
@mr.motivation...7889
@mr.motivation...7889 8 сағат бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ହନୁମାନ ଜୟ ହନୁମାନ ଜୟ ହନୁମାନ
@santidattamohanty7680
@santidattamohanty7680 7 сағат бұрын
ଜୟ ଜଗନ୍ନାଥ ❤❤❤❤
@sureshsahoo4050
@sureshsahoo4050 10 сағат бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ ଆପଣଙ୍କ ପାଦରେ ମୋର କୋଟି କୋଟି ପ୍ରଣାମ 🙏🙏🙏🙏🙏🙏 ⭕🙏⭕ 🪷🪷🪷🪷
@manassahoo4226
@manassahoo4226 8 сағат бұрын
ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🌹🌼🌹🙏🙏🙏🙏🙏🙏🙏🙏🙏🙏🌹🌼🌹
@btsismylife9756
@btsismylife9756 8 сағат бұрын
Jay Jagannath🙏🙏🙏🙏.... Jay Shree Patitapaawana🙏🙏🙏🙏....
@Pinkybehera-u6d
@Pinkybehera-u6d 10 сағат бұрын
Jay Shree Jagannatha Swami Nayana Patha Gami Bhaba Tume Maha Prabhu Ji 🚩🙏🏻🌺🌸🌷🌹🌸🙏🏻🚩🚩🙌🏻🙏🏻
@parthasarathibarik633
@parthasarathibarik633 8 сағат бұрын
Omm jay shree hari Omm namaha vagabate basu debaya namaha
@babitapanigrahi528
@babitapanigrahi528 8 сағат бұрын
ହେ ପତିତପାବନ ପ୍ରଭୁ ମୋର କୋଟି କୋଟି ପ୍ରଣାମ ଗ୍ରହଣ କର ପ୍ରଭୁ ।ଏ ଅରକ୍ଷିତ ର ସହାୟ ହୁଅ ପ୍ରଭୁ ।ଆମ ସମସ୍ତଙ୍କୁ ଭଲରେ ରଖ ପ୍ରଭୁ
@Pinkybehera-u6d
@Pinkybehera-u6d 10 сағат бұрын
Jay Shree Ram 🚩🚩🚩 Jay Shree Jagannatha ⭕❗⭕
@MANOJDAS-vl7zw
@MANOJDAS-vl7zw 10 сағат бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🙏🏻🙏🏻
@diptiranirout2373
@diptiranirout2373 6 сағат бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଦେବୀ କି ଜୟ 🙏🌹🌹🪔🪔🪔🪔🙏🙏
@asamanjasinhabarma946
@asamanjasinhabarma946 11 сағат бұрын
জয় জয় জগন্নাথ মহাপ্রভু শ্রীচরণে শতকোটি প্রণাম 🙏🙏🙏🙏🙏🙏🙏🙏🙏🙏
@sukhmanianand1999
@sukhmanianand1999 10 сағат бұрын
हरे कृष्ण हरे कृष्ण कृष्ण कृष्ण हरे हरे हरे राम हरे राम राम राम हरे हरे 🙇🏻‍♀️🌷🌹🌺🌸🍀🌼🌻🏵️🪔🦚🌈🙇🏻‍♀️🙇🏻‍♀️🙇🏻‍♀️🙇🏻‍♀️🙇🏻‍♀️🙇🏻‍♀️🙇🏻‍♀️
@patelyugrajyugraj4731
@patelyugrajyugraj4731 9 сағат бұрын
Jay jagnaath prabhu 🙏🏻🙏🏻🙏🏻🙏🏻🙏🏻🙏🏻🌺🌺🌺🌺🌺❤️❤️❤️❤️❤️❤️🌸🌸🌸🌸🌸🌸🌸
@atashibose1537
@atashibose1537 8 сағат бұрын
জয় জগন্নাথ মহাপ্রভু তোমার চরনে শত কোটি প্রণাম
@bhagyabatigantayat297
@bhagyabatigantayat297 9 сағат бұрын
Subhasakala mo Manima 🙏♥️🙏♥️🙏♥️Jay Shree Jagannath🙏♥️🙏♥️🙏♥️
@pabitraparida7215
@pabitraparida7215 3 сағат бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବତୁମେ..... 🙏🙏🙏
@BikeshSahani
@BikeshSahani 10 сағат бұрын
🪔🪔🪔जय जगन्नाथ महाप्रभु 🙏🏻🙏🏻🙏🏻 🪔🪔🪔जय लक्ष्मीनारायण हरी हरी 🙏🏻🙏🏻🙏🏻 🪔🪔🪔जय सुर्यनारायण हरी हरी 🙏🏻🙏🏻🙏🏻
@bhabanisankarbal9293
@bhabanisankarbal9293 10 сағат бұрын
ହେ ପତିତପାବନ ମଣିମା ପୁଅକୁ ଚାକିରି ଟିଏ କରେଇ ଦିଅ ମହାପ୍ରଭୁ ତୁମ ପାଦତଳେ ଶରଣାପନ୍ନ ମୁଁ ସାହାହୁଅକାଳିଆ ସାଆନ୍ତେ ଜୟ ଜଗନ୍ନାଥ
@toixcgameryt143
@toixcgameryt143 10 сағат бұрын
ଜୟ ଶ୍ରୀ ⭕‼️⭕ଜଗନ୍ନାଥ🙏🏻🙏🏻🙏🏻❤️❤️❤️
@mitaranisahoo6073
@mitaranisahoo6073 8 сағат бұрын
Jay shree jagannath pranam Prabhu 🙏🙏🌺🪔🌺🙏🌺🪔🪔🌺🙏❤️
@umashankarnayak2497
@umashankarnayak2497 8 сағат бұрын
Jay Jagannath Swami nayan Pathagami Bhaba Tume. 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@bijayakumarmaharana6638
@bijayakumarmaharana6638 9 сағат бұрын
JAY jagannath swami....🙏🙏🙏🙏🙏🙏
Human vs Jet Engine
00:19
MrBeast
Рет қаралды 46 МЛН
didn't manage to catch the ball #tiktok
00:19
Анастасия Тарасова
Рет қаралды 33 МЛН
"كان عليّ أكل بقايا الطعام قبل هذا اليوم 🥹"
00:40
Holly Wolly Bow Arabic
Рет қаралды 9 МЛН
Bhikari Bal || Jagannath Bhajan
38:49
bhikari bal official
Рет қаралды 4,7 МЛН
Human vs Jet Engine
00:19
MrBeast
Рет қаралды 46 МЛН