Jibana Do Chhakire Ashara Alok Ep 294 | 27 NOV. 2021|ଶାଶୁ-ବୋହୂ ତୁ ତୁ ମେ ମେ..

  Рет қаралды 424,467

OTV

OTV

Күн бұрын

Пікірлер
@khanti_puri.pila_pradhan_toka
@khanti_puri.pila_pradhan_toka 3 жыл бұрын
ଝିଅ ର ବହୁତ ଗୁଣ ଖରାପ ମୋର ଯାହା ମତ ସେ ଝିଅ ତା ବାପା ଘରେ ରହୁ ବେଶି ଚୋଡ଼ି ହଉଚି ଧନ୍ୟବାଦ୍ ଆଶା ର ଆଲୋକ ପୁଅ ପିଲା ଗୁଡିକ ହେଲା ହୃଦୟ ବାଲା
@sanjuktanayak9109
@sanjuktanayak9109 3 жыл бұрын
Right
@lofargaming8421
@lofargaming8421 2 ай бұрын
Right bro
@anjankhatua3561
@anjankhatua3561 3 жыл бұрын
ଝିଅ ଆଉ ତା ମା ଦୁଇଜଣ ଘର ଭାଙ୍ଗୁଛନ୍ତି ପୁଅ ଆଉ ତା ମା ବହୁତ ଭଲ ମଣିଷ ପରି ଲାଗୁଛି।ଏହା ମୋତେ ଲାଗୁଛି।
@devidattasahoo325
@devidattasahoo325 3 жыл бұрын
Mate bi
@miss_rout-09
@miss_rout-09 3 жыл бұрын
Right mate bi semiti laguchi
@sanjaypradhan6071
@sanjaypradhan6071 3 жыл бұрын
Right
@sonalyentertainment7373
@sonalyentertainment7373 3 жыл бұрын
Vull bhabucha Jhia Ra ma bahut bhala
@alekhkumarpanda342
@alekhkumarpanda342 3 жыл бұрын
ଏ ଝିଅର ମୁହଁ ବହୁତ ତା ମା ପାଇଁ ସିଏ ଏମିତି ହେଉଛି। ରାଜେଶ ଭଲ ହସୁ ଛନ୍ତି। କାଳୀ ମା। 😀 ଜଗନ୍ନାଥ ଭଲରେ ରଖନ୍ତୁ
@Suryakanta1715
@Suryakanta1715 3 жыл бұрын
Thiki
@ajaykumarbehera4136
@ajaykumarbehera4136 3 жыл бұрын
ଛୋଟ ଛୋଟ କଥା ଧରିଲେ ସଂସାର ଭାଙ୍ଗିଯିବ
@akshaybhoi6538
@akshaybhoi6538 3 жыл бұрын
ଏହି ଝିଅଟା ବହୁତ୍ ମୁହଁ
@subhrajitsamaljajpur1536
@subhrajitsamaljajpur1536 3 жыл бұрын
ଯଦି ଭଲ ଗୁଣ ଥାଏ ତା ହେଲେ କଳା ରଙ୍ଗର କିଛି ମହତ୍ୱ ନାହିଁ.. କଳା ରଙ୍ଗ ସବୁଠୁ ଭଲ 😊😊
@ankitarauta2459
@ankitarauta2459 3 жыл бұрын
🤨🤨
@ankitarauta2459
@ankitarauta2459 3 жыл бұрын
😡😡
@kalyanirout4487
@kalyanirout4487 3 жыл бұрын
Ek dum thik
@betexshyamsundar990
@betexshyamsundar990 3 жыл бұрын
ମିହିର ଭାଇ. ଆପଣ ରେଷ୍ଟ ନିଅନ୍ତୁ. ଆପଣ ବହୁତ ଦିନ ବଂଚିବା ଦରକାର.
@friendshiprocks8673
@friendshiprocks8673 2 жыл бұрын
😭
@akshaybhoi6538
@akshaybhoi6538 3 жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ଜଗନ୍ନାଥ ବି କଳା ଝିଅଟା କଳାହେଲେଵିଲୀ କ'ଣ ସିଂଏ କଣ ମଣିଷ ନାଁ ❤️👍🏾👍🏾❤️❤️🌹❤️❤️❤️🌹❤️
@sagarswain6184
@sagarswain6184 3 жыл бұрын
ଏ ଝିଅ ତୁ ବୁଝିଯା ଶଶୁର ଦେହ ଖରାପ ତୁ ତାଙ୍କ ସେବା କର ତୋର ମଙ୍ଗଳ ହବ ଏତେ ରାଗ କରେନି ତୋ ସ୍ୱାମୀ ଟା ଭଲ ତୋ ବାପା ମା ଙ୍କ କଥା ରେ ଭାସିଯାନା ଆଗକୁ ବହୁତ ପସ୍ତେଇବୁ ତୋର ବୁଝିବା ସକ୍ତି ହେଇନି ତୁ କମ ବୟସ ର ଝିଅ ଯାହା ହବ ତୋର ଭଲ ହବ ଯା ତୋ ଶଶୁର ଘରକୁ ଯଦି ନ ଯାଉଛୁ ଏଠିକି କଣ ଗାଣ୍ଡି ମରେଇବାକୁ ଆସିଥିଲୁ ତୋ ରୂପ ବଦନ ଦେଖେଇବାକୁ
@binodinisahoo9401
@binodinisahoo9401 3 жыл бұрын
Pppp
@binodinisahoo9401
@binodinisahoo9401 3 жыл бұрын
Lppp
@yogeshsahu2928
@yogeshsahu2928 3 жыл бұрын
ଶହେ ଶହେ ରେ ଦୁଃଖ ଗୁଡାକ କିନୁଛି ସେ ଝିଅ ସମୟ ଆସିବ ତୁ ପାଖରେ କେହି ନଥିବେ।ତୁ ମା କଣ୍ ଖୁସି ଦେଇ ପାରିବ। ଭଗଵାନ ତତେ କେବେ କ୍ଷମା ଦେବେ ନାହିଁ । ପ୍ରଭୁ ଶ୍ରୀ ଜଗନ୍ନାଥ ସେ ଭାଇ କୁ ସହାୟ ହୁଅନ୍ତୁ
@sudarsannahak5127
@sudarsannahak5127 3 жыл бұрын
ଘର ଭାଙ୍ଗିବାର ମୁଖ୍ୟ ଭୂମିକା ଝିଅର ମା ର ରହିଛି ।ଝିଅର ମୁଁହ ଜୋର୍ ସେ ବହୁତ୍ ମୁହଁ ଖୋଲୁଛି ପ୍ରଥମେ ତାକୁ ଚୁପ୍ ହେବା ଦରକାର ।ୟେଥିରେ କଳା ଗୋରା ର କିଛି କାରଣ ନାହିଁ ଝିଅ ଘର ବହୁତ୍ ମିଛ କହୁଛି
@sonalyentertainment7373
@sonalyentertainment7373 3 жыл бұрын
Na janiki kichhi kuhani tame
@basantipattnayak6820
@basantipattnayak6820 Жыл бұрын
Fr m
@ChandanSah0o-z3p
@ChandanSah0o-z3p 9 ай бұрын
ଖୁର ଖଣ୍ଡେ
@parirock8823
@parirock8823 3 жыл бұрын
Thnx aasara Alok 🙏🙏🙏
@dillipsagadia6927
@dillipsagadia6927 2 жыл бұрын
କଥାରେ ଅଛି ଗୋଟେ ହତାରେ ତଳି ବଜେନି , ଏକଥା ଠିକ୍ କିନ୍ତୁ ଏଠି ପୁଅ ଘରର ହାତ ସ୍ତିର ଅଛି ଆଉ , ଝିଅ ଘର ପଟୁ ହାତ ଆସିକି ପୁଅ ଘର ହାତରେ ବାଡେଇ ହଉଚି ତେଣୁ ତାଳି 👏👏 ଟା ଯୋରେ ବାଜୁଚି । ହୁଏତ ଝିଅର ପୁଅର ମା ଝିଅକୁ ବହୁତ୍ କିଛି କହିଥାନ୍ତି କିନ୍ତୁ ତାଙ୍କର ବୁଝିବାର ଶକ୍ତି ଆଉ ଝିଅର ମା .... 😀 ସାକ୍ଷାତ ମହିର୍ଷା ମଦିନି ମା ଦୁର୍ଗା । କଥା ରେ ଖଣ୍ଡା ଚଲେଇ ଦଉଛନ୍ତି । ଝିଅର ବାପା ଙ୍କ କଥା ନକହିବା ଭଲ , ଟା ଛଡ଼ା ଯୋଉ ଘରେ ଦୁର୍ଗା ମା ଓ କାଳୀ ମା ପ୍ରସନ୍ନ କରିଛନ୍ତି ସେଠୀ ସାଧାରଣ ମାନବର କଥା କିଏ ବା ହିସାବକୁ ନେବା । ଏ ଝିଅ କୁ ଯିଏ ବିକଳା ରଙ୍ଗବୋଲି ଗଞ୍ଜଣା ଦେଉଛି ସେ ବିଲକୁଲ ଠିକ୍ କରିନି ମୁଁ ଏହାର ପ୍ରତିରୋଧ କରୁଛି କିନ୍ତୁ ଏକଥା ସତାଜେ ଭଉଣି ତୁମର ଉଗ୍ର ରୂପ ସାକ୍ଷାତ ମା କାଳୀ ଙ୍କର ରୁପଠୁ ବି ଅଧିକ । ଏତେବଡ଼ ମଞ୍ଚରେ ଶାଶୁ କୁ ଓ ସ୍ବାମୀଙ୍କୁ ଯିଏ ତୁ ତା କରେ ଓ ସନମାନ ଦେଇ ନପାରେ ତାଙ୍କ ଠୁ ଅଧିକ ଆଉ କଣ ବା ଆସା କରାଯାଇ ପାରେ । ଏତେବଡ଼ ମଞ୍ଚରେ ଯିଏ ଆଖି ଖସିଗଲା ପାରି ଭାୟଙ୍କର ରୂପ ଦେଖେଇ ଯିଏ ଉଛ ସ୍ଵରରେ କଥା ହେଇ ପାରୁଛି ସେ 12*14 ଫୁଟ ଘର ଭିତରେ ତାଣ୍ଡବ ନୃତ୍ୟ କରୁଥିବେ , ଆଉ ଯଦି ଭୁଲ୍ ରେ ସ୍ଵାମୀ ସହ ଖଟରେ ଶୋଇଲା ବେଳେ ରାଗି ଯାଉଥିବା ତାହେଲେ 7*6 ଫୁଟର ଖଟର ଅବସ୍ଥା ଜେ କଣ ହେଉଥିବ ତାହ ସହଜରେ କଳ୍ପନା କରାଯାଇ ପାରେ । ସେ ଯାହାବି ହେଉ ପୁଅ ଜଣକ ବୁଝିଲା ସୁଝିଲାର ଲାଗୁଛନ୍ତି । ଭାଇରେ ଯାହା ହେଇଛି ହୋଇଛି ବୁଝେଇ ସୁଝେଇ ଘରକୁ ନେଇ ଆସ ଦେବୀ ଙ୍କୁ । ଦେବୀ ଅବଶ୍ୟ ତୁମ ଉପରେ ଉତ୍ଖିପ୍ତ ଅଛନ୍ତି ତେଣୁ ଆସିବାକୁ ମନାକଲେ କୀନ୍ତୁ ମୋର ଆସା ସଠିକ୍ ରୂପେ ପୂଜାର୍ଚ୍ଚନା ପୁଣି ଦେବୀ ପ୍ରସନ୍ନ ହେବେ ଏହା ତୁମ ପାଇଁ ଜରୁରୀ କେବଳ ନିଜ ସନ୍ତାନ ପାଇଁ । ଆଣିଲା ବେଳେ ଦେବୀଙ୍କର ବେକ ପାଖରେ ଗୋଟେ ଭଲ୍ୟୁମ୍ ଲାଗିବାର ବ୍ୟବସ୍ଥା କରିବା ଯେମିତିକି ଉଚ୍ଚସ୍ୱରରେ କଥା ହେଲାବେଳେ ତମେ ତାଙ୍କ ସ୍ୱର କୁ ବଢେଇ ଆଉ କମେଇ ପାରୁଥିବ । ବାକି ରହିଲା ପୁଅର ମା , ମାଉସୀ ତୁମକୁ ଓ ତୁମପରି ସମସ୍ତ ଶାଶୁ ଓ ମା ଙ୍କୁ ଅନୁରୋଧ ଯଦି ଆପଣମାନେ ସମସ୍ତେ ସତରେ ନିଜ ସନ୍ତାନର ଖୁସି ଚାହୁଁଛ ତେବେ ଦୟାକରି ପରିଣତ ବୟସରେ ଜିଦଖୋର୍ ହୁଅନି । ନିଜ ଛୁଆମାନଙ୍କୁ ସଂସାର ଚାଲେଇବାରେ ସହଯ୍ୟକର , ବୋହୂକୁ ଝିଅ ଭାବି ନିଅ ଆଉ ଜ୍ୱାଇଙ୍କୁ ପୁଅ ତାହେଲେ ହିଁ ସବୁ ଠିକ୍ ଚାଲିବ । ଆପଣମାନେ ଟିକିଏ ଗୁରୁଜନ ପଣିଆ ଜାହିର କରିବାକୁ ଚାହିଁଲା ବେଳକୁ ପିଲାମାନଙ୍କର ସଂସାର ଉପରେ ତାହାର କୁପ୍ରଭାବ ପଡ଼ୁଚି । ଏଣୁ ସମସ୍ତ ଅଭିଭାବକଙ୍କ ଅନୁରୋଧ ଦୟାକରି ଜିଦଖୋର ହୁଅନ୍ତି ନାହିଁ , ନିଜର ବୋହୂ ହେଉ ବା ଜ୍ବାଇଁ କୁ ସହଜରେ କ୍ଷମା କରନ୍ତୁ ଯେମିତି ନିଜ ପୁଅକୁ ଆଉ ଝିଅକୁ କରନ୍ତି । ତାଙ୍କୁ ବି ସେତିକି ଆଦରକରନ୍ତୁ ଯେତିକି ନିଜ ପିଲାମାନଙ୍କୁ କରନ୍ତି । ଦରକାରଠୁ ଅଧିକ ସହଯୋଗ କରନ୍ତୁ ନାହିଁ କି ଅନାବଶ୍ୟକ ସ୍ଥଳେ ସବୁବେଳେ ତାଙ୍କ ବୈବାହିକ ପାରିବାରିକ ଜୀବନର ହସ୍ତକ୍ଷେପ କରନ୍ତୁ ନାହିଁ । 🙏🙏🙏 ହେ ଭଗବାନ୍ ଏଭଳୀ ସମସ୍ୟା କାହା ଜୀବନରେ ସୃଷ୍ଟି ନହେଉ । ........ଜୟ ଜଗନ୍ନାଥ 🙏🙏🙏....
@osmoodishaofficial
@osmoodishaofficial 3 жыл бұрын
Bhala hela sana bhai kichhi chinta karani grhagala tumara tumara lamba jibana achhi jay Jagannatha.
@akankshapattnaik7568
@akankshapattnaik7568 3 жыл бұрын
ମିହିର ଦାସ 🙏🙏👍🏻👍🏻
@BR-nd1yv
@BR-nd1yv 3 жыл бұрын
Tapaswani ro b asaro aaloko re bicharo huontaki semane sighoro misijante
@satapathyentertainment1142
@satapathyentertainment1142 3 жыл бұрын
Kemiti joga joga karihaba plz help me
@mittupilla9157
@mittupilla9157 2 жыл бұрын
Best program
@jayantasahu429
@jayantasahu429 3 жыл бұрын
Baba re jhio tu mahan 🙏🏼🙏🏼
@cutylovely2197
@cutylovely2197 3 жыл бұрын
Thanks ashara alok team
@pujamaharana2536
@pujamaharana2536 3 жыл бұрын
Thanks aasara aloka.
@bimalchandrapuhan5774
@bimalchandrapuhan5774 3 жыл бұрын
Maa mahakali ki Jai Rajesh is great many many thanks to OTV
@nibeditapradhan8496
@nibeditapradhan8496 3 жыл бұрын
Rajesh bahut bahut vala....
@rasmitabehera1202
@rasmitabehera1202 3 жыл бұрын
Ei jhiara maa kn hauchi loo maa ...mu hasi hasi Peta pidha heigala....😅😅😅😅😅😅
@kabitaparadhan9768
@kabitaparadhan9768 3 жыл бұрын
Mihir sir aapan deha jaldi bhal heijibe🙏🙏🙏🙏🙏🙏🙏
@Deepali_mohanta_cuty
@Deepali_mohanta_cuty 3 жыл бұрын
Jhio ta chahu6i ta under rokhibaku samastanku
@susantapanda2413
@susantapanda2413 3 жыл бұрын
Pua best 🤞🤞🤞🤞🤞🤞🤞🤞🤞🤞🤞🤞
@PratapSahu-f5w
@PratapSahu-f5w Жыл бұрын
Swami bhala
@RameshKumar-h5i8o
@RameshKumar-h5i8o Жыл бұрын
Very good decision of Reena Behera . Thanks to all .
@bhabanighadei4075
@bhabanighadei4075 3 жыл бұрын
Thanks aasara aloka
@sashilataparida6981
@sashilataparida6981 3 жыл бұрын
Jhia jamaru bhala nahi
@smileplease57
@smileplease57 3 жыл бұрын
Jhio maa best comedy villain......ta acting dekhi puo,and puo maa full enjoy karuchanti
@pareshregional5645
@pareshregional5645 3 жыл бұрын
Jhia ra bahu kalakar
@kabulinayak7212
@kabulinayak7212 3 жыл бұрын
ୟେ ମା କାଳୀ ର ରାଗ ଘର ଟା ବହୁତ୍ ବଡ ।ଜୟ ମା କାଳୀ ।
@dibya63
@dibya63 3 жыл бұрын
ପୁଅ ଟା ବହୁତ ଭଲ
@pintumaharana1734
@pintumaharana1734 3 жыл бұрын
Rajesh Bhai bahut bhala love you Rajesh hele Rajesh ra sasu chandi
@kloworseipiangin
@kloworseipiangin 3 жыл бұрын
Nice video.👍❤
@Prity9058
@Prity9058 3 жыл бұрын
Mora maa kali upare varasa nahin really kali maa🙏🙏
@laxmipriyamahalik1104
@laxmipriyamahalik1104 3 жыл бұрын
Aiii jhia au tanka paribar kajia loka guudak
@lipansahu6518
@lipansahu6518 2 жыл бұрын
ଝିଅର ମା ବେସିହେଉଛି ,ଝିଅ ପିଲା ଜିତିବ ସବୁ ଜାଗାରେ ତେଣୁ ଝିଅ ହର ବେସି ହେଉଛନ୍ତି
@meenakshikar6351
@meenakshikar6351 3 жыл бұрын
ଝିଅ ର ଶାଶୁଠାରେ ଅସୁବିଧା ଅଛି।ସାହାସ କରି ପାରୁନି ଯିବାକୁ।ଜୟ ଜଗନ୍ନାଥ।
@sonammanaslifestyle5377
@sonammanaslifestyle5377 3 жыл бұрын
I m big fan mihir sir 🙏 sai baba jaladi apanku bhala karidebe
@mitabehera6018
@mitabehera6018 3 жыл бұрын
Pua best👌👌
@sudansinghsardar402
@sudansinghsardar402 3 жыл бұрын
Jio ro momi pura 'no1 aau jio pura 10 💣 namber
@geetanjalidutta2933
@geetanjalidutta2933 3 жыл бұрын
Daughter in law has some problems. She has to adjust first. Really Sukanta sir talking strategically. Nice sir. This is the trick.
@umakantkumar9612
@umakantkumar9612 3 жыл бұрын
ଏ ଝିଅର କିଛି ଅନ୍ୟ ଧନ୍ଦା ଅଛି
@sangeetswain2024
@sangeetswain2024 3 жыл бұрын
Mihir sir pls take rest . U always need for us 🙏🙏🙏
@reemapatel5673
@reemapatel5673 2 жыл бұрын
Joi ku ta sasu ghare thare apaman hele bahuta bada problem hei jauchi kintu jhia ta ku daily sakalu sandhya jaye apaman kara jai thaye sei thi re aapana mananka kichi asubidha nahin...samastanka pain sabu jinisA epual haba katha
@muralidharnaik5239
@muralidharnaik5239 3 жыл бұрын
ଆ ଲୋ ମା ଆ ମାନେ କଲା ଗୋରା ସଂସାରେ ଅଛନ୍ତି କଲା ଗୋରା ରେ ଘର ଚଳେ ନି
@santoshsanji6315
@santoshsanji6315 3 жыл бұрын
Jhia ra bahut ego au chandi ta
@umeshchandrasenapati6110
@umeshchandrasenapati6110 3 жыл бұрын
ଝିଅ ଓ ଝିଅମା ର ସବୁ ଦୋଷ....
@Suryakanta1715
@Suryakanta1715 3 жыл бұрын
Rajesh @ maa bahut bhal
@prabhakarsahu8582
@prabhakarsahu8582 3 жыл бұрын
Jheea ra maa ta viliyan Au jheea ta maa pakharu sabu sikhuchanti pua ta bhala ta maa b Bhala...
@Debanshi_123
@Debanshi_123 3 жыл бұрын
Pua ta bahut bhala
@kloworseipiangin
@kloworseipiangin 3 жыл бұрын
Very good.👍❤
@satapathyentertainment1142
@satapathyentertainment1142 3 жыл бұрын
How to cantact ashara aaloka.plz help me
@raghunathmoharana8701
@raghunathmoharana8701 3 жыл бұрын
Love you bhai
@PradeepKumarPandaEconomist
@PradeepKumarPandaEconomist 3 жыл бұрын
Best show ever. Salute Mihir Bhai.
@Snayak-ut6dx
@Snayak-ut6dx 3 жыл бұрын
Toh sasu kmti tate Bohu karila toh thu toh bahut sundar se , kali kuturi ate garba Tara gori haithile Indra Chandra Mani nathantu....
@basu7008
@basu7008 3 жыл бұрын
Kali ro powerful power
@laxmipriya1680
@laxmipriya1680 3 жыл бұрын
ସ୍ୱାମୀ ଟା ସନ୍ତୁ ନିଜେ ଭଳିଆ ଦେଖା ଯାଉଛି👍
@alokanjalikduniya1125
@alokanjalikduniya1125 3 жыл бұрын
A jhia ra byabahara thick nahi au sahanasilata nahi sasughare bahut kichhi sahibaku pade nahale sansara chaleni au sasu jete b kharap kuhantu nije jhia thick nahi. Maa lo sasughara kn tu kichhi janinu khali uduchu pabana re
@saiswariparida9536
@saiswariparida9536 3 жыл бұрын
Jay maa kali
@ranjibanigochhayat7173
@ranjibanigochhayat7173 3 жыл бұрын
Rajesh bahut vala pila 😜
@dibyashreerout6216
@dibyashreerout6216 3 жыл бұрын
sabu bhul ra khyama thae.jadi sasu bhul karithibe se ta accept kale. jhia hin kharap. ete garam heba jhia nku sobha paeni.samaya asiba bujhila belaku nediguda kohuniku bohijaethiba . sasu gharaku gale sabu bhuli samastankara bhala heba.
@dasgouttam4107
@dasgouttam4107 3 жыл бұрын
🙏🙏ମିହିର🙏🙏 ସାର
@husbandwifechannel7672
@husbandwifechannel7672 3 жыл бұрын
1000% pua au maa bhala manisa jhia ra ghara loka pura belar au murkha ra parichaya eita sata 🙏🏻
@anjankhatua3561
@anjankhatua3561 3 жыл бұрын
Really miss mihir sir 😥😢
@Krishnanayak96
@Krishnanayak96 3 жыл бұрын
RIP Mihir sir 😔😭
@yashobantanaik2415
@yashobantanaik2415 3 жыл бұрын
ଝିଅ ଆଉ ଝିଅ ର ମା ର ବହୁତ ଭୁଲ ଅଛି l
@Funnycartoon8658
@Funnycartoon8658 4 ай бұрын
Jadi kaunasi loka kala bedha bhaba karnti thhale in constitution right to equality under article 15 re banitaa achhi kintu jadi kahanti thale artical 32 re supreme court re case deidi
@rasmitamohanty823
@rasmitamohanty823 3 жыл бұрын
Pua ra maa ta bhala kn tike ragiki kahideithibe hele hashichhanty naa
@bijayaswain468
@bijayaswain468 3 жыл бұрын
ଝିଅ ସେ ଜୀବନରେ ବହୁତ୍ କଷ୍ଟ ପାଇବ ସେତେବେଳେ ଜାଣିବ
@rituswain8353
@rituswain8353 3 жыл бұрын
ଏହା ସତ ହୋଇଥିବ
@MuktaPanigrahi-e9l
@MuktaPanigrahi-e9l 3 ай бұрын
Yang shashu bahut denjar
@kabitaparadhan9768
@kabitaparadhan9768 3 жыл бұрын
Bap re jhia ku 🙏🙏🙏 puara maa bahut silent ♥️
@salinisupriya9045
@salinisupriya9045 3 жыл бұрын
Se jhia chahuchi Khola akasa re bulibaku Sasu pakhare rahile asubidha hauthiba Mu jetiki bhabuchi jhia ra 90% bhulu Pua Maa ra bi bhulu achi Hele jhia Maa Bapa jhia ku kharap rasta re nauchanti
@ankitarauta2459
@ankitarauta2459 3 жыл бұрын
Bohu ta rana chandi ta jhia mane kete sahuchanti a jhia kichi bi sahibaku rajinahi jhia ra maa bopa hi ghara bhaguchanti jhia ku bujhaunehenti 😡😡
@funnyentertainment9247
@funnyentertainment9247 2 жыл бұрын
The great mihir Das
@parbatimishra8684
@parbatimishra8684 3 жыл бұрын
Jay jagannath🙏🙏
@gitanjaliojha261
@gitanjaliojha261 3 жыл бұрын
Ki katha. ...bohu kariki aanila jadi bohura godatale padiki rahibana aau ..maa jhiaa 2tanku🙏🙏🙏🙏🙏
@ritikroul4442
@ritikroul4442 3 жыл бұрын
ଝିଅର ମାଆ ବହୁତ ବଦ୍ ମାସୀ ତାଙ୍କ ଆଖିରେ କଳା ଲଗେଇଛନ୍ତି ମୁଁ ସେଇଠୁ ସଂନ୍ଦେହ କରିଲି😂🤣🤣😂ସେ ବୁଢୀ ବହୁତ ହାରାମି ଜଣା ପଡୁଛି...
@rachitasatapathy2041
@rachitasatapathy2041 3 жыл бұрын
God job
@suniljena3579
@suniljena3579 2 жыл бұрын
Maa .jhia 🤔 Chandi 😂 puara Chandi da 🤔 seithi Pai 🤔 samsiya houchi
@sunilgouda2225
@sunilgouda2225 3 жыл бұрын
Jaya jagnntha
@mamataranibal7064
@mamataranibal7064 3 жыл бұрын
1.Rosei sikhinu au kuade asichu be 2.Tu kala jhia ta Tate puni pasand kariki bohu kariki nale Kemiti Jhia ta bahut Harami achhi khali goda upare goda pakeiki khaibaku chanhuchi badmas jhia ta
@ganeshdalai5094
@ganeshdalai5094 3 жыл бұрын
Ok namskar thanks
@rajeshdash6166
@rajeshdash6166 3 жыл бұрын
ଏଇ ଭଳି ଝିଅ କୁ ତୁରନ୍ତ ଛାଡ଼ପତ୍ର ଦେଇ ଅନ୍ୟତ୍ର ବାହା ହେବା ଦରକାର।
@msswainmixchannel2556
@msswainmixchannel2556 3 жыл бұрын
Right
@subham1798
@subham1798 3 жыл бұрын
Puati bhala kintu jhia and jhiara paribara bhalanuha jhiati paka odandi janapaduchi sasuku akhepa karuchi kintu sasuti bhal ea heochi kandue sasukubi manuni
@sushantasahoo7346
@sushantasahoo7346 2 жыл бұрын
Baha bichara
@Prity9058
@Prity9058 3 жыл бұрын
Joy maa kali varasa🙏🙏
@shreya-kq6iz
@shreya-kq6iz 3 жыл бұрын
Pua au pua ra maa bahut bhhala
@nickworld4645
@nickworld4645 3 жыл бұрын
Sasu bahut vala
@satyendranath5274
@satyendranath5274 3 жыл бұрын
Due to teenagers marriage the whole problem created. Also problem created by the both side mother. The girls short tempted problem due to her 😕 mother.
@sarojinidash4108
@sarojinidash4108 3 жыл бұрын
Sad
@mishramamta7784
@mishramamta7784 3 жыл бұрын
Nice
@basantakumarrath7809
@basantakumarrath7809 3 жыл бұрын
Bedha toki bahut role karuchi. Maa ta tara mastarani
@ashoksetha4811
@ashoksetha4811 3 жыл бұрын
Puata bahutu bhala a jhia tikia sahiba Katha kintu maa kathare padiki nija ghare nija Hatare bhaguchi
@biswamitramishra7186
@biswamitramishra7186 3 жыл бұрын
ଗଞ୍ଜାମ କେସ ଆଜ୍ଞା ଏବେ ଦେଖନ୍ତୁ ତପସ୍ଵିନୀ ଓ sumit ଙ୍କୁ ଦେଖନ୍ତୁ ନା
@JKSlipuvlog
@JKSlipuvlog 3 жыл бұрын
Only driver case no other
@brundabanmanda5
@brundabanmanda5 2 жыл бұрын
Both are wrong side but now duijana misibaa darkar thila but misilaa nahi gaadi maraiba jhio jay maa kaali Rajnagar Kendrapara Odisha India
@bishnupriyajena1624
@bishnupriyajena1624 Жыл бұрын
Rip mihiri sir
When you have a very capricious child 😂😘👍
00:16
Like Asiya
Рет қаралды 18 МЛН
How Strong Is Tape?
00:24
Stokes Twins
Рет қаралды 96 МЛН
Nua Jibana Nua Asha | Ep - 6 | 28th Dec 2019
43:03
Prameya News7
Рет қаралды 244 М.
Aparajita: Lalita, Story of An Orphan
25:28
Kanak News
Рет қаралды 165 М.
Nua Jibana Nua Asha | Ep - 7 | 4th Jan 2020
41:45
Prameya News7
Рет қаралды 106 М.
When you have a very capricious child 😂😘👍
00:16
Like Asiya
Рет қаралды 18 МЛН