Jibana Do Chhakire Ashara Alok Ep 281| 28 AUGUST 2021| ନିଶା ନିଶିଲା ସଂସାର

  Рет қаралды 1,311,800

OTV

OTV

Күн бұрын

Пікірлер: 1 500
@atanukhuntiaatanukhuntia4792
@atanukhuntiaatanukhuntia4792 3 жыл бұрын
ମଦ ପାଇଁ ଏହି ଭଳି କେତେ ସୁନ୍ଦର ସଂସାର ଭାଙ୍ଗି ଯାଉଛି କିନ୍ତୁ ଆମ ସରକାର ମଦ ଯିଏ ଅଧିକା ବିକ୍ରି କରି ପାରିବ ତାକୁ ପୁରସ୍କାର ଦେଉଛନ୍ତି । ବା ବା ବା ରେ ଜଗନ୍ନାଥ ହେ ତୁମେ ସାହା ଭରଷା
@nirmalasethi4928
@nirmalasethi4928 3 жыл бұрын
ମୁଣ୍ଡ ପୋତି କି ରହୁଥିବା ପୁଅ ବହୁତ ଚତୁର...ଏପରି ପୁଅ କୁ ନମସ୍ତେ
@tanujabibibibi2833
@tanujabibibibi2833 3 жыл бұрын
Madi.chala
@niharkantabehera9776
@niharkantabehera9776 3 жыл бұрын
Right 🙏🙏🙏
@jayjaggannath4012
@jayjaggannath4012 2 жыл бұрын
Right
@chinemaybehera6926
@chinemaybehera6926 2 жыл бұрын
😆😄😁😄😄😄
@rajeshmangraj3243
@rajeshmangraj3243 2 жыл бұрын
Right
@shyamasundarhansda6931
@shyamasundarhansda6931 3 жыл бұрын
ମଦ ହିଁ ମୂଳ କାରଣ କିଏ କିଏ ସହମତ ଅଛନ୍ତି ମଦଫେକ୍ଟ୍ରି ପୁରା ଇଣ୍ଡିଆ ରେ ବନ୍ଦ ହେଇଯାଉ 👍🏻 ଜୟ ଜଗନ୍ନାଥ 🙏
@rakeshmohapatra1459
@rakeshmohapatra1459 3 жыл бұрын
ସରକାର ଚାଲିବା କେମିତି ? ଯଦି ମଦ ବନ୍ଦ୍ ହେଇଯିବ ।
@chitaranjanpanigrahy596
@chitaranjanpanigrahy596 3 жыл бұрын
Kia be tu
@susilchhanda9190
@susilchhanda9190 3 жыл бұрын
@@rakeshmohapatra1459 and in
@anandreddy1289
@anandreddy1289 2 жыл бұрын
I also
@sumangiri4423
@sumangiri4423 2 жыл бұрын
I donot like this drink
@s.m.centertainment8455
@s.m.centertainment8455 10 ай бұрын
ପୁଅଟି ବହୁତ ଭଲ 😘😘😘
@prabhakarsahu8582
@prabhakarsahu8582 3 жыл бұрын
ପ୍ରଥମେ ଓଡିଶା ରୁ ମଦ ବିକ୍ରି ବ୍ୟବସ୍ଥା ଠପ୍ କରାଯାଉ ସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଶା ପ୍ରକାଶ କରିଛନ୍ତି ଜନ ସାଧାରଣ।। ଏ ମଦ ପିଇ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ କରୁଛନ୍ତି ଅନେକ ପରିବାର ସମ୍ପର୍କ ଭାଗୁଂଛି। ସମାଜ ରେ ଅନେକ ଅସାମାଜିକ କାର୍ଯ୍ୟ ହେଉଛି।
@papunexpress11
@papunexpress11 3 жыл бұрын
Right
@ugrasenbal8799
@ugrasenbal8799 3 жыл бұрын
Right
@kalpanasahoo4456
@kalpanasahoo4456 3 жыл бұрын
Aeita pa odisha Govt, ae puni mada ku close kariba,chi chi chi e sarkar
@niranjanpradhan9597
@niranjanpradhan9597 3 жыл бұрын
@@papunexpress11 right katha
@foodvlogstitu1539
@foodvlogstitu1539 3 жыл бұрын
Band na
@kumarmanoj679
@kumarmanoj679 3 жыл бұрын
ମିହିର ବାବୁଙ୍କ ଜାଗାରେ ସୁରଭାଇଙ୍କୁ ଅଣାଯାଉ ଦେଖିବା କେମିତି ସମାଧାନ ହବନି😎😎😃
@deepakdipun5253
@deepakdipun5253 3 жыл бұрын
Right madichala
@sanatanatarei111
@sanatanatarei111 3 жыл бұрын
😁😁
@prasantdash8567
@prasantdash8567 3 жыл бұрын
ଭା ଇ ସେ ଝିଅ ଅଲଗା ଜାଗାରେ ଭଲ ପାଉଛି
@mastamsahu8188
@mastamsahu8188 3 жыл бұрын
Satakatha100%
@tukunamalik2892
@tukunamalik2892 3 жыл бұрын
R8
@mamunath6958
@mamunath6958 3 жыл бұрын
ବି ଜେ ଡି govt ସବୁ ଭଲ ଲୋକ ମାନଙ୍କୁ ଗାଁ ଗାଁ ରେ ମଦ ଦୋକାନ କରି ଯୁବକ ଯୁବତୀ ମାନଙ୍କୁ ପଥ ହରା କରାଇ ଦେଉଛି odiasa gov't କୁ ଅନୁରୋଧ କରୁଛି ଓଡିଶା ରୁ ମଦ ଦୋକାନ ବନ୍ଦ କଲେ ଯୁବକ ଯୁବତୀ ମାନେ ଅ ମଣିଷ ରୁ ନୂଆ ଜୀବନ କରି ପାରିବେ
@tanayakumarswain6559
@tanayakumarswain6559 3 жыл бұрын
Ooooooooòoooopooopòooooooppppppppooooooooooooooooooo0oooooooooppp
@hemantabagh9814
@hemantabagh9814 3 жыл бұрын
Where is Basterd BJD Gov't like as No1 Idiot Drunkard Chef Minister Navin Patnayak there is no justice...jago odia society jago change the Gov't otherwise Odisha GONE..Jago
@pintutaria2261
@pintutaria2261 3 жыл бұрын
ଝିଅର ବି ବହୁତ୍ ଭୂଲ୍ ଅଛି
@basudevsahoo3211
@basudevsahoo3211 3 жыл бұрын
ଓଡ଼ିଶା ସରକାର କୁ ଲାଜ ସରମ ଟିକେ ନାହିଁ ଦୟାକରି ଓଡ଼ିଶାରୁ ମଦ ବନ୍ଦ କରନ୍ତୁ
@saratsenapati2530
@saratsenapati2530 3 жыл бұрын
Mada band jadi govt kariba Loka chora ra mada biki daba Main katha hala Mada peibi nahni
@motilalbehera148
@motilalbehera148 3 жыл бұрын
@@saratsenapati2530 l
@saratsenapati2530
@saratsenapati2530 3 жыл бұрын
@@motilalbehera148 what I
@saradaprasadmahanandatitil2130
@saradaprasadmahanandatitil2130 3 жыл бұрын
Mada ru income hau chhi
@diptiprasad4289
@diptiprasad4289 3 жыл бұрын
Toka ra frnd sala galua se tike ratire nipe paiba bodhe so suport re katha kohuchi
@subhrajitsamaljajpur1536
@subhrajitsamaljajpur1536 3 жыл бұрын
ଭାଇ ଭଲ ପାଇକି ବାହା ହେଲ.. ଖୁସି ହେଇ ରୁହ ସାମାନ୍ୟ ମଦ ପାଇଁ କାହିଁକି ନିଜର ସୁନା ସଂସାର ଚୁନା କରୁଛ..
@pappyscookingentertainment7917
@pappyscookingentertainment7917 3 жыл бұрын
Right kahile sir
@sonydeepakpanda6789
@sonydeepakpanda6789 3 жыл бұрын
Bahutu bhala katha kahila bhai ❤
@simadrikuldip3044
@simadrikuldip3044 3 жыл бұрын
ଝିଅର କୋଉଠି ଲାପଡା ଧନ୍ଦା ଥିବ ସେଇଥି ପାଇଁ ଏମିତି ନିଷ୍ପତି ନେଉଛି
@rudrasahu8069
@rudrasahu8069 3 жыл бұрын
@@pappyscookingentertainment7917 jhuui
@munumohanty6643
@munumohanty6643 3 жыл бұрын
Mada ta samanya na mada khaiba samanya ??na chota jhia upare yara prabhaba padiba samanya??mada pei ba loka nija hitahita gyana bhule...
@piyushvideos3327
@piyushvideos3327 3 жыл бұрын
ସେ ଝିଅ ର ଅଲଗା ସେଟିଂ ଅଛି 100%
@sanupradhan7851
@sanupradhan7851 Жыл бұрын
Right🎉🎉🎉vai
@manaskumardas758
@manaskumardas758 Жыл бұрын
Right
@Jitu22488
@Jitu22488 3 жыл бұрын
ମତେ ଲାଗୁଛି ଝିଅ ର ଜୀବନରେ ଆଉକି ଏ ଆସିଯାଇଛି ବୋଧେ
@sullavsethi6994
@sullavsethi6994 3 жыл бұрын
Right
@bapibasa1527
@bapibasa1527 3 жыл бұрын
Right
@dineshpallai6661
@dineshpallai6661 3 жыл бұрын
Right
@sonynayakbiswal4477
@sonynayakbiswal4477 2 жыл бұрын
No bhai bahut bhala jhia ama ghara pakha pila
@rajeshmangraj3243
@rajeshmangraj3243 2 жыл бұрын
ନା ନା ସେଇଟା ଭୁଲ ସିଏ mg ମଦୁଆ ରାଣ୍ଡିଆ ଟା ଯଦି ନିଜେ ବୁଝି ଥାନ୍ତା କେବେ ବି ଆସି ନଥାନ୍ତା ଆଶାର ଆଲୋକ ku
@alekhkumarpanda6040
@alekhkumarpanda6040 3 жыл бұрын
ଆପଣ ଜାହା କଲେ ଟିକିଏ ଭାବିଲେନି ମଦ ଆପଣଙ୍କୁ ବହୁତ କିଛି ଶିଖେଇ ଦେଲା ଭାଇ ମଦ ଠାରୁ ଦୂରରେ ରୁହ। ଝିଅ ଟି ଆପଣଙ୍କୁ ବହୁତ ଭଲ ପାଇ ବାହା ହେଇଥିଲା। ଏମିତି କରିବା ଠିକି ନୁହେଁ।
@Giris-r8r
@Giris-r8r 3 жыл бұрын
Mote ta laguni jhia... Adhika bhal pauthiba boli... Jhia kebe b hrudayaru bhal paini
@urmilasahoo5807
@urmilasahoo5807 3 жыл бұрын
Nice Advice Gopabandhu Sir 🙏🙏
@riteshdhal586
@riteshdhal586 3 жыл бұрын
Ok
@supriyodutta9471
@supriyodutta9471 3 жыл бұрын
ସେ ମଦ ଏବେବି ପିଏ, ସେ ଟୋକା ନବିନବାବୁ ଙ୍କ ଫେନ ତେଣୁ ନବିନବାବୁ ମଦ ଦୋକାନ ଖୋଳୁଛନ୍ତି ଆଉ ଯଦି ସେ ନ ଖାଇବ ବିକ୍ରି ହେବ କିପରି ନବିନବାବୁ କଣ କରିବେ । ଏ ଝିଅ ଠିକ କହୁଛି ମଦୁଆଙ୍କୁ ବିଶ୍ୱାସ ନାହିଁ ।
@lokanathbehera8577
@lokanathbehera8577 3 жыл бұрын
😝😝😂
@piyushvideos3327
@piyushvideos3327 3 жыл бұрын
ବାଳ ନା 🙄
@piyushvideos3327
@piyushvideos3327 3 жыл бұрын
ତୁ ବାଳ ଜାଣିଛୁ
@asishranjandasasishranjand1998
@asishranjandasasishranjand1998 3 жыл бұрын
Tu bala ganichuna sala maichia
@kanhukeshabsahu1257
@kanhukeshabsahu1257 3 жыл бұрын
Jai nabina
@ManojKumar-ef3qj
@ManojKumar-ef3qj 3 жыл бұрын
ମହିରି ଭାଇ ଏମାନଙ୍କର ଆଉ ଗୋଟେ episode କରାଯାଉ ଏବଂ ସୁରରାଉତ ସାର୍ ଙ୍କୁ ଡକାଯାଉ ନିହାତି ସମାଧାନ ବାହାରିପଡିବ !!
@prabhataparida2087
@prabhataparida2087 3 жыл бұрын
😀😀
@balarampatra5530
@balarampatra5530 3 жыл бұрын
Hmm bhai thike kahicha mu tuma katha rea aka mata episode 2plz
@ManojKumar-ef3qj
@ManojKumar-ef3qj 3 жыл бұрын
@@balarampatra5530 👍👍
@bapicreation5004
@bapicreation5004 3 жыл бұрын
Right kahila
@bapicreation5004
@bapicreation5004 3 жыл бұрын
Mihir sir mora request apanku emanankara au gote episode nihati kariba katha
@himanshusahoo9443
@himanshusahoo9443 3 жыл бұрын
ଆଶା ର ଆଲୋକ team କୁ ଅନୁରୋଧ ମିଶି ବାକୁ ଚାହୁଁ ନଥିବା ଦମ୍ପତି କୁ ମଞ୍ଚ କୁ ଆଣନ୍ତୁ ନାହି
@baishnavisnigdhavlogging3147
@baishnavisnigdhavlogging3147 3 жыл бұрын
Thik
@sanvisamal281
@sanvisamal281 3 жыл бұрын
Ye jiaku aga kichi mili jaichi
@ଓଡ଼ିଆଭାଇ-ପ6ଫ
@ଓଡ଼ିଆଭାଇ-ପ6ଫ 3 жыл бұрын
ମଦ ଛାଡ ଭଲ ରେ ଘର ସଂସାର କରନ୍ତୁ
@haripriyahp9246
@haripriyahp9246 3 жыл бұрын
ପିଲାଟି ମଦ ପିଇ ବାଡା ବାଡି କରିଛି କିନ୍ତୁ ସେ ଏବେ ବହୁତ ବଦଳି ଯାଇଛି । ତେଣୁ ତାଙ୍କ ସହ କିଛି ଦିନ ରହିବା ଉଚିତ୍ ହେଉଥିଲା ll
@miku499
@miku499 2 жыл бұрын
Thik katha
@saratchandrasahoo5818
@saratchandrasahoo5818 3 жыл бұрын
ଝିଅ ଅଲଗା ଜାଗାରେ ସେଟ୍ କରିଛି
@santoshdora5533
@santoshdora5533 3 жыл бұрын
Right bhai
@pabitraojha2342
@pabitraojha2342 3 жыл бұрын
Nij jhia kimba nij bhauni a kast jadi bhogithante tahale abhali mantabya dei nathante
@nadadas1515
@nadadas1515 3 жыл бұрын
R8
@shyamakantadash2885
@shyamakantadash2885 3 жыл бұрын
@@pabitraojha2342 right bro👍👍👍👍👍
@mastamsahu8188
@mastamsahu8188 3 жыл бұрын
Correct
@prafullatripathy7138
@prafullatripathy7138 3 жыл бұрын
ଆରେ ବାବୁ ସେ ଝିଅ ଟି ତତେ ଭଲ ପାଇ ବାହା ହେଲା ତୋ ଠୁ ମାଡ଼ ଖାଇବା ପାଇଁ ତୁ ମଦ ପିଉଛୁ ତୋ ବାପା ମଦ ପିଉଛି ସେଥି ପାଇଁ ତୋ ଘର ଭାଙ୍ଗି ଗଲା ତୁ ଆଗକୁ ଭଲ ରହିବାକୁ ଚାହୁ ତା ହେଲେ ମଦ ଛାଡ଼ି ଦେ ଆଗକୁ ସବୁ ଭଲ ହେବ।
@sonalipatra957
@sonalipatra957 3 жыл бұрын
ଭାଉଜ ଭାଇ ପାଖ କୁ ପଳେଇ ଯାଅ କାହିଁକି ନାଁ ତମ ମା ଓ ଭାଇ ଉପରେ ନିର୍ଭର କରୁଛ ଏବେ କିନ୍ତୁ ତୁମ ଭାଇ ବାହା ହୋଇସାରିଲା ପରେ ତୁମେ ଆଉ ନିର୍ଭର କରି ପାରିବ ନାହିଁ ଏ ସହାୟତା ଜୋ aaji ପାଉଛ ଆଉ ପାଇ ପାରିବ ନାହିଁ ତେଣୁ ଏବେ ନିଜ ସ୍ୱାମୀ ପାଖକୁ ପଳେଇ ଯାଅ ତୁମେ ଗଲେ ତୁମ ସ୍ୱାମୀ ବଦଳି ଯିବେ ସତରେ ତମେ ଭଲ ପାଇଛ ଭରସା କେମିତି କରୁନ ବଦଳିବେ ବୋଲି ଆମେ ଜଣ ସାଧାରଣ ଭିଡ଼ିଓ ଦେଖିକି କହୁଚୁ ଏ ଭାଇ ଜଣ ଙ୍କ ବଦଳିବେ ଆଉ ସେ ତୁମକୁ ବହୁତ ଚାହୁଁଛନ୍ତି
@pramodkumarvlogs4429
@pramodkumarvlogs4429 3 жыл бұрын
ଏ ଝିଅର ସଂପୂର୍ଣ୍ଣ ଦୋଷ.ଗୋଟିଏ କଥା ସାତଦିନ କହି ସାତମାସ ବାପ ଘରେ ରହିବାର କାରଣ.ଆପଣ ମାନେ କହିବେ ସେ ପୁଅ ମଦ ପିଉଛି ବୋଲି ସେ ଝିଅ ତା ବାପ ଘରେ ରହୁଛି.ଏ କଥା କିନ୍ତୁ ମିଛ.ପ୍ରତ୍ଯେକ ଘଟଣାରେ କିଛି କାରଣ ଥାଏ.ଆଶାର ଆଲୋକ ବହୁ ଚେଷ୍ଟା କଲେ ମିଶେଇବା ପାଇଁ ହେଲେ ସେ ଝିଅ ରାଜି ହେଲା ନାହିଁ.କିନ୍ତୁ ଶେଷରେ ସେ ଝିଅ ପୁଅ OTV କୁ ଯେଉଁ କଥା କହିଲେ ତାଙ୍କ ଭିତରେ ପରସ୍ପର ପ୍ରତି ଭଲ ପାଇବା ଲୁଚିକି ଅଛି. ସେ ଝିଅ ପୁଅକୁ ଅନୁରୋଧ ସୁନାସଂସାର ନ ଭାଙ୍ଗି ଦୁଇଜଣ ମିଶି ଯାଆନ୍ତୁ.ସୁଖରେ ଘର ସଂସାର ପୁଣି ଥରେ ଆରମ୍ଭ କରନ୍ତୁ.କାହା କଥା କିଛି ଶୁଣନ୍ତୁ ନାହିଁ.ଯଦି ତମେ ଦୁଇଜଣ ମୋ ଲେଖାକୁ ଦେଖିଥିବ.ତା ହେଲେ ମୋ ଅନୁରୋଧ ରଖି ତମେ ଦୁଇଜଣ ମିଶିଯାଅ.Dont mind forgate you.Thanks
@soulfulmithundixit2252
@soulfulmithundixit2252 3 жыл бұрын
Bhaai impossible madyapa loka kebe b change hebeni 5 %10% aashaa thhae rarely
@cuteangel5269
@cuteangel5269 Жыл бұрын
ସାଗରିକା ଭଉଣୀ କ୍ଷମା କରିବା ଏକ ଭଗବାନ ଙ୍କ ଅଦୃଶ୍ୟ ପ୍ରତିଭା , ଥରୁଟିଏ କ୍ଷମା କରି ନିଜ ସଂସାର କୁ ଆପଣାଇ ନିଅ ଦେଖିବ ସମାଜ ତମ ଠାରୁ ଏକ ବହୁତ ବଡ଼ ଶିକ୍ଷା ପାଇପ ଏଥିରେ ସନ୍ଦେହ ର ଅବକାଶ ନାହିଁ।
@ଓଡ଼ିଆଭାଇ-ପ6ଫ
@ଓଡ଼ିଆଭାଇ-ପ6ଫ 3 жыл бұрын
ଗୋପବନ୍ଧୁ ସାର ଙ୍କର point to point କଥା, we love❤you, gopabandhu sir and mihir sir ❤❤❤❤
@psamal7415
@psamal7415 3 жыл бұрын
ଏ ଝିଅ ର ବହୁତ ଭୁଲ୍
@rasmitaparida3855
@rasmitaparida3855 3 жыл бұрын
Kamiti
@chandanbindashcp1873
@chandanbindashcp1873 3 жыл бұрын
ଝିଅ ଭଲ ନୁହେଁ 🙏🙏🙏
@sagarsahoo322
@sagarsahoo322 3 жыл бұрын
Tu kemiti janilu
@technicalodisha6100
@technicalodisha6100 3 жыл бұрын
ମୁଁ ଭାବୁଚି ମଦ ପାଇଁ କେତେ ପାରିବାର ଖରାପ୍ ହେଇଯାଉଛୁ।
@AnilPal-yd3tg
@AnilPal-yd3tg 3 жыл бұрын
Gotea thara naveen madua naveen sarkar ku tara aukat dekhei dea
@pappyscookingentertainment7917
@pappyscookingentertainment7917 3 жыл бұрын
Right
@bhagabatajena5254
@bhagabatajena5254 3 жыл бұрын
Please 🙏 nabeen sarkar mada band karao nhele emiti kete life nasta heijiba
@samratkumar3317
@samratkumar3317 3 жыл бұрын
Kuadu sabu chali asi
@anilpapun1269
@anilpapun1269 3 жыл бұрын
Bhul katha kuhani😁😁
@niranjanpuhan6618
@niranjanpuhan6618 3 жыл бұрын
Nabin para ghoda madua
@niranjanbehera7975
@niranjanbehera7975 3 жыл бұрын
ମୂଳ ସମସ୍ୟା ରହିଛି ଆଉ କେଉଁଠି । ମଦ ପିଇବା ସମସ୍ୟା କୁ ବାହାନା କରି ସମସ୍ତେ ମୂଳ ସମସ୍ୟା ଠାରୁ ଦୂରେଇ ଯାଉଛନ୍ତି । ପୁଅ ମିଛ କହୁଛି, ଝିଅ ମଧ୍ୟ ମିଛ କହୁଛି ଆଉ ଉଭୟ ମିଶି ସଭାକୁ ଭୁଆଁ ବୁଲାଉ ଛନ୍ତି । ମୂଳ କାରଣ ଉଭୟ ପୁଅ ଓ ଝିଅ ଜାଣିଛନ୍ତି, ସତ କଣ କହୁ ନାହାନ୍ତି । ଏହି ଝିଅର ବିବାହ ପୂର୍ବରୁ ଥିବା କୌଣସି ଅପକର୍ମ ଯାହା ପୁଅକୁ ଜଣା ପଡ଼ି ଯାଇଛି ଆଉ ସେହି ମାନସିକ ରୋଗରେ ଘାଣ୍ଟି ହୋଇ ପୁଅ ନିଜକୁ କଷ୍ଟ ଦେଇ ଚାଲିଛି, ଅଜଗା ଘା କୁ ଦେଖେଇ ପାରୁନି ଆଉ ସହି ପାରୁନି । ଉଭୟ ସତ କହି କମ୍ପ୍ରମାଇଯ କରି ଅଲଗା ହୋଇଯିବା ଉଚିତ ।
@er.bhimsenmahanta2584
@er.bhimsenmahanta2584 3 жыл бұрын
U r right
@santoshbehera7946
@santoshbehera7946 3 жыл бұрын
A ଝିଅ ବହୁତ ଖରାପ l
@manasijena2322
@manasijena2322 3 жыл бұрын
Aau madua puo ta bhari bhala tu sala semiti
@myreligioncrdash4922
@myreligioncrdash4922 3 жыл бұрын
Jhia ta bahut bhala...Sala madua Swami ki jail patha..
@MrSp323
@MrSp323 3 жыл бұрын
@@manasijena2322 pua bhala jhia tike over acchi
@prathaTv99
@prathaTv99 3 жыл бұрын
ପୁଅ no 1 ହିରୋ
@saymadash5961
@saymadash5961 3 жыл бұрын
1on chora pari dekha jauchi
@rssnpofficialsm2668
@rssnpofficialsm2668 3 жыл бұрын
ସମୟ ହିଁ ସବୁ କହିବ
@gobindasahoo2053
@gobindasahoo2053 3 жыл бұрын
କଣ ପାଇଁ ଏ ବିଷ ଗୁଡାକ ପିଉଛ ରେ ମଦ ମ ରେ ମରିବ ଦ ରେ ଦରିଦ୍ର ହେବ। ଛି ଯେଉଁ ମାନେ ମଦ ପିଉଥିବା ବ୍ୟକ୍ତିମାନଙ୍କ ପାଇଁ ଅନୁରୋଧ🙏🙏🙏🙏🙏
@crazlifegagan6837
@crazlifegagan6837 2 жыл бұрын
Ohh tomaa too sabu jani choo
@jyosnamayeeguru8595
@jyosnamayeeguru8595 17 күн бұрын
💯 thik kahichhanti
@bapimurmu2512
@bapimurmu2512 3 жыл бұрын
ପୁଅ ଯେଉଁ ପଦ କହିଲା l ଝିଅ ର ଭାଇ କହିଲା କି l ମୋ ଭଉଣୀ କୁ ରଖି ପାରୁନୁ ସ୍ୱାମୀ ର ଯୁଗ୍ୟ ନୁହଁ l ଏଥିରେ ଜଣା ପଡୁଛି ଝିଅ ର----- ଆଉ କୌଣସି ଜାଗା ରେ ଲାଇଭ ସେତଟେଲ୍ ହେଇଛି l ନହେଲେ ଏତେ ଗିଆରେଣ୍ଟି ମନା କରି ନଥାନ୍ତା 7 ଜନ୍ମ ପାଇଁ ଅଗ୍ନି କୁ ସାକ୍ଷୀ ରଖି ବାହା ହେଇଥିଲେ 4ବର୍ଷ ରେ କଣ ସବୁ ସଫା l ଭଲ ପାଇ ବାହା ହେଇଥିଲ ବୁଲି ଛୁଆ କୁ ଜନ୍ମ କଲ l ଖାଲି ମଦ କୁ ସବୁ ଦୁସ ଦେଲେ ହବନି l ଝିଅ ର ମାଙ୍କ ର ବି କିଛି link ଥାଇ ପାରେ l ଗୁଟେ ଝିଅ ଏତେ ଦମ୍ କେବେ କହିପାରିବନି ଯେ ମୁ ତୁମ ସହିତ ରହି ପାରିବିନି l ସେ ଝିଅ କୁ ନଜର କରାଯାଉ l ଛୁଆ କୁ କେମିତି ପୋଷିବ l ଝିଅ କଣ ମଞ୍ଚ କୁ ମୁହଁ ଦେଖେଇ ବାକୁ ଆସିଥିଲା l ଆଗରୁ ଯଦି ସେହି ନିଷ୍ପତି ଥିଲା କାହିଁକି ଆସୁଥିଲା ଝିଅ ନିଜର ଇଯତ ଚିନ୍ହି ପାରିଲାନି l ଝିଅ ହାରି ବା ସିକିନି ଅନ୍ୟ କୁ ଭୁଲ କରେଇ ବା ସିକିଛି
@lokanathbehera8577
@lokanathbehera8577 3 жыл бұрын
ଠିକ୍ କହିଛନ୍ତି ଆପଣ 🙏।
@prabhakarsahu8582
@prabhakarsahu8582 3 жыл бұрын
ଆପଣ ଠିକ୍ କହିଛନ୍ତି।
@ranjitkumardash2396
@ranjitkumardash2396 3 жыл бұрын
Hna bhi thik
@satyabratshaoo7207
@satyabratshaoo7207 3 жыл бұрын
Aha hi Satya laguchhi bro
@shyamakantadash2885
@shyamakantadash2885 3 жыл бұрын
@@satyabratshaoo7207 sata kahila je kintu jadi gote jhia madakhaei bahaghara pare asithan ta tahele tuma pari kichi loka kahithante jhiati bhala nuhan thik same jadi sahiki rahila ki mo Swami paribartana heijibe bhabi 4years rahila tahele dosa dhanya re odisa athi mati maa ku Puja karajauchi kintu nija maa bhouni ki kharap katha kahucha.
@manasjen7955
@manasjen7955 3 жыл бұрын
ସବୁ ଭୁଲ୍ ର କ୍ଷମା ଥାଏ , ଭଗବାନ ବି କ୍ଷମା ଦିଅନ୍ତି । ସାମାନ୍ୟ ଝିଅ ଟେ , ବୟସ ୨୨ କି ୨୩ , କିଛି ବୁଝିପାରୁନି । ମଞ୍ଚକୁ ଆସିଥିଲା ସ୍ବାମୀକୁ ଲଜ୍ୟା ଦବାପାଇଁ । ତାର ଭାଇ କେତେଦିନ ପୋଷିବ ? ଛୋଟ ଝିଅର ଭବିଷ୍ଯତ କ'ଣ ହେବ ଯାଣିପାରୁନି । ଛୋଟପିଲା ଭଳି ବୁଦ୍ଦି ଯାଇନି , ସେ କି ଯାଣିବ ସଂସାର ?
@Soumyacreation03
@Soumyacreation03 2 жыл бұрын
ohh ta mane ta husband daily drink kariki punishment deba kn thik
@dilipgaming3355
@dilipgaming3355 3 жыл бұрын
ମୋର ପ୍ରିୟ ଗୋପବନ୍ଧୁ ସାର୍🙏
@manaskumardas6893
@manaskumardas6893 3 жыл бұрын
ଆରେ ମିହିର ସରେ ଝିଅ ଠିକ କହୁଛି ତା ଜୀବନ ପ୍ରତି ବିପଦ ଅଛି ତାକୁ ପୁଅ ପାଖକୁ ପଠାନ୍ତୁ ନାହିଁ ଦୟକରିକି
@litanpalei6175
@litanpalei6175 3 жыл бұрын
ଏ ଝିଅଟି କୋଉ ସତୀ ସାବିତ୍ରୀ ନୁହେଁ । ମୋବାଇଲ ଦୋକାନ ଓ ସୁନା, ଗାଡ଼ି, ଘର ଦେଖି ଭଲପାଇ ଵିଵାହ କରି ଥିଲା । ଗୁଣ ଯଦି ଦେଖି ଵିଵାହ କଲେ ଏତେ ସବୁ ଘଟଣା ଦୁର୍ଘଟଣା ଏ ଦୁହେଁଯାକ ଙ୍କ ଜୀବନ ରେ ଏମିତି ଘଟିନଥାନ୍ତା । ଆଊ ଏ ଝିଅଟି କୋଉ ସତୀ ସାବିତ୍ରୀ ନୁହେଁ ବରଂ ଏହା ବର୍ବରତାର ଚରମ ନିଦର୍ଶନ ଆଜି ସାରା ରାଜ୍ୟରେ ଲୋକମାନେ ଦେଖିଲେ। । ମତେ କାହିଁକି ଲାଗୁଥିଲା ଏ ଝିଅଟି ଆଉ କାହା କଥା ରେ ଉଠ ବସ ହେଉଛି।
@mynewchannel6480
@mynewchannel6480 3 жыл бұрын
😠😠😠😠😠
@ajaybehara7349
@ajaybehara7349 3 жыл бұрын
Right tar au gote lover achhi
@munabhai8271
@munabhai8271 3 жыл бұрын
୧୦୦% ଆଉ ଗୋଟେ କାହାକୁ ଭଲ ପାଉଛି ସେଥି ପାଇଁ ଟାଣ ଜୋର୍ ଦେଖାଉଛି
@rajatjatti6621
@rajatjatti6621 3 жыл бұрын
its true😒😔
@alishasirwhatsappkareplydi9536
@alishasirwhatsappkareplydi9536 3 жыл бұрын
Right
@taranisenrout6022
@taranisenrout6022 3 жыл бұрын
ମାଡ଼ି ଚାଲ 🙏
@dharmarajbapi3515
@dharmarajbapi3515 3 жыл бұрын
ଓଡିଶା ମଦ ରୁ ଅଧିକ ରାଜଶ୍ୱ ଆଦାୟ ହେଉଛି ।
@RameshMohanty-p1f
@RameshMohanty-p1f 2 ай бұрын
Oh ,kendrapada .
@narendradas5543
@narendradas5543 3 жыл бұрын
ଧନ୍ୟବାଦ ଗୋପବନ୍ଧୁ ସାର ଏବଂ ମିହିର ଭାଇଙ୍କୁ
@anandadanayak627
@anandadanayak627 2 жыл бұрын
Mihhir sir your giving family dispute to together to a couple give decision is very important you may long live very thanks
@narayanrout1561
@narayanrout1561 3 жыл бұрын
ଏ ଏପିସୋଡ଼ ଦେଖି ସାରିଲା ପରେ ଜାହା ଜଣା ପଡ଼ିଲାଯେ ଉଭୟଙ୍କ କିଛିନା କିଛି ଦୋଷ ରହୁଛି । ପୁଅ drink କରୁଛି ଆଉ ସ୍ତ୍ରୀ ବହୁତ ଜିଦ୍ ସ୍ଵଭାବରେ
@ssyoutv1212
@ssyoutv1212 3 жыл бұрын
Right bhai se aama ga pila hn mu manuchi se tike drinks karanti but se jhai ra khusi pani bhautu kechi karichanti
@rashmiranjanparida6752
@rashmiranjanparida6752 3 жыл бұрын
ଆରେ ଭାଇ ତମେ ସେଇ ଝିଅ ଜାଗାକୁ ଆସି ଭାବ ଆଉ ଦେଖ କେମିତି ଲାଗୁଛି?
@dharmendarmahapatar3245
@dharmendarmahapatar3245 2 жыл бұрын
ଝିଅ ଭଲ ପାଉଥିଲା, କାହିଁକି,ଜଦି ପୁଅ ଭୁଲ ମାଗିଲା ସେତେବେଳକୁ ଭଲ ପାଇବା କୁଆଡେ ଗଲା, ଏ ଦୁଇଟି ଜିବନ ଅତି ସୁନ୍ଦର, ଏମିତି ଭଲ ନୁହେଁ,
@umakantkumar9612
@umakantkumar9612 3 жыл бұрын
ଏମିତି ଯିଦ୍ ଜଣେ ନାରୀ ଜାତି ପାଇଁ ଶୁଭଙ୍କର ନୁହେଁ। କାରଣ ସ୍ବାମୀ ଠାରୁ ବଡ଼ ଦେବତା କେହି ନାହିଁ ।ସ୍ତ୍ରୀ ଠାରୁ ଭଲ ବନ୍ଧୁ କେହି ନାହିଁ ।ସମ୍ପୂର୍ଣ୍ଣ ଓଡ଼ିଶା ଦରବାରରେ ଜଣେ ସ୍ବାମୀ ମୃତ୍ୟୁ ମୁଖରୁ ବଞ୍ଚି ନିଜର ଭୁଲ ବୁଝି ଯେଉଁ ସ୍ତ୍ରୀକୁ ହାତ ଯୋଡ଼ି କ୍ଷମା ମାଗେ ତା ଠାରୁ ଆଉ ବଡ଼ ଦଣ୍ଡ କିଛି ନୁହେଁ ।ଏଣୁ ନାରୀର ଅନ୍ଯ ନାମ ଧରିତ୍ରୀ ଆଉ ଥରେ କ୍ଷମା ଦେଇ ସଂସାର ନିୟୋଜିତ କରିବା ଆବଶ୍ୟକ ଥିଲା । ଆସାର ଆଲୋଚନାକୁ କବି ଉମାକାନ୍ତର ଅନନ୍ତ କୋଟି ପ୍ରଣାମ ।କାରଣ ମୁଁ ଜଣେ ନିୟମିତ ଶ୍ରୋତା।ମୁଁ ଦେଖିଛି ୩୦ବର୍ଷର ମନମାଳିନକୁ ସମାଧାନ କଲା ବେଳେ ଆଜି ଏ ଘଟଣା ମାତ୍ର ତିନି ବର୍ଷର ସମାଧାନହୋଇପାରିଲା ନାହିଁ । କେବଳ ଝିଅ ନ ଅଡ଼ି ବସିବାରୁ ।ମୋର ମଧ୍ୟ ଦୁଇଟି ଝିଅ ଅଛି ମାଆ। ଯଦି କିଛି ନିଜ ପରିବାରଙ୍କ ସପୋଟ ପାଇ ଏ ଭଳି ଯିଦ ଧରିଛନ୍ତି ଏବେ ମଧ୍ୟ ସମୟ ଅଛି ନିଜର ବିଚାର ବଦଳାଇ ପାରିବେ ।ନଚେତ ସ୍ବାମୀର ଭୁଲ ମାଗିବା ମିହିର ଭାଇଙ୍କ ହାତ ଯୋଡ଼ିବା ଆପଣଙ୍କ ପାଇଁ ତିଳେ ମାତ୍ର ଭଲ ହେବ ନାହିଁ ।ଜୀବନ ଯାଜ ଧକ୍କା ଖାଇବେ ଏବଂ ଜନ୍ମିତ ଝିଅଟି ଜୀବନ ମଧ୍ୟ ଭଲରେ ଯିବ ନାହିଁ ।ଜୟ ମାଆ ବିରଜା ଆପଣଙ୍କ ବିଚାର ବଦଳାଇ ଦେଉ ।କବି ଉମାକାନ୍ତ ଦାସ ଲାଲବାଗ, ମଙ୍ଗଳ ପୁର,ଯାଜପୁର ୯୮୭୩୨୩୬୪୪୧ ନିବେଦନ କରୁଛି
@basudebroutrout347
@basudebroutrout347 3 жыл бұрын
Sir u are right
@shyamakantadash2885
@shyamakantadash2885 3 жыл бұрын
Tumara asabu katha jadi se puaku bujhi bare lagithanta tahele se pua realise karithanta ki se bahut bhull karichi ta stree ku mada piki badeichi.jou jhia ate din dhari sahila tume taku kahucha nijaku kabira parichaya dei nija bhouni pari gote jhia bipakyare lekhucha baaaa.bhai mani gali.👍👍👍👍👍
@shyamakantadash2885
@shyamakantadash2885 3 жыл бұрын
Aji se stree ra atma tuti jaechi boli se ta Swami ku chahuni bi .jadi ta Swami ate bhala se jhia ate arop lagauthila bele se chup kahinki thila se pratibad kalani ki se jhia jaha sabu kahuchi bhul boli.karana se jhia Saha se semiti sabu karichi boli chhup basichi .Mora lekhibara karana ame kahara parsonal life bisayare kichi kahi pariba nahin karana ame kichi samaya paen se Swami stree kubdekhuche ame kameti janiba kan heichi boli .
@sidhantbehera5280
@sidhantbehera5280 2 жыл бұрын
ମଦ କେସ ବଉତି ଆସୁଚି. ସାର🙏🙏 ମଦ କେମିତିବଦହବାଦରକା 🙏🙏
@kartikmalik60
@kartikmalik60 3 жыл бұрын
ଝିଅର କିଛି ଫଲ୍ଟ ଅଛି 3ବର୍ଷ ବାପଘରେ ରହିବ କାହିଁକି ତାଙ୍କ ପରିବାର ଲୋକେ କିଛି ବୁଝି ଲିନି କାହିଁକି
@ranjitbehers3715
@ranjitbehers3715 3 жыл бұрын
Se jhio ti bahuta kharap
@shivapradhan6525
@shivapradhan6525 3 жыл бұрын
Thq mam apana nka advice so agressive
@bisuddhakhandagiri4430
@bisuddhakhandagiri4430 3 жыл бұрын
ଝିଅ ର ବି କିଛି ଭୁଲ ଥାଇପାରେ କିନ୍ତୁ ପୁଅ କହୁନାହି ତା ଇଜ୍ଜତ୍ ଦେଖୁଛି। ପୁଅ ଭୁଲ ମାନୁଛି ମଦ ଛାଡିବ ସବୁ କଥାରେ ରାଜି ଅଛି ଝିଅ କାହିକି ମାନୁନାହି
@shyamakantadash2885
@shyamakantadash2885 3 жыл бұрын
Madua thhu mada kebe khaecha .janaku ta bhala katha kahiparuna kharap kahinki kahucha
@sunilpradhanpradhan61
@sunilpradhanpradhan61 3 жыл бұрын
Rong
@umakantasahu8433
@umakantasahu8433 3 жыл бұрын
ଭଲ ପାଅ ବାହା ହୁଅନାହିଁ ,ବାହା ହୁଅ ଭଲ ପାଅ ନାହିଁ , ଏଇତ ଜୀବନ ।
@ajitmahanta5285
@ajitmahanta5285 3 жыл бұрын
ନବୀନ ସରକାର ମଦ ଦୋକାନ ଆହୁରି ଖୋଲିବା ଆରମ୍ଭ କର
@Alphamunna7
@Alphamunna7 3 жыл бұрын
ପୁଅ ଠିକ୍ କଥା କହୁଛି ଝିଅର ଦୋଷଅଛି
@sritamdash1901
@sritamdash1901 2 жыл бұрын
To vouniku dounu
@sritamdash1901
@sritamdash1901 2 жыл бұрын
Pua vala
@mausumisahoo289
@mausumisahoo289 3 жыл бұрын
ପୁଅଟି ଯାହା କହୁଚିଠିକ୍ କହୁଚି ଝିଅଟି ଯମାରୁ ଭଲନୁହଁ
@maatarinicreation2427
@maatarinicreation2427 3 жыл бұрын
ମୋତେ ଲାଗିଲା ସେ ଝିଅ ର mind maturity ହେଇନି । ତଥାପି ଭାଇ ତମେ ତ ଅନୁତାପ କଲା ପରି ଲାଗୁଛି ଯଦି ସତରେ ମଦ ଛାଡ଼ିଦେବା କିଛି ଦିନ ପରେ ସେ ଝିଅ ବି ବଦଳି ଯିବ ।
@sanjitjena9984
@sanjitjena9984 3 жыл бұрын
Pelo hobo
@financeguruabinash
@financeguruabinash 3 жыл бұрын
@@sanjitjena9984 r8 reality tah janapadi jauchi
@HemadharMajhi-c6q
@HemadharMajhi-c6q Ай бұрын
ଯାହା ଜଣାପଡୁଛି ଏଥିରେ ସ୍ତ୍ରୀର ବହୁତ ଭୁଲ ଲାଗୁଛି ଏଇ ସମୟ ଭିତରେ ସେ ଅନ୍ୟଟି ଜାଗା ଠିକ୍ କରି ସାରିଛି
@villagelife4847
@villagelife4847 3 жыл бұрын
ଜୀବନର ଶେଷ ଅବସ୍ଥା ରେ ଯାହାର ବି ହେଉ ସାହାରା ଦରକାର, ଏବେ ବୟସ ଅଛି ତେଣୁ କିଛି ଜାଣି ପାରୁନ 😉 ହଉ ଦେଖା ଯାଉ କଣ ହେଉଚି,
@deepikabehera7555
@deepikabehera7555 2 жыл бұрын
Alaga rahiba bhala
@sunilbarik2495
@sunilbarik2495 2 жыл бұрын
Ama navina babu kemiti chaluchhanti, aau mudi sire.
@jyotirmayeemeher4103
@jyotirmayeemeher4103 Жыл бұрын
Madua saha rahi sabu din dukhi heba apekhya anya ghare basan maji rahiba bhala...eetki satsahasa bohut nari pakhare na thae...jaha pakhare ee sahas achi se mahan
@Knowledgefactory1-z
@Knowledgefactory1-z 3 жыл бұрын
କଣ ମିହିର୍ ଦାସ୍ କୁ ଦେଖିବାକୁ ଆସିଥିଲୁ।
@Balaramdas7400
@Balaramdas7400 3 жыл бұрын
ମୋ ମତରେ ଝିୟ ଗୋଟାଏ ଭୁଲ କରିଛି ଭଲପାଇକି ବାହା ହେଲା ତା ବିଷୟରେ ନ ଜାଣି ନ ବୁଝି , ଆଉ ଗୋଟାଏ ଭୁଲ ପୁଣି କରିଲା ନିଷ୍ପତି ଠିକ ନେଲାନି , ପିଲାଙ୍କ ଭବିଷ୍ୟତ ଅନ୍ଧାର ମା ପାଇଁ , ବାପ ଘରେ ବୋଝ ହେଇ ରହିବ ସବୁ ଦିନ ,
@laxmansahoo9064
@laxmansahoo9064 3 жыл бұрын
bhai right katha... ma matarea jiha ra kishi problem ashi..
@urmilanayak1633
@urmilanayak1633 3 жыл бұрын
Balaram das. Jhia kebe bhi bojha nuhen
@sanjayanayaksanjayanayak6825
@sanjayanayaksanjayanayak6825 3 жыл бұрын
ଏ ବହୁତ୍ ଭୁଲ୍ କଥା ଏ ଝଅଟି ର କିଛି ଅ ଏଫର୍ ଚାଲିଛି ଆପଣ ମାନେ କହିଲେ ସେ ବୁଝି ପାରିବନି
@kuninath9253
@kuninath9253 3 жыл бұрын
Right sir husband kharap boli bahara loka nka thusunile bahut kharap lage respected ଗୋପବନ୍ଧୁ sir n mihir sir🙏🙏
@pinkunayak2424
@pinkunayak2424 Жыл бұрын
ଏ ନାରୀର ଅଲଗା ପୁରୁଷ ସହ କିଛି ଚାଲିଛି ସେଥିପାଇଁ ସେ ମନା କଲା
@gyanaranjanswain4272
@gyanaranjanswain4272 3 жыл бұрын
Manisa gote bhul ku 100 times kale au sethi believe aseni ..marigale bi ..same case arises here
@prashantdas4434
@prashantdas4434 3 жыл бұрын
Right bhai
@mirzarahemanbaig4388
@mirzarahemanbaig4388 3 жыл бұрын
This girl do not want bcoz of affair she has with some 1
@priyaranjanbarik8154
@priyaranjanbarik8154 3 жыл бұрын
Rit
@aishwaryamaharatha69
@aishwaryamaharatha69 Жыл бұрын
Na jaaani na kichi katha kuhanii
@Aalasi_Kanya
@Aalasi_Kanya Жыл бұрын
​@@aishwaryamaharatha69 typical male mindset..in every episode comments you can find such nonsense comments. Jhia jadi Raji nahela mane tara affair achi
@surendrabehera5788
@surendrabehera5788 3 жыл бұрын
Good answer men
@nilanchalsethy3343
@nilanchalsethy3343 3 жыл бұрын
ଝିଅଟି ଏତେ ଅବୁଝା ହେବା ଠିକ ନୁହଁ, ପୁଅଟି ସବୁକିଛି ଅନୁତାପ କରିଲାଣି, ସମସ୍ତଙ୍କ ସାମ୍ନାରେ ଭୁଲ ମାଗିଲା,👍😢😢😢😢
@PM_PROP
@PM_PROP 3 жыл бұрын
ବାଳ ନା
@rina4843
@rina4843 3 жыл бұрын
Kichi change Heine aei pua khali camera 📷📷 samna re role...madua mane sabu chadiparibeni tanka chua stree bt mada nuhe
@Kidsvidiog
@Kidsvidiog 2 жыл бұрын
Tame sabu janichha
@jyotirmayeemeher4103
@jyotirmayeemeher4103 Жыл бұрын
Mada khaiba apekhya bhika magi na hele basan maji chaliba bhala
@bijaysahoo1006
@bijaysahoo1006 3 жыл бұрын
ହଉ ହେଲା ତାକୁ ଛାଡ଼ ମତେ ବିବାହ କରିବ ମୁଂ ନିଶା ଖାଇବାକୁ ଭଲପାଏନା କେବଳ ଲଭ୍ ଲଭ୍ ଲଭ୍ କରିବାକୁ ଭଲପାଏ ମତେ ନେବ ସ୍ବାମୀ କରି ରଖିବାକୁ ଇଛା କଲେ
@fhcgtugu1451
@fhcgtugu1451 2 жыл бұрын
ସଳାକେତେନାଳୁଆରେତୁପରମା ଇକିନାକୁଆଖିପକ ଉଛୁ
@bijaysahoo1006
@bijaysahoo1006 2 жыл бұрын
@@fhcgtugu1451 ତୋର ବହୁତ ଗାଣ୍ଡି ଗଲୁ କରୁଛି ଭାତ୍ରୁଦ୍ରୋହି ଦେଶ ଦ୍ରୋହି ତୁ ମତେ ଦେବୁ ଦିନକୁ 10ଟା ବିଆ ନଚେତ୍ ଦେବୁ ଗାଣ୍ଡିକି
@thetraders-game
@thetraders-game 3 жыл бұрын
ଯାହା ଜଣା ପଡ଼ୁଛି ଝିଅ କୁ ଛାଡପତ୍ର ଦରକାର ତାପରେ ଆଉ ଗୋଟେ ବାହା ହେବ ବୋଧେ
@saritasahoo9083
@saritasahoo9083 3 жыл бұрын
I think another marriage is better than a toxic marriage
@basudebroutrout347
@basudebroutrout347 3 жыл бұрын
Yes
@manasijena2322
@manasijena2322 3 жыл бұрын
@@saritasahoo9083 right aau gote baha hei jiba ta better
@munabhai8271
@munabhai8271 3 жыл бұрын
Right haba kana augote kauthi heijaithiba baha..
@newindia4045
@newindia4045 3 жыл бұрын
Right bro
@gurudas4188
@gurudas4188 3 жыл бұрын
ଝିଅ ର ମାକୁ ବାହା ହୋଇଥିଲେ ଭଲ ହେବ
@sanjeevdalai4167
@sanjeevdalai4167 3 жыл бұрын
ଝିଅ ବହୁତ ବଦମାସ୍ ତାର ସବୁ ଭୁଲ ,ପୁଅ କ୍ଷମା ମହିଳା ପରେ ବି ବୁଝୁନି ହେଲେ ଅନ୍ୟ ପିଲା କୁ ଭଲ ପାଉଛି ,ସେଥିପାଇଁ ଫୁଲେଇ ହେଉଛି ଅଲଗା ସେଟିଂ କରିଲାଣି,
@smrutiranjansahoo7935
@smrutiranjansahoo7935 3 жыл бұрын
How did you know all those things?
@nirmalmurmu6005
@nirmalmurmu6005 3 жыл бұрын
👍
@nirmalmurmu6005
@nirmalmurmu6005 3 жыл бұрын
👍
@sonusantu9958
@sonusantu9958 3 жыл бұрын
Bekar Katha Kan pai kahucha kaha bisayare na Jani amiti kuhani🙏🙏🙏🙏
@saritasahoo9083
@saritasahoo9083 3 жыл бұрын
Bhai just reply one thing if same thing happened with you, could you say what rubbish are you talking now
@narendranathnaik545
@narendranathnaik545 2 жыл бұрын
Right point sagarika sister
@arunkumarbehera612
@arunkumarbehera612 3 жыл бұрын
ସବୁ ପରିବାର ଭାଙ୍ଗିବାର ମୂଳ ନବୀନ ପଟ୍ଟନାୟକ
@tapasbiswalofficial8891
@tapasbiswalofficial8891 3 жыл бұрын
Right
@akruragouda7059
@akruragouda7059 3 жыл бұрын
Right 👍 Bhai
@akshaybhoi6538
@akshaybhoi6538 3 жыл бұрын
You are right
@samirbarik3218
@samirbarik3218 3 жыл бұрын
Right katha
@mausumisahoo289
@mausumisahoo289 3 жыл бұрын
ଝିଅ ଏଇଥର ତାକୁ ନିଯର କର ଦେଖିବ ସବୁ ଠିକ୍ ହେଇଯିବ
@papumallik784
@papumallik784 2 жыл бұрын
This is tha rite theng
@gayatreedas4603
@gayatreedas4603 3 жыл бұрын
Jhia ti bahuta kasta sahichi sethipain Swami upare au varsa asuni 🙏🙏🙏🙏daya kari emiti drinks karanttu nahi ki ghara sansara vanganttu nahi
@MrSp323
@MrSp323 3 жыл бұрын
Jhiara jama bhul nahni bodhe....Tama kahiba ....
@tbsahoo7039
@tbsahoo7039 3 жыл бұрын
Au gote chance dia madam
@pritikinewduniya
@pritikinewduniya 3 жыл бұрын
ଏ ଝିଅ ଭବିଷ୍ୟତ ରେ ବହୁତ ପସ୍ତେଇବ
@sonydeepakpanda6789
@sonydeepakpanda6789 3 жыл бұрын
👍🏻
@bulusahu3334
@bulusahu3334 3 жыл бұрын
Right
@munumohanty6643
@munumohanty6643 3 жыл бұрын
Bhabisyata kite dekhichi present ta pastauchi.....mada khai marijaipare.....present first future always uncertain mam
@Noor-wd9tt
@Noor-wd9tt 3 жыл бұрын
Nai sea pasteibo nai sea taku chadi bahut khushi re rahibo
@oldisgold-ix6rh
@oldisgold-ix6rh 3 жыл бұрын
Na tara au guta set achi
@gadadharpradhan4342
@gadadharpradhan4342 3 жыл бұрын
ଅନୁତାପ ହିଁ କ୍ଷମା ଦେବା କଥା ନାରୀ ଜାତି ମହାନ୍ ମାଟି ମା କେତେ କଷ୍ଟ ସହୁଛି ହେଲେ ଧର୍ଯ୍ୟ ଧରୁଛି। ଏହି ଝିଅ ଜଣେ କଳି ଯୁଗୀ ଉଗ୍ର ଝିଅ ନମ୍ରତା ନାହିଁ।ଭଲ ପାଇବା ସତ୍ୟ ଚିରନ୍ତନ। 2ଦିନର ଖେଳ ଘର ଭାବି ଚୋରଆ ପ୍ରେମ କରିବା ଭଲ ଜାଣିଥିଲେ। ବାପାମାଆ ଙ୍କୁ କେତେ ମାନୁଥିଲେ ସଂସ୍କାର ସତୀତ୍ୱ ର ମୂଲ୍ୟ ବୁଝିଥିଲେ ସମାଧାନ ବାଟ ବାହାରି ଥାନ୍ତା।ଠାକୁର ଭଳି ବ୍ୟକ୍ତିତ୍ବ ଙ୍କ କଥାକୁ ନସୁନିବ।ଦୁଃଖ
@suryanarayansahoo3579
@suryanarayansahoo3579 3 жыл бұрын
Thankyou otv
@arjunjani6042
@arjunjani6042 3 жыл бұрын
Jhio bahut bhala.. Achi nice
@abhayasahoo8794
@abhayasahoo8794 3 жыл бұрын
ଭଲପାଇବା କେସ୍ ରେ ଏମିତି କିନ୍ତୁ ବେଶି ହୁଏ।
@rajeshparida401
@rajeshparida401 3 жыл бұрын
Right....
@pappyscookingentertainment7917
@pappyscookingentertainment7917 3 жыл бұрын
Love marriage bahut bholo,, pila bholo heithiba darkar
@debasishnayak6387
@debasishnayak6387 3 жыл бұрын
@@pappyscookingentertainment7917 u r right .se pua ta jadi wife agare surrender hei ki bhul magi thanta au se kahi thanta mu au mada pibini au taku assurance dei thanta hue ta wife ta bujhi thanta .I hope semane misijibe . jaganath nka thare 🙏🙏
@meditationmusic1061
@meditationmusic1061 3 жыл бұрын
ନବୀନ ବାବୁ ଇସ୍ତଫା ଦିଅ... ଓଡିଶା ମାଟିକୁ ବଞ୍ଚାଓ...
@Subude-f3h
@Subude-f3h 3 жыл бұрын
Right Sir.. Birodhi dala Mane next election re 🍾🍺🍻🥂 band 1 options murda rakhantu dekhibe Nabina taliba.
@smrutiranjansahoo7935
@smrutiranjansahoo7935 3 жыл бұрын
ya purba episode-279 re jhia emiti decission nela. but samaste se jhia ra bhauja ku dosa dele... semane sabu ea episode re bujhi paari thibe je gote jhia kasta paaila pare emiti decission nianti.. kaha katha re nuha.. thank you.
@santanuparida9398
@santanuparida9398 3 жыл бұрын
Gopabandhu sir and Mihir sir 💓💓💓💓💓
@pravasranjannayak2144
@pravasranjannayak2144 3 жыл бұрын
I like it Very interesting . Life re bahut kichi sikhi Baku miluchi.& I want everyone see this . Dekhiki sudhuri jaantu samaste. Emitiyaa Example kouthi milibani. Good , good job.wish you all the best.keep it up.
@saraswati6053
@saraswati6053 16 сағат бұрын
ସବୁ ପୁଅ ମାନେ ଶାଶୁ,ଶଶୁର ଘରେ ରୁହନ୍ତୁ ତା ପରେ କେମିତି ଲାଗେ ସେ ଜାଣିପାରିବେ।
@jagadishbehera1702
@jagadishbehera1702 3 жыл бұрын
ଆରେ ପୁଅ ଟା କୁ ଶଶୁର ଘର କୁ ଟାକି ମାଂସ ଖୁଆଇକି ଗୋଟେ ଘରେ ଆଖି ବୁଜିକି ପାଟି ଚାଲ ଦେଖି ବା କେଇଠି ଶୁଧି ରିବନି ଦେଖି....
@basudevnayak5841
@basudevnayak5841 2 жыл бұрын
Thick thick
@chandadj2178
@chandadj2178 11 ай бұрын
Jay jaganath
@SmartRumor
@SmartRumor 3 жыл бұрын
Gopabandhu sir 🙏
@prasanthbeheraprasanthbehe284
@prasanthbeheraprasanthbehe284 Жыл бұрын
Bhai Vala pai
@amitkumarmohanta6854
@amitkumarmohanta6854 3 жыл бұрын
No love no tention only enjoy 👍😇🤞🤔🤔🤔🤔
@RBbasudev75
@RBbasudev75 3 жыл бұрын
Right ☺☺☺
@debasissamal7791
@debasissamal7791 3 жыл бұрын
Good
@munamohanta7101
@munamohanta7101 3 жыл бұрын
ମତେ ଲାଗୁଛି ପିଲାର ସାଙ୍ଗ ଟା ପରମ୍ ହାରାମୀ ଅଛି,,,,,ଝିଅ ର decession good
@urmilanayak1633
@urmilanayak1633 3 жыл бұрын
Apana thik kahichhanti 👌
@manasranjansahu4286
@manasranjansahu4286 3 жыл бұрын
Bilkul nuha
@srtopics2980
@srtopics2980 2 жыл бұрын
Only ମଦ ମଦ ମଦ ଆଉ କିଛି ନୁହେଁ 🙏🙏🙏🙏
@adarshajeevan1315
@adarshajeevan1315 3 жыл бұрын
ସମାଜସେବୀ ରୀନାମ୍ୟାଡ଼ାମ୍ ଆପଣ ଯେଉଁ ବିବୃତି ଦେଲେ ଝିଅ ମାନଙ୍କ ବିଷୟରେ ଏକ ଦମ ଠିକ୍🙏
@uddhabadibaka7476
@uddhabadibaka7476 2 жыл бұрын
Mihir sir really you are great.
@ajaysahoo4604
@ajaysahoo4604 3 жыл бұрын
ତମେ ଭାଇ ସେ ଝିଅ କୁ ତା ବାଟରେ ତାକୁ ଛାଡି ଦିଅ ସେ ଭଳି ଜିଦି ଖୋରୁ ଝିଅ ନ ଆସିଛି ଭଲ ହେଇଚି ସେ ଭଲ ପାଇବା କଣ ଜାଣିନି ତା ଜିଦି ପାଇଁ ଦିନେ ସେ କରିବ
@jyotirmayeemeher4103
@jyotirmayeemeher4103 Жыл бұрын
Tama pari purusha mane bohut swarthapara....kete glorify karucha hata uthei maribaku... Bhagwan karantu tama jhia sahita emiti hou sete bele bujhiba dukha aau jid bhitare farak
Ice Cream or Surprise Trip Around the World?
00:31
Hungry FAM
Рет қаралды 6 МЛН
小丑揭穿坏人的阴谋 #小丑 #天使 #shorts
00:35
好人小丑
Рет қаралды 47 МЛН
Car Bubble vs Lamborghini
00:33
Stokes Twins
Рет қаралды 38 МЛН
СОБАКА ВЕРНУЛА ТАБАЛАПКИ😱#shorts
00:25
INNA SERG
Рет қаралды 3,4 МЛН
Nua Jibana Nua Asha |  | 10th April 2021
46:02
Prameya News7
Рет қаралды 90 М.
Ice Cream or Surprise Trip Around the World?
00:31
Hungry FAM
Рет қаралды 6 МЛН