Jibana Do Chhakire Ashara Alok Ep 314 30 APRIL 2022| ଫୋଟୋ ଭାଙ୍ଗିଦେଲା ସୁନାସଂସାର

  Рет қаралды 461,347

OTV

OTV

Күн бұрын

Пікірлер: 262
@Skumar-vm1qr
@Skumar-vm1qr 2 жыл бұрын
ମିହିର ସାର୍ ଆପଣଙ୍କ ଭଳି ମଣିଷ ଆଜି ଦୁନିଆରେ ଆଉ ମିଳିବେ ନାହିଁ 😭😭😭😭😭 ମିସ୍ ୟୁ ମିହିର ସାର୍ 😭😭😭😭😭
@fortunetractors-administra8224
@fortunetractors-administra8224 Жыл бұрын
@Anupama jaiswal classes pl L Bp Lpbp Ll Lpll Ll L
@krushnachandrabarik2686
@krushnachandrabarik2686 2 жыл бұрын
ମଦ ପିଇଲେ ସିନା ରାଜ୍ୟର ଉନ୍ନତି ହେବ,ଜୟ ନବୀନ
@bijayalaxmibarik109
@bijayalaxmibarik109 2 жыл бұрын
.
@bijayalaxmibarik109
@bijayalaxmibarik109 2 жыл бұрын
.
@ashishchakrabarty5445
@ashishchakrabarty5445 2 жыл бұрын
.
@niranjanbehura5258
@niranjanbehura5258 2 жыл бұрын
ଶଳା ମଦୁଆ ନମ୍ୱର 1
@mankibaata394
@mankibaata394 2 жыл бұрын
ବିଲକୁଲ ଠିକ
@mankibaata394
@mankibaata394 2 жыл бұрын
ସେ ଲୋକଟି ମଦ ପି ତା ଘର ଭାଙ୍ଗି ଦେଇଛି😄, ସେ ସ୍ତ୍ରୀ ର କିଛି ଭୁଲ ନାହିଁ, ଯେତେ ଲୋକ ଉପଦେଶ ଦେବା ପାଁଇ ପୁରୁଷ ଲୋକଟି କୁ ନାନାଦି କଥା କହୁଛନ୍ତି!!!ବୋଧେ ସେ ସମସ୍ତଙ୍କ ସ୍ତ୍ରୀ ର ନଙ୍ଗଳା Photo (Whatsapp, Facebook and instagram) ରେ ତାଙ୍କ ପାଖକୁ ଆସୁଛି 🤔 ଚିତ୍ରାଳ ଆଉ ବେଶ୍ୟା ଳୟ ସବୁବେଳ ନିକଟ ତର, ଆଉ ପରିପୂରକ, କାହାହିଁକି? ଦର୍ଶନ ଶାସ୍ତ୍ର ପଢିଲେ ଜଣା ପଡିବ, ଆମେ ନାରୀ ର ଅଧିକାର ବେଶୟରେ ନାରୀକୁ ଜଣେଇଛେ😄 80 year ହେଇଗଲା, ଆମେ ନାରୀ ର କର୍ତଵ୍ୟବ୍ୟ କଣ ତାକୁ ଜଣେଇ ନାହୁଁ, ମୁଁ 2009 ରେ ମିହିର Sir ଙ୍କୁ Hotel Suryansh, ରେ ଦେଖିଛି ମଦ ପି କେମିତି ସେ ବେହୋସ ହୁଅନ୍ତ ଆଉ, ଲୋକ ମାନେ କେମିତି କାନ୍ଧ ଭିତରେ ହାତ ରଖି ତାଙ୍କୁ ଗାଡି ଭିତରେ ଥୋଇ ଆସନ୍ତି,
@janparishadbilaspur4761
@janparishadbilaspur4761 2 жыл бұрын
ସାର୍ ଏ କଳିରେ ପ୍ରଥମ କାରଣ ମଦ
@dularamsoren4887
@dularamsoren4887 2 жыл бұрын
ଏମାନଙ୍କୁ ଏକାଠି କଲେ ମାଆ ଓ ଝିଅର ଜୀବନ ନଷ୍ଟ ହୋଇଯିବ ।
@stylextub9634
@stylextub9634 2 жыл бұрын
Right
@PradiptaParida-j2p
@PradiptaParida-j2p 11 ай бұрын
Gfarbhanga
@adibasiodiauntalentedboy7492
@adibasiodiauntalentedboy7492 2 жыл бұрын
mihir sir apan keun dunia re haji gale ame samste khojuchu.... apana aviman karantuni.....asantu....miss u mihir sir
@sureshpatra184
@sureshpatra184 2 жыл бұрын
Correct bh
@mankibaata394
@mankibaata394 2 жыл бұрын
ସେ ଲୋକଟି ମଦ ପି ତା ଘର ଭାଙ୍ଗି ଦେଇଛି😄, ସେ ସ୍ତ୍ରୀ ର କିଛି ଭୁଲ ନାହିଁ, ଯେତେ ଲୋକ ଉପଦେଶ ଦେବା ପାଁଇ ପୁରୁଷ ଲୋକଟି କୁ ନାନାଦି କଥା କହୁଛନ୍ତି!!!ବୋଧେ ସେ ସମସ୍ତଙ୍କ ସ୍ତ୍ରୀ ର ନଙ୍ଗଳା Photo (Whatsapp, Facebook and instagram) ରେ ତାଙ୍କ ପାଖକୁ ଆସୁଛି 🤔 ଚିତ୍ରାଳ ଆଉ ବେଶ୍ୟା ଳୟ ସବୁବେଳ ନିକଟ ତର, ଆଉ ପରିପୂରକ, କାହାହିଁକି? ଦର୍ଶନ ଶାସ୍ତ୍ର ପଢିଲେ ଜଣା ପଡିବ, ଆମେ ନାରୀ ର ଅଧିକାର ବେଶୟରେ ନାରୀକୁ ଜଣେଇଛେ😄 80 year ହେଇଗଲା, ଆମେ ନାରୀ ର କର୍ତଵ୍ୟବ୍ୟ କଣ ତାକୁ ଜଣେଇ ନାହୁଁ, ମୁଁ 2009 ରେ ମିହିର Sir ଙ୍କୁ Hotel Suryansh, ରେ ଦେଖିଛି ମଦ ପି କେମିତି ସେ ବେହୋସ ହୁଅନ୍ତ ଆଉ, ଲୋକ ମାନେ କେମିତି କାନ୍ଧ ଭିତରେ ହାତ ରଖି ତାଙ୍କୁ ଗାଡି ଭିତରେ ଥୋଇ ଆସନ୍ତି,
@rakeshs.9284
@rakeshs.9284 2 жыл бұрын
😭😭
@dillipkumar7825
@dillipkumar7825 2 жыл бұрын
ଝିଅ କିଛି ଭୁଲୁ କହୁନି ଆମେ ଖାଲି ମିଶେଇ ଦେବl କାଲି କଣ ହେବ ଦମେ ମାନେ ଭୁଝିବ ପୁଅ କଣ କିଛି ଆଗରୁ ବୁଝି ପାରୁନଥିଲା ମଦପି ଜୀବନ ମାଟି full ମଦୁଆ କିଛି ବୁଝି ପାରୁନି ମଦୁଆ ଛି ଛି ଛି
@mankibaata394
@mankibaata394 2 жыл бұрын
ବିଲକୁଲ ଠିକ
@mankibaata394
@mankibaata394 2 жыл бұрын
ସେ ଲୋକଟି ମଦ ପି ତା ଘର ଭାଙ୍ଗି ଦେଇଛି😄, ସେ ସ୍ତ୍ରୀ ର କିଛି ଭୁଲ ନାହିଁ, ଯେତେ ଲୋକ ଉପଦେଶ ଦେବା ପାଁଇ ପୁରୁଷ ଲୋକଟି କୁ ନାନାଦି କଥା କହୁଛନ୍ତି!!!ବୋଧେ ସେ ସମସ୍ତଙ୍କ ସ୍ତ୍ରୀ ର ନଙ୍ଗଳା Photo (Whatsapp, Facebook and instagram) ରେ ତାଙ୍କ ପାଖକୁ ଆସୁଛି 🤔 ଚିତ୍ରାଳ ଆଉ ବେଶ୍ୟା ଳୟ ସବୁବେଳ ନିକଟ ତର, ଆଉ ପରିପୂରକ, କାହାହିଁକି? ଦର୍ଶନ ଶାସ୍ତ୍ର ପଢିଲେ ଜଣା ପଡିବ, ଆମେ ନାରୀ ର ଅଧିକାର ବେଶୟରେ ନାରୀକୁ ଜଣେଇଛେ😄 80 year ହେଇଗଲା, ଆମେ ନାରୀ ର କର୍ତଵ୍ୟବ୍ୟ କଣ ତାକୁ ଜଣେଇ ନାହୁଁ, ମୁଁ 2009 ରେ ମିହିର Sir ଙ୍କୁ Hotel Suryansh, ରେ ଦେଖିଛି ମଦ ପି କେମିତି ସେ ବେହୋସ ହୁଅନ୍ତ ଆଉ, ଲୋକ ମାନେ କେମିତି କାନ୍ଧ ଭିତରେ ହାତ ରଖି ତାଙ୍କୁ ଗାଡି ଭିତରେ ଥୋଇ ଆସନ୍ତି,
@niharikamohapatra6734
@niharikamohapatra6734 2 жыл бұрын
Se jhia bisaye kn janicha tame Mane gapucha..Anya Toka sange palei jaithila se
@niharikamohapatra6734
@niharikamohapatra6734 2 жыл бұрын
Athi role karuchi kandiki
@nibeditaswain9532
@nibeditaswain9532 2 жыл бұрын
@@niharikamohapatra6734 ki mi
@lipibehera832
@lipibehera832 Жыл бұрын
🙏🙏🙏👌👌👌
@pratibharani2280
@pratibharani2280 2 жыл бұрын
ସେ ଦୋକାନୀ ବୁଢ଼ା କଥା ଲୁଚାଉଛି ସବୁ କଥା ରେ ସେ ସ୍ତ୍ରୀ କୁ ଦୋଷ ଦଉଛି
@nsroy5606
@nsroy5606 2 жыл бұрын
ମଦ ଆଉ ମଦୁଆ ଙ୍କୁ ବାଡ଼େଇକି ବାହାର କରାଯାଉ, ସବୁ ସମାଧାନ ହେଇଯିବ
@rkdash4873
@rkdash4873 2 жыл бұрын
Honest lady
@pradeepkumarmishra5889
@pradeepkumarmishra5889 2 жыл бұрын
Kanda dekhile jana paduchi. Akhire luha nai
@suchitrabehera2363
@suchitrabehera2363 2 жыл бұрын
Salute the women power.
@kandarpsahu5151
@kandarpsahu5151 Жыл бұрын
A sabu palithinira Kamal kam tanka adhika Nisa han a manisa abastare nahi Khali mada darakara paribara nuha mada adalare milk tike pia Bhala manisa hua bapa maanka na rakha mada pie jibanku nasta karantuni aau a jiban milibani ki khusibi milibani Bhai sudhuri jau bhabiswata achhi pila achhanti kan asubidha ati sundar sansara ti nasta karani sei stri jibanku aaloka aanibe katha mana o milimisi chala mada chhada sabu samadhana Hui jiba Bhai bhagaban mangala karantu jiban sukhamaya heu atiki kamana karuchi Prabhu Jagannath Swami ki jay
@joshuapradhan8658
@joshuapradhan8658 2 жыл бұрын
15 year age gap is the main problem of misunderstanding
@friendshiprocks8673
@friendshiprocks8673 2 жыл бұрын
Exactly
@jyotilipimohanty1976
@jyotilipimohanty1976 2 жыл бұрын
Yes
@milipradhan3191
@milipradhan3191 2 жыл бұрын
Bhout sundar dipankar sir🙏🙏
@Knowledgefactory1-z
@Knowledgefactory1-z 10 ай бұрын
😢😢😢
@surathachandrajena9514
@surathachandrajena9514 Жыл бұрын
ମଦୁଆ ସ୍ୱାମୀର ଅନେକ ବାହାନା ହିଁ ପରିବାରର ଅଶାନ୍ତି କାରଣ । ପରିବାରର ଦାୟିତ୍ବ ବୁଝାମଣା ଭିତରେ ,ପରସ୍ପର ଭଲପାଇବା ରେ ହୋଇ ପାରିଥାନ୍ତା। ସନ୍ତାନ ପ୍ରତି ଅବହେଳା କରୁଥିବା ମଣିଷର ଭବିଷ୍ୟତ - ଏହା ଉଦାହରଣ ହୋଇଯିବନି ତ ?? ଈଶ୍ୱର ଭରସା ।।
@jyotsnaraniparamanik4415
@jyotsnaraniparamanik4415 2 жыл бұрын
ପିଲାର ମୁହକୁ ଚାହିଁ ଖୁସିରେ ରୁହ, ଏମିତିକା ଭାଇ କୋଟିରେ ଗୋଟିଏ ପାଇଛ ଭଉଣୀ .....😭😭
@narottambeheranarottambehe3631
@narottambeheranarottambehe3631 2 жыл бұрын
ଏ ସ୍ତୀ ର ଅହଂକାର ରହିଲେ ହେଲା , ଯେତେ ବେଳେ ଶସ୍ତା ଇବ , ସେତେବେଳେ କିଛି ନଥିବ , ଜୋଉବନ ଚିରସ୍ଥାୟୀ ନୁହେଁ ! ଜୟ ଜଗନ୍ନାଥ
@manojraj.....7435
@manojraj.....7435 2 жыл бұрын
Lovely wife very innocent girl
@rabindrabehera9546
@rabindrabehera9546 11 ай бұрын
Kede sundar jhiara jiban ta nasta kie bhala jhia pai rakhi paruni au kahaku kharap jhia mili bhangijauchi ghara
@rudraom5
@rudraom5 4 ай бұрын
Wowes. .. Stree ra get up ru jana padi jauchhi se bahut dukhi au saririka manashika kashtha pauchhi . Tar jivana re kebe khusi pai nahin .
@swadeshnayak4423
@swadeshnayak4423 2 жыл бұрын
Bhauja bahut micha kahucha bhai saha bahut khushi re thila tame nije Kuha mun janichi se kemiti kharap heigale au tama jhua ku bhai bahut bhala paanti bahut micha kahucha tame bhai nka saha ate khushi re thila mun janichi
@mamtatripathy5901
@mamtatripathy5901 2 жыл бұрын
Mu nije anubhabi bahut kasta huye semiti swami aau sasu ghara lokanka saha adjust kariki rahiba.. Bina karana re blem karanti semane nijara bahaduri dekheiba pain jiye miss bihev karithiba taa goda tale padiba ku badhy karanti... Mo saha sabu heichi emiti.. Jaha sabu biswajita nka saha heichi...
@bijulisahoo9462
@bijulisahoo9462 2 жыл бұрын
Madua swami manankar kichhi. Bhul nahi ?nirlaj
@pniranjanparida505
@pniranjanparida505 2 жыл бұрын
Thanks for sharing,more power to you 🙏
@rubimahantyi160
@rubimahantyi160 2 жыл бұрын
God bless you sister
@sephalisahani9965
@sephalisahani9965 Жыл бұрын
ମଦ୍ୟପି ପାଖରେ ରହିବା ବହୁତ୍ କଷ୍ଟ ଭଉଣୀ ଠିକ୍ ନିଷ୍ପତ୍ତି ନେଇଛନ୍ତି, very good, decision
@haraharidas4907
@haraharidas4907 2 жыл бұрын
JAY JAGANNATH 🙏 🙏
@bhimagouri7190
@bhimagouri7190 2 жыл бұрын
ତାର ମୁହଁ କହୁଛି ପାକା ମଦୁଆ..ସିଏ କଣ ନିଜ ଘରଣି କୁ ଭଲ ପାଇବା ଦେବ.ଏଥୀରେ ଜଣା ପଡ଼ୁଛି..ମଣିଷ ଜଦି ମଦ ନ ପିଇଲେ ଆଉ ପିଇବ କିଏ.ବାପା ହେଇଛି ବାପା....ଛି ଛି
@PradeepKumarPandaEconomist
@PradeepKumarPandaEconomist 2 жыл бұрын
Best show ever 👌👌👌 my favorite show 👍👍👍 salute team 🙏🙏🙏
@BigBoss-bp5bi
@BigBoss-bp5bi Жыл бұрын
Not a team it's an emotion
@PradeepKumarPandaEconomist
@PradeepKumarPandaEconomist Жыл бұрын
@@BigBoss-bp5bi True.
@PrinceMRB
@PrinceMRB Жыл бұрын
​@@BigBoss-bp5bioo990 bhi ho hi
@sanketschoolboy
@sanketschoolboy 2 жыл бұрын
Bahut Sundar platform.
@birendrapanda8544
@birendrapanda8544 Жыл бұрын
U r doing excellent service fr the betterment of individuals,family, and society eventually of the nation.
@rajnandinipanda
@rajnandinipanda Жыл бұрын
Jhia mananka kanda re kebe v fasi jaontu nahin...Gote pua ra hasa hasa munha re tara chati re chapi rahithiba kasta taku bujhibaku chesta karantu
@gitarani9871
@gitarani9871 2 жыл бұрын
Gote pua boli bapa maa jhia ku baha deithile jhia khusi re rahiba boli..hele sabu baba maa nku mor 🙏🏻 ki jhia nku maridaba pachhe emiti jama munhaku theli diani please 😭😭😭😭😭
@motivationalmediakmgopi7247
@motivationalmediakmgopi7247 2 жыл бұрын
Right ..mu sahamata tuma kathare..athi dosha kebal se jhia ra baba maa nku hin jiba...bayasra distance nadekhi jhia ku mrg karei dele..au ajira samaja re gote hin trend chalichi kaha pakhare bhla dhana achhi au gvt job karichi ta sahita hin jhia ra bibaha karauchhanti..bujhia ba darkar mony dei sneha Prema kina jaeni...
@dillipkumar7825
@dillipkumar7825 2 жыл бұрын
Imiss you ମିହିର sir mihir sir ଠିକି କଥା କୁହନ୍ତୁ
@mankibaata394
@mankibaata394 2 жыл бұрын
ସତ କଥା
@mankibaata394
@mankibaata394 2 жыл бұрын
ସେ ଲୋକଟି ମଦ ପି ତା ଘର ଭାଙ୍ଗି ଦେଇଛି😄, ସେ ସ୍ତ୍ରୀ ର କିଛି ଭୁଲ ନାହିଁ, ଯେତେ ଲୋକ ଉପଦେଶ ଦେବା ପାଁଇ ପୁରୁଷ ଲୋକଟି କୁ ନାନାଦି କଥା କହୁଛନ୍ତି!!!ବୋଧେ ସେ ସମସ୍ତଙ୍କ ସ୍ତ୍ରୀ ର ନଙ୍ଗଳା Photo (Whatsapp, Facebook and instagram) ରେ ତାଙ୍କ ପାଖକୁ ଆସୁଛି 🤔 ଚିତ୍ରାଳ ଆଉ ବେଶ୍ୟା ଳୟ ସବୁବେଳ ନିକଟ ତର, ଆଉ ପରିପୂରକ, କାହାହିଁକି? ଦର୍ଶନ ଶାସ୍ତ୍ର ପଢିଲେ ଜଣା ପଡିବ, ଆମେ ନାରୀ ର ଅଧିକାର ବେଶୟରେ ନାରୀକୁ ଜଣେଇଛେ😄 80 year ହେଇଗଲା, ଆମେ ନାରୀ ର କର୍ତଵ୍ୟବ୍ୟ କଣ ତାକୁ ଜଣେଇ ନାହୁଁ, ମୁଁ 2009 ରେ ମିହିର Sir ଙ୍କୁ Hotel Suryansh, ରେ ଦେଖିଛି ମଦ ପି କେମିତି ସେ ବେହୋସ ହୁଅନ୍ତ ଆଉ, ଲୋକ ମାନେ କେମିତି କାନ୍ଧ ଭିତରେ ହାତ ରଖି ତାଙ୍କୁ ଗାଡି ଭିତରେ ଥୋଇ ଆସନ୍ତି,
@sureshpatra184
@sureshpatra184 2 жыл бұрын
Jadi mihir bhai ruhante bhauta bhala huanta
@nitishvlogs5467
@nitishvlogs5467 2 жыл бұрын
Se nahanti au ebe ସ୍ଵର୍ଗ କୁ ପଳେଇ galeni
@purusottamhemram1122
@purusottamhemram1122 2 жыл бұрын
Congratulations ashara aloka
@balrammuduli2632
@balrammuduli2632 2 жыл бұрын
I love you family sada sarbada family sati rea misi ruha jai jagannath
@BigBoss-bp5bi
@BigBoss-bp5bi Жыл бұрын
RAJA0004
@padubala7604
@padubala7604 2 жыл бұрын
ବିନଦ କୁ ଦେଖିଲେ ଲାଗୁଚି ସେ ଜଣେ ଗୋଟେ ଟାଉଟର ଭଳିଆ ଆଉ ଏକ ନମ୍ବର ମଦୁଆ ଆଉ ଗଞ୍ଜୁଡ଼ା ଭଳି ଲାଗୁଛି
@manoranjanbandha4690
@manoranjanbandha4690 2 жыл бұрын
Han bhai taudar bhali laguchhi
@kasinath4665
@kasinath4665 2 жыл бұрын
.q fall call all TV Ppp
@hanumanbhakta788
@hanumanbhakta788 2 жыл бұрын
Yes
@ajaysethy6316
@ajaysethy6316 2 жыл бұрын
ଏ ମଦୁଆ ଟା, ଏହାର ଗୋଟିଏ ଭଲ ସ୍ବାମୀ ହେବାର ଜୋଗ୍ୟତା ନାହିଁ,
@sasmitapanda925
@sasmitapanda925 2 жыл бұрын
Only for age difference
@sanketikamishra8294
@sanketikamishra8294 2 жыл бұрын
100 Right 👍🙏🏻
@mamtatripathy5901
@mamtatripathy5901 2 жыл бұрын
Kichhi loka bhul kariki bhi michha bahut kuhanti sethi gote jhia adjust Kariba bahut kasta
@susilalkm7590
@susilalkm7590 2 жыл бұрын
Thik katha
@fhhjdghjhj7882
@fhhjdghjhj7882 2 жыл бұрын
Right
@PradiptaParida-j2p
@PradiptaParida-j2p 11 ай бұрын
Jhia mananku bahut kasta pua mananku kuchhi bi nahi sale
@sanjanapanda9732
@sanjanapanda9732 2 жыл бұрын
😭😭😭 lady nka dukha dekhi heuni🙏🙏🙏👍👍👍
@mahendramurmu8655
@mahendramurmu8655 Жыл бұрын
Oh no!!!!
@santoshichinara750
@santoshichinara750 2 жыл бұрын
Besi phulei hauchi stree ....khali ta kandi pakeile gala samaste Biswas karidebe Swami ra khali bhul stree ra kn kichi bhul nahi
@55jitendrasingh9
@55jitendrasingh9 2 жыл бұрын
You are correct
@rkdash4873
@rkdash4873 2 жыл бұрын
ଏ ମାନେ ନମିଶିବ ଭଲ
@kumkumdas9619
@kumkumdas9619 2 жыл бұрын
ଏ ବୁଢା ସେ ଝିଅ ର ଯୋଗ୍ୟ ନୁହଁ, କଥାବାର୍ତ୍ତା ରୁ ଏଇଟା ଟାଉଟର ଜଣା ପଡ଼ୁଛି, ଏ ଶଳା କେତେ ମିଛ ସତ ଯୋଡି କି ତା ସ୍ତ୍ରୀ ନାଁ ରେ କହୁଛି , ସ୍ତ୍ରୀ ତୁରନ୍ତ ୟାକୁ ଛାଡପତ୍ର ଦେବାକଥା, ଏକା ଭିକ ମାଗି ଚଳେ, ୟାକୁ ଛାଡେ, ସ୍ଵାମୀ ନା ଛେନାଗୁଡ । ବାହା ହେଲା ବୋଲି ପଶୁ କୁ ମୁଣ୍ଡରେ ବସେଇବ । ଝିଅ ସତ କହୁଛି, ମରିଯିବା ଶ୍ରେୟସ୍କର। ସେ ବୁଢ଼ା ପାଟି ଖୋଲିକି କିଛି କହୁଛି କି, ଇଏ ମୁର୍ଖଙ୍କ ଦଳ କେମିତି ସେମାନଙ୍କୁ ମିଶିବାକୁ ଉପଦେଶ ଦେଉଛନ୍ତି?? ପ୍ରଥମେ ସେ ଦୋକାନୀ ବୁଢ଼ା କୁ ପ୍ରବଳ ମାଡ , ତାପରେ ସେ ଉପଦେଷ୍ଟା ବୁଢ଼ା କୁ ଖୋବଣା ଦର୍କାର
@manoranjanmohanta4095
@manoranjanmohanta4095 2 жыл бұрын
Actually
@devrajmanahira7025
@devrajmanahira7025 2 жыл бұрын
Right 👌👌👌
@niharikamohapatra6734
@niharikamohapatra6734 2 жыл бұрын
Sabubele pua ra bhul nathee gote stri jogu Jane Swami madua hue..
@kumkumdas9619
@kumkumdas9619 2 жыл бұрын
@@niharikamohapatra6734 se jhiara kana bhul jogu ta swamy madua hela tamaku laguchhi ?? Se budha agaru mada piu thila.
@niharikamohapatra6734
@niharikamohapatra6734 2 жыл бұрын
Se dui jananku mu personali janichi boli kahuchi...
@rkdash4873
@rkdash4873 2 жыл бұрын
ଚାକିରୀ ଜାଗା କୁ ଯାଇ ପ୍ରଥମେ ଦରମା କଥା ବୁଝିବାର ଥିଲା
@gitarani9871
@gitarani9871 2 жыл бұрын
Gopabandhu sir nka taking is best...I miss you sir
@nirupamamishra4396
@nirupamamishra4396 2 жыл бұрын
À0 meme no longer
@Rose-rl1qq
@Rose-rl1qq 2 жыл бұрын
Eka naari rahiba duniya re bahut kasta bahut dinsa ku samna karibaku pade
@fhhjdghjhj7882
@fhhjdghjhj7882 2 жыл бұрын
Sata katha kahila bahara duniya bahuta kaharap tenu swminka pakhare rahiba thik hele ethi alaga maduya tautar bhala heba alaga heijiba🙏🙏🙏
@khirodjena8782
@khirodjena8782 4 ай бұрын
ସେ ଝିଅ ବହୁତ ଭଲ ମତେ ଦେଲେ ମୁଁ ବାହା ହୁଅନ୍ତି ଏବେବି
@sujitpanda1749
@sujitpanda1749 2 жыл бұрын
ଭୁଲ୍ ଟା ସେ ହାରାମି ବିନୋଦ ର , ତା ଚେହେରା ଦେଖିଲେ ଲାଗୁଛି ଗୋଟେ ପୋଖତ ମଦୁଆ ଭଳି ।
@sujitkumarnaik1104
@sujitkumarnaik1104 2 жыл бұрын
Mu kohibi A modua hin family ku bhangi deichhi...
@fhhjdghjhj7882
@fhhjdghjhj7882 2 жыл бұрын
Right bhai
@plantservicesengineer.saga8010
@plantservicesengineer.saga8010 2 жыл бұрын
Right
@mankibaata394
@mankibaata394 2 жыл бұрын
ସେ ଲୋକଟି ମଦ ପି ତା ଘର ଭାଙ୍ଗି ଦେଇଛି😄, ସେ ସ୍ତ୍ରୀ ର କିଛି ଭୁଲ ନାହିଁ, ଯେତେ ଲୋକ ଉପଦେଶ ଦେବା ପାଁଇ ପୁରୁଷ ଲୋକଟି କୁ ନାନାଦି କଥା କହୁଛନ୍ତି!!!ବୋଧେ ସେ ସମସ୍ତଙ୍କ ସ୍ତ୍ରୀ ର ନଙ୍ଗଳା Photo (Whatsapp, Facebook and instagram) ରେ ତାଙ୍କ ପାଖକୁ ଆସୁଛି 🤔 ଚିତ୍ରାଳ ଆଉ ବେଶ୍ୟା ଳୟ ସବୁବେଳ ନିକଟ ତର, ଆଉ ପରିପୂରକ, କାହାହିଁକି? ଦର୍ଶନ ଶାସ୍ତ୍ର ପଢିଲେ ଜଣା ପଡିବ, ଆମେ ନାରୀ ର ଅଧିକାର ବେଶୟରେ ନାରୀକୁ ଜଣେଇଛେ😄 80 year ହେଇଗଲା, ଆମେ ନାରୀ ର କର୍ତଵ୍ୟବ୍ୟ କଣ ତାକୁ ଜଣେଇ ନାହୁଁ, ମୁଁ 2009 ରେ ମିହିର Sir ଙ୍କୁ Hotel Suryansh, ରେ ଦେଖିଛି ମଦ ପି କେମିତି ସେ ବେହୋସ ହୁଅନ୍ତ ଆଉ, ଲୋକ ମାନେ କେମିତି କାନ୍ଧ ଭିତରେ ହାତ ରଖି ତାଙ୍କୁ ଗାଡି ଭିତରେ ଥୋଇ ଆସନ୍ତି,
@odiavlogerpooja363
@odiavlogerpooja363 2 жыл бұрын
Akdam satakathha
@saipratik8304
@saipratik8304 2 жыл бұрын
ଗୋଟିଏ ସ୍ତ୍ରୀ ସବୁ କରିପାରିବ,ଏ ମଦୁଆ ଟିକୁ ଛାଡିଦେଇ ରହୁ.
@jaimatadi6810
@jaimatadi6810 2 жыл бұрын
viswojita right women...
@paridasanthosh7213
@paridasanthosh7213 2 жыл бұрын
God bless you sister
@ajitgouda1509
@ajitgouda1509 2 жыл бұрын
ଝିଅ ର ସବୁ ଭୁଲ କଣ ମ କାଟି କି ମନା କରୁଛି ସେ ଭାବୁଛି ଦିପଇସା କମେଇଦେଲାତ ନିଜ ସ୍ୱାମୀ କୁ ଭୁଲୁ କଲା ବୋଲି ଛାଡି ଦେବା ଥରେ ଚାନ୍ସ ଦିୟା ଯାଉ pilzz
@aswinalda4828
@aswinalda4828 2 жыл бұрын
Ta ghaita aiaga achhi budha kari parunahi
@cookwithsubhasmita6638
@cookwithsubhasmita6638 2 жыл бұрын
Sar apana right kahichanti
@joshuapradhan8658
@joshuapradhan8658 2 жыл бұрын
Nice replacement of late Mihir Sir
@ramakantamalik2427
@ramakantamalik2427 2 жыл бұрын
Jau pila se photo patheichhi se pilaku daki e Katha ki clear karile bahut Val huanta
@rasmitanath5149
@rasmitanath5149 2 жыл бұрын
Vala decision neichi jhia 👍
@mankibaata394
@mankibaata394 2 жыл бұрын
ସେ ଲୋକଟି ମଦ ପି ତା ଘର ଭାଙ୍ଗି ଦେଇଛି😄, ସେ ସ୍ତ୍ରୀ ର କିଛି ଭୁଲ ନାହିଁ, ଯେତେ ଲୋକ ଉପଦେଶ ଦେବା ପାଁଇ ପୁରୁଷ ଲୋକଟି କୁ ନାନାଦି କଥା କହୁଛନ୍ତି!!!ବୋଧେ ସେ ସମସ୍ତଙ୍କ ସ୍ତ୍ରୀ ର ନଙ୍ଗଳା Photo (Whatsapp, Facebook and instagram) ରେ ତାଙ୍କ ପାଖକୁ ଆସୁଛି 🤔 ଚିତ୍ରାଳ ଆଉ ବେଶ୍ୟା ଳୟ ସବୁବେଳ ନିକଟ ତର, ଆଉ ପରିପୂରକ, କାହାହିଁକି? ଦର୍ଶନ ଶାସ୍ତ୍ର ପଢିଲେ ଜଣା ପଡିବ, ଆମେ ନାରୀ ର ଅଧିକାର ବେଶୟରେ ନାରୀକୁ ଜଣେଇଛେ😄 80 year ହେଇଗଲା, ଆମେ ନାରୀ ର କର୍ତଵ୍ୟବ୍ୟ କଣ ତାକୁ ଜଣେଇ ନାହୁଁ, ମୁଁ 2009 ରେ ମିହିର Sir ଙ୍କୁ Hotel Suryansh, ରେ ଦେଖିଛି ମଦ ପି କେମିତି ସେ ବେହୋସ ହୁଅନ୍ତ ଆଉ, ଲୋକ ମାନେ କେମିତି କାନ୍ଧ ଭିତରେ ହାତ ରଖି ତାଙ୍କୁ ଗାଡି ଭିତରେ ଥୋଇ ଆସନ୍ତି,
@lilima_behera_30
@lilima_behera_30 2 жыл бұрын
Amiti manisa pakha ku jiba apekhya marijiba bhala 🙏🙏🙏
@mankibaata394
@mankibaata394 2 жыл бұрын
ସେ ଲୋକଟି ମଦ ପି ତା ଘର ଭାଙ୍ଗି ଦେଇଛି😄, ସେ ସ୍ତ୍ରୀ ର କିଛି ଭୁଲ ନାହିଁ, ଯେତେ ଲୋକ ଉପଦେଶ ଦେବା ପାଁଇ ପୁରୁଷ ଲୋକଟି କୁ ନାନାଦି କଥା କହୁଛନ୍ତି!!!ବୋଧେ ସେ ସମସ୍ତଙ୍କ ସ୍ତ୍ରୀ ର ନଙ୍ଗଳା Photo (Whatsapp, Facebook and instagram) ରେ ତାଙ୍କ ପାଖକୁ ଆସୁଛି 🤔 ଚିତ୍ରାଳ ଆଉ ବେଶ୍ୟା ଳୟ ସବୁବେଳ ନିକଟ ତର, ଆଉ ପରିପୂରକ, କାହାହିଁକି? ଦର୍ଶନ ଶାସ୍ତ୍ର ପଢିଲେ ଜଣା ପଡିବ, ଆମେ ନାରୀ ର ଅଧିକାର ବେଶୟରେ ନାରୀକୁ ଜଣେଇଛେ😄 80 year ହେଇଗଲା, ଆମେ ନାରୀ ର କର୍ତଵ୍ୟବ୍ୟ କଣ ତାକୁ ଜଣେଇ ନାହୁଁ, ମୁଁ 2009 ରେ ମିହିର Sir ଙ୍କୁ Hotel Suryansh, ରେ ଦେଖିଛି ମଦ ପି କେମିତି ସେ ବେହୋସ ହୁଅନ୍ତ ଆଉ, ଲୋକ ମାନେ କେମିତି କାନ୍ଧ ଭିତରେ ହାତ ରଖି ତାଙ୍କୁ ଗାଡି ଭିତରେ ଥୋଇ ଆସନ୍ତି,
@prasantapatra8939
@prasantapatra8939 2 жыл бұрын
Jay Jagannath 🙏
@mondaljaidul6043
@mondaljaidul6043 2 жыл бұрын
Bhai anuvab au barsha ku daka shwo ku
@brcreate8816
@brcreate8816 2 жыл бұрын
Mada jindabaad
@rubimahantyi160
@rubimahantyi160 2 жыл бұрын
Emiti swami pakhare na rahiba ta hin bhala eka ruha tuma jhia ku neiki.god bless you
@PradeepKumar_yt
@PradeepKumar_yt 2 жыл бұрын
ସବୁ ମଦ ର କମାଲ
@tapannaik1563
@tapannaik1563 2 жыл бұрын
I miss you Mihir sir
@rajnandinipanda
@rajnandinipanda Жыл бұрын
Mu gote jhia fir v mu kahibi gote pua barbad hebara karana Heuchi JHIA
@santoshkusahoo5788
@santoshkusahoo5788 2 жыл бұрын
Ete bhala stree thau thau ye kou bhalia kama ... Jadi kichi hauni mu baha habaku Raji ☺️🐼
@kumargauravmohapatra7694
@kumargauravmohapatra7694 2 жыл бұрын
Mu sa maikhinia ku rakhi baku raji achi
@stayamazed4505
@stayamazed4505 2 жыл бұрын
Hnn Bhai baha heijao
@subasbarik4676
@subasbarik4676 Жыл бұрын
Sir se jou jidee re kahichanti mu kasta paichi jibeenahi manisara manara hrudayaru thare boli chance nahi se bhali manisa aau kahaku kana bujhiba
@daywithsantosini812
@daywithsantosini812 2 жыл бұрын
Husband hebare jogyata nanin
@gautamchandrarout605
@gautamchandrarout605 2 жыл бұрын
Brother love your family 🙏
@bibhunandanpaik5179
@bibhunandanpaik5179 2 жыл бұрын
Sir good stap
@kamadebdas3424
@kamadebdas3424 2 жыл бұрын
🙏🙏🙏🙏
@Samalsanjay0
@Samalsanjay0 2 жыл бұрын
Jhia pura natak karuchi bahut vala natak karuchi
@pramodkumar1371
@pramodkumar1371 2 жыл бұрын
neya mobile puraane charger....🔋🔌
@surajitjana7671
@surajitjana7671 2 жыл бұрын
ଏ ମାଗିହା ଟା ପୁରା ମଦୁଆ ରେ ଭାଇ.ଛିଛି
@nirakarpradhan3368
@nirakarpradhan3368 Жыл бұрын
.😊
@nirmalkumarparida4471
@nirmalkumarparida4471 2 жыл бұрын
Maduia, no, 1
@RameshMohanty-p1f
@RameshMohanty-p1f 3 ай бұрын
Cause of Quarrel Among two persons , Age Difference between Husband And Wife . No satisfy this Lady with her husband .Now both are try to luck any where for BRIGHT Future. Haw haw haw haw ,
@madhusmitakar4469
@madhusmitakar4469 2 жыл бұрын
Mu asara aloka ku jibaku chahunchi kaha sahita jogajog karibi aau kemiti karibi please mote kuhantu
@pandabagadtya4849
@pandabagadtya4849 2 жыл бұрын
ମୂର୍ଖ ଲୋକ ଟା ସେ ମଦ ପିଇ ଜାଣି ପାରୁନାହିଁ କଣ ଭଲ କରୁଛି
@birakishoresahoo3080
@birakishoresahoo3080 2 жыл бұрын
Brother please take your wife and daughter.She has been shocked a lot.
@ramkrushnagiri8808
@ramkrushnagiri8808 2 жыл бұрын
Wines🍷🍷🍷🍷 shop bond koro
@prakashpandey3928
@prakashpandey3928 2 жыл бұрын
ମୁଁ ଭି ମଦ ପିଏ କିନ୍ତୁ ମୋ ସ୍ତ୍ରୀ କୁ ଏମିତି ବ୍ୟବହାର କରେ ନାହିଁ
@princearmanhota8832
@princearmanhota8832 2 жыл бұрын
👍🏼 good
@avipsapati4037
@avipsapati4037 Жыл бұрын
Bahut bhala kama karucha ta ...CMT re lekhucha 🤦
@Laxmi-rp1nm
@Laxmi-rp1nm 7 ай бұрын
Good 👍
@jituvlog6024
@jituvlog6024 2 жыл бұрын
Miss you mihiri sir
@nirmalasethi4928
@nirmalasethi4928 2 жыл бұрын
ନିଜେ ଗୋଟେ ଛୋଟ ଦୋକାନ କର...
@localtalent8820
@localtalent8820 2 жыл бұрын
Baharu swami paichhi to
@MBCMASTI
@MBCMASTI 2 жыл бұрын
ଏ ମଗିଆ ମଦୁଆ ଙ୍କୁ ଭରସା ନାହିଁ ।
@ramakantamalik2427
@ramakantamalik2427 2 жыл бұрын
Aji kali keunthi 8600ta darama nahi sehi kam darama pain semananka arthik paristiti badalu n thibaru semanankar jhagada heuchhi
@localtalent8820
@localtalent8820 2 жыл бұрын
Divorce dele sansarare mundateki chali paribo to
@prasantacreations
@prasantacreations 2 жыл бұрын
Binod, you are a commerce graduate. Why are you drink wine 🍷..? I know you but you are forget me. I request you Don't drink wine....
@bijulisahoo9462
@bijulisahoo9462 2 жыл бұрын
Jhiaku dhanyabad ae madua pakhare ate dina rahithila
@mankibaata394
@mankibaata394 2 жыл бұрын
ବିଲକୁଲ ଠିକି
@sukantakumarkanharkanhar9783
@sukantakumarkanharkanhar9783 2 жыл бұрын
Owner ra understands au ideology ku manibaku padhibaku padhiba...
@rashmipanda6482
@rashmipanda6482 2 жыл бұрын
Aage mada chhadiba katha kuha ntu ta pare sabu👍
@sarojkumardakua8010
@sarojkumardakua8010 2 жыл бұрын
JAGATA JIBANA SAR KHALI PURUSA HI BHULU MAGIBA KAHIKI
@anshipradhan8571
@anshipradhan8571 2 жыл бұрын
miss u mihir bhai
@mankibaata394
@mankibaata394 2 жыл бұрын
ସେ ଲୋକଟି ମଦ ପି ତା ଘର ଭାଙ୍ଗି ଦେଇଛି😄, ସେ ସ୍ତ୍ରୀ ର କିଛି ଭୁଲ ନାହିଁ, ଯେତେ ଲୋକ ଉପଦେଶ ଦେବା ପାଁଇ ପୁରୁଷ ଲୋକଟି କୁ ନାନାଦି କଥା କହୁଛନ୍ତି!!!ବୋଧେ ସେ ସମସ୍ତଙ୍କ ସ୍ତ୍ରୀ ର ନଙ୍ଗଳା Photo (Whatsapp, Facebook and instagram) ରେ ତାଙ୍କ ପାଖକୁ ଆସୁଛି 🤔 ଚିତ୍ରାଳ ଆଉ ବେଶ୍ୟା ଳୟ ସବୁବେଳ ନିକଟ ତର, ଆଉ ପରିପୂରକ, କାହାହିଁକି? ଦର୍ଶନ ଶାସ୍ତ୍ର ପଢିଲେ ଜଣା ପଡିବ, ଆମେ ନାରୀ ର ଅଧିକାର ବେଶୟରେ ନାରୀକୁ ଜଣେଇଛେ😄 80 year ହେଇଗଲା, ଆମେ ନାରୀ ର କର୍ତଵ୍ୟବ୍ୟ କଣ ତାକୁ ଜଣେଇ ନାହୁଁ, ମୁଁ 2009 ରେ ମିହିର Sir ଙ୍କୁ Hotel Suryansh, ରେ ଦେଖିଛି ମଦ ପି କେମିତି ସେ ବେହୋସ ହୁଅନ୍ତ ଆଉ, ଲୋକ ମାନେ କେମିତି କାନ୍ଧ ଭିତରେ ହାତ ରଖି ତାଙ୍କୁ ଗାଡି ଭିତରେ ଥୋଇ ଆସନ୍ତି,
@kartikchandradas1430
@kartikchandradas1430 2 жыл бұрын
Budha badmas achhi
@BipinKumar-ll3xe
@BipinKumar-ll3xe 2 жыл бұрын
Eta shata kintu budhata bali pasand hauni sethi Pani a nata 😆😆😆😆😆 💯 Right 😆😆
@lusciousfoods2796
@lusciousfoods2796 2 жыл бұрын
Chhi kemitika swami , stree
@amirakumarsethy8406
@amirakumarsethy8406 2 жыл бұрын
Nama ne
@duryaheambram7820
@duryaheambram7820 2 жыл бұрын
Swami sahita rahibahin strira Swabhimani eka stri rahile agaku bahut asubidha samna karibaku padiba🤮🤮🤮
It works #beatbox #tiktok
00:34
BeatboxJCOP
Рет қаралды 41 МЛН
IL'HAN - Qalqam | Official Music Video
03:17
Ilhan Ihsanov
Рет қаралды 700 М.
Sigma Kid Mistake #funny #sigma
00:17
CRAZY GREAPA
Рет қаралды 30 МЛН
Jibana Do Chhakire Ashara Alok Ep 308
41:50
OTV
Рет қаралды 494 М.
It works #beatbox #tiktok
00:34
BeatboxJCOP
Рет қаралды 41 МЛН