ଆଜି ଶ୍ରାବଣ ସୋମବାର ସୂର୍ଯ୍ୟଙ୍କୁ ଦର୍ଶନକରି ଶିବକଥା ଶୁଣିଲେ ଶରୀରରୁ ରୋଗବ୍ୟାଧି ଦୂରହୁଏ | JAY JAGANNATH TV

  Рет қаралды 9,537

JAY JAGANNATH TV

JAY JAGANNATH TV

Күн бұрын

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397
Also available on all cable networks.
For More Info please contact - 6372804618
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
KZbin: bit.ly/3KAQeyD
Twitter: bit.ly/38JpX3U
#jayjagannathtv #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #snanapurnima #snanayatra #Snanajatra #snana

Пікірлер: 107
@Satyapriya.Das1
@Satyapriya.Das1 Ай бұрын
ଓଁ ନମୋ,, ଶ୍ରୀ ପତିତପାବନ ମହାପ୍ରଭୁ ଙ୍କର ପବିତ୍ର ଦିବ୍ୟ ମଙ୍ଗଳ ଆଳତୀ ଙ୍କୁ ଶତଶତ କୋଟି ଭକ୍ତିଭରା ଭୂମିଷ୍ଠ ପ୍ରଣାମ 🛐🛐🛐 ଆଜି ଶ୍ରୀ ମହୋଦଧି ଙ୍କର ଦର୍ଶନ କରିହେଲାନି,,, କୋଟି କୋଟି ପ୍ରଣାମ ଶ୍ରୀ ମହୋଦଧି 🛐 କୋଟି କୋଟି ପ୍ରଣାମ ଶ୍ରୀ ସୂର୍ଯ୍ୟନାରାୟଣ,,🙏🙏🙏🙏🙏🌺🌺🌺🌺🌺
@Satyapriya.Das1
@Satyapriya.Das1 Ай бұрын
ଓଁ ନମୋ,, ପ୍ରଣାମ ଶ୍ରୀକ୍ଷେତ୍ର ଧାମ 🛐 ପ୍ରଣାମ ଶ୍ରୀ ମନ୍ଦିର 🛐 ପ୍ରଣାମ ଶ୍ରୀ ନୀଳଚକ୍ର ନାରାୟଣ 🛐 ପ୍ରଣାମ ଶ୍ରୀ ପତିତପାବନ ବାନା 🚩🛐 ପ୍ରଣାମ ଶ୍ରୀ ଅରୁଣ ସ୍ତମ୍ଭ 🛐 ପ୍ରଣାମ ଶ୍ରୀ ବଡ଼ଦାଣ୍ଡ 🛐 ପ୍ରଣାମ ଶ୍ରୀ ସିଂହଦ୍ଵାର 🛐🛐🛐
@ThinkAboutStudy
@ThinkAboutStudy Ай бұрын
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏🙏🙏🙏 ହରେ କୃଷ୍ଣ ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ, ରାମ ରାମ ହରେ ହରେ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@KarunakarSahu-gm3wf
@KarunakarSahu-gm3wf Ай бұрын
ॐ ନମଃ ଶିବାୟ ନମଃ ॐ ନମଃ ଶିବାୟ ନମଃ ॐ ନମଃ ଶିବାୟ ନମଃ, ପ୍ରଭୁ ଆଜିର ଏହି ଶୁଭ ସକାଳରୁ ଏହି ଅଧମର ଅନନ୍ତ କୋଟି ପ୍ରଣାମ ପ୍ରଭୁ ଅନନ୍ତ କୋଟି ପ୍ରଣାମ,
@bhabanisankarbal9293
@bhabanisankarbal9293 Ай бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ମୋର କୋଟି କୋଟି ପ୍ରଣାମ 🙏🙏🙏🚩🛕 ମଣିମା ସମସ୍ତଙ୍କର ମଙ୍ଗଳ କାମନା କର ମହାପ୍ରଭୁ
@sudhakarmoharana7454
@sudhakarmoharana7454 Ай бұрын
🙏🙏🙏🌹ଜୟ ଶ୍ରୀ ଜଗନ୍ନାଥ 🌹ଜୟ ଶ୍ରୀ ବଳଭଦ୍ର 🌹ଜୟ ଶ୍ରୀ ସୁଭଦ୍ରା ମାତା 🌹ଜୟ ଶ୍ରୀ ସୁଦର୍ଶନ 🌹ଜୟ ଶ୍ରୀ ପତିତପାବନ 🌹ଜୟ ଶ୍ରୀ ଲଷ୍ମୀ mata🌹🙏🙏🙏
@ajayarout8392
@ajayarout8392 Ай бұрын
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ କି ଜୟ 🔘‼️🔘🙌🙌🙌🙌🚩🚩🚩🚩🚩🙏🙏🙏🙏🙏
@KarunakarSahu-gm3wf
@KarunakarSahu-gm3wf Ай бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ବଳଭଦ୍ର ଜୟ ଜୟ ମା ସୁଭଦ୍ରା ଜୟ ଜୟ ମା ମହାଲକ୍ଷ୍ମୀ ଜୟ ଜୟ ଶ୍ରୀ ସୁଦର୍ଶନଙ୍କୁ ଆଜିର ଏହି ଶୁଭ ସକାଳରୁ ଏହି ଅଧମର ଅନନ୍ତ କୋଟି ପ୍ରଣାମ ମଣିମା ଅନନ୍ତ କୋଟି ପ୍ରଣାମ,
@KarunakarSahu-gm3wf
@KarunakarSahu-gm3wf Ай бұрын
ପ୍ରଭୁ ମୋ ଜଗନ୍ନାଥ ପ୍ରଭୁ ମୋ ଜଗନ୍ନାଥ ପ୍ରଭୁ ମୋ ଜଗନ୍ନାଥ ସେହି ମୋର କାଳିଆ ସାଆନ୍ତ ଵିଶ୍ଵବ୍ରହ୍ମାଣ୍ଡର ନାଥଙ୍କୁ ଆଜିର ଏହି ଶୁଭ ସକାଳରୁ ଏହି ଅଧମର ଅନନ୍ତ କୋଟି ପ୍ରଣାମ ମଣିମା ଅନନ୍ତ କୋଟି ପ୍ରଣାମ,
@kallolinisrichandan2440
@kallolinisrichandan2440 Ай бұрын
Jay Jay shree jagannath🙏🙏🙏
@technology__creator
@technology__creator Ай бұрын
Jay shree Jaganath 🙏🙏🙏
@sachinpradhan7498
@sachinpradhan7498 Ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ 🙏🙏🙏
@anandameher3811
@anandameher3811 Ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ। ହେ ଜଗତର ନାଥ ଜଗନ୍ନାଥ,ହେ କାଳିଆ ଠାକୁର,ହେ ତ୍ରିଭୁବନ ପତି,ହେ ମହାବାହୁ, ତୁମ ଚରଣରେ କୋଟି କୋଟି ପ୍ରଣାମ ମହାବାହୁ କୋଟି କୋଟି ପ୍ରଣାମ।
@pravasinisatapathy6341
@pravasinisatapathy6341 Ай бұрын
ଓଁ ନମଃ ଭଗବତେ ବାସୁ ଦେବାୟ
@sangitabehera609
@sangitabehera609 Ай бұрын
Jay jay shree jagannath🙏🙏🙏🙏🙏🙌🙌🙌🙌🙌🙌
@debarajharijan
@debarajharijan Ай бұрын
ହେ ଜଗତ ପାଳକ ବିଷ୍ଣୁ ତବ ଶ୍ରୀ ଚରଣେ ମୋର କୋଟି କୋଟି ଦଣ୍ଡବତ।ସମସ୍ତ ଦୁଃଖକୁ ମୋର ବିନାଶ କରନ୍ତୁ । ଆପଣଙ୍କ କୃପାରୁ ମୁଁ ମୋ ଜନ୍ମଭୂମିର ସେବା କରି ପାରିବି। ଜୟ ଭକ୍ତର ଭଗବାନ। ଜୟ ସରଣ ରକ୍ଷଣ। ଜୟ ଜଗନ୍ନାଥ ସ୍ବାମୀ 🙏🙏🙏🙏🙏🙏🙏
@manashiswain7861
@manashiswain7861 Ай бұрын
ମୋ ମହାପ୍ରଭୁ କାଳିଆ ସାଆନ୍ତ ତମକୁ ସତ କୋଟି ପ୍ରଣାମ ମଣିମା 🙏🙏🙌🙌😭
@sanjayrajput1201
@sanjayrajput1201 Ай бұрын
JAI JAI SHREE JAGANNATH MAHA PRABHU
@KarunakarSahu-gm3wf
@KarunakarSahu-gm3wf Ай бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ,
@AjayaAchajya
@AjayaAchajya Ай бұрын
Jay jay sri jagannath
@BapiCreator
@BapiCreator Ай бұрын
Jay Jagannath Jay Maa Laxmi
@KarunakarSahu-gm3wf
@KarunakarSahu-gm3wf Ай бұрын
ॐ ନମଃ ଭଗବତେ ବାସୁଦେବାୟ ନମଃ ॐ ନମଃ ଭଗବତେ ବାସୁଦେବାୟ ନମଃ ॐ ନମଃ ଭଗବତେ ବାସୁଦେବାୟ ନମଃ,
@muktarshaha741
@muktarshaha741 Ай бұрын
Joy jagannath swami Narayan patha gami vabo tume pravu
@manashiswain7861
@manashiswain7861 Ай бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ 🙏🙏🙌😭🙌😭
@prafullamajhi12345
@prafullamajhi12345 Ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ
@user-dv5yr6is4l
@user-dv5yr6is4l Ай бұрын
Jay sree Jagarnath may sree Jagarnath 💩💩💩❤❤❤🎉🎉🎉
@iswarmohanty2332
@iswarmohanty2332 Ай бұрын
Jai jai shree jagarnath mahaprabhu ki jai 🙏🙏🙏
@Kanhu479
@Kanhu479 Ай бұрын
ହେ ମହାବାହୁ ମୋ ଫୁଲେଇ bayani❤️କୁ ବହୁତ ଖୁସିରେ ରଖିବ 🙏
@narmadamaharana3779
@narmadamaharana3779 Ай бұрын
Jay jagannath 🙏 Jay jagannath 🙏 Jay Jay shree jagannath 🙏🙏🙏🙏❤️
@niranjanbarik8442
@niranjanbarik8442 Ай бұрын
Jay.jagannath.swami.nayan.pathgami.bhaba.tumay.mhaprabhu.apank.shreecharan.adham.akinchanr.koti.koti.koti.dandabata.dhany.dhany.dhany.manima.jay.jay.jay.
@KarunakarSahu-gm3wf
@KarunakarSahu-gm3wf Ай бұрын
ॐ ନମଃ ସୂର୍ଯ୍ୟ ନାରାୟଣ ଦେବତାୟ ନମଃ ସ୍ତୁତେ ନମଃସ୍ତୁତେ ନମଃସ୍ତୁତେ,
@ranubalaparida4660
@ranubalaparida4660 Ай бұрын
Jay Jagannath🙌🏽🙌🏽🙌🏽🙌🏽🙌🏽
@rockystar5227
@rockystar5227 Ай бұрын
Radha Radha Jai Shri Jagannath swami har har Mahadev 🙏🙏🙏
@bhagyalatakanhar7152
@bhagyalatakanhar7152 Ай бұрын
Jay jay shree Jagannath Swami Nayana patha gami bhavtume 🙏🙏🙏🙏🌷🌷🌷🌷❤️❤️❤️❤️
@rabindranathpradhan4378
@rabindranathpradhan4378 Ай бұрын
Jay sri jaganath swami Nayan path gami bhaba tume prabhu 🙏🙏🙏🙏🙏🙏🙏
@queenNote9
@queenNote9 Ай бұрын
Jay shree jagannath mahaprabhu Jay Om namah bhagabata basudevbaya mahaprabhu Jay 🙏🙏🙏🙏🙏🙏🙏🙏🙏🙌🙌🙌🙌 Jay
@kallolinisrichandan2440
@kallolinisrichandan2440 Ай бұрын
Hari sitakamala kuchha mandalahai🙏🙏🙏🙏
@user-uc3wn1jn7f
@user-uc3wn1jn7f Ай бұрын
Jharana sahoo Jay jagannath 🙏🙏🙏🙏🙏🙏🙏🙏🙏🙏🙏
@sarojuniSahoo
@sarojuniSahoo Ай бұрын
Jai jagannath Swami 🙏🙏🙏❤️❤️❤️ Hari saranam 🙏🙏🙏❤️❤️❤️
@sahadevpanada9572
@sahadevpanada9572 Ай бұрын
Jay shree Jagannath mahaprabhu apke Saran me koti koti pranam prabu Bhagwan 🙏🕉️🐚🌼🌸🏵️💮🌼🌸🏵️💮🌺🌹🌷🪔🚩🍎🍎🍊
@archanapanda3732
@archanapanda3732 Ай бұрын
Jay Shree jagannath 🙏 jay shree balabhadra 🙏 jay shree subhadra mata🙏 jay shree sudarshan 🙏🙏🙏🙏🙏🙏🙏
@muktikantajena2007
@muktikantajena2007 Ай бұрын
Jay Jagannath Swami 🙏🏼🙏🏼🙏🏼
@SapnaDevi-vm3ed
@SapnaDevi-vm3ed Ай бұрын
Jai jagannath jai jagannath jai jagannath
@SapnaDevi-vm3ed
@SapnaDevi-vm3ed Ай бұрын
Jai jagannath swami ki jai ho
@mamatabehera8572
@mamatabehera8572 Ай бұрын
Jay jagannatha 🙏🙏🙏🙏🙏
@hariharbeher1382
@hariharbeher1382 Ай бұрын
🙏🏵️🌑❗🌑🏵️🙏 ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ 🙏🪔
@SapnaDevi-vm3ed
@SapnaDevi-vm3ed Ай бұрын
Jai jagannath maha Prabhu ki jai ho
@Mahadevkiladli25
@Mahadevkiladli25 Ай бұрын
Jai Jaganath ❤ gtli shma kro baba mai sada shuhagan jii
@manoranjanmullick3487
@manoranjanmullick3487 Ай бұрын
🌹🌹🌹 Jay shree jagannath 💚💛❤️
@bhabanisankarbal9293
@bhabanisankarbal9293 Ай бұрын
ହେ ମଣିମା ତୁମ ପାଦତଳେ ଶରଣାପନ୍ନ ମୁଁ ମୋର କଥା ମନେ ରଖିବ ମହାପ୍ରଭୁ ଏଗରିବକୁ ସାହା ଭରଷା ହୁଅ ଜୟ ଜଗନ୍ନାଥ
@itsme5501
@itsme5501 Ай бұрын
ଜୟ ଶ୍ରୀ ଜଗନ୍ନାଥ ♥️
@uditdas5956
@uditdas5956 Ай бұрын
Jay jagannath 🙏🏻
@user-nk4zz6ub7s
@user-nk4zz6ub7s Ай бұрын
Jay jagannath Swami
@sachinpradhan7498
@sachinpradhan7498 Ай бұрын
🙏🙏🙏
@SapnaDevi-vm3ed
@SapnaDevi-vm3ed Ай бұрын
Jai jagannath bhagwan ki jai ho
@SethiNila
@SethiNila Ай бұрын
🕉️🕉️🕉️ Jay jagannath 🙏🙏🙏🌹🌹🌹
@RahulChakraborty-ez6jp
@RahulChakraborty-ez6jp Ай бұрын
Joy shree Jagannath mahapravu ⭕️❗️⭕️🚩🚩🚩🚩🚩
@techbaazgaming3638
@techbaazgaming3638 Ай бұрын
Jay jagannatha Swami nayana pathagami bhabatumi 🙏🙏🙏🙏🙏🙏⭕‼️⭕🙏🙏🙏
@rabiparadhan3929
@rabiparadhan3929 Ай бұрын
Jay Jagannath swami
@user-dv5yr6is4l
@user-dv5yr6is4l Ай бұрын
Jay sree Jagarnath Jay sree Jagarnath 💩💩💩💩💩💩💩💩💩❤
@Ayushvlog988
@Ayushvlog988 Ай бұрын
Kaliaa suna ❤️
@Tukuna-hj4jj
@Tukuna-hj4jj Ай бұрын
Jay shree jagannath Swami 🙏🙏🙏🙏⭕❗⭕
@shefalepatra1381
@shefalepatra1381 Ай бұрын
Shreeman Narayan Narayan narayan
@NandiniJena-nu5gv
@NandiniJena-nu5gv Ай бұрын
ହେ ମହାବାହୁ
@niranjanbarik8442
@niranjanbarik8442 Ай бұрын
Jay.jagannath.om.namo.bhagabata.basudev.namo.jagata.mangal.karantu.mhaprabhu.dhany.dhany.dhany.apank.lila.echhamay.apank.echha.antrajami.jay.jay.jay.
@prasantakumarnay123
@prasantakumarnay123 Ай бұрын
Jay Jagannath ❤❤❤❤😂
@SapnaDevi-vm3ed
@SapnaDevi-vm3ed Ай бұрын
Jai jagannath maha Prabhu kurpa karo jagannath bhagwan
@PrabhakarPathy
@PrabhakarPathy Ай бұрын
Jai Shree Patitapaban.
@SusantaPatra-vm1hh
@SusantaPatra-vm1hh Ай бұрын
Jay jaganath Jay jaganath Jay jaganath 🙏🙏🙏🙏🙏🙏🙌🙌🙌🙌🙌🙌🌹🌹🌹🌹🌹🌹🌹🥀🪔🪔🪔🪔🪔🪔🥥🍓🥥🍓🍒🍒🚩🚩🚩🚩🕉️🕉️🕉️🕉️🕉️🕉️🕉️☸️☸️☸️☸️☸️🛐🛐🛐🛐🛐🛐🛐🛐🛐
@ChandrakantaBehera-in9gr
@ChandrakantaBehera-in9gr Ай бұрын
🌷🌷🙏🪔🕉️☸️🚩🌷🌷🙏🪔🥥🍌🔔🦉🌷🌷🙏🌷🌷💙🤍💛🖤🌷🌷OM JAY MAA SHREE DEVI MOHA LAXMI NARAYAN ANNAPURNA AADI SHAKTI JAGAT JANANI 🌷🌷🙏🌷🌷🌷
@subasmishra-fb9wq
@subasmishra-fb9wq Ай бұрын
JAY JAGANNATH SHAWMI NAYANA PATHAGAMI BHABATUME 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@Mahadevkiladli25
@Mahadevkiladli25 Ай бұрын
glti shma kro baba ❤mai sada shuhagan jiu
@Mahadevkiladli25
@Mahadevkiladli25 Ай бұрын
jai jaganath ❤️
@KarunakarSahu-gm3wf
@KarunakarSahu-gm3wf Ай бұрын
ଜୟ ଜଗନ୍ନାଥ ଟେଲିଭିଜନ ର ସିଧା ପ୍ରସାରଣ ମୋବାଇଲ ର ୟୁଟ୍ୟୁବରେ ପ୍ରସାରଣ କଲେ ଆମେ ବହୁ ଉପକୃତ ହୁଅନ୍ତୁ, ଜୟ ଜଗନ୍ନାଥ ସ୍ବାମୀ,
@prasannalenka2939
@prasannalenka2939 Ай бұрын
Jay Shree Jagannath 🛕🌺🙏🛕🌺🙏🛕🌺🙏
@user-jm2cs6hq6p
@user-jm2cs6hq6p Ай бұрын
Hari bol hari bol hari bol hari bol hari bol hari bol hari bol hari bol hari bol hari bol hari bol hari bol hari bol hari bol hari bol hari bol hari bol hari bol hari
@ChandrakantaBehera-in9gr
@ChandrakantaBehera-in9gr Ай бұрын
🌺🌺🕉️🙏🌅🌺🌺🐍🌺🌺🙏🕉️🔱🚩🌺🙏🌺🪔🔔🥥🍌🥭🍉🍎🐂🌺🌺🌺🌺🙏🌺🌺💙🤍💛🖤🌺🌺OM NAMAH SHIVAY 🌺🌺🙏🌺🌺🏵️🌼🌸🙏🪔🔔🏵️🌺OM JAY SHREE HAR HAR MOHADEV 🏵️🌺🌺🙏🌺🌺🏵️🌼OM JAY MAA SHREE MOHA DEVI PARVATI AADI SHAKTI JAGAT JANANI 🌸🌼🏵️🌺🌺🏵️🌼🌼🏵️🌺🌺🙏🌺🌺🏵️🦁🌺🌺🐒🌺🌺🦅🌺🌺🦉🌺🌺🏵️🦜🏵️🏵️🌺🌺🌺🌺📿🧘🌺🌺
@madhusmita9265
@madhusmita9265 Ай бұрын
Aji pua gala jaga ta Katha tate lagila mo Kalia thakur to bina more kehi nahanti re 😭😭😭😭🙏🙏🙏
@subratsahoo6419
@subratsahoo6419 Ай бұрын
Jay Shree Jagannath🙏🙏🙏🙏🙏🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉
@ChandrakantaBehera-in9gr
@ChandrakantaBehera-in9gr Ай бұрын
🌷🌷🙏🦚🌅🕉️☸️🚩🌷🌷🙏🪔🥥🔔🍌🦅🌷🌷💙🤍💛🖤🌷🌷🙏🌷🌷⭕‼️⭕🌷🌷OM JAY SHREE JAGANNATH SWAMI NAYAN PATHA GAMI BHABA TUME BHABA 🌷🌷🙏🌷🌷
@Shefali-r8o
@Shefali-r8o Ай бұрын
Please jagganath ji please help me I want to come to jagganath Puri and eat mahaprasad
@KrishnaMali-ch5gr
@KrishnaMali-ch5gr Ай бұрын
𝗝𝗮𝘆 𝗷𝗮𝗴𝗮𝗿𝗻𝗮𝘁𝗵𝗮🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@KrishnaMali-ch5gr
@KrishnaMali-ch5gr Ай бұрын
𝗝𝗮𝘆 𝗷𝗮𝗴𝗮𝗿𝗻𝗮𝘁𝗵𝗮 𝘀𝘂𝘄𝗺𝗶 𝗻𝗮𝘆𝗻𝗮 pathaghami🌺🌺🌺🌸🌸🌸🙏🙏🙏🙏🙏🙏🙏🙏🙏
@baidyanathchatterjee4023
@baidyanathchatterjee4023 Ай бұрын
⭕❗⭕
@shankersanbehera2827
@shankersanbehera2827 Ай бұрын
🪔 Jay 🪔 shree 🪔 jagannath 🪔🪔🪔🙏🙏🙏
@9a-saisatyammohapatra142
@9a-saisatyammohapatra142 Ай бұрын
KZbin re live asuni
@AkashKumarbhoi-ri1kw
@AkashKumarbhoi-ri1kw Ай бұрын
🕉️🕉️🕉️🕉️🕉️🛐🛐🛐🛐🛐🌼🌼🌼🌼🌼🍎🍎🍎🍎🍎🥥🥥🥥🥥🥥🍌🍌🍌🍌🍌🙏🙏🙏🙏🙏 Jay Jagannath Jay Jagannath Jay Shri Jagannath
@sabitaranidas3443
@sabitaranidas3443 Ай бұрын
Jay jagannath 🙏⭕‼️⭕🙏🌑‼️🌑🙏⭕‼️⭕🙏🌑‼️🌑🙏⭕‼️⭕🙏🌑‼️🌑‼️🌑🙏
@sudamamahananda3340
@sudamamahananda3340 Ай бұрын
ଜୟ ଜୟ ଶ୍ରୀ ଜଗନ୍ନାଥ 🙏🙏🙏🙏🙏 ଜୟ ଶ୍ରୀ ଭୋଲେନାଥ 🙏🙏🙏🙏🙏🪷🪷🪷🪔🪔🪔🥥🥥🥥🌹🌹🌹🍌🍌🍌🍎🍎🍎🍉🍉🍉🍉🍉🌷🌷🌷🥭🥭🥭🌿🌿🌿🍊🍊🍊🚩🚩🚩🙏🏻🙏🏻🙏🏻🙏🏻🌺🌺🌺🌺🌺🌺🥥🥥🥥🪷🪷🪷🪔🪔🪔🪔🪔🙏🙏🙏
@techbaazgaming3638
@techbaazgaming3638 Ай бұрын
ଓଁ ନମଃ ଭଗବତେ ବାସୁଦେବାୟ 🙏🙏🙏🙏🙏🙏🙏🪔🪔🪔
@GeetaSwain-fv7vl
@GeetaSwain-fv7vl Ай бұрын
Jay Jagannath🙏🙏🙏🙏🙏🙏🙏
@pragatininayak2613
@pragatininayak2613 Ай бұрын
Jay Jay sri jagannath
@harapriyapatra7984
@harapriyapatra7984 Ай бұрын
Jay jaganannth ❤🙏
@BapiCreator
@BapiCreator Ай бұрын
Jay Jagannath Jay Maa Laxmi
@ANJANABHOI-sx8xr
@ANJANABHOI-sx8xr Ай бұрын
Jay shree Jagannath ⭕‼️⭕🙏🙌🙌❤️
@KrishnaMali-ch5gr
@KrishnaMali-ch5gr Ай бұрын
𝗝𝗮𝘆 𝗷𝗮𝗴𝗮𝗿𝗻𝗮𝘁𝗵𝗮🙏🙏
@sasmitaojha1619
@sasmitaojha1619 Ай бұрын
Jay Jagannath 🙏🏻🙏🏻🙏🏻
@user-su6vw7wv3q
@user-su6vw7wv3q Ай бұрын
Jai jagannath swami 🙏🙏🙏🌹🌹🌹
@SapnaDevi-vm3ed
@SapnaDevi-vm3ed Ай бұрын
Jai shri jagannath ki jai ho
@manashiswain7861
@manashiswain7861 Ай бұрын
Jay Jagannath 🙏🙏🙏
Oh No! My Doll Fell In The Dirt🤧💩
00:17
ToolTastic
Рет қаралды 13 МЛН
Just Give me my Money!
00:18
GL Show Russian
Рет қаралды 1 МЛН
Oh No! My Doll Fell In The Dirt🤧💩
00:17
ToolTastic
Рет қаралды 13 МЛН